No video

Recruitment for 18,000 Vacant Teacher Posts in September, Details Here | Odisha Government

  Рет қаралды 20,121

Argus Digital

Argus Digital

Күн бұрын

ସେପ୍ଟେମ୍ବର ସୁଦ୍ଧା ନିଯୁକ୍ତି ପାଇବେ ୧୮ ହଜାର କନିଷ୍ଠ ଶିକ୍ଷକ। ଏନେଇ ଯୁଦ୍ଧକାଳିନ ଭିତ୍ତିରେ ଓସେପା ପକ୍ଷରୁ ଆରମ୍ଭ ହୋଇଛି ପ୍ରକିୟା। ଆକ୍ସନମୋଡରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ
#ArgusDigital #OdishaGovt #schoolandmasseducation #Teacherposting
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Recruitment for 18,000 Vacant Teacher Posts in September, Details Here | Odisha Governemnt
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
KZbin- / @argusdigital.official
Instagram: / argustvdigital

Пікірлер: 162
@itzsatya9028
@itzsatya9028 Ай бұрын
ଖାଲି ନିଯୁକ୍ତି ଦେଇ ଦେଲେ ହେବନି ....ଠିକା ପ୍ରଥା ଉଚ୍ଛେଦ କରନ୍ତୁ କାରଣ ଜଣେ କନିଷ୍ଠ ଶିକ୍ଷକ ର ଦରମା ମାସିକ ୧୧୧୦୦/ ଯାହାକି ଜଣେ ଦିନ ମଜୁରିଆ ଠୁ ବି କମ ।double engine govt ନିୟମିତ ନିଯୁକ୍ତି ଦିଅନ୍ତୁ ।
@kalpatarurout3073
@kalpatarurout3073 Ай бұрын
Nabin Patnaik ku kahebu jaa
@arjunhansdahofficial1512
@arjunhansdahofficial1512 Ай бұрын
​@@kalpatarurout3073ebe CM kiye ki ?? Naveen Patnaik ki tanku kahibe j jaiki ?? Nisa re achhu ki
@sksanjay9461
@sksanjay9461 Ай бұрын
​@@kalpatarurout3073ନବୀନ ବାହାର କରିଥିଲା ଏମାନେ ତାଙ୍କ ନା ରେ ପରି ହେବେ
@schooltime584
@schooltime584 Ай бұрын
1st ରେଗୁଲାର କର, ତାପରେ ନୂଆ ନିଯୁକ୍ତି ବାହାର କରିବ 🙏🏼7000 ଟଙ୍କାରେ ଶିକ୍ଷକ ଚାକିରୀ କରୁଛୁ 😢
@Ananyanayak123
@Ananyanayak123 Ай бұрын
Seia bar bar posting bahar Kariba 7k darama dba kn labha ki jhku dauchha tanku darma dia ta pare next bahara kariba
@user-fn5dx7rc6m
@user-fn5dx7rc6m Ай бұрын
1st gote case padiki stay heigale then kahibe salary increase kara pare posting daba
@durgaprasadpatro5511
@durgaprasadpatro5511 Ай бұрын
Jo sundara patha padhauchanti bhalaki dekha jauchi.. au ta pare darama pai kandani
@alokbhoi8757
@alokbhoi8757 Ай бұрын
Gote school re kete teacher achhanti dekha jauni jane di Jana teacher Thai 6 7 ta class chaluchi..se teacher Mane puni duniya bhar kama karuchhanti...seta dekha jauni ..gandu lal ​@@durgaprasadpatro5511
@sibarambehera6238
@sibarambehera6238 Ай бұрын
Bjd 25 barsa re kichhi karila nahi Eia 2 masa re sabu karideba
@bkexplore7173
@bkexplore7173 Ай бұрын
ଯୋଜନା ଭିତ୍ତିକ ନକରି ନିୟମିତ ହାରରେ ଦରମା ଦେବା ପାଇଁ ବିଜେପିର ଦାବି କାର୍ଯ୍ୟ କରିବା ଉଚିତ।
@Xuy788
@Xuy788 Ай бұрын
ଆପଣ ବିଜେଡି କୁ କହୁଥିଲେ ଚୁକ୍ତିଭିତ୍ତିକ ଉଠିନାହିଁ ବୋଲି... ପ୍ରାଥମିକ ଶିକ୍ଷା କ୍ଷେତ୍ରରୁ ଚୁକ୍ତିଭିତ୍ତିକ ଉଠି ବିଜେପି ଶାସିତ ରାଜ୍ୟ ଭଳି 4200/- GP ଦରକାର... ବିଜେପି ଚାକିରିଆଙ୍କ ପରିବାରର ଭୋଟ ରେ . ସେଥିମଧ୍ୟରୁ ଅଧାରୁ ଅଧିକ କେବଳ ପ୍ରାଥମିକ ଶିକ୍ଷକଙ୍କ ପରିବାରର vote..
@kalpatarurout3073
@kalpatarurout3073 Ай бұрын
Balatana
@Xuy788
@Xuy788 Ай бұрын
@@kalpatarurout3073 ଧନ ରେ ଚାକିରିଆଙ୍କ ପରିବାର ର 10000-12000 ଭୋଟରେ ବିଜେପି 20-30 ସିଟ ଜିତିଛି.. ନହେଲେ 2029 ରେ କଂଗ୍ରେସ ପକ୍କା
@pradyutlakra5183
@pradyutlakra5183 Ай бұрын
କନିଷ୍ଠ ଶିକ୍ଷକର ମାସିକ ବେତନ 11100 ଯାହାକି ଜଣେ ଦିନ ମଜୁରିଆଠୁ ବି କମ୍ । ଯୋଜନାଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ନିୟମିତ ନିଯୁକ୍ତି ପ୍ରଦାନ କରନ୍ତୁ
@bapinisahoo5009
@bapinisahoo5009 Ай бұрын
ବାଳ ଗୁରୁତ୍ଵ ଦେଉଛ । Regular କର । ମୂଲିଆ ଠାରୁ ହୀନ ଶିକ୍ଷକ ଜୀବନ ତାହା ପୁଣି।ପ୍ରାଥମିକ । ନବୀନ ସରକାର 50 k ପିଲାଙ୍କୁ ରେଗୁଲାର କଲେ ଆଉ ତମେ 20k ପିଲାଙ୍କୁ ରେଗୁଲାର କରି ପାରୁନ ଆଉ କି ବାଳ double engine ହେଇଛି
@Im_facilitator778
@Im_facilitator778 Ай бұрын
Regular Junior Teacher Abolished Schematic System....
@user-pt7lu4bt3k
@user-pt7lu4bt3k Ай бұрын
ବାଳୁଆ ନ୍ୟୁଜ୍ ଚ୍ୟାନେଲ... ବାରମ୍ବାର କୁହାଯାଉଛି.. ରେଗୁଲାର ନିଯୁକ୍ତି ପାଇଁ ଟିକେ ରିପୋର୍ଟ୍ ବନାଅ..ଏତେ ଲୋକ COMMENT କରିଛନ୍ତି, ଟିକେ ବି ଖାତିର୍ ନାହିଁ.. BJD ଥିଲା ବେଳେ ଭାରି ବିରୋଧ କରୁଥିଲ...ଏବେ ଚୁପ୍.. ସମସ୍ତେ UNSUBSCRIBE କର ଭାଇମାନେ.. ଏଇ
@Suvransu-l2z
@Suvransu-l2z Ай бұрын
ଯଦି ତମେ ସତରେ media ତାହେଲେ ରେଗୁଲାର କଥା ଉଠେଇବା
@NareshKingOfficial.
@NareshKingOfficial. Ай бұрын
ଯଦି ବି ଜେ ପି ସରକାର ପ୍ରକୃତ ରେ ପ୍ରାଥମିକ ସ୍କୁଲ ର ମଂଗଲ ଚାହାଁନ୍ତି, ହେଲେ ସଂପୂର୍ଣ୍ଣ ୧୮,୭୮୮ ପଦବୀ ପୂରଣ କରନ୍ତୁ।
@sarojkumarsahu8315
@sarojkumarsahu8315 Ай бұрын
Right
@sapankumarbhoi
@sapankumarbhoi Ай бұрын
Junior teacher nku first regular kara 11000/- tanka re bahara jilare khatiba kete juktijukta.
@umakantasenapati6265
@umakantasenapati6265 Ай бұрын
Media should raise hands for equal pay for equal work to justice the primary teachers
@Priyanshuslearningactivity
@Priyanshuslearningactivity Ай бұрын
Jts ku regular karajau
@DingarMajhi-ql3ku
@DingarMajhi-ql3ku Ай бұрын
I requested to BJP withdraw Scamatic mode of jtc requirement. Scamatic chaliba nahi. Nahale next election alu khaiba.
@BanalataMohanty-bf2ue
@BanalataMohanty-bf2ue Ай бұрын
Eita Navin pattnayak nka bahar karithile tume nunha...tume new nijukti dea
@Xuy788
@Xuy788 Ай бұрын
ନବୀନ ପଟ୍ଟନାୟକ 7 ବର୍ଷ ପରେ ବାହାର କରିଥିଲା 😡😡😡ମାଗିହା ପାଣ୍ଡିଆନ.. ନବୀନ ପଟ୍ଟନାୟକ 2001 ପରଠୁ IAS ମାନଙ୍କୁ ଶାସନ lease ଦେଇଥିଲା
@BanalataMohanty-bf2ue
@BanalataMohanty-bf2ue Ай бұрын
@@Xuy788 hn thik achi sethipain ta change hela...Abe bjp kahithila na nijukti daba ta new post bahar kariba katha .na guest teacher daba katha budha mananku
@soumyaranjanmohanty4746
@soumyaranjanmohanty4746 Ай бұрын
ଶିକ୍ଷା ବ୍ୟବସ୍ଥା ବଦଳୁଛି ନୂହେଁ ଓଡିଶା ରେ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେଲା ବୋଲି କହିଦିଅନ୍ତୁ
@saswatranjansamal3381
@saswatranjansamal3381 Ай бұрын
Regular kara nahele ladhei haba albat haba barabar haba au sahe sahe re danga haba
@Easylearning01317
@Easylearning01317 Ай бұрын
Regular Kari 4200 gp dele prakuta respect hoba teachers pain
@thirdeye9492
@thirdeye9492 Ай бұрын
ଚାକିରୀ ନ ହେଉ ବିକିରି ଆଉ ଦକ୍ଷିଣୀ ଖଣ୍ଟ ତା ଦେଶକୁ ଯାଉ ଯୋଗ୍ୟ ପ୍ରାର୍ଥୀ ପାଉ ତାର ସମ୍ମାନ ତେବେ ସିନା ବଢିବ ଶିକ୍ଷା ମାନ
@skpradhan7258
@skpradhan7258 Ай бұрын
Regular kara 🤬🤬
@rajendrakumartripathy3816
@rajendrakumartripathy3816 Ай бұрын
We demand regular posting
@Anilbhoi-ob1bl
@Anilbhoi-ob1bl Ай бұрын
Jts regular karajau
@ok6846
@ok6846 Ай бұрын
Regular karu BJP sarkar. Contractual system ku hatei dau na hele panchayat election re aame bjp ku boycott karibu
@user-sy4lz6bz7x
@user-sy4lz6bz7x Ай бұрын
Argus news kahithiba 31000 jts nijukti deba otet pare September ru December re ame wait karichhu kete sata achhi❤❤
@utkalchatasala5151
@utkalchatasala5151 Ай бұрын
ମିଛ ପୁରା ମିଛ
@saritasahu9195
@saritasahu9195 Ай бұрын
Schematic abolish kara
@swagatikasethi2825
@swagatikasethi2825 Ай бұрын
Regular pai kichhi karantu . Teacher nku ate abahela knpai.
@mahendrakumarmohanty3130
@mahendrakumarmohanty3130 Ай бұрын
Regular karantu
@bapibehera605
@bapibehera605 Ай бұрын
ଗଣ ମାଧ୍ୟମ କୁ ମୋର ଅନୁରୋଧ ଦୟାକରି ରେଗୁଲାର କଥା କୁ ନେଇ ଶିକ୍ଷା ମନ୍ତ୍ରୀ ମହାଶୟ ଙ୍କୁ ପ୍ରଶ୍ନ ପଚାରନ୍ତୁ 11000 ଟଙ୍କା ରେ ଠିକ ନିଯୁକ୍ତି ରେ ଶିକ୍ଷକ ଚଳିବେ କିପରି ତାଙ୍କର ପରିବାର ପୁଶିବେ କିପରି ଗୋଟିଏ ଜିଲ୍ଲା ରୁ ଯାଇ ଅନ୍ୟ ଏକ ଜିଲ୍ଲା ରହିବେ କିପରି
@ABLl1999
@ABLl1999 Ай бұрын
Judhya kalina na sleepy mode.... 9800 salary... Regular kale ame janibu... BJP govt ra kte kadha
@Cgl-warrior_
@Cgl-warrior_ Ай бұрын
Regular kara
@KUMAR-P1020
@KUMAR-P1020 Ай бұрын
#abolish 6 yrs of remuneration pay..,...pay regular salary instead of 11k from the time of joining......
@sarojnayak983
@sarojnayak983 Ай бұрын
Regular kara aga
@jagYasnI
@jagYasnI Ай бұрын
Regular b kara
@zerotohero0703
@zerotohero0703 Ай бұрын
Again contractual very sad moment
@Priyanshuslearningactivity
@Priyanshuslearningactivity Ай бұрын
Abolished schematic system,🙏🙏🙏
@Riyansh457
@Riyansh457 Ай бұрын
Regular karantu daya kari .....
@swarnalatapradhan5754
@swarnalatapradhan5754 Ай бұрын
Regular karu 1st
@subhasispradhan6621
@subhasispradhan6621 Ай бұрын
Why media not arises voice against contractual system
@subarnashomekitchen3086
@subarnashomekitchen3086 Ай бұрын
ପ୍ରାଥମିକ ଶିକ୍ଷକ ମାନଙ୍କୁ ରେଗୁଲାର ନିଯୁକ୍ତି ଦିଆଯାଉ ୧୧୦୦୦ ଟଙ୍କା ଦରମା ଚଳିବା କଷ୍ଟକର ସମାନ କାମ ପାଇଁ ସମାନ ଦରମା ର ଯେଉଁ ପ୍ରତିଶ୍ରୁତି ନିର୍ବାଚନ ଆଗରୁ ଦେଇଥିଲେ ତାକୁ ପୁରଣ କରନ୍ତୁ
@Kunjabiharibag5
@Kunjabiharibag5 Ай бұрын
31000 teacher good news thank u Mohan Sarkar
@Yagneswar193
@Yagneswar193 Ай бұрын
Ago cut-off mark ta bahara karo
@sksanjay9461
@sksanjay9461 Ай бұрын
ରେଗୁଲାର କର ଖାଲି ଚାକିରି ଦେଲେ ହବନି teacher କଣ ଏତେ ଶସ୍ତା ଯୋଉଠି ଦିନ ମଜୁରିଆ ମାସକୁ 15000 କମାଉଛନ୍ତି ସେଠୀ ଶିକ୍ଷକ କଣ ତାଙ୍କ ଠାରୁ ହିନ ଭାଷଣ ଦେଲେ ହବନି କାମରେ ଦେଖେଇବାକୁ ପଡ଼ିବ ଚାକିରି ଦେଇକି କୋଉ ଦୟା କରିନ ଯାହା manifesto re ଥିଲା ତାକୁ ଦେଖି କି ତୁରନ୍ତ ରେଗୁଲାର କର
@ajayagouda3257
@ajayagouda3257 Ай бұрын
ସେଟା 18000 ନୁହ 12000 ହେବ ଏ ବି bjd ର ଫର୍ମୁଲା ଧରିଛି ବାହାର କରିବ 20k fill ହେବ 10k 😂
@sanjulatabehera7975
@sanjulatabehera7975 Ай бұрын
Plz regular karantu... 10,000 re kn tame chalipariba....? District bahare rahiki... Plz regular plz🙏🙏🙏 Ssrakar heba purbaru kahuthile saman kama ku saman darama... Plz regular 🙏🙏🥺🥺🥺🥺
@prakashmohapatra8435
@prakashmohapatra8435 Ай бұрын
It is requested to our respected CM and respected Education Minister please complete the recruitment process of 20k junior teacher according to the verdict of honourable ODISHA HIGH COURT. So many guide lines have been given by Honourable Chief Justice to complete the process fairly. Everything should be clear before all aspirants. Humble request.
@nibeditabhoi9419
@nibeditabhoi9419 Ай бұрын
Right bhai but ekatha kehi kahu nahanti j 20k fill up hau boli
@prakashmohapatra8435
@prakashmohapatra8435 Ай бұрын
CM nku details re bujhantu.
@tkj2346
@tkj2346 Ай бұрын
E Argus vai... Dayakari tama sarkaar nku regular related questions kara..interview neba..
@chandrasekharpatrababu8687
@chandrasekharpatrababu8687 Ай бұрын
ପ୍ରଥମେ ରେଗୁଲାର କର , ୧୧୧୦୦ ଟଙ୍କାରେ ଚାକିରି କରିବା କେତେ କଷ୍ଟ ସେଇଟା ଯିଏ କରିଛି ସିଏ ଜାଣିଛି । ତା ଛଡା ସବୁ ବିଭାଗରେ ଚୁକ୍ତି ପ୍ରଥା ଉଠି ଯାଇଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ଠିକା କାହିଁକି ଉଚ୍ଛେଦ ହେଉନାହିଁ ?
@Smileheart63
@Smileheart63 Ай бұрын
Bekar 😢😢 regular kara agaaa
@shiningstarcreation8925
@shiningstarcreation8925 Ай бұрын
High school teacher pain vacancy bahar koro
@asutosh501
@asutosh501 Ай бұрын
🙏ସାର ଗଲା ସରକାରରେ ପୋଲିସ ଦିପାର୍ଟମେଣ୍ଟ ରେ ଥିବା ହୋମଗାର୍ଡମାନେ ବହୁ ନିର୍ଯ୍ୟାତିତ ହୋଇଛନ୍ତି ଏବଂ ଚାକିର ମଧ୍ୟ ହରାଇଛନ୍ତି. ଦୋଷ ନଥାଇ ଦୋଷୀ ସଜେଇଦିଆଯାଇଛି. ଡ୍ୟୁଟି ପିରିୟଡ଼ ରେ ଯଦି ଜଣେ ଭୁଲ କଲା ସମସ୍ତଙ୍କୁ ଦୋଷୀ କରାଯାଇ ଚାକିରିରୁ ବହିଷ୍କାର କରାଯାଉଥିଲା,ହେଲେ ଦୁଃଖ ର ବିଷୟ ସମାନ କାର୍ଯ୍ୟରେ ସମାନ ପରିସ୍ଥିତି ରେ ଆମ ସହ ଡ୍ୟୁଟି କରୁଥିବା ରେଗୁଲାର କର୍ମଚାରୀଙ୍କୁ ଗଲା ସରକାରଙ୍କ ଅଫିସରମାନେ ଦିପାର୍ଟମେଣ୍ଟଲି ପ୍ରୋସେଡିଙ୍ଗ ଆଳରେ ସେମାନଙ୍କୁ ପୁନଃ ଥଇଥାନ କରୁଥିଲେ. ହେଲେ ଆମ ଭଳି ତଳିଆ କର୍ମଚାରୀଙ୍କୁ ଚାକିରିରୁ ବାହାରକରି ଆଇନର ଦୁହାଇ ଦେଖାଇ ଆମକୁ ଓ ଆମ ପରିବାରକୁ ଗରିବ ଦୁର୍ବିପାକ ଭିତରକୁ ଠେଲିଦେବା କେତେଦୂର ଯଥାର୍ଥ ଆପଣ ବିଚାର କରନ୍ତୁ. ନିର୍ଦୋଷ ହୋଇ ମଧ୍ୟ ଆମ କଥା କୌଣସି ବଡ ଅଫିସର କର୍ଣ୍ଣପାତ କରିବାକୁ ନାରାଜ,ଆମକୁ ସମାନ ତଦନ୍ତ ରେ ସାମିଲ କରାଯାଇପାରିଥାନ୍ତା ଆମେ ବି ସେଥିରେ ନିରବଛିର୍ଣ ଭାବେ ସହଯୋଗ କରିଥାନ୍ତୁ. ମୁଁ ମଧ୍ୟ ସେଥିମଧ୍ୟରୁ ଜଣେ ଦୋଷ ନଥାଇ ଦୋଷୀ ହୋଇ ଚାରିଆଡୁ ନିରାଶ ହୋଇ ଶେଷରେ ନ୍ୟାୟାଳୟ ର ଆଶ୍ରୟ ନେଲି ହେଲେ ମୋର ମତ ତାହା ଆମ ଭଳି ଗରିବମାନଙ୍କ ପାଇଁ ନୁହେଁ. ଯେଉଁଠି ଜୀବନଜୀବିକା କଥା ପଡିଛି ଦୀର୍ଘ 4ବର୍ଷ ହେଲା କେଶ ର ବିଚାର ଦୂରର କଥା ସିରିଏଲ ମଧ୍ୟ ଆଜିପଯ୍ୟନ୍ତ ହେଲା ନାହିଁ ଏଥିପାଇଁ ବୋଧେ ଗଲା ସରକାର ଆଉ ଅଫିସରମାନେ ତାହା ଜାଣି ଆମ ଉପରେ ଜୁଲମ କରୁଥିଲେ. ଏହା ମୋର ନିଜ ଅନୁଭୂତି ଆପଣମାନେ ବିଚାର କରନ୍ତୁ କଣ ଠିକ ଓ ଭୁଲ. ମୋର ସରକାରଙ୍କୁ ଅନୁରୋଧ ଏହା ଉପରେ ବିଚାରକରି ଆମକୁ ଓ ଆମ ପରିବାରକୁ କିପରି ନ୍ୟାୟ ମିଳିବ ସେ ଦିଗରେ ସାହାଯ୍ୟ କାମନା ଚାହୁଁଚୁ 🙏
@Naik1933
@Naik1933 Ай бұрын
Appointment as regular..
@saumyaranjangochhait892
@saumyaranjangochhait892 Ай бұрын
😂😂😂 judya Kalina Mane 1year haigala Russia vs Ukraine judya na kan ata
@jharanapradhan117
@jharanapradhan117 Ай бұрын
30000 teacher posting diantu gote tharake
@SBhue143
@SBhue143 Ай бұрын
Govt nischita jts ku regular kariba
@Abhilash96325
@Abhilash96325 Ай бұрын
Kichi hansa nahi regular kale hansibe
@krutideepadas1657
@krutideepadas1657 Ай бұрын
Regular recruitment diajau
@SarojKumar-tf4hk
@SarojKumar-tf4hk Ай бұрын
କୁହା ମୁଣ୍ଡା କପିଳା BJP ସରକାର କୁଆଡେ ଗଲା ତୁମ ସମାନ କାମ କୁ ସମାନ ଦରମା କଥା ଯଦି JTS ରେଗୁଲାର ନକର ପଞ୍ଚାୟତ ନିର୍ବାଚନ ରେ Bjp ଓଡ଼ିଶା ରୁ ଲୋପ ହେବ ମନେ ରଖ BJP ନେତା
@tarakantapatra4575
@tarakantapatra4575 Ай бұрын
Bjd ta 18000 requirements create Kari exam karila bjp nua dau....
@subhrajcreation6158
@subhrajcreation6158 Ай бұрын
18000 nuhe 11000 post fill up heba.... Govt ra vul pain
@user-fn5dx7rc6m
@user-fn5dx7rc6m Ай бұрын
Then baki post next phase Kain ta 2nd selection kahialani argus seta kn argus ku janapaduni
@malaya4473
@malaya4473 Ай бұрын
ଗଣ ମାଧ୍ୟମ କୁ ଅନୁରୋଧ ସରକାର ଙ୍କୁ ପଚାରନ୍ତୁ, ନିୟମିତ ଦରମା ରେ କେବେ ନିଯୁକ୍ତି ଦେବେ
@priyankabehera5604
@priyankabehera5604 Ай бұрын
Kahiba tharu kariba bahut difference.BJD govt thila bele ai dala ra neta mane bahut bada bada gapa gaputhile.esa.karidabu tesa karidabu .kain kuade gale sei pratisruti ?20000 post pura fill up pain kahuthila ebe kn jali heigale 18000 ku .7 yr pare posting bahar kariba sethire posting dela belaku kunthu kunthu.
@bidyadharpadhan1355
@bidyadharpadhan1355 Ай бұрын
ନନ୍ଦିଘୋଷ ଟିଭି ଠାରୁ ବି ବଳିଗଲା ଆପଣଙ୍କ channel, ଛି ଭଲ ଭାବୁଥିଲି ଏଇ ଚାଁନେଲ କୁ
@jaggabhai6293
@jaggabhai6293 Ай бұрын
Bjd ସରକାର ର ଯୋଜନା....
@pritisridas4252
@pritisridas4252 Ай бұрын
Vocational education ku kanhiki priority daunahanti Please sir vocational teacher post bahara karantu 🙏
@sarbeswargajendar3435
@sarbeswargajendar3435 Ай бұрын
Double students achanti gote post re apana verify karibe
@chinmayakumarjena4891
@chinmayakumarjena4891 Ай бұрын
Naveen pattanaik ଦେଇଥିଲେ,ତମ ର ଦମ୍ ଅଛି ତ ,ତାଙ୍କୁ regular କର
@ashissethy3936
@ashissethy3936 Ай бұрын
#Regular posting katha b t k #pachara
@tapaswineeindrasingh1997
@tapaswineeindrasingh1997 Ай бұрын
Anm result and posting katha ଭୁଲିଗଲେ କି
@HimanshuNayak-wd1nw
@HimanshuNayak-wd1nw Ай бұрын
Bl channel jts regular show karuna ta kebe
@LaxmanMohapatra-ys7cn
@LaxmanMohapatra-ys7cn Ай бұрын
SChematic hatao, regular posting karantu Mohan Majhi Sir.
@tarakantapatra4575
@tarakantapatra4575 Ай бұрын
Bjp ku anitha bhalalage bjd bahara kala tame dela
@bapinisahoo5009
@bapinisahoo5009 Ай бұрын
ଗଣ୍ଡା ମନ୍ତ୍ରୀ ବାଳ ଯାହା କହିଲେ ଶୁଣି ପାରୁନି
@niranjannayak8060
@niranjannayak8060 Ай бұрын
Puruna advertisement nua kichhi nahin
@krushnaranjandashdash8916
@krushnaranjandashdash8916 Ай бұрын
ସରକାର ଉଚ୍ଚଶିକ୍ଷା କୁ ଅଣହେଳା କରିବା ଉଚିତ ନୁହେଁ
@user-li4jt9jd5x
@user-li4jt9jd5x Ай бұрын
New jts should be join as regular because in10k work will not possible. According to new cabinet Bill per day payment of workers will be 600rs means 18k per month but primary teachers will get 10k woahh kya rule hai. This government should fullfill it's promise EQUAL PAY FOR EQUAL WORK.
@debasmitaparida2072
@debasmitaparida2072 Ай бұрын
18 hajar kemiti nijukti deba tike bujheila.Jou pila 2ta post paichi se bi ei 18 hajar pilanka bhitare achhi.Taku kana 2 ti post deba ki?Jadi 2ti post debani gote post vacant rahiba.Sei bhali manekara 4 hajar pila duiti post paithibe.Ta mane 4 hajar pilanka gote lekha post hisab re 4k post fanka rahiba..second selection pain court order kala.Tame ta second selection karibani tahele 18 hajar post kemiti fill up heba kuha?. 13 ki 14 hajar post fill up kari bhasana mariba 18k post fill up kalu
@nibeditabhoi9419
@nibeditabhoi9419 Ай бұрын
High court order deichhi sabu post filled up pain but govt kana chahuchhi j Kia jane
@MUGK_STUDY_POINT
@MUGK_STUDY_POINT Ай бұрын
ତମ ଭଳି ଦରିଦ୍ର channel ହିଁ ଏଇଟାକୁ ଜଲଦି କହି ପାରିବ😂😂
@bhabanishankarbarik2884
@bhabanishankarbarik2884 Ай бұрын
12k fillup heba kintu lekhajauchi 18k val nuhen yaha
@Kunjabiharibag5
@Kunjabiharibag5 Ай бұрын
Bahut bhala good Ama Non Select pila mana nka pai thank u mohan sarkar mo mata re Request karibi ama non select pilanku case kale e process late heba then e 31000 jau kahu chhanti aeta b asibani late heba so case na karile ama mananka pai bhala hebha🙏🙏🙏 So please don't file any case 🙏
@nibeditabhoi9419
@nibeditabhoi9419 Ай бұрын
20k fill up hele case hebani
@Kunjabiharibag5
@Kunjabiharibag5 Ай бұрын
@@nibeditabhoi9419 fillup ta heba Bali Govt Kahichhanti process gute thar fillup hle ta 2nd round cutoff kam hei ki aasiba pila Ta ebe too Case case hauchanti so kahili first Round dv Kari thiba fillup ta first hei diantu sabu ama non select mankara hi kshyati heba jadi case gute process nasaruni hela dekha jau kan hauchhi
@niranjansenapati8723
@niranjansenapati8723 Ай бұрын
Balo sarkar... Osepa ku to thik koriparu mahanti..... Maghia officer filter kori list baharo kori na darkar.... Majhi sarkar setiki kori parileni
@Evergreengoldmusic
@Evergreengoldmusic Ай бұрын
Au sabu nijukti kuade gala like police line job official sabu
@hariharbiswal7960
@hariharbiswal7960 Ай бұрын
New 30,000 nijukti offline re gotia sitting gotia dina re exam karibaku anurodh 🙏
@facetoface2156
@facetoface2156 Ай бұрын
ତୁମ video ଜମା ଭଲ ଲାଗିଲା ନାହିଁ । Like, share o subscribe କରିବି ନାହିଁ । CM ଓ S&ME minister JTS କୁ ରେଗୁଲାର କରିବା ଓ ୪୨୦୦ ଗ୍ରେଡ ପେ କଥା ତୁମେ କେବେ ପଚାରୁ ନ ।
@sameermeher7054
@sameermeher7054 Ай бұрын
😂kichi badaluni ye ta bada thaka Sarkar jeuta kahuchanti seta karunahanti next election government au rahibani guarantee regular Kara first
@gunanidhipatra3533
@gunanidhipatra3533 Ай бұрын
Posting New year 2025 ରେ ଦେଲେ ଭଲ ହୁଅନ୍ତା
@RanjankumarDugal
@RanjankumarDugal Ай бұрын
Regular au hebani ki
@sudiptasahu5752
@sudiptasahu5752 Ай бұрын
Rehabilitation assistance scheme 1990 rule job diya jau
@deepakkumarsahoo5544
@deepakkumarsahoo5544 Ай бұрын
Central government teacher 4200 GP Saha regular,but state government schematic au 11100 tanka, 😢😢😢
@arjunhansdahofficial1512
@arjunhansdahofficial1512 Ай бұрын
Argus jts regular paein education minister/cm ku question b pachari paruni... Se agression kahin...
@soumyaranjansahoo6558
@soumyaranjansahoo6558 Ай бұрын
Ye ta nabin sarakar bahara karithile .... Mohan sarkar kn naa nebe ki ?
@tkj2346
@tkj2346 Ай бұрын
Uthare hasa futiba ki 8000 tanka re petare nata bajiba..mohan sarkaar nku khaali jana.. Jt aspirant sapakhya re kichi kuha aurgus vai... Jai jagannath
@edumatters4986
@edumatters4986 Ай бұрын
govt paid channel
@MamataBehera-bl4js
@MamataBehera-bl4js Ай бұрын
Kahila kn na turanta ate time nauchhanti
@jayjagannath4115
@jayjagannath4115 Ай бұрын
Prathame .... regular kara ..pare nijukti diaa
@TheConquerorManua
@TheConquerorManua Ай бұрын
Odisha lift irrigation corporation Ltd ra Rehabilitation Assistance Scheme Applicants mananku Group-D post re appointment diantu........
@artbymkb3810
@artbymkb3810 Ай бұрын
Abolish contractual system from junior teacher
@alok5549
@alok5549 Ай бұрын
Abolish contractual system from junior teacher schematic
@gopalkanda2279
@gopalkanda2279 Ай бұрын
Chatukarita ra gute limited thisi sir .........kana gurutwa dia jauchhi..... regular appointment demi kahele ebe silent
@priyankaworld6497
@priyankaworld6497 Ай бұрын
Next requirement bahar kari turanta teacher abhab ku dura karantu
@Maharajvlogs90
@Maharajvlogs90 Ай бұрын
Prathamika sikhyaka nku daily majuria ghosana karidia...darama sei valia daucha..ethire lajja kan😢
SPONGEBOB POWER-UPS IN BRAWL STARS!!!
08:35
Brawl Stars
Рет қаралды 21 МЛН
女孩妒忌小丑女? #小丑#shorts
00:34
好人小丑
Рет қаралды 84 МЛН
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 20 МЛН
secret superstar ..Best  movie scene 🤩 Amirkhan Zairawasim
9:56
Mahodari Entertainment
Рет қаралды 413 М.
SPONGEBOB POWER-UPS IN BRAWL STARS!!!
08:35
Brawl Stars
Рет қаралды 21 МЛН