Рет қаралды 324,429
ପାରାଦୀପ ରୁ ରାୟପୁର ପାଇଁ କୋଇଲା ଲୋଡ୍ ହୋଇଥିଲା ମୋ ଟ୍ରକ୍ ରେ। ନିଷ୍ପତି କଲି ଟ୍ରକ୍ ଡ୍ରାଇଭର ଙ୍କ ସହିତ ସେମାନଙ୍କ ଭଳି ରୋଡ ଉପରେ କାଟିବି କିଛିଦିନ। ବୁଝିବାକୁ ଚେଷ୍ଟା କରିବା ସେମାନଙ୍କ ମନକଥା।ବୁଝିବାକୁ ଚେଷ୍ଟା କରିବା ସେମାନଙ୍କ କଷ୍ଟ ଯନ୍ତ୍ରଣା।ଅଙ୍ଗେ ଅଙ୍ଗେ ମହସୁସ କରିବା ଭାରତୀୟ ଟ୍ରକ୍ ଡ୍ରାଇଭର ଙ୍କ ଜୀବନ ଶୈଳୀ। ଭିଡିଓ ଟି ଅଧିକ ଲମ୍ବା ହୋଇଯାଇଛି। ଯଥା ସମ୍ଭବ ଚେଷ୍ଟା କରିଛୁ ଛୋଟ କରିବା ପାଇଁ। ଅନେକ ରହିଗଲା ଅକୁହା କଥା। #odiyavlog #truckingvlogs