ଏ ସବା ଖାଇ ଦିଦି, ମୋ ନାତିକୁ ବାଡ଼େଇଛି …| Teacher Beaten By Parents | Papu Pom Pom Comedy | Aeita Bayata

  Рет қаралды 279,398

Nandighosha TV

Nandighosha TV

Күн бұрын

#AeitaBayata #teacher #parents #viralvideo #odisha #nandighoshatv
ଏ ସବା ଖାଇ ଦିଦି, ମୋ ନାତିକୁ ବାଡ଼େଇଛି …| Teacher Beaten By Parents | Papu Pom Pom Comedy | Aeita Bayata
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 286
@akshyajena226
@akshyajena226 Жыл бұрын
ପିଲା ସବୁ ମୂର୍ଖ ଏବଂ ଅମଣିଷ ହୋଇଯିବେ ସରକାର ଙ୍କୁ ମୋର ନିବେଦନ ସ୍କୁଲ ରୁ ଦଣ୍ଡମୁକ୍ତ ଅଚଳ କୁ ଉଠେଇ ଦିଆ ଯାଉ 🙏
@akashpanda8554
@akashpanda8554 Жыл бұрын
Right 👍
@kanhucharanmunda3770
@kanhucharanmunda3770 Жыл бұрын
Right 👍
@narendradhada5229
@narendradhada5229 Жыл бұрын
Right
@purnaxchandra
@purnaxchandra 10 ай бұрын
Right
@santoshmandal6164
@santoshmandal6164 Жыл бұрын
ମାନିବାକୁ ପଡିବ ପପୁ ଭାଇ ତୁମର ଚିନ୍ତା ଧାରା ଆଉ ତୁମର ଅଗାଧ ଜ୍ଞାନ.. 🙏ଏଇ ଛୋଟ ଭିଡ଼ିଓ ମାଧ୍ୟମ ରେ ସବୁ ବାପା ମା ମାନଙ୍କୁ ପ୍ରେରଣା..
@zevaneducational5753
@zevaneducational5753 Жыл бұрын
ବହୁତ ବଢିଆ ପ୍ରସଙ୍ଗ ଆଜ୍ଞା ହୃଦୟ କୁ ଛୁଇଁ ଗଲା.. ସତରେ ଆଉ ଶିକ୍ଷକ ଙ୍କୁ ସନମାନ ମିଳୁନି କି କୋଉ ଛୁଆ ଡରୁ ନାହାନ୍ତି.... ମୁଁ ବ ବହୁତ ଜାଗାରେ ଦେଖିଛି ବାପା ମା ମାନେ ଶିକ୍ଷକ ଙ୍କୁ ଦୋଷ ଦଉଛନ୍ତି.... ନିଜ ପିଲାଙ୍କ ଦୋଷ ଦେଖୁନାହାନ୍ତି 😢😢😢
@shibakalet219
@shibakalet219 Жыл бұрын
ଆଜି କାଲି ପିଲା ମାନଙ୍କୁ ସୁବିଧା ହଇ ଗଲା ଦଣ୍ଡ ମୁକ୍ତ ଅଞ୍ଚଳ ହଇ ଗଲା ଯଉଠୁ ଏ ମାନେ କେବେ ବି ମଣିସ ହେବେ ନି ଜେ ପର୍ଜନ୍ତ ଦଣ୍ଡମୁକ୍ତ ଉଠି ନି ସେ ପର୍ଜନ୍ତ୍ ଏଭଳି ଅସି କ୍ଷିତ ପିଲା ବାହା ରିବେ thanks ପପୁ sir God job sir
@MANA-ff5jc
@MANA-ff5jc Жыл бұрын
ମୁଁ ବିଭିନ୍ନ ନାମରେ ନାମିତ ମୁଁ କ୍ୟାନ୍ସର ରୋଗର ସଙ୍ଗାତ ମୁଁ ସଫଳ କୁ ମୁଁ ମିନାଜି ଲୋକେ ଆସନ୍ତି ମତେ ଖୋଜି ଖୋଜି.. ପାନ ବଦଳରେ କରନ୍ତି ମତେ ଆଦର ସାନରୁ ବଡ଼ କରନ୍ତି ପ୍ରଶଂସା ଯେ ମୋର ଛାତି ପକଟରେ ଯେ ମୋହରି ଘର ମୋ କପଡା ଚିରି ଲୋକେ ପାଟିରେ କରନ୍ତି ଆହାର... ଷ୍ଟାଇଲି ମାରି ଉଡ଼ନ୍ତି ମୋହରି ଧୂଳିକୁ ଧନ୍ୟବାଦ ମୋର ସେହି ଲୋକ ମାନଙ୍କୁ ସବୁଠି ପାଇବେ ମତେ ଆପଣ ଦେଖିବାକୁ ମୁଁ ଲାଲା କରିଦିଏ ସମସ୍ତିଙ୍କ କାନ୍ଥକୁ... ମତେ ଧରିକି ନାଚନ୍ତି ଫିଲ୍ମ ଷ୍ଟାର ଛକରେ ଲାଗିଛି ମୋର ବଡ଼ ପୋଷ୍ଟର ନାମକୁ ରୋକ ଲଗେଇଛନ୍ତି ସରକାର ସବୁଠି ସବୁ ସ୍ଥାନରେ ରହିଛି ମୋ ଅଧିକାର... ପାଟି କରିଦେବି ମୁଁ ତୁମର ଛୋଟ ରଙ୍ଗୀନ କରିଦିଏ ଢ଼ଳେଇର ବାଟ ମୋ ବିନା ତୁମ ପାଟି ସବୁ ଫିକା ମୋ ନାମଟି ହେଲା ଗୁଡୁକା.......ମାନା,,,
@bapinapradhansinu4636
@bapinapradhansinu4636 Жыл бұрын
@anilkumarmaharana2206
@anilkumarmaharana2206 Жыл бұрын
❤❤❤❤❤
@nibeditamohapatra1612
@nibeditamohapatra1612 Жыл бұрын
ସବୁ ଠିକ ପପୁ ବାବୁ l ପରୀକ୍ଷା ଫଳ ବାହାରିଲେ ବାପା ମାଙ୍କ ପରେ ଶିକ୍ଷକ ଅଧିକ ଖୁସି ହୁଅନ୍ତି l କିନ୍ତୁ ଏ ଭଳି କାର୍ଯ୍ୟ ଅତି ନିନ୍ଦନୀୟ l
@haibapi
@haibapi Жыл бұрын
ଭାଇ ଥରେ outsourcing ଚାକିରି topic ଉପରେ ଗୋଟେ episode କରନ୍ତୁ
@sandeepkar3005
@sandeepkar3005 Жыл бұрын
ପିଲା ବେଳ କଥା ମନେପକାଇ ଦେଲେ। ଛୋଟିଆ ଭୁଲ ପାଇଁ କେଉଁଭଳି ଦଣ୍ଡ ମିଳୁଥିଲା, Beautiful msg. 👏 Those things most mandatory in school life. 🏫 so that our rest life will be. Great 🎉
@papunpatra3304
@papunpatra3304 Жыл бұрын
ପପୁ ଭାଇ ଯାହା କହିଲେ ସବୁ ସତ କଥା ଯାହା ପୁରୁଣା କଥା କହିଲେ ଏମିତି ହେବା ଦରକାର
@gopalchandranayak9384
@gopalchandranayak9384 Жыл бұрын
ବହୁତ୍ ବଢିଆ ପ୍ରସଙ୍ଗ ଟେ ଦେଖେଇଲ,,,ଶିକ୍ଷା ବ୍ୟବସ୍ଥା ପୁରା ଭୁସୁଡ଼ିଗଲାନି ଆଜ୍ଞା 😢😢😢😢
@djdillipjagugroup1380
@djdillipjagugroup1380 Жыл бұрын
ଏହିଭଳି ପିଲାଙ୍କୁ ଆଉ ଏମିତି ଜେଜେ ମା ଙ୍କୁ ଖୁବ୍ ବିରୋଧ କରାଯାଉ।
@dayanidhibehera3873
@dayanidhibehera3873 Жыл бұрын
ଆମ ଗମେଣ୍ଟ ଙ୍କୁ ଅନୁରୋଧ ଦଣ୍ଡ ମୁକ୍ତ ଉଠେଇ ଦିୟ ପିଲା ମାନଙ୍କୁ ଶାସନ କର 🙏🙏🙏🙏🙏🙏🙏😭😭😭😭😭
@funnyShortvideo978
@funnyShortvideo978 Жыл бұрын
ମୁ ତୁମ କଥାରେ ଏକ ମତ 🙏🙏
@RupNarayanMajhi
@RupNarayanMajhi 10 ай бұрын
ଶାସନ ନୁହେଁ, ଅନୁଶାସନ ଦରକାର୍ ।
@sarojkumarnaik4474
@sarojkumarnaik4474 Жыл бұрын
One of the best episode ever in this channel. Always criticism in current affairs which has fault.
@arunkumarmishra9212
@arunkumarmishra9212 Жыл бұрын
ବହୁତ୍ ବଢିଆ, ଏକଥା ସମସ୍ତେ ବୁଝିବା ଆବଶ୍ୟକ ରହିଛି
@RamiyaSahu-jv3ms
@RamiyaSahu-jv3ms Жыл бұрын
ବହୁତ ବଢିଆ Episode
@balaramkrishnamahanta854
@balaramkrishnamahanta854 Жыл бұрын
Statement of the episode "ଅନୁଶାସନ ଯୁକ୍ତ ଅଞ୍ଚଳ"❤
@RupNarayanMajhi
@RupNarayanMajhi 10 ай бұрын
ଦଣ୍ଡ ଯୁକ୍ତ ମାନେ ନୁହଁ ଯେ teacher ଘର ଝଗଡ଼ା ପିଲାଙ୍କ ଉପରେ ଉତାରିବା । Exercisal punishment ବ୍ୟବସ୍ଥା ହେବା ଦରକାର୍ । Like 100 ଥର ଉଠାବସ ଦଣ୍ଡ ଡରରେ ପିଲା ଆପେ ସୁଧୁରି ଯିବେ ।
@goutamsamal1625
@goutamsamal1625 Жыл бұрын
ଠିକି କଥା ଦଣ୍ଡ ମୁକ୍ତ ଅଞ୍ଚଳ ଉଠେଇଦେବା ଉଚିତ
@djdillipjagugroup1380
@djdillipjagugroup1380 Жыл бұрын
ସାର ଏଥି ପାଇଁ କିଛି ଗୋଟେ ଉଚିତ୍ ପଦକ୍ଷେପ ନିଆ ଯାଉ। ଆପଣଙ୍କ ସହ ମୁଁ ବି ଏକମତ ଯଦି ମୁଁ କୋଉ ଉଚ୍ଚା ପଦପିଧିଆରି ହୁଅନ୍ତି ତାହାଲେ ଏହା ମୁଁ ଏକା ସମ୍ଭବ କରନ୍ତି
@sambitkumardas6805
@sambitkumardas6805 Жыл бұрын
Agaru ete hard syllabus thila... Ete Mada khaiki chua educated hauthile.. But ebe km syllabus pare chua na padhi khali batara chatara hauchanti....
@okgoogl7335
@okgoogl7335 Жыл бұрын
Govermt school 🏫 ଚୁଆ ଯିବେନି ଆମ ଗାଁ ରେ ସ୍ school ବହୁତ୍ sir ମାନେ ଆମ ଗାଆଁ ଗାଁ ରେ ବୁଲି ବୁଲି ଚୁଆ ନେଉଛନ୍ତି
@ashokchand6098
@ashokchand6098 Жыл бұрын
ପପୁଭାଇ ତୁମ ଚିନ୍ତା ଧାରା ମାନିବାକୁ ପଡ଼ିବ
@odishadarshantv3282
@odishadarshantv3282 Жыл бұрын
ସରକାର ଜା କରିଛନ୍ତି ଭଲ କରିଛନ୍ତି ସରକାର ଜାଣିଛତୀ ଆମ ଶିକ୍ଷକ ମାନସିକତା ଆଜି ଯଦି ସ୍କୁଲ ରେ ଦଣ୍ଡ ମୁକତ କରିନଥାଏ ଆଜି ବି ସ୍କୁଲ ଯିବାକୁ ପିଲା ଡରତେ ଏନେକ୍ ଜାଗାରେ ଶିକ୍ଷକ ବି ମାଡ଼ ଖାଇଥାତେ ଯିଏ ସାରା ରାଜ୍ୟ ଚଳାଉଛି ସେ କଣ କୁଣ୍ଡା ଖାଇକି ନିୟମ କରିଥିଲା
@ame_odia
@ame_odia Жыл бұрын
Eha saha prateka class room ebam school re cctv camera laga jau jaha falare pila bhul kale kimba sikhyka bhule kale jana padi pariba jay Jagannath 🚩
@KanhuMallick-xr8dh
@KanhuMallick-xr8dh Жыл бұрын
ଗୁଟୁଖା ଛାଡ ଆଜିକାଲି ଜୁ ସାର ମାନେ ଜୁ ଛାତ୍ରୀ ମାନଙ୍କ ସୋହିତ ସେକ୍ସ କୋରୁ ଛନ୍ତି ସେ ବିଷଯ଼ରେ କଣ କୋହିବ
@sudarsanmohanty1774
@sudarsanmohanty1774 Жыл бұрын
ବୁଝିବାକୁ ଚେଷ୍ଟାକର ଶିକ୍ଷକ ସ୍ତାନ ବହୁତୁଉପରେ 🙏🙏ଜଣେ ଶିକ୍ଷକ ଙ୍କୁ ରାସ୍ତାମଝିରେ ହାତଉଠେଇବା କେତେ ଠିକି. ତାହା ମାରିଥିବା ବେକ୍ତି ବୁଝିବା ଦରକାର. କାଲି ସେ ପିଲା ଆପଣକୁ ମାନିବନି. ସମୟ ର ସିନା ପରିବର୍ତନ ହେଇଛି କିନ୍ତୁ ସଂସ୍କାର ରେ ପରିବର୍ତନ କରନ୍ତୁ ନାହିଁ ଓ ସ୍ୱାଭିମାନରେ ବଂଚିବା ଶିଖନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏
@sibanisankar6328
@sibanisankar6328 Жыл бұрын
ପାପ ବେସି ଦିନ ଲୁଚି ର ହେନି ସମସ୍ତଙ୍କୁ ଜାଣିବା ଦରକାର
@ramachandratripathy8404
@ramachandratripathy8404 Жыл бұрын
Right point papu bhai
@13bdk30
@13bdk30 Жыл бұрын
ବର୍ତ୍ତମାନ ପରିସ୍ଥିତି ଯାହା , ପିଲାଙ୍କୁ ନୁହେଁ ନିଜକୁ ସୁଧାରିବା ହେଉଛି ବୁଦ୍ଧିମାନର କାମ
@khuntiasudhanshu07
@khuntiasudhanshu07 Жыл бұрын
You are great sir A episode tiku nabi patnayak ji dekhiba nihari darakara
@RKMUNA-cp3jx
@RKMUNA-cp3jx Жыл бұрын
ପୁରା ଥିକି କହିଲ ଆଜିର ପିଲା ପୁରା ନସ୍ଟ ହେଇଗଲାଣି
@sureshcreation8424
@sureshcreation8424 Жыл бұрын
କାହାକୁ ସବୁ ଏଇ ଭିଡିଓ ଭଲ ଲାଗିଲା like ଦିଅ
@binodnayak3344
@binodnayak3344 Жыл бұрын
ନନ୍ଦିଘୋଷ ଚେନାଲ ବେଷ୍ଟ ଚେନାଲ୍
@ManassbpGaming
@ManassbpGaming Жыл бұрын
Eta ବାୟା ଟା କି କଥା କହିଲ🤣🤣
@pradiptarout8715
@pradiptarout8715 Жыл бұрын
Suggestion of papu bhai is right. (Danda mukta Anchala).
@susabhai8038
@susabhai8038 Жыл бұрын
❤❤❤
@Suryaa-z1b
@Suryaa-z1b Жыл бұрын
"ବିନ୍ଦି ଲଗେଇବା ରୁ ଟିଚର୍ ବାଡେଇଲେ, ଛାତ୍ରୀ ମୃତ୍ୟୁ।" ଏ ଖବର ଉପରେ କଣ କହିବେ ପପୁ ଭାଈନା। ମୁଦ୍ରା ର ଦୁଇ ପାର୍ଶ୍ଵ ଦେଖାନ୍ତୁ। ଆଜି କାଲି ଶିକ୍ଷକ ମାନେ ବି ନୀତି ଆଦର୍ଶ ଭୂଲି ସାରିଲେଣି।
@Princy2001-m5v
@Princy2001-m5v Жыл бұрын
ହଁ, ମୁଁ ବି ଏ ନ୍ୟୁଜ୍ ଦେଖୁଥିଲି। ବଡ ଦୁଃଖ ଲାଗିଲା। ଏମିତି ଲୋକ ମାନେ ଟିଚର୍ ହେବା ଯୋଗ୍ୟ ନୁହେଁ। ସାମାନ୍ୟ ବିନ୍ଦି ଲଗେଇବା ରୁ ଝିଅ କୁ ମାରିଦେଲେ। ଏଇଟା ତ ଆମ ସଂସ୍କୃତି। ସମସ୍ତେ ମୁଣ୍ଡ ରେ ଟିପା ଲଗେଇବା। ସେଥିରେ ପିଲା କୁ ମାରିବା କଣ ଦରକାର। ଏଭଳି ଲୋକ କୁ ଜେଲ୍ ହେବା ଦରକାର।
@RajaDas-iq9og
@RajaDas-iq9og Жыл бұрын
ମାଷ୍ଟର ଙ୍କ, ଦିଦି ଙ୍କ ରାସଲୀଳା ଚାଲିଛି.... ସେ ବିଷୟରେ କୁହ...
@dhubareddy790
@dhubareddy790 Жыл бұрын
Amiti video darkar sir ❤❤❤❤❤
@SupportSNK-st1ry
@SupportSNK-st1ry Жыл бұрын
Ea video dekhiba pare mo ae maa katha mane padigala I miss you ar maa😭😭😭😭
@jbpadhi9701
@jbpadhi9701 Жыл бұрын
ସରକାରୀ, ବେସରକାରୀ ମୋ ପାଇଁ ଅଦରକାରୀ
@chaturbhujamahanta9490
@chaturbhujamahanta9490 Жыл бұрын
ପପୁ ଭାଇ ଏକଦମ ଠିକ କହିଲେ 🙏
@rjacharyavlogging
@rjacharyavlogging Жыл бұрын
True papu bhai…. Now a days no respect to teachers… eithipain pilagudaka anaguria baharuchhanti…. Prachura mada darkar …. Se budhi ku jail haba darkar
@koushiksworld3937
@koushiksworld3937 Жыл бұрын
Satare school manankare dandamukta hata jai danda jukta anchala lekhajiba uchit... Heart touching message 🙏🙏
@onlySRD
@onlySRD Жыл бұрын
ମୁଁ ବି ଜଣେ ଶିକ୍ଷକ। ଆଜିକାଲି ଅଧିକାଂଶ ଅଭିଭାବକ ଏହିଭଳି। ଘଟଣାକୁ ଠିକସେ ନବୁଝି ଶିକ୍ଷକଙ୍କୁ ଦୋଷ ଦିଅନ୍ତି। ସ୍କୁଲରେ ପିଲା ଭୁଲ କଲେ, ରେଜଲ୍ଟ ଖରାପ ହେଲେ ସବୁ ଖରାପର କାରଣ ଶିକ୍ଷକ। ପୁରୁଣା ଶିକ୍ଷା ବ୍ୟବସ୍ଥା ଲଗୁହେବା ନିହାତି ଦରକାର।
@MamataSahoo-d4m
@MamataSahoo-d4m Жыл бұрын
Concept bht Vala lagila Ati Sundar msg deichanti society ku....
@dhirenmohapatra4584
@dhirenmohapatra4584 Жыл бұрын
ଗୁରୁଙ୍କୁ ସମ୍ମାନ ଦିଅ
@bikashchandrakhatuakhatuab7630
@bikashchandrakhatuakhatuab7630 Жыл бұрын
ସରକାର , ବିଦ୍ଯାଳୟ ରେ ଅନୁଶାସନ ଅଞ୍ଚଳ ଆଉ ଲେଖିବେନି । ସରକାର ଜାଣି ଜାଣି ଆମ ସମାଜ କୁ ଗୁଡାଏ ଅସଭ୍ଯ ,ମୁର୍ଖ,ଗୋଲାମ,ଖୋସାମଦିଆ ,ଗୋଡାଣିଆ ଗୋଷ୍ଠୀ ଗଢୁଛନ୍ତି ।ପିଙ୍ଗଳ ରାଜନୀତି ପାଇଁ ମୁଲିଆ ଦରକାର । ସୁଧିରି ଯାଅ ନ ବାଳ ପୋଡି ଗଲେ ,ଅଙ୍ଗାର ହେବନି କି ପାଉଁଶ ହେବନି । ଗୁରୁ ଦେବାୟ ନମଃ ।
@SushantaKuNayak
@SushantaKuNayak 6 ай бұрын
ସମସ୍ତ ଜନସାଧାରଣ ସଚେତନ ହେବା ସହିତ ସରକାରକୁ ଅବଗତ କରି ଦଣ୍ଡମୁକ୍ତ ଅଞ୍ଚଳ ପ୍ରଥା ନଉଠାଇଲେ ପରିଶେଷରେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହେବ ।
@DrRashmirekhajena
@DrRashmirekhajena Жыл бұрын
Nice presentation.thank you papu bhai n ur team for a fantastic episode
@biswaranjanbehera1231
@biswaranjanbehera1231 Жыл бұрын
ସରକାର ଚାହୁଁଛନ୍ତି ପିଲାମାନେ ସବୁ ମୁର୍ଖ ହେଇ ମଦ ପିଅନ୍ତୁ । ମଦ ଯେତେ ପିଇବେ ସରକାରଙ୍କର ସିନା ସେତେ income ବଢିବ । ସବୁ ଯଦି ଭଲ ଲୋକ ହୋଇ ଯିବେ ତେବେ ସରକାର ବଞ୍ଚିବେ କେମିତି , ତାଙ୍କ ରୋଜଗାର ବଢ଼ିବ କେମିତି ?
@chandarabatimili9553
@chandarabatimili9553 Жыл бұрын
ପପୁ ଭାଇ ବିଲକୁଲ ଠିକ୍ କଥା କହୁଛ ମାଡ଼ ଖାଇଥିବା ପିଲା ଆଜି docter engineer ମୋ ପାଖରେ ଗୋଟେ ପିଲା ଟିୟୁସନ ହେଉଥିଲା ତା ଜେଜେମା କହିଲା ମାଆ ଟା ପୁଅ ବହୁତ୍ ବଦମାସ୍ ହଉଛି ସ୍କୁଲ ରେ ମାଡ଼ ହଉନି। ତା ଆଖି ,କାନ ,ନାକ ଛାଡ଼ିକି ସବୁ ଆଡ଼େ ପିଟିବୁ। ସେ ପିଲା କହୁଛି ମୋ ଆଖି କାନ ଛାଡ଼ିବାକୁ କାହିଁକି ପିଟିବାକୁ କହିଲେ କହିଲ ତା ଆଖି କାନ ଫୁଟି ଗଲେ ମୋ ଆଖି କାନ ନେଇକି ଲଗେଇବ
@suryanarayanmallick9967
@suryanarayanmallick9967 Жыл бұрын
Papu bhai mun feel kariparuchi apanku kete kasta dauchi 🙏😢🙏
@chhabinaik4197
@chhabinaik4197 Жыл бұрын
Best episode for society❤
@rajeswarmajhi2480
@rajeswarmajhi2480 Жыл бұрын
hn
@shradhanjalibiswal7263
@shradhanjalibiswal7263 Жыл бұрын
ଶିକ୍ଷା ବ୍ୟବସ୍ଥା ଭୁସୁଡ଼ିଯାଇଚି ଦଣ୍ଡ ମୁକ୍ତ କରି
@steminarani5803
@steminarani5803 Жыл бұрын
ବହୁତ ସୁନ୍ଦର କମେଡି ❤❤❤
@sukantasahoo2740
@sukantasahoo2740 Жыл бұрын
Papu bhai, I like you and respect you a lot.Please think about what fear can do to a child, we should be progressive. There are many good things in our culture, like getting up early, drinking water from the earth, etc. But we shouldn't promote pseudoscience, it will make our society backward. We should learn from the Japanese why they have banned corporal punishment. They also have an ancient civilisation and culture like ours.
@chintamantiadi2
@chintamantiadi2 Жыл бұрын
ବିଲ କୁଲ ଠିକ୍
@rstutorial6095
@rstutorial6095 Жыл бұрын
ସରକାରଙ୍କୁ ଏ ଇ ମଧ୍ୟମରେ ହେଲେ ଜଣାନ୍ତୁ ପପୁ ଭାଇ
@didyouknow1783
@didyouknow1783 Жыл бұрын
Hmmm great message. Aau gurunku samman deba darkar aau guru iswaranka too bada b . But Abe aau guru nahanti Abe only teacher. Se teacher b guru sabda ra value bujhuni . Teacher hei students ku love karuchi . Pila ku mado mariba thik but Abe ra gone teacher pila ra merudanda bhangi deichhi , seita kn thik ? School re nepotism chalichhi j teacher ghara ra pila 1st hebo ba bholo Mark rakhiba aau Anya padha pila ta tole. Ae guda sabu guru ra adarsha nuha ? Guru sei Jia sabu pila nku gote akhire dekhe . Naki jhionko saha rasa Nila kare . Tome Mane kahila Guru b sadharan Loko hato uthei bhul kale, to atiki kuha guru manisa nuha ki ? Smti heithile Dronacharya nku kanhi mara hela ?because bhul agare bhul Kariba Loko guru , Raja , praja, bapa ba maa kehi nuha . Se Jia b hele se jone dosi .Teacher abe manisa abasthare nahi , emane kn sistachar aau naitikata sikheibe jia nije sikhini . Aau jadi danda mukta Kariba agaru pila adhika bholo padhuthile to abe adhika age wala manisa swami ku chhadi , pila ku chhadi sabu kanhi palauchhanti premika saha . Because lack of Sanskar . Mo janibare jadi bapa maa thik sanskar 1st debe to 2nd guru too to but but teacher too patho chhoda kichhi sikhiba darkar . Because teacher guda aau guru hei nahanti , like Parshuram , Dronacharya ... So school environment thik heba darkar both teachers and students. But aeta b sata abe b bahut bholo teacher achhanti jananku guru kuhajaipariba . SORRY guys jadi mo katha bhul lagithiba .
@meenakshipadhy3136
@meenakshipadhy3136 Жыл бұрын
Excellent Papu bhai
@budhadevhembram6760
@budhadevhembram6760 Жыл бұрын
Papu Da Good Evening...Chasa Basa bisayare gote Video karantu.....Apana janichhanti.... Village re muliya Issue..... Tractor, Pawar tailor High rate....newchhanti....Dil se Mayourbhanj.
@narsinghpadhan4682
@narsinghpadhan4682 Жыл бұрын
Lovely massage Papu Bhai
@lalmohanbindhani2937
@lalmohanbindhani2937 Жыл бұрын
❤❤❤
@janhabisamal1045
@janhabisamal1045 Жыл бұрын
Teacher is God so please kindly respect all teachers
@biswanathbehera2558
@biswanathbehera2558 Жыл бұрын
Papu sir u r great.
@mansiacharya1883
@mansiacharya1883 Жыл бұрын
Correct popu Bhai.... Seithipai antisocial activities bodhuchi...
@lipisadas1730
@lipisadas1730 Жыл бұрын
Mo vala lagila gote dialogue ct kale kan heba job nahi😂😂😂😂
@itsdwibedi72
@itsdwibedi72 Жыл бұрын
School re danda mukta anchala jau lekha hauchi seita uthiba darkar...
@niharikadas150
@niharikadas150 Жыл бұрын
Ai election purbaru danda mukta uthiba draka nachet au alapa dinare patha jiz dharuchi dharuchi dharini. Sia pilati mrukha heuchi pilankar sasan nihati darakar
@satyajitjethi8083
@satyajitjethi8083 Жыл бұрын
Mu papu bhai tamara sabu episode dekhichi A episode sabuthu niara prabhu tumara Mangala karantu
@memories1700
@memories1700 Жыл бұрын
Right sir
@brahmanchhaivillagefastiva1093
@brahmanchhaivillagefastiva1093 Жыл бұрын
ଅଫିସର ମାନଙ୍କୁ ନେଇ ରାଜନୀତି କରିବା କେତେ ଦୂର ଠିକ
@KCMaity
@KCMaity Жыл бұрын
🙏🙏🙏😭
@swarnapradhan3193
@swarnapradhan3193 Жыл бұрын
Satare papu sir and au kehi teacher hebaku chanhu nahanti
@lokanathsahoo1774
@lokanathsahoo1774 Жыл бұрын
Right 👍😂😂😂
@sabkamaalikekhai
@sabkamaalikekhai Жыл бұрын
This is the good advice to our society and odisha Government
@SushantaKuNayak
@SushantaKuNayak 6 ай бұрын
ସଚେତନ ମୂଳକ episode.
@purnaxchandra
@purnaxchandra 10 ай бұрын
ଦଣ୍ଡ ଟିକେ ରହିବା ଦରକାର କିନ୍ତୁ ଲିମିଟ ରେ
@rakeshmishra4012
@rakeshmishra4012 Жыл бұрын
This is best episode.....punishment must be required in a student life....
@pradeepbhuyan4289
@pradeepbhuyan4289 Жыл бұрын
Beautiful message for this uncivilized parent and child
@foodinmade6336
@foodinmade6336 Жыл бұрын
Vid bhala achi but gote katha kahibi mu unit 3 ssvm reh padhuthili saraswati school reh abe 24 but mora mana achi sabu teacher kintu bhala nuhanti 1 teacher ama amitia thila bapa maa nka na reh sodhiba direct kahiba amiti maribi to bapa bhi banchaebani and more amiti sodhe abe jhiaa case reh jaichi school jhia sahita abhadra katha gaputhila recording reh dhara padila au gote teacher nua asithila 7th class chua tike pati kala boli taku jou mada marila ca behos haegala taku kadhidele mu nije dekhichi amiti bohut abhdra teacher bhi achnati gote katha ki pila hnn ca bohut kharap jaegaleni kintu teacher bhi kichi bhala nahanti au school byabasta ta pura kharap au pila school ruh bhaaru baharu college gale tah gote gote gunda bhabuchanti maharishi college so teacher nku bhi dekhibaku padiba pila nku bhi dekhibaku padiba ae case i dont know about that but mo nija katha jouta nija akhire dekhichi seta kohuchi jaha haechi so kintu ahuri bhala bhala teacher thile ama school reh tanku full respect so ara kn karihaba class room ku surveillance reh rakha jau both teachers and students
@ramakrushnagiri6082
@ramakrushnagiri6082 Жыл бұрын
Very useful message for the current situation. Actually we should request our government to write "ଅନୁଶାସିତ ଅନ୍ଚଲ"
@NirakarNayak-k4k
@NirakarNayak-k4k Жыл бұрын
Papu bhai tame jauta kahila good but sabu sameti nuhanti sir ama ghara gud soro seti bhuta sir achanti jiha manaka huparr karapa karuchanti ame januchu kintu kichi kareparunu sabu sir sameti nuhnti but bhuta sir achanti karapa achnati sameti sir nku mareba darkara sorry papu bhai tike ragare karapa kahideli sorry but sabu sir samana nuhanti❤
@RaghunathMurmu-fo1sm
@RaghunathMurmu-fo1sm Жыл бұрын
ଯୋଉଠି comedy king ପପୁ ଭାଇ ଥିବା ,ସେଠି ଦମଦାର୍ ମଜା ସହିତ, ବହୁତ ଶିକ୍ଷଣୀୟ ଜିନିଷ ଥାଏ , ସେ ମୟୂରଭଞ୍ଜୀଆ ଦିଲ୍ ସେ ମୟୂରଭଞ୍ଜୀଆ,, ବାହାର ଯେମିତି ଭିତରେ ସେମିତି,... ପପୁ ଭାଇ ପାଇଁ ଆମ ଓଡ଼ିଶା, କଣ ପୁରା ଭାରତର ବର୍ଷ ଗର୍ବିତ ❤❤❤
@steminarani5803
@steminarani5803 Жыл бұрын
ପପୁ ସାର୍ ଆଉ all good ❤❤❤❤
@sksvlogs8297
@sksvlogs8297 Жыл бұрын
Amiti Hale auu kahi guru ku respect debeni kichi no bujhi amiti pitiba ta bada bhul
@SantoshGiri-go8ty
@SantoshGiri-go8ty Жыл бұрын
Papu bhai mu tuma sabu komedi dekhe
@jitanmajhi2377
@jitanmajhi2377 Жыл бұрын
Papu comedy thick kahichanty
@niranjandehury6044
@niranjandehury6044 Жыл бұрын
ହଁ ଦଣ୍ଡମୁକ୍ତ ଉଠାଯାଉ
@soumyaranjan6152
@soumyaranjan6152 7 ай бұрын
Sarkar ea sabu school ku dandajukat karantu nahale pila bamurba hae jiba
@rkjworld1425
@rkjworld1425 Жыл бұрын
ଦଣ୍ଡମୁକ୍ତ ଅଞ୍ଚଳ ହେଲା ପରେ ଶିକ୍ଷା ର ଏଇ ଅବସ୍ଥା।ତମେ ଉଜ୍ଜ୍ୱଳ କର, ଉଥାନ କର, ଉତ୍କର୍ଷ କର, FLN କର, ପ୍ରାରମ୍ଭ କର ଆଉ ଯାହା ଅଛି ସବୁ କର,,, କିନ୍ତୁ ଶିକ୍ଷା କେବେ ସୁଧୁରିବନି।ପିଲା ପରା ଶିକ୍ଷକ ଙ୍କୁ ଜବାବ ଦେଉଛନ୍ତି।।ଧନ୍ୟ ଏ ସରକାର
@parthsarathi5613
@parthsarathi5613 Жыл бұрын
Feeling Proud So so proud 🎉😮
@ommsairam5201
@ommsairam5201 Жыл бұрын
Papu sir manisa mana ra vabana na badali ba jaa a samaj au chhua badali beni
@luckyvision8083
@luckyvision8083 Жыл бұрын
Ati sunder katha tia
@sibanipradhan1701
@sibanipradhan1701 Жыл бұрын
Right sir mada kamijibathu pila sabu bigidi galeni
@sudhanshuranjanojha1811
@sudhanshuranjanojha1811 Жыл бұрын
Nice message to society.
@parthsarathi5613
@parthsarathi5613 Жыл бұрын
Beautiful message And the laday who dit yhe teacher role is very bold and did a great role Feeling Proud ❤👻
@satyajeetdalai4285
@satyajeetdalai4285 Жыл бұрын
I respect this video, kindly share
@jayjagannth5269
@jayjagannth5269 Жыл бұрын
❤❤
Ozoda - Lada ( Official Music Video 2024 )
06:07
Ozoda
Рет қаралды 17 МЛН
小路飞嫁祸姐姐搞破坏 #路飞#海贼王
00:45
路飞与唐舞桐
Рет қаралды 9 МЛН
Ozoda - Lada ( Official Music Video 2024 )
06:07
Ozoda
Рет қаралды 17 МЛН