KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ସେ , ମୁଁ , ଆଉ କଫି||SE MUN AU COFFEE ||EPISODE -1 ||TUKUNA STYLISH COMEDY||BANASMITA PATI||COMEDY
23:55
BAPA NKA DEHA BHALA NAHI || ODIA NEW COMEDY || PAGA BHAI 2023
24:37
消防避险训练,消防员用“水盾”逼退烈火!这是训练,也是他们可能面对的日常。致敬!#熱門 #中国
00:16
How To Choose Mac N Cheese Date Night.. 🧀
00:58
Это мое последнее предупреждение | 4 серия | Сериал "ПрАкурор" | КОНКУРС
19:20
МЕНЯ УКУСИЛ ПАУК #shorts
00:23
ସମାଜ ସେବୀ ନିତିଆନାPart-02// PAGA BHAI COMEDY//NEW COMEDY
Рет қаралды 161,465
Facebook
Twitter
Жүктеу
1
Жазылу 62 М.
paga bhai
Күн бұрын
Пікірлер: 451
@pagabhai9481
3 күн бұрын
ମୋର ପ୍ରିୟ ଅଗଣିତ ଦର୍ଶକ ମାନଙ୍କୁ ପାଗା ଭାଇ team ତରଫରୁ ବହୁତ ବହୁତ ଧନ୍ୟବାଦ 🙏। ଆପଣ ମାନଙ୍କ ପାଇଁ ଆଜି ଆମ team ପୂଣି ଥରେ ସାହସ ବାନ୍ଧିଛି, କିଛି ନୁଆ କରିବାକୁ, ଆମମାନଙ୍କୁ ଆଶୀର୍ବାଦ ଏମିତି ଦେଉଥାନ୍ତୁ, ଏହା ନିରାଟ ସତ୍ୟ ଆପଣ ମାନଙ୍କୁ ହସେଇବା ପାଇଁ ଆହୁରି ପ୍ରଚେଷ୍ଟା ଜାରି ରଖିବୁ। ଜୟ ଜଗନ୍ନାଥ।🙏🙏🙏🙏🙏
@Jibeshkumar840
2 күн бұрын
Bhai Jai jagannath 🙏
@anilsahu-cn5gf
Күн бұрын
Paga vai Hero role gotae kara vala lagiba❤
@chitaranjan086
20 сағат бұрын
ମତେ ଭଲ ଲାଗିଲା ପାଗା ବାବୁ 😊
@adityakrishna1221
3 күн бұрын
ବିନା ଅଶ୍ଳୀଳ ଭାଷା ରେ ଅତି ସୁନ୍ଦର କମେଡି
@Old-Clture
3 күн бұрын
ନିତିଆ ସାରେ , ପାଗା ନା, ଅଞ୍ଜଳି ଭାଉଜ ...wow awesome 👍 ନିଖୁଣ ଅଭିନୟ।।
@Jaykisan503
3 күн бұрын
ବିନା ଖରାପ ଶବ୍ଦ ରେ ଅତି ସୁନ୍ଦର କମେଡ଼ି
@SecretMata
12 сағат бұрын
ବହୁତ ସୁନ୍ଦର ଭିଡିଓ ଭାଇ 😄😄😄😄
@rajeshkumarbhoirajeshkumar1232
3 күн бұрын
ଏଭଳିଆ କମେଡି ଆଗରୁ କେଭେ ଦେଖିନ ଥିଲୁ ପାଗା ନୀତିଆ super ଆହୁରି ଅଧିକ କମେଡି କର 🎉🎉👍👍👌👌
@NiranjanSethi-hd5et
3 күн бұрын
ଘର ଭଗା ସାରେ
@pratapkumarmaharana8594
23 сағат бұрын
A heuchhi comedy ,,,,family saha bi dekhi haba ,,,nikhuna avinaya ❤❤❤❤❤
@jyotisahoo2958
3 күн бұрын
ଖୁବସୁନ୍ଦର ନୀତିଆ ନାନା ଙ୍କ ଅଭିନୟ ପଗାଭାଇ ଙ୍କ ଯୋଡି ଅତି ସୁନ୍ଦର କାହାଣୀ ,,,,💕💕👌👌👌
@SanjayKumar-rw3mm
3 күн бұрын
ବହୁତ୍ ନିଖୁଣ ଭାବେ ପଗା ଭାଇ ଅଭିନୟ ଟି କରିଚନ୍ତି 🎉❤
@BasantaMoharana-qb6uw
3 күн бұрын
ବହୁତ କିଛି ଶିଖିବାର ଅଛି ଏ ଭିଡିଓ ରେ ଯେ ବାହାର ଲୋକ ଙ୍କ କଥା ଶୁଣିଲେ ସୁନାର ସଂସାର ଚୁନା ହୁଏ । । ଧନ୍ୟବାଦ ସମସ୍ତଙ୍କୁ ଏମିତି ଭିଡିଓ କରିଥିବାରୁ ଜୟ ଜଗନ୍ନାଥ
@saimobilecaresaistudio7361
3 күн бұрын
ଅତିସୁନ୍ଦର କମେଡି😂
@banamalidhal3065
3 күн бұрын
ଅଞ୍ଜଳି ମାଡାମ, ନିତିଆ ସାର, ପାଗନ ଙ୍କ ନିଖୁଣ ଅଭିନୟ କୌଣସି ପୁରୁଖା ନାମୀ ଦାମୀ କଳାକାର ଙ୍କ ଠୁ କୌଣସି ଗୁଣରେ କମ ନୁହେଁ, l 👌🏽👌🏽👌🏽
@jagabandhunayak9560
3 күн бұрын
ମନେ ମନେ ବହୁତ ଖୋଜୁଥିଲି ପାଗା ଭାଇ
@tofanchoudhury
3 күн бұрын
କେତେ କଣ ନେଇଥିଲେ
@tirthajitdebata2769
3 күн бұрын
Mu bi Se dhala chheli kala chheli au tk hau
@balarambehera6706
3 күн бұрын
All Actors are very nice performed❤❤
@santoshkumarmishra2620
3 күн бұрын
ସୁନ୍ଦର କମେଡି.
@sahoobasistha6791
3 күн бұрын
ଭାଇ ବହୁତ କମ ଦିନ ଭିତରେ 100k ପୁଅରା ହୋଇ ଯିବ
@pradiptapandacreation3014
3 күн бұрын
ଅତି ସୁନ୍ଦର କମେଡି, ଧନ୍ୟବାଦ୍ ପାଗା ଭାଇ
@Swapna-simplelyf
Күн бұрын
😂😂bahut badhia heichi
@Mixtech798
3 күн бұрын
ବହୁତ ବଢିଆ ।😅😂
@TapanDash-wn1ft
3 күн бұрын
ଏଇ ଭଳି ଲୋକ ବହୁତ ଅଛ ନ୍ତି
@Sunilodiavlog1
3 күн бұрын
ଭଦ୍ର ଚିତା କଟା ଲୋକପରି ଲାଗିଵେ ଧନ୍ୟବାଦ
@pksspecial1232
3 күн бұрын
ନୀତିଆ ଆନା ନାଟ ଟା ଲଗେଇ ଦେଲ 🤣🤣🤣🤣😂😂😂😂
@biranchimallick8692
3 күн бұрын
ପାଗା ଭାଇ ନିତି ନନା ପୁରା ଜବରଦସ୍ତ ଏପିସୋଡ଼ ବହୁତ୍ ବଢିଆ ମାଡି ଚାଲ
@manojbabu6690
Күн бұрын
ସାର ଗୀତ ଆକାରରେ କହିଲେ ବେଶି ଭଲ ଲାଗୁଛି ଭାଇ.......... 😄
@ashishranjannayak2845
3 күн бұрын
ସମାଜସେବି ଅପେକ୍ଷା ସାର୍ କଂ ଚରିତ୍ର ଭଲ ଲାଗୁଥିଲା
@trilochananayak2590
3 күн бұрын
Right👍
@bhaskardadajokes6127
3 күн бұрын
ବହୁତ ଭଲ ଲାଗୁଚି
@ManojKumar-rg1lv
3 күн бұрын
Bahut badhia paaga Bhai and nitya nana😂😂
@sunitavlogs4916
3 күн бұрын
ବହୁତ୍ ସୁନ୍ଦର video ସହିତ ଅଭିନୟ ❤
@dravaranibal590
3 күн бұрын
Woooooo awesome comedy ❤❤❤❤❤❤❤❤❤ ନିତିଆନ୍ନା
@bijayakumarsahu7064
3 күн бұрын
ପର ଘର ଭଙ୍ଗା ନୀତିଆନା - ସମସ୍ତ କଳାକାରଙ୍କ ବହୁତ ଭଲ ନିଖୁଣ ଅଭିନୟ । Purely natural role.
@DtSLifeMemories
3 күн бұрын
ଅତି ସୁନ୍ଦର କିନ୍ତୁ ଦୁଆରେ ଚଉକି ରେ ବସି ଥିଲେ ଭଲ ହେଇଥାନ୍ତା
@madhabchandrabehera2029
3 күн бұрын
ମୁଁ ଏତେ ଚ୍ୟାନେଲ ଦେଖିଚି କିନ୍ତୁ ଏମିତି ସୁନ୍ଦର ଭିଡିଓ କୋଉଠି ଦେଖିନି
@binayamuduli
3 күн бұрын
ତ୍ରିବେଣୀ ସଙ୍ଗମ... Super comedy... Keep it up
@rajrsmahapatra9381
2 күн бұрын
ଭାଇ excelent comedy superb Jay ଜଗନ୍ନାଥ 🙏🏻 Paga ଭାଇ
@VivekManasingh
Күн бұрын
Gitare gitare kahithile aahuri bhala lagithanta❤❤❤❤
@biranchisarangi8623
2 күн бұрын
ଏହିପରି ଚାଲୁ, ବହୁତ୍ ଭଲ ଲାଗିଲା, ଜୟ ଶ୍ରୀରାମ
@kalingasamrat9184
3 күн бұрын
ଅତି ସୁନ୍ଦର ଭିଡିଓ ଟି ❤❤
@ManaGobinda-wl6oz
3 күн бұрын
ନିଆରା ଅତି ସୁନ୍ଦର୍ ବହୁତ୍ ବହୁତ୍ ଧନ୍ୟବାଦ୍
@ranjan9995
3 күн бұрын
Paga ଆଉ ନିତିଆ sir ହସାଇବା ପାଇଁ ପୁରା ରେଡ୍ଡୀ। Big fan bro
@ranjan9995
3 күн бұрын
Paga ଭାଈ ତମ ସହ ଥରେ ଦେଖା କରିବାକୁ ଚାହୁଚି ଯଦି କେବେ ଟିକେ ଟାଇମ ଥିବ ଦୟାକରି ମୋତେ ଟିକେ ଟାଇମ ଦିଅନ୍ତୁ। Big fan
@dravaranibal590
3 күн бұрын
ଘରଭଙ୍ଗା ସମାଜସେବୀ
@ajayakumarjena4712
3 күн бұрын
ଅତି ସୁନ୍ଦର ଭାଇ.... ୟାକୁ କହନ୍ତି ଖାଣ୍ଟି ଓଡିଆ କମେଡି
@dibyasinghparida4360
3 күн бұрын
ବହୁତ ଭଲ ଲାଗିଲା,😊😊😊😊
@हिन्दुस्तानी
3 күн бұрын
ବହୁତ ବଢିଆ ଲାଗିଲା ଭାଇ👌🏻👌🏻👌🏻
@Shuvam-q3g
3 күн бұрын
😂😂😂😂😂bahut badhia
@trilochananayak2590
3 күн бұрын
ଜୟ ଜଗନ୍ନାଥ 🙏 ବହୁତ ଭଲ ଲାଗିଲା ଏହି ଭିଡ଼ିଓ ଟି ❤️ ନୀତିଆନା, ପାଗାଭାଇ, ଅଞ୍ଜଳି ଭାଉଜ, ବଢିଆ କରିଛନ୍ତି ଅଭିନୟ 🎉🎉🎉🎉🎉 ପାଗଭାଇ ତମେ ଭିଡ଼ିଓ ଜମା ବନ୍ଦ କରନି ନହେଲେ କଟି ପକେଇ ଦେବି କଥା ହେବିନି 😄
@padmacharanpaikaray1075
3 күн бұрын
Hasi hasi peta daraja😂😂😂😂
@chittaranjannayak3138
3 күн бұрын
❤❤❤ ଚମତ୍କାର💐💐💐
@babunayak5819
3 күн бұрын
ଘର ଭଙ୍ଗା ନୀତିଆ ଭାଇ 🤣🤣🤣, ପାଗ ଭାଇ next ଭିଡ଼ିଓ ଜଲଦି ଆଣ,
@ranjitmandal829
3 күн бұрын
ପାଗା ଭାଇ ତମେ ନୀତିଆନା ସାଙ୍ଗ ଛାଡ଼ ନହେଲେ ଭସେଇଦେବେ 😂😂
@ashokjena4628
3 күн бұрын
ଭଲ ହୋଇଛି ଆପଣଙ୍କ ଏହି ଭିଡ଼ିଓ ଟି ସମାଜକୁ କିଛି ନୀତି ଶିକ୍ଷା ମିଳିବ।
@Trilochanmallick462
3 күн бұрын
ଏମିତି ଅନେକ ନୂଆ ନୂଆ ତଥ୍ୟ ନେଇ ଭିଡିଓ କରନ୍ତୁ ବହୁତ ମଜା ଲାଗୁଛି ❤❤😂😂😂
@funnyandfunnyvideo1737
3 күн бұрын
Bahut bhla lagila
@iswarmallik6562
3 күн бұрын
Bahut sundar comedy paga bhai❤
@PURNA7382
3 күн бұрын
ଅତି ସୁନ୍ଦର ଉପସ୍ଥାପନା
@bibhudattabehera4034
3 күн бұрын
Bahut sundar comedy...nice writer
@amaodishaentertainment2814
3 күн бұрын
Vai maw e vai tike ସୁକ୍ଷ୍ମ ଚିତା କଟା part -2 ana
@sanjaynayak9081
3 күн бұрын
What a concept bhai ... Really funny 😂😂😂😂😂
@funnyandfunnyvideo1737
3 күн бұрын
Hasi 😂hasi bedom
@santoshkumarmishra2620
3 күн бұрын
ନିତିଆ ଭଳିଆ ଲୋକ ପ୍ରତି ଗାଁ ରେ ଅଛନ୍ତି. ଅଭିନୟ ମାଧ୍ଯମରେ ଅନେକ ନୀତି ଶିକ୍ଷା ମିଳିଲା.
@RADHALAXMI1997
3 күн бұрын
Nitia Nana vai struggle life ru emiti acting . Mana khus hoigala. Puni thare kahuchhi paga vai jodi vangibani
@manindrabej5521
3 күн бұрын
Bhai ....athara content gudaka jabardast heichi.....continue kara....
@hemantkumarsahoo9654
3 күн бұрын
ବାଃ ଖୁବ୍ ସୁନ୍ଦର କମେଡି 😂😂😂❤
@chittaranjanjena3326
3 күн бұрын
ବହୁତ ସୁନ୍ଦର କମେଡି 🎉🎉🎉
@ranjannayak7293
3 күн бұрын
Lokanku haseiba ate sahaja nuhe.. # Thank you paga bhai and team
@jaylaxminarayan4337
3 күн бұрын
ଅତି ସୁନ୍ଦର
@radhakantasahoo7586
2 күн бұрын
ଜିତୁ ଭାଇ,ଓଡ଼ିଆ industry ପାଇଁ ଆଗାମୀ ଭବିଷ୍ୟତ
@alokrout6024
3 күн бұрын
Nitiya sir rolls thick thila।
@otprajdaimler6748
3 күн бұрын
Super se super comedy
@saumyaranjanbiswal1263
3 күн бұрын
What a natural acting. Superb paga Bhai and Nitia sir
@LifeStruggles-v3o
Күн бұрын
Video mate bhala lagila mu bi hasili😅😅😅😅
@shreyanvi_trishika_vlogs1277
3 күн бұрын
Bahut bahut bahut sundar abhinaya.....
@swagatika_Daily_Vlog_Mix
3 күн бұрын
Pura kassa comedy heichi bro😂❤
@sanmishraofficial
3 күн бұрын
Finally Bhai Asigala Ready Heichi 😅😅😅😅
@balarambehera6706
3 күн бұрын
Upcoming legend…Keep it up brother & very nice concept ❤❤
@soumyaranjanlenka1145
3 күн бұрын
😂😂😂sevirely demanding part 3😂😂😂
@DeepakSamal-wx9xx
3 күн бұрын
😂😂😂 super କମିଟି 👌👌👌 କି ଘର ଭଙ୍ଗା ଲୋକ ରେ ନୀତିଆ ନନା pat୧ ରେ ସ୍ୱାମୀ କୁ ସ୍ତ୍ରୀ ବିଷୟରେ କହିଲେ pat୨ ରେ ସ୍ତ୍ରୀ କୁ ସ୍ୱାମୀ ବିଷୟରେ କହିଲେ କି ଲୋକରେ ଭାଇ
@sridharSridharBiswal
3 күн бұрын
ବହୁତ୍ ବଢିଆ ଲାଗିଲା
@malaykumarsahoo7466
3 күн бұрын
Dialogue delivery,concept,acting .. awesome paga bhai.. 😃😃 great
@ramanarayanbiswal3492
3 күн бұрын
Best acting Anjali.
@DRSPAPU
3 күн бұрын
ନୀତିଆ ନା ❤😅
@madhabchandrabehera2029
3 күн бұрын
ଅତି ସୁନ୍ଦର ଭାଈ ❤
@dheerudeepulifestyle6977
3 күн бұрын
Nice acting sir proceed continue sir
@p.r.rfunnymoments5054
3 күн бұрын
Bahut badhia heichi bhai
@sharavanmohapatra7802
3 күн бұрын
Pls paga bhai part3 jaldi anantu😊
@sanjuktasuna8326
3 күн бұрын
ଆଜିକା ଦିନରେ ପ୍ରକୃତ ସମାଜସେବୀ ଭଳି ବହୁତ ନକଲି ସମାଜସେବୀ ଭହୁତ ବାହାରିଲେଣି ତାଙ୍କ ପାଇଁ ଭିଡିଓଟି ଭଲ ମାନିବ l ଧନ୍ୟବାଦ.
@stupidkabi4413
3 күн бұрын
Paga bhai vdo ati sundar heichi.....Aagaku madi chala ...jay jagannath🙏🙏
@RanjulataSahoo-x5p
3 күн бұрын
Very nice ❤❤❤❤
@vinayadas9604
3 күн бұрын
Bahut sundar avinaya
@sarojsamal7952
3 күн бұрын
Bahut sundar ❤ God bless you all. Jai Jagannath 🙏🌹🙏
@iswarmallik6562
3 күн бұрын
Paga bhai suffer hele😂😂😂
@sarojpalei2680
3 күн бұрын
😁😁❤❤❤
@ashokpradhan9780
3 күн бұрын
ଓଃ ବିୟୁଟି ଫୁଲ 💐🙏🙏
@deviprasadmohapatra3031
3 күн бұрын
Ending bhala lagila
@puspitadas9441
3 күн бұрын
Interesting...pls. Continue
@bhubanandabehera1456
3 күн бұрын
ଭିଡ଼ିଓ ପଛର cut up ସିନ ଗୁଡା ପରେ ଦେଖାନ୍ତୁନି ଭିଡ଼ିଓ ର ମଜା କମି ଯାଉଛି 💕
@pradeepkumarpatra4049
3 күн бұрын
😊😊😊 supop ❤
@ସାଧାରଣଜନତା-ର9ଥ
3 күн бұрын
ବହୁତ ବହୁତ ଭଲ ଲାଗୁଛି ତମ ଭିଡିଓ 👍👍👍👍👍
@the_akash_mohanty
3 күн бұрын
ମଜା ଆସିଗଲା ଆଜି ଭିଡିଓ ଦେଖି 🎉
@trinathsethi5036
3 күн бұрын
Very nice bhai
@santoshkumarsahoo9018
3 күн бұрын
Bhai jabardast 😂😂😂
@M.Vedioeditor
3 күн бұрын
ନୀତିଆ ନନା ଘର ଭଙ୍ଗା ଲୋକ ଟେ, ସମାଜ ସେବା ଦେଖେଇ ହେଉଛନ୍ତି 😂😂😂😂
23:55
ସେ , ମୁଁ , ଆଉ କଫି||SE MUN AU COFFEE ||EPISODE -1 ||TUKUNA STYLISH COMEDY||BANASMITA PATI||COMEDY
Tukuna stylish Comedy
Рет қаралды 73 М.
24:37
BAPA NKA DEHA BHALA NAHI || ODIA NEW COMEDY || PAGA BHAI 2023
paga bhai
Рет қаралды 15 М.
00:16
消防避险训练,消防员用“水盾”逼退烈火!这是训练,也是他们可能面对的日常。致敬!#熱門 #中国
M档案
Рет қаралды 122 МЛН
00:58
How To Choose Mac N Cheese Date Night.. 🧀
Jojo Sim
Рет қаралды 98 МЛН
19:20
Это мое последнее предупреждение | 4 серия | Сериал "ПрАкурор" | КОНКУРС
Я ОТ САКЕ
Рет қаралды 1,2 МЛН
00:23
МЕНЯ УКУСИЛ ПАУК #shorts
Паша Осадчий
Рет қаралды 5 МЛН
21:29
Dunguru's Arrangement For CM's Visit: Loka Nakali Katha Asali | Kanak News
Kanak News
Рет қаралды 278 М.
1:17:21
ନାଗା ବାବା କହିଲେ ପୁରା କାହାଣୀ || The Story Of Naga Baba || Podcast With Naga Baba ||
DEBASIS STORY
Рет қаралды 80 М.
7:07
ଏ ସିନ୍ ରେ ଲୋକେ ହସି ହସି ବେଦମ୍ || ଜବରଦସ୍ତ acting || Jatra Ranga mahala || ମୁଁ ଗୋଟେ ଝିଅ ର ବାପ ||
Raw vlogs
Рет қаралды 25 М.
19:31
ଜେଜ କହିଥିଲେ MONEY IS EVERYTHING || PAGA BHAI || ODIA NEW COMEDY || JEJA KAHITHILE
paga bhai
Рет қаралды 45 М.
17:32
କାହିଁକି ଲମ୍ବା ଚୁଟି କାଟିଦେଲେ ମାଇକେଲ୍ ମଙ୍ଗୁଳିଆ, ଚନ୍ଦନଙ୍କୁ ନେଇ ଏଭଳି କଥା କାହିଁକି କହିଲେMichael Mangulia
Odisha Bhaskar
Рет қаралды 143 М.
3:44
Sukhila kila //Mr gulua vlogs//mr gulua
MR GULUA VLOGS
Рет қаралды 63 М.
52:48
'ସଂଘର୍ଷ, ସଫଳତା, ବିବାଦ, ବଦନାମ ଓ ମୋହଭଙ୍ଗର କାହାଣୀ... | EP - 61| Podcast With Famous Athlete Dutee Chand
Argus Digital
Рет қаралды 168 М.
8:58
ସମାଜ ସେବୀ ନୀତିଆ ନା // ODIA COMEDY VIDEO // PAGA BHAI COMEDY
paga bhai
Рет қаралды 195 М.
25:07
ମଲା … ମୁଁ ତ ସତ କହୁଛି, ତମକୁ କିଆଁ ଲାଗୁଛି ..? Husband vs Wife | Shankara Bakara | Pragyan Sankar Comedy
Nandighosha TV
Рет қаралды 68 М.
7:53
I am sorry ନିତିଆ ସାରେ part -03 // NEW ODIA COMEDY // PAGA BHAI // NITIANA COMEDY
paga bhai
Рет қаралды 215 М.
00:16
消防避险训练,消防员用“水盾”逼退烈火!这是训练,也是他们可能面对的日常。致敬!#熱門 #中国
M档案
Рет қаралды 122 МЛН