ସମାଜସେବାର ଖୋଲା ଆତ୍ମପ୍ରଚାର |Achyuta Samanta|Kiit| Kiss| Odisha Reporter

  Рет қаралды 57,867

Odisha Reporter

Odisha Reporter

Күн бұрын

Пікірлер: 387
@iswarpradhan3070
@iswarpradhan3070 3 жыл бұрын
ତୁମେ ଯେତେ ମିଛ ଖବର ପ୍ରଚାର କଲେ ବି... କିଛିଟା ବି ଥାଢ଼ି ପାରିବନି....... ସବୁ Power Dr. Samanta ଙ୍କ ପାଖରେ ଅଛି ll ...🙏KISS ଅଛି ଯାହାର କି ଆନନ୍ଦ ତାହାର 🙏...
@manaskumar4836
@manaskumar4836 4 жыл бұрын
ମୁଁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି କି ଯୋଉ ସାମ୍ବାଦିକ ଜଣକ କିସ ଆଉ ଆଦିବାସୀ ସମାଜର ଜ୍ଯୋତି ସାମନ୍ତ ସାରଙ୍କ ବିରୋଧରେ ଏତେ କଥା କହିଲେ, ସେହି ସାମ୍ବାଦିକ କିମ୍ବା ତାଙ୍କ ଟିଭି ଚ୍ୟାନେଲ କେତେଜଣ ପିଲାଙ୍କୁ ଏମିତି ମାଗଣାରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇ ପାଠ ପଢାଇବା ସହ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବାକୁ ଚାହୁଁଛନ୍ତି ବା ଏମିତି କିଛି କାମ ତାଙ୍କ ଜୀବନରେ କରିଛନ୍ତି ବା କରି ପରିବେ କି ? ଯଦି ତମେ ତମେ ଏଇ ଜନ୍ମ କଣ ତମର କୋଉ ଜନ୍ମରେ ବି କରି ପାରିବ ନାହିଁ ତାହେଲେ ଏତେ ଅପପ୍ରଚାର କରୁଛ କଣ ପାଇଁ ? କଣ ତମର TRP ବଢେଇବାକୁ ? ଲାଜ ଲାଗୁନି ତମକୁ.... ଆରେ ଯିଏ ନିଜେ ସମାଜ କିମ୍ବା ସମାଜରେ ଥିବା ଲୋକଙ୍କ ପ୍ରତି କର୍ତ୍ତବ୍ଯ ଜାଣିବି ସେହି ଲୋକଙ୍କୁ କେମିତି ସର୍ବଦା ଦଳିତ ନିଷ୍ପେସିତ କରି ତାଙ୍କ ଉପରେ ଶାସନ କରିବାକୁ ଚାହୁଛନ୍ତି ସିଏ କହୁଛି କଣ ନା ସାମନ୍ତ ସାର ଭୁଲ ଆଉ ସେ ଠିକ୍ ? ତୁ ହିସାବ ଦେଇ ଦେଲୁ କି ଭାରତ ବାହାରୁ ଏବଂ ଭାରତ ସରକାର ଠାରୁ ପ୍ରାୟ ୪୦ କୋଟି କିସ କୁ ମିଳିଛି। କିନ୍ତୁ ତୁ ହିସାବ ରଖିଛୁ କି କିସ ର ସମସ୍ତ କ୍ୟାମ୍ପସ କେତେ ଟଙ୍କାରେ ତିଆରି ହେଇଛି ? ଏବଂ କିସ ରେ ପ୍ରତିଦିନ ୩୦ ହଜାର ପିଲାଙ୍କ ପାଇଁ ମୋଟ କେତେ ଟଙ୍କା ଖର୍ଚ୍ଚ ହେଉଛି ? , କିସ ରେ ପଢଉଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦରମା ପଇସା । ଏ ସବୁର ହିସାବ ତୋ ପାଖରେ ଅଛି କି ? ଆରେ କିସ ରେ ଦିନକୁ ଯେତିକି ଖର୍ଚ୍ଚ ହୁଏ ଏଇ ୪୦ କୋଟିରେ କିସ ବର୍ଷେ ବି ଚାଲି ପାରିବ ନାହିଁ। ତା ହେଲେ କଣ ଦିର୍ଘ ୨୭ ବର୍ଷ ଧରି କିସ ପିଲା ଉପବାସ ରେ ରହୁଛନ୍ତି କି? ହା ହା ହା ମୋତେ ତ ହସ ଲାଗୁଛି ଏଇ ସାମ୍ବାଦିକର କଥା ଶୁଣି କି.... ପ୍ରଥମେ ତୁ ନିଜକୁ ପଚାର ଯେ ତୁ କେତେ ଠିକ୍ ? ତା ପରେ ଯାଇ ଅନ୍ୟକୁ କହିବୁ। ଆରେ ଜଣକୁ ବଦନାମ କରିବାକୁ ଗୋଟେ ମିନିଟ୍ ବି ଲାଗିବ ନାହିଁ କିନ୍ତୁ ଥରେ ସାମନ୍ତ ସାର ଙ୍କ ପରି ଭଲ ମଣିଷ ହେଇ ଦେଖ, ତମେ ଏଇ ଜୀବନରେ ହେଇ ପାରୁଛ କି ନାହିଁ? ଛି ଛି ଛି ତୋର ଏଇ ସାମ୍ବାଦିକ ପଣିଆକୁ ଆଉ ତୋର ଏଇ ଟିଭି ଚ୍ୟାନେଲକୁ।
@dipusenapati2584
@dipusenapati2584 4 жыл бұрын
ଯଦି ନିଜେ ଅନ୍ୟ ପାଇଁ କିଛି କରି ପାରୁନାହାନ୍ତି ତ କହୁଛ କଣ ପାଇଁ । ଥରେ କରିକି ଦେଖ ତା ପରେ ଜାଣିବ, ରିପୋର୍ଟର ବୋଲି ମନ ଇଚ୍ଛା କହି ଛାଲିଛ। ତମର ଜଦି ଏତେ ଫାଟୁଛି ନିଜେ କରିକି ଦେଖୁନ ।
@arjunmundary8186
@arjunmundary8186 4 жыл бұрын
ଭାଇ TRP ବଢିଯିବ ସେଆ ଆଉ
@maniskajena4501
@maniskajena4501 3 жыл бұрын
Tu mg kia
@gobindabhoi9994
@gobindabhoi9994 4 жыл бұрын
ଭଲ କାମ ତ କରିପାରୁନ ଯଦି କିଏ କରୁଛି କରିଵାକୁ ଦେଉନ ଗୋଡ ଟଣା ଵୁଦ୍ଧି ଛାଡି ଯଦି ତୁମର ସାହାସ ଅଛି ତୁମ ଚେନାଲ ଵାଲା ୩ ଟା ଗରିଵ ପିଲାଙ୍କ ଦାଯିତ୍ବ ନେଇ ମଣିଷ କରିଦେଖାଅ
@Premkumar-fk1hs
@Premkumar-fk1hs 3 жыл бұрын
Badhia kahichha bro thanks so much
@Barunkumar199
@Barunkumar199 4 жыл бұрын
ସେ ଗରିବ ପିଲା ଙ୍କୁ ସାହାଯ୍ୟ କରୁଛନ୍ତି ଅନ୍ୟ ମାନଙ୍କ ପରି ନିଜେ ଖାଉନାହାନ୍ତି ହେଲା. କେତେ ଲୋକ କୋଟି କୋଟି ଟଙ୍କା ଖାଉଛନ୍ତି ତାଙ୍କ ବିଷୟରେ ତ କହୁନ.
@aswininath3449
@aswininath3449 4 жыл бұрын
gariba loka ka pachare 500 kharcha kari 5 cord pocket re paduchi
@j.kcomedyproduction1301
@j.kcomedyproduction1301 4 жыл бұрын
@@aswininath3449 ସେମାନଙ୍କ ଭିତରୁ ଆପଣ ଜଣେ ଯିଏ କି ଗରିବ ଲୋକଙ୍କ ପଛରେ ୧ଟଙ୍କା ବି ଖର୍ଚ୍ଚ ନକରି ୧୦୦୦ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କୁହନ୍ତି ଦୟାକରି ନିଜ ଔକାତ୍ ଭିତରେ ରହି କଥା କୁହନ୍ତୁ
@aswininath3449
@aswininath3449 4 жыл бұрын
@@j.kcomedyproduction1301 Kete dina andhar re rahiba … murkha kauthi kar. Okat to bapa ku pachar … tote bodhe to bapa sikheini kahara okat pachariba agaru nija okat dekha jae…. Ethiru to munda kete jana paduchi … 1 rs chaula re bikri hau thiba loka emiti hi kuhanti … KIIT /KIIMs NGO paisa re tiari heichi … AMPL - NGO paisa re tiari heichi (NGO loka ku dekheiba paine …. NGO paisa re Nijara business chaleichanti emane ). Jadi emane gariba loka paine ete paisa baharu ani kharcha karu chanti … tebe odisha re gribi badhuchi kahinki ? Murkha bhalaki news upadate rahuna bodhe …. Au kete NGO ra example debi kaha … ?
@j.kcomedyproduction1301
@j.kcomedyproduction1301 4 жыл бұрын
@@aswininath3449 Bhai kahile habani Jadi NGO paisa re KIIT, KIMS Heichi Tahele KIIT , KIMS ra Founder NGO Department ra kehi hoithhante tahele KIIT, KIMS ra Founder Dr. Achyuta Samanta achhanti Achyuta Samanta kn First ru NGO re thhile Na Achyuta Samanta NGO ra paisa Thakei karichanti
@aswininath3449
@aswininath3449 4 жыл бұрын
@@j.kcomedyproduction1301 gote loka pakhare ete tanka asila kuadu.. Alaga news dekhantu janibe... Sabu ngo paisa baharu asuchi
@j.kcomedyproduction1301
@j.kcomedyproduction1301 4 жыл бұрын
ଆମେ ଶୁଣିଥିଲୁ କି " ଯେତେ ବେଳେ ଗୋଟେ ଓଡିଆ ଆଉ ଗୋଟେ ଓଡିଆର ଉନ୍ନତି କରିବାର ଦେଖେ ତାହା ହେଲେ ସେ ସହିପରେନି । ସଵୁ ଵେଳେ କ୍ଷତି କରିବାକୁ ଚେଷ୍ଟା କରେ। ସମସ୍ତଙ୍କ ଆଗରେ ନିଚ କରିବାକୁ ଚେଷ୍ଟା କରେ। ତେଣୁ KIIT, KIMS & KISS ପାଇଁ ଏହା ଏକ ଷଡଯନ୍ତ୍ର
@ଦିବିଶ୍ୱଜିତ
@ଦିବିଶ୍ୱଜିତ 4 жыл бұрын
Pradeep panigrahi ପଇସା ଖାଇଗଲା ଠିକ ବିଜେଡି ଏବେ ଜାଣିଲ 5cr ପାଠକ ଦେଲାବେଳେ ଜାଣି ନଥିଲେ, ସାମନ୍ତ ପଟିଆ ରେ ଏତେ ଜାଗା ଆଣିଲେ କୋଉଠୁ, ଏତେ କେଶ ଚାଲିଥିଲା ସେ ବିଜେଡି ରେ ମିଶିବା ଦିନଠୁ ସବୁ ବନ୍ଦ. ଆଉ କେତେଦିନ ଲୁଟିବ ରେ.
@KAMAHANSDAHOFFICIAL258
@KAMAHANSDAHOFFICIAL258 4 жыл бұрын
Professional Achyuta Samanta is real hero
@aswininath3449
@aswininath3449 4 жыл бұрын
professional hero boli dunia janichi bhai ... but NGO ru thaka
@pravatakumarpradhan5940
@pravatakumarpradhan5940 4 жыл бұрын
I love kiit and kiss
@hemasagarnaik1781
@hemasagarnaik1781 4 жыл бұрын
ଲୋକ କେତେ କଣ ଖାଇ ଯାଉଛନ୍ତି ଆଖିକୁ ଦେଖାଯାଉନି ।ଜୟ ଶାହା କଥା ଟିକେ ଆଲୋଚନା କର ।
@prakashghose7518
@prakashghose7518 4 жыл бұрын
ସେଇଠୁ କଣ ହେଲା?? 10 ଜଣ ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଦେଖ, ଝାଳ ନାଳ ହେଇଯିବ.
@madhusmitarout1462
@madhusmitarout1462 4 жыл бұрын
Are taa pakho re paisa marike rakhichhe bali sea kiss sangsta chaluchhi ama pakho re paisa hele be 10ta kn10000 pilanku megan padhidabu ok
@prakashghose7518
@prakashghose7518 4 жыл бұрын
@Madhusmita Rout ପଇସା କଣ ଗଛରେ ଫଳେ ?? ତା ପାଇଁ ପରିଶ୍ରମ କରିବାକୁ ହୁଏ. କହିବା ସହଜ କରିବା କଠିନ ଆଜ୍ଞା.
@j.kcomedyproduction1301
@j.kcomedyproduction1301 4 жыл бұрын
@@madhusmitarout1462 ଲୋକକ କହିବା ଯାଣନ୍ତି କିନ୍ତୁ କରନ୍ତିନି। ଆଗ କରନ୍ତୁ ତାପରେ କୁହନ୍ତୁ। ପଇସା ରୋଜଗାର କରିବା ଛୋଟ କଥା ନୁହଁ ଦୟା କରି କିସ୍ ବିଷୟରେ ଅପପ୍ରଚାର କରନ୍ତୁ ନାହିଁ
@j.kcomedyproduction1301
@j.kcomedyproduction1301 4 жыл бұрын
@@prakashghose7518 Right Sir
@indiaodisha079
@indiaodisha079 4 жыл бұрын
Abe sarakara tanka mane ama tanka bee
@dharamanandabhoi8500
@dharamanandabhoi8500 4 жыл бұрын
30,000 pilanku free re padheiba tamku khela lagichhi ki seithi painn jadi fund aasila tamar kan ete problem hauchhi aame janibaku chahunchhu sala faltu reporter and just because of your TRP you guys are always trying to defame him.
@AME_odia57
@AME_odia57 4 жыл бұрын
But he is a real hero
@bijaykumarpanda3299
@bijaykumarpanda3299 4 жыл бұрын
RIGHT
@happyshibani4906
@happyshibani4906 4 жыл бұрын
Right
@Babunicrecation6323
@Babunicrecation6323 4 жыл бұрын
Right
@sanjibkumarbhoi9779
@sanjibkumarbhoi9779 4 жыл бұрын
Right
@hapankuli
@hapankuli 4 жыл бұрын
Right
@hiddentalentsproduction7807
@hiddentalentsproduction7807 4 жыл бұрын
Excuse me owner of the odisha reporter,ଆପଣଙ୍କର ଯଦି ରାସ୍ତା କଡରୁ ଏକ ଅନାଥ ପିଲା ର ସାହାରା ହୋଇ ମାତ୍ର ଏକ ସପ୍ତାହ ଲାଳନପାଳନ କରିବାର ସାମର୍ଥ୍ୟ ନାହିଁ, ତେବେ ଏମିତି ଏକ ବ୍ୟକ୍ତି ଯିଏକି 30,000 ରୁ ଉର୍ଦ୍ଧ ଆଦିବାସୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ସହିତ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି, ତାଙ୍କ ବିରୁଦ୍ଧରେ ଏମିତି ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ।
@dillipkumarcreation5656
@dillipkumarcreation5656 4 жыл бұрын
ଦେଖନ୍ତୁ ଆପଣ KISS ବିଷୟରେ ସବିଶେଷ ତଥ୍ଯ ନ ପାଇ ଅପପ୍ରଚାର କରନ୍ତୁ ନାହଁ। ମୁଁ ଜଣେ କିସିଆନ୍ ଓ Samanta sir & KISS ଆମ ଭଳି ଗରିବ ପିଲାମାନଙ୍କଲାଗି ଦେବତୁଲ୍ୟ।
@odishaclasses9976
@odishaclasses9976 4 жыл бұрын
😂😂
@bijayapradhan3172
@bijayapradhan3172 4 жыл бұрын
You are right
@susantamajhi9606
@susantamajhi9606 4 жыл бұрын
Any problem your chanal ,I always proud of kiss and Kiit
@user-fh1uh1gv1i
@user-fh1uh1gv1i 4 жыл бұрын
Tankar histry dekha aji se tiari kari nahanti kiss ajiku 30 barsa purbaru 25 pilaru start kari aji 30000 re pahanchichhanti but tumar vari jor poduchi
@gobindachandraswain3060
@gobindachandraswain3060 4 жыл бұрын
He is a big artist.
@Bachanbabu
@Bachanbabu 4 жыл бұрын
ଯଦି ଭଲ କାମ କରିପାରୁ ନ. ଖରାପ news ଦେଇ ଲାଭ କଣ
@dillipkumarcreation5656
@dillipkumarcreation5656 4 жыл бұрын
ତୁମେ କେଉଁଠି ପଇସାପତ୍ର ଆଣି ଗୋଟିଏ ପିଲାଙ୍କୁ ମାଗଣାରେ ପଢ଼େଇଦେଖ ତାପରେ ପାଟି ବନ୍ଦ ହେଇଯିବ
@KAMAHANSDAHOFFICIAL258
@KAMAHANSDAHOFFICIAL258 4 жыл бұрын
Professor Achutya Samanta sir is my real God.
@tworld1944
@tworld1944 2 жыл бұрын
Good.
@alekhaguru9410
@alekhaguru9410 4 жыл бұрын
He is very good person
@kumargaurab8189
@kumargaurab8189 4 жыл бұрын
He is the biggest Land mafia of India so far
@sanketsanky395
@sanketsanky395 4 жыл бұрын
Yes probably after Robert bhadra👍🏻
@dillipkumarcreation5656
@dillipkumarcreation5656 4 жыл бұрын
Plz plz Don't spread this kinds of fack news, if u have not inquiry about the real fact of KISS. We know why the KISS is important for indigenous children like me & the blessing & support of Samanta sir towards us. Don't try to blame Samata sir for increasing yr TRP
@sivaa_D_vlogs
@sivaa_D_vlogs 4 жыл бұрын
@@funnybabygirlofficial8702 exactly
@BingoKeKisse
@BingoKeKisse 4 жыл бұрын
ଏ ମାସ ର ପଇସା ପହଞ୍ଚିନି କି??? ଜୋତା ଚଟା ଛାଡ଼ି ମୁଣ୍ଡ ଚୁଟି ଧରିଲାଣି ଯେ। ହଉ, ଥରେ ପଇସା ପହଞ୍ଚି ଗଲେ ପୁଣି ଜୋତା ଚଟା start ହେଇ ଯିବ
@janmajoymahanta8245
@janmajoymahanta8245 4 жыл бұрын
ପାଣ୍ଠି ଯୋଗାଡ଼ ନହେଲେ ପିଲା ପଢିବେ କେମିତି ?ଅବଶ୍ୟ ସରକାରୀ ଜମି ଉଦ୍ଧାର କରାଯିବା ଆବଶ୍ୟକ I
@minatipati7958
@minatipati7958 4 жыл бұрын
I don't understand since 3-4 years you are always showcasing news against KIIT & KISS??
@aapkiawaazaapkiparivartan2580
@aapkiawaazaapkiparivartan2580 4 жыл бұрын
1 Without investment but high gain business. 2 It's business not charity. 3 Have you knowledge why he going to politics? 4 How much money expenditure in MP election. 5 how to win in kandhamala MP election?
@pramodasahu1497
@pramodasahu1497 4 жыл бұрын
Magana nuha kn... Sir chhua belu kasta kari a sabu karila pare bahara loko pachhare dele... Seita akhiku dekha jauni...
@prasantkumarsahoo1054
@prasantkumarsahoo1054 4 жыл бұрын
Odisha ku jaha milichi bjp sarkar deichi,Bajapyeejee road,bridge sabu karichanti,modijee collage medical collage,medicine,ayushmaan ,pm building ,free,sahita koti koti anudaan,kishan ,maa manku direct tanka,corona rey 100/ sahajoga,rashan ,anganabadi staff nku tanka,sabu bjp govt dauchi,ehaku kiye manu ba na manu,congress bala amaku dalita,sc,st kahiki dalidethila kichi karini,jaha hoichi bjp karichi,kintu ama Odisha bjp neta bjd pakharey thick bhabey ,birodhi roll kariparuni Tanua neta nahanti
@sourav10jun
@sourav10jun 4 жыл бұрын
Now I know, Why we were slaves of British for 200 years... It's really unfortunate, in our country people (specially media) behaves like crabs, whenever they see someone is rising, they (media) have tendency to pull legs... I personally support Dr. Samanta Sir... This NEWS channel is really jealous of Dr. Samanta Sir's success...
@tworld1944
@tworld1944 2 жыл бұрын
Yes
@judhistiradalai9818
@judhistiradalai9818 4 жыл бұрын
ସମାଜ ର ଅତି ନିରିହ ମଣିଷ ହେଲେ ଆଦିବାସୀ l ଆଦିବାସୀ ନାଁ ରେ କେତେ ଯୋଜନା କେତେ ଆଶ୍ୱାସନା କିନ୍ତୁ ବାସ୍ତବ କ୍ଷେତ୍ର ରେ କଣ ତାହା ବୁଝିବା ମଧ୍ୟ ମୁସ୍କିଲ l ଆଦିବାସୀ ଏକ ସରଳ ମଣିଷ ଜାତି l ପୃଥିବୀ ର ସବୁଠାରୁ ବୁଦ୍ଧିଆ, ସୁନ୍ଦର,ଜ୍ଞାନୀ ବୋଲାଉଥିବା ସ୍ୱାର୍ଥପର ମଣିଷ ମାନେ ତାଙ୍କ(ଆଦିବାସୀଙ୍କ)ମଣିଷତ୍ବ ପାଖରେ କେବେବି ସମକକ୍ଷ ହେବେ ନାହିଁ l ତେଣୁ ତାଙ୍କୁ ନେଇ ଯେତେ ରାଜନୀତି କରାଯାଇଛି ତାର ହିସାବ ନାହିଁ l ପ୍ରକୁତ ଉନ୍ନତି କରିବା ସାରା ମଣିଷ ଜାତି ଙ୍କ ମୁଖ୍ୟ କର୍ତବ୍ୟ, କିନ୍ତୁ ପ୍ରକୃତ ଉନ୍ନତି କଣ ତାହା ଏ ସ୍ୱାର୍ଥପର ମଣିଷ ଙ୍କୁ ଜଣା ନାହିଁ l ତେଣୁ ଯିଏ ଯେତେ ପ୍ରଚେଷ୍ଟା ଦେଖାନ୍ତି ସବୁଥିରେ ସ୍ୱାର୍ଥ ଜଡିତ ବୋଲି ମନେ ହୁଏ....
@shivanathnaik3230
@shivanathnaik3230 4 жыл бұрын
I am also KISSIAN, be careful before going against Achutya Samanta.
@aryan4213
@aryan4213 4 жыл бұрын
Good man
@Bachanbabu
@Bachanbabu 4 жыл бұрын
ଆପଣ କିଛି କରିଛନ୍ତି କି ଗରିବ ପିଲାଙ୍କୁ
@pramod5559
@pramod5559 4 жыл бұрын
General pilanka fees kete... Sabuthu besi odisha really kiit re
@bijukta143
@bijukta143 4 жыл бұрын
Rightly said
@generaliquest4397
@generaliquest4397 4 жыл бұрын
Anyhow he is doing something ...but what your channel is doing only business...
@aswinisitha3016
@aswinisitha3016 4 жыл бұрын
There are two types of doing.. right and wrong.. what is the use of praising a person for his wrong doing...
@srikantaharichandan1464
@srikantaharichandan1464 4 жыл бұрын
The political Sarathi of Odusha
@tworld1944
@tworld1944 2 жыл бұрын
ପ୍ରଥମେ, Odisha କୁ right ରେ ଲେଖ।
@srikantaharichandan1464
@srikantaharichandan1464 2 жыл бұрын
@@tworld1944 tume bi English chhadi odia lekha
@prabhatchampatiroy9109
@prabhatchampatiroy9109 4 жыл бұрын
Thanks
@sanjibkumar80
@sanjibkumar80 4 жыл бұрын
Pila to maagona re hi podhuchonti na.. paisa juadu aasila.. aau kon bina paisa re sonsthaa chalibo?? Ae report ra mane kon??
@naikvlogsnaik9688
@naikvlogsnaik9688 4 жыл бұрын
Media bala sabdhan A samanta is a great person
@pruthibirajpradhan2642
@pruthibirajpradhan2642 4 жыл бұрын
ଅଯଥାରେ ମିଥ୍ୟା କଥା ପ୍ରଚାର କରନ୍ତୁ ନାହିଁ..., ସେ ଆଦିବାସୀ ମାନଙ୍କ ଜୀବନ.....
@dilippaul604
@dilippaul604 4 жыл бұрын
Good job by mr samanta
@bhubanbiharinaik4137
@bhubanbiharinaik4137 4 жыл бұрын
ତୁମର କଣ ହଉଚି.... ସେ ଆମ ଆଦିବାସୀ ମାନଙ୍କ ଦେବତା.... ତାଙ୍କ ପାଇଁ ହିଁ ଆମେ ଆଜି ସମାଜର ମୁଖ୍ୟ ସ୍ରୋତ କୁ ଆସିପାରିଛୁ..ମୁଁ ଗୋଟିଏ କଥା ବୁଝିପାରୁନି ଆପଣ ମାନେ ଏମିତି ଇର୍ଷା କଣ ପାଇଁ କରୁଛନ୍ତି... ଆପଣ ମାନେ ଖୁସି ହବା କଥା କି ସେ ସମାଜ ର କିଛି ଜନ ମଙ୍ଗଳ କାମ କରୁଛନ୍ତି... ଦୟାକରି କି ଆପଣ ଏମିତି ଗଣମାଧ୍ୟମ ରେ ସାମନ୍ତ ସାର ଙ୍କ ଅପପ୍ରଚାର କରନ୍ତୁନି.. 🙏🙏
@suvendukumardash5501
@suvendukumardash5501 4 жыл бұрын
God achuta samanta
@ambikaprasaddas7599
@ambikaprasaddas7599 4 жыл бұрын
I support kiit and kiss organisation
@bijaykumarpanda3299
@bijaykumarpanda3299 4 жыл бұрын
This is the Fake news . I Request to odisha Reporter if you have no good news then you should be close your channel immediately .KIIT , KISS AND ACHYUTA SAMANT IS PROUD OF ODISHA .I SALUTE KIIT,KISS AND ACHYUTA SAMANT .
@odishafarming7713
@odishafarming7713 4 жыл бұрын
Bhai kete Jana achhanti nija Paisa re lokanka seba karibaku, kiae bi nai duniare
@sritamperfect9955
@sritamperfect9955 4 жыл бұрын
Public Ku #chutiya baneiki lutuchanti...
@susantamallika2901
@susantamallika2901 Жыл бұрын
ପ୍ରକୃତ ରେ କେନ୍ଦ୍ର ସରକାରଙ୍କ ଯୋଜନା ସବୁ ଅଚ୍ୟୁତ ସାମନ୍ତ ଖାଲି ରାଜନୀତି କରୁଛନ୍ତି ମୁଁ ଦେଇଛି ବୋଲି ଦେଖିବାକୁ ଗଲେ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଦେଉଛନ୍ତି ହେଲେ ନିରୀହ ଆଦିବାସୀ ଏତେ କଥା ବୁଝି ପାରୁନାହାନ୍ତି
@basantipattnaik2032
@basantipattnaik2032 3 жыл бұрын
କେତେକ ସମାଜ ସେବା ନାମରେ ସମାଜ ର କିଛି ମଙ୍ଗଳ କରିବା ସହିତ ନିଜ ର କ୍ଷେତ୍ର କୁ ଭି ସୁରକ୍ଷିତ କରିଥାନ୍ତି
@user-fh1uh1gv1i
@user-fh1uh1gv1i 4 жыл бұрын
Michha ki sata asi dekhuna se ta 30000 pilanku padhauchanti tame 3 jana ku help kari dekha ta
@ଗୁମାଗଡ଼ନଦୀଶଯ୍ୟା
@ଗୁମାଗଡ଼ନଦୀଶଯ୍ୟା 4 жыл бұрын
Thanks q ଭାଇ
@protein9859
@protein9859 4 жыл бұрын
Nija pocket ru khuauchanti?
@Brainiac-q9f
@Brainiac-q9f 4 жыл бұрын
ସେ ତ ଅନ୍ତତଃ ଦାନ ସଂଗ୍ରହ କରିକି କିଛି ଗୋରୀବୋ ପିଲାଙ୍କ ସାହାଯ୍ୟ କରୁଛନ୍ତି। ଓଃ ସେଇ ଟଙ୍କା ନେତା ସବୁ ଲୁଟି ପାରୁନାହାନ୍ତି ତେଣୁ ସବୁ ଚିନ୍ତା ଲାଗିଛି ବଧ ନା ଗୋରିବ ପିଲା ପାଠପଢ଼ି ମଣିଷ ହେଲେ ଆମକୁ ଚାକିରି ମିଳିବନି ଭାବୁଛ। ସବୁ ସ୍ଵାର୍ଥ ଚେଷ୍ଟା 🤔😳☹️
@harischandrapadhi2402
@harischandrapadhi2402 4 жыл бұрын
Great business ...
@munalenka7109
@munalenka7109 3 жыл бұрын
Achuyta sir real hero.Tame salae 10 ta pila nku kebala padheila.whatever he is doing,that is right .
@jagabandhusethi994
@jagabandhusethi994 4 жыл бұрын
It is not interesting report by the channel I think it is a negative thought of the
@sandipswain3299
@sandipswain3299 4 жыл бұрын
waht is ur problem ..atleast he is doing somthing good...
@aswinisitha3016
@aswinisitha3016 4 жыл бұрын
Great job... once I went to kiis hospital..I did all the test of my grandmother..but when we said we can't treatment in this hospital...the authority of the hospital did not give us the test report for which we paid...this shows what kind of medical services mr achyuta Samanta providing to the people of odisha...u may conduct an operation to expose such hospitals
@Mastersoy
@Mastersoy 4 жыл бұрын
Dear Odisha Reporter ଯଦି ଆପଣ ୧୦ ଟି ପିଲା ରଖି ୧୦ ବର୍ଷ ଖାଲି ଖାଇ ବା ରହିବା ପି ବା ଦିଅନ୍ତୁ ଏବଂ ସ୍ବାସ୍ଥ୍ୟ କଥା ବୁଝନ୍ତୁ ତା ପରେ କହିବେ ଏହି କାମ କେତେ କଷ୍ଟ ଏବଂ କେମିତି ଲାଗେ ସମାଜ ସେବା କାମ ଜାଣି ପାରିବେ । ଶଳା ଚୋର ତୁ ତ ନିଜେ କିଛି କରି ପାରୁନୁ ଅନ୍ୟ କୁ କଣ ପାଇଁ ଆଙ୍ଗୁଠି ଦେଖାଉ ଛୁ , ତ ନିଜ କଥା ଚିନ୍ତା କର , ନ ହେଲେ ଆଉ ଦିନେ ଦେଖି ବୁ ତ ଚାନେଲ୍ ବନ୍ଦ ହେଇ ଯାଇ ଥିବ ।
@ndr51
@ndr51 4 жыл бұрын
Ete adibasi pilla nku padhauchhanti really greate...
@your3128
@your3128 4 жыл бұрын
କେରାଣ୍ଡି ଫୋପାଡି ଶେଉଳ ଧରୁଚି ସାମନ୍ତ
@bibhukantdalai9654
@bibhukantdalai9654 4 жыл бұрын
I always support Kiit and kiiss. But Dr samant is a good man. He is always Helping in tribal student & kandhamal
@pradeepnayak288
@pradeepnayak288 3 жыл бұрын
Dr Samanta doing a great job for tribal students. What is ODISHA reporter doing. Odisha Reporter is it possible from your end to feed 30 students in a day?
@tworld1944
@tworld1944 2 жыл бұрын
Yes, u r right.
@Ku_Dushmanta
@Ku_Dushmanta 4 жыл бұрын
ଦିନେ ପେଡି ଖୋଲିବ ଏ ମହାଶୟ ଙ୍କର ଏବେ ସିନା ଗେଣ୍ଡା ଖୋଳ ଭିତରେ ଲୁଚିଛନ୍ତି କିନ୍ତୁ କେତେ ଦିନ ବର୍ଷ ??
@atalpradhan2956
@atalpradhan2956 4 жыл бұрын
To Malika ra gandi phatuchi
@anipahansda1255
@anipahansda1255 4 жыл бұрын
Tumhare Subscribers se jyada KISS family members hein.. kuch bhi bolne se pehle jara jaban sambhal ke baat karo....
@sp8200
@sp8200 4 жыл бұрын
10ta pilanku maganare padhaibaku mora sahasa nahin.Semane maganare padhuchanti, Achyuta Sir kahu nahanti ki se paisa deichanti, kintu bhagaban tanku duta hisabare gariba adibasi pilamanank bhavishya ujagara karibaku pathaichanti au tamabhali irsa parayana loka khali criticize Karina janicha. Thank u Achyuta Sir. Ur vision has made Patia one of the most habitable place also with so many employment oppertunity and he is having a simple lifestyle.Your R great Sir .We love you.
@ajaymahana437
@ajaymahana437 4 жыл бұрын
BJP Sarkar odisha re asile first achuta samanta fasiba😀😀😀
@debabrataverynice9710
@debabrataverynice9710 4 жыл бұрын
Achuta sir is best person of odisha under stand
@Swayansu_sekhar
@Swayansu_sekhar 2 жыл бұрын
Naama tanka ra Achyuta samanta 🙂
@jaydevadha7816
@jaydevadha7816 2 жыл бұрын
🙏🙏🙏🙏
@KAMAHANSDAHOFFICIAL258
@KAMAHANSDAHOFFICIAL258 4 жыл бұрын
Please should not spread fake news
@nityanandasethi7004
@nityanandasethi7004 4 жыл бұрын
Han ma bahut hataru dei help kariba loka ta
@aryan4213
@aryan4213 4 жыл бұрын
Very nice good man
@jitendrakumarparida8435
@jitendrakumarparida8435 3 жыл бұрын
ଭଲ ଗଣ୍ଠି ଗୋଟାଏ ଧରିଛ ସାହସ ତ ମାନିବାକୁ ପଡ଼ିବ ହେଲେ ଭାଇ ଇଏ ପୁରା ଚକ୍ର ଵ୍ୱିହ ଅର୍ଜୁନ ସଙ୍ଗେ କୃଷ୍ଣ ବି ଦରକାର ଆଉ ଜଦି ଵ୍ୱିହ ଭାଙ୍ଗି ପାରିଲ ତେବେ ତିରିଶ ହଜାର କଣ ଓଡ଼ିଶାର ସବୁ ପିଲା ମାଗଣାରେ ପାଠ ପଢ଼ି ପାରିବେ ପୁରା ଇଙ୍ଗଲିଶ୍ ଷ୍ଟାଇଲ୍ ରେ ଏତେ ମାଲ୍ ଅଛି ସେଠି। ଗୁମର ଖୋଲିବା ପାଇଁ ଆଟମ ଵମ୍ ର ସନ୍ଧାନ କରାଯାଉ ଵହୁତ ଶୀଘ୍ର ନହେଲେ ତମେ ଉଡ଼ିଯିବ ,
@dillipkumarmallik3943
@dillipkumarmallik3943 4 жыл бұрын
Samanta sir is great Tank Pai ta 30 hajar pila aji patha padiparuchhanti .gote pilaku padeiba kete kasta seta parents hi jananti. He is the real hero.....
@minatipati7958
@minatipati7958 4 жыл бұрын
@@funnybabygirlofficial8702 tu ta sabujanichu
@sksahooofficial
@sksahooofficial 4 жыл бұрын
Ethi sabu pala chalichi power politics aau paisa ra.... Odisha development chuliki jau...CM andha muka badhira bhali kuade kan karuchanti aau ame odia bhai mane tanka 500 re kemiti vote dei dauche...ascharya
@ଦିବିଶ୍ୱଜିତ
@ଦିବିଶ୍ୱଜିତ 4 жыл бұрын
ବୁଝୁଚି ଯୋଉ ମାନେ ସାମନ୍ତ ଙ୍କ organisation ରେ ଚାକିରୀ କରିଛନ୍ତି ତାଙ୍କୁ ବଧୀବ. କିନ୍ତୁ ସତ୍ୟ ସତ୍ୟ ଅଟେ, electoral bond ଚେକ କର ସବୁ ସତ ବାହାରିଯିବ.
@purnachandradharua2481
@purnachandradharua2481 4 жыл бұрын
I proud of KISS KIIT
@pinkimajhi9252
@pinkimajhi9252 3 жыл бұрын
#JayKISSJayKIIT
@gyanaranjanupadhyaya9475
@gyanaranjanupadhyaya9475 4 жыл бұрын
👍
@sibareddy7201
@sibareddy7201 4 жыл бұрын
ମାଆ ବିଆ ଚାନେଲor
@sidheswarbehera6169
@sidheswarbehera6169 3 жыл бұрын
ନିଜେ କରି ପ୍ରଥମେ ଦେଖାଅ.. ଓଡ଼ିଆଙ୍କ ଚିଲିକା କଙ୍କଡା ଗୋଡ଼ ଟଣା ନୀତି।
@ronaliray2055
@ronaliray2055 4 жыл бұрын
Kindly request you dear admin please dnt spread such fake comments in social media .. He is only one person in this world who did such work which no one else can do in their entire life for the whole Tribal community. So please respect Dr . Achyuta Samanta sir stop spreading such Fake news 🙏
@ଗୁମାଗଡ଼ନଦୀଶଯ୍ୟା
@ଗୁମାଗଡ଼ନଦୀଶଯ୍ୟା 4 жыл бұрын
Thanks q
@adityamondal6690
@adityamondal6690 4 жыл бұрын
Nije ta kichi kari paribani....kie kale taku bhi sahi hebani
@skdreamland8486
@skdreamland8486 4 жыл бұрын
Good job Odisha repoter
@satyababu3286
@satyababu3286 4 жыл бұрын
ସେବା କରୁଛନ୍ତି ଠିକ ଅଛି, ଅନ୍ୟାୟ ରେ ନ କରି, ଲୋକଙ୍କୁ ନ ଠକି, ସରକାରୀ ଜମି, ବ୍ୟକ୍ତିଗତ ଜମି ଦଖଲ ନ କରି ଉଚିତ ମାର୍ଗ ରେ କରନ୍ତୁ.
@babulammajhi1786
@babulammajhi1786 4 жыл бұрын
Nije ta michhua auri anya ku tulana karuchha nije amiti manisha seba kari dekha pare kahiba ....amiti laguchhi
@neelanchalhospital3940
@neelanchalhospital3940 3 жыл бұрын
Real owner pradumna Bal...ia Care taker thile...jaliati kari...chairman heichhanti...
@kbabupujari6799
@kbabupujari6799 4 жыл бұрын
OR TV channel Dine Jane pila Ku khaibaku De ....to Gandire jala bahari Padibahela..
@pramodasahu1497
@pramodasahu1497 4 жыл бұрын
Gotia chhuaku Manisa kariba kete kasta se janichanti.. setiki tume Kala ka pain... Samanta sir manisa gachha tiari karuchanti... Bisa nuha ok
@bibhukantdalai9654
@bibhukantdalai9654 4 жыл бұрын
Right brother
@babulaminiaka1133
@babulaminiaka1133 4 жыл бұрын
He is good person you news fa
@chapaladas3374
@chapaladas3374 4 жыл бұрын
Gotia pila minisa karidekha ta pare kahinba..
@biswanathpatra4138
@biswanathpatra4138 4 жыл бұрын
ମିଛୁଆ
@tapanpradhan412
@tapanpradhan412 4 жыл бұрын
Maghiaa ta
@dasharathiroutray7176
@dasharathiroutray7176 4 жыл бұрын
Any body getting opportunity goes on cheating fooling others , this is our country
@debiprasadpanda3007
@debiprasadpanda3007 4 жыл бұрын
Jami dalal gote achyuta samanta
@Bachanbabu
@Bachanbabu 4 жыл бұрын
Kete. Bhala. Kama କରିଛନ୍ତି ତାହା କହୁନ
@michealsharma4177
@michealsharma4177 4 жыл бұрын
Kiit pila kn thu aeta paisa nai ki kn karuchanti????
@biswajitpradhan4189
@biswajitpradhan4189 4 жыл бұрын
Otv Ku ban Kariba katha
@biswaranjandas3800
@biswaranjandas3800 4 жыл бұрын
Eia param magia
ଥରଟେ ସୁଯୋଗ ଦେଇ ଦେଖ | Odisha Reporter
5:06
Odisha Reporter
Рет қаралды 1,7 М.
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН
Что-что Мурсдей говорит? 💭 #симбочка #симба #мурсдей
00:19