ସମସ୍ତେ କହୁଛନ୍ତି ମୁଁ କୁଆଡେ ଅପବିତ୍ର..ପଡୋଶୀ ମୋ ପାଖ ମାଡୁନାହାନ୍ତି..ମୁଖ୍ୟମନ୍ତ୍ରୀଙ୍କୁ ସୁଭଦ୍ରା ଲେଖିଲେ ଚିଠି

  Рет қаралды 1,646,592

Odisha Bhaskar

Odisha Bhaskar

Күн бұрын

Пікірлер: 5 700
@mamatapanda3204
@mamatapanda3204 2 жыл бұрын
ଧନ୍ୟବାଦ ଭାସ୍କର ଟିଭି। ଏଭଳି ପିଲାଙ୍କୁ ସରକାର ସାହାଯ୍ୟ କରିବା ଜରୁରୀ। ଜୟ ଜଗନ୍ନାଥ
@sukantipanda1115
@sukantipanda1115 2 жыл бұрын
Yes sir namaskar bhaskar tv harami loka
@warrior7298
@warrior7298 2 жыл бұрын
JAI SHREE JAGANNATHA. 🕉️🕉️🕉️🕉️🙏🙏🙏🙏
@mylifemyrules6861
@mylifemyrules6861 2 жыл бұрын
Sarkar sahajya kn sabu kichi
@dgradiation6752
@dgradiation6752 2 жыл бұрын
Only govt nuhe samaj vi help kariba darakara 🙏
@imagedarling5997
@imagedarling5997 2 жыл бұрын
Help me all of you 🙏🙏🙏
@baikuntha_behera
@baikuntha_behera 2 жыл бұрын
ଭଉଣୀ ଲୋ ସବୁବେଳେ ଖୁସିରେ ରହ। ପ୍ରଭୁ ଜଗନ୍ନାଥ ସବୁବେଳେ ତୋ ସାଥିରେ ଅଛନ୍ତି 🙏🏻🙏🏻🙏🏻 ଜୀବନ ଯୁଦ୍ଧରେ ଜିତିବାକୁ ହେଲେ ଏମିତି ବହୁତ୍ କିଛି ସହିବାକୁ ପଡେ କାହା କଥା ନ ଶୁଣିକି ଆଗେଇଚାଲ ଭଉଣୀ ତୋର ସବୁ ସ୍ବପ୍ନ ପୂରଣ ହେବ 🙏🏻🙏🏻
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଦୀପିକା ଭଉଣୀ ପାଇଁ ଟିକେ ଜଗନ୍ନାଥ କୁ କୁହ, ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ
@kishorpujari3353
@kishorpujari3353 2 жыл бұрын
🙏🙏🙏
@baikuntha_behera
@baikuntha_behera 2 жыл бұрын
@@ସଚେତନନାଗରିକ seta tanka matter bhai mu besi kichi janini tanka upare but ei jhia news dekhiki mo akhiru luha asigala 🙏🏻🙏🏻
@pradeepbiswal1962
@pradeepbiswal1962 2 жыл бұрын
ଧନ୍ୟବାଦ୍ ଭାସ୍କର news channel... ଏହିପରି news ପାଇଁ, ସରକାର ଙ୍କୁ ନିବେଦନ ଏହି ପିଲାଟିକୁ ସାହାଯ୍ୟ ର ହାତ ବଢlନ୍ତୁ .... ସ୍ଥାନୀୟ ସରପଞ୍ଚ ଙ୍କୁ ବି ନିବେଦନ
@pradeepbiswal1962
@pradeepbiswal1962 2 жыл бұрын
ଧନ୍ୟବାଦ୍ ଭାଇ 🙏
@indrajitnaik9974
@indrajitnaik9974 2 жыл бұрын
U r right
@sangita1985
@sangita1985 2 жыл бұрын
👍
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@Rajeshrajesh Rajesh ତୁ ବ୍ରହ୍ମପୁର ଯାଇ ଦୀପକ ଏବଂ ଦିନେଶ ର contact number ନେଇ ସେମାନଂକୁ ବୁଝା, , ଉଜୁଡା ପରିବାର ସଜାଡି ପାଇଁ ଟିକେ ଚେଷ୍ଟା କର
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@@sangita1985 ଦୀପିକା ଏବଂ ଦିନେଶ ପାଇଁ ଟିକେ ଚିନ୍ତା କର,
@vipermafia5123
@vipermafia5123 2 жыл бұрын
ହେ ଭଗବାନ ମୋତେ ଜୀବନରେ ଏମିତି ଏକ ମଣିଷ ପରି ଗଢନ୍ତୁ | କି ମୁଁ ଏମିତି ଅସହାୟ ଦୁଖୀ ମଣିଷକୁ ସାହାଯ୍ୟ କରିପାରେ 😢
@satyassahoo8352
@satyassahoo8352 2 жыл бұрын
କେତେ ସୁନ୍ଦର ସିଏ ☺️☺️କେତେ ସୁନ୍ଦର ତାର ଚିନ୍ତା ଧାରା 😊😊ପ୍ରଭୁ ଜଗନ୍ନାଥ ତୁମକୁ ସାହା ହେବେ🙏🙏😢😢😢 ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ ସେ ଝିଅ କୁ ସାହାର୍ଯ୍ୟ କରନ୍ତୁ please 🙏🙏🙏🥺🥺 ଜୟ ଜଗନ୍ନାଥ 🙏🙏🙏
@44.tapankumardas56
@44.tapankumardas56 2 жыл бұрын
ଶୁଣି, ଆଖିରୁ ଲୁହ ବାହାରି ପଡୁଛି। ଦୟାକରି ମୁଖ୍ଯମନ୍ତ୍ରିଙ୍କ ତରଫରୁ ସାହାଯ୍ଯ କରାଯାଉ 🙏🏼🙏🏼🙏🏼😭
@diptimahalik9694
@diptimahalik9694 2 жыл бұрын
Bhai cm Kan kareba chalo ame kiche kiche dai taku help kareba
@amagiha1046
@amagiha1046 2 жыл бұрын
@@diptimahalik9694 please jao vai mane
@odiarscomedy7
@odiarscomedy7 2 жыл бұрын
Au kichhi ta kari pari bani khali suni ki akhi ru luha bahara kariba katha
@puskarsahoo1391
@puskarsahoo1391 2 жыл бұрын
@@diptimahalik9694 good humanity bhai . Thanx for ur thinking power is so high
@nirakarpradhan966
@nirakarpradhan966 2 жыл бұрын
Right
@manojdeheri3138
@manojdeheri3138 2 жыл бұрын
ତୋର କିଛି ହେବନି ରେ ମା । ତୋର ସବୁ ଆଶା ପୁରଣ ହେବ ।ତୁ ଖୁସିରେ ରହିବୁ। ଭଗବାନ ତୋତେ ସବୁବେଳେ ଖୁସିରେ ରଖିଥାନ୍ତୁ
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
କୁଆଡେ ଗଲେ ସେ ଠକ ଭଗବାନ ସବୁ, କୋରନା ରୋଗ ସମୟରେ ମନ୍ଦିର ଭିତରେ ଲୁଚି ରହିଲେ, ଭକ୍ତ ମାନଙ୍କୁ ଦେଖା ଦେଲେ ନାହିଁ, ଏ ଭଳି ନିର୍ଲଜ ଦେବୀ ଦେବତା ମାନଙ୍କୁ ଠାରୁ ଦୂରେଇ ରୁହନ୍ତୁ
@goodmorning4237
@goodmorning4237 2 жыл бұрын
Se ta already dukhare achhi khusi kauthi hela?
@laxminarayancreation7114
@laxminarayancreation7114 2 жыл бұрын
ଆମେ ବି ଏ ସବୁ ଛୋଟ ବଡ ଜାତି, ଧର୍ମ ର ସିକାର ହେଉଚୁ ଲୋ ମା... ଧର୍ଯ୍ୟ ଧର ଆମ ପାଇଁ ଭଗବାନ ଅଛନ୍ତି.. 🙏
@ashishsahoo6150
@ashishsahoo6150 2 жыл бұрын
ମୋ ମତରେ ଯିଏ ନିଜ ଦୁଃଖ କଷ୍ଟ ଭୁଲି ଏ ଛୋଟ ଅନାଥ ଝିଅ ଟି କୁ ପାଳିଛନ୍ତି, ସେ କେବେ ହେଲେ ଛୋଟ ହୋଇ ନ ପାରନ୍ତି । ସେ ତ ଭଗବାନ ଙ୍କ ସଦୃଶ । ତେଣୁ ତାଙ୍କୁ ଛୁଇଁବା ରେ କିଛି ଅସୁବିଧା ନୁହଁ ବୋଲି ମୁଁ ଭାବୁଛି । ବରଂ ସେମାନେ ହେଉଛନ୍ତି ଛୋଟ ଲୋକ...ଯେଉଁମାନଙ୍କ ମୁଣ୍ଡରେ ଏ ସବୁ ଛୋଟ ଚିନ୍ତାଧାରା ଆସୁଛି । ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ।
@tripatipujari8175
@tripatipujari8175 2 жыл бұрын
Right kata bhai
@drbtennisplayer8215
@drbtennisplayer8215 2 жыл бұрын
ATI sundar katha bhai kahucha 🙏😭😭🙏🙏
@priyabrataminz5032
@priyabrataminz5032 2 жыл бұрын
Correct 👍🏻
@balaramdash5612
@balaramdash5612 2 жыл бұрын
Right
@ambarishswain3233
@ambarishswain3233 2 жыл бұрын
Right
@meenaketansabar2427
@meenaketansabar2427 2 жыл бұрын
ଏ ଜଗନ୍ନାଥ ମୋ ଭ‌ଉଣୀଙ୍କୁ ଆଶୀର୍ବାଦ୍ କରନ୍ତୁ ଯେମିତିକି ଆଗକୁ ଭଲ ପାଠ ପଡି ସେ ସମାଜର ଭଲ ନା ରକିଵ‌
@chandrashekhar-bz8nh
@chandrashekhar-bz8nh 2 жыл бұрын
Right brother
@rakesh-ge2gc
@rakesh-ge2gc 2 жыл бұрын
Yes
@Od07RiderVlogs
@Od07RiderVlogs 2 жыл бұрын
That's true
@sarojdash2576
@sarojdash2576 2 жыл бұрын
Right 👍
@nilanchalasahu380
@nilanchalasahu380 2 жыл бұрын
Right
@diymakersneha870
@diymakersneha870 2 жыл бұрын
ଯେଉଁ ମାନେ ଛୋଟ ଜାତି କହୁଛନ୍ତି, ତାଙ୍କ ଝିଅ ଇମିତି ସୁନ୍ଦର ହୋଇ ନ ଥିବ, ମୋତେ ଲାଗୁଛି ଏ ଝିଅ କୁ ଈର୍ଷା କରୁଛନ୍ତି ଲୋକ ମାନେ,god bless you my little princess
@90sforever07
@90sforever07 2 жыл бұрын
yes....
@ssubratkumarmajhi5971
@ssubratkumarmajhi5971 2 жыл бұрын
Right
@kishorpujari3353
@kishorpujari3353 2 жыл бұрын
ତୁରନ୍ତ ସାହାଯ୍ୟ ର ସାହାରା ଦିଆ ଯାଉ 🙏🙏🙏 ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରଧ...🙏🙏🙏 ଜୟ ଜଗନ୍ନାଥ
@Gurubachan688
@Gurubachan688 2 жыл бұрын
Thanks reporter. That type of news should spread in society
@gurucharansahoo9577
@gurucharansahoo9577 2 жыл бұрын
❤❤🙏🙏
@ManojKumar-hr9sx
@ManojKumar-hr9sx 2 жыл бұрын
Why report
@Reenabehera0
@Reenabehera0 2 жыл бұрын
🙏🙏🙏🙏🙏🙏🙏
@poojarani2249
@poojarani2249 2 жыл бұрын
ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ। ଦୟାକରି ସେ ଝିଅ ପ୍ରତି ଭେଦଭାବ ରଖନ୍ତୁ ନାହିଁ 🙏🙏🙏
@debashishmohanty4798
@debashishmohanty4798 2 жыл бұрын
Ghanta samana... It all sounds good to hear but reality is completely different
@papanahak7719
@papanahak7719 2 жыл бұрын
NES,,puja
@trilochana6574
@trilochana6574 2 жыл бұрын
🙏🙏🙏🙏🙏
@preritpaulministry7136
@preritpaulministry7136 2 жыл бұрын
Please call me Pooja Rani
@smartboy5505
@smartboy5505 2 жыл бұрын
Yes 100% right
@Ramesh-mi9mq
@Ramesh-mi9mq 2 жыл бұрын
ଧନ୍ୟବାଦ୍ ଦ୍ଭାକ୍ସର ନ୍ୟୁଜ୍‌ 🙏ମୁଁ କିଛି ସାହାଜ୍ୟ କରିବାକୁ ଚାହୁଛି ଏ ଭଉଣୀ କୁ🙏ମୁ କୋଉ କୋଟିପତି ଲୋକ ନୁହ ମୁଁ ବି ଗରିବ ,ଏ ଭଉଣୀ ର ଦୁଃଖ ଦେଖି କିଛି ସାହାଜ୍ୟ କରିବାକୁ ଚାହୁଛି, ଏ ଭଉଣୀ ଘର କୋଉଠି ଏତିକି ଯାଣିବାର ଅଛି🙏
@jyotiranjannayak2205
@jyotiranjannayak2205 2 жыл бұрын
Chithire lekha achhi address ph number dekhantu
@Ramesh-mi9mq
@Ramesh-mi9mq 2 жыл бұрын
@@jyotiranjannayak2205 tq
@Ramesh-mi9mq
@Ramesh-mi9mq 2 жыл бұрын
@@jyotiranjannayak2205 ଭାଇ କୋଉଠି ଲେଖାଅଛି ମ
@jyotiranjannayak2205
@jyotiranjannayak2205 2 жыл бұрын
Video re j chithi achhi sethire achhi remuna area re
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ରମେଶ କଣ ପାଇଁ ଜଗନ୍ନାଥ ତୁମ ଭଳି ସଦବୁଦ୍ଧି ଅନ୍ୟ ମାନଙ୍କୁ ଦେଉ ନାହାଁନ୍ତି ?
@kishormallik8169
@kishormallik8169 2 жыл бұрын
ହେ ପ୍ରଭୁ ମୋ ସୁଭଦ୍ରା ଭଉଣୀ ଙ୍କୁ ସାହା ହୁଅ
@mr.chikunayak2439
@mr.chikunayak2439 2 жыл бұрын
⭕‼️⭕ ମହାପ୍ରଭୁ ଏ ଝିଅ କୁ ବହୁତ୍ ବଡ ମଣିଷ କରିବେ। ସମସ୍ତ ଙ୍କ ପାଇଁ ଉଦାହରଣ ହେବ
@baikunthabehera3971
@baikunthabehera3971 2 жыл бұрын
Kaha lagi CM.KAHA LAGI ODIA JHIA RASTRAPATI . ..KAHA LAGI BADA BADA BHASANHA ...KANA RE KANHA MADAHOICHI 5T NKAR
@kishorrana8738
@kishorrana8738 2 жыл бұрын
Ok
@ALLINONE-bd7ee
@ALLINONE-bd7ee 2 жыл бұрын
i want ips ias for that girl position
@devtheracer4622
@devtheracer4622 2 жыл бұрын
ମୁଁ ଗୋଟିଏ କଥା ଭାବି ଆଶ୍ଚର୍ଯ୍ୟ ଜେ ଆମ ମୂର୍ଖମନ୍ତ୍ରୀ ଙ୍କର ତ ସାମାନ୍ୟ ଓଡ଼ିଆ ବର୍ଣ୍ଣବୋଧ ଜ୍ଞାନ ନାହିଁ, ସେ ବାଡ଼ିପଡ଼ା ଅଥର୍ବା ବିଜୁପୁତ୍ର କୁଳାଙ୍ଗାର.. ୟେ ଭାବ କୁ ବୁଝିବ କେମିତି..! କେମତି 🤔 ଆଃ.. ଥୁ.. ଲଜ୍ଜା
@ARAVITHKW
@ARAVITHKW 2 жыл бұрын
Hmm Bhai 😭😭😭 mu jagannath ka pakhare prathana karuchi🙏🙏🙏
@jitanjit
@jitanjit 2 жыл бұрын
ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯାଉ , ଆଖିରେ ଲୁହ ରହୁନି ରେ ଭଉଣୀ ମୋର ତୁ ଦିନେ ବହୁତ୍ ବଡ଼ ମଣିଷ ହେବୁ ଗୋଟେ କଥା ମନ ରଖ ଏ ସମୟ ରହିବ ନାହିଁ, ଜୟ ଜଗନ୍ନାଥ ଭୀମ ରାଓ ଆମ୍ବେକରଙ୍କ ଭଳି ବହୁତ୍ ବଡ଼ ମଣିଷ ହେଇଯା ଜାତିପ୍ରଥା ର ଅନ୍ତ ହେବା କଥା , ସମସ୍ତେ ସମାନ ।
@sushilsahu1612
@sushilsahu1612 2 жыл бұрын
Yes you are right.time must be change.
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଯେଉଁ ଦିନ ଦଳିତ, ଆଦିବାସୀ ହରିଜନ ସଂପ୍ରଦାୟର ଲୋକମାନେ ବାବା ସାହେବ ଆମ୍ବେଦକର ଙ୍କ ମାର୍ଗ ଅନୁସରଣ କରିବେ, ସେଇ ଦିନ ଜାତିପ୍ରଥା ଉଚ୍ଚନୀଚ, ଭେଦଭାବ ସବୁ ଲୋପ ପାଇବ, National dastak news ଖବର ଦେଖିବ ଆଉ ଶୁଣିିବ, ଜୟ ଭୀମ
@kmkproduction8294
@kmkproduction8294 2 жыл бұрын
ହେ ଭଗବାନ୍ ! ତୁମେ ହିଁ ସାହା ଏ ଅଭାବି ପରିବାର କୁ,,, ତୁମେ ହିଁ ସାହା ଏ ଛୁଆ କୁ,,, କିଏ କହିଲା ତୁମେ ଅଛୁଆଁ,,, ସବୁ ମନୁଷ୍ୟର ଜାତି ଗୋଟିଏ,,, ଅଲଗା ନୁହେଁ l ଜେ ଜଗନ୍ନାଥ୍
@jarikacreation
@jarikacreation 2 жыл бұрын
ପ୍ରଭୁ ଯୀଶୁ ତୁମ ସହିତ ଅଛନ୍ତି ଝିଅ ତୁମେ ନିଜକୁ ଏକୁଟିଆ ଭାବ ନାହିଁ
@digitalearning5190
@digitalearning5190 2 жыл бұрын
@@jarikacreation ହଇରେ, ତୁ ଏଠି ଖ୍ରୀଷ୍ଟ ଧର୍ମ ପ୍ରଚାର କରନି ରେ ବେ ପୁଅ
@basantakumarjena2645
@basantakumarjena2645 2 жыл бұрын
Hm emiti loka achhanti jaumane jati ku nei nicha akhire dekhanti satare kn necha jati ra loka manankara banchi bara adhikaar nahin kn pain sarkaar kichi emiti loka manaku danda daunahanti🙏🏻🙏🏻🙏🏻🙏🏻
@opnia
@opnia 2 жыл бұрын
@@digitalearning5190 Ebe bujhuchata Loko mane kemiti Christian Hauchanti?
@opnia
@opnia 2 жыл бұрын
@@jarikacreation Prabhu Jisu kintu Red Indian, Native American(Nigro)......nku help kari paru nahanti.. Prabhu jisu Siriya re muslim, afganistan muslim, china.. Re powerless..
@narindra7399
@narindra7399 Жыл бұрын
ପ୍ରଥମେ ତ ପ୍ରେସ୍ ମିଡ଼ିଆ କୁ ବହୁତ ବହୁତ ଧନ୍ୟବାଦ ଦେବି ସରକାର ଏହି ଭଉଣୀଙ୍କୁ ପାଠ ପଢ଼ାରେ ସାହାଯ୍ୟ କରନ୍ତୁ ଦେଖିବ ଦିନେନା ଦିନେ ବଡ ମଣିଷ ହେଇ କି ଜନ ସାଧାରଣ ର ନା ରଖିବା କହିଁକିନା ଜଣେ ଗରିବ ହିଁ ଗରିବର ଦୁଃଖ ବୁଝିପାରେ 🙏 ଜୟ ଜଗନ୍ନାଥ
@padmacharan5560
@padmacharan5560 2 жыл бұрын
ଧନ୍ୟବାଦ ଭାସ୍କର ନିଉସ୍ ଚାନେଲ, ମୁଖ୍ୟମନ୍ତ୍ରୀ ଜଥାଶିଘ୍ର କିଛି ଭଲ ପଦକ୍ଷେପ ନେବାକୁ ମୋର ଅନୁରୋଧ।
@jagabandhusahoo9165
@jagabandhusahoo9165 2 жыл бұрын
ଆମେ ସମସ୍ତେ ଇଶ୍ୱରଙ୍କ ସନ୍ତାନ. ଜାତି ଧର୍ମ ମଣିଷ ତିଆରି କରିଛନ୍ତି. କେବେବି ଭାଙ୍ଗି ପଡିବନି ଭଉଣୀ. ଆମର ବିଚାର ହିଁ ଆମର ପରିଚୟ ଜାତି ନୁହଁ.
@jasmitachoudhury4846
@jasmitachoudhury4846 2 жыл бұрын
Nice thought 🙏
@c.k.publish63
@c.k.publish63 2 жыл бұрын
ହଁ ଭାଇ ଆପଣ ଙ୍କ କଥା ପୁରା ଠିକ୍ I rexpat you 👍💓ଆପଣ ମାନଙ୍କ ଆଶ୍ରୀବାଦ ଏବଂ ମହା ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ତାଙ୍କ ଅସୁବିଧା ବହୁତ ଜଲଦି ହିଁ ଶେଷ ହେଇଯିବ ମୋର ବିଶ୍ୱାସ ଅଛି ଜୟ ଜଗନ୍ନାଥ 🙏🙏
@jagabandhusahoo9165
@jagabandhusahoo9165 2 жыл бұрын
@@c.k.publish63 ଜୟ ଜଗନ୍ନାଥ 🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@@c.k.publish63କେତେ ବିଦେଶୀ ମଦ ପିଇ ନିଶାରେ ରହୁଛନ୍ତି, ମନେ ପଡୁ ନାହିଁ କରୋନା ସଂକ୍ରମଣ ସମୟରେ ମହାପ୍ରଭୂ ଜଗନ୍ନାଥ ମନ୍ଦିର ଭିତରେ ଲୁଚି ରହିଲେ , ଭକ୍ତ ମାନଙ୍କୁ ଦେଖା ଦେଲେ ନାହିଁ, କେମିତି ବିଶ୍ୱାସ କରୁଛୁ ? ମହାପ୍ରଭୂଙ୍କୁ ନେଇ ମୂର୍ଖାମି ମତାମତ କଣ ପାଇଁ ଦେଉଛ
@dibyaranjansahoo3581
@dibyaranjansahoo3581 2 жыл бұрын
ହେ ଜଗା ତ ଭ‌ଉଣୀକୁ ସାହାଯ୍ୟ କର ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏
@sanjaysahoo5555
@sanjaysahoo5555 2 жыл бұрын
Thanks Vashkartv
@gurakhilar9350
@gurakhilar9350 2 жыл бұрын
Thanks very much to news reporter. ସମାଜ ପାଇଁ ଏହା ଏକ ଭଲ ବାର୍ତ୍ତ। । ଧନ୍ୟବାଦ
@mr.sanjayinformationdiscov3282
@mr.sanjayinformationdiscov3282 2 жыл бұрын
ପଛୁଆ ବର୍ଗ ର ହେଇ ବି ଦ୍ରୌପଦୀ ମୁର୍ମୁ ଆଜି ଭାରତ ର ରାଷ୍ଟ୍ରପତି,,,,, କିନ୍ତୁ ସତ ଧିକାର ସେହି ଲୋକମାନଙ୍କୁ ଯେଉଁମାନେ ଜାତି ଭେଦ ଭାବ ଆଜିବି ମନରେ ରଖିଛନ୍ତି।।।। ଆମେ ସମସ୍ତେ ହିନ୍ଦୁ ସମାନ ଭାଗବାନ ଙ୍କୁ ଉପାସନା କରୁଛେ ତଥାପି ଆମ ଭିତରେ ଉଚ୍ଚ-ନୀଚ୍ଚ ଭେଦ ଭାବ ରହିଛି,,,, ଅରେ ଝିଅ ଛୋଟ ଜାତିର ସୁବିଧା କୁ ଉପଲବ୍ଧ କରିବା ଶିଖେ, ଦେଖିବୁ କାଲି ତତେ ଦେଶର ବଡ଼ ଆସନ ମିଳିବ,,,ଲୋକ ମାନେ ଅନ୍ୟର ଛିଦ୍ର କେମିତି ନା କେମିତି ବାହାର କରିବେ।।।
@sonalsonal1281
@sonalsonal1281 2 жыл бұрын
ଅତି ସୁନ୍ଦର ତମ ଚିନ୍ତାଧରା
@mr.sanjayinformationdiscov3282
@mr.sanjayinformationdiscov3282 2 жыл бұрын
@@sonalsonal1281 🙏
@bikram_nayak
@bikram_nayak 2 жыл бұрын
ଭଗବାନ୍ କରନ୍ତୁ ଏ ଝିଅ ଦିନେ... ବହୁତ୍ ବଡ଼ ମଣିଷ ହେଇ,, ସମଗ୍ର ବିଶ୍ୱ ପାଈଁ ଏକ ଉଦାହରଣ ହଉ 🙏❤️ ଜୟ ଜଗନ୍ନାଥ 🙏
@kiranpradhan7746
@kiranpradhan7746 2 жыл бұрын
Hna bhai haba neschya 🙏🙏🙏
@munathewriter1234
@munathewriter1234 2 жыл бұрын
Compulsory she Will be a great lady like low caste draupati murmu ok 👍👍👍🙋🙋🙋🙋
@somyaswain4451
@somyaswain4451 2 жыл бұрын
Yes
@tapangaming093
@tapangaming093 2 жыл бұрын
Perfect ଭାଇ
@rajeskumar727
@rajeskumar727 2 жыл бұрын
Kemiti heba khali kahidele heijibani... Ame samaste helpa kariba...
@tribalnaturefood
@tribalnaturefood 2 жыл бұрын
ଧିକ ସେହି ପଡିଶା ଯିଏ ଆଜିବି ଚୁହାଅଛୁହା ଭେଦଭାବରେ ବୁଡିରହିଚୋନ୍ତି... ଚିନ୍ତା କରନି ଭଉଣୀ ଭଗବାନ୍ ସବୁ ଦେକଖୁଚୋନ୍ତି l Everything will be good ahead in your life... Jay Jagannath 🙏
@pratapkishor2129
@pratapkishor2129 2 жыл бұрын
Right
@bijaymaster96
@bijaymaster96 2 жыл бұрын
ଏଇ ଜାତୀ ପ୍ରଥା ଆମ ରାଜ୍ୟ ରେ ବ୍ବହୁତ୍ ଚାଲିଛି ଏହା କୁ ସରକାର ଯଥା ଶୀଘ୍ର ଧ୍ୟାନ ଦେବା ଦରକାର
@srmusicbhajanproduction2992
@srmusicbhajanproduction2992 2 жыл бұрын
ଜାତି ପ୍ରଥା ହଟେଇବା କୁ ହେଲେ,,,, ତାହା ନିଜ ହାତେ ଅଛି,,,,,ସେ ହେଲା election,,,,,ମନ୍ତ୍ରୀ ବିଧାୟକ ବ୍ରାହ୍ମଣ କରଣ,,,,, ଭୋଟ ଦେବା ଆମ ମୁଖ୍ୟ କାରଣ,,,,,,
@barshapriyadarshinii
@barshapriyadarshinii 2 жыл бұрын
ବହୁତ ବହୁତ ଧନ୍ୟବାଦ ଆପଣ ଙ୍କୁ ଏହିଭଳି ନିୟୁଜ୍ ପ୍ରସାରଣ କରନ୍ତୁ ଯାହା ଫଳରେ କିଛି ଗରିବ ଅସହାୟ ଅନାଥ ପିଲା ମାନଙ୍କୁ ଲୋକ ମାନଙ୍କ ର ଏବଂ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିଯିବ
@sonalinayak1208
@sonalinayak1208 2 жыл бұрын
Kichi chinta karena jhia jagannath bhai tamaku bhala rakhibe 🙏🙏🙏🙏🙏🙏 jay jagannath
@debaduttanayak7308
@debaduttanayak7308 2 жыл бұрын
ଜାଗା, ଅଛି ତୋ ପାଖରେ,କିଛି ହବନି ତୋର, ମନ ଦେଇ ପାଠ ପଢେ, ଜୟ ଜଗନ୍ନାଥ 🙏🙏🙏
@ssubratkumarmajhi5971
@ssubratkumarmajhi5971 2 жыл бұрын
Right bhai
@sukantabhanja431
@sukantabhanja431 2 жыл бұрын
ଏ ମୋର ଶିକ୍ଷିତ ଭାଈ ଭଉଣୀ ମଉସା ମାଉସୀ ମାନେ ଆପଣ ମାନଙ୍କର ଏ ସବୁ କି ଚିନ୍ତା ଧାରା ଜାତି ଭେଦର ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ମଣିଷ ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ
@abbcreation582
@abbcreation582 2 жыл бұрын
Thx ଭାସ୍କର ନିଉଜ। ଏହି ଭଳିଆ ଖବର କୁ ଲୋକ ଲୋଚନ କୁ ଆଣିବା ପାଇଁ। ସରକାରଙ୍କ ନଜର ବି ପଡୁ।
@jitupradhan6888
@jitupradhan6888 2 жыл бұрын
ଏହା ଅତ୍ୟନ୍ତ ହୃଦୟ ସ୍ପର୍ଶି, ଦୁଃଖଦ ଘଟଣା ସରକାର ଏ ବିଷୟରେ କିଛି ସୁ ଚିନ୍ତିତ ପଦକ୍ଷେପ ନିଅନ୍ତୁ....
@biswojitsahoo2682
@biswojitsahoo2682 2 жыл бұрын
ଏ ଝିଅ କୁ ସମସ୍ତେ ସାହାଯ୍ୟ କରନ୍ତୁ 🙏🏻ଭଗବାନ ଖୁସି ହେବେ ଆପଣମାନଙ୍କ ଉପରେ 🙏🏻
@DDDash-zm3qd
@DDDash-zm3qd 2 жыл бұрын
ସବୁକଥାରେ ସରକାର ସରକାର ହେଲେ କୌଣସି କାମ ହୁଏନାହିଁ। ଆମ ଓଡ଼ିଶାର ଲୋକସଂଖ୍ୟା ସାଢ଼େ ଚାରିକୋଟି। ଯଦି ଏଭିତରୁ କୋଟିଏ ଲୋକ ମାତ୍ର ଏକ ଟଙ୍କା ଲେଖାଏଁ ଦାନ/ସାହାଯ୍ୟ କରିବେ , ତେବେ ୟେ ଅଶାହାୟ ଝିଅଟିକୁ ଏକ କୋଟି ଟଙ୍କା ମିଳିଯିବ ଆଉ ୟାର ପଢ଼ାପଢ଼ି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦ ଟଙ୍କା ହେଇଯିବ। ତେବେ ଡେରି କାହିଁକି, କୌଣସି ଜଣେ ବ୍ୟକ୍ତି ୟେ ଝିଅର ଏକାଉଣ୍ଟ ଟେ ଖୋଲି ତାର ନମ୍ବର ସାର୍ବଜନିକ କରନ୍ତୁ। 🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଯଦି ଦୀପିକା କୁ ସମସ୍ତେ ସାହାଯ୍ୟ କରିବେ ତା ହେଲେ ଉଜୁଡ଼ା ସଂସାର ସଜାଡି ହେବ,
@gyanaranjansahoo8539
@gyanaranjansahoo8539 2 жыл бұрын
ଭଗବାନ କରନ୍ତୁ ତୁମର ମନର ଇଛା ପୂରଣ ହେଉ ତୁମେ ପାଠ ପଢି ଭଲ ମଣିଷ ହୁଅ. ସରକାରଙ୍କୁ ଅନୁରୋଧ ଏ ପିଲାଟିକୁ କିଛି ସାହାଯ୍ୟ କରନ୍ତୁ 🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଦୀପିକା ପାଇଁ ଟିକେ ଭଗବାନ କୁ କୁହ, ରାଣ୍ଡୁଆ ଦିନେଶ କୁ ସଦବୁଦ୍ଧି ଦିଅନ୍ତୁ
@kathabikabitabi4312
@kathabikabitabi4312 2 жыл бұрын
ଆମ ଓଡିଶାର ପ୍ରକୃତ ହୀରୋ ମୋ ସମାଜ ସେବୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ସେମାନେ ଏ ଭଉଣୀ ଙ୍କୁ ସାହାଯ୍ୟ କରନ୍ତୁ
@indrajitnaik9974
@indrajitnaik9974 2 жыл бұрын
U r right
@sangita_coocking_official
@sangita_coocking_official 2 жыл бұрын
Right
@kunaprasad5058
@kunaprasad5058 2 жыл бұрын
ଭାସ୍କର ଟିଭି କୁ ସଲାମ।ଏହି ଭଳି ଘଟଣା କୁ ସାମ୍ନା କୁ ଆଣିଥିବାରୁ।ଯଦି ପ୍ରଶାସନିକ ସାହାଯ୍ୟ ଆପଣଙ୍କ ଦ୍ଵାରା ହୋଇପାରିବ କରନ୍ତୁ। ଦୟାକରି।ଭଗବାନ୍ ଝିଅ ଟିର ମଙ୍ଗଳ କରନ୍ତୁ।
@rksrakhelbiswal8152
@rksrakhelbiswal8152 2 жыл бұрын
ଏଟା ରଙ୍ଗି ଟା 😆 10ପ୍ରେମିକ ୟାର 😆😆😆
@baikunthabehera3971
@baikunthabehera3971 2 жыл бұрын
Samaste help kara
@tapubably3899
@tapubably3899 2 жыл бұрын
ଫାଲତୁ ଗାଁ ଲୋକ..... ବାଲେଶ୍ୱରରେ ଏମିତି ଜାତି ପ୍ରଥାର ନୀଚ ଭାବନା ଆଜି ଜାଣିଲି.... ମୁଁ ବି ବାଲେଶ୍ୱରର ହେଇକି ଜାଣିପାରୁନଥିଲି... ଧିକ ତୁମ ଜାତିଆଣ ଭାବ..... ରକ୍ତ ମାଂସର ଶରୀର.... ଏତେ ଭଲ ଛୁଆର ଭବିଷ୍ୟତ ପାଇଁ ସରକାର ସହିତ ସାଧାରଣ ଜନତା ଯତ୍ନବାନ ହେବା ଦରକାର.... ଭଗବାନ ନିଶ୍ଚୟ ତୋ ସହିତ ଅଛନ୍ତି. ମନ ଦୁଃଖ କରନି ଛୁଆ... ❤️ନିଶ୍ଚୟ ତୋ ଭଲ ଦିନ ଆସିବ 🙏❤️
@goutamkumarchand9611
@goutamkumarchand9611 2 жыл бұрын
ଓଃ ଏହି ଭାଇ ଟି ସଠିକ ମଣିଷ ପଣିଆର ପରିଚୟ ଦେଇ ତଥ୍ୟ ରଖି ଛନ୍ତି |ଏହି ମଣିଷ ଜାତିରେ ଜନ୍ମ ନେଇ ଛୋଟିଆ ସନ୍ତାନ ପ୍ରତି ବି ମାନସିକ ଆଘାତ ଦେବାକୁ ଲଜ୍ୟା ଲାଗୁନି କିପରି |ସମସ୍ତେ ମରି ସେହି ମାଟିକୁ ଯିବା ଉଚ୍ଚ ନୀଚ ଧନୀ ଗରିବ ||||
@basantikumbhar4314
@basantikumbhar4314 2 жыл бұрын
Right
@St.talking
@St.talking 2 жыл бұрын
Ei bholia loka hi reservation ku birodh kruchanti
@basantakumarjena2645
@basantakumarjena2645 2 жыл бұрын
Right😔😔😔 jay 🙏🙏🙏jagannath
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ତୁମେ ଅଜଣା ଚାଉଳ ଖାଇ ରହୁଥିଲ ତେଣୁ କିଛି ଜାଣପାରୁନଥିଲ, ଏହା ପୂର୍ବରୁ ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦ କୁ ପୁରୀ ମନ୍ଦିର ଭିତରେ ନୀଚ୍ଚ ଜାତି କହି ଗର୍ଭଗୃହ ମଧ୍ୟରେ ଅପମାନ କରାଯାଇ ଥିଲା, ସେତେ ବେଳେ କଣ ଶୋଇପଡ଼ି ଥିଲୁ ?
@Truth_Speaks
@Truth_Speaks 2 жыл бұрын
God bless you beti. ଜୀବନର ସବୁ ସ୍ବପ୍ନ ତୁମର ପୂରଣ ହେଉ ।
@surjitkumarsingh2707
@surjitkumarsingh2707 2 жыл бұрын
Thank you for this news. Not only CM but also all odisha people help this girl.
@ayushmanmohanty4795
@ayushmanmohanty4795 2 жыл бұрын
Yes u r right bro
@guptaprasadsabar3550
@guptaprasadsabar3550 2 жыл бұрын
U r absolutely right bro
@baikunthabehera3971
@baikunthabehera3971 2 жыл бұрын
Phon pe kemite kariba ?
@ashokrout1253
@ashokrout1253 2 жыл бұрын
Hmm bhai plz ତୁମ no ଦିଅ
@kmkproduction8294
@kmkproduction8294 2 жыл бұрын
ସୁଭଦ୍ରା ପଣ୍ଡା ଭଉଣୀ ର ସମ୍ପୁର୍ଣ୍ଣ ଠିକଣା ଦିଅନ୍ତୁ ଆଜ୍ଞା,,, କିଛି ସହଯୋଗ କରାଯାଇପାରିବ
@sipuk605
@sipuk605 2 жыл бұрын
Bhai mu bi chanhuchi kichi help kariba ku
@bapunilifestyle8242
@bapunilifestyle8242 2 жыл бұрын
Bhai mu bi
@muna5936
@muna5936 2 жыл бұрын
Bhai mu achhi help karibi
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@@bapunilifestyle8242 କି ବିଡମ୍ଭାନା କୋଣାର୍କ ମନ୍ଦିର ବୁଲିବା ପାଇଁ ଯାଇ ସୂର୍ଯ ଦେଵତାଙ୍କୁ ଦେଖା କରିପାରୁଛନ୍ତି , ବାଲେଶ୍ୱର ଯାଇ ସେ ଝିଅ କୁ ଦେଖାକର, ତାକୁ ସାହାଯ୍ୟ କର ସୂର୍ଯ ଦେଵତା ନିଶ୍ଚୟ ତୁମର ମଙ୍ଗଳ କରିବେ, ଶୁଭ ସକାଳ ଦେଖି,ମାଡ଼ି ଚାଲ ଡେରି ନ କରି,
@gudubabu5864
@gudubabu5864 2 жыл бұрын
କି ଜାତି ଜାତି ହୋଉଛ ହେ ଘୃଣା କରିବା ବନ୍ଧୁଗଣ, ଆପଣ ଗାଟିଏ ମଣିଷ, ମଣିଷକୁ କଣ ବୋଲି ଭାବୁଚକି? ସୁଭଦ୍ରା ମଧ୍ୟ ତୁମ ଭଳି ଜଣେ ସରଳ ମଣିଷ (ଝିଅ ), ତୁମର କଉ ଜାତି କି? ମଣିଷ ନା ଆଉ କଣ? ଟିକେ ଚିନ୍ତା କର ହେ ବନ୍ଧୁ.. ଗୋଟିଏ ପୁରୁଷ ଅନ୍ୟଟି ହେଉଛି ସ୍ତ୍ରୀ (ମହିଳା, ଝିଅ, ମା ), ତୁମେ ଏତେ ପବିତ୍ର ଲୋକ ସ୍ୱର୍ଗରେ ରହିବା କଥା, ବୋଧେ ଭୁଲରେ ଏଇ ଜଗତରେ ପଳାଇ ଆସିଛ. ଯଦି ମଣିଷ ହୋଇଛ, ମଣିଷକୁ ଆଦରକର.. ତେବେ ତୁମେ ପବିତ୍ର ହୋଇ ସ୍ୱର୍ଗରେ ଯିବ, ନଚେତ ସେମିତି ହିଁ ମରିବ, ପବିତ୍ର ବ୍ୟକ୍ତି କାହାକୁ ଘୃଣା କରେ ନାହିଁ, କାରଣ ଶରୀର ଓ ମୋନ ତାହାର ନିର୍ମଳ ଥାଏ ..
@sarojineemalik6533
@sarojineemalik6533 2 жыл бұрын
🙏🙏 ଶଦ୍ଦ ନାହିଁ କହିବାକୁ ,ଯିଏ ଅଙ୍ଗେ ଲିଭେଈଛି ସିଏ ଜାଣିଛି ,ଅଭାବଟା କେତେ କଷ୍ଟ
@t_2673
@t_2673 2 жыл бұрын
ସତରେ ଭଉଣୀ ,ତୁମେ ବଡ଼ ହେଲେ ବଡ଼ ମଣିଷ , ହେବ ସତରେ ,
@ullashmaharana6320
@ullashmaharana6320 2 жыл бұрын
ଯେଉଁ ଶିକ୍ଷକ ତାର ଦାୟିତ୍ୱରେ ଅଛନ୍ତି ,ଦୟାକରି ତା ପାଇଁ ଅଧିକ ପରିଶ୍ରମ କରି ତାର ଭଲ ରେଜଲ୍ଟ କରାନ୍ତୁ , ଭଗବାନ୍ ତୁମର ମଙ୍ଗଳ କରିବେ ।
@dusmantakhilar9165
@dusmantakhilar9165 2 жыл бұрын
ଓଡ଼ିଶା ସରକରଙ୍କୁ ଅନୁରୋଧ ଏ ପିଲା କୁ ସାହାଯ୍ୟ ର ହାତ ବଢାନ୍ତୁ ଜୟ ଜଗନ୍ନାଥ 🙏
@vivekanandapatra7453
@vivekanandapatra7453 2 жыл бұрын
ସମସ୍ତେ ଏଇ ଭଉଣୀ କୁ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ 🙏🙏🙏🙏🙏
@snehajitpradhan546
@snehajitpradhan546 2 жыл бұрын
The way she is confrnting camera without any hesitation n keeping her voice reg discrimination....wow...god bless u ..a good civil servant is in making...
@himanshushekharjenapilu4734
@himanshushekharjenapilu4734 2 жыл бұрын
Supper
@ranjitkumarmallick8343
@ranjitkumarmallick8343 2 жыл бұрын
Sɪʀ ᴘʟᴇᴀsᴇ sᴇɴᴅ ᴍᴇ ᴛʜɪs ᴠɪʟʟᴀɢᴇ ɴᴀᴍᴇ ᴘʟᴇᴀsᴇ
@birakishoresahoo3080
@birakishoresahoo3080 2 жыл бұрын
Dist.Collector to kindly help the distress girl so that she can live with dignity.
@ajayamallick7732
@ajayamallick7732 2 жыл бұрын
ଆଜିର ଦିନରେ ଜାତି କଣ ସବୁ ମଣିଷ ସମାନ ଦୟାକରି ଗାଁ ରେ ଏମିତି କରିବା ଠିକ ନୁହଁ
@amitbarik1531
@amitbarik1531 2 жыл бұрын
Right bro
@surjitkumarsingh2707
@surjitkumarsingh2707 2 жыл бұрын
You are right sir.
@DilipKumar-sw7rj
@DilipKumar-sw7rj 2 жыл бұрын
Thank you Jiya bada hai na rakhiba
@bibhubeheraIndia
@bibhubeheraIndia 2 жыл бұрын
Right
@priyabratamallik3277
@priyabratamallik3277 2 жыл бұрын
Sala nirakhyara gaon
@Khulanasahoo3516
@Khulanasahoo3516 2 жыл бұрын
ହେ ଭଗବାନ ମୋ ଭ‌ଉ‌ଣୀ କୁ ସାହାଯ୍ୟ କରନ୍ତୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଯଦି ଆଜି କୁନି ଭଉଣୀ କୁ ସାହାଯ୍ୟ ନକରିବେ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାହା କରିକି କିଛି ମୂଲ୍ୟ ନାହିଁ
@SRsatapathy3
@SRsatapathy3 2 жыл бұрын
😭😭😭😭ନବୀନ ବାବୁ ଆପଣ କିଛି ଶୁଣି ପାରିଲେ କି ନାହିଁ ,,,22ବର୍ଷରେ ଆହୁରି ଏତେ ବାକି ଅଛି ,,,ଆପଣ ଙ୍କୁ କହିବା ବଧିର ଆଗରେ ମୂଳା ଚୋବେଇବା
@AJJUTUDU
@AJJUTUDU 2 жыл бұрын
Hats off to her tuition sir...for providing education without taking any cost..🖖 May Govt help you to go ahead .
@umakantabehera1824
@umakantabehera1824 2 жыл бұрын
ଆମ ମୁଖ୍ୟମନ୍ତ୍ରୀ ଙ୍କୁ ମୋର ଅନୁରୋଧ ସେ ନିଜେ ଏହାର ସମାଧାନ କରନ୍ତୁ କାରଣ ସରକାରୀ ସ୍ତରରେ ସମାଧାନ ହେଲାବେଳକୁ ସେ ଝିଅଟିର ପାଥପଢ଼ା ବନ୍ଦ ହୋଇଯାଇଥିବ
@Reenabehera0
@Reenabehera0 2 жыл бұрын
🙏🙏🙏🙏🙏🙏🙏🙏🙏
@ssubratkumarmajhi5971
@ssubratkumarmajhi5971 2 жыл бұрын
Right
@hirankumarbehera5298
@hirankumarbehera5298 2 жыл бұрын
You r right brother 👍
@sivadurga1620
@sivadurga1620 2 жыл бұрын
ମୋର ପ୍ରିୟ ଓଡ଼ିଶା ବସୀ ଆମେ କଣ ଜାତିବାଦ କୁ ଦୂର କରିପାରିବା ନାହିଁ, କେତେ ଦୁଖ ଲାଗୁଚି ଆମେ ମଣିଷ ହେଇ ମଣିଷ ସହ ମିଶିବା କୁ ଚାହୁଁ ନାହୁ ପ୍ରାଣୀ ମାନଙ୍କ ମଧ୍ୟରେ ମଣିଷ ଶ୍ରେଷ୍ଠ କିନ୍ତୁ ପଶୁ ମାନେ ଏକଠି ମିଶିକି ରହୁଛନ୍ତି
@suryanarayanpattanaik1394
@suryanarayanpattanaik1394 2 жыл бұрын
Bhai jati prathaku nije sarkar prasaya deuchanti
@suryanarayanpattanaik1394
@suryanarayanpattanaik1394 2 жыл бұрын
Au ame kahaku kn kahiba
@sureshkumarpani3644
@sureshkumarpani3644 2 жыл бұрын
Very sad story of Subhadra ...may God give strength to....
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@@suryanarayanpattanaik1394 ଆବେ ମୂର୍ଖ ମନ୍ଦିର ଭିତରେ ଜାତି ପ୍ରାଥା କୁ କିଏ ପ୍ରଶୟ ଦେଉଛି ? ତା ହେଲେ କହ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ରାମନାଥ କୋବିନ୍ଦକୁ କେଉଁ ଜାତି ଲୋକ ମାନେ ନୀଚ ଜାତି କହି ଗର୍ଭଗୃହ ଭିତରେ ପୁରେଇ ଦେଇ ନଥିଲେ, ଜଗନ୍ନାଥ କଣ ପାଇଁ ସେ ମୂର୍ଖ ମାନଙ୍କୁ ସଦବୁଦ୍ଧି ଦେଲେ ନାହିଁ,
@AllhaSuarwala
@AllhaSuarwala 2 жыл бұрын
@@ସଚେତନନାଗରିକ ମୂର୍ଖ କୋଠାକାର । ଆବେ କୋବିନ୍ଦ୍-ଙ୍କୁ ତ ଛଡ଼ା ହେଇଥିଲା ମନ୍ଦିରକୁ ଭିତରକୁ। ମୁଁ ଯାହା ଜାଣେ ଓଡ଼ିଶାରେ ରହି ଓଡ଼ିଆ ମନ୍ଦିରର ଗୁଡ଼ାକରେ କେବଳ ଅଣ ହିନ୍ଦୁଙ୍କର ହିଁ ପ୍ରବେଶ ବର୍ଜିତ। sc st obc ଙ୍କୁ ତ ମନ୍ଦିରକୁ ତ ଛଡ଼ା ଯାଏ। କୋବିନ୍ଦ୍ ତ ନିଜେ sc କାଇଁ ଛଡ଼ା ଯିବନି 😂.. Logic!! କେଉଁ କେଉଁଠୁ ଫେକ୍ ନିଉଜ୍ ଦେଖିକି ଆସି ଏଠି କହୁଛ, ନିଜେ ବୋକା ମୂର୍ଖ ହେଇକି ଲୋକଙ୍କୁ କହୁଛ.. ହା 😆 ଲଜ୍ଯା ଲାଗେନା? ହେଇଟି ତଳେ 👇 ଭିଡିଓ ଲିଙ୍କ ଦେଖିନିଅ... kzbin.info/www/bejne/e4OnaZeQoNecpJo
@maheswarbehera8362
@maheswarbehera8362 2 жыл бұрын
ହେ ଭଗବାନ କୃଷ୍ଣ ହେ ଜଗନ୍ନାଥ ଏ ଭଉଣି ଟିକୁ ମୋର ଆପଣଙ୍କର ଆଶ୍ରିବାଦ୍ ନିହାତି ଦରକାର ଆପଣ ତ କୋଟି ବ୍ରହ୍ମାଣ୍ଡର ଠାକୁର ଆପଣ ମୋର ଏ ଅସହାୟେ ଭଉଣୀଙ୍କୁ ଚକା ଡୋଳା ରେ ଅନାଇ ଥିବେ ପ୍ରଭୁ । ହେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏ ଭଉଣି ପ୍ରତି ନିଦୟେ ହୁଅନ୍ତୁ ନାହିଁ ଏ ତିକି ମୋର ନିବେଦନ । ସେ ଭଉଣି ଟି ଆପଣଙ୍କର ଟେକ ରଖିବା ଜୟ ହିନ୍ଦୀ ଜୟ ଜଗନ୍ନାଥ ,,,,🙏
@maheswarbehera8362
@maheswarbehera8362 2 жыл бұрын
ଭାସ୍କର ନିଉଜୁକୁ ବହୁତୁ ବାହୁତୁ ଧନ୍ୟବାଦ ଏ ଭଳି ନିଉଜୁ ପାଇଁ🙏🙏🙏🙏
@MAADAKHINAKALI66
@MAADAKHINAKALI66 2 жыл бұрын
ଯେଉଁ ମାନେ ଏ ଝିଅକୁ ଘୃଣା କରନ୍ତି, ପ୍ରକୃତରେ ସେମାନେ ମଣିଷ ନୁଁହନ୍ତି, ଆଜି 2022 ରେ ଏମିତି ଚିନ୍ତାଧାରା ରଖିବା ଉଚିତ ନୁହେଁ, ସତରେ ଇଏ ଯଦି ମୋ ଝିଅ ହେଇ ଥାଆନ୍ତା ମୁଁ ବହୁତ ଖୁସି ହୁଅନ୍ତି, ଏ ଝିଅ ଦିନେ ବଡ ମଣିଷ ହେବ
@lipi...9256
@lipi...9256 2 жыл бұрын
ଦେଶ ସ୍ଵାଧୀନ ହେଇଛି ସତ ହେଲେ ଆମ ଭାରତର ଅଖଣ୍ଡତାକୁ ବଜାୟ ରଖିବାକୁ ହେଲେ ଜାତିପ୍ରଥା କୁ ଭୁଲିବାକୁ ହେବ ।।। ଏହି କଥା ଆଶାକରେ ସମସ୍ତଙ୍କ ମନଙ୍କୁ ଛୁଇଁବ ।। ଆଉ ଜାତି ପ୍ରଥାକୁ ପଛରେ ପକାଇ ଭାବନ୍ତୁ ଜାତି ଧର୍ମ ବର୍ଣ ନିର୍ବିଶେଷରେ ସଭିଏଁ ଭାରତୀୟ ।।।
@indrajitnaik9974
@indrajitnaik9974 2 жыл бұрын
U r right
@guptamahananda4007
@guptamahananda4007 2 жыл бұрын
ଦାରୁ ନିର୍ମିତ ସୁଭଦ୍ରା ବିଶ୍ଵର ଠାକୁର କିନ୍ତୁ ବାସ୍ତବିକ ସୁଭଦ୍ରା ଜାତିପ୍ରଥା ଦ୍ଵାରା କବଳିତ । ସ୍ଵାଧୀନତାର୭୫ ବର୍ଷର ଅମୃତ ମହୋତ୍ସବ ର ସମୁଦ୍ର ମନ୍ଥନର ବିଷ ର ସ୍ଵରୂପ ଜାତି ପ୍ରଥା ଏବେ ମଧ୍ୟ ଦଳିତ ବର୍ଗ ପାନ କରୁଛନ୍ତି । ଏବେ କୁହ ସୁଧୂଜନେ ଦଳିତବର୍ଗ ପାଇଁ ସଂରକ୍ଷଣର ବ୍ୟବସ୍ଥା ଉଠିଯିବା ଦରକାର । ଏବେ ମଧ୍ୟ ପାଣି ପାଇଁ ପିଲାକୁ ମାଡ଼ମାରି ହତ୍ୟା କରାଯାଉଛି। ସରକାର ଙ୍କୁ ସଚେତନ ଲୋକ ଦାବୀ କରାଯାଉ ଛୁଆଁ ଅଛୁଆଁ ଭେଦଭାବ କଲେ ଆଜୀବନ ଦଣ୍ଡାଦେଶର ବ୍ୟବସ୍ଥା କରାଯାଉ।
@bipinmalik9965
@bipinmalik9965 2 жыл бұрын
ଏଇ ବ୍ରାହ୍ମଣ ମାନେ ହିଁ ଜାତିପ୍ରଥା ତିଆରି କରିଛନ୍ତି. ସାନଭଉଣୀ ମୋର ଡରିଯାଆନି ଜ୍ଞାନ ମଣିଷକୁ ଶ୍ରେଷ୍ଠ କରିଥାଏ ଜାତି ନୁହେଁ.
@jagyandattakar3658
@jagyandattakar3658 2 жыл бұрын
Apana kemiti janile...
@ShivamKumar-v8f6o
@ShivamKumar-v8f6o 2 жыл бұрын
@@jagyandattakar3658 ବ୍ରାହ୍ମଣ ପାଇଁ ତ ମୁସଲିମ ହୋଉଛନ୍ତି
@chinmaykumarmishra5387
@chinmaykumarmishra5387 2 жыл бұрын
Han tate ashiki kahithile... To bhalia murkha nka pain hin jati pratha uthuchi... reservation ra benefit paila bela ku Kain tma manka ra pati ru katha baharuni... Setebele tme mane nija ku nije hin nicha jati kahi ki benefit neucha... Au abe bhadra loka dekhei haucha
@jagyandattakar3658
@jagyandattakar3658 2 жыл бұрын
Hm....kemiti tike se theory ta bujhei lekhantu...
@ashokkumarnayak3300
@ashokkumarnayak3300 2 жыл бұрын
@@chinmaykumarmishra5387 ।। ଏହି ବ୍ୟବସ୍ଥା ଛୁଆ ଅଛୁଆଁ ଭେଦଭାବ ପାଇଁ ସଂରକ୍ଷଣ। ସଂରକ୍ଷଣ ର ଇତିହାସ ଜାଣ ତାପରେ କହିବ।। ମନୁସ୍ମୃତି ପଢ ଜାଣିବ ଛୁଆ ଅଛୁଆଁ ଭେଦଭାବ , ଜାତି ପ୍ରଥା କିଏ କରିଛି ।ମନୁ ବ୍ରାହ୍ମଣ ର ଷଡ଼ଯନ୍ତ୍ର। ଜାତି ବ୍ୟବସ୍ଥା ବ୍ରାହ୍ମଣ କରିଛି, ଆଉ କ'ଣ ଭଗବାନ ବିଷ୍ଣୁ ଆସି କରୁଥିଲେ ନା କ'ଣ ।। ଏହା ବ୍ରାହ୍ମଣବାଦୀ ମାନସିକତା ଯାହା ସମାଜ ପାଇଁ କଳଙ୍କ।।
@ubedaraitaofficial5195
@ubedaraitaofficial5195 2 жыл бұрын
ଦେଖିଲେ ବହୁତ ଦୁଃଖ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସାହାଯ୍ୟ କରାଯାଉ🙏🙏🙏🙏🙏
@m.p.prakash1432
@m.p.prakash1432 2 жыл бұрын
ଯେଉ ମାନେ ଏହି ଭିଡ଼ିଓ ଟି ଦେଖୁଛ କଣ ଆମେ ମାନେ ଚାହିଁଲେ ଏହି ଝିଅ ଟିକୁ ସାହାର୍ଯ୍ୟ କରି ପାରିବାନି କୁହନ୍ତୁ , ସମସ୍ତେ adres ଆଣିବା ଆଉ ସାହାର୍ଯ୍ୟ କରିବା , 🙏ଜୟ ଜଗନ୍ନାଥ
@Srustimusic
@Srustimusic 2 жыл бұрын
Yes 🙏
@ashokrout1253
@ashokrout1253 2 жыл бұрын
ହଁ ଭାଇ plz ତୁମ no ଦିଅ
@m.p.prakash1432
@m.p.prakash1432 2 жыл бұрын
@@ashokrout1253 please ମୋ Gmail କୁ ଆସନ୍ତୁ
@goutamkumarchand9611
@goutamkumarchand9611 2 жыл бұрын
ବହୁତ ବଡ ମଣିଷ ହେବୁ | ମା ରେ ଏହି ମଣିଷ ସବୁଠୁ ବଡ ଅଛୁଆଁ |ତୁ କାହା ପାଇଁ ଅଛୁଆଁ ନୁହେଁ| ତୁ ତ ବହୁତ କଷ୍ଟ ପାଉଛୁ | ଆରେ କେଉଁ ସ୍ଥାନ ଟିକେ ଜଣାଇଲେ ଅନେକ କିଛି କରନ୍ତୁ |
@kmkproduction8294
@kmkproduction8294 2 жыл бұрын
ଠିକ୍ କହିଛନ୍ତି ଆଜ୍ଞା,, ଭଉଣୀ ର ସମ୍ପୁର୍ଣ୍ଣ ଠିକଣା ଦରକାର
@goutamkumarchand9611
@goutamkumarchand9611 2 жыл бұрын
@@kmkproduction8294 ଆଜ୍ଞା ଆମେ ସମସ୍ତେ ମିଶି ସବୁ କରିପାରନ୍ତେ..... ଯାହାପାଇଁ କେହି ନାହିଁ
@Karan83287
@Karan83287 2 жыл бұрын
ବହୁତଦିନ ପରେ ଭାସ୍କର ଟିଭି ରେ ଗୋଟିଏ ଭଲ news ଦେଖିଲି 🙏🙏🙏 ଧନ୍ୟବାଦ ଭାସ୍କର tv.
@pheating3550
@pheating3550 2 жыл бұрын
He probhu ehi choto poribaroku ashirbad korontu amen. Praise the lord😭😭😭🙏🙏🙏🙏
@pradiptakumarbiswal1147
@pradiptakumarbiswal1147 2 жыл бұрын
Chief minister sir please help this family. 🙏
@baikunthabehera3971
@baikunthabehera3971 2 жыл бұрын
Madha dokan kolibe . Aam cm .bandha bhangile sarkarnka labha
@tanmaysahuvlogs5682
@tanmaysahuvlogs5682 2 жыл бұрын
@Annapurna Jena OBC ku 27% deichi? 🤣😀
@sambalpuriapila1705
@sambalpuriapila1705 2 жыл бұрын
Aee news dekhile b ama cm janiparibani
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@Annapurna Jena 27% ଯଦି ଦେଇଛି, ଅସୁବିଧା କେଉଁଠି ? ବଳକା ସବୁ ତୁମର 🤣🤣🤣🤣🤣
@chesta197
@chesta197 2 жыл бұрын
@@ସଚେତନନାଗରିକ na bhai Sabu mantri ra sukhila re Naveen sala head hauchi pandiyan
@manmathpal256
@manmathpal256 2 жыл бұрын
ହେ ପ୍ରଭୁ ଜଗନ୍ନାଥ....କିଛି ସହାୟ ହୁଅ ଏ ଦୁଃଖିନୀ ଉପରେ....ଶାହା ଭରସା ର କିଛି ଉତ୍ସ ଟିଏ ଖୋଲି ଦିଅ ଏମାନଙ୍କ ପାଇଁ 🙏
@MayurDLK
@MayurDLK 2 жыл бұрын
"ଆଲୋ ସଖୀ ଆପଣା ମହତ ଆପେ ରଖି'' ଜୀବନ ଯମୁନାରେ ଏମିତି କେତେ ଜୁଆର ଆସିବ ,,କେବେ ବିଚଳିତ ହବୁନି ,,ଯାହାର କେହି ନାହି ତାର ପାଖରେ ଭଗବାନ୍ ରହିଛନ୍ତି ,,ଭଉଣୀ ଜୀବନରେ ଏମିତି କିଛି କରିବୁନି ଯେମିତି ନିଜେ ନିଜ ପାଖରେ ଦୋଷୀ ହେଇଯିବୁ ,,ଦୁନିଆ ଲୋକ ହଜାର କଥା କହିବ ତାଙ୍କ କାମ ହେଲା କହିବେ ,,
@susantaparida1216
@susantaparida1216 2 жыл бұрын
ଏହି ଦୁଃଖର କାହାଣୀ କ'ଣ ଓଡ଼ିଶା ସରକାର ଶୁଣୁନାହାନ୍ତି ହେ ଭଗବାନ ଗରିବ କୁ ଟିକିଏ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଆବେ ମୂର୍ଖ କୋରନା ସମୟରେ ଭଗବାନ କାହାକୁ ସାହାଯ୍ୟ କଲେ ନାହିଁ ତେଣୁ ୫୦ ଲକ୍ଷ୍ ପାଖାପାଖି ଲୋକ ମରିଗଲେ, ତୁ ଏବେ ବି ଜାଣିଶୁଣି ଅଜଣା ଚାଉଳ ଭାତ ଖାଉଛୁ ଭଳି ମତାମତ ଦେଉଛୁ
@rockraj8176
@rockraj8176 2 жыл бұрын
Bhagwan sahajya karithile amaku asiki aei cmmnt re kahiara darkar nathanta, bhagwan sahajya kariba bala kariba sia
@bhimananda5737
@bhimananda5737 2 жыл бұрын
ଶୁଣିଲା ପରେ ମୋ ଆଖିରୁ ଲୁହ ଆସିଗଲା ତେଣୁ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛି ସେ ପିଲାକୁ ସମସ୍ତ ପ୍ରକାର ସରକାରୀ ସହଯୋଗ କଲେ ପିଲାଟି ର ଭବିଷ୍ୟତ ସୁଧୁରି ଯିବ ।
@alokakumarmoharana5505
@alokakumarmoharana5505 2 жыл бұрын
Bhai sarkar kn Kariba...ame v ta EA sansar re rahuche...ame samaste odisha basi jadi kichi kichi saharjya Kari se sana bhauni ku help Kariba...Tara bahut upkruta heipariba.....sarkar ku apekhya Kain Kariba ...
@odisharailfan941
@odisharailfan941 2 жыл бұрын
Chief minister kichi karibeni Bhai, ame misiki help kariba 🙏🙏
@rakittech8688
@rakittech8688 2 жыл бұрын
ଶ୍ରେଷ୍ଟ ଜୀବ ହେଉଛି ମଣିଷ ତେଣୁ ମଣିଷ କୁ ଭଲପାଇବା ଶିଖ ରେ
@trisharath4071
@trisharath4071 2 жыл бұрын
Au pasu mane kan kharap?
@pcpinkucreationyt2668
@pcpinkucreationyt2668 2 жыл бұрын
100%,✅
@opnia
@opnia 2 жыл бұрын
@@trisharath4071 Han madam.. Ghare..videsi Kukura paliba.. Masaku 10,000-20,000 kharcha kariba.. Pua, jhian ku christian missionary school re patha Padheiba... Sethi re Jati Jibanni... Kintu Devi Subhadra Nami.. Jhia ku bheda bhaba.. Kariba.. Upper caste mane aau kete damage karibe.. Hindu society ku..?
@trisharath4071
@trisharath4071 2 жыл бұрын
@@opnia mate kan pai kahuchha?
@nrusinghasutar7808
@nrusinghasutar7808 2 жыл бұрын
Tate bhagabana Saha Hebe . God bless you little girl. Jay jaganatha 🙏❤️
@thegeniusmachine4309
@thegeniusmachine4309 2 жыл бұрын
Gotie news channel dekhili jia ki sabu loka kn dukha bujhuchi pura news jau parika ase bhut bhut badhia salute sir🙏👏👏👏
@VIVEKANANDACOACHINGCENTRE-j1u
@VIVEKANANDACOACHINGCENTRE-j1u 2 жыл бұрын
ପ୍ରଥମେ ଯୋଡ ହସ୍ତରେ ବିନମ୍ର ଭାବେ ପ୍ରଣାମ କରିବି ଆଜିର ସମାଜକୁ, ଏବଂ କେବଳ ଗୋଟିଏ କଥା ପଚାରିବି, ଆମ ମାନଙ୍କ ମଧ୍ୟରୁ କେହି କେବେ ବଜାରରୁ କିଛି କିଣିବା ସମୟରେ ବିକୁଥିବା ଲୋକର କେଉଁ ଜାତି ବୋଲି ପଚାରି କିଣନ୍ତି କି ? ଓହୋଃ ସେତେବେଳେ ସେ ଜିନିଷ ଆମର ଆବଶ୍ୟକ ଥିଲା ବୋଧେ। କିନ୍ତୁ ଆବଶ୍ୟକ ମେଣ୍ଟିଗଲା ପରେ ଏପରି ଭେଦ ଭାବ କାହିଁକି ? ଶିକ୍ଷା ଓ ମାନସିକତାରେ ପରିବର୍ତ୍ତନ ଆସିବା ଏକାନ୍ତ ଆବଶ୍ୟକ ।
@sanjubhoi1824
@sanjubhoi1824 2 жыл бұрын
100% Right
@barshapriyadarshinii
@barshapriyadarshinii 2 жыл бұрын
ଭାଇ ଆପଣ ଠିକ୍ କଥା କହିଛନ୍ତି କିନ୍ତୁ ଆଜି କାଲି କିଛି ଶିଖିତ ଯୁବ ସମାଜ ମାନଙ୍କ ମନ ଭିତରେ ମଧ୍ୟ ଜାତିପ୍ରଥା ର ଭେଦ ଭାବ ରହିଛି
@maheswargantayat1016
@maheswargantayat1016 2 жыл бұрын
ଭାଇ ତମ କଥାଟା ପୁରା ଠିକ , ହେଲେ କଣ କରିବା କିଛି ଲୋକ ପରା ଅଛନ୍ତି ହୃଦୟ ହୀନ l ତେଣୁ ତାକୁ ଉପରେ ଵାଲା ହିଁ ସାହା l
@chandan_vlogs786
@chandan_vlogs786 2 жыл бұрын
ସ୍ୱାଧୀନ ଭାରତରେ ଜାତି ର ଭେଦଭାବ ଆଜିବି ସରକାର ସ୍ତର ରେ ଅଛି, ST, SC, OBC, GEN, SEBC ଏସବୁ କୁ ଯେବେ ଉଠା ଯିବ THEN ସ୍ୱାଧୀନ ଭାରତ କହିବା
@shubhashree879
@shubhashree879 2 жыл бұрын
Right 👍
@niharzone2396
@niharzone2396 2 жыл бұрын
Quota nuhe bhai caste jebe uthiba then independent India bole kahiba
@satyabratabehera6069
@satyabratabehera6069 2 жыл бұрын
Ame sc heithibaru bhala laguchi
@rupeshpanda9418
@rupeshpanda9418 2 жыл бұрын
Right 🙏
@Soulful_Sidd
@Soulful_Sidd 2 жыл бұрын
No to caste based politics 🙏Let's be one under the same roof 🙏Doesn't matter u r poor,rich or anything 😊Be a human being first 🙏Have humanity towards everyone 🙏
@Trueloveyouth
@Trueloveyouth 2 жыл бұрын
ପ୍ରଭୁ ଶ୍ରୀ ଜଗନ୍ନାଥ ସୁଭଦ୍ରାଙ୍କୁ ଉଦ୍ଦାର କରନ୍ତୁ ନବୀନବାବୁ ସାହାର୍ଯ୍ୟ କରନ୍ତୁ
@swarupjoshi815
@swarupjoshi815 2 жыл бұрын
Sister u r not alone...we all odia people with you and govt should help and take a better step for this type of lady specially for their future
@satyavideos6170
@satyavideos6170 2 жыл бұрын
ହେ ପ୍ରଭୁ ଜଗନ୍ନାଥ ତାଙ୍କୁ ସାହାଯ୍ୟ କର 🙏🙏🙏🙏🙏
@mantupradhan4480
@mantupradhan4480 2 жыл бұрын
ଧନ୍ୟ ବାଦ ଭାସ୍କର ଟିଭି ଚ୍ୟାନେଲ ମାଧ୍ଯମରେ ସହାୟତା କରୁଥିବାରୁ ଭଗବାନ ସାହା ହୁଅନ୍ତୁ ସୁଭଦ୍ରା ଙ୍କୁ
@Anilkumarrath
@Anilkumarrath 2 жыл бұрын
ବା ରେ ଦୁନିଆ 😭😭😭😭 ଜଗନ୍ନାଥ ଙ୍କ ଓଡିଶା ଫ୍ରଦେସ ରେ ପୁଣି ଏତେ ଦୁଃଖ
@mehrunbegum8681
@mehrunbegum8681 2 жыл бұрын
God bless you beta.. Kabhi bhi himmat nahi harna. Mehnat karti rehna. God tumhe ek din jaroor kamyaab karenge.
@TDNoteBook
@TDNoteBook 2 жыл бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଯଦି ଛୁଆଁ ଅଛୁଆଁ ଭେଦଭାବ ନାହିଁ ତାହେଲେ ମଣିଷ କଣ ଭଗବାନ ଙ୍କୁ ବଡ, ତାହେଲେ ଛୁଆଁ ଅଛୁଆଁ ଭେଦଭାବ ମଣିଷ କାହିଁକି କରୁଛି | ଏମିତି ଅନେକ ଲୋକଙ୍କୁ ଦେଖିଛି ସେ SC, ST ଓ OBC ବର୍ଗ ଲୋକଙ୍କୁ ନିମ୍ନ ଦୃଷ୍ଟିରେ ଦେଖନ୍ତି | ହେଲେ ଯାହା ପାଖରେ ଟଙ୍କା ଅଛି ତାକୁ ପାଖରେ ପୁରାନ୍ତି | ଭୁଲି ଯାଆନ୍ତୁ ନି ଆମ ସମାନିତ ରାଷ୍ଟ୍ରପତି ଜଣେ ଆଦିବାସୀ ମହିଳା ହେଲେ ବି ସବୁଠାରୁ ସମ୍ମାନୀୟ ମହିଳା |
@user-ml3zq7qb8n
@user-ml3zq7qb8n 2 жыл бұрын
Perfect line 🙏
@badal12340
@badal12340 2 жыл бұрын
Right
@saispalei420
@saispalei420 2 жыл бұрын
@COC CREATIVE 👍 right
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
@COC CREATIVE SC, ST, OBC ହିନ୍ଦୁ ନୁହଁନ୍ତି, ତେଣୁ ଏହା ହେଉଛି ପ୍ରମାଣ ପତ୍ର,
@FunnyAnugulia07
@FunnyAnugulia07 2 жыл бұрын
ଜାତି , ଛୁଆଁ-ଅଛୁଆଁ ରେ ବିଶ୍ବାସ କରୁଥିବା ଲୋକ ଅତି ରୁଗ୍ ଣ ମାନସିକତାର ପରିଚୟ ।
@bijayanayak1713
@bijayanayak1713 2 жыл бұрын
ଧନ୍ୟବାଦ୍ ଝିଅ। ତୁମ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଅଛି। ତୁମେ ମହାପ୍ରଭୁଙ୍କ ସରଣରେ ରହି ପାଠ ପଢ। ନିଶ୍ଚୟ ଲକ୍ଷ ସ୍ଥଳରେ ପହଞ୍ଚିବ। ଜୟ ଜଗନ୍ନାଥ
@AKODFACTS
@AKODFACTS 2 жыл бұрын
Forget this sister Because You are a fighter🏋️ You just focus on your target 🎯 God bless you
@chapabagrti9355
@chapabagrti9355 2 жыл бұрын
I request to Baleswar collector , sir , pl inquiry this case and take necessary step for that daughter who is a orphan.
@productproducersuresh
@productproducersuresh 2 жыл бұрын
ଝିଅ ନବୀନ ପଟ୍ଟନାୟକ ନୁହେ ମୋଦୀ ଜି ପାଖକୁ ଲେଖ ,ଦିନ ଆସିବ ଯେଉମାନେ ଅଛୁଆ କହୁଛ ତମ ପିଲାମାନଙ୍କ ଠାରୁ ଆଗରେ ରହିବ ଭାରତ ମାତାଙ୍କ ନାମ ରଖିବ
@romanrinku482
@romanrinku482 2 жыл бұрын
ନାଇଁ ତମ ପାଖକୁ ଲେଖିଲେ ଅସୁବିଧା କଣ,,,
@bindusagarmohanta
@bindusagarmohanta 2 жыл бұрын
ତା ବଦଳ ରେ ଆମ ଦ୍ରୌପଦୀ ଦିଦି ଙ୍କୁ ଲେଖିଲେ ଭଲ ହେବ ଯିଏ କି ଓଡ଼ିଆ ପଢି ପାରିବେ ବୁଝି ପାରିବେ ଓଡ଼ିଆ ଙ୍କ ଦୁଃଖ ଙ୍କୁ ସରଳ ଭାଷା ରେ ବୁଝି ପାରିବେ
@techinfocreative
@techinfocreative 2 жыл бұрын
Right 👍👍🙏
@debendranathpanda3064
@debendranathpanda3064 2 жыл бұрын
I requested honourable CM of odisha to consider this Poor family as a priority
@pikunnanda9389
@pikunnanda9389 2 жыл бұрын
Yep, dude he must!!!
@debendranathpanda3064
@debendranathpanda3064 2 жыл бұрын
@@pikunnanda9389 May i requested to chat in Indian language
@Bharecagroworld2894
@Bharecagroworld2894 2 жыл бұрын
ନବିନୀ ପଟ୍ଟନାୟକ ମଦ 🥃 ମାରି ସୋଇଚି
@lalitasamal5636
@lalitasamal5636 2 жыл бұрын
Odisa sarkar nku aanurodh pls a jhiaku sahajya kara
@mronline9587
@mronline9587 2 жыл бұрын
ସେ ନବୀନା ବାଳ ଓଡ଼ିଆ ବୁଝିବ ଯେ ସାହାଯ୍ୟ କରିବ 😁😁
@parthasarathi1692
@parthasarathi1692 2 жыл бұрын
ମଣିଷ ଚନ୍ଦ୍ର ରେ ପାଦ ଦେଲାଣି ହେଲେ ଆମେ ସେହି ଛୁଆଁ ଅଛୁଆଁର ଭେଦଭାବ ଛାଡି ପାରିଲେନି। ଛିଃ ଏ କି ପ୍ରକାର ମାନସିକତା...
@pkeducation3438
@pkeducation3438 2 жыл бұрын
କାହାରି କଥା ଶୁଣିବା ଦରକାର ନାହିଁ ଭଉଣୀ । ଭଗବାନ ତମ ସାଥୀରେ ଅଛନ୍ତି । ଆଗକୁ ଆଗକୁ ମାଡି ଚାଲ ।
@richysgallery1960
@richysgallery1960 2 жыл бұрын
ସବୁ ମଣିଷ ସମାନ,ଜାତି ଭଗବାନ୍ ଗଢି ନାହାନ୍ତି,ଏଇ ମଣିଷ ମାନେ ହିଁ ଗଢି ଛନ୍ତି,ସମସ୍ତଙ୍କ ର ରକ୍ତ ର ରଙ୍ଗ ବି ସମାନ,ତେବେ କାହିଁକି ଏଇ ସମାଜ ବୁଝୁନି,ହେ ପ୍ରଭୁ କେବେ ଯେ ଏଇ ଦୁନିଆ ସୁଧୁରିବ🙏 ସବ କା ମାଲିକ ଏକ ☝️ଓମ୍ ସାଇ ରାମ୍ 🙏
@sambitsahoo7820
@sambitsahoo7820 2 жыл бұрын
This types of news should be broadcast in media. #a great step
@baikunthabehera3971
@baikunthabehera3971 2 жыл бұрын
Help karibe ki
@bapunilifestyle8242
@bapunilifestyle8242 2 жыл бұрын
Nice news
@indrajitnaik9974
@indrajitnaik9974 2 жыл бұрын
Right
@brahmakeshmohakud9606
@brahmakeshmohakud9606 2 жыл бұрын
ଧନ୍ୟବାଦ ଭାସ୍କର news କୁ ଏ ଭଳି ମୋ ଛୋଟ ଭଉଣୀ ର, ଜୀବନର ଥିବା ଦୁଃଖ କୁ ଲୋକଙ୍କ ସାମ୍ନା କୁ ଆଣିଥିବାରୁ 🙏🙏🙏🙏🙏🙏🙏🙏🙏
@brainlicker5647
@brainlicker5647 2 жыл бұрын
ଆମ ଦୁର୍ଭାଗ୍ୟ ଯେ ଆମ ମୂଖ୍ୟ ମନ୍ତ୍ରୀ ଓଡିଆ ଜାଣନ୍ତି ନାହିଁ, ଯଦ୍ବାରା ଏଭଳି ଚିଠିର ସମାଧାନ ଆମପାଇଁ ସ୍ବପ୍ନ ।ସେ ଖାଲି ଗୋଟିଏ ବାକ୍ୟ ଜାଣନ୍ତି....ତାହାହେଲା...ଆପଣମାନେ ଖୁସି ତୋ...ହଁ ଆମେ କେତେ ଖୁସି ଏଥିରୁ ଅନୁମେୟ
@bapungiri6432
@bapungiri6432 2 жыл бұрын
ହେ ମା ତାରିଣୀ ଏ ଭଉଣୀ କୁ ଆଉ ତାଙ୍କ ପରିବାରକୁ ସବୁବେଳେ ଖୁସିରେ ରଖିଥାଅ
@Biru135
@Biru135 2 жыл бұрын
କେତେ cute 🥰 ଝୁଅ ଟା ଭଗବାନ ତମର ମଙ୍ଗଳ କରନ୍ତୁ ଲୋ ମା ଜୟ ଜଗନ୍ନାଥ 🚩🚩🙏
@ସଚେତନନାଗରିକ
@ସଚେତନନାଗରିକ 2 жыл бұрын
ଭଗବାନ ସବୁ କରୋନା ରୋଗ ସମୟରେ ମନ୍ଦିର ଭିତରେ ଲୁଚି ରହିଲେ, ସେ ଭଗବାନ କୁ ବିଶ୍ୱାସ କରୁଛ 🤣🤣🤣🤣🤣
@Biru135
@Biru135 2 жыл бұрын
@@ସଚେତନନାଗରିକ ତମେ କାହାକୁ ବିଶ୍ୱାସ କରୁଛ?
@CB-tt8sk
@CB-tt8sk 2 жыл бұрын
Lovely sister tamaku bhagavan aagare nebe. Tama sahita ame Odisha basi bhai mane achhu
@TNayak304
@TNayak304 2 жыл бұрын
ଭଉଣୀ ଭଗବାନ୍ ତୁମ ମା ଝିଅ ଙ୍କୁ ଭଲରେ ରଖିଥାନ୍ତୁ ଆଉ ତୁମେ ବଡ଼ ମଣିଷ ହୁଅ ଏତିକି ମୋର ଭଗବାନ୍ ଙ୍କୁ ନିବେଦନ କରୁଛି।🙏🏻 ଜୟ ଜଗନ୍ନାଥ 🙏🏻
@harekrushnabehera5851
@harekrushnabehera5851 2 жыл бұрын
ସେ ଝିଅକୁ ଭଗବାନ ନିଶ୍ଚୟ ସାହାଯ୍ୟ କରିବେ
@bibhubeheraIndia
@bibhubeheraIndia 2 жыл бұрын
Yes
@alisasen3966
@alisasen3966 2 жыл бұрын
He gd
@debasmitajena4924
@debasmitajena4924 2 жыл бұрын
God bless you subhadra🥰
@MR.bapina437
@MR.bapina437 Жыл бұрын
ଜୟ ଜଗନ୍ନାଥ ଏହି ଭଉଣୀ ପ୍ରତି ଏତେ ଅନ୍ୟ କାହିଁକି ସେ ଦୁନିଆଁ କଣ ଜାଣିନି ଜାତି ଧର୍ମ ବର୍ଣ୍ଣ ଭଗବାନ ସୁଷ୍ଟି କରିଥିଲେ ସେ ଅନ୍ୟଜଣଙ୍କର ସାହାଯ୍ୟ କରିବା ପାଇଁ ଏବେ ଜାତି ହେଉଛି କାଳ ଯେଉଁଠି ଜାତି ଧର୍ମ ବର୍ଣ୍ଣ ଜଗନ୍ନାଥଙ୍କ ପାଖରେ ନାହିଁ ଜଗତର ନାଥ ସାଧାରଣ ମଣିଷ ପାଖରେ ଅହଂକାର ଏତେ ମଲା ବେଳେ କଣ ନେଇଯିବ ଆଜ୍ଞା ଜାତି ଧର୍ମ ଯେଉଁ ଲୋକେ ଉଠଛନ୍ତି ତାଙ୍କ ପାଇଁ ସରକାର ତରଫରୁ କିଛି ଧାରା ଲାଗୁ ହେଉ ମୋ ଭଉଣୀ ବୋହୁତ ଆଗକୁ ଯିବ ଯେମିତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମାଆଡମ କିଛି ମାଆଡମ ଜାତି ଧର୍ମ ସବୁ ସମାନ କରି ଦିଅନ୍ତୁ ଲୋକଙ୍କ ଅହଂକାର ଭାଙ୍ଗି ଯିବ ଜୟ ଜଗନ୍ନାଥ ମୋ ଭଉଣୀକୁ ସାହା ହୁଅ ସେତୀ ପାଇଁ ହିନ୍ଦୁ କ୍ରିଷ୍ଟ୍ରିଆନ ବନିଯାଉଛନନ୍ତି
FOREVER BUNNY
00:14
Natan por Aí
Рет қаралды 21 МЛН
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 7 МЛН
ମୋବାଇଲ ଚାର୍ଜରରେ ରୋଷେଇ
10:40
FOREVER BUNNY
00:14
Natan por Aí
Рет қаралды 21 МЛН