SANDHYA ALATI -JAGANNATH TEMPLE 03-Aug-2024 | ଶ୍ରୀପତିତପାବନଙ୍କ ସନ୍ଧ୍ୟା ଆଳତୀ ଦର୍ଶନ | JAY JAGANNATH TV

  Рет қаралды 7,516

JAY JAGANNATH TV

JAY JAGANNATH TV

Күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#sandhyaaarati #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

Пікірлер: 393
@gouttammunda412
@gouttammunda412 Ай бұрын
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤
@prabhatsahoo8461
@prabhatsahoo8461 Ай бұрын
Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹
@sanjibisahoo2325
@sanjibisahoo2325 Ай бұрын
ଜୟ ଜଗନ୍ନାଥ
@bhupeshranjanmohanty3445
@bhupeshranjanmohanty3445 Ай бұрын
Prabhu Jai jagannath Swami ji shree charno koti koti pranam 🙏🙏🙏
@niranjanbarik8442
@niranjanbarik8442 Ай бұрын
Jay.jagannath.jay.jagannath.jay.shree.jagannath.dhany.dhany.dhany.mhaprabhu.jay.jay.jay.
@mahendranayak2273
@mahendranayak2273 Ай бұрын
ଜୟ ଜୟ ଦେବ ହରେ ହରେ କୃଷ୍ଣ ହରେ ମୂରଲୀ ମହାରାଜ ଶ୍ରି ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@BishnuPrasadMohanty-vf9ci
@BishnuPrasadMohanty-vf9ci Ай бұрын
ସୂଚି ସ୍ମିତା ମହାନ୍ତି ପ୍ରଭୁ ପ୍ରସାଦ ମହାନ୍ତି ହେ ପତିତପାବନ ହେ କାଳିଆ ଠାକୁର ହେ ଜଗତର ନାଥ ଜଗନ୍ନାଥ ତୁମ ଶ୍ରୀ ଚରଣ ତଳେ ଶରଣ ଦେ ଏତିକି ପ୍ରାର୍ଥନା କରୁଛି ହେ ପତିତପାବନ ତୋ ଶ୍ରୀ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@jayantakumarghadia6309
@jayantakumarghadia6309 Ай бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ⭕❗⭕ଓଁ ନମଃ ଭଗବତେ ବାସୁଦେବାୟ 🙏🙏ଶୁଭସନ୍ଧ୍ୟା ମଣିମା 🙏🙏🌺🌹🪔🪔
@lalatendujena4026
@lalatendujena4026 Ай бұрын
ଜୟ ପ୍ରଭୁ ଜଗନ୍ନାଥ ତୁମେ ଏକା ସାହା ଭରଷା 🙏
@GolakBihariDigal
@GolakBihariDigal Ай бұрын
Jay Sri jagannath mahaprabhu🙏🙏🙏🙏🙏🙏
@surendranathnayak9319
@surendranathnayak9319 Ай бұрын
ଜୟ ଜଗନ୍ନାଥ ❤ ଜୟ ଜଗନ୍ନାଥ ❤ ଜୟ ଜଗନ୍ନାଥ ❤
@BasantaSahu-et9kc
@BasantaSahu-et9kc Ай бұрын
Om namo Bhagabate Basudebaya Purusottamaya Darubramhaya Jagannathaya Laxminarayanaya Laxminurshingaya Radhabalavaya Krishnakeshabaya Madhabaya Zadabaya Gobindaya namo🙏🙏🙏🙏🙏🙏🙏🙏🙏🙏🙏
@sipramohanty1814
@sipramohanty1814 Ай бұрын
Omm jay prabhu 🙏💐🙏omm jay maa 🙏💐🙏omm jay laxmi narayan 🙏💐🙏
@kbmohantymohanty9688
@kbmohantymohanty9688 Ай бұрын
Jayjagannth Swammi nayan pathgami bhaba tume antakoti pranam 🙏🙏🙏🙏🙏🙏🙏🙏🙏
@rockystar5227
@rockystar5227 Ай бұрын
Radha Radha Radha Jai Shri Jagannath swami 🙏🙏🙏🪔🌺🪷
@sumitrarana1977
@sumitrarana1977 Ай бұрын
ଓଁ ନମଃ ଭଗବତେ ବାସୁଦେବାୟ
@bilash807
@bilash807 Ай бұрын
ଜୟ ମହାପ୍ରଭୁ 🙏🙏🙌 😭😭
@DamayantiPatra-n3j
@DamayantiPatra-n3j Ай бұрын
🧿‼️🧿🌺🏵️💮 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🌺🏵️💮🌼🛐🛐🛐🛐🛐🛐🛐🛐🛐🛐🛐🛐🛐🛐
@bibhaktasethi982
@bibhaktasethi982 Ай бұрын
Jay jagannath❤❤❤❤❤❤
@ranjitaratha9439
@ranjitaratha9439 Ай бұрын
Jay maa mangala maa🙏🙏🙏🙏🙏🙏🙏❤❤❤❤❤❤❤jay shree jagannath swami🙏🙏🙏🙏🙏🙏🙏❤❤❤❤❤jay shree ram🙏🙏🙏🙏🙏🙏🙏❤❤❤❤❤
@user-bg4pc5mo6q
@user-bg4pc5mo6q Ай бұрын
Jay shree Jagannath jiii Jay Shree Jagannath jiii Jay Shree Jagannath jiii Jay Shree Jagannath jiii Jay Shree Jagannath jiii Jay Shree Jagannath jiii Jay Shree Jagannath jiii
@chattulaldaftari2362
@chattulaldaftari2362 Ай бұрын
জয় জগন্নাথ জয় জগন্নাথ জয় জগন্নাথ জয় জগন্নাথ❤❤❤ তোমার যাই হোক তোমার জয় হোক তোমার জয় হোক 🙏🙏
@mukeshray8074
@mukeshray8074 Ай бұрын
Jay shree Jaganath Swami 🙏🙏🙏🌹🌹🌹🌷🌷🌷🌺🌺🌺🪷🪷🪷🌸🌸🌸🏵️🏵️🏵️💮💮💮🌼🌼🌼
@puja5224
@puja5224 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻
@kumarashokmallick7876
@kumarashokmallick7876 Ай бұрын
ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ
@Kunulimohanty
@Kunulimohanty Ай бұрын
Jayjagnath
@ashokkumardas1181
@ashokkumardas1181 Ай бұрын
ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ ରାଧେ ରାଧେ ରାଧେ ଜୟ ଜଗନ୍ନାଥ ପ୍ରଭୁ ମୋତେ ଖମା କର
@jagnyanarayanbishoyi2160
@jagnyanarayanbishoyi2160 Ай бұрын
Shree hari
@sibaprasaddalai
@sibaprasaddalai Ай бұрын
ବହୁତ ସୁନ୍ଦର ଲାଗୁଛନ୍ତି ମୋ ପ୍ରଭୁ ଶ୍ରୀ ଜଗନ୍ନାଥ।।।।
@user-jm2cs6hq6p
@user-jm2cs6hq6p Ай бұрын
Hari bol hari bol hari bol hari bol hari bol hari bol hari bol hari bol hari bol hari bol hari
@balabasatu2884
@balabasatu2884 Ай бұрын
ଜୟ, ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ 🌼🌿🙏🙏🙏🙏🙏🙏🙏
@ThinkAboutStudy
@ThinkAboutStudy Ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏😭🙏🙏🙏🙏🙏🙏🙏🙏🙏🙏🙏🙏🙏ମୋର କିଛି ଅସୁବିଧା ନ ହଉ ପ୍ରଭୁ🙏🙏🙏🙏😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@saimanadhikari-gg8qe
@saimanadhikari-gg8qe Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏💕🙏💕🙏💕🙏💕🙏 ତୁମେ ହିଁ ସାହା ଭରସା ପ୍ରଭୁ ,ନିଜ ଠାରୁ କେବେ ଦୁରେଇ ଦେବ ନି ପ୍ରଭୁ 🙏😭😭😭🙏
@susandhyasahoo5468
@susandhyasahoo5468 Ай бұрын
Jay jagannath ⭕‼️⭕🙏🙏🙏 jay Radha Krishna 🙏🙏🙏
@queenNote9
@queenNote9 Ай бұрын
Jay shree jagannath mahaprabhu Jay Om namah bhagabata basudevbaya mahaprabhu Jay 🪔🪔🪔🪔🪔🪔🙏🙏🙏🙏🙏🙏🙏🙌 Jay
@mamatasatpathy9018
@mamatasatpathy9018 Ай бұрын
ମହାପ୍ରଭୁ ମହାବାହୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଚରଣ ତଳେ ଶତତଃ କୋଟି କୋଟି ପ୍ରଣିପାତ ପ୍ରଭୁ କାଳିଆ ସାଆନ୍ତ ଆପଣ ହିଁ ଶାହା ଭାରସା ମହାବାହୁ ସାରା ଜଗତ ବାସୀଙ୍କୁ ସବୁ ଦୁଃଖ କଷ୍ଟ ନିବାରଣ କରିବେ ମହାବାହୁ ମହାବାହୁ ଜୟ ଜଗ ଦିଶଃ ହରେ 👏👏👏👏👏👏🌷🌷🌷🌷🌷🌷
@geetanjaliacharya6079
@geetanjaliacharya6079 Ай бұрын
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🪷🪷🪷🙏🙏🙏🙏🙏🙏🙏🙏🙏🙏🙏🙏🙏🪔🪔🪔🪔🪔🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@narendravyas3704
@narendravyas3704 Ай бұрын
Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!
@arpitasahooalati346
@arpitasahooalati346 Ай бұрын
Krishnaya vasudevya haraye paramatmane pranatah klesha nasaya Govindaya namo namaha 🙏😭❤️😭🙏 khyama Kara pravu
@ashokkumardas1181
@ashokkumardas1181 Ай бұрын
ମହାପ୍ରଭୁ ପତିତପାବନଙ୍କୁ ମୋର ବିନମ୍ର ପ୍ରଣାମ ପ୍ରଭୁ ମୋତେ ଖମା କର ପ୍ରଣାମ
@lovestoryforu9
@lovestoryforu9 Ай бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤❤ ସୁଦର୍ଶନ କି ଜୟ ❤❤❤ କୁମୁଦ ହନୁମାନ କି ଜୟ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤❤ ରକ୍ଷା କର ❤❤❤❤ ଜୟ ଜଗନ୍ନାଥ ❤❤❤❤
@beenapanipradhan9344
@beenapanipradhan9344 Ай бұрын
ପ୍ରଣାମ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ ଶୁଭ ରାତ୍ରୀ ମଣିମା 🙏🏼🙏🏼🙏🏼🪔🪔🪔❤️❤️❤️
@jharanamohanty4852
@jharanamohanty4852 Ай бұрын
❤❤❤Omm namo bhagawate basudebaya namah❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
@shradhanjalidas3662
@shradhanjalidas3662 Ай бұрын
Jay Maa❤️🙏Jay Bada Manima❤️🙏Jay Manima🙏❤️
@satyanarayanpattanaik8387
@satyanarayanpattanaik8387 Ай бұрын
Jay Jay shree Jagannath 🙏 JAY PATTITA PAWAN 🙏 JAY maa Mahalaxmi Jay Jay shree Jagannath 🙏 JAY SHREE RAM
@meeranayak1938
@meeranayak1938 Ай бұрын
Jay shree Jaganath Jay shree Jaganath Jay Jay shree Jaganath swamy nayan patha gami bhaba tumey jaymaa Laxmi Narayani Narayan namah ❤🙏🌹🙏🌹🙏🌹❤🙏🌹❤🙏🌹❤
@namitabiswal-go7vt
@namitabiswal-go7vt Ай бұрын
ହେ ମହାପ୍ରଭୁ ମଙ୍ଗଳମୟ🙏 କେବଳ ଆପଣ ହିଁ ମୋର ସାହା ଭରସା🙏 ଆପଣଙ୍କ ବିନା ମୋର ଆଉ କେହି ନାହାନ୍ତି 🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମି ଭବ ତୁମେ 🙏
@saiSai-fd7xk
@saiSai-fd7xk Ай бұрын
Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏🌹🙏
@mandakinijena8884
@mandakinijena8884 Ай бұрын
ମୋ ଶିବ ଶଙ୍କର ମା ପାର୍ବତୀ 🪔🙏🤲ମୋ ମା ମହା ଲକ୍ଷ୍ମୀ ନାରାୟଣ🪔🙏🤲 ମୋ ରାଧା କୃଷ୍ଣ🪔🙏🪔🙏🤲 ମୋ ସୀତା ରାମ🪔🙏🪔 ଗୋବିନ୍ଦ 🪔🙏🤲ମୋ ମଧୁସୂଦନ🪔🙏🤲 ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି ପ୍ରଣାମ 🙏🤲
@pkd7930
@pkd7930 Ай бұрын
Jaypatitapaban. Jaybaladbamahaprabhu. Jaymahabahu. Jaymaasubhadramata. Jaysudarsan.
@mitaranisahoo6073
@mitaranisahoo6073 Ай бұрын
Jay shree jagannath pranam Prabhu 🙏🙏🌸🪔🪔🌸🙏🌺🪔🪔🌺❣️❣️❣️
@lilimohanty9052
@lilimohanty9052 Ай бұрын
Hey manima Tumehi saha bharasa 🙏🙏🙏🙏
@user-rr4hg5vw9k
@user-rr4hg5vw9k Ай бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମା ଜୟ ମା ଲକ୍ଷ୍ମୀ ଜୟ ମା ବାଟ ମଙ୍ଗଳା ଜୟ ଶ୍ରୀ ସୁଦର୍ଶନ ମୋର ମନସ୍କାମନା ପୂରଣ କର ପ୍ରଭୁ ❤️‼️❤️🙌🏻🙏🏻🚩
@saniamallik5224
@saniamallik5224 Ай бұрын
jay jagannath.🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐🛐
@anilpatar3421
@anilpatar3421 Ай бұрын
Jay jagannath ⭕️ ‼️ ⭕️🙏🙏🙏🙏🙏
@BasantaSahu-et9kc
@BasantaSahu-et9kc Ай бұрын
Radhekrishna HariGobindaGopal Basudebala Nandadullala Jay Jay Deba hare🙏🙏🙏🙏
@saraswatisahoo1033
@saraswatisahoo1033 Ай бұрын
Jay jagannath swami nayana patha gami bhaba tume ❤❤❤
@user-rr4hg5vw9k
@user-rr4hg5vw9k Ай бұрын
Jay shree Jagannatha Jay shree Ram Jay shree Krishna 🙏🏻🙏🏻🙏🏻
@rabinayakrabinayak7037
@rabinayakrabinayak7037 Ай бұрын
ଓଁ ନମଃ ଭଗବତେ ବାସୁଦେବାୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ କୋଟି କୋଟି ଦଣ୍ଡବତ ମହାବାହୁ ମହାପ୍ରଭୁ ଜଗତର କଲ୍ୟାଣ ହୋଉ ହରି ବୋଲ ହରି ବୋଲ ହରି ବୋଲ 🙏🙏🙏🙏⭕‼️⭕🙏🙏🙏🪔🪔🪔
@anilpatar3421
@anilpatar3421 Ай бұрын
Jay shree Jagannatha 🙏Jay shree balabhadra 🙏 Jay shree maa subhadra 🙏 Jay shree Sudarshana 🙏 ⭕️‼️⭕️🪔🪔🪔🪔🪔🪔🪔🪔🙏🙏
@namitabiswal-go7vt
@namitabiswal-go7vt Ай бұрын
ହେ ମହାପ୍ରଭୁ ମଙ୍ଗଳମୟ ସାରା ଜଗତର ମଙ୍ଗଳ ହେଉ 🙏ହରି ହରି ବୋଲ 🙏
@mahimarana9586
@mahimarana9586 Ай бұрын
Jai Jaganath Jai panchasakha prabhuji 👃👃👃👃👃
@amitapanda444
@amitapanda444 Ай бұрын
Radhe Radhe 🌷🌼🌷,,,,,,, manimaaaaa ❤️🌹❤️🙏🛐👏❤️
@mamabarik2906
@mamabarik2906 Ай бұрын
Jay shree jagannath 🙏🙏🙏🙏
@SM-pm3fp
@SM-pm3fp Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମୋ ମହାପ୍ରଭୁ 🤗 ଆପଣଙ୍କର ସଦାସର୍ବଦା ଜୟ ହେଉ ❤️🙏😌
@KhageswarbhoiKhageswarbhoi
@KhageswarbhoiKhageswarbhoi Ай бұрын
Jay shree jagannatha suammi maha pravu rakhya cara mate jay shree jagannatha suammi maha pravu rakhya cara mate 🪷🪷🪷🙏🙏🙏🪔🪔🪔🚩🚩🚩
@mamatasatpathy9018
@mamatasatpathy9018 Ай бұрын
ମହାବାହୁ ତୁମେ ବ ମାତା ଶ୍ଚ ପିତା ତୁମେ ବ ତୁମେ ବ ବନ୍ଧୁ ଶ୍ଚ ସଖା ତୁମେ ବ ତୁମେ ବ ବିଦ୍ୟା ଦ୍ରାବିଡ଼ ତୁମେ ବ ସର୍ବ ମମ ଦେବଦେବ 👏👏👏👏👏👏🌷🌷🌷🌷🌷🌷🌷🌷🌷🌷🌷🌷🌷
@pratapkumardaspappu9375
@pratapkumardaspappu9375 Ай бұрын
ॐ ନମୋଃ ଭଗଵତେଃ ବାସୁଦେବାୟ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🪔🙏 ଜୟ ଶ୍ରୀ ପତିତପାବନ 🙏 ହରିବୋଲ 🙌 ହରି ହରି ବୋଲ ମଣିମା 🙌 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା, ତୁମ୍ଭେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏 ହରିବୋଲ 🙌
@ghanasyamnimalu1193
@ghanasyamnimalu1193 Ай бұрын
ହେ ମଣିମା ମତେ ସବୁବେଳେ ତୁମ ସନ୍ଧ୍ଯା ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@pradeepdas8422
@pradeepdas8422 Ай бұрын
Jay Jay Jagannath
@SitaHansdah-pt2wo
@SitaHansdah-pt2wo Ай бұрын
Hare Krishna Hare Krishna Krishna Krishna Hare Hare Hare Ram Hare Ram Ram Ram Hare Hare 🙏🙏🙏
@diptimayebal7676
@diptimayebal7676 Ай бұрын
ପ୍ରଭୁ ହେ ଗୋବିନ୍ଦ🪔🪔🪔🪔🪔🪔🙏🙏🙏🙏🙏🙏
@jhilipradhan2247
@jhilipradhan2247 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏⭕‼️⭕
@mukeshkumarsahoo1855
@mukeshkumarsahoo1855 Ай бұрын
🙏🏻🙏🏻Jay Shree Jagannath❤️⭕❗⭕🙏🏻🙏🏻
@user-lk5uw8pt8v
@user-lk5uw8pt8v Ай бұрын
Hare Krishna govinda hare murari he nath narayan vasudev baya 🙏🙏🙌🙌🙌⭕‼️⭕🛐🛐🛐🛐
@ranjubalasahoo4097
@ranjubalasahoo4097 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌼🙏
@sadashivapati2989
@sadashivapati2989 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🪔🪔🪔🪔🪔🙏🙏🙏🙏🙏🙏🚩🚩🚩🚩🚩❤❤❤❤❤
@NarendraMalik-ld9ik
@NarendraMalik-ld9ik Ай бұрын
Jay maa suvodra Mata ki Jay shree
@bighneswarpanda3947
@bighneswarpanda3947 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ବଳଭଦ୍ର ଦେବ, ଜୟ ସୁଭଦ୍ରା ମା 🪔🪔🚩🚩🙏🙏
@abhishekbanerjee4737
@abhishekbanerjee4737 Ай бұрын
Jai Jagannath 🙏🙏🙏🙏❤️❤️❤️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️🙏❤️🙏🙏
@BasantaSahu-et9kc
@BasantaSahu-et9kc Ай бұрын
Om namo Patitapabana Narayananku Alatinku koti koti pranaam🙏🙏🙏🙏
@satyanarayanpattanaik8387
@satyanarayanpattanaik8387 Ай бұрын
Jay Jay shree Jagannath 🙏 JAY PATTITA PAWAN 🙏 JAY PATTITA PAWAN 🙏 JAY PATTITA PAWAN 🙏 JAY maa Mahalaxmi Jay Jay shree Krishna Jay Jay shree Jagannath 🙏 JAY SHREE RAM
@ritadash3480
@ritadash3480 Ай бұрын
Jay Jagannath swami 🙏🌹🙏
@robinhazarika5418
@robinhazarika5418 Ай бұрын
Jai Shri Jagannath Swami 🙏🙏🙏
@pratapkumarsahoo5811
@pratapkumarsahoo5811 Ай бұрын
❤❤❤JAY❤❤❤SHREE❤❤JAGANNATHA❤❤❤MAHAPRABHU❤❤❤
@bighneswarpanda3947
@bighneswarpanda3947 Ай бұрын
ଶୁଭ ସନ୍ଧ୍ୟା ମଣିମା 🪔🪔🚩🚩🙏🙏
@laxmikumarinahak2756
@laxmikumarinahak2756 Ай бұрын
Jai Jagannath swami naina pathagiami babha tume Jai Jagannath Jai Jagannath Radhe Radhe Radhe Radhe Radhe Radhe Radhe Radhe Radhe Radhe
@parthasarathibarik633
@parthasarathibarik633 Ай бұрын
Omm jay shree hari Omm namaha vagabate basu debaya namaha
@laxmipriya4378
@laxmipriya4378 Ай бұрын
🌼Jay shree Jagannath 🌼🙏🙏🙏🙏❤️
@RajlaxmiMohanta-gi8xd
@RajlaxmiMohanta-gi8xd Ай бұрын
Jay Jay shree jagannath Swami Nayan patha gami bhaba tome Prabhu 🙏🙏⭕❗❗⭕🙏🙏
@santidattamohanty7680
@santidattamohanty7680 Ай бұрын
ଜୟ ଜଗନ୍ନାଥ ❣️❣️❣️❣️❣️
@rishipalchauhan9573
@rishipalchauhan9573 Ай бұрын
Jay. Jay shree. Jagannath. Swami naiyan pathgami radhe radhe
@sunandaholkar7058
@sunandaholkar7058 Ай бұрын
JAi shree Radhe Krishna 🙏🙏
@bijayakumarbhoi5986
@bijayakumarbhoi5986 Ай бұрын
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏♥️
@sanjaynayak6059
@sanjaynayak6059 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🙏🙏 ଓଁ ନମଃ ଭଗବତେ ବାସୁଦେବାୟ 🙏🙏🙏
@babubehera6180
@babubehera6180 Ай бұрын
ମହାପ୍ରଭୁ 🙏🙏🙏🙏
@soumikdutta691
@soumikdutta691 Ай бұрын
ধন্যবাদ মহাপ্রভু তোমার চরণে প্রণাম ঠাকুর সবার মঙ্গল কর মহাপ্রভু জয় জগন্নাথ মহাপ্রভু
@somanathdas686
@somanathdas686 Ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏
@jagakaliavlogs8087
@jagakaliavlogs8087 Ай бұрын
ହେ କାଳିଆ ଠାକୁର ମୋ ଭଗବାନ ମୋ ବୋଉ ଦେହ କୁ ଶୀଘ୍ର ଭଲ କରିଦିଅ ପ୍ରଭୁ🙏🙏😭😭❤️❤️
@Sonusonu-vn4ng
@Sonusonu-vn4ng Ай бұрын
Jay jagganatha