ସେଦିନର ନବୀନ ପଟ୍ଟନାୟକ:ଏକ ପୁରୁଣା ସାକ୍ଷାତକାର A fascinating interview of Naveen Patnaik

  Рет қаралды 333,887

Sankalp Tv

Sankalp Tv

Күн бұрын

ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଅନେକ କିଛି ପାଇଁ ଶ୍ରଦ୍ଧାର ସହ ମନେ ରଖିବେ ରାଜ୍ୟବାସୀ l ପିତା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପି ଆସିକା ଉପନିର୍ବାଚନ ଲଢ଼ି ସାଂସଦ ହେଲେ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ l ସମୟ ବଦଳିବା ସହ ଏବେ ଅନେକ କିଛି ବଦଳିଯାଇଛି ସିନା, ହେଲେ ନବୀନ ବାବୁଙ୍କ ରାଜନୈତିକ ଜୀବନର ପ୍ରାରମ୍ଭ ଏକ ଭିନ୍ନ ସ୍ମୃତି l
#NaveenPatnaik #sankalptv

Пікірлер: 682
@jyotirmayeeparida9441
@jyotirmayeeparida9441 8 ай бұрын
ମୁଖ୍ୟମନ୍ତ୍ରୀ ପଦ ଯଦି ଏକ ପୋଷାକ ହୁଏ ତେବେ ସେ ପୋଷାକ ଆପଣଙ୍କୁ ବେଶ୍ ଭଲ ମାନେ ❤ ଜଣା ନାହିଁ ଏ କଣ ହେଲା ଓ କେମିତି ହେଲା ହେଲେ ଭାରି ଦୁଃଖ ଲାଗୁଛି😢 ଆପଣଙ୍କ ଭଳି ଜଣେ ମହାନ୍ ନେତା ଙ୍କୁ ହରେଇକି
@diptimallik2499
@diptimallik2499 8 ай бұрын
Kan kahile apana
@jyotirmayeeparida9441
@jyotirmayeeparida9441 8 ай бұрын
​@@diptimallik2499 😊
@pramodkumardas4507
@pramodkumardas4507 8 ай бұрын
ସମସ୍ତଙ୍କ ହୃଦୟର ରାଜା ନବୀନ ବାବୁ
@sujitcreation1719
@sujitcreation1719 8 ай бұрын
ଆମ ହୃଦୟରେ ସବୁବେଳେ ରହିବେ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ ❤❤😢😢
@basantkumarbeura8497
@basantkumarbeura8497 8 ай бұрын
ଆପଣ ଜଣେ ଦରଦୀ ମଣିଷ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଭବେ ପାଇ ଏ ମାଟି ଧନ୍ୟ ଶତ କୋଟି ନମନ ହେ ଜନନାୟକ
@SUMANTA572
@SUMANTA572 8 ай бұрын
ପାଣ୍ଡୁ ପାଇଁ ଜଣେ ନିରୀହ ମଣିଷ ବଳି ପଡ଼ିଗଲେ 🥺💔 best CM Naveen Babu 💚 ଆପଣଙ୍କୁ ଧନ୍ୟବାଦ ଆମକୁ ଏତେ ସୁନ୍ଦର ଓଡିଶା ଦେଇଥିବାରୁ Jay Naveen Babu 💚 Jay Jagannath ⭕❗⭕
@JiteshKumarTandi
@JiteshKumarTandi 8 ай бұрын
Thik kahila bhai
@cuteshort418
@cuteshort418 8 ай бұрын
Tame sabu bjp wala
@Learn_with_Rajat917
@Learn_with_Rajat917 8 ай бұрын
💯✅
@sbscreations50
@sbscreations50 8 ай бұрын
4.5 cr janata bali padile, khali Jane nuha
@Factenda-tm7yb
@Factenda-tm7yb 8 ай бұрын
Bhai pandian ku michhare kahin blame kar6
@pradhanashok5005
@pradhanashok5005 5 ай бұрын
୧୯୯୯ ମହାବାତ୍ୟା ପରେ ଓଡ଼ିଶା କଣ ଥିଲା, ୨୦୨୪ ରେ ଓଡ଼ିଶା କଣ ଅଛି, ବର୍ତ୍ତମାନ ଓଡିଶା, ନବୀନ ବାବୁ ଙ୍କ ଅବଦାନ । ଅନେକ ମୁଖ୍ୟମନ୍ତ୍ରୀ ଆସିବେ ଓ ଯିବେ, କିନ୍ତୁ ଆପଣ ପ୍ରତି ଓଡ଼ିଆ ଙ୍କ ହୃଦୟ ରେ ସଦା ସର୍ବଦା ରହିବେ ।
@biswaranjanpattanaik6201
@biswaranjanpattanaik6201 8 ай бұрын
ହେ ନବୀନ ବାବୁ ଆଜି ବି ଆମେ ତମ ଫ୍ୟନ୍ ❤....love you sir you are the best CM ever, Odisha still love to and always will be.... please take care of your health 🙏
@princessPihu-rg2jw
@princessPihu-rg2jw 8 ай бұрын
best cm in India only Naveen sir
@BikramO-d2h
@BikramO-d2h 8 ай бұрын
ଜଣେ ସତ୍ୟବାନ ମୁଖ୍ୟମନ୍ତ୍ରୀ 🙏🙏🙏
@PuspalataRaul-b8n
@PuspalataRaul-b8n 8 ай бұрын
ଆମ ହୁର୍ଦୟର ହିରୋ❤❤❤
@gourishankar6335
@gourishankar6335 8 ай бұрын
Great cm very humble honest no one can replace him ..odisha's pride for ever no one can sit..
@LaPlaya-rw1cp
@LaPlaya-rw1cp 7 ай бұрын
Ire Mohan kahuchi sie Naveen ku replace karidaba
@rajatkumarduttabeautyliesi3154
@rajatkumarduttabeautyliesi3154 8 ай бұрын
ଜଣେ ସଚ୍ଚୋଟ ପଣିଆର ନିର୍ଭୀକ ମଣିଷ ଓ ପରେ ମୁଖ୍ୟମନ୍ତ୍ରୀ, ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ । ଏ ଭଳିଆ ମଣିଷ ଙ୍କ ପାଇଁ ଉପମା ନାହିଁ । Legend of Odisha .u will always be in the hearts of Odia. Hats off 👍👍👍
@gourishankar6335
@gourishankar6335 8 ай бұрын
Great writer,great leader with simplicity...wow the "Naveen of odisha"....
@prabhasbaral
@prabhasbaral 8 ай бұрын
Keteta bahi padhicha tankara.
@manasmitamartha9313
@manasmitamartha9313 8 ай бұрын
Right he is a good person .
@Jagannathadham
@Jagannathadham 8 ай бұрын
ନବୀନ ସାର ହାରିନାଁହାନ୍ତି, ପାଣ୍ଡିଆନ ବାବୁ ହାରିଛନ୍ତି, ନବୀନ ସାର ସାଡେ ଚାରି କୋଟି ଓଡ଼ିଆ ଙ୍କର ସ୍ପନ୍ଦନ, ମୁଁ ମୋ କଥା କହିବି ନବୀନ ବାବୁଙ୍କ ଭଳି ଏତେ ଭଲ ଲୋକ ଆଉ କେବେ ମିଳିବେ ନାହିଁ, ଜଗନ୍ନାଥ ଙ୍କ ପାଖରେ ମୋର 🙏କୋଟି ନମସ୍କାର ଆମ ଓଡିଶା ପାଇଁ ନବୀନ ବାବୁଙ୍କ ଭଳି ଭଲ ଲୋକ ଟେ ଦରକାର 😔😔😔😔😔
@SagarSwain-ug8ql
@SagarSwain-ug8ql 8 ай бұрын
Pandian bi Kharap loko nuhe
@_shreya15
@_shreya15 7 ай бұрын
Sata Katha kahile.a sabu BJP ra planing Pandian sir nku defame karibara .Pandian sir nku hateile Sina semane bjd ku election re hareiparibe kintu aee ghatia politics kichi Loko bujhi parileni ki bujhibaku bi chahunahanti
@kalyantrick8528
@kalyantrick8528 7 ай бұрын
To maa ku gehibi
@newbiggingindia3853
@newbiggingindia3853 2 ай бұрын
Right ​@@_shreya15
@lbig5443
@lbig5443 8 ай бұрын
ନବୀନ ବାବୁ ଆମର କେତେ ଭଦ୍ର, ନମ୍ର, ଜ୍ଞାନୀ, ଗୁଣି, ସରଳ, ସଚ୍ଚୋଟ, ନିରାଡମ୍ବର। ଆପଣଙ୍କୁ ଏ ଓଡ଼ିଆ ଜାତି ସବୁବେଳେ କାଳ କାଳ ଯାଏ ମନେ ରଖିବ ଆଜ୍ଞା। ଓଡ଼ିଆ ମନେ ନବୀନ ଏବଂ ନବୀନ ମନେ ଓଡ଼ିଶା। ଆମ ଓଡ଼ିଶା ନବୀନ ଓଡ଼ିଶା। ଆପଣଙ୍କ ଅବଦାନ ସ୍ୱର୍ଣକ୍ଷର ରେ ଓଡିଶା ଇତିହାସ ରେ ବର୍ଣିତ ହେବ। ଆପଣ ଓଡିଶା ପାଇଁ ଯାହା କରିଛନ୍ତି ଲୋକ ମନେ ରଖିବେ, ଆପଣଙ୍କୁ ଅନନ୍ତ କାଳ ପାଈଁ ଏମିତି ଭଲ ପାଇବା ଦେଉଥିବେ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସବୁ ବେଳେ ଖୁସିରେ ରଖିଥାନ୍ତୁ। ଓଡ଼ିଶା କୁ ପ୍ରତେକ୍ କ୍ଷେତ୍ର ରେ ଆପଣା ପ୍ରଥମ ସ୍ଥାନ ରେ ପହଚେଇଛନ୍ତି । ❤️❤️❤️❤️😭😭😭😭😭 ଆଉ କିଛି ଶବ୍ଦ ନାହିଁ ଆଜ୍ଞା ଆପଣ ଙ୍କୁ ବର୍ଣ୍ଣନା କରିବା ପାଈଁ। ମୁଁ ଆପଣଙ୍କ, ସେଇ ପ୍ରିୟ ର ଓଡ଼ିଆ ବାସି।
@rashmitaparija7426
@rashmitaparija7426 8 ай бұрын
😭😭😭😭😭
@lifeofcho3218
@lifeofcho3218 8 ай бұрын
😢​@@rashmitaparija7426
@PinkiSahoo-eq9ft
@PinkiSahoo-eq9ft 7 ай бұрын
❤❤❤❤❤❤❤
@jaganvideography
@jaganvideography 8 ай бұрын
Miss You Sir🙏🙏🙏 Aapna Hari Ki Odisha Lokanka Hrudayare Rahi Jai6anti India Best C. M Sir Naveen Patnaik Apana Sabu Bele Khusi Ruahantu o Sustha Ruhantu Puni Naveen Odisha Heba. Miss You Sir 🙏 Jya Jagannath 🙏🙏🙏 Jya maa Samlei🙏🙏🙏
@vincentbilung9836
@vincentbilung9836 8 ай бұрын
world famous best CM of our Odisha no one can replace him.. Odisha will miss forever
@jagannathpattnaik5621
@jagannathpattnaik5621 8 ай бұрын
Excellent no vlog have ever shown 😢such a great moments with great person like Naveen Patnaik really appreciable
@AshaRani-ih3vr
@AshaRani-ih3vr 8 ай бұрын
ଆପଣଙ୍କୁ ହୋରେଇଲା ପରେ ଓଡିଶାବାସୀଙ୍କ ସହ ମୋର ହୃଦୟ ମଧ୍ୟ ଅତିଶୟ କାନ୍ଦୁଛି... ପ୍ରତ୍ୟେକ ଓଡିଶାବାସୀଙ୍କ ଦୁଃଖ ସୁଖର ସାଥି ଯେ ଆପଣ ଏହା ଓଡିଶାବାସୀ କେବେ ଭୁଲିବନି...
@Kalingatraveller636
@Kalingatraveller636 2 ай бұрын
ଓଡ଼ିଶା ବାସୀ ଙ୍କ ର ନୁହେଁ.. କେବଳ ବିଜେଡ଼ି ଦଲାଲ ଙ୍କ ଆତ୍ମା କାନ୍ଦୁଛି..😂
@RajababuMontry
@RajababuMontry 2 ай бұрын
ସାର ନବୀନ ସାର ଙ୍କ ପିଲା ବେଳ ଫୋଟ ସେଣ୍ଡ କରନ୍ତୁ ପ୍ଲିଜ଼
@ersubhasish
@ersubhasish 8 ай бұрын
ଓଡ଼ିଶା କୁ ଆଗକୁ ବଢ଼ିବାରେ କେବଳ ନବୀନ ପଟ୍ଟନାୟକ ଙ୍କ ହାତରେ ଥିଲା। ଏ କାମ କୁ ସୁରୁଖୁରୁ ରେ ସେ ସମ୍ପାଦନ କରିଛନ୍ତି। ତାଙ୍କୁ ହୃଦୟ ରୁ ପ୍ରଣାମ,ଏପରି ମୁଖ୍ୟମନ୍ତ୍ରୀ ନା କେହି ଥିଲେ ନା କେହି ଆସିବେ।❤
@Rambabuod
@Rambabuod 8 ай бұрын
Apananka odia amaku bhala lage .. sir . Miss you.. love you.
@TarakantaPanigrahi-z6y
@TarakantaPanigrahi-z6y 8 ай бұрын
ଜଣେ ସଚ୍ଚୋଟ ମଣିଷ
@JenaTofan
@JenaTofan 8 ай бұрын
Pandu barbad Kari dela
@LipsamayeeMohapatra-bt6fn
@LipsamayeeMohapatra-bt6fn 8 ай бұрын
Aap humare dill mein hai sir. Thanks a lot sir you r giving proudfull odisha. You are great sir. We are never forget that. You are spent a long time our heart. We are salute you 🇮🇳. ବନ୍ଦେ ଉତ୍କଳ ଜନନୀ
@BuddhadevPradhan-ru1vd
@BuddhadevPradhan-ru1vd 7 ай бұрын
ସ୍ଵର୍ଣ୍ଣାକ୍ଷରେ ଲେଖା ହବ ତମ ଅବଦାନ ହେ ନବୀନ ବାବୁ ଆମେ ତମ ଫେନ୍ ❤❤❤
@Kalingatraveller636
@Kalingatraveller636 2 ай бұрын
ଅଙ୍ଗାର ରେ ଲେଖା ହବ... ୫୦୦/- ଟଙ୍କା ବେପାରୀ ର ନାଁ 😂😂
@dhirendranathmohanty2966
@dhirendranathmohanty2966 8 ай бұрын
ଜଣେ ସଚ୍ଚୋଟ ମୁଖ୍ୟମନ୍ତ୍ରୀ
@hungamatoday4876
@hungamatoday4876 8 ай бұрын
Jay nabin
@judhistirmallik2864
@judhistirmallik2864 8 ай бұрын
mo bala mukhyamantry
@pinku_005
@pinku_005 8 ай бұрын
ଆଉ ଭଗବାନ ଙ୍କ ଅବତାର ତ 😂
@nuapadafusecall
@nuapadafusecall 8 ай бұрын
Right bhai
@nuapadafusecall
@nuapadafusecall 8 ай бұрын
​@@pinku_005amiti kuhani se bhagaban❤ nuhanti...but jariya hisabare nabin babu jau manisha bhagaban ❤nuhanti
@kokinipaik4463
@kokinipaik4463 8 ай бұрын
We need him back .....🤍 Naveen sir
@samikshyapati8199
@samikshyapati8199 8 ай бұрын
ଦୀର୍ଘ ୨୪ ବର୍ଷ ଭିତରେ ଲୋକଟା ଚରିତ୍ର ରେ ଟିକେ ବି ଦାଗ ଲାଗିନି 🥺🥺 ହେଲେ ଆଜିର ଓଡିଶା ବାସୀ ଦାଗୀ ଲୋକ ମାନଙ୍କୁ ଭୋଟ ଦେବାକୁ ପସନ୍ଦ କଲେ 💔😢😕😓
@Maahikuanr
@Maahikuanr 8 ай бұрын
ନବୀନ ବାବୁ ଭଲ ହେଲେ । ତାଙ୍କ ଦଳର ସବୁ choor ଥିଲେ ସେଥି ପାଇଁ ହାରିଲେ।
@Skybluewindcool
@Skybluewindcool 8 ай бұрын
​@@MaahikuanrNabin babu ta jail jibe khub sighra khani durniti mamla re 😂😂😂 au dhire dhire odia kahiba sikhibi kahithile dhanya aji paryanta sikhi parileni 😂😂😂
@Alekha-
@Alekha- 8 ай бұрын
​@@Skybluewindcooldurniti kn kn karichhanti tike kahiba
@SagarSwain-ug8ql
@SagarSwain-ug8ql 8 ай бұрын
Odia na sikhantu kintu 24 barasa odia lokonku sambhali aasichhanti
@SagarSwain-ug8ql
@SagarSwain-ug8ql 8 ай бұрын
Tankara a balidan bahut bada ❤❤❤❤
@amiyaranjanbehera4124
@amiyaranjanbehera4124 8 ай бұрын
ଆମକୁ ନବୀନ ସରକାର ଦରକାର
@Kalingatraveller636
@Kalingatraveller636 2 ай бұрын
ତତେ ମାଗଣା ସରକାରୀ ଟଙ୍କା ଦରକାର.. 😂 ସତ କଥା କହ ନବୀନ ଖାଲି ଗୋଟେ ଯୋକର ହୋଇ ରହିବ ଯେତେ ପାରିବ ବିଜେଡ଼ି ନେତା ସରକାରୀ ଲୋକ ଙ୍କ ଟଙ୍କା କୁ ଲୁଟ କରି ଖାଇବ.. ତେଣୁ ନବୀନ ସରକାର ଦରକାର
@ChinmayKumarSahu.
@ChinmayKumarSahu. 8 ай бұрын
Love you sir 🥺 i can't tell you how difficult it is to deal with this situation 😔 I'm very sad that naveen patnaik is lost his position sir honestly i feel so bad last 2 days 🥺 Back again sir please 🥺❤️ A huge thanks and regards to you sir ... Sir stay healthy, jai jagannath ❤❤❤❤❤❤❤❤❤
@lalitmohanpradhan3427
@lalitmohanpradhan3427 8 ай бұрын
ଓଡିଶା ପାଇଁ ଆପଣଙ୍କ ଅବଦାନ ମହାନ ଆଉ ଅତୁଲ ନିଅ ❤❤❤❤❤❤
@BelieveRadiobySwati
@BelieveRadiobySwati 8 ай бұрын
Best Chief Minister of India ❤
@sanjibnayak7591
@sanjibnayak7591 8 ай бұрын
You are best cm of odisha India Naveen Patnaik cm sir Jay Jagannath
@onlyshorts175
@onlyshorts175 8 ай бұрын
World best cm Nabin patnaik.sir tuma pain mu bahut kanduchhi tamaku Bhagavan bhalare Rakhi thantu Puni next election re apana cm nischaya hebe
@bishnupriyadasdas
@bishnupriyadasdas 8 ай бұрын
Whatever...... but Naveen sir is always in our heart ❤we are always with him....thanks a lot to him that he is really a perfect man and did a lot of things for Odisha
@antaryami-wk4yi
@antaryami-wk4yi 8 ай бұрын
ଆଜିବି ଭାବି ପାରୁନୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନାହାନ୍ତି ବୋଲି ସମସ୍ୟାଟି ହେଲା...... ସ୍ବଧର୍ମେ ନିଧନ ଶ୍ରେୟ8 ପରଧର୍ମେ ଭୟାବହ l କୋଟି ଓଡ଼ିଆର ନୟନ ପିତୁଳା ଭଳି ଜାବୁଡି ରଖିଥିବା ଅମୁଲ୍ୟ ନିଧି ଟିକୁ ପ୍ରଭୁ ଜଗନ୍ନାଥ ଉଦ୍ଧାର କରି ବଂଚେଇଦେଲେ 🙏 ନିର୍ବାଚନରେ ହାରିବା ଅଭିଶାପ ନୁହେଁ ବରଂ ତାଙ୍କ ପ୍ରତି ଆଶୀର୍ବାଦ 🙏 ସେ ଦୀର୍ଘାୟୁ ହୁଅନ୍ତୁ ସୁସ୍ଥରେ ରୁହନ୍ତୁ 🙏 ଧନ୍ୟବାଦ ଅଶୋକ ସାର ଭଲ ସମ୍ପତ୍ତି ଟିଏ ଠିକ ସମୟରେ ଆପଣ ଓଡିଶା ବାସୀଙ୍କୁ ଭେଟି ଦେଇଛନ୍ତି ଯାହାଦ୍ୱାରା ଆହୁରି ଶ୍ରଦ୍ଧା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଉପରେ ଅଜାଡି ହେଇଗଲା 🌹🌹🌹🌹
@dillipkumarrout2143
@dillipkumarrout2143 8 ай бұрын
Nabin babu Odisha basinka pakhare sabu dina pain chira smaran🙏
@reetap4008
@reetap4008 8 ай бұрын
କୁମ୍ଭୀର କାନ୍ଦଣା କାହିଁକି? ମୋଦୀ କଥାରେ ଭାଷୀ ଯାଇ ନବୀନ ବାବୁ ଙ୍କୁ ଛୁରୀ ମାରିଛ ମୁଁ ୨୫ବର୍ଷ ହେଲା ଯୋଡ଼ି ଶଙ୍ଖ ରେ vote ଦେଇଛି ,ମାରିବା ଯାଏଁ ଦେବି 🙏
@KISHORIBANUA
@KISHORIBANUA 8 ай бұрын
ଆମେ ପୁଣି ଥରେ ଭୋଟ ଦେଇଥନ୍ତୁ। ଭୋଟ ନଦେବାର କାରଣ ହେଲା ସେ ପଣ୍ଡିଆନ ନାମକ ତାମିଲ ସାପ କୁ ଓଡ଼ିଶା ରେ କ୍ଷୀର ଦେଇ ପୋଷୁ ଥିଲେ। ନବୀନ ସାର ଙ୍କ ଦେହାନ୍ତ ପରେ ଓଡ଼ିଶା କୁ ବିକ୍ରି କରିଥାନ୍ତେ ।
@lenkasraban2708
@lenkasraban2708 8 ай бұрын
He is a warrior.
@_random_info
@_random_info 8 ай бұрын
​@@reetap4008BJP jitiba requirement thila, pandian ku talaku aniba requirement thila. But Naveen babu nka pain sabubele respect rahiba
@କଳ୍କୀ
@କଳ୍କୀ 8 ай бұрын
ନବୀନ ପଟ୍ଟନାୟକ ପ୍ରତି ମୋର ସବୁ ବେଳେ ଭଲ ପାଇବା ରହିବ
@lokanathtanty-us2oj
@lokanathtanty-us2oj 8 ай бұрын
Emitia jana nayak gotae jugare thare janma hue, ehi mahan jana nayaka nku mora koti koti pranam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Skybluewindcool
@Skybluewindcool 8 ай бұрын
😂😂😂😂😂
@rinamohanty-tw5tm
@rinamohanty-tw5tm 7 ай бұрын
Naveen Sir, amara mukhyamantri thile ,achanti au rahithibe madhya sabubele ama hrudayare ,sabudina paen
@mousumikumari2782
@mousumikumari2782 8 ай бұрын
Au thare election heu amar Naveen darkar
@ranjandas-hd7ge
@ranjandas-hd7ge 8 ай бұрын
We want u again. Naveen sir
@minatipattnaik3646
@minatipattnaik3646 8 ай бұрын
His vision is to upgrade odisha and a good writer like N. Patnaik is a mirror of society
@mahapatrajyoti3908
@mahapatrajyoti3908 8 ай бұрын
ଓଡ଼ିଆ କହି ଜାଣି ନଥିବା ଲୋକ ଟି ଆଜି ସମସ୍ତଙ୍କର ଆପଣାର ହେଇଯାଇଛି
@deviprasaddalei8609
@deviprasaddalei8609 8 ай бұрын
ସବୁ କମେଣ୍ଟ ମଧ୍ୟରେ ତୁମ କମେଣ୍ଟ ମୂଲ୍ୟହୀନ, ଥରେ ପଢି ଦେଖ
@mahapatrajyoti3908
@mahapatrajyoti3908 8 ай бұрын
@@deviprasaddalei8609 ହଉ ସେଥିରେ ତୁମର ଅସୁବିଧା kn ହେଲା
@mahapatrajyoti3908
@mahapatrajyoti3908 8 ай бұрын
@@deviprasaddalei8609 ତୁମର kn ଅସୁବିଧା ହେଲା
@sanjibkumarsahoo4748
@sanjibkumarsahoo4748 2 ай бұрын
Popular no 1 Chief Minister.
@unionics
@unionics 8 ай бұрын
We missed a Jewel person to be our mentor. 🙏🙏 Hope God gives you Good health and a comeback.
@sujatasahu4593
@sujatasahu4593 8 ай бұрын
ଆମର ପ୍ରିୟ ମୁଖ୍ୟମନ୍ତ୍ରୀ କିଏ ହେଵ ତାଙ୍କ ସରି
@puspanjalhipadhi2535
@puspanjalhipadhi2535 8 ай бұрын
Amo Naveen sir agoru jemiti ebe b semiti ❤❤❤
@prabinkumardas5203
@prabinkumardas5203 7 ай бұрын
Our Best chief minister sir❤❤❤
@Sravan8042m
@Sravan8042m 8 ай бұрын
Jai Shree Jagannath 🙏 You were, you are and you will remain the best CM for Odia people always dear Naveen babu❤🙏.
@pragyansutradhar6904
@pragyansutradhar6904 7 ай бұрын
All time favourite CM Naveen Patnaik 😊 we love our Naveen Patnaik 😊
@chandankumarnayak2832
@chandankumarnayak2832 8 ай бұрын
All time great Cm from odisha Mr.Naveen Babu I miss you ❤😢😂
@GS..SGMS.143
@GS..SGMS.143 8 ай бұрын
Sir ଆପଣ ଯାହା କରିଛନ୍ତି ଓଡ଼ିଶା ପାଇଁ ଆଉ କେହି କରିପାରିବେନି the great CM 🙏🙏
@Skybluewindcool
@Skybluewindcool 8 ай бұрын
Odisha ku 25 barsha dhari luti khai loka ku magena khuai khuai bhikari baneideichanti au vote hatei chalithile. Odisha ru gote papa gala
@SinuDasOdiaVlogs
@SinuDasOdiaVlogs 8 ай бұрын
ନବୀନ ସାର୍ ଆପଣ ଙ୍କୁ 🙏🙏🙏🙏🙏
@MousumiDas-wk6hk
@MousumiDas-wk6hk 8 ай бұрын
Odisha ra vagban kahile Kam padiboni love' you Naveen sir ❤❤❤
@sujata489
@sujata489 8 ай бұрын
The best hero in this world
@akhilkumarray3930
@akhilkumarray3930 8 ай бұрын
I am so proud of u Sir 🙏 NABIN is not only a name it's a brand 🙏🙏 🙏
@sarojiniparida6983
@sarojiniparida6983 7 ай бұрын
Hai bhagwan aama Naveen sir kete sachot ,neriho ,sarala manisha
@PratapBhai-tw1mu
@PratapBhai-tw1mu 8 ай бұрын
Jagannath Tam ku bhalare rakhantu my favourite nabin Babu ❤
@rabindralakra7812
@rabindralakra7812 3 ай бұрын
ନବିନ ❤❤❤❤
@priyadarsinimohanty7790
@priyadarsinimohanty7790 8 ай бұрын
❤our great leader Naveen sir🎉
@sumantakumar77
@sumantakumar77 8 ай бұрын
Jay Jagannath,Apana sabu Dina pain Mane Rahibe
@swagatdas7828
@swagatdas7828 4 ай бұрын
Best chief minister Naveen pattanik sir ❤️🙏🏻
@jyotiranjangudiadocuments5447
@jyotiranjangudiadocuments5447 8 ай бұрын
ବହୁତ୍ ପୁରୁଣା ଚିତ୍ର dekheithibaaru ଧନ୍ୟବାଦ୍
@Ritesh.KumarSahu
@Ritesh.KumarSahu 8 ай бұрын
Duniya re sabuthu best cm naveen patnaik
@satyabratadas3635
@satyabratadas3635 8 ай бұрын
Kete sundar loka kete Sundar chinta dhara miss you legend 😢😢
@ipsitasatapathy7928
@ipsitasatapathy7928 8 ай бұрын
We want Naveen sir again❤
@pranatisamantaray144
@pranatisamantaray144 8 ай бұрын
Correct
@pranatisamantaray144
@pranatisamantaray144 8 ай бұрын
God semiti Kari diante ki au thare
@ChinmayKumarSahu.
@ChinmayKumarSahu. 8 ай бұрын
Yes honestly without him odisha is incomplete.. but i have a huge trust on Lord Jagannath that he will decide the best 🤞 sir come back again love you and huge thanks for everything 😘😘😘
@ManoramaMohapatra-du1lb
@ManoramaMohapatra-du1lb 7 ай бұрын
ଆପଣଙ୍କୁ କୋଟି ନମନ । ଉତ୍କଳ ଜନନୀ ର ସୁଯୋଗ୍ଯ ବରପୁତ୍ର ।
@pinkiji7831
@pinkiji7831 7 ай бұрын
King always king..anyways looks so handsome ,our best cm❤
@manoranjansamal3343
@manoranjansamal3343 8 ай бұрын
Clean politics and best humble man , ❤
@pragyansutradhar6904
@pragyansutradhar6904 7 ай бұрын
He did excellent work for Odisha 😊 but people forget his commitment 😮
@kishorchandrapailadipu4487
@kishorchandrapailadipu4487 8 ай бұрын
Nabin babu nka vali mukhyamantri kebe milibeni odisha ku
@jagannathbhagwan9385
@jagannathbhagwan9385 7 ай бұрын
ଆପଣଙୁ ବହୁତ ବହୁତ ଧନ୍ୟବାଦ
@manojsahoo2775
@manojsahoo2775 8 ай бұрын
ସୁନ୍ଦର ମଣିଷ ,,
@soumyaranjanbal9177
@soumyaranjanbal9177 8 ай бұрын
Our emotion NAVEEN PATTNAIK ❤️
@biswambharjhankar3812
@biswambharjhankar3812 8 ай бұрын
Kehibi bhuliparibeni Sir,❤❤❤ Love u Nabin Babu.
@pravatiswain4247
@pravatiswain4247 8 ай бұрын
Lots of respect for our C.M. Sir🙏🙏
@papun6732
@papun6732 29 күн бұрын
Naveen babu ❤
@ramkhora6924
@ramkhora6924 8 ай бұрын
Good bless you Navin patnaik ❤❤❤❤
@ollywoodcomedylifestyle7811
@ollywoodcomedylifestyle7811 7 ай бұрын
it is clear that Mr Naveen Pattnaik was very clear on his voice before as now....
@s.mohapatra2535
@s.mohapatra2535 8 ай бұрын
True, humble, great and the son of legendary biju babu.. Ama Nabeen patnaik 🙏😭
@lenkasraban2708
@lenkasraban2708 8 ай бұрын
ଜଣେ ସଚ୍ଚୋଟ ଜନନାୟକ।
@gaonkhabar9649
@gaonkhabar9649 7 ай бұрын
ଓଡ଼ିଶା ର ଗର୍ବ ନବୀନ ବାବୁ
@jagadevdas5297
@jagadevdas5297 7 ай бұрын
Undoubtedly the Best ❤
@DeepakPatra-gm7mp
@DeepakPatra-gm7mp 8 ай бұрын
Naveen Patnaik ❤❤❤
@lepanpadhan8374
@lepanpadhan8374 8 ай бұрын
The great CM Nabeen Patnayak
@gouttamnayak3497
@gouttamnayak3497 8 ай бұрын
ଅଶୋକ ଦାସ କୁ ଆଜି ଦେଖିଲି ❤ DD6 ରେ ତାଙ୍କୁ ଦେଖି ଥିଲି
@apsrachuta37
@apsrachuta37 8 ай бұрын
Nice Reporter
@sanjaykumarpanda2365
@sanjaykumarpanda2365 7 ай бұрын
ଅଶୋକ ଦାସ ❤❤❤❤❤❤❤❤
@gitanjalimohanty3294
@gitanjalimohanty3294 8 ай бұрын
You are always in our heart We love you Sir🙏
@rupakkumar6712
@rupakkumar6712 4 ай бұрын
Jay Naveen Babu ❤
@Bidisha7809
@Bidisha7809 8 ай бұрын
Jai Shree Jagannath 🙏 Love you Naveen babu❤. Will miss you a lot. You were, you are and you will remain the best CM for Odia people always. We lost our Kohinoor😢.
@makarandbisoi3445
@makarandbisoi3445 8 ай бұрын
Great person and good C.M odisha .
@Sidheswar80
@Sidheswar80 8 ай бұрын
Love you Naveen Sir ❤❤❤❤❤
@RajashreePadhi-qj9er
@RajashreePadhi-qj9er 8 ай бұрын
Ara thara jemiti hau naven Patnaik jitibe
@rajeswarikayastha
@rajeswarikayastha 8 ай бұрын
best cm in India and you are Dimond in Odisha
@SanjeebJena-k1x
@SanjeebJena-k1x 7 ай бұрын
Love you Naveen sir
@laxmidharswain8981
@laxmidharswain8981 7 ай бұрын
All time best chief minister of india.jagannathanka krupa tum upare rahithau.
@papunadethi9371
@papunadethi9371 8 ай бұрын
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ
@TapasBabuChannel
@TapasBabuChannel 8 ай бұрын
I love you Naveen Babu always forever
@bkpramodjena1594
@bkpramodjena1594 5 ай бұрын
ନବୀନ ପଟ୍ଟନାୟକ🙏🙏
@Utkarsh8823
@Utkarsh8823 7 ай бұрын
Naveen କେବଳ Naveen ଙ୍କୁ ହି ବିଶ୍ବାସ କରେ। ଓଡ଼ିଶା future ପାଇଁ ନିଜ ପରି ସେ ଗୋଟେ ବହୁତ୍ ସଚ୍ଚୋଟ intelligent ଆଉ hard working ଲୋକ ready କରିଥିଲେ। BJP , Soumya ranjan ପରି କିଛି BJD ନେତା ଯେଉଁ ମାନ ଙ୍କ ସ୍ବାର୍ଥ ରେ ବାଧା ଆସିଲା, ସେମାନେ ନିଜର media Power ଲଗେଇ ଲୋକ ଙ୍କ ମୁଣ୍ଡରେ ଏଇଟା ଭର୍ତ୍ତି କଲେ। ଆଉ ଛଳ କରି ଜିତିଲେ and sabu ଦୋଷ Pandian nka ଉପରେ ଲଦି ଦେଲେ। ଓଡ଼ିଶା ର ଦୁର୍ଭାଗ୍ୟ , Pandian ଙ୍କ ପରି ଜଣେ ଲୋକ ଙ୍କୁ ଓଡ଼ିଶା ହରେଇଲା।
@satyajitbiswal2740
@satyajitbiswal2740 8 ай бұрын
Apana nku rqst karuchu au dukha diantu nahun 😢…Kemiti Jaldi a 5yrs palau…Au a Bekari janata party ra govt jau….Naveen sir jindabad 🫡🫡🫡
Atal Bihari Vajpayee and the days of BJD-BJP alliance
5:45
Kalinga TV
Рет қаралды 641 М.
So Cute 🥰 who is better?
00:15
dednahype
Рет қаралды 19 МЛН
It’s all not real
00:15
V.A. show / Магика
Рет қаралды 20 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
In Focus Naveen Patnaik
25:18
itvindia
Рет қаралды 125 М.
🔵 Unveiling The Truth With Jatra Actress Rani Panda || Kanak News
23:22
So Cute 🥰 who is better?
00:15
dednahype
Рет қаралды 19 МЛН