No video

Sankar New Odia Film Shooting Set

  Рет қаралды 4,713

MUODIA TV

MUODIA TV

Күн бұрын

ଏସ.ଡ଼ି ଫିଲ୍ମସ ବ୍ୟାନରରେ ଏକ ଦମଦାର କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର "ଶଙ୍କର" ରେ ମୁଖ୍ୟ ଚରିତ୍ରରେ ଏକାଠି ନଜର ଆସିବେ ଦୁଇ ଷ୍ଟାର୍ l ସୁପର୍ ଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ନବାଗତ ପାୱାର ଷ୍ଟାର୍ ଦେବାନନ୍ଦ ଙ୍କୁ ଦେଖିବାକୁ ମିଳିବ l ଏହା ବ୍ୟତିତ ଦେବାନନ୍ଦଙ୍କ ବିପକ୍ଷରେ ନାୟିକା ଦିବ୍ୟାଦିଶା ଙ୍କୁ ଦେଖିବାକୁ ମିଳିବ । ଦେବାନନ୍ଦ ଓ ଦିବ୍ୟାଦିଶା ଙ୍କ ରୋମାନ୍ସ କୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା କରାଯାଉଛି ।ପ୍ରାୟ ତିନି ଦଶନ୍ଧି ଧରି ଓଡ଼ିଆ ସିନେ ଜଗତର ରାଜ୍ କରି ଆସୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦର୍ଶକ ଏକ ନୂଆ ରୂପରେ ଦେଖିବାକୁ ପାଇବେ। ଏହି ସିନେମାରେ ସେ ପରିବାରର ବଡ଼ଭାଇ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର କଥାବସ୍ତୁ ଅନୁଯାୟୀ ସାବତ ପୁଅ ପରିବାରକୁ ବିପଦରୁ ରକ୍ଷା କରେ। ଆଉ ଏହି ସାବତ ପୁଅ ଶଙ୍କର ଭୂମିକା ନିଭାଇଛନ୍ତି ସିଦ୍ଧାନ୍ତ। ଅନ୍ୟମାନଙ୍କ ମଧ୍ୟରେ ଏହି ଓଡ଼ିଆ ଛବିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ସିଭ, ସୁପ୍ରିୟା, କୁନା ତ୍ରିପାଠୀ, କେ କେ, ବିଜୁ ବଡ଼ଜେନା,କାଳୀ, ଦୀପ୍ତିରେଖା ପଣ୍ଡା, ନୁପୁର ଘୋଷ ଓ ମିତା ଚକ୍ରବର୍ତ୍ତୀ ଙ୍କୁ ଦେଖିବାକୁ ମିଳିବ l ଅନ୍ୟାନ୍ୟ ଭୂମିକାରେ ସୁଶାନ୍ତ, ଡାକ୍ତର ଅନନ୍ତ ଆଚାର୍ଯ୍ୟ, ପ୍ରମୁଖଙ୍କୁ ବି ଦେଖିବାକୁ ମିଳିବ।
ଏସଡି ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦେଶକ ହେଲେ ଏନ୍ ପାଢ଼ୀ, ଯିଏ କି ଆଗରୁ ଏ ମନ ମାନେନା, ଆରେ ସାଥୀ ଆ, ମୁନ୍ନା-ଏ ଲଭଷ୍ଟୋରି ଓ ମନେ ମନେ ମନ ଖୋଜୁଥିଲା ଆଦି ସିନେମାର ନିର୍ଦେଶନା ଦେଇଛନ୍ତି। ସେ ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ବି ରଚନା କରିଛନ୍ତି। ଏହାର ସଂଳାପକାର ହେଲେ ମନୋରଂଜନ ଦାସ ଓ ସଙ୍ଗୀତକାର ବୈଦ୍ୟନାଥ ଦାଶ। ଅରବିନ୍ଦ ସାହୁ ‘ଶଙ୍କର’ର ପ୍ରଯୋଜକ। ଅଜିତ ଦାସ ଏହାର ସିନେମାଟୋଗ୍ରାଫର୍।ଚଳଚିତ୍ରରଟି ଦଶହରା ବଜାରରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି l

Пікірлер: 3
@laxmidharjena5427
@laxmidharjena5427 2 жыл бұрын
Nice
@diptiranjancreations5848
@diptiranjancreations5848 Жыл бұрын
Super
@VedioTimes
@VedioTimes 2 жыл бұрын
ନିହାତି ସଫଳ ସିନେମା
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН
WORLD'S SHORTEST WOMAN
00:58
Stokes Twins
Рет қаралды 191 МЛН
ОБЯЗАТЕЛЬНО СОВЕРШАЙТЕ ДОБРО!❤❤❤
00:45
If Barbie came to life! 💝
00:37
Meow-some! Reacts
Рет қаралды 66 МЛН
BHAUNI MO RAJADULANI II PAPU POM POM II S. JITU II RAKHI SONG II
8:07
Papu PoM PoM Creations
Рет қаралды 144 М.
Niyati New Odia Film Mahurat
2:57
MUODIA TV
Рет қаралды 1,9 М.
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН