ସନ୍ନୋ ଦେବୀଙ୍କ ବେଦମନ୍ତ୍ର ; ବେଦରେ ଅଛି ଏମିତି କଥା |Life360 With Shanno Devi|Manoranjan Mishra|News Room|

  Рет қаралды 45,781

News Room

News Room

Күн бұрын

Пікірлер: 168
@prahaladsahu5406
@prahaladsahu5406 9 күн бұрын
ସ୍ବର୍ଣ୍ଣ ଦେବୀ ଙ୍କୁ ପ୍ରଣାମ 🙏, ଆମ ଓଡିଶା ର ପ୍ରତେକ ଘର ର ଘୃହିଣୀ ପାଇଁ ହିତ ବାଣୀ, ଏହା ଅତି ସୁନ୍ଦର ଉପଦେଶ
@Rathi522
@Rathi522 8 күн бұрын
ବେଦ ଓ ଜାତିକୁ ନେଇ ଏଭଳି ତର୍କବିତର୍କ ରିଥିବାରୁ ଆପଣଙ୍କୁ ଧନ୍ଯବାଦ ମନୋରଞ୍ଜନ୍ ଭାଇ
@pravakarjena566
@pravakarjena566 8 күн бұрын
ମନୋରଞ୍ଜନ ସାର 🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏହିଭାଳି ବିଷୟକୁ ସ୍ଥାନ ଦେଇଥିବାରୁ
@RameshPadhan-i6i
@RameshPadhan-i6i 9 күн бұрын
ସନାତନ ବୈଦିକ ଧର୍ମ କି ଜୟ 🙏
@ramachandrapanipani7424
@ramachandrapanipani7424 7 күн бұрын
ବହୁତ ସୁନ୍ଦର ଏବଂ ଉପଯୋଗୀ ସାକ୍ଷାତ୍କାର
@RameshPadhan-i6i
@RameshPadhan-i6i 9 күн бұрын
ମନୋରଞ୍ଜନ ଆଜ୍ଞା ଥରେ ପଣ୍ଡିତ ବିରେନ୍ଦ୍ର ପଣ୍ଡା କିମ୍ଵା ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କୁ ଡାକନ୍ତୁ l ଆଜିର ପାଖଣ୍ଡି ଜ୍ଞାନ ର ପର୍ଦ୍ଦାଫାଶ ହୋଇଯିବ ଏବଂ ପ୍ରକୃତ ବେଦ ଜ୍ଞାନ ବିଷୟରେ ଜାଣିହେବ l ସବୁ ପ୍ରଶ୍ନର ଉତ୍ତର ପାଇଁ ଏଇ ଦୁଇଜଣ ଓଡ଼ିଆ ବୈଦିକ ବିଦ୍ୟାନ ଉନ୍ନତ ଧରଣର ଅଟନ୍ତି l
@prahaladsahu5406
@prahaladsahu5406 8 күн бұрын
ଶୋନ୍ନ ଦେବୀ ଙ୍କ ଉପଦେଶ ବର୍ତମାନ ସମାଜ ପାଇଁ ଆବଶ୍ୟକତା ରହିଛି
@lilikumaripadhy7662
@lilikumaripadhy7662 5 күн бұрын
ବହୁତ ସୁନ୍ଦର ଆଲୋଚନା। ଅନେକ ଗୁରୁ ତତ୍ତ୍ଵ ଏଠାରେ ପ୍ରକାଶ ପାଇଛି। ମଣିଷ ଜାତିର ଉନ୍ନତି ପାଇଁ ଏହି ଆଲୋଚନା ଅତ୍ୟନ୍ତ ଜରୁରୀ। ଦୁଇ ବିଦ୍ଵାନଙ୍କୁ କୃତଜ୍ଞତା ଜଣାଉଛି।
@sushilsamal3789
@sushilsamal3789 6 күн бұрын
ବହୁତ୍ ସୁନ୍ଦର ଉପସ୍ଥାପନା
@banashreemuduli5020
@banashreemuduli5020 9 күн бұрын
ଆର୍ଯ୍ୟ ସମାଜ ବିବାହ ସବୁଠାରୁ ବହୁତ ଭଲ।ଆମ ଝିଅ ବିବାହ ମଧ୍ୟ କରିଛୁ।ଏଇ ଆଲୋଚନା ଖୁବ୍ ସୁନ୍ଦର।ମୋର ଧନ୍ୟବାଦ୍ ଏବଂ ନମସ୍କାର।
@santoshkumarsahoo4939
@santoshkumarsahoo4939 5 күн бұрын
ଆପଣ ଆର୍ଯ୍ୟ ସମାଜ ସହ ଯୋଡ଼ି ହୁଅନ୍ତୁ ଆଜ୍ଞା ଖାଲି ବିବାହ କଲେ ହେବନି
@jyostnamishra3113
@jyostnamishra3113 9 күн бұрын
ଆଈ ପ୍ରଣାମ 🙏🏻l ଅନେକ ବର୍ଷପରେ ଆପଣଙ୍କୁ ଦେଖିଲି l ଆଜିବି ଆପଣ ସେମିତି ଶ୍ଳୋକ ଉଚ୍ଚାରଣ କରୁଛନ୍ତି l🙏🏻
@SureshChandrabarik-t5o
@SureshChandrabarik-t5o 8 күн бұрын
Bahut Bhala Katha
@ramachandrapanipani7424
@ramachandrapanipani7424 7 күн бұрын
ମନୋରଞ୍ଜନ ଭାଇ ଶମ୍ ନୋ ଦେବୀଙ୍କ ସହ ଏତେ ସୁନ୍ଦର ପ୍ରଶ୍ନ ଓ ଉତ୍ତର ପ୍ରକାଶ କରିଥିବାରୁ ଆମର କୃତଜ୍ଞତା ଜଣାଉଛୁଁ ।
@arunakumarsethi3509
@arunakumarsethi3509 5 күн бұрын
ଜାତିପ୍ରଥା କୁ ଅତି ସୁନ୍ଦର ଭାବେ ମତ ପ୍ରକାଶ କରିଛନ୍ତି
@KalpanaRout-ww3yt
@KalpanaRout-ww3yt 8 күн бұрын
Pranam Devi Maa .The best presentation.Our society can be changed by Vedic Education only .🎉🎉
@RameshPadhan-i6i
@RameshPadhan-i6i 9 күн бұрын
ମନୋରଞ୍ଜନ ଆଜ୍ଞା 🙏 ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍ l ବାସ୍ତବରେ ବେଦ ଜ୍ଞାନ ବିଷୟରେ ଆମେ ମଣିଷ ସମାଜ ସମ୍ପୂର୍ଣ ଅଜ୍ଞ ଅଟୁ l ଆଜି କିଛି ପାଇବା ଉଦ୍ଦେଶ୍ୟ ସମସ୍ତେ ମୂର୍ତ୍ତୀକୁ ପୁଜା କରୁଛନ୍ତି l ପ୍ରକୃତ ଜ୍ଞାନ ଅଭlବ୍ ରୁ ଅନେକ ଅନ୍ୟାୟ, ଅରାଜକତା, ଆଳସ୍ୟ ଆଦି ଅଭାବନୀୟ ଅବସ୍ଥାର ଶିକାର ହେଉଛନ୍ତି l ଦୟାକରି ସମସ୍ତେ ସତ୍ୟlର୍ଥ ପ୍ରକାଶ ପୁସ୍ତକ ପଢନ୍ତୁ l ଜୀବନ ମଧୁମୟ ଓ ସୁଗମ ହୋଇପାରିବ l ଯଥାର୍ଥ ବେଦ ଜ୍ଞାନ ଜାଣିବାର ଆଗ୍ରହ ଥିଲେ କୌଣସି ଆର୍ଯ୍ୟ ସମାଜ ସହିତ ଜଡ଼ିତ ହୁଅନ୍ତୁ l
@lalitmohanbiswal6561
@lalitmohanbiswal6561 20 сағат бұрын
😊
@sunilkumarnath7418
@sunilkumarnath7418 8 күн бұрын
ମାଆ ଙ୍କୁ ବହୁତ୍ ଧନ୍ଯବାଦ୍
@nirupamadas3191
@nirupamadas3191 8 күн бұрын
Bahut bhal
@swapnanandarath2244
@swapnanandarath2244 9 күн бұрын
"ବେଦ ମନୁଷ୍ୟ ଲିଖିତ ନୁଁହେଁ" ଏକଥା ସମସ୍ତେ ଜାଣନ୍ତି l
@surathachandrajena9514
@surathachandrajena9514 3 күн бұрын
ଲିଙ୍ଗ ଭେଦରେ ସ୍ତ୍ରୀ ପୁରୁଷ ମାତ୍ର। ନଚେତ୍ ଜୀବ ମାତ୍ରେ ଯୁବତୀ । ( ବ୍ରହ୍ମଜ୍ଞାନ)🎉❤
@ramachandrapanipani7424
@ramachandrapanipani7424 7 күн бұрын
ବେଦରେ ନାରୀମାନଙ୍କୁ ସମାନ ଅଧିକାର ଦିଆଯାଇଛି ।
@meenagupta5845
@meenagupta5845 9 күн бұрын
ନମସ୍ତେ ମାଉସୀ 🎉🎉🎉🎉 ବହୁତ ସୁନ୍ଦର, ଧନ୍ୟବାଦଃ
@daitariparida3229
@daitariparida3229 9 күн бұрын
ବହୁତ ଭଲ କଥା କହୁଛନ୍ତି
@ashokparida9992
@ashokparida9992 8 күн бұрын
ମା ପ୍ରଣାମମ
@kadambinitripathy4104
@kadambinitripathy4104 8 күн бұрын
🙏🏻🙏🏻 ମାଆ 🙏🏻🙏🏻
@urmilatripathy6826
@urmilatripathy6826 9 күн бұрын
Manoranjan babu apana nku bahut 2 dhanyabad. Karan apana kouthu khoji 2 emiti loka nku anu chhanti jahanka katha suni ame dhanya hoi jauchhu.❤❤❤❤
@sudhanshupradhan2148
@sudhanshupradhan2148 8 күн бұрын
He mahan devi pranam 🙏
@subhramishra965
@subhramishra965 5 күн бұрын
ପ୍ରଣାମ ଆଜ୍ଞା ।
@laxmipriyajena641
@laxmipriyajena641 9 күн бұрын
Maa sanodebi nku 🙏🏿🙏🏿🙏🏿 Bahut bahut dhanyawad ❤❤
@laximkumar3874
@laximkumar3874 7 күн бұрын
ଓ୩ମ୍, ନମସ୍ତେ ମହାଶୟା ଓ ମହାଶୟ। ବହୁତ ସୁନ୍ଦର, ବହୁତ ଧନ୍ୟବାଦ।
@omchannelodisha5730
@omchannelodisha5730 5 күн бұрын
Jay Veda pathika &:Veda pracjrika Sanno Devi Mata,tumare Jay heu
@birakishoresahoo3080
@birakishoresahoo3080 9 күн бұрын
Maa nku bhumistha pranam.
@gitaanjali9318
@gitaanjali9318 6 күн бұрын
ମାଆ 🙏❤️
@PrafullachDas-n6c
@PrafullachDas-n6c 9 күн бұрын
ନମସ୍ତେ ,ସନ୍ନୋ ଦେବୀ ମହାଶୟା |
@radhashyamdash3193
@radhashyamdash3193 8 күн бұрын
Very nice discussion 😊
@prasannakumarsahoo567
@prasannakumarsahoo567 9 күн бұрын
Exllent analysis. Thanks to manoranjan babu.
@SasankaTripathy-e7f
@SasankaTripathy-e7f 19 сағат бұрын
ଶଙ୍କରାଚାର୍ଯ୍ୟ ବେଦ ପଢ଼ିନାହାନ୍ତି ଭୁଲ
@NepalchandraSahu-p3q
@NepalchandraSahu-p3q 9 күн бұрын
ନମସ୍ତେ
@ramachandrapanipani7424
@ramachandrapanipani7424 7 күн бұрын
ତିନି ଖିଅ ପଇତାର ଅର୍ଥ ବ୍ରହ୍ମଋଣ, ପିତୃଋଣ, ମାତୃଋଣ ପରିଶୋଧ କରିବା ପାଇଁ ଶପଥ କର ପାଳନ କରିବା ।
@saritatripathi3025
@saritatripathi3025 8 күн бұрын
ଆଜ୍ଞା ଆପଣ ଆଲୋଚନା ଭଲ କରିଲେ ..କିନ୍ତୁ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ଯଙ୍କ ବିଷୟରେ ଭୁଲ ତଥ୍ଯ ଦେଲେ ଯେ ସେ ବେଦ ପଢି ନ ଥିଲେ ....ବେଦ ନ ପଢି ଅଦ୍ବୈତ ବେଦାନ୍ତ ଦର୍ଶନ ପ୍ରତିଷ୍ଠା କଲେ କହିବା ସେପରି ,ଯେପରି ବହିଟିଏ ନ ପଢି ତାହାର ଉପସଂହାର ପ୍ରସ୍ତୁତ କରିବା ... ଆପଣ ଶଙ୍କର ଦିଗ୍‌ବିଜୟ ପଢନ୍ତୁ ...ପ୍ରକୃତ ତଥ୍ୟ ଜାଣନ୍ତୁ..ତା ପରେ ଏପରି ଆଲୋଚନାରେ ଭାଗ ନିଅନ୍ତୁ ...
@SanjayPradhan-yg1mz
@SanjayPradhan-yg1mz 6 күн бұрын
Thik katha ....
@SanjayPradhan-yg1mz
@SanjayPradhan-yg1mz 6 күн бұрын
Kahara ninda karantu nahi Maa ... Nija upare Daya Kari.....🙏
@ramachandrapanipani7424
@ramachandrapanipani7424 7 күн бұрын
ଜନ୍ମନା ଜାୟତେ ଶୂଦ୍ରୋ କର୍ମଣା ଦ୍ୱିଜ ଉଚ୍ୟତେ ।
@chandankumarsatapathy7725
@chandankumarsatapathy7725 5 күн бұрын
ନାରିଣାଂ ରଜ ପାତେନ ମାସି ମାସି ବିଶୁଦ୍ଧ୍ୟତେ ।
@DinakrishnaPanda-oj5gc
@DinakrishnaPanda-oj5gc 7 күн бұрын
ଅ ସୂର୍ଯ୍ୟଂ ପଶ୍ୟା। ଯତ୍ର ସ୍ତ୍ରୀ......।
@ramachandrapanipani7424
@ramachandrapanipani7424 7 күн бұрын
ସମାନୋ ମନ୍ତ୍ରହ୍ ସମିତିଃ ସମାନୀ ସମାନମ୍ ମନଃ ସହ ଚିତ୍ତମେଷାମ୍ । ସମାନୀ ଵଃ ଆକୁତିଃ ସମାନା ହୃଦୟାନି ଵଃ ।।
@ramachandrapanipani7424
@ramachandrapanipani7424 7 күн бұрын
ଆର୍ଯ୍ୟ ସମାଜ ମୂର୍ତ୍ତି ପୂଜା କରୁ ନାହାନ୍ତି, କିନ୍ତୁ ମୂର୍ତ୍ତି ମଧ୍ୟରେ ବି ଭଗବାନ୍ ବା ବ୍ରହ୍ମ ବିରାଜିତ ଅଛନ୍ତି । ଶ୍ରୀଅରବିନ୍ଦ କାଳୀ ମୂର୍ତ୍ତି ଦର୍ଶନ କଲା ବେଳେ କାଳୀ ଜୀବନ୍ତ ଭାବେ ଦର୍ଶନ ଦେଇଥିଲେ । ରାମକୃଷ୍ଣ ପରମହଂସ କାଳୀଙ୍କୁ ହାତରେ ଖୁଆଇ ଦେଉଥିଲେ ।
@dukhishyamtripathy4000
@dukhishyamtripathy4000 8 күн бұрын
ଆଦରଣୀୟ ମନୋରଞ୍ଜନ ବାବୁ ! ଏତେ ଆଲୋଚନା ଭିତରେ ଶନ୍ନୋଦେବୀଙ୍କ ସ୍ବାମୀ ପ୍ରିୟବ୍ରତବାବୁଙ୍କ କଥା ଆପଣ ପଚାରିଲେ ନାହିଁ କିମ୍ବା ଶନ୍ନୋଦେବୀ ମଧ୍ୟ କିଛି କହିଲେ ନାହିଁ । ପ୍ରିୟବ୍ରତବାବୁ ଜଣେ ମହାନ୍ ବେଦଜ୍ଞ ତେଣୁ ସମୟ ସୁବିଧା ଦେଖି ତାଙ୍କ ସହ ଏକ ସାକ୍ଷାତକାରର ବ୍ୟବସ୍ଥା କରିବାକୁ ଅନୁରୋଧ ।ଏମିତି ଏକ ଦୁର୍ଲ୍ଲଭ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ସାଧୁବାଦ ସହ ଶୁଭାଶିର୍ବାଦ ...
@rabinarayan4123
@rabinarayan4123 9 күн бұрын
Jay shree jagannath
@AnjanaRaniShil
@AnjanaRaniShil 7 күн бұрын
Sanno devi nku pranam . Bahut bahut dhanyawad
@laxmidhardas3981
@laxmidhardas3981 8 күн бұрын
Ehi yuga re Sanno Devi sakshyat Mata Saraswatee swarupa atanti.Tanku shat shat naman. Tankar Dirgh abng Niramay Sharad Shatam Jeevan paim Parameswar nikatre prarthana karuchhi. Manoranjan baboo nku asesh dhanyabad je se epari ek mahiyasi bidushi mahila nku ambhamananku darshan karibar soubhagya pradan re sahayak sajichhanti.
@SarojiniPravhadash
@SarojiniPravhadash 7 күн бұрын
@mamalijati6927
@mamalijati6927 9 күн бұрын
Jay shree Ram ❤❤
@PradiptakumarRoutray-m9q
@PradiptakumarRoutray-m9q 9 күн бұрын
Bahutbadhia
@Amachalani
@Amachalani 9 күн бұрын
ଆଦ ଶଙ୍କରାଚାର୍ଯ୍ୟ କୁ ବହୁତ ଶୋଷ ହେବାରୁ ସେ ପଡ଼ିଗଲେ ଆଉ କହିଲେ ମୋ ଦେହରେ ଶକ୍ତି ନାହିଁ ନଦୀ ରୁ ପାଣି ପିଇବା ପାଇଁ ...... ଦେହରେ ଶକ୍ତି ନାହିଁ ମାନେ ନାରୀ ତତ୍ତ୍ବ.....ସେଠାରେ ସେ ବୁଝିପାରିଲେ ଯେ ଶକ୍ତି ବିନା ଅସମ୍ପୂର୍ଣ୍ଣ ଜଗତ ଅସମ୍ଭବ
@pseries4255
@pseries4255 9 күн бұрын
ଏବିଗାନ ଯୁଗରେ ବେଦ ବିଷୟରେ ଅଧିକରୁ ଅଧିକ ପ୍ରଚାର ପ୍ରସାର ହେବା ଉଚିତ
@overpowergamer5724
@overpowergamer5724 9 күн бұрын
Manoranjan sir apananku bahut bahut dhanyawad Emiti jane mahan nari ku anithibaru
@AshokKumarPradhan-wq3zv
@AshokKumarPradhan-wq3zv 9 күн бұрын
Maa
@minatimishra600
@minatimishra600 9 күн бұрын
Jay Jagannath.Very necessary information for this time
@AshokKumarPradhan-wq3zv
@AshokKumarPradhan-wq3zv 9 күн бұрын
Om maa anek anek pranam Jagat Janani namoha..❤
@SasankaTripathy-e7f
@SasankaTripathy-e7f 18 сағат бұрын
ମାଆ ଙ୍କୁ ପ୍ରଣାମ। ମା କଣ ଅଷ୍ଟ ବ୍ୟାକରଣ, ନୀଘୁଣ୍ଡ, ନିରୂକ୍ତ, ସଡାଙ୍ଗ, ସବୁ ପଢ଼ିଛନ୍ତି ତାହାହେଲେ ବେଦ ର ଅର୍ଥ କରି ପାରିବେ
@ramachandrapanipani7424
@ramachandrapanipani7424 7 күн бұрын
ନାରୀମାନେ ବ୍ରହ୍ମବାଦିନୀ ଥିଲେ । ସ୍ତ୍ରୀ ହି ବ୍ରହ୍ମା ବଭୁବିଥ ।
@satchidanandapradhan4968
@satchidanandapradhan4968 9 күн бұрын
Maa Sannodevinku mora sudura pranam.
@ushapadhy9947
@ushapadhy9947 8 күн бұрын
very nice
@ramachandrapanipani7424
@ramachandrapanipani7424 7 күн бұрын
ଶମ୍ ନୋ ଦେବୀ ଯଜ୍ଞ କରନ୍ତି । ସିଏ ଶ୍ରେଷ୍ଠ, ପ୍ରସିଦ୍ଧ ।
@hiramotikanhar609
@hiramotikanhar609 2 күн бұрын
ମାଆ ଆପଣ ଙ୍କ ର କଥା ବ‌ହତ ମୂଲ୍ୟବାନ । କୋଟି କୋଟି ପ୍ରଣା ମ । ନିଜକୁ ଉଚ୍ଚ ମନେ କରୁଥିବା ଜାତି ଆପଣ ଙ୍କ ଠାରୁ ଉଚିତ କଥା ଜାଣନ୍ତୁ ।
@SarojiniPravhadash
@SarojiniPravhadash 7 күн бұрын
Bahut. Ucha. Kotira. A. Sakshyata. Kar. ❤❤❤❤❤❤
@rameshsethi6932
@rameshsethi6932 9 күн бұрын
Good.analysis
@prafullachandrabeura8672
@prafullachandrabeura8672 3 күн бұрын
🙏🙏🙏🌹
@arunakumarsethi3509
@arunakumarsethi3509 5 күн бұрын
ଆର୍ଯ୍ୟ ସମାଜ ବୈଦିକ ଧର୍ମ ପାଇଁ ଗର୍ବ ଓ ଗୋୖରବ ଅଟନ୍ତି ।
@soumyamuduli7749
@soumyamuduli7749 7 күн бұрын
Sir eivali video anithibaru .thanku
@gajendranathjena356
@gajendranathjena356 9 күн бұрын
ନିଶ୍ଚୟ ନିଶ୍ଚୟ ବେଦ ଅନୁଯାଇ ମାନବ ଜୀବନ ସୁସ୍ଥ ସୁନ୍ଦର ପ୍ରାକୃତିକ ପରିବେଶରେ ଦିର୍ଘାୟୁ ଓ ଇଶ୍ଵର ଭାବନାରେ ବେଦମନ୍ତ୍ର ଉଚ୍ଚାରଣ ଆଚ଼ରଣ ଧର୍ମୟ ଭାବନାରେ ରୋଗ ଶୋକ କୁ ନିୟନ୍ତ୍ରୀତ କରି ବ୍ରହ୍ମଚର୍ଯ୍ୟରକ୍ଷ୍ୟା କରି ସର୍ବାଧିକ ଦିନ ଦିର୍ଘାୟୁ ହୋଇପାରିବେ ନିଶ୍ଚୟ 🎉❤🎉❤😮ନିତି ଓ ବ୍ରହ୍ମଚର୍ଯ୍ୟ ସଂଜମ ଏକମାତ୍ର ପଥ ମାନିବା ପ୍ରତେକଙ୍କ ପାଇଁ ଆବଶ୍ୟକ😮
@ramachandrapanipani7424
@ramachandrapanipani7424 7 күн бұрын
ଗାର୍ହସ୍ଥ୍ୟ ଆଶ୍ରମରେ (ଧର୍ମରେ) ବିବାହ ଆବଶ୍ୟକ ।
@BijayaLaxmiPanigrahi-th2zo
@BijayaLaxmiPanigrahi-th2zo 7 күн бұрын
BEDAMAATA GAYATRI nkar apana jhia MAA
@SukruKilaka
@SukruKilaka 8 күн бұрын
Jaya jagannath.
@ramachandrapanipani7424
@ramachandrapanipani7424 7 күн бұрын
ମଧୁ ବାତା ଋତାୟନ୍ତେ ମଧୁ କ୍ଷରନ୍ତି ସିନ୍ଧଵଃ
@ramachandrapanipani7424
@ramachandrapanipani7424 7 күн бұрын
ବ୍ରହ୍ମ ଜାନାତି ଇତି ବ୍ରାହ୍ମଣହ୍।
@Jitendra-kb1md
@Jitendra-kb1md 9 күн бұрын
🙏🙏🙏🙏🙏🙏🙏🙏
@bijaykumarmahapatra889
@bijaykumarmahapatra889 9 күн бұрын
ଜନ୍ମେନାଜାୟତେ ଶୁଦ୍ର ସംସ୍କାରେ ଦ୍ବୀଜ ମୁଚ୍ୟତେ ବେଦାଭ୍ୟାସେ ଭବେଦ୍ ବିପ୍ର ବ୍ରହ୍ମ ବ୍ରହ୍ମ ଜାନାତି ବ୍ରାହ୍ମଣ
@gitaanjali9318
@gitaanjali9318 6 күн бұрын
ମାଆ 🙏, ଵେଦ ବହୁତ ଗହନ, ଭଗବଦ୍ ଗୀତା ପଢଲେ କ'ଣ ଭଲ ହେବନାହିଁ?
@chakradharapati4080
@chakradharapati4080 4 күн бұрын
ମାଉସୀ ନିଜ ଘରେ କେତେ ବେଦ ବେଦାନ୍ତ ପଢ଼ିଛନ୍ତି ନା ନାହଁ,,,ନିଜ ଘରେ ସମସ୍ତେ କଣ ଏକାଠି ରହୁଛନ୍ତି
@chakradharapati4080
@chakradharapati4080 4 күн бұрын
ଗୀତା ଭାଗବତ କିଛି ମାଉସୀ ପଢ଼ିଛନ୍ତି,ସେହିଥି ପାଇଁ ଠିକ୍ ଶେଏ କଥା କହି ଯାଣିନାହାନ୍ତି
@nandinibarik6381
@nandinibarik6381 8 күн бұрын
swarn Debi pranam
@ramachandrapanipani7424
@ramachandrapanipani7424 7 күн бұрын
ଓଡ଼ିଆରେ ଇଞ୍ଜିନିୟର ପ୍ରିୟବ୍ରତ ଦାଶ ବେଦ ଅନୁବାଦ କରିଛନ୍ତି । ଆଧୁନିକ ଯୁଗରେ ଶ୍ରୀ ଅରବିନ୍ଦଙ୍କ On the Veda ବେଦ ପ୍ରସଙ୍ଗରେ ପ୍ରସିଦ୍ଧ ।
@ramachandrapanipani7424
@ramachandrapanipani7424 7 күн бұрын
ବେଦରେ ଜାତି ପ୍ରଥା ନଥିଲା । ଋଷିମାନଙ୍କ ନାମ ଅନୁସାରେ ଗୋତ୍ର ପରେ ସୃଷ୍ଟି ହୋଇଛି ।
@baishnabcharanbehera4312
@baishnabcharanbehera4312 8 күн бұрын
ବିବାହ ଅର୍ଥ ଗୃହମେଧି ଯଜ୍ଞ
@Education-yd1mv
@Education-yd1mv 8 күн бұрын
ସନାତନ ବୈଦିକବ୍ରାହ୍ମଣ ଧର୍ମର ବିରୋଧୀ ହେଲେ ଆର୍ଯ୍ୟସମାଜ
@Amachalani
@Amachalani 8 күн бұрын
ସତ କଥା...... ନାରୀ ର ନାଭି ହିଁ ଶକ୍ତି କେନ୍ଦ୍ର ତେଣୁ ପଇତା ପିନ୍ଧିବା ଅନୁଚିତ....... ଗର୍ଭାଶୟ ଉପରେ ଚାପ ସୃଷ୍ଟି ହୁଏ
@sikhamohanty8533
@sikhamohanty8533 7 күн бұрын
ଏହାକୁ ପ୍ରମାଣ କରି ପାରିବେ କି? ଯଦି ହଁ, ତେବେ ଶାସ୍ତ୍ରାର୍ଥ କରିବାକୁ ଆଗେଇ ଆସନ୍ତୁ।
@sikhamohanty8533
@sikhamohanty8533 7 күн бұрын
​@@Amachalaniଆପଣଙ୍କୁ ମଧ୍ୟ ସମାନ ଆହ୍ୱାନ।
@chakradharapati4080
@chakradharapati4080 4 күн бұрын
ମଣିଷ କୁ ସତ୍ୟ ଶାନ୍ତି ଦୟା କ୍ଷମା ଚାରିଟା କୁ ମାନି ପାରେ ସେହି ଆକୁ ଵେଦ ବେଦାନ୍ତ କୁହାଯାଏ
@bamansir8575
@bamansir8575 9 күн бұрын
A legend
@arunsethy2829
@arunsethy2829 9 күн бұрын
Nice
@SunitiPatel-x9e
@SunitiPatel-x9e 8 күн бұрын
Jay Sadguru🎉🎉🎉
@satyanarayansahoo1860
@satyanarayansahoo1860 8 күн бұрын
Pranaam, Mahiyashi Maa.
@chandankumarsatapathy7725
@chandankumarsatapathy7725 5 күн бұрын
ରଜ ପତେମା ମାସି ମାସି ବିଶୁଧ୍ୟାତେ
@chakradharapati4080
@chakradharapati4080 4 күн бұрын
ବେଦ ବେଦାନ୍ତ ଶାସ୍ତ୍ର ପୁରାଣ ଗୀତା ଭାଗବତ ରେ ସଵୁ ଲେଖା ଅଛି ମଣିଷ କେତେ ମାନୁଛୁ,,,
@gitaanjali9318
@gitaanjali9318 6 күн бұрын
ମାଆ 🙏 , ଭଗବଦ୍ ଗୀତା କ'ଣ ସମାଜକୁ ଦିଗ୍ ଦର୍ଶନ ଦେଇ ପାରିଵନି ?
@ramachandrapanipani7424
@ramachandrapanipani7424 7 күн бұрын
ଅପି ସ୍ଵର୍ଣ୍ଣମୟୀ ଲଙ୍କା ନ ମେ ଲକ୍ଷ୍ମଣ ରୋଚତେ । ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ ।
@Amachalani
@Amachalani 9 күн бұрын
ପ୍ରକୃତି ପରିବର୍ତ୍ତନଶୀଳ କିନ୍ତୁ ପୁରୁଷ ସ୍ଥିର ଉଦାହରଣ ଘରର ସବୁ ଜିନିଷପତ୍ର ହେଉଛନ୍ତି ପ୍ରକୃତି ଯାହା ଅସ୍ଥିର ତେଣୁ ଘରର ସବୁ ଜିନିଷପତ୍ର କୁ ଲକ୍ଷ୍ମୀ କୁହାଯାଏ ଆଉ ଘର ସ୍ଥିର ତେଣୁ ଘର ନାରାୟଣ..... ଅତି ସରଳ ଭାଷାରେ
@ramachandrapanipani7424
@ramachandrapanipani7424 7 күн бұрын
ମନ୍ତ୍ରଗୁଡ଼ିକର ଅର୍ଥ ବୁଝାଇ ବାହାଘର, ବ୍ରତଘର କରନ୍ତି ଶମ୍ ନୋ ଦେବୀ ।
@Umashankar.r
@Umashankar.r 7 күн бұрын
Time will be change
@prahaladsahu5406
@prahaladsahu5406 9 күн бұрын
ସ୍ବର୍ଣ୍ଣ ଦେବୀ ଙ୍କୁ ପ୍ରଣାମ 🙏, ଆମ ଓଡିଶା ର ପ୍ରତେକ ଘର ର ଘୃହିଣୀ ପାଇଁ ହିତ ବାଣୀ, ଏହା ଅତି ସୁନ୍ଦର ଉପଦେଶ
@dhananjayabag866
@dhananjayabag866 8 күн бұрын
Jaygurumabahutbahutdhanyabad
@kichakeswarifilms
@kichakeswarifilms 9 күн бұрын
manoranjana sir amiti pogramme pai pranam...kichakeswari films tarafaru subhesha
@laxmipriyadasjayguru8530
@laxmipriyadasjayguru8530 8 күн бұрын
🙏🙏
#behindthescenes @CrissaJackson
0:11
Happy Kelli
Рет қаралды 27 МЛН
Жездуха 41-серия
36:26
Million Show
Рет қаралды 5 МЛН
24 Часа в БОУЛИНГЕ !
27:03
A4
Рет қаралды 7 МЛН
South Korea Plane Crash // Srimandir Entry via Singha Dwara Only
21:07
OdiaTechBulletin
Рет қаралды 22 М.
#behindthescenes @CrissaJackson
0:11
Happy Kelli
Рет қаралды 27 МЛН