Рет қаралды 30,172
ସମ୍ବଲପୁର କୁଚିଣ୍ଡା ଏନଏସିନେ ଚାକିରୀ କରୁଛନ୍ ମାୟା କିନ୍ନର । ‘ ଏ ନାନୀ କୁଆଡେ, କଣ ହାଟକୁ’ ବଲି କହୁଥିଲେ ଲୋକ୍, ଇହାଦେ ତାକୁଁ ‘ମାଡମ ନମସ୍କାର’ ବଲି କହୁଛନ୍ । ଚାକିରୀ ପାଏଲା ଉତାରୁ ଯେନ୍ ସମ୍ମାନ୍ ଟିକକ ପାଉଛନ୍ ତାକେ ନେଇକରି ବନେ ଖୁସ୍ ଅଛନ୍ ମାୟା କିନ୍ନର । ପଢଲା ବେଲକେ ଭଲ ପଢୁଥିଲେ, ଇହାଦେ ତାକଁର୍ ଘରେ ବଏଲେ ଭାଏ ବୁହେନ ଦୁହି ଝନ୍ । ବନେ ବଦଲିଯାଇଛେ ତାକଁର୍ ଜୀବନ୍ । ତ ତାକଁର୍ ଜୀବନ୍ କେନ୍ତା ଥିଲା, ଏବେ କେନ୍ତା ଚାଲିଛେ ସେ ବାବଦେ ମାୟା କିନ୍ନରକଁର ମୁହୁଁନୁ ଶୁନମା ତାକଁର୍ କଥା ।
Subscriber If you are watching this video on KZbin, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର