ସରକାରୀ କର୍ମଚାରୀଙ୍କ ଅବସର ବୟସ ୬୫ କୁ ବୃଦ୍ଧି ।

  Рет қаралды 30,423

STUDENT ACADEMY

STUDENT ACADEMY

Күн бұрын

Пікірлер: 46
@salegramkar3029
@salegramkar3029 10 күн бұрын
ପାଠପଢା ସାରୀ ଯୁବକମାନେ ବୁଲୁଛନ୍ତି ଚାକିରି ପାଉନାହାନ୍ତି ସରକାର 60 କୂ 65 ବର୍ଷ ହେଲେ ବେକାରି ବଢିବେ ଚାକିରି କଣ ପାଇବେ ସରକାର ବିଚାର କରନ୍ତୁ
@sureshchandradash3653
@sureshchandradash3653 10 күн бұрын
ପୁନ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବା ଦରକାର ନାହିଁ। ବେକାରି ବଢୁଛି ।
@umashankardash5425
@umashankardash5425 10 күн бұрын
ବିଲକୁଲ କର ନାହିଁ . ବିଶୃଙ୍ଖଲା ହେବ । ଗୋଟେ ପରିବାର ରେ ଜଣେ ଚାକିରୀ ଦିଆଯାଉ । ଚାକିରୀ ଆରମ୍ଭ ବୟସ ମଧ୍ୟ 30 କରାଗଲେ ଭଲ ହେବ । କାରଣ ଅନୁଭବ ନଥିବା 18 ବର୍ଷୀୟ ପିଲା ମାନେ ଠିକ ଭାବେ କାର୍ଯ୍ୟ କରିବା ପାଇଁ ଦକ୍ଷତାର ଅଭାବ ଦେଖା ଦେଇଛି ଓ 60 ବର୍ଷରୁ ଉର୍ଦ୍ଧ ବୟସ୍କ ମାନେ କାର୍ଯ୍ୟ କରିବା କ୍ଷମତା କମିଯାଏ । ଏଣୁ ଆଜି ସରକାରୀ ଅଫିସ ସ୍କୁଲ ର ଅବସ୍ଥା ସମସ୍ତେ ଭଲଭାବେ ଅବଗତ ଅଛନ୍ତି ‌
@sukantaprasadnath5617
@sukantaprasadnath5617 10 күн бұрын
କାହିଁକି ଏମିତି ମନ ଗଢା କାହାଣୀ ପୋଷ୍ଟ କରୁଚ
@pradeepkumarprusty1532
@pradeepkumarprusty1532 7 күн бұрын
ଏମିତି ମନଇଚ୍ଛା ମନଗଢା କାହାଣୀ ଲେଖିଲେ କଣ ହବ ।ସରକାର ନକରନ୍ତୁ ତମେ ଆଗ କରିଦିଅ । 60 ଟା 62 ଏପର୍ଯ୍ୟନ୍ତ ହେଇ ପାରୁନି 65 କରିବେ କଣ ?
@Madhuvlogs94
@Madhuvlogs94 10 күн бұрын
Don't re engage retired person
@dhananjayabibhar3586
@dhananjayabibhar3586 8 күн бұрын
65Age Riterment is suitable and ops please Allow OPS
@bichitranandabehera6164
@bichitranandabehera6164 10 күн бұрын
No new posting for youth, only care for Oldman, it's very shameful for Odisha. Please consider it
@smallik-r7s
@smallik-r7s 9 күн бұрын
ଓଲଡ୍ ପେନସନ ବ୍ୟବସ୍ଥା କରନ୍ତୁ ନହେଉଛି ଯଦି ବାଷଠି ପଞ୍ଚଷଠୀ କରା ଯାଉ ।ଚାକରି ଅବସର ପରେ କଳିକାଳ ପୁଅ ମାନଙ୍କ ଉପରେ ନିର୍ଭର କରି ବଞ୍ଚି ହେବନି ।ନ ହେଲେ ବୃଦ୍ଧାଶ୍ରମରେ ସଂଖ୍ୟା ବଢିଯିବ ।ଖାଲି ଆଡଭଟାଇଜ ରେ ପେଟ ପୁରିବନି ।ଏ ପର୍ଯ୍ୟନ୍ତ 2010 ରୁ 2016 ବ୍ୟାଚ୍ ଶିକ୍ଷକ ବିଜେଡି ବେଳରୁ ଛଅ ବର୍ଷର ପରମାନେଣ୍ଟ ହେଲେନି କି ରେଗୁଲାର ହୋଇପାରି ନାହାନ୍ତି ।ଆମ ମାନଙ୍କ ପେନସନ ଅବସ୍ଥା କଣ ହେବ କିଛି ଆଶା ନାହିଁ ।ଏ ଅବସ୍ଥା ବର୍ତ୍ତମାନ ର ମୂଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ମାଝୀ ଭଲ ଭାବରେ ଅବଗତ ଅଛନ୍ତି ।ଏ ସବୁର ବ୍ୟବସ୍ଥା ତୁରନ୍ତ କରାଯାଉ ।ଅନେକ ଉପକୃତ ହେବେ ।
@padmansathua6971
@padmansathua6971 10 күн бұрын
65 ନୁହେଁ 95 ଦରକାର ନିର୍ଲଜ ସରକାର ଲଜ୍ୟା ଲାଗୁନି ଏପଟେ ବେକାରୀ ସମସ୍ୟା ହୁ ହୁ ହୋଇ ବଢୁଛି ।
@bhagyabanjenamoni8539
@bhagyabanjenamoni8539 10 күн бұрын
Absolutely correct
@AkshyaBarik-r7h
@AkshyaBarik-r7h 10 күн бұрын
58 naver 62 good because aperson issue child 58 years age
@alilsahoo4739
@alilsahoo4739 10 күн бұрын
65 nuhe 95 karidia aau manisa mananka ayusa 150 barsa karidia jadi etiki nakaripariba tame ki sarakara tamara bi karya kala 10 barsa karidia
@gadadhargrahacharya9483
@gadadhargrahacharya9483 10 күн бұрын
ନିର୍ଯ୍ଯାସ ନାହିଁ, ଚିଠିମୂଳେ ଘୋଷଣା ବାସ୍ତବ, ସମସ୍ତେ ପେନସନ୍ ପାଇବା ଦରାକାର,
@sourajitguru7911
@sourajitguru7911 10 күн бұрын
Fake news karibaku bhala laguchi
@jkpanda6322
@jkpanda6322 10 күн бұрын
Appointment age minimum 28 age karantu
@trinathswain8305
@trinathswain8305 11 күн бұрын
65 kaike 100 karidia samastanku
@sritamjena6428
@sritamjena6428 10 күн бұрын
Young generation a bhali budha mananka retirement ku anei anei se nije budha heijibe au nija age na thibaki se receuitment ku anei anei ଇହ ଲୀଳା ସାରି ଉପରକୁ ଚାଲିଯିବେ 😁
@manasmishra8512
@manasmishra8512 10 күн бұрын
ଚାକିରୀ କରିବା ବୟସ 30 ରୁ 32 ହେଲା, ଆହୁରି ମଧ୍ୟ ବଢିଛି କରୋନା କାଳରେ, ଏଣୁ 62 ବା 65 ହେଲେ pension ର ବୋଝ କମିବ l ଲୋକେ କାମ କରିବେ ପଇସା ନେବେ l
@riteshgamer65
@riteshgamer65 9 күн бұрын
ବୁଢା ବଳଦକେ ସମ୍ମାନର ସହ ଛୁଟି ଦେବାର କଥା। ସରକାର କାଣା କରଛେ ଇଟା??? ଯୁଆନ ଯାଉ , ଦାଦନ ଖଟି ମହୁଲ ବେଟି ବୁଢା ବୁଢ଼ୀ ମରୁନ ଖଟି ଖଟି ଇଟା କାଏଁ ନୀତି ବୋ???
@agastysuna3012
@agastysuna3012 11 күн бұрын
Unemploy ku employ dia
@jkpanda6322
@jkpanda6322 10 күн бұрын
65 age na kari 58 karidiantu ,bhala heba
@bijayanandapanda8481
@bijayanandapanda8481 10 күн бұрын
50 bahut..
@RajasudamDas
@RajasudamDas 11 күн бұрын
Real news
@surendrapratapsinghsamanta1553
@surendrapratapsinghsamanta1553 10 күн бұрын
ପେନସନ୍ ଦେବାବେଳକୁ ୫୮ ବର୍ଷ ଏହା କଣ ଠିକ୍ ?
@Madhuvlogs94
@Madhuvlogs94 10 күн бұрын
Stop re engagement
@Taputravelers2469
@Taputravelers2469 10 күн бұрын
Good
@soudaminisamantara783
@soudaminisamantara783 10 күн бұрын
65 barsha hele bhala heba
@bhaktamajhi7265
@bhaktamajhi7265 10 күн бұрын
Aae karjyo no kori unemployment jako ku chakiri dei dele kono houchi
@gadadhargrahacharya9483
@gadadhargrahacharya9483 7 күн бұрын
ବିନା ଚିଠିରେ ତମେ ହୋହାଲା
@NikhilAdhya-x7k
@NikhilAdhya-x7k 8 күн бұрын
୬୫ ନା ବାଳ
@NaliniPrabhaMaharana
@NaliniPrabhaMaharana 10 күн бұрын
Sarakar drusti diantu pratek paribara ru shikhya ku dekhi jana ku chakiri badhya ta mulaka kari diantu.telia mundare tela vali bayasa brudhi na karantu.
@SMITAJena-mr7nj
@SMITAJena-mr7nj 10 күн бұрын
Bhai Ama Matron manankara 65 year hebata ama group D post please please please bhai kuhantu really diantu mun jete sabu comment deuchhi Tara really kahinki deunahanti
@srijagannath7889
@srijagannath7889 6 күн бұрын
Bala sarakar bala karuchanti. Tanku pachara jau tame kanhi ki sisu mandirare master thila.
@shreepadmohanty6336
@shreepadmohanty6336 10 күн бұрын
Kn prove achi ki
@ManmohanPattnaik-j1k
@ManmohanPattnaik-j1k 10 күн бұрын
Extended till death 😂 Mahalmanda
@RohiniGomango
@RohiniGomango 9 күн бұрын
Old massage don't be foolish public
@pareshchmajhi9112
@pareshchmajhi9112 9 күн бұрын
Fake
@Laxminaik837
@Laxminaik837 8 күн бұрын
Bekar news
@lingarajmangaraj9388
@lingarajmangaraj9388 11 күн бұрын
58 years is real age
HELP!!!
00:46
Natan por Aí
Рет қаралды 56 МЛН
They Chose Kindness Over Abuse in Their Team #shorts
00:20
I migliori trucchetti di Fabiosa
Рет қаралды 12 МЛН
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 1,8 МЛН
HELP!!!
00:46
Natan por Aí
Рет қаралды 56 МЛН