Sarve Bhabantu Sukhinah | Special edition on selfish nature of humans

  Рет қаралды 184,076

OTV

OTV

Күн бұрын

Пікірлер: 55
@udayalima9094
@udayalima9094 Жыл бұрын
Now a days too much person 75% selfish. କାମ ଥିଲେ ସମସ୍ତ ଲୋକ ବଂଧୁ କରନ୍ତି କାମ ସରିଲେ ପଚାରନ୍ତି ନାହିଁ. पंडा पंडित जी को सब भिडियो आछी ओर सुन्दर सचेतन बानी धन्यवाद जय जगन्नाथ🕉🙏
@sudarsanbeheraghatagaonat2763
@sudarsanbeheraghatagaonat2763 Жыл бұрын
ଭଗବାନଙ୍କ ସୃଷ୍ଟିରେ ଜନ୍ମ ରୁ କେହି ସ୍ୱାର୍ଥପର ହୋଇନଥାଏ ଖରାପ ପରିବେଶ ପରିସ୍ଥିତି ଯୋଗୁ ସେ ଖରାପ ବା ସ୍ୱାର୍ଥପର ହୋଇଥାଏ ସେ ସ୍ୱାର୍ଥପର ହୋଇଥାଉକି ନ ହୋଇଥାଉକ ତାର ବ୍ୟବହାର ରେ ତାର ସ୍ଵବାବେ ଯଦି ଟିକେ ଭୁଲ୍ ହେଇଗଲା କଉପରିବେଶ ପରିସ୍ଥିତି ଯୋଗୁ ଭୁଲ୍ ହେଇଗଲା ତାକୁ ବୁଝିବାପାଇଁ ଚେଷ୍ଟା ନକରି ସଙ୍ଗେ ସଙ୍ଗେ ତାକୁ ବେଇମା ନ ସ୍ୱାର୍ଥପର ଧୁକେବଜ୍ ବୋଲି କୁହାଯାଉଛି ଏଥିପାଇଁ ସେ ସ୍ୱାର୍ଥପର ହେଇନଥିଲେବି ସ୍ୱାର୍ଥପର ହେଇଯାଉଛି, ଆଉ ଏହି ଭୁଲି ଟି ଏବେରୁ ନୁହେଁ ତ୍ରେତୟା ଦ୍ଵାପର ଯୁଗ ରୁ ହିଁ ଜଉ ଜଣେ ଦୁଇଜଣ ଭୁଲ୍ କରିଥିଲେ ସେହି ଭୁଲକୁ ଏବେବି କଳିଯୁଗ ଲୋକମାନେ କରୁଛନ୍ତି , ଆଉ ଆମର ଜଉ ମାର୍ଗଦର୍ଶକ ଗୁରୁଜନ ମାନେ ଅଛନ୍ତି ମୋଟିଭେଟ ର ମାନେ ଅଛନ୍ତି ସେମାନେ ମଧ୍ୟ ଭୁଲ୍ ମୋଟି ଭେଟ୍ ଦେଉଛନ୍ତି , ଆଉ ଜଉ ଜଣେ ଦୁଇଜଣ ଲୋକ ଭୁଲ୍ କରିଥିଲେ କି ନ କରିଥିଲେ ତାଙ୍କ କଥାକୁ ବୁଝିବାପାଇଁ ଚେଷ୍ଟା ନକରି ତାଙ୍କୁ ସ୍ୱାର୍ଥପର ବ ଲି କହି ତାଙ୍କଠୁ ଦୂରେଇ ଯାଉଛନ୍ତି ଏବଂ ଗୁରୁଜନ ମାନେ ଦୂରେଇ ଯିବାପାଇଁ କହୁଛନ୍ତି ଘରେ ଘରେ 3ରୁ 4 ଟା ଲେଖା ମୋବାଇଲ ଅଛି ଗୁରୁଜନ ମାନେ ଜଉ ଭିଡିଓ ବନାଉଛନ୍ତି ଶିକ୍ଷା ଦେଉଛନ୍ତି ମୋଟି ଭେଟ ଦେଉଛନ୍ତି ସେହି ଭୁଲ୍ ଶିକ୍ଷାକୁ ତ ଜନ୍ମ ହେବା ଦିନରୁ ଶୁଣି ଆସୁଛି ଦେଖି ଆସୁଛି ଶିଖି ଆସୁଛି ଆଉ ମଣିଷ ଠିକ୍ ହେବ କେମିତି ସ୍ଵବାବି ସଂସ୍କାରୀ ହେବ କେମିତି, ଠିକ୍ ଶିକ୍ଷା ଆଉ ସଂସ୍କାର ଦେଲେତ ଯୁବ ସମାଜ ର ଯୁବକ ଯୁବତୀ ମାନେ ଠିକ୍ ରହିବେ ଧନ୍ୟବାଦ୍
@govinda9534
@govinda9534 Жыл бұрын
dhanya bad bhai hare Krishna
@rameshsinku5077
@rameshsinku5077 Жыл бұрын
ବହୁତ୍ ବଢିଆ
@minutesaboutShantikunjbyDSLenk
@minutesaboutShantikunjbyDSLenk 8 ай бұрын
ଆମେ ସ୍ୱାର୍ଥ ପର ହେବାନି, ଶପଥ ନିଅ
@Nandineebehera-u1j
@Nandineebehera-u1j 3 ай бұрын
🕉️ Jay maa mangala 🌺🌺🌺 namah 🛐🧘 So thanks guruji pranam thanks otv channel.💐🙏💐🙏
@ranjanaprusty4440
@ranjanaprusty4440 Жыл бұрын
Namaste pandit ji ATI sundar upastapana saili dhanyawad 👌👍👏🙏
@baijayantimalabrahma3711
@baijayantimalabrahma3711 Жыл бұрын
Sadare Namaste pandit ji 🙏🌹🙏 Upastapika Otvku Dhanyawad
@ROUGHKHATA
@ROUGHKHATA Жыл бұрын
ସାର ନମସ୍କାର ,କେବେ ସୁଯୋଗ ମିଳିଲେ ଆପଣ ଙ୍କ ଆଶୀର୍ବାଦ ଭିକ୍ଷା କରିବି ।
@GaneshKhamari-f1u
@GaneshKhamari-f1u 8 ай бұрын
ସାର ନମସ୍କାର
@Shyam98367
@Shyam98367 4 ай бұрын
Jay siyaRam jay hanuman Jay sankatmochan hanuman ki jay
@bimalkumar816
@bimalkumar816 Жыл бұрын
ଖୁବ ସୁନ୍ଦର
@hemantkumarsahoo9654
@hemantkumarsahoo9654 Жыл бұрын
ପ୍ରଣାମ୍ ଗୁରୁଜୀ 🙏🙏🙏❤
@shree363.
@shree363. 2 ай бұрын
sarbe bhabantu sukhinaha 🙏🏻🙏🏻🙏🏻⭕‼️⭕
@JYOTIRANJAN88.
@JYOTIRANJAN88. 8 күн бұрын
Absolutely correct
@sameersamantaray5908
@sameersamantaray5908 Жыл бұрын
ପ୍ରଣାମ। ଗୁରୁଜୀ ଆପଣ ଜଣେ ବିିଦ୍ବାନ, ଏ କଥାକୁ କେହିବି ଅସ୍ବୀକାର କରିପାରିବେ ନାହିଁ, କିନ୍ତୁ ଆପଣ ଜାଣି ରଖିବା ଦରକାର, ସେ ଝିଅ ବାହା ହୋଇ ଜଦି ଶାଶୁ ,ସଷୁର, ଜାଆ, ନଣନ୍ଦ ଙ୍କ ସହିତ ରହିବ, ତେବେ କୌଣସି ମୁହୁର୍ତ୍ତରେ ପାରିବାରିକ ହିଂସାର ଶିକାର ହୋଇ ତା ଜିବନ ଦୁର୍ବିସ ହେବାର ସମ୍ଵାବନା ଥାଏ। ସେଥିପାଇଁ ସେ ତା ସ୍ବାମି ସହିତ ସେ ଏକା ରହିବାକୁ ପସନ୍ଦ କରିଥାଏ। କାରଣ ବିପଦ କେବେ ନୋଟିସ୍ କରି ଆସିନଥାଏ।
@sachidanandamishra7089
@sachidanandamishra7089 Жыл бұрын
ସେଥିପାଇଁ ସ୍ୱାମୀ ମଧ୍ୟ ସମ ପରିମାଣରେ ଦାୟୀ ଥାଏ 🙏🙏🙏
@ranjanaprusty4440
@ranjanaprusty4440 Жыл бұрын
Swami 99%dai ethipain stree ku hatiyar kari emane freedom life jianti au samaste parajhia ku dosha dianti
@sushmikumari8212
@sushmikumari8212 Жыл бұрын
Om Shanti Shanti 🙏🙏🙏🙏🙏🙏🙏🙏🙏🙏🙏🙏🙏 Thank You so much guruji
@odiashortstories3102
@odiashortstories3102 Жыл бұрын
Full episode upload karantu 🙏🙏
@sasmitapadhy9747
@sasmitapadhy9747 8 ай бұрын
Sir namasta.bahut sundar.apana Khali bohu Katha kahila other side be Dina discussion karantu please.
@BiranchinarayanbeheraBiranchi
@BiranchinarayanbeheraBiranchi 5 ай бұрын
Jay jagannath
@satyadurga1267
@satyadurga1267 Жыл бұрын
Jayjagannath sir🙏🙏🙏🙏
@muktikantamadhei1489
@muktikantamadhei1489 Ай бұрын
Hari bolo
@mahantihembram2230
@mahantihembram2230 Жыл бұрын
Good advice👍👍
@SwarnapragyaHota-ng8ds
@SwarnapragyaHota-ng8ds Жыл бұрын
Good news video🙏🙏🙏
@bichar5086
@bichar5086 Жыл бұрын
Part 2 diantu..... 🙏🙏🙏🙏🙏
@sahntiltta769
@sahntiltta769 Жыл бұрын
Very nice 🙏🙏🙏🙏🙏
@siinx_ff
@siinx_ff Жыл бұрын
Guruji nku mora pranam.
@damodarnayak2539
@damodarnayak2539 Жыл бұрын
Good information ❤
@Zodnd1254
@Zodnd1254 Жыл бұрын
Super❤
@subhansukumardas5738
@subhansukumardas5738 Жыл бұрын
Most beautiful
@snbbariha251
@snbbariha251 Жыл бұрын
❤❤❤
@tapanupdatenewvideos6554
@tapanupdatenewvideos6554 Жыл бұрын
Gurudev pranam ❤❤
@dhambrugouda3630
@dhambrugouda3630 Жыл бұрын
ଗୂରୁଜି କଣ କଲେ ସୁଦାର ଆସିବ ଜୟ ଜଗନ୍ନାଥ 🙏🙏🙏
@jainetridas6821
@jainetridas6821 Жыл бұрын
Guruji pranam🙏
@ratnapravasahoo7536
@ratnapravasahoo7536 Жыл бұрын
Pranam.
@arpvlogs7263
@arpvlogs7263 Жыл бұрын
Full video ta upload karantu🙏🏻
@satyapriyabiswal3691
@satyapriyabiswal3691 Жыл бұрын
Thank you so much sir for health tips.
@pratapkumarpratapanayak3487
@pratapkumarpratapanayak3487 10 ай бұрын
ଅନେକ କ୍ଷେତ୍ର ରେ ବାପା ମା ସ୍ଵାର୍ଥ ପର ହେଉ ଛନ୍ତି।କିଏ ତ ବଡ ପୁ ଅ କୁ କିଏ ତ ସାନ ପୁଅ।ସେ କ୍ଷେତ୍ରରେ କଣ କରା ଯିବ
@kishoremohanty3132
@kishoremohanty3132 Жыл бұрын
Sir,pranam
@pinkysahu-zv8ec
@pinkysahu-zv8ec Жыл бұрын
🙏🙏
@subhashree-shreyanshi
@subhashree-shreyanshi Жыл бұрын
🙏
@BisambarPatra-xo9xq
@BisambarPatra-xo9xq Жыл бұрын
Guruji 🙏🙏sobu khetro re poro jhio ghoro bhage kohibata bhul
@AjitKumarSahu-ed3cb
@AjitKumarSahu-ed3cb Жыл бұрын
Bapa maa sehibali chhua ku bhala bhabare badhei nahanti
@mahalaxmisahoo
@mahalaxmisahoo 9 ай бұрын
Agya ama ghare ama bohu bhi kahuchi
@AchyutanandaDas-c9t
@AchyutanandaDas-c9t 2 ай бұрын
Guruji nk number diantu
@susantachoudhury2468
@susantachoudhury2468 9 ай бұрын
Pandit ji selfish loko na kebe nijor money ku use korena
@ranjanaprusty4440
@ranjanaprusty4440 Жыл бұрын
Keteka loka nije chahantini bapa maa Bhai bhaunimananka sange rahibapain
@sanjuktabiswal1569
@sanjuktabiswal1569 Жыл бұрын
Thik kahich. Mo paristiti thik ehipari mo pua kebal stree byatit au kahaku bhal paeni.
@Jerry_________69-h4p
@Jerry_________69-h4p Жыл бұрын
Bapa ma ku bhala paithile deithiba link re like au suscribe karo
@santilatapradhan8025
@santilatapradhan8025 Жыл бұрын
🙏🙏🙏
@Eyenewsodia2023
@Eyenewsodia2023 Жыл бұрын
🙏
@ashiskumarbaral.8734
@ashiskumarbaral.8734 Жыл бұрын
🙏
@ranjanpanigrahi6447
@ranjanpanigrahi6447 10 ай бұрын
🙏
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
How Strong Is Tape?
00:24
Stokes Twins
Рет қаралды 96 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН