ସତ ହେଲା ବାଇବେଲ ବାକ୍ୟ | ବାଇବେଲ ବାକ୍ୟ କେବେ ମିଛ ହୁଏନି | ଦେଖନ୍ତୁ ପୁରା ଭିଡ଼ିଓ 🤭 ⛪🙏✝️

  Рет қаралды 9,961

𝑺𝒖𝒅𝒉𝒂𝒏𝒔𝒖 𝑴𝒖𝒔𝒊𝒄 🎧

𝑺𝒖𝒅𝒉𝒂𝒏𝒔𝒖 𝑴𝒖𝒔𝒊𝒄 🎧

Күн бұрын

ସତ ହେଲା ବାଇବେଲ ବାକ୍ୟ | ବାଇବେଲ ବାକ୍ୟ କେବେ ମିଛ ହୁଏନି | ଦେଖନ୍ତୁ ପୁରା ଭିଡ଼ିଓ 🤭 ⛪🙏✝️
Christian message
Christian song
Christian news
#newyear​​
#happynewyear​​ happy new year christian song #happy​​
#happynewyearstatus​​
#message​​ #newjesus​​
#christiansongs​​
#christ​​ jesus lover of my soul
jesus
lover
jesus loves me
jesus lover of my soul hillsong
jesus lover
jesus loves
lover of my soul
jesus loves my soul
jesus lover of my soul hymn
jesus lover of my soul audiodarlene jesus lover of my soul
jesus lover of my soul karaoke
jesus loves me lullaby
jesus lover of my soul joseph parry
jesus lover of my soul aberystwyth
jesus christjesus christ

Пікірлер: 200
@Helping-boy-nanda
@Helping-boy-nanda 24 минут бұрын
ପ୍ରଭୁ ଙ୍କ ବାକ୍ୟ ସୋଫୋଲ ହେବ ସତ୍ୟ ହିଁ ଜୟ ହେବ praise the lord
@uttamblg
@uttamblg 12 сағат бұрын
ପ୍ରଭୁଙ୍କ ବାକ୍ୟ ସଫଳ ହେଉ
@sudiptadas5603
@sudiptadas5603 12 минут бұрын
Sorry prabhu...ame birakta na hoi...satru ku jepari.. prema karibu ...sethipain....sakti diya.. Amen Amen Amen Hallelujah hallelujah hallelujah 🙏🏻🙏🏻😭😭
@Worldwidenetwork756
@Worldwidenetwork756 28 минут бұрын
Prayers the lord..Jay mashi ki❤❤❤
@ipriyamdigal2696
@ipriyamdigal2696 37 минут бұрын
Wow Bhai super 👌🔥🆗👍
@babulusingh2785
@babulusingh2785 3 сағат бұрын
Very good massage God bless you 🙏✝️🙏
@mhvloge825
@mhvloge825 2 сағат бұрын
ସେମାନେ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ ଆମେନ
@PramilaPani
@PramilaPani Сағат бұрын
Thank you so much your excellent speech to all bro.
@sangitanayak4247
@sangitanayak4247 Минут бұрын
Very good message brother God bless you you are a message
@ManoharKujur-ib1vk
@ManoharKujur-ib1vk 52 минут бұрын
Ok bhai God bless you
@FunnyMartialArts-kv7n
@FunnyMartialArts-kv7n 2 сағат бұрын
Pravunka rajya sannikata sabu hatijiba but pravunka bakya hatibani amen 🙏🙏🙏🙏🙏🙏 samastanku praise the Lord ✝️✝️✝️✝️
@Lxadhinshort-nc5ho
@Lxadhinshort-nc5ho 2 минут бұрын
ଭାଇ ତମେ ହୋଉଛ best
@ChumkiNaik-g7k
@ChumkiNaik-g7k 32 секунд бұрын
You are right brother,
@ispilimandal5773
@ispilimandal5773 Сағат бұрын
Praise the lord 🙏
@SunielSabar-s1b
@SunielSabar-s1b Сағат бұрын
Amen 🙌
@biranchiho8092
@biranchiho8092 48 минут бұрын
Ok ଭାଇ
@GambhirMandinga-o6y
@GambhirMandinga-o6y 3 сағат бұрын
ଜୟ ଯୀଶୁ ✝️✝️✝️✝️✝️✝️
@habilnag6897
@habilnag6897 Сағат бұрын
100% right bhai God bless to both of you
@BulukaKrusika
@BulukaKrusika 3 сағат бұрын
Praise the lord❤Amen amen❤❤❤❤❤❤❤
@rajkoushal3111
@rajkoushal3111 Сағат бұрын
You right brother
@SantilataMandingi-nx7tn
@SantilataMandingi-nx7tn 2 сағат бұрын
Exactly currect reply brother
@2duSorenvillagelife
@2duSorenvillagelife Сағат бұрын
ଫିଲ୍ମ ସହିତ ମୋର କିଛି କଥା ନାହିଁ। ତପି ମିଶ୍ର ଜେଉ ଯୀଶୁ ଖ୍ରୀଷ୍ଟ ବିଷୟ ରେ ମନ୍ତବ୍ୟ ଦେଇ ଛି ତାକୁ ଆଗ ଅରେଷ୍ଟ କରାଯାଉ
@MsMunnagospelcreation63036
@MsMunnagospelcreation63036 Сағат бұрын
❤❤👌👍👍
@desiachhenel540
@desiachhenel540 Сағат бұрын
Thanks bro bhala upadesha delo
@Mountainvlog-m8k
@Mountainvlog-m8k Сағат бұрын
Right sir
@purnimaminz3368
@purnimaminz3368 Сағат бұрын
Thank you jijues, pristhe lord
@santwana7164
@santwana7164 56 минут бұрын
ଯଦି ଦେଖିଛନ୍ତି ପ୍ରମାଣ କରନ୍ତୁ ସାର୍ କାହା ହାତେ ବାଇବଲ କାହା ହାତେ ଜମି ଆପଣ ସେମାନଙ୍କ ସହ ମିଶି ପ୍ରମାଣ କରୁନାହାନ୍ତି କାହିଁକି ।
@goribenia9146
@goribenia9146 Сағат бұрын
Praise the lord hallelujah hallelujah hallelujah hallelujah hallelujah Raja pita parmeshwar ameen ameen ameen ameen ameen ameen ameen ameen ameen ameen ameen ameen ameen ameen ameen ameen ameen ameen ameen ❤❤❤❤❤❤❤❤❤❤❤❤❤❤❤❤❤❤
@dncrsunilsheikh234
@dncrsunilsheikh234 4 сағат бұрын
Praise the Lord❤God bless you🙏
@surajkumanayakrr19old
@surajkumanayakrr19old Сағат бұрын
You are corect brother 👌
@RebecaToppo-c4w
@RebecaToppo-c4w 2 сағат бұрын
🎉🎉🎉God bless✝️✝️✝️✝️✝️
@DeepakBabu-f6q
@DeepakBabu-f6q 2 сағат бұрын
Preise the lord hallelujah ❤❤❤
@dayanidhibhatra361
@dayanidhibhatra361 5 сағат бұрын
Ekdam 100% Right dharma anek Bhagban ek
@sameshmandangi7855
@sameshmandangi7855 3 сағат бұрын
But jesus is really god.
@machandra8216
@machandra8216 Сағат бұрын
​@@sameshmandangi7855 ଭଗବାନ୍ ର ନାମ କିଏ ଦେଲା ଯୀଶୁ?
@RamaKandagari-jj3kk
@RamaKandagari-jj3kk 4 сағат бұрын
Yes thank you brother
@aryankumarsahulyricist3020
@aryankumarsahulyricist3020 51 минут бұрын
ବହୁତ୍ ସୁନ୍ଦର୍ କଥା କହିଲ ସୁଧାଂଶୁ ଭାଇ ❤ ଚଳଚ୍ଚିତ୍ରରେ ନିଜେ ଅଭିନେତା କହିଛନ୍ତି ଯୀଶୁ ବି କହିଥିଲେ ମାନବ ସେବା ହିଁ ପ୍ରକୃତ ସେବା ।। ଚଳଚ୍ଚିତ୍ରରେ ଦେଖା ହେଇଛି କି କିଛିଟା ଭଣ୍ଡ ଲୋକ ଯେଉ ମାନେ ଖ୍ରୀଷ୍ଟ ଧର୍ମର ପ୍ରଚାର କରିବା ନାଁ ରେ ତାଙ୍କ ରୋଜଗାର କରୁଛନ୍ତି , ହିନ୍ଦୁ ଖ୍ରୀଷ୍ଟିଆନ ବୋଲି କେବଳ ନାମ ଓ ସଂଜ୍ଞା ରୁ ଜଣା ପଡ଼େ ପ୍ରକୃତରେ ହେଉଛନ୍ତି ଆମେ ଭାରତୀୟ , ଯୋଉ ଦିନ ଆମ ଘରର ନାରୀ ରାତି ଅଧରେ ବିନା ଭୟରେ ରାଜ ରାସ୍ତାରେ ଚାଲି ପାରିବେ ସେଇ ଦିନ ଆମେ କହିବାକି ଆମେ ଧର୍ମର ରକ୍ଷା କରୁଛେ । ଚଳଚ୍ଚିତ୍ରରେ ଖ୍ରୀଷ୍ଟିଆନ କିମ୍ବା ପ୍ରଭୁ ଯୀଶୁଙ୍କୁ କିଛି ଖରାପ କୁହା ହେଇ ନାହିଁ, ପ୍ରଭୁ ଯୀଶୁ ଓ ଖ୍ରୀଷ୍ଟ ଧର୍ମର ପ୍ରଚାର ନାମରେ ଯୋଉ ମାନେ ବ୍ୟବସାୟ କରୁଛନ୍ତି ସେଇ ମାନଙ୍କ ପାଇଁ ହିଁ ଚଳଚ୍ଚିତ୍ର କରା ହୋଇଛି ଏଥିରେ ଦଙ୍ଗା କିମ୍ବା ଝଗଡ଼ା ହେବାରେ କିଛି ଫାଇଦା ନାହିଁ , ଜୟ ଜଗନ୍ନାଥ ଜୟ ଯୀଶୁ ଖ୍ରୀଷ୍ଟ ଜୟ ଓଡ଼ିଶା ❤ ଓଡ଼ିଆ ବୋଲି ଆମେ ଗର୍ବ କରି ବଞ୍ଚିବାର ଅଛି
@niharnayak7992
@niharnayak7992 2 сағат бұрын
Jay Jagannath ❤
@BhagirathGamango
@BhagirathGamango Сағат бұрын
Thank you sir
@pallavireddy2989
@pallavireddy2989 Сағат бұрын
Praise the lord ✝️ 🛐 Amen
@MRBISHNU-j3n
@MRBISHNU-j3n Сағат бұрын
Jay jagannath vhai bhai❤❤❤😂😂😂
@MadhuriJal-p9v
@MadhuriJal-p9v Сағат бұрын
ସତ୍ୟ କଉ ଅଛ ଭାଇ
@GuliMajhi-t8k
@GuliMajhi-t8k 4 сағат бұрын
ସନାତନୀ ଫିଲ୍ମ ପୁରା ଜାଲି ଦେଉଛି କ୍ରିଷ୍ଟାନ ମାନଙ୍କୁ ♥️♥️♥️♥️
@AmithMahanada
@AmithMahanada 4 сағат бұрын
Thank you bhai god bles you
@sahebpurtty
@sahebpurtty 2 сағат бұрын
God bleses you sir
@AkhilGamango
@AkhilGamango 3 сағат бұрын
Praise the lord
@KrishnamallickMallick-l6g
@KrishnamallickMallick-l6g 11 сағат бұрын
ଜୟ ଜୟ ଜଗନ୍ନାଥ
@rojitkumar3993
@rojitkumar3993 4 сағат бұрын
Abe tame Mane sabu bhitare kana posijaucha be lojya jako
@subashnayak7026
@subashnayak7026 2 сағат бұрын
You are right sir ❤❤❤
@Kalisankar-m4s
@Kalisankar-m4s 3 сағат бұрын
ବଡ଼ିଆ ଭାଇ
@gopimarichamalia5220
@gopimarichamalia5220 2 сағат бұрын
Praistolord good morning
@rajatv7998
@rajatv7998 46 минут бұрын
ଯଦି ଦେଖିଛନ୍ତି ତାର ପ୍ରମାଣ ଦେଲେ ହେବନି ପ୍ରମାଣ ଦିୟନ୍ତୁ
@sean_srinu2315
@sean_srinu2315 3 сағат бұрын
Good 👍👍👍👍 great full your speech
@APRANP
@APRANP 3 сағат бұрын
, very nice 👍👍❤
@HaraDehuri-h1b
@HaraDehuri-h1b 52 минут бұрын
ଧର୍ମ ପରିବର୍ତନ କରି କେତେ ପଇସା ଖାତାକୁ ଆସୁଚି, ପର୍ଥାନା କଲେ କଣ ହେବ କୁହ, ଜନମ ହେଇଚ ଦିନେ ମରିବ ଦିନେ
@BhagirathGamango
@BhagirathGamango Сағат бұрын
Eita hin thik sir mun bi ekamata
@AbimelakRaito-we1de
@AbimelakRaito-we1de 4 сағат бұрын
Thank you sir ପ୍ରଭୁ ଯୀଶୁ ଶାନ୍ତି ଦିଅ ନ୍ତୃ 💯💯✝️ topi Mishra sir ଯୀଶୁ ଖ୍ରୀଷ୍ଟ ଙ୍କ ବିସୟ ରେ ଅନା ବ ନା khoitibaru ମୁ ବି ମାଇଣ୍ଡ korap ଲାଗିଲା sir soiparili ନାହିଁ ❤❤
@ସୁଧାଂଶୁMUSIC
@ସୁଧାଂଶୁMUSIC 4 сағат бұрын
ସହିବା ଦରକାର କାରଣ ଯୀଶୁ ହଉଛନ୍ତି ଶାନ୍ତି ଦାତା
@skboss8397
@skboss8397 3 сағат бұрын
Aapana kauthiba katha thik laguchi Praise the lord hallelujah hallelujah amen
@srabankumarbhatra3056
@srabankumarbhatra3056 10 сағат бұрын
Jay jisuuuuuuuu
@SontancabiDhurua
@SontancabiDhurua 4 сағат бұрын
Yes aamen
@satyanag-m4k
@satyanag-m4k 4 сағат бұрын
Good Bible varse..
@SitaramLathia
@SitaramLathia Сағат бұрын
ସନାତନ ଧର୍ମ ଏବଂ ଖ୍ରୀଷ୍ଟିଆନ ସମାଜ ଭିତରେ ୧୯ ୨୦ ପରକ ଅଛି 🚩ସନାତନ ଧର୍ମରେ ବାରମାସକୁ ୧୩ଟା ପରବ ଅଛି🚩 ଖ୍ରୀଷ୍ଟଆନ ସମାଜରେ ୨ଟା ପରବ ମାତ୍ର ଅଛି✝️ 🚩 ଜୟ ଶ୍ରୀ ରାମ 🚩
@VikashKumar-qv4vq
@VikashKumar-qv4vq Сағат бұрын
Kichhi v porbo nahi Christian religion
@SudarshanGamango-pl9jb
@SudarshanGamango-pl9jb 3 сағат бұрын
Thank you bhai mu jane hindu hele bee tame jaha kahila hindu&Christian e kathaku ubhaya bujhiba darakara ehahin bhaichara atte
@manojjena7608
@manojjena7608 7 сағат бұрын
Amen
@Soumay1433
@Soumay1433 2 сағат бұрын
Godblessyou
@SuluTadingi
@SuluTadingi Сағат бұрын
ଉମାନେ ତାଡାନା କରନ୍ତି ସେମାନେକୁ ପାତନା କର ଜାଣିନାହି
@PratimaNayak-t3t
@PratimaNayak-t3t 3 сағат бұрын
🙏👍🇮🇳👍🙏💐preshdaloud
@lataMandingi
@lataMandingi 2 сағат бұрын
Amen🙏🙏
@binayaraita9037
@binayaraita9037 4 сағат бұрын
ଠିକ୍ କହିଛନ୍ତି ସାର୍ ସେମାନଙ୍କ ପାଇଁ ପ୍ରାର୍ଥନା କରିବେ ଯେଉଁ ମାନେ ଯୀଶୁଙ୍କ ନାମରେ ନିଜର ସ୍ବାର୍ଥ ପାଇଁ ଜାଗତିକ ହିସାବରେ ବାକ୍ୟ ଦିଅନ୍ତି ବା ଯୀଶୁଙ୍କୁ ପରିହାସ କରୁଥିବା ଲୋକମାନେ ମନ ପରିବର୍ତ୍ତନ କରିବେ ସେଥିନିମନ୍ତେ ପ୍ରାର୍ଥନା କରିବେ ଧନ୍ୟବାଦ
@ସୁଧାଂଶୁMUSIC
@ସୁଧାଂଶୁMUSIC 4 сағат бұрын
ଆମେନ
@HaraDehuri-h1b
@HaraDehuri-h1b 52 минут бұрын
ଯୀଶୁ କୁ ଦେଖିଚ ଭାଇ
@satyaranjanparichha9164
@satyaranjanparichha9164 Сағат бұрын
Bondhu nomoskar jaha kohilo bholo lagila karono amo deshoro jonne amo bholiya bondhu kohichonthi e matire jonom neba uchith no thila kethoko rajonithi faidha paiba pai e prokar drama koronthi sabodhan Desh bashinku ehi prokaro ghrunyo ghruhojudho koruthiba kethoko mushtimeyo lokonko tharu sabodhan
@HaraDehuri-h1b
@HaraDehuri-h1b 55 минут бұрын
ଚର ଦୁଇଟା କୁଆଡେ ଆସିଲ
@Bapiyy4gy
@Bapiyy4gy 2 сағат бұрын
ତୁମେ ଭାଇ ଠିକ୍ କହଚ ଏକ ବ୍ରହ୍ମ ଦ୍ଵିତୀୟ ନାସ୍ତି କିନ୍ତୁ ଆମେ ତାକୁ ଅନେକ କରି ବଡ ଛୁଟ କରି ଚାଲିଛନ୍ତି ସେହି ଗୋଟିଏ ବ୍ରହ୍ମ କୁ ପାଇବାକୁ ଅନେକ ଧର୍ମ ର ରାସ୍ତା ଅଲଗା କିନ୍ତୁ ଇଶ୍ଵର ଗୋଟିଏ ଏଇଟା ସତ
@ସୁଧାଂଶୁMUSIC
@ସୁଧାଂଶୁMUSIC 2 сағат бұрын
ଠୀକ କଥା
@Bapiyy4gy
@Bapiyy4gy 2 сағат бұрын
@ସୁଧାଂଶୁMUSIC ଭାଇ କିଏ କାହାର ଶତ୍ରୁ ନୁହନ୍ତି କାହିଁକି ନା ଆମେ ସମସ୍ତେ ଭଗବାନଙ୍କ ଅଂଶ 5ମନ 25 ପ୍ରକୃତି ଆମକୁ ଚିହ୍ନେଇ ଦେଉନି ଯେ ଆମେ ସମସ୍ତେ ଗୋଟିଏ ଆତ୍ମା ପରମାତ୍ମା ର ସୋରପ ଏଇଟା ଯିଏ ବଝିଜିବ ସେ କେବେବି କୋୖଣସି ଧର୍ମ କୁ ଖରାପ କହିବନି
@msgajapati3040
@msgajapati3040 2 сағат бұрын
ହଁ ଆପଣ ସତ କଥା କହିଲେ ମୁଁ ମାନୁଚି ଯେ ସେ ତପି ଯୀଶୁଙ୍କୁ ଅପମାନ କରିଛନ୍ତି ହେଲେ ଆମେ ସ୍ୱର ଉଠେଇ ପାରିବୁନି କି କୁହନ୍ତୁ ।
@ସୁଧାଂଶୁMUSIC
@ସୁଧାଂଶୁMUSIC 2 сағат бұрын
ପାରିବା କିନ୍ତୁ ଏମିତି ନୁହଁ ପ୍ରାର୍ଥନା ସହିତ
@satyanag-m4k
@satyanag-m4k 4 сағат бұрын
According to Bible is very important..Sir..
@oneplusentertainment123
@oneplusentertainment123 2 сағат бұрын
❤️❤️❤️❤️❤️❤️❤️❤️❤️
@truptimayeebehera6991
@truptimayeebehera6991 3 сағат бұрын
Jai jasus ❤❤❤❤❤
@debendraharijan8387
@debendraharijan8387 2 сағат бұрын
Right bhai
@ShatrughanaParta
@ShatrughanaParta Сағат бұрын
Sir 100%Right Filim rilies helebi na rilies helebi tadana ashiba
@SongOfTheWord
@SongOfTheWord 4 сағат бұрын
ସେମାନେ କିଛି ଜାଣିନାହାନ୍ତି ନ ଜଣାଇଲେ ସେମାନେ କେମିତି ଜାଣିବେ?
@ସୁଧାଂଶୁMUSIC
@ସୁଧାଂଶୁMUSIC 4 сағат бұрын
ସେ ମାନଙ୍କ ପାଇଁ ପ୍ରାର୍ଥନା କର ସେ ମାନେ ଆପେ ଆପେ ଜାଣିବେ
@tukunaraita5176
@tukunaraita5176 2 сағат бұрын
Sir ଟିକ୍ କଇଲ ଲୁକ ବୁଜୁନାହାନ୍ତି
@PurnachandraPradhan-n1q
@PurnachandraPradhan-n1q 2 сағат бұрын
ଠିକ କହିଲ ଭାଇ
@SumidrSumidr
@SumidrSumidr 2 сағат бұрын
Praise the lord sir good morning
@pkentertainmentinformative1712
@pkentertainmentinformative1712 2 сағат бұрын
Thik katha
@VikashKumar-qv4vq
@VikashKumar-qv4vq Сағат бұрын
No problem,kete aasili kete gole,
@RitaDigal-k6r
@RitaDigal-k6r 2 сағат бұрын
Nija pai ta 10 minit prathana karuno thibe kahidele hebani satare kariba ku padiba. 🙏🏻🙏🏻
@amulyabardhan8504
@amulyabardhan8504 18 минут бұрын
ଭାଇ ଫିଲ୍ମ ରେ ସତ୍ଯ କାହାଣୀ ଉପରେ ଆଧାରିତ ବୋଲି ଲେଖା ଅଛି ଭାବି ଦେଖ। କଳ୍ପିତ କାହାଣୀ ବୋଲି ଲେଖା ହେବାର ଥିଲା
@satyanag-m4k
@satyanag-m4k 4 сағат бұрын
Thank you sir for your few words about word of God what you say That's is true....
@ArunakumarGouda-k8p
@ArunakumarGouda-k8p 3 сағат бұрын
ମୁ ଯୀଶୁ ଙ୍କୁ ଭଲପାଏ ଏବଂ ଜଗନ୍ନାଥ ଙ୍କୁ ଭଲ ପାଏ ଜଗନ୍ନାଥ ପୂର୍ଣ୍ଣ ବ୍ରହ୍ମ ପରମାତ୍ମା ଅଟନ୍ତି ଏବଂ ଯୀଶୁ ତାଙ୍କର ହିଁ ଅଂସାବତାର ଅଟନ୍ତି ଅର୍ଥାତ ସେମାନଙ୍କ ସମ୍ପର୍କ ପିତା ପୁତ୍ର ର ସମ୍ପର୍କ ଏଥିପାଇଁ ସ୍ଵ ଧର୍ମ ର ତ୍ୟାଗ କରିବା ଉଚିତ ନୁହେଁ ସ୍ବଧର୍ମ କୁ ତ୍ୟାଗ କରିବା ମହା ପାପ ଏବଂ ଅପରାଧ ଅଟେ
@ସୁଧାଂଶୁMUSIC
@ସୁଧାଂଶୁMUSIC 3 сағат бұрын
ଆମେନ
@sahilgamang
@sahilgamang 6 сағат бұрын
ସତ କଥା ଅଜ୍ଞା ଓଭର୍ ହେଲେ କଣ କରିବୁ (ଯେମିତି,ସେମ୍ସନ
@PravakarpragyanRout
@PravakarpragyanRout 2 сағат бұрын
Bhai Kia kahibe ki amen au haleluia ra Mane ta kn au ae duiti sabda keun bhasa ra
@himatpani4807
@himatpani4807 4 сағат бұрын
👍👍👍Jay Yessu
@RebecaToppo-c4w
@RebecaToppo-c4w 2 сағат бұрын
🎉🎉🎉🎉
@MurliSukri
@MurliSukri 5 сағат бұрын
ତମେ କାହିଁକି ବୋକର ବକର ତପି କୁ ତୁମ୍ଭର ଦୁଇ ଜଣ ଜାଈ କିଛି କହିପାରିଲେନି
@ସୁଧାଂଶୁMUSIC
@ସୁଧାଂଶୁMUSIC 4 сағат бұрын
ସମସ୍ତେ ସମାନ ନାଇଁ ବ୍ରୋ
@pashupati55
@pashupati55 3 сағат бұрын
ଯେତେ ଯାହା କୁହ ସତ ହଉଛି ସତ। କ୍ରିଷ୍ଟିଆନ ମାନେ ଘରେ ପଶି ଧର୍ମାନ୍ତିକରଣ କରୁଛନ୍ତି। ଶଳା ଏବେ ଏବେ ସବୁ ନୂଆ ଧର୍ମ ଗୋଟେ ଗୋଟେ ବାହାର କରି ଗୋଟେ ନାଟ ଚଲେଇଛ।😂😂 India ରେ ଯେତେ ଲୋକ ସବୁ ସନାତନି। ତା ପରେ ଅଗା ବଗା ଜଗା ଯେତେ ଧର୍ମ ସବୁ ଗୋଟେ ଗୋଟେ ନାଟକ।
@HariharaGomango-ck6cq
@HariharaGomango-ck6cq Сағат бұрын
ଭାଇ ସତ କଥା j ସେମାନଙ୍କ କଥା ଅନୁସାରେ ଯଦି ହବ, ଆପଣଙ୍କ ଏରିଆ ଏବଂ ଆପଣଙ୍କୁ,ଓ ଆପଣଙ୍କ ଗାଁ ରେ ଯଦି ଦଙ୍ଗା ହବ ,ତାହା ହେଲେ ସମ୍ଭାଳି ପାରିବୁତ, ଖାଲି you tube re video କରି ଛାଡ଼ିଲେ ହବ ନାହିଁ ଭାଇ।
@amlenkerketta3842
@amlenkerketta3842 15 минут бұрын
Tapi misra ra Darma bolo kichi nahi tara udesya kebala darma na re bhai bhai madyare jhagada kariba ..prayies the Lord Bande Utkala janani
@arucharanpradhan5502
@arucharanpradhan5502 2 сағат бұрын
ଖାଲି ବାଇବେଲ କଥା ସତ୍ୟ ହେବ କ'ଣ? ଆପଣ ଯେଉଁ କଥା କହୁଛନ୍ତି ତାହା ବି ସତ୍ୟ ହେଉଛି। ତୁମେ କହୁଛ ତୁମ ଆମ ଓ ସମସ୍ତ ଜୀବଙ୍କର ରକ୍ତ ସମାନ। କିନ୍ତୁ ଅନ୍ୟ ଜୀବ ମାନଙ୍କୁ ମାରି ମାଂସ ଖାଉଛନ୍ତି କାହିଁକି? ଜୀବେ ଦୟା,କର୍ମୈ ଧ୍ୟାନ, ହିଂସା କ୍ରୋଧ ବର୍ଜନ ହିଁ ମାନବର ଧର୍ମ।ଏହା ବ୍ୟତୀତ ଅନ୍ୟାନ୍ୟ କିଛି ନାହିଁ।
@rajibmallick3262
@rajibmallick3262 6 минут бұрын
ଭାଇ ଯାହା କହିଲ ଠିକ୍
@HaribandhuKhillo
@HaribandhuKhillo 3 сағат бұрын
Right kkhatha
@Manoj-u7k4n
@Manoj-u7k4n 13 минут бұрын
Dekontu.movi.aga.bai.dharijauchuki
@satyanag-m4k
@satyanag-m4k 4 сағат бұрын
Ameen
@prabinkanhar7606
@prabinkanhar7606 3 сағат бұрын
❤👍👍👍👍👍👍mu bi hindu
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
ହଠାତ କରିବାକୁ ପଡ଼ିଲା ବାହାଘର 🥰
21:08
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН