Tsunami will touch Maa Biraja Temple | Top Secret Revealed by Malika Bhakta | Satya Bhanja

  Рет қаралды 67,467

Satya Bhanja

Satya Bhanja

Күн бұрын

Пікірлер: 184
@SagarRanjanMohanty
@SagarRanjanMohanty 3 жыл бұрын
ସତ୍ୟ ବାବୁ, ଆଜ୍ଞା ଶୁଭ ସନ୍ଧ୍ୟା ଏବଂ ଶ୍ରୀ ରାଜିବ ବାବାଙ୍କୁ ମୋର ପ୍ରଣାମ। ସତ୍ୟ ବାବୁ, ବୋଧହୁଏ ଆପଣ ଏ ଧରାପୃଷ୍ଠରେ ଜନ୍ମ ନେବା ଆଗରୁ, ରାଜିବ୍ ବାବା ଆମ ରାଜ୍ୟ ଓଡ଼ିଶାର ଜଣେ ଆଗଧାଡିର ବାବା ଥିଲେ। ଆପଣ ସିନା ମାଳିକା ଜାଲ ନେଇ ନୀଳିମାଶ୍ରମ ଏବେ ଗଲେ, ଆଜ୍ଞା ଦିନ ଥିଲା ଓଡ଼ିଶାର ବଡ଼ ବଡ଼ ମୁଣ୍ଡ ବାବାଙ୍କ ଆଶିର୍ବାଦ ପାଇବା ପାଇଁ ନୀଳିମାଶ୍ରମ ଧାଉଁ ଥିଲେ। ସେତେବେଳେ ସେ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। କିଛି ଦଶନ୍ଧୀ ପରେ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ବାବାଙ୍କ ଦର୍ଶନ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି।ଜୟ ଜଗନ୍ନାଥ।
@prasantabehera2091
@prasantabehera2091 2 жыл бұрын
ପ୍ରଭୁ ଆପଣଙ୍କୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ ଜୟ ପଞ୍ଚଶଙ୍ଗା
@kalandicharanpati9785
@kalandicharanpati9785 6 ай бұрын
As per Malika Mina Sani yoga will be held on Thursday 03 April 2025 . Jay Jagannath 🙏
@themysteriesofvedasbhagava3400
@themysteriesofvedasbhagava3400 3 жыл бұрын
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା ଜୟ ମାଆ ବିରଜା ।🙏🙏🙏🙏🙏🙏🙏🕉️🕉️🕉️🕉️🕉️🕉️🕉️🌄🌄🌄🌄🌄🌄🌄🌅🌅🌅🌅🌅🌅🌅🌄🌄🌄🌄🌄🌄🌄🕉️🕉️🕉️🕉️🕉️🕉️🕉️🙏🙏🙏🙏🙏🙏🙏 .......…....
@Jagannath989
@Jagannath989 3 жыл бұрын
ଶ୍ରୀ ଜଗନ୍ନାଥ ସ୍ୱାମୀ,ॐଗୁରୁ ଅଚ୍ୟୁତାନନ୍ଦ ନମଃ, ଜୟମାବିରଜାନମଃ
@ashokjena5932
@ashokjena5932 2 жыл бұрын
🙏🙏🙏🙏ଜୟ ପଞ୍ଚସଖା ଜୟ ମାଳିକା 🌺🌺🌺🌺 ଜୟ ଜଗନ୍ନାଥ ସ୍ବାମୀ
@manjulatamishra7315
@manjulatamishra7315 3 жыл бұрын
Apanka sange kama kale khusi milanta santi paibu Jay jagannath
@onlinestudy9705
@onlinestudy9705 2 жыл бұрын
ଯେ ଜଗନ୍ନାଥ , ସତ୍ୟବାବୁ , ବାବା ଯେତେବେଳେ ବିଷାକ୍ତ ଗ୍ୟାସର ପ୍ରତିକାର ପାଈଁ ବୃକ୍ଷର ନାମ କହୁଥିଲେ, ଆପଣ ଉପରେ ପଡି କଥା କହିବାରୁ ଆମେ ଶୁଣିବାରୁ ବଂଚିତ ହେଲୁ ।
@nilamanirana8108
@nilamanirana8108 3 жыл бұрын
ଜୟ ଜଗନ୍ନାଥ ବାବାଙ୍କୁ ପ୍ରଣାମ
@indrajitmahanta7714
@indrajitmahanta7714 3 жыл бұрын
ସତ୍ୟ ସାର୍ ଆପଣ ଅନେକ ଦୁଃଖ କଷ୍ଟ ଝଡ ଝୌଞା କୁ ସାମ୍ନା କରି ଖୋଜି ଚାଲିଛନ୍ତି ମାଳିକା ବର୍ଣ୍ଣିତ ଅନେକ ପୀଠ ଏବଂ ମଠ ସେଠାରେ ଥିବା ସାଧୁ ସନ୍ଥ ମାନଙ୍କ ସହିତ ମାଳିକା ରେ ଲିପିବଦ୍ଧ ଥିବା ତଥ୍ୟ କୁ ଲୋକଲଚନରେ ପହଁଚାଉଥିବାରୁ ଆପଣଙ୍କୁ ଅନ୍ତରରସହିତ ଅନେକ ଅନେକ ଧନ୍ୟବାଦ । ସତ୍ୟ ସାର୍ ଆପଣଙ୍କର ପ୍ରତେକ ଏପିଷୋଡ୍ ଅତି ରୋମାଞ୍ଚ କାରି ଅଟେ । ଆମର ପାରମ୍ପରିକ ସତ୍ୟ ନାରାୟଣ ପାଲା ରେ ଗାୟିକା ଭାରତୀ କଳ୍ପନା ନାଏକ ଅତି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ଦେବ ଶାନ୍ତି ସେବା ଆଶ୍ରମ କରମଳା ଯଦି ଆପଣଙ୍କ ପକ୍ଷରୁ ସମ୍ଭବ ହୁଏ ତାହେଲେ ସେଠାକୁ ଜାଇ ସେଠାର ଆଲୋଚନା ଲୋକଲଚନକୁ ପହଁଚାଇ ପାରିଲେ ଆମ୍ଭେ ଆପଣଙ୍କ ଠାରେ ଚିର ରୁଣି ହୋଇ ରହଁନ୍ତେ। (ଧନ୍ୟବାଦ ସାର୍)
@anjanpallai5646
@anjanpallai5646 3 жыл бұрын
ବାବାଙ୍କୁ ଆନ୍ତରିକ ପ୍ରଣାମ 🙏 ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ସତ୍ୟ ବାବା । 🙏🙏🙏
@seshadevsahoo4856
@seshadevsahoo4856 3 жыл бұрын
ଓଁ କଳ୍କୀ ରାମ, ଓଁ ପଞ୍ଚସଖା ୟେ ନମଃ...
@kanaklatadas9834
@kanaklatadas9834 3 жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏ଜୟ ପଞ୍ଚସଖା🙏🙏
@prakashsubudhi5994
@prakashsubudhi5994 2 жыл бұрын
Jay Jagannath, ଜୟ ଜଗନ୍ନାଥ, जय जग नाथ, जय पंच सखा , ଜୟ ପଞସଖା, Jay panchasakha, ऊँ नमः शिवाय नमः, हर हर महादेब, बम बम भोले सुनले, ମନ୍ ମେ ରଖିଏ ଶିବ ଶିଲା ଦେଖେ ତେ ରହିଏ ଶିବ୍ ଲିଲା ହର୍ ହର୍ ମହାଦେବ हर हर महादेब .........
@prasadmajhi5559
@prasadmajhi5559 3 жыл бұрын
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
@alokkumarparida1251
@alokkumarparida1251 3 жыл бұрын
ଅନେକ ଅନେକ ଧନ୍ୟବାଦ ସତ୍ୟବାବୁ 🙏💞💞🚩
@hemantakumardas5442
@hemantakumardas5442 11 ай бұрын
जय श्री जगन्नाथ प्रभुजि कि जय हो 🙏❤🙏❤🙏❤🙏
@neerennayak7417
@neerennayak7417 3 жыл бұрын
ଜୟମାଳିକା ଜୟ ଜଗନ୍ନାଥ
@ନରେଶବରାଳ
@ନରେଶବରାଳ 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚ ସଖା 🙏🙏🙏🙏🙏
@Luckyluxury4541
@Luckyluxury4541 3 жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@laxmidharsasmal1597
@laxmidharsasmal1597 3 жыл бұрын
ଜୟ ଜଗନ୍ନାଥ ⭕️‼️⭕️🙏🙏🙏🌷
@jayjagannath4375
@jayjagannath4375 3 жыл бұрын
ନୀଳଚକ୍ର ଡେଇଁ ପାଣି ପଡିବ। ମହାପ୍ରଳୟ ବୋଲି ଜଗତ ଜାଣିବ । ଖାଲି ଓଡ଼ିଶା ନୁହେଁ ପୃଥିବୀର ସବୁ ଉପକୂଳ ଅଞ୍ଚଳରେ 200 ରୁ 300 ଫୁଟ ପାଣି ମାଡିବ। ବିରଜାଙ୍କ ପାଦ କଣ ମନ୍ଦିର ବି ବୁଡି 200 ଫୁଟ ପାଣି ହେବ। 800 କୋଟି ଲୋକରୁ 80 କୋଟି ଲୋକ ରହିବେ। ନୀର ବାବା କେନ୍ଦ୍ରାପଡା ଠିକ କହିଛନ୍ତି। ଆଉ ସବୁ ଭଣ୍ଡୁଛନ୍ତି।
@sujandebata7769
@sujandebata7769 3 жыл бұрын
ତାର ଯେମୀତୀ ଖରାପ ହେଲେ ନୀଚଲେ ରାହୁ ଗ୍ଯନ ମୁରଖିଗ୍ଯନବୀ ସେମୀତୀ ନୀଚଲେ
@Si_pu310
@Si_pu310 3 жыл бұрын
ଯାହା ନିୟତୀ ର ନିୟମ ତାହା ନିଶ୍ଚୟ ହେବ । ପ୍ରଭୁ ମଧ୍ୟ ଏହି କଥାକୁ ପ୍ରତି ପାଦରେ ସମ୍ମାନ ଦେଇଛନ୍ତି । ମହାପୁରୁଷ ଅଚ୍ୟୁତାନନ୍ଦ କଳିଯୁଗର ଲୋକମାନଙ୍କ ପାଇଁ ଲେଖିଯାଇଛନ୍ତି ଯେତେପରକାରେ ଯେତେବୁଝାଇଲେ କେହି ନ ବୁଝିଲେ ଜଣେ । ଯେଉଁ ମାନେ ମାଳିକା ପଢୁଥିବେ,ଶୁଣୁଥିବେ ମାଳିକା ଉପରେ ଶ୍ରଦ୍ଧା ଥିବ ଏହା ଜାଣିପାରୁଥିବେ । କଳିଯୁଗର ପତୀତ ଜନମାନେ କିପରି ପ୍ରଭୁଙ୍କର କୃତ୍ୟ ନୁହେଁ ପ୍ରଭୁଙ୍କ ବିଷୟରେ ଟିକେ ଜାଣିପାରିବେ ଆଉ କ'ଣ କଲେ ପ୍ରଭୁଙ୍କର କୃପା ଲାଭ ହୋଇପାରିବ ଏହି ଭବସାଗରୁ ପାର ହୋଇପାରିବା ସେହିଭଳି କଥାକୁ ଅଭିଜ୍ଞ ଡଥା ଅନୁଭବି , ଗୁରୁତୁଲ୍ୟ ମାନଙ୍କ ଦ୍ଵାରା ପ୍ରସାରଣ କରାନ୍ତୁ ଯାହାଦ୍ଵାରା ସମସ୍ତଙ୍କର ମଙ୍ଗଳ ହେବ । ମହାପୁରୁଷ ଲେଖିଛନ୍ତି। ତୁମ୍ଭ ବୁଝା ବୁଝି ମୋ ବୁଝାବୁଝି, ବୁଝାବୁଝି ରେ ତ ବଣା । ତୁମ୍ଭ ଦେଖା ଦେଖି ମୋ ଦେଖା ଦେଖି ଆଖି ଥାଉଁ ଥାଉଁ କଣା ।।
@soumyadas9951
@soumyadas9951 3 жыл бұрын
Han Bhai BAISI PAHACH kana RATNA SINHASAN bhi budiba mahodadhi jalare... MAHAPRABHUNKAR ICHA PURNA HEU... JAGAT UDHAR HEU... JAY JAGANNATH SWAMI NAYAN PATH GAMI BHABATU ME......
@Si_pu310
@Si_pu310 3 жыл бұрын
@@soumyadas9951 ଅନୁସନ୍ଧିତ୍ସା ଅବଶ୍ୟମ୍ଭାବୀ । ଧର୍ଯ୍ୟ ଧରି ସମୟକୁ ଅପେକ୍ଷା କରନ୍ତୁ। ଜୟ ଜଗନ୍ନାଥ ।
@patabasacharya6793
@patabasacharya6793 Жыл бұрын
ଆଜ୍ଞା ଏ ବାବାଙ୍କ କଥା ଭେରି ଭେରି ପ୍ପ୍ରାକଟିକାଲ କିନ୍ତୁ ନିଆଁ ରେ ଚାଲିବା କଥା ବି ଠିକ୍ ଯେମିତ କି କିଛି ଲୋକ ଗରମ ତେଲ ରେ ହାତ ଦ୍ଵାରା ଛାଣି ପାରୁ ଛନ୍ତି ସେଇଟା କଣ ସିଦ୍ଧି ନା ଅଭ୍ୟାସ??
@ankitasahu6711
@ankitasahu6711 3 жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏
@aditiyatripathy645
@aditiyatripathy645 3 жыл бұрын
ବାବାଙ୍କ ଘର କଣ ପୁରୀ, ଛଇତନା ପାଖରେ କି ଆଜ୍ଞା, ଆମ ଘର ପାଖରେ, ଜୟ ଜଗନ୍ନାଥ l
@pradeepkumarpradhan980
@pradeepkumarpradhan980 3 жыл бұрын
HEY prabhu Jagannath 🙏 TUMBHA padapadmatale satasahasra kotibara 🙏
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କଳକୀ ଜୟ ଜଗନ୍ନାଥ
@srikantsethy4074
@srikantsethy4074 3 жыл бұрын
Jay Maa Biraja 🙏🙏🙏
@skygod2926
@skygod2926 3 жыл бұрын
Jay gurudev Jay Jagannatha Jay panchasakha Jay achuta ram Jay kalkiram Jay shree krishna Jay shree Ram ram Jay matadi Jay Sanatan Dharma Jay Sanatan Dharma Mo pranam grahan karantu 🙏🙏
@ajaykumarlenka1669
@ajaykumarlenka1669 3 жыл бұрын
Jai jagarnatha swami nayan patha gami bhaba tume
@tanmayakumarsahu5433
@tanmayakumarsahu5433 3 жыл бұрын
ପବନ କରିବାର ଗୋଟେ ସୀମା ଅଛି
@prasannakumarbarikbarik3115
@prasannakumarbarikbarik3115 3 жыл бұрын
Ha ha ha
@manjulatamishra7315
@manjulatamishra7315 3 жыл бұрын
Jagannath swami nayana patha gami bhaba tume
@ranjanbehera.1165
@ranjanbehera.1165 3 жыл бұрын
ବାବା ମାନେ ସର୍ବଜ୍ଞାନି ତାଙ୍କୁ ଭାରତ ରେ 34କୋଟି ମୁସଲମାନ +ବାଙ୍ଗଲାଦେଶୀ ମିଶିକି କଣ ବେଙ୍ଗଲ ରେ ହିନ୍ଦୁ ମାନଙ୍କୁ ହାଣିଲେ, ଧର୍ଷଣ କଲେ ଧାନସମ୍ପତି ଲୂଟି ନେଲେ ଆଗକୁ ଏହିପରି ପୁରା ଭାରତ ରେ ହବାକୁ ଯାଉଛି, ସନାତନ ଧର୍ମ କୁ ମାନୁ ଥିବା ହିନ୍ଦୁ ବଞ୍ଚିରହିବତ. ଜୟ ଜଗନ୍ନାଥ
@JAY_JAGANNATH.392
@JAY_JAGANNATH.392 3 жыл бұрын
Satya Bhai Sambala Grama ku jantu
@prasantadas4616
@prasantadas4616 3 жыл бұрын
Fast view,,, jay jagannath 💐🙏 jay panchasakha 💐🙏 jay bhakta gana 💐🙏
@sujandebata7769
@sujandebata7769 3 жыл бұрын
କେହୀ ନୀବନଚୁ କାରଣ ଆସୀ ଥୀବାର ଲୋକ ଆସୀ ଅଛୀ ଚୀନ୍ ନୀଭା ପାଇ ଲୋକକଂର ସମଯ ନାହୀ ଆମ ଗ୍ଯନ କେତୋଟୀ ଦୁନୀଆରେ ଭାଇ କେତୋଟୀ ମନେକର ବାଘ ନାମ କେତୋଟୀ ଅଛୀ ଆମ ଭାଇ ମୁରଖି ଯେମରୀବା ଆମେ
@satyadash784
@satyadash784 3 жыл бұрын
Satya bhai I know astrology little bit. Ebe shani makara rashi re achi. Sethi 2023 January jae rahiba. Ta pare kumbha rashi ku shani jiba. Sethi 2 and 1/2 year rahiba . Then Meena rashi ku shani jiba. Ta meena shani 2025 pare heba ...2026 onwads..... As per astrology..
@norihorihori4910
@norihorihori4910 3 жыл бұрын
Jaijagnatha swami
@jatingochhayat5277
@jatingochhayat5277 3 жыл бұрын
Jay jagannath Jay panchasakha 🙏 🌹
@chitaranjansahoo9939
@chitaranjansahoo9939 3 жыл бұрын
Babanku addhamar koti koti pranam🙏 Satya babunku Mahaprabhu anadi sada khusire rakhitthantu🙏
@norihorihori4910
@norihorihori4910 3 жыл бұрын
JAiMAASANKULi
@suryakantasethi8339
@suryakantasethi8339 3 жыл бұрын
Jaya jagannath 💞💞💞💞💞💞💞💞💞💞🙏🙏🙏🙏🙏🙏🙏🙏🙏
@biswabhusanrath2814
@biswabhusanrath2814 3 жыл бұрын
Priya Satyababu, Apananku mora hardik subhechha. Babanku mora pranam. Babankara bani ati saral, sundar ebam satya mane heuthila. Baba bahu gupta ebam gabhir gyanara adhikari. Dhanyabad. Jay Jagannath. 🙏
@norihorihori4910
@norihorihori4910 3 жыл бұрын
JaiMAABHiRABi
@sridharsahoo4561
@sridharsahoo4561 3 жыл бұрын
Jay maa biraja
@mitaliinodisha777
@mitaliinodisha777 3 жыл бұрын
Jay Jagannath saty Baba 🙏🙏
@jagnyanarayan2795
@jagnyanarayan2795 3 жыл бұрын
Jaygurudev
@ranjitamishra2212
@ranjitamishra2212 3 жыл бұрын
Jayjagannth 🙏🙏
@ajitkumarpatra7794
@ajitkumarpatra7794 3 жыл бұрын
Jai jagannatha mahaprabhu jai panchashakha
@mickymiki132
@mickymiki132 3 жыл бұрын
Ama ghara puri town kintu baisi pahacha re mina kebe b emt khelibara ame suninu.. 1982 katha ta mu janini but jadi mina khelithanta atleast ama parents & grand parents amaku janei thante sure.. Jai jagannath🙏.. Mina kheliba manuchi kintu mina j agaru kheluthile aeta thik laguni..
@themysteriesofvedasbhagava3400
@themysteriesofvedasbhagava3400 3 жыл бұрын
ଆଗରୁ ଖେଳ ଟିକିଏ ଟିକିଏ ହେଉଥିଲା ଏବେ ବେଶି ହେବ ।
@manas0293
@manas0293 3 жыл бұрын
Baba nka saha au thare sakhyatkara karantu satya bhai.. 🙏
@jitenpati7598
@jitenpati7598 3 жыл бұрын
Hay prabhu
@aswanibehera8591
@aswanibehera8591 3 жыл бұрын
Jay jagannath Swami🙏🙏🙏
@jkmediacentre2589
@jkmediacentre2589 3 жыл бұрын
Jay Jagannath
@sujandebata7769
@sujandebata7769 3 жыл бұрын
ଆମ ଭାଇ ସେ ବାଘ ମୁହରେ ପଡୀଛୀ
@Manjushreepandayoutube
@Manjushreepandayoutube 3 жыл бұрын
Jay jagannath Jay pancha sakha satya babu anek anek dhanyavaad
@sulochanamallik867
@sulochanamallik867 3 жыл бұрын
🙏🙏🙏🙏🙏
@motilal508
@motilal508 2 жыл бұрын
🙏🏼🙏🏼
@deepkbiswal9907
@deepkbiswal9907 3 жыл бұрын
Jay jagannath mahaprabhu
@jashobantabagha2501
@jashobantabagha2501 3 жыл бұрын
Jai sri madhava saranam
@babulibehera3750
@babulibehera3750 3 жыл бұрын
Jay Jagannath Jay panchasakha Jay baba
@soumyadas9951
@soumyadas9951 3 жыл бұрын
No not at all .... Baisi pahachare Mina kheliba jete bele asteroid padiba INDIAN OCEAN re... Ratna SINHASAN madhya pani re budiba.. JAY JAGANNATH SWAMI.... Se SAMAY bhi ati nikat, au kichi barsa ra katha....... MAHAPRABHUNKAR ICHA PURNA HEU JAGAT UDHAR HEU...... JAY PANCHA SAKHA.......
@swastikpradhan3253
@swastikpradhan3253 3 жыл бұрын
Kintu kebe haba? Any idea
@soumyadas9951
@soumyadas9951 3 жыл бұрын
@@swastikpradhan3253 Janiki kana kariba? Taha sesa ghatana heba kaliyug ra. Ta purbaru ahuri kete kana ghatiba. MAHAPRABHUNKAR SARANAPARNA HUA....... SE hin kebala rakhya kari paribe...... JAY JAGANNATH SWAMI NAYAN PATH GAMI BHABATU ME......
@manas0293
@manas0293 3 жыл бұрын
Rajib baba nka katha sathik 🙏
@sushreebiswal8005
@sushreebiswal8005 3 жыл бұрын
Jay maa harachandy
@udasyogashram1035
@udasyogashram1035 3 жыл бұрын
Jay sunyabasi #udasyogashram
@ramapradhani9061
@ramapradhani9061 3 жыл бұрын
Jay
@manjulatamishra7315
@manjulatamishra7315 3 жыл бұрын
Thank u satya babu
@basantamishra2199
@basantamishra2199 3 жыл бұрын
Jay jagarnath,,,,
@debendraswain3780
@debendraswain3780 3 жыл бұрын
Satya bhai 🙏🙏🙏🙏🙏🙏
@norihorihori4910
@norihorihori4910 3 жыл бұрын
Narahari Aman anatya
@arunsethy2829
@arunsethy2829 3 жыл бұрын
Pranam Baba
@sukantajethy1940
@sukantajethy1940 3 жыл бұрын
Satya bhai jay jagannath, daya kari apana samasta 16 mandalra nama prakash kale bhala huanta, pare babanka contact number share kale ame tanku jogajoga kariparantu,jay panchasakha.
@annshumaansadhangi
@annshumaansadhangi 3 жыл бұрын
Meena sani starts Nov 2026
@nirmalashaoo2284
@nirmalashaoo2284 3 жыл бұрын
Right
@anamubehera1078
@anamubehera1078 3 жыл бұрын
Harachadi yes
@SantoshOjha-b1f
@SantoshOjha-b1f Жыл бұрын
Maa
@ajitjena1508
@ajitjena1508 3 жыл бұрын
Srikrishna
@rabinarayanpanda1779
@rabinarayanpanda1779 3 жыл бұрын
babanku.koti.pranam..satyababu.babanku.himalaya.bisayare..pacharithile.bodha.hua.bhala.hoie.thanta
@sunakarsahoo8801
@sunakarsahoo8801 3 жыл бұрын
Saitan baba.. Ea
@lalatbhusandash9946
@lalatbhusandash9946 3 жыл бұрын
Are vai Meena sani 2025-28
@ghostgutarist5234
@ghostgutarist5234 3 жыл бұрын
only one Tsunami in the bay of Bengal is enough to make it true. water may touch Nilachakara.
@sarojparida2551
@sarojparida2551 3 жыл бұрын
Nira baba Katha kahiba saili bhala laguchi au thhare gale Bhala huanta Satya bhai
@satyabrataparida1925
@satyabrataparida1925 3 жыл бұрын
1971 cyclone samaya re samudra pani Jajpur chhuithila .
@titumeher6200
@titumeher6200 3 жыл бұрын
160phut hoiba chandra vaga thara
@pranabraysingh1894
@pranabraysingh1894 3 жыл бұрын
Hirakud dam will destroy and 6 districts will be in water.In that case Puri will not be effected.When the extraterrestrial body will fall in bay of Bengal then only sea water will come touching Nilachakra and that is the time(baisi pahache Mina kheliba) .That is within Mina sani period(after 29th March 2025).
@sashikantanayak6354
@sashikantanayak6354 3 жыл бұрын
Shani Ebe Makar re Achanti au 3 Barsha Pare Meena re Shani asibe.
@pradoshnayak8198
@pradoshnayak8198 3 жыл бұрын
2050 belaku haba 🙏🙏
@madhusmita6887
@madhusmita6887 2 жыл бұрын
Baba kichhi jani nahanti Mina Sani 2024 re bhoga haba karana sani ebe kumbha re achhanti
@jyotiprakashsingh1174
@jyotiprakashsingh1174 3 жыл бұрын
Rath yatra 2 year band hei sarilani.. Dekhu paruna ki
@jaktaramputel854
@jaktaramputel854 3 жыл бұрын
Satya.babu.tumar.phon.namardia
@jyotiranjansharma4014
@jyotiranjansharma4014 2 жыл бұрын
Pranam Gurudev...Babuna Delhi ru..apanaka number pauni pls debe...
@lalatbhusandash9946
@lalatbhusandash9946 3 жыл бұрын
Kichi faltu katha hela Meena sani ku neiki
@biswajitnayak5018
@biswajitnayak5018 3 жыл бұрын
Sashaya samasya lagigalani .kheta re fasala ta kariparunahanti samasya helani ki
@tapaswinisahu9826
@tapaswinisahu9826 3 жыл бұрын
Sei apurba gachha mane tikia dekhantu.baba gachha katha kaguchhi kahu thile semiti aascharjya gachha ku tkia dekhantu
@sunakarsahoo8801
@sunakarsahoo8801 3 жыл бұрын
Time baba pari lagucha. Tike alaga tume.kichita alaga
@gaganbiharinayak2991
@gaganbiharinayak2991 2 жыл бұрын
khai khale jamara veta.
@srikanttripathy6278
@srikanttripathy6278 3 жыл бұрын
Ete baba janinahanti
@gitadarsanbysantosh8380
@gitadarsanbysantosh8380 3 жыл бұрын
satya babu jadi baba kahuchanti biraja mandira ku pani asiba ta hele chhatia ku kahniki pani asibani
@soumyadas9951
@soumyadas9951 3 жыл бұрын
Bhai MAA BIRAJA temple re pani asiba jetebele HIRA PARA eka heba. JAGANNATH TEMPLE re Mina kheliba jete bele asteroid padiba. Tume ta sabu janicha, au puni pacharucha? JAY JAGANNATH SWAMI......
@godofwar788
@godofwar788 3 жыл бұрын
Sir after joining Indian navy sailor can I make career in sports like Olympics
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН
Namaste Biraja
42:50
GAHANI SAMARAT NARENDRA KUMAR - Topic
Рет қаралды 112 М.
Number 1 Malika Devotee | Malika Future Predictions | Satya Bhanja
26:40
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН