SE PREMA II ସେ ପ୍ରେମ ll NEW ODIA CHRISTIAN SONG Il ANANYA SRITAM NANDAN ll BIJAYA MAJHI OFFICIAL II

  Рет қаралды 1,036,263

Bijaya Majhi Official

Bijaya Majhi Official

Күн бұрын

Пікірлер: 1 200
@shalomkumarpradhan5866
@shalomkumarpradhan5866 2 жыл бұрын
ଦିଦି ସଦା ସର୍ବଦା ଯୀଶୁଙ୍କ ଠାରେ ବ୍ୟବହୃତ ହୁଅ ଆମେନ 🙏🙏
@simonbaghel1665
@simonbaghel1665 2 жыл бұрын
ଅନନ୍ୟା ତମ ସ୍ୱର ସତରେ ମନଛୁଆଁ 🙏🙏ଏମିତି ଯୀଶୁଙ୍କ ନିମନ୍ତେ ବ୍ୟବହାର ହୁଅ ❣️
@Joyaslimmaofficial
@Joyaslimmaofficial 2 жыл бұрын
Praise the LORD 🙏🙏 ବହୁତ ସୁନ୍ଦର ଅର୍ଥ ପୂର୍ଣ୍ଣ ଗୀତ ପ୍ରଭୁଙ୍କର ଗୌରବ ହେଉ ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ 🙏🙏
@mandalrishi132
@mandalrishi132 2 жыл бұрын
So sweet voice. ବାସ୍ତବରେ ଏ. ଗୀତ ଶୁଣୁ ଶୁଣୁ ଯୀଶୁଙ୍କ ସେ ଅଭୂଲା ପ୍ରେମ କଥା ସ୍ମରଣ ଆସି ଯାଉଛି
@salimlima4992
@salimlima4992 2 жыл бұрын
Amen🙏🙏Thank you so much for your support and love.always need your prayer ❤️❤️
@uttammalabisoi3166
@uttammalabisoi3166 7 ай бұрын
କାଲି ଗୀତ ନୁହଁ ଦିଦି ଯୀଶୁ ଖ୍ରୀଷ୍ଟଙ୍କୁ ବି ଗ୍ରହଣ କର, ଆମେନ୍❤🙏✝
@maheshpani7630
@maheshpani7630 2 жыл бұрын
ଅଭୁଲା ସେ ପ୍ରେମ ..ଚିରନ୍ତନ ପ୍ରେମ..ଅପାର ସେ ପ୍ରେମ .. ମଧୁର ସେ ପ୍ରେମ ..What a beautiful line and composition .. congratulations to the entire team of ''Se Prema'' and best wishes to dearest brother Salim Lima for this wonderful creation..Lots of ❤️ ✝️
@bijayamajhiofficial
@bijayamajhiofficial 2 жыл бұрын
Thank you sir 💘
@salimlima4992
@salimlima4992 2 жыл бұрын
Thank you so much bhaina for your love and affection... Need your support and love always
@sushantakimbaka5985
@sushantakimbaka5985 2 жыл бұрын
Nice song Praise the lord ଗୀତଟି ବହୁତ ବଢ଼ିଆ ହୋଇଛି ଏହି ଗୀତ ଶୁଣିଲେ ଯୀଶୁ ଖ୍ରୀଷ୍ଟ ଙ୍କର କୃଷୀୟ ଯନ୍ତ୍ରଣା ମନେ ପଡୁଛି l ଏହି ପରି ଭଲ ଭଲ ହୃଦୟ ସ୍ପର୍ଶି ଗୀତ ଲେଖିବା ପାଇଁ ଏବଂ ସ୍ୱର ସଂଯୋଜନା କରିବା ପାଇଁ ପ୍ରଭୁ ଆପଣଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତୁ ଧନ୍ୟବାଦ Praise the lord
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer
@ritanjalimallick6868
@ritanjalimallick6868 2 жыл бұрын
Praise the lord 🙏🙏🙏
@Vlogerboy-i5i
@Vlogerboy-i5i 2 жыл бұрын
ଅସିମା ମାମ୍ ବହୁତ୍ ଭଲ ଲାଗିଲା ତୁମ ଏହି କଣ୍ଠ ଶ୍ୱୋର ରୋ ଗୀତ ଶୁଣି । ସତରେ ଇଶ୍ୱରଙ୍କ ବାସ୍ତବ ପ୍ରେମକୁ ମୋନେ ପକେଇଦେଉଛି ଏହିଁ । ସଙ୍ଗୀତ ଆଘକୁ ବି ଏମିତି ଗୀତ ଗାଇବା continue ରଖ । ଇଶ୍ୱରଙ୍କ ମହିମା ହେଉ । ଆମେନ୍ 🙏🙏🙏🙏🙏🙏🙏
@SaritaBaliarsingh-w7n
@SaritaBaliarsingh-w7n 2 ай бұрын
No asima... Bro.this is. Ananya
@dbvisual67
@dbvisual67 2 жыл бұрын
ଅଜସ୍ର ଶ୍ରତା ଙ୍କ ହୃଦୟ ଛୁଇଁ ଭାବ ଭକ୍ତି ରେ ହଜେଇଦେବ 👏👏👏👏🎶🎵🎼💜❤️💜❤️
@PinkyRanilifestyle
@PinkyRanilifestyle Жыл бұрын
Ae song suni ki bahut happy feel hela❤✝️🕊️
@sunemigageranga1676
@sunemigageranga1676 2 жыл бұрын
ବାସ୍ତବରେ ଗୀତଟି ବହୁତ୍ ସୁନ୍ଦର ଭାବରେ ରଚିତ ହେଇଛି 💕💕💕💕 ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ🙏🙏🙏 ଅର୍ଥ ପୁର୍ଣ୍ଣ ଗୀତରେ ପୁଣି ହୃଦୟସ୍ପର୍ଶି ସ୍ୱର ଯେତେ ଶୁଣୁଥିଲେ ବି ମନ ଭରୁନି... 💕💕💕💕 God almighty blessed your all team.... 💕💕💕🙏🙏🙏🙏
@salimlima4992
@salimlima4992 2 жыл бұрын
Mem I thank to God for your beautiful heart for our Lord Jesus.. Yes it's accomplished by our Lord Jesus Christ.. Yes I believe you got blessing from this song.. Hope you will share to others so that they can also be a part of blessing
@TrinathHarijan-j6w
@TrinathHarijan-j6w 3 ай бұрын
ବାସ୍ତବରେ ବୋହୁତ ସୁନ୍ଦର୍ ହେଇଚି
@rabijamuguda6577
@rabijamuguda6577 2 жыл бұрын
ବହୁତ ବହୁତ ସୁନ୍ଦର ଗୀତ ପ୍ରଭୁ ଆପଣଙ୍କ ସମସ୍ତ ଟିମ୍ ଆର୍ଶୀବାଦ କରନ୍ତୁ ଆମେନ୍
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@__grace__boy__ganjam3483
@__grace__boy__ganjam3483 2 жыл бұрын
ହେ ମୋର ସଦାପ୍ରଭୁ ,ମୋର ଗୋଟିଏ ଅନୁରୋଧ ରଖ,ଏହି ଦୁନିଆରେ ଯେତେ ଜଣ ତୁମ୍ଭ ନାମ ଓ ତୁମ୍ଭ ପୁତ୍ର ଯୀଶୁ ଙ୍କ ନାମରେ ଗୀତ ମାଧ୍ୟମରେ ଆମ୍ଭମାନଙ୍କ ସୁସମାଚର ପ୍ରଦାନ କରନ୍ତି ସେମାନଙ୍କୁ ଅପାର ବୁଦ୍ଧି ଦିଅ ।
@sunelisenapati5786
@sunelisenapati5786 Жыл бұрын
Amen papa
@nirupamapradhan9555
@nirupamapradhan9555 Жыл бұрын
God bless you my brother
@umesh8562
@umesh8562 Жыл бұрын
Sure Amen❤❤🙏🙏💗💗🙏🙏🙏❤
@parthakhosla12
@parthakhosla12 Жыл бұрын
Amen
@rajcreativity5128
@rajcreativity5128 8 ай бұрын
Amen
@kailashmajhikailashmajhi2567
@kailashmajhikailashmajhi2567 2 жыл бұрын
ଗୀତଟି ବହୁତ ସୁନ୍ଦର ହେଇଚି ପ୍ରଭୁ ତୁମକୁ ଆଶ୍ରିବାଧ କରନ୍ତୁ ପ୍ରଭୁଙ୍କ ନିମନ୍ତେ ଆଗକୁ ବଡ଼ନ୍ତୁ (କୈଳାସ ମାଝୀ 773593337୯)
@bijayamajhiofficial
@bijayamajhiofficial 2 жыл бұрын
Thank u ଆଜ୍ଞା aponokoka ଭଲ ପାଇବା ଦେଇଥିବାରୁ ସବୁବେଳେ ସେମିତି ଭଲ ପାଇବା ଦିଅନ୍ତୁ thanks
@nutan8621
@nutan8621 2 жыл бұрын
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ହେଉ. ଅତି ସୁନ୍ଦର ଗୀତ. ବାସ୍ତବରେ ଗୀତଟି ଯୀଶୁ ଖ୍ରୀଷ୍ଟଙ୍କ ସେହି ପ୍ରେମକୁ ପ୍ରକାଶ କରୁଛି 🙇
@SingerLilly
@SingerLilly 2 жыл бұрын
Wow so sweet voice 😍 god bless u please the lord 🤝🏻
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@sagardigal5800
@sagardigal5800 2 жыл бұрын
Super heichi song good god bless you 🙏🏾🙏🏾🙏🏾🙏🏾🙏🏾🙏🏾
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@rabindrabihariji6538
@rabindrabihariji6538 2 жыл бұрын
ପ୍ରଭୁ ତୁମଙ୍କୁ କି ସୁନ୍ଦର VOICE ଦେଇଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ, ଏହି ସୁନ୍ଦର ହୃଦୟଭରା ଗୀତ ଶୁଣାଇ ଥିବାରୁ ଧନ୍ୟବାଦ୍ 👌🏽🌹
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@SwarupChandnayak
@SwarupChandnayak 2 ай бұрын
ଦିଦି ଏହି ସୁନ୍ଦେର ଗୀତ ନିମନ୍ତେ ପ୍ରଭୁ ଆପଣଙ୍କୁ ଭଉତ ଆଶୀର୍ବାଦ କରନ୍ତୁ
@KamallochanKhillo-ct2ec
@KamallochanKhillo-ct2ec 4 ай бұрын
ଅତି ସୁନ୍ଦର ହେଇଛି ଗୀତ,ପ୍ରଭୁ ଗୌରବ ପାଆନ୍ତୁ ,,,,
@biswasabar1654
@biswasabar1654 2 жыл бұрын
ହଁ ବାସ୍ତବରେ ଗୀତଟି ବହୁତ ଭଲ ଲାଗୁଛି... Nice voice 👌👍👍👍
@BijaySabar7978
@BijaySabar7978 2 жыл бұрын
ବହୁତ ଭଲ ହୋଇଅଛି ଗୀତ ପ୍ରଭୁଙ୍କ ମହାନ ନାମ ଗୌରବ ହେଉ!
@naliniprava3500
@naliniprava3500 10 ай бұрын
God bless you didi nice song
@surojmajhi5439
@surojmajhi5439 2 жыл бұрын
ବହୁତ ବହୁତ ଧନ୍ୟବାଦ ସାର ବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶ ମନଛୁଆଁ ଗୀତ ସତରେ ସେ ପ୍ରେମକୁ ଜଗତ ଛିନି ପାଇଲନି
@PRASADLIMAMUSIC
@PRASADLIMAMUSIC 2 жыл бұрын
ସେ ପ୍ରେମ କହିଯାଏ କେତେ କଥା ନୀରବେ....... "ଅଭୁଲା ସେ ପ୍ରେମ ଚିରନ୍ତନ ପ୍ରେମ " ମୋ ହୃଦୟ ଭରା ପ୍ରେମ ସହ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଏ ମୋ ପ୍ରିୟ ଭାଇ ସାଲେମ ଏବଂ ସମସ୍ତ TEAM ସଦସ୍ୟ ଙ୍କୁ ..... 👏👏👏👏👏 ପରମେଶ୍ଵର ତାଙ୍କ ଅସୀମ ପ୍ରେମ ଦ୍ଵାରା କ୍ଷମା ପ୍ରଦାନ କରନ୍ତି ଏବଂ ସେହି ସଦାପ୍ରଭୁ ପରମେଶ୍ୱର ଦୟାଳୁ ଏବଂ ଅନୁଗ୍ରହକାରୀ ମଧ୍ୟ ଅଟନ୍ତି । ତେଣୁ ସେ ଆମ ପାପ ଓ ଅପରାଧ ସବୁ କ୍ଷମା କେବଳ କରନ୍ତି ନାହି ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ମଧ୍ୟ ଦେବାକୁ ଇଚ୍ଛା କରନ୍ତି କେବଳ ତାଙ୍କ ଅମୂଲ୍ୟ ଏବଂ ଚୀରନ୍ତନ ପ୍ରେମ ମାଧ୍ୟମରେ ....… ତେବେ ଆସୁ ସେହି ପ୍ରେମକାରୀ ପରମେଶ୍ବରଙ୍କ ସାନିଧ୍ୟରେ ଆପଣା ଆପଣା ଜୀବନକୁ ସମର୍ପଣ କରୁ 👍👍👍 GOD BLESS YOU ALL
@bijayamajhiofficial
@bijayamajhiofficial 2 жыл бұрын
Thank you sir 💖💗💖
@salimlima4992
@salimlima4992 2 жыл бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରସାଦ ଲିମା ସାର୍ ଆପଣଙ୍କ ଏହି ପ୍ରେମ ପାଇଁ। ସବୁବେଳେ ଆମ ପାଇଁ ପ୍ରାର୍ଥନା କରନ୍ତୁ ।love you ❤️
@ambritanayak2889
@ambritanayak2889 2 жыл бұрын
Superb Lima....God bless you always..
@bijayamajhiofficial
@bijayamajhiofficial 2 жыл бұрын
Thank you mam ❣️
@salimlima4992
@salimlima4992 2 жыл бұрын
Thank you rina
@sknana9215
@sknana9215 6 ай бұрын
Bahuta bholo song bhai thanks ❤❤ God bless you
@p.johnaustin5273
@p.johnaustin5273 2 жыл бұрын
Bohut, bohut sundor heichhi. Praise the Lord. ❤️🙏👍🙌✌️✝️
@avashgaming
@avashgaming 2 жыл бұрын
Bhai Pura ek number song and video 😱
@bijayamajhiofficial
@bijayamajhiofficial 2 жыл бұрын
Thank you brother ❤️
@Birajsingh7699
@Birajsingh7699 2 жыл бұрын
Praise the lord ,❤️❤️🙏 Supar voice ..😊👌
@tapaswinibiswal3521
@tapaswinibiswal3521 2 жыл бұрын
Really Gourabo kebalo Jishu nkaro Hallelujah....Praise the Lord
@radhkantameher5481
@radhkantameher5481 2 жыл бұрын
Praise the lord 🙏 Bahut bhal laguche gita Prabhu knr mahima heu Amin 🙏🙏🙏
@RC_Rebati
@RC_Rebati 2 жыл бұрын
ପ୍ରଭୁଙ୍କର ପ୍ରେମ ପୁରା ଅନୁଭବ କରିପାରିଛି ମୁଁ ଏ ଗୀତ ରେ thank you so much. Praise the lord
@anjilatakarjee4951
@anjilatakarjee4951 2 жыл бұрын
Thank you ❤️❤️ Ananya dii... Love you so much ❤️❤️❤️... Your voice is really appreciate ❤️❤️❤️...God bless you ❤️❤️🙏🙏🙏👍👍👍👍👍....
@officialtrailer5709
@officialtrailer5709 2 жыл бұрын
really Heart touching song ❣️❣️❣️❣️💜💖💖💜
@satya-BANI
@satya-BANI 2 жыл бұрын
ଗୀତଟି ବହୁତ ସୁନ୍ଦର ଆଉ ହୃଦୟ ସ୍ପର୍ଶ ହୋଇଛି 🙏 ପ୍ରଭୁ ଆପଣମାନଙ୍କୁ ବହୁତ ବହୁତ ଆଶିର୍ବାଦ କରନ୍ତୁ
@bijayamajhiofficial
@bijayamajhiofficial 2 жыл бұрын
Thank you agya
@fransisgarada4667
@fransisgarada4667 2 жыл бұрын
Very very very nice song sister
@santoshbush464
@santoshbush464 2 жыл бұрын
Very nice heart touching song God bless you
@bijayamajhiofficial
@bijayamajhiofficial 2 жыл бұрын
Thank you brother
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@dsmusic3212
@dsmusic3212 2 жыл бұрын
Bahuta sundar achhi gita ti God bless u
@bijayamajhiofficial
@bijayamajhiofficial 2 жыл бұрын
Thank you brother
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer
@kumarlima1550
@kumarlima1550 2 жыл бұрын
Praise the lord God bless Salim and Bijay majhi
@andriyamajihi2231
@andriyamajihi2231 2 жыл бұрын
ହାଲ୍ଲେଲୁୟା ବହୁତ ସୁନ୍ଦର ଗୀତ ପାଇଁ ଧନ୍ୟବାଦ
@bijayamajhiofficial
@bijayamajhiofficial 2 жыл бұрын
Thank you sir
@manojnayak8355
@manojnayak8355 2 жыл бұрын
Very nice voice and good singing thanks for apload the song preise the lord
@Ankurdigalofficial
@Ankurdigalofficial 2 жыл бұрын
Bahut sundar gito
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer
@majeshraita2586
@majeshraita2586 2 жыл бұрын
So beautiful song Wow Heart touchin song. Praise the Lord Amen 🙏🙏♥♥♥♥
@Sulu-o3p
@Sulu-o3p Жыл бұрын
ବଉତ ଗିତ ସୁଦର
@poirajmajhi1698
@poirajmajhi1698 2 жыл бұрын
Praise the lord 🙏🙏🙏 Amen, very nice meaningfully song god bless you Ananya sister 👏👏👏👏👍👍👍👍❤️❤️💯💯💯💯
@lukamajhi6454
@lukamajhi6454 2 жыл бұрын
ଭ,ଉତ ସୁନ୍ଦର ହେଇଛି
@salimlima4992
@salimlima4992 2 жыл бұрын
Thank you so much
@dhananjaytudu1396
@dhananjaytudu1396 2 жыл бұрын
Praise the Lord Jesus Christ, Hallelujah🙏🙏🙏
@AnalAnalnayak
@AnalAnalnayak Ай бұрын
ନାଇସ୍ ସଙ୍ଗ 👍👍👍👍👍👍❤❤❤❤❤❤❤❤❤💙💙💙💙💙💙❤️❤️❤️❤️🎁🎁🎁🎁🇮🇳🇮🇳🇮🇳🌹🌹🌹🌹🌹👌👌👌👌👌💛💛💛💛💚💚💚💚💚
@kalabatipradhan8370
@kalabatipradhan8370 2 жыл бұрын
Very nice song, God bless you sister , praise the lord glory to God Amen hallelujah hallelujah 🙏🙏
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@br.akpofficialchanneldarin2264
@br.akpofficialchanneldarin2264 2 жыл бұрын
ମୋ ମତରେ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ପାଇଁ, ଗାଇକା ଅନନ୍ୟା 100% Suitable. ଆପଣ ଏହି ଭଳି ଗାଇକା ଙ୍କୁ ବାଛିଥିବାରୁ ମର ଆନ୍ତରିକ, ଶୁଭେଚ୍ଛା ଜ୍ଞାପନ କରେ। ଏହି ଗୀତଟି ଏହି ବର୍ଷର ଅର୍ଥ ପୂର୍ଣ୍ଣ, ହୃଦୟ ସ୍ୱର୍ଷି ଏବଂ ନିଆରା ସ୍ୱର ସଂଯୋଜନା ଅଟେ। ପ୍ରଭୂ ଆପଣକୁ ପ୍ରଚୁର ମାତ୍ରା ରେ ଆଶ୍ରିବାଦ କରୋନ୍ତୁ।Amen।
@bijayamajhiofficial
@bijayamajhiofficial 2 жыл бұрын
Thank you agya
@salimlima4992
@salimlima4992 2 жыл бұрын
ପ୍ରଭୁଙ୍କ ମହିମା ହେଉ କାରଣ ତାଙ୍କରି ଆଶୀର୍ବାଦରୁ ହିଁ ଆମେ ଏହି ସୁନ୍ଦର ଭକ୍ତି ଗୀତ ପ୍ରସ୍ତୁତ କରିଅଛୁ। ଆପଣ ଏହି ଗୀତ କୁ ପସନ୍ଦ କଲେ ଏବଂ ଉତ୍ସାହିତ କରିଥିବାରୁ ମୁ ବ୍ୟକ୍ତିଗତ ଭାବରେ ଏବଂ Bijay Majhi music ତରଫରୁ ବିଶେଷ ଧନ୍ୟବାଦ୍ ଜଣାଏ 🙏
@shramikpatamajhi8535
@shramikpatamajhi8535 2 жыл бұрын
Greatest love of God 🙏🙏🙏🙏🙏🙏..........So beautiful lyrics of Salim Brother 👍👍👍👍👍👍so sweet voice of Ananya Sister 👍👍👍👍👍 Glory to God 🙏🙏🙏🙏......Amen 🙏🙏🙏
@sunitkumarnayakofficial466
@sunitkumarnayakofficial466 2 жыл бұрын
Really, i ve'no word to comment about this song. ପ୍ରଭୁ whole team କୁ bless କରନ୍ତୁ.
@bijayamajhiofficial
@bijayamajhiofficial 2 жыл бұрын
Thank you sir 💘💗
@hallelujahmusiccreation9153
@hallelujahmusiccreation9153 2 жыл бұрын
Wow wow wow mind-blowing song Beautiful lyrics and voice 💚💜💓👍👍👍
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@sundarlugun1926
@sundarlugun1926 2 жыл бұрын
Satare tuma voice bahuta sundar heichhi prabhunknara song gaichalantu god bless you
@samsondigal2931
@samsondigal2931 2 жыл бұрын
Beautiful goodfriday song ananya sritamnanda
@bijayamajhiofficial
@bijayamajhiofficial 2 жыл бұрын
Thank you sir
@evangelistsknayak7422
@evangelistsknayak7422 2 жыл бұрын
Wow. Very nice and so.... Beautiful tong and song also. God bless you sister more and more. Jesus Christ is loves you.
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏🙏
@brajasaunta310
@brajasaunta310 2 жыл бұрын
ବଉତ ସୁନ୍ଦର ବଉଣୀ ଗୀତ ଗାଇ ତିବାରୁ ଧନ୍ୟବାଦ 👌👌
@geetanjalimallick8246
@geetanjalimallick8246 2 жыл бұрын
Very nice heart touching song God bless you and praise the lord
@rajiblochanmahananda7433
@rajiblochanmahananda7433 2 жыл бұрын
ବହୁତ ବହୁତ ବଢିଆ ହେଇଚି, ସ୍ୱର ଆହୁରି ବଢିଆ ହେଇଚି
@sudatpani
@sudatpani 2 жыл бұрын
Wow wow, Excellent Song... Thanks Salem Brother.....
@salimlima4992
@salimlima4992 2 жыл бұрын
Thank you brother ❤️❤️
@surendrasuna44
@surendrasuna44 2 жыл бұрын
ଧନ୍ୟବାଦ , ଭଉଣୀ ଶ୍ରିତମ ନନ୍ଦ ଅପଣଙ୍କ ସୁନ୍ଦର ସ୍ଵରର ଗୀତପାଇଁ, ପ୍ରଭୁ ତାଙ୍କ ଗୌରବ ପାଇଁ ଆହୁରି ଅଧିକ ଭାବହାର କରନ୍ତୁ । ଅମେନ
@japetpani4909
@japetpani4909 2 жыл бұрын
Thank you so much, very nice song, God bless all of you 💞, ଗୀତଟି ବହୁତ ଭଲ ଲାଗିଲା , ପ୍ରଭୁ ତମ ଟିମ୍ କୁ ଆଶ୍ରିବାଦ କରନ୍ତୁ
@bijayamajhiofficial
@bijayamajhiofficial 2 жыл бұрын
Thank you for your love 💞❤️❣️💗
@sarojnayak3067
@sarojnayak3067 2 жыл бұрын
Wow 👏👏👏👏👏👏 💓 touching song May God bless the entire team
@manualdeep2642
@manualdeep2642 2 жыл бұрын
Beautiful voice... Praise the Lord.
@sureshminyaka4154
@sureshminyaka4154 2 жыл бұрын
Beautiful song ଅନନ୍ୟା sister GOD Bless u
@pramitakhara9755
@pramitakhara9755 2 жыл бұрын
Praise the lord 🙏🙏 heart touching song & so sweet voice mam❣️❣️
@heradbira1989
@heradbira1989 2 жыл бұрын
Bahut Bahut bhala laguchi 🌞🌞🌞🌞 mam
@bijayamajhiofficial
@bijayamajhiofficial 2 жыл бұрын
Thank you sir
@haggaikumarpradhan2967
@haggaikumarpradhan2967 2 жыл бұрын
Nice song Heart touching.. Nicely arrange Glory to God
@sujaymandalatkenalgada1336
@sujaymandalatkenalgada1336 6 күн бұрын
ଯୀଶୁ ଜଗତ କୁ ପ୍ରେମ କଲେ ସେଥିପାଇଁ ସେ ଅଭୁଲା ପ୍ରେମ ସହିତ ଯୀଶୁ ଙ୍କୁ ଗ୍ରହଣ କର ଆନନ୍ୟା ଦିଦି
@snkarjeeofficial8882
@snkarjeeofficial8882 2 жыл бұрын
Praise the lord Very nice song
@prafullanayak9579
@prafullanayak9579 2 жыл бұрын
Super heichi song Praise The Lord
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏 sir
@milanmallick33
@milanmallick33 2 жыл бұрын
Nice voice and songs 💕💕💕💕 praise the lord Jesus song 💗💗💗💗🤣
@kanakalatatandi3473
@kanakalatatandi3473 2 жыл бұрын
Thank you for your everlasting love my lord Christ Jesus. I Praise you lord So beautiful & heart' touchig song God bless you
@__grace__boy__ganjam3483
@__grace__boy__ganjam3483 2 жыл бұрын
ଏହି ଦୁନିଆରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁ କୁ ଗ୍ରହଣ କରିଛନ୍ତି ,ତାଙ୍କ ଜୀବନ ଧନ୍ୟ
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@jyotilaxmi3949
@jyotilaxmi3949 2 жыл бұрын
Beautiful & heart touching song 🎵 praise the Lord 🙏 God bless you didi
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@pradeeptoppo5167
@pradeeptoppo5167 2 жыл бұрын
So nice,What a glorious song .....
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@salimlima4992
@salimlima4992 2 жыл бұрын
Glory to Almighty God
@krisantamajhi367
@krisantamajhi367 2 жыл бұрын
super heart song God Bless You
@salimlima4992
@salimlima4992 2 жыл бұрын
Praise the Lord
@lisagagarai1273
@lisagagarai1273 2 жыл бұрын
Praise the lord always, So very nice song,Salima Lima sir God bless you and all teams , ନୂଆ ଗୀତ ଉପସ୍ଥାପନା କରିଥିବାରୁ ଧନ୍ୟବାଦ 🙏🙏 ପ୍ରଭୁ ଆପଣଙ୍କୁ ପାରୁପର୍ଯ୍ୟନ୍ତ ବେବ୍ୟହାର କରନ୍ତୁ଼୍ .🎚️🎚️🎚️⭐⭐🌟✍️✍️✍️✍️🎤🎸🎻🎻💖💖👌👌👌👌👌👌👌👍👍
@madhumati4691
@madhumati4691 2 жыл бұрын
Praise the lord 🙏 May God Bless U whole musical team with your family.
@Youthodiavlogs-vq3sf
@Youthodiavlogs-vq3sf 3 ай бұрын
ପ୍ରଭୁଙ୍କନାମରେ ଗୌରବ ହେଉ ଅତି ସୁନ୍ଦର ଗୀତ, ପ୍ରଭୁ ଭଉଣୀଙ୍କୁ ସୁନ୍ଦର voice ଦେଇଅଛନ୍ତି ପ୍ରଭୁଙ୍କନାମରେ ଗୌରବ ପ୍ରକାଶ କର
@pilatrupamajhi53
@pilatrupamajhi53 2 жыл бұрын
Praise the lord..nice song ...wow mind blowing...God bless you all the team's
@bijayamajhiofficial
@bijayamajhiofficial 2 жыл бұрын
Thank you sir 💗💖
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@xyzvollyballstarsvolges6707
@xyzvollyballstarsvolges6707 2 жыл бұрын
Very nice song Good bless you
@nikuntanayak6297
@nikuntanayak6297 2 жыл бұрын
Excellent performance. God bless you all.
@bijayamajhiofficial
@bijayamajhiofficial 2 жыл бұрын
Thank you sir for your love 💞 Nd support ❣️
@mansigaradia1679
@mansigaradia1679 2 жыл бұрын
Wow wow...... Nice song🎵🎵🎵🎵
@rajendramallick5873
@rajendramallick5873 2 жыл бұрын
Wow so beautiful 👌👌👌👌👌❤❤❤❤mind bowling song and sweet voice thank God thank you so much all of you God bless you amen praise the Lord 💒💒💒
@bijayamajhiofficial
@bijayamajhiofficial 2 жыл бұрын
Thank you for your love 💞 Nd support 💖
@monojtandiya3055
@monojtandiya3055 2 жыл бұрын
Very nice song & singing beautiful.god bless you sister.
@sovnapradhan9219
@sovnapradhan9219 2 жыл бұрын
Heart touching song 🎵...I love this song...praise the lord
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@lazarmandalmusic8105
@lazarmandalmusic8105 2 жыл бұрын
ବାସ୍ତବରେ ଈଶ୍ୱର ଙ୍କ ଅସୀମ କରୁଣା ପ୍ରକାଶିତ
@madhurana2066
@madhurana2066 2 жыл бұрын
Very nice song praise the lord Amen ✝️🛐♥️⛪👌👍💯
@mrrishipani6059
@mrrishipani6059 2 жыл бұрын
So beautiful song god bless you ananya sister
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@sunitkumarnayakofficial466
@sunitkumarnayakofficial466 2 жыл бұрын
Super ❤❤❤❤❤❤❤. Praise the lord
@bijayamajhiofficial
@bijayamajhiofficial 2 жыл бұрын
Thank you sir
@davidjoypaulnag7624
@davidjoypaulnag7624 2 жыл бұрын
Very precious song BRO 😍😍 ....God Bless ti Allll...
@cliyo217
@cliyo217 2 жыл бұрын
Very nice heart touching song Praise the lord 👌👌👌
@rajsangramsingh223
@rajsangramsingh223 2 жыл бұрын
Nic Salim bhai
@salimlima4992
@salimlima4992 2 жыл бұрын
Thanks a lot babu.. Give praise to Jesus
@admmotivation02
@admmotivation02 2 жыл бұрын
Praise the Lord 🙏 Nice song
@bijayamajhiofficial
@bijayamajhiofficial 2 жыл бұрын
Praise the lord 🙏🙏
@pusparanjankumbhar1984
@pusparanjankumbhar1984 Жыл бұрын
Ati sundar geeta Praise the Lord 🙏✝️🙏
@rjfacts94
@rjfacts94 2 жыл бұрын
Praise the God a Real heart touching song
@bijayamajhiofficial
@bijayamajhiofficial 2 жыл бұрын
Thank you brother 💞
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@damodarsurujal663
@damodarsurujal663 2 жыл бұрын
Thank u nice song
@rajendrakumarsingh6070
@rajendrakumarsingh6070 2 жыл бұрын
Nice song & superb voice 👌
@bijayamajhiofficial
@bijayamajhiofficial 2 жыл бұрын
Thank you sir 💘💗 for your love 💞 Nd support ❣️
@bilasinikhosla5570
@bilasinikhosla5570 2 жыл бұрын
Nice song bhai god bless you
@bijayamajhiofficial
@bijayamajhiofficial 2 жыл бұрын
Thank you mam
@salimlima4992
@salimlima4992 2 жыл бұрын
Thank you so much for your support and love.always need your prayer ❤️❤️
@birajbardhan572
@birajbardhan572 2 жыл бұрын
Nice song and nice voice ananya sister
@salimlima4992
@salimlima4992 2 жыл бұрын
Thank you❤
@Ajitsadangi4839
@Ajitsadangi4839 2 жыл бұрын
Salim Bhai very good song ...good job man
@salimlima4992
@salimlima4992 2 жыл бұрын
Thank you so much bhaina..your encouragement will take us to go further for our Lord Jesus
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН
小蚂蚁会选到什么呢!#火影忍者 #佐助 #家庭
00:47
火影忍者一家
Рет қаралды 123 МЛН
How I Turned a Lolipop Into A New One 🤯🍭
00:19
Wian
Рет қаралды 12 МЛН
兔子姐姐最终逃走了吗?#小丑#兔子警官#家庭
00:58
小蚂蚁和小宇宙
Рет қаралды 12 МЛН
Jagan Mohan Nag | Audio Juke Box | Best Superhit  Odiya Devotional Christian  Song |
1:02:59
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН