SEBA O SEBAKA EP-21 | ସେବା ଓ ସେବକ | ଛତାର ସେବକ ରାଧା ମାଧବ ପଣ୍ଡାଙ୍କ ଦିବ୍ୟ ଅନୁଭୂତି

  Рет қаралды 2,044

JAY JAGANNATH TV

JAY JAGANNATH TV

Күн бұрын

"ସେବା ଓ ସେବକ" କାର୍ଯ୍ୟକ୍ରମ ହେଉଛି ମହାପ୍ରଭୁଙ୍କ ଛତିଶା ନିଯୋଗର ବିଭିନ୍ନ ସେବାୟତ ମାନଙ୍କର ମନର କଥା I
ପ୍ରତି ଅଧ୍ୟାୟରେ ଦେଖନ୍ତୁ ଛତିଶା ନିଯୋଗର ଜଣେ ଜଣେ ସେବାୟତଙ୍କ ସହ ବିଶେଷ ସାକ୍ଷାତକାର , ଜାଣନ୍ତୁ ସେହି ସେବା ବିଷୟରେ ଏବଂ ସେବାୟତଙ୍କ ମୁହଁରୁ ଶୁଣନ୍ତୁ ସେବା ସମୟର ଦିବ୍ୟ ଅନୁଭୂତି I
ଏହି ଅଧ୍ୟାୟର ବିଶେଷ ସେବକ : ଛତାର ସେବକ ରାଧା ମାଧବ ପଣ୍ଡା
ଉପସ୍ଥାପନା : ପଣ୍ଡିତ ଶେଷଦେଵ ସାହୁ
"ଜୟ ଜଗନ୍ନାଥ ଟିଭି" ରେ ଏହି କାର୍ଯ୍ୟକ୍ରମ "ସେବା ଓ ସେବକ" ଦେଖିପାରିବେ ସବୁଦିନ ଦିନ ୪ଟା ସମୟରେ I"ଜୟ ଜଗନ୍ନାଥ ଟିଭି" ଚାନେଲ୍ କେବଳ DTH କିମ୍ବା କେବୁଲ୍ ମାଧ୍ୟମରେ ନିଜ ଟିଭି ପରଦାରେ ଦେଖିପାରିବେ ।
DTH Channel Nos : TATAPLAY-1799, Dish TV -1397,
Airtel -615, Sun Direct-490 ,D2H -1397
Also available on all cable networks.
ଚାନେଲ୍ ଦେଖି ପାରୁନଥିଲେ WhatsApp କରନ୍ତୁ - 6372804618
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZbin: bit.ly/3KAQeyD
Twitter: bit.ly/38JpX3U
#sebaosebak #jayjagannathtv #namitaagrawal #sidharthtv #sitaramagrawal #patitapaban_arati #jayjagannathtv #namitaagrawal #srimandiradarshan #flagchange #jagannathpurilive #patakalagidarshan #mangalaratidarshansrijagannathtemple #mangalaalati #sidharthtv #sitaramagrawal #patitapaban_arati #purilive #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Пікірлер: 12
@skrushnareddy6796
@skrushnareddy6796 18 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓଁ ନମଃ ଭଗବତେ ବାସୁଦେବାୟ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🏵️🏵️🍁🍁🛐🥀👌🌷🌷🔱🍎🍎🌾🏳️💐🪻🏰🍌🌺🌺🌹🌸💮🍂🪔🌻🛕🙌🙌🙌🙌⭕‼️⭕
@skrushnareddy6796
@skrushnareddy6796 18 күн бұрын
ଓଁ ନମଃ ଶ୍ରୀ ସୁଦର୍ଶନ ଚକ୍ର ମହାରାଜ ନମଃ ଓଁ ନମଃ ଭଗବତେ ବାସୁଦେବାୟ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🏵️🍁🪷🌼🌿🔱🔱🏰👌👌🛐🫒🫒🫒🌹🌺🌺🏰🏰🪻💐🏳️🍎🌸🌸💮💮🍂🪔🪔🌻🛕🙌🙌🙌🙌🙌⭕‼️⭕
@luckykar138
@luckykar138 18 күн бұрын
Jay Jagannath ❤
@pramilapani9960
@pramilapani9960 18 күн бұрын
JAY JAGANNATH🙏❤🙏❤
@skrushnareddy6796
@skrushnareddy6796 18 күн бұрын
ପୂଜ୍ୟ ଶ୍ରୀ ପଣ୍ଡିତ ଛତାର ସେବକ ରାଧା ମାଧବ ପଣ୍ଡା ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🏵️🍁🍁🛐🥀👌🌷🔱🚩🌿🌿🌼🪷🫒🌹🌺🌺🏰🏰🪻💐🏳️🌾🍎🌸🌸💮🍂🪔🌻🛕🙌🙌🙌🙌🙌⭕‼️⭕
@AlakaSingh-vg6ol
@AlakaSingh-vg6ol 18 күн бұрын
Jay jagannath
@akashnath3688
@akashnath3688 12 күн бұрын
Jay shree jagannath 🌹🌹🌹
@RajeshSahoo-lm6oi
@RajeshSahoo-lm6oi 18 күн бұрын
Jay Jagannath 🙏
@bijayakumarsahoo5832
@bijayakumarsahoo5832 7 күн бұрын
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
@Satya2384
@Satya2384 4 күн бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@UpendraNaik-et6lt
@UpendraNaik-et6lt 18 күн бұрын
Hori❤❤bol
@ChandrakantaBehera-in9gr
@ChandrakantaBehera-in9gr 16 күн бұрын
🪷🙏🪷🕉️🪷🙏🪔🦚🪷🙏🪔🍌🦅🪷🙏🪔🪷🪷🪷🪷🪷🪷🪷🪷🪷🪷🪷🪷🪷🪷🙏🪔🥥🍌🪷🪷🪷🪷🪷🪷🪷🐒🪷🪷🕉️☸️🚩🪷🪷🙏🪔🪷🪷🪷💙🤍💛🖤🪷🪷🪷🪷🙏🪔🪷🪷🪷⭕‼️⭕🪷🪷🪷🪷OM JAY SHREE JAGANNATH SWAMI NAYAN PATHA GAMI BHABA TUME BHABA 🪷🪷🕉️🙏🪔🥥🪷🪷🦉🪷🪷🕉️🪷🪷OM JAY MAA SHREE MOHA DEVI LAXMI NARAYAN ANNAPURNA AADI SHAKTI JAGAT JANANI 🪷🪷🕉️🪷🪷🙏🪔📿🧘🪷🪷🕉️🪷🪷
when you have plan B 😂
00:11
Andrey Grechka
Рет қаралды 53 МЛН
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 39 МЛН
when you have plan B 😂
00:11
Andrey Grechka
Рет қаралды 53 МЛН