ଘୋଟି ଆସିଲାଣି ଅନ୍ଧାର ରଖ ଜଗନ୍ନାଥ Ghoti Asilani Andhara Rakha Jagannatha - Siba Nana(Shiva Prasad Dash

  Рет қаралды 10,451,809

Siba Nana Bhajans

Siba Nana Bhajans

Күн бұрын

Пікірлер: 1 500
@kalyanakumar9590
@kalyanakumar9590 Жыл бұрын
Dhanya tume Siba Nana ta, Tumaku kehi paribeni ta
@anantabehera1224
@anantabehera1224 11 ай бұрын
Rakhibe ..jaha. Bhul karicha ...taanka sarana re jai pada ..sabu thik heijiba ....❤❤❤❤❤❤❤️❤️❤️❤️❤️❤️
@anantabehera1224
@anantabehera1224 11 ай бұрын
🙏🙏🙏🙏
@BebyBeby-fh7ex
@BebyBeby-fh7ex 2 ай бұрын
​@@anantabehera1224😅
@sumantajoshi7294
@sumantajoshi7294 3 ай бұрын
Bahut bhala lagila toma tem ku 🙏🏻🙏🏻🙏🏻🙏🏻🌺💐💐💐❤❤jai jagannath
@narayandalai9799
@narayandalai9799 Жыл бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@pradiptasahoo719
@pradiptasahoo719 Жыл бұрын
Nana mu Bajpur ru kahuchi jay Jagannath🙏🙏🙏🙏🙏
@kingmaker28-.
@kingmaker28-. Жыл бұрын
ଜଗନ୍ନାଥଙ୍କର ଆଶୀର୍ବାଦରୁ ସିଵ ନନାଙ୍କର ସୁମଧୁର କଣ୍ଠରୁ ପ୍ରଭୁଙ୍କର ଭଜନଟି ଶୁଣି ମନକୁ ଶାନ୍ତି ମିଳିଗଲା, ଜୟ ଜଗନ୍ନାଥ 🙏🙏🙏
@tutubehera159
@tutubehera159 Жыл бұрын
2:20 2:22
@rabindrakumarbarad346
@rabindrakumarbarad346 Жыл бұрын
​@@tutubehera159❤❤❤❤❤
@jyotisankarbehera7916
@jyotisankarbehera7916 Жыл бұрын
ହୃଦୟସ୍ପର୍ଶୀ ଆଜ୍ଞା 🥰🙏 ମହାପ୍ରଭୁ ସମସ୍ତଙ୍କ ର ମଙ୍ଗଳ କରନ୍ତୁ ❤️🙏 ଆପଣଙ୍କ କଣ୍ଠ ରେ ସ୍ୱୟଂ ମା ସରସ୍ଵତୀ ବିରାଜମାନ ଅଛନ୍ତି ନନା ❤️❤️
@shivprasadbehra7221
@shivprasadbehra7221 Жыл бұрын
Very nice 🎵 🎶 🎵 songs.namaste 😮😮pranam ❤❤🎉🎉😮😮namaste 😊 🙏 😊 gm...
@narayandalai9799
@narayandalai9799 Жыл бұрын
ନାହିଁ 🌴🚩ବେସି🚩🌴 ବେଳ 🚩🌱ଆଉଲୋ 🚩🌱ବୋଉଳ🚩🌱 ନିକଟେ 🌱🚩ହୋଇବ 🚩🌱ଦେଖା🚩🌱 ପଞ୍ଚସଖା 🚩🌱ସଖା 🚩🌿ମାନେ 🌿🚩କହି🚩🌿 ଜାଇ🚩🌿 ଛନ୍ତି 🌿🌱ପୂରାଣ 🚩🌿ରେ 🚩🌿ଅଛି 🌿🚩ଲେଖା 🚩🌿ଜୟ 🚩🌿ଜଗନ୍ନାଥ 🚩🌿ତ୍ରାହି🌿🚩 ଶ୍ରୀ 🚩🌿ଅଚ୍ୟୁତ 🚩🌿🙏🙏🙏
@BilasiniSamantaray-yf8uv
@BilasiniSamantaray-yf8uv 7 ай бұрын
❤❤
@Creative_boy8
@Creative_boy8 Жыл бұрын
Ea song jete sunile bi mana karuchi auu thare suni Baku Jay jaggnath 😊
@Abhimanyu-r2o
@Abhimanyu-r2o 3 ай бұрын
Right 👍 kahila Bhai same
@kalindisethi405
@kalindisethi405 Күн бұрын
Thik 👍 kahila bhai mate bhi mana karuchi 😊
@amitcreation466
@amitcreation466 Жыл бұрын
ସୁନ୍ଦର କଣ୍ଠ ସୁନ୍ଦର ଭଜନ ଗୀତ ସତ୍ୟ ଘଟଣା ଧନ୍ୟବାଦ 🙏🙏🙏
@prabinprusty9012
@prabinprusty9012 7 ай бұрын
ଶିବ ନନା ଗାଇବା ଦିନଠାରୁ ସତ କହୁଛି ଆଉ କାହା ଭଜନ ହେତେ ଭଲ ଲାଗୁନି
@bharatibehera3643
@bharatibehera3643 Ай бұрын
ଠିକ୍ କହିଛ ଭାଈ
@astrologerchandanpanda3607
@astrologerchandanpanda3607 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ। ଖୁବ୍ ମନୋହର ଭଜନ 🎉
@mrvlogger8545
@mrvlogger8545 Жыл бұрын
Jay Jagannath nana apana nka Mobile number mili paribo ki
@indian5646
@indian5646 Жыл бұрын
Astrologer chandan panda sir I am your huge follower 🙏🏼
@Odiahandishala1million
@Odiahandishala1million Жыл бұрын
Astrologer chandan panda sir namaskar
@janjyasenpradhan
@janjyasenpradhan Жыл бұрын
1
@susantamajhi1340
@susantamajhi1340 Жыл бұрын
​@@indian5646 .
@anantabehera1224
@anantabehera1224 11 ай бұрын
Nice line ...bahut bhala gita te .and jiye lekhchi bahut mind taankar❤❤❤❤🙏🙏
@Pradipta_____panda
@Pradipta_____panda Жыл бұрын
ଏହି ଗୀତଟି ଅଷର ଅଷରେ ସତ 🥺🥺🙏🏻🙏🏻
@purnachandramishramuna3518
@purnachandramishramuna3518 Жыл бұрын
Ok
@sureshbehera4940
@sureshbehera4940 Жыл бұрын
Thik katha bhai
@basantipradhan3532
@basantipradhan3532 2 ай бұрын
J😊😊😊❤
@rakeshchandrarout-sm9ip
@rakeshchandrarout-sm9ip Жыл бұрын
Jay Jagannath Swami Nayan patha glami Bha ba tume
@basudevmohapatra1789
@basudevmohapatra1789 Жыл бұрын
ମହା ପ୍ରଭୁ 🙏
@narayandalai9799
@narayandalai9799 Жыл бұрын
ମାଳିକା 🚩🌿ଭକ୍ତ🚩🌿 ଙ୍କୁ🌿🚩 କୋଟି🌿🚩 କୋଟି 🌿🚩ପ୍ରଣାମ 🚩🙏🙏🙏ମାଳିକା 🚩🌿ଭକ୍ତ🚩🌿 ଙ୍କୁ🌿🚩 କୋଟି🌿🚩 କୋଟି 🌿🚩ପ୍ରଣାମ 🚩🙏🙏🙏ମାଳିକା 🚩🌿ଭକ୍ତ🚩🌿 ଙ୍କୁ🌿🚩 କୋଟି🌿🚩 କୋଟି 🌿🚩ପ୍ରଣାମ 🚩🙏🙏🙏
@miss__prava
@miss__prava Жыл бұрын
ହେ ମହାପ୍ରଭୁ 🙏 ଯଥାଶୀଘ୍ର କଳ୍କୀ ଅବତାର ଧାରଣ କରି ସବୁ କିଛି ଧ୍ଵଂସ କରିଦିଅ। ଧରଣୀ ମା' ଆଉ ଏ ଘୋର ପାପ ସହ୍ୟ କରି ପାରୁନି🥺🙏 ଅନ୍ୟାୟ ଅତ୍ୟାଚାର ସବୁ କିଛି ବଢ଼ି ଚାଲିଛି 😢। ମାଳିକା ବଚନ ସତ୍ୟ ହେଇଯାଉ 🙏 ତ୍ରାହି ଅଚ୍ୟୁତ 🙏ଜୟ ଶ୍ରୀ ଜଗନ୍ନାଥ
@DeepakSahoo-ly6sb
@DeepakSahoo-ly6sb Жыл бұрын
ବହୁତ ସୁନ୍ଦର ଭଜନ ଗା ଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ପାଖରେ ପ୍ରମାଣ କରୁ ଅଛି
@kajalsahoo8382
@kajalsahoo8382 Жыл бұрын
ଏହି ଭଜନ ସତ୍ୟ ଘଟଣା ଟି ଉପରେ ଆଧାରିତ। କଳିଯୁଗ ରେ ଯାହା ସବୁ ହଉଚି ଏ ଇ ଗୀତ ମାଧ୍ୟମରେ ସବୁ ଜଣା ପଡି ଯାଉଛି ।।। ଜୟ ଜଗନ୍ନାଥ 🙏🙏❤️
@shradha4878
@shradha4878 Жыл бұрын
🥰🥰🥰🥰🥰_😮😮😮😮😮😮?😊😊😊
@mamatamohanty8906
@mamatamohanty8906 Жыл бұрын
Y😮😢😢p
@mamatajena9028
@mamatajena9028 Жыл бұрын
​@@mamatamohanty8906 pppppp v Pppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppppp😊😊
@purnimabarik143d2
@purnimabarik143d2 Жыл бұрын
@@mamatamohanty8906 aaaaaa
@purnimabarik143d2
@purnimabarik143d2 Жыл бұрын
@@mamatamohanty8906 aaaa
@rakeshjhankar3854
@rakeshjhankar3854 Жыл бұрын
🙏🏼🙏🏼JAYA JAGANNATH NAYAN A PATHAGAMI BHABA TUME NAMA🙏🏼🙏🏼🙏🏼
@dkmdipu736
@dkmdipu736 Жыл бұрын
He prabhu jay jagannath Prabhu achhanti nada maha prabhu 🙏🙏🙏
@rinkysahoo8799
@rinkysahoo8799 Жыл бұрын
Jai Jagannath swami 🙏🙏🙏
@phoenix8872
@phoenix8872 Жыл бұрын
🎉
@bapimallickmanojmallick76
@bapimallickmanojmallick76 Жыл бұрын
Namaste Nana buuthu Sundar vajan jay jaganatha
@ashokJena-gz5it
@ashokJena-gz5it 2 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ଶିବ ପ୍ରସାଦ ନନା ଆପଣଙ୍କ ଅଶେଷ ଅଶେଷ ଶୁଭେଚ୍ଛା ଶୁଭକାମନା 🙏🙏
@SUSHILARJUNNDAS
@SUSHILARJUNNDAS Жыл бұрын
ଜୟ ମୋ ମାତୃଭାଷା
@AmitSwain-fc4dc
@AmitSwain-fc4dc 8 ай бұрын
ହେ ପ୍ରଭୁ ମୋର ମାତା.. ପିତା ଥାଇ ମଧ୍ୟ ମୁଁ ଅନାଥ ମୋର ନାମ ଅନାଥ....କିନ୍ତୁ ମୋର ପିତା ଜଗତର ନାଥ ପ୍ରଭୁ ଜଗନ୍ନାଥ... ମାତା ମାତୃଭୂମି.... 🙏🙏🙏🙏 ପ୍ରଭୁ ଆପଣଙ୍କର ଦୟା ରେ ମୋର ଏ ଜୀବନ.... ଜୟ ଜଗନ୍ନାଥ
@diptinayak6317
@diptinayak6317 Жыл бұрын
Jai jagannath 🙏🙏
@rajeshlenka
@rajeshlenka Жыл бұрын
ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରଷା ତମେ ଯଦି ତମ ଭକତ କଥା ନ ଶୁଣିବ ଆଉ କିଏ ଶୁଣିବ ଆମେ ଆଉ କାହାକୁ କହିବୁ ସାହା ହୁଅ ପ୍ରଭୁ ଜଗନ୍ନାଥ ଏଡେ ସୁନ୍ଦର ସୁଷ୍ଟି ନଷ୍ଟ ହେବାକୁ ବସିଲାଣି ତମେ ଯଦି ସାହା ନ ହବ ତା ହେଲେ ଆମେ ସବୁ ଅକାଳ ରେ ମରିଁ ଯିବୁ ହେ ଜଗତର ନାଥ ଜଗନ୍ନାଥ ତୁମେ ହିଁ ସାହା ଭରଷା
@drawwhitad842
@drawwhitad842 Жыл бұрын
Trahimam trahimam mahaprabhu 😭😭😭
@kitchentime61
@kitchentime61 Жыл бұрын
୧ - ଭିକାରୀ ବଳ ୨ - ଅରବିନ୍ଦ ମୁଦୁଲି ୩ - ଶିବ ନନା ଭଜନ ମହାପ୍ରଭୁ ତାଙ୍କ ମାନଙ୍କୁ ସିନା ଆମ ପାଖରୁ ନେଇଗଲେ ହେଲେ ପୁଣି ଆଉ ଜଣକୁ ଆମ ପାଖକୁ ପଠେଇଛନ୍ତି ସେ ହେଲେ ଶିବ ନନା ଜୟ ଜଗନ୍ନାଥ 👏👏👏
@sonalisahoo4020
@sonalisahoo4020 Жыл бұрын
Heart touching video 🙏🙏🙏🙏❤️❤️♥️❤️❣️❣️❣️👌👌A Gita sunile akhiru luha asi jauchi Jay Jagannath 🙏🙏🙏
@rudranarayansahoo6604
@rudranarayansahoo6604 Жыл бұрын
ଗୀତଟି ଶୁଣିଲେ ଯେତିକି ଭଲ ଲାଗୁଛି ସେତିକି ଭୟ ବି ଲାଗୁଛି କାରଣ ଏ ମୂର୍ଖ ମଣିଷ ସବୁ ଅନ୍ଧ ବିଶ୍ବାସ ବୋଲି କହୁଛି। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ। 🙏🙏🙏⭕‼️⭕🙏🙏🙏
@sasmitasahoo43
@sasmitasahoo43 Жыл бұрын
Very very beautiful 😍❤️
@sasmitasahoo43
@sasmitasahoo43 Жыл бұрын
So beautiful
@prabinprusty9012
@prabinprusty9012 7 ай бұрын
ତୁମ କଣ୍ଠରେ ଜାଦୁ ଅଛି, ଶୁଣିବାକୁ ବହୁତ ଭଲ ଲାଗୁଚି ଗାଇଚାଲ
@SaralaMusicOdia
@SaralaMusicOdia Жыл бұрын
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ Super lyrics and Music super singing
@pradyumna7815
@pradyumna7815 Жыл бұрын
ନିରାଟ ସତ୍ୟ ବଚନ,ସ୍ୱାର୍ଥପର ମଣିଷ ଏଠି ନିଜର ସ୍ୱାର୍ଥ ପାଇଁ ଅନେକ କୁକର୍ମରେ ଲିପ୍ତ ରହୁଛି, ଲୋକ ମାନଙ୍କର ଭଗବାନ ପ୍ରତି ଭକ୍ତି କମି କମି ଆସୁଛି, ନର ନାରୀ ମାନେ ଠାକୁର ଙ୍କ ପ୍ରତି ବିମୁଖ ହୋଇ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି, ପାପର ଭାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି, ବର୍ତ୍ତମାନ ବି ସମୟ ଅଛି ସୁଧୁରି ଯାଆରେ ମାନବ ସମାଜ ନଚେତ ମାଳିକାରେ ଯାହା ଲେଖା ଅଛି ତାହା ଘଟିବ, ଆଜିର କର୍ମ କାଲିର ଭାଗ୍ୟଫଳ
@RUKMINIMISHRA-bf1fd
@RUKMINIMISHRA-bf1fd Жыл бұрын
Super beautiful presentation very nice best voice best lyrics best music thanks from RUKMINI PRODUCTION Bijaya kumar Mishra Gitikar Puri Jai jagannath jai
@PratapkumarDash-mj5fx
@PratapkumarDash-mj5fx 6 ай бұрын
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🌳🧘🪔🌳 ଗୁରୁ ଦେବ ପ୍ରଣାମ 🌳🪔🙏 🧘🌳
@s1deejey
@s1deejey Жыл бұрын
Bahut Sunder laguchi Sunibaku 🌹🌹🌹🌹🌹🌹🌹
@PujaSingh-qc8te
@PujaSingh-qc8te Жыл бұрын
Radhe Radhe ❤ guru ji 🙏❤️🙏🙏🙏🚩🙏🙏🙏🚩🙏🙏🙏🚩🙏🙏🙏
@sanjeebsatapathy1270
@sanjeebsatapathy1270 Жыл бұрын
Super voice siba bhai mo ganesh puja re prathama melody karithile siba bhai matra 4500
@bijaykumarbarad2681
@bijaykumarbarad2681 4 ай бұрын
❤❤jai jagannath Swami Nayan pathagami bhaba tume
@Game__Over_111
@Game__Over_111 Жыл бұрын
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ହେ ମହାବାହୁ 🙏
@Sarojinimaharana24
@Sarojinimaharana24 Жыл бұрын
9
@chinmaysundermoharana1040
@chinmaysundermoharana1040 4 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🌹🙏🏻
@Maamangalabhajan
@Maamangalabhajan Жыл бұрын
Heart touching voice of siba nana❤❤❤🙏🙏🙏👍👍👍 ଜୟ ଜଗନ୍ନାଥ
@jhakmarsale226
@jhakmarsale226 Жыл бұрын
B
@NaluBhoi-y9i
@NaluBhoi-y9i Жыл бұрын
​@@jhakmarsale226pp
@rajkumarpati3160
@rajkumarpati3160 10 ай бұрын
Nana Pranam 🙏. Please response my request. Narayana nka temple re paraba pratistha pai apananka saha Kemiti contact heipariba please reply
@narayandalai9799
@narayandalai9799 Жыл бұрын
ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ🚩🌿 ମାଁ 🚩🌴କାଳି🌿🚩🌺🍀🌱🌿🚩
@Pandit.Satyaprakash.Nanda4335
@Pandit.Satyaprakash.Nanda4335 Жыл бұрын
ଶିବ ଭାଇନା ତମ ଫୋନ୍ ନମ୍ବର ଟା ମତେ ସେଡ୍ କଲ❗️
@LokanathStudio-t4b
@LokanathStudio-t4b 3 ай бұрын
Mo bapa kara phone mumba apana kan karibe😊
@LokanathStudio-t4b
@LokanathStudio-t4b 3 ай бұрын
Mo bapa kara phone mumba apana kan karibe😊
@sudhirkubehera8279
@sudhirkubehera8279 10 ай бұрын
Hey prabhu
@PRAKASHPARIDA-c5q
@PRAKASHPARIDA-c5q 3 ай бұрын
କୋଟି କୈବଲ୍ୟ ନାଥ ଶ୍ରୀ ଶ୍ରୀ ମହାବାହୁ ଙ୍କ ର ଜୟ 🙏🙏🙏🙏👌👌👌👌
@rushipanigrahi3478
@rushipanigrahi3478 Жыл бұрын
Sina nana bhajan suni mora jibana dhanya heigala tumaku mora kati kati pranam 🙏🙏🙏
@hariharalenka9375
@hariharalenka9375 Жыл бұрын
ଜୟ ଜଗନ୍ନାଥ ପ୍ରଭୁ ଏହିଭଳି ଟ୍ରେନ୍ ଦୁର୍ଘଟଣା ନ ହେଉ 🙏🏻🙏🏻🙏🏻🙏🏻🙏🏻🙏🏻
@gitanjalimishra4137
@gitanjalimishra4137 5 ай бұрын
Mu b thakura Puja kala bele Nananka bhajana snuthae🙏🙏🙏🙏🪔🪔🪔🪔🌹🌹🌹🌹❤️❤️❤️
@sasmitarout908
@sasmitarout908 Жыл бұрын
Jay Jagannath 🙏🙏❤️❤ ki sundar song ❤❤
@mamatajethi6431
@mamatajethi6431 Жыл бұрын
ମମତାଜେଠୀଚାନେଲକୁସସ୍କାଇବିକରଦୟାକରୀ🙏 ୟୁଟୁବୁଚାନେଲ କୁ😂😂😂😂😂😂
@BasandkumarSwain
@BasandkumarSwain 10 ай бұрын
Siba.nana.tumaku.mora.mudhaniyabada
@THEdancingkid1
@THEdancingkid1 Жыл бұрын
Excellent voice. Jai jaganath 👏 🙏
@bapimahakud1505
@bapimahakud1505 6 минут бұрын
ଜୟ ଜୟ ଜୟ 🌺🌺🌺ଜଗନ୍ନାଥ 🙏🙏🙏
@laxminarayansethy2332
@laxminarayansethy2332 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🌺
@manirajanpatra130
@manirajanpatra130 2 ай бұрын
Jaysriramjayhanuman
@THEdancingkid1
@THEdancingkid1 Жыл бұрын
Really heart touching song who is having heart. Jai jaganath 👏 🙏
@santanusahoo1757
@santanusahoo1757 Жыл бұрын
We&
@narayandalai9799
@narayandalai9799 Жыл бұрын
ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴ଜୟ🚩🌿 ଶ୍ରୀ🌴🚩 ମାଳିକା🚩🍀 ବଚନ 🚩🍀
@manoranjandas6602
@manoranjandas6602 Жыл бұрын
Jay jagannath swami nayan patha gaami bhaba tume🙏
@chidanandasahoo01
@chidanandasahoo01 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
@bandanasadangi4359
@bandanasadangi4359 Жыл бұрын
Ae sing ku satyajeet Bhai nku deo se hit karedebe
@gourangacharanghadai2615
@gourangacharanghadai2615 Жыл бұрын
ସାରଳା ଭଜନ ପାଇଁ ଭଜନ ଟିଏ କରନ୍ତୁ 🙏
@susantakumarmishra7040
@susantakumarmishra7040 Жыл бұрын
ଜଗନ୍ନାଥ ପ୍ରଭୁ 🙏 ସବୁ ଭକ୍ତ ମାନଙ୍କୁ ରଖ୍ୟା କରନ୍ତୁ 2023😭😭😭😭😭😭😭😭👍😭😭🙏🙏🙏
@kaliyanayak3298
@kaliyanayak3298 Жыл бұрын
@romanchorahidas6755
@romanchorahidas6755 Жыл бұрын
​@@kaliyanayak3298❤p😊p01p
@irbmohapatra5029
@irbmohapatra5029 10 ай бұрын
Kiti koti pranam
@narayandalai9799
@narayandalai9799 Жыл бұрын
jay🚩☘️ shree🌴🚩 guru☘️🚩 dev🚩☘️ jay ☘️🚩shree ☘️🚩panchasakha☘️🚩 jay 🚩☘️shree☘️🚩 hanuman☘️🚩 jay 🚩☘️shree☘️🚩 jagannath☘️🚩
@chadheiganvlog1033
@chadheiganvlog1033 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ରଖା କର 🙏🙏😭😭
@Susamaprusty-u5w
@Susamaprusty-u5w Жыл бұрын
Longhorn
@manojbehera1074
@manojbehera1074 Жыл бұрын
​,,,,
@purnimapurnima-ww9dq
@purnimapurnima-ww9dq Жыл бұрын
Jay jagannath Swami 🙏 pravu apana valare ruhantu samasta ku valare rakhantu 🙏🙏🙏
@nishamanirana3380
@nishamanirana3380 Жыл бұрын
Super voice Dada❤
@ajayaparida6771
@ajayaparida6771 Жыл бұрын
Jay shree Jagannath. Prabhu tumara Daya thau..... Aau a jibanare kichhi darkar nahi
@LaxmidharSahoo-c4f
@LaxmidharSahoo-c4f Жыл бұрын
ଭଗବାନ୍ ଜଗନ୍ନାଥ ଏ ମଣିଷକୁ ସଦ୍ ବୁଦ୍ଦି ଦଅନ୍ତୁ ପ୍ରଭୁ, କିଛି ମନ୍ଦ ମଣଷପାଇଁ ତୁମର ସୁନ୍ଦର ସୃଷ୍ଟି ବୁଡିନଯାଉ ଭଗବାନ୍ ।ଜୟ ଜଗନ୍ନାଥ --
@sachidanandamishra1951
@sachidanandamishra1951 Жыл бұрын
ବହୁତ ସୁନ୍ଦର ଓ ହୃଦୟସ୍ଵଶର୍ଶୀ ଗୀତ, ଜନମାନସରେ ତୁମ ମାନଙ୍କର ଖ୍ୟାତି ବଢୁ
@rupeli.chhotaray7158
@rupeli.chhotaray7158 Жыл бұрын
Heart touching voice of siba Nana ❤❤❤❤
@jitendrabehera4245
@jitendrabehera4245 Жыл бұрын
ଆପଣଙ୍କ ଭିଡୁଅ ବହୁତ ସୁନ୍ଦର ଲାଗିଲା ଆତ୍ମା ଶାନ୍ତି ହୋଇଯାଇଛି
@dipunidipuni8998
@dipunidipuni8998 Жыл бұрын
jay jagannath 🙏🙏👍👍👌👌👌 very beautiful song 💤💤🙏🙏
@tanmaysethy20
@tanmaysethy20 Жыл бұрын
😅
@sibay2z
@sibay2z Жыл бұрын
Hi
@sibay2z
@sibay2z Жыл бұрын
Hi
@pradeepkumarsa9738
@pradeepkumarsa9738 Жыл бұрын
Heart touching 🙏🙏🙏
@rasmitagiri1369
@rasmitagiri1369 Жыл бұрын
Siba Nana heart touching voice
@arjunsbarik2795
@arjunsbarik2795 Жыл бұрын
Siba Nana heart touching voice ❤️❤️❤️❤️❤️❤️
@ahalyamishra2956
@ahalyamishra2956 Жыл бұрын
Db
@jayadebapradhan9060
@jayadebapradhan9060 Жыл бұрын
@sameersamir6231
@sameersamir6231 6 ай бұрын
The song is development of world record to sibanana swara the very beautiful ful song most important song the true sonng the future time all the best siba nana
@krushnasahoo2173
@krushnasahoo2173 10 ай бұрын
Jai jagannath pravu
@lakshmi2213
@lakshmi2213 Жыл бұрын
ବହୁତ ସୁନ୍ଦର କଣ୍ଠ ଯେତେ ଥର ଶୁଣିଲେ ବି ମନ ବୁଝୁନି
@SanjayNayka-qe4zh
@SanjayNayka-qe4zh Жыл бұрын
❤❤❤❤❤❤❤
@rupapintuexpress9003
@rupapintuexpress9003 Жыл бұрын
Hmm didi thik kahila
@tankadharsandh
@tankadharsandh Жыл бұрын
Hiii
@tankadharsandh
@tankadharsandh Жыл бұрын
Hiii
@tankadharsandh
@tankadharsandh Жыл бұрын
🎉
@chittaranjanmohanta5796
@chittaranjanmohanta5796 Жыл бұрын
ବହୁତ ସୁନ୍ଦର ଭଜନ ସହିତ ଗାନ ମଧ୍ୟ ସାଧୁ ସାଧୁ ⛳ଜୟ ଜଗନ୍ନାଥ 🙏
@growwithjitendra2864
@growwithjitendra2864 Жыл бұрын
A1😊
@anilpradhan1211
@anilpradhan1211 Жыл бұрын
Sata re ae bhagan tiku mana prana dae sunile nija akhi ru luha ape ape jhari asuchi 👏👏👏🙏🙏😭😭😭😭😭😭😭😭😭😭😭😭😭😭😭😭
@Capturelife143
@Capturelife143 5 ай бұрын
ଆପଣ ଙ୍କ ସ୍ୱର ରେ ଯାଦୁ ଅଛି
@ketakitamarakandi571
@ketakitamarakandi571 Жыл бұрын
Jaya jagannath❤❤❤
@Manashsamantaray-n6w
@Manashsamantaray-n6w 4 ай бұрын
Rrabhu nkara Jaya Hey🙏🙏🙏🙏🙏🙏🙏🙏🙏🙏🙏🙏
@rashmitripathy5417
@rashmitripathy5417 18 күн бұрын
Jay shree Jagannath🙏🙏 ⭕‼️⭕🪔🥥
@jharanaswain175
@jharanaswain175 Жыл бұрын
E kalikugare jagannath niraba hoigaleni papinki danda deunahanti👍
@AjayPadhiary
@AjayPadhiary Жыл бұрын
Best song 🌹🌹
@AjayPadhiary
@AjayPadhiary Жыл бұрын
🥰🥰🥰🥰🥰🥰😍
@trinathkuanar1979
@trinathkuanar1979 Жыл бұрын
ବହୁତ କିଛି ଏହି ଗୀତ ରୁ ସିଖିବାକୁ ମିଳିଛି ଜୟ ଜଗନ୍ନାଥ
@rabindrabarik3270
@rabindrabarik3270 Жыл бұрын
Jay jagannath❤❤💙
@subrat6324
@subrat6324 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏
@AnathkumarMohanty
@AnathkumarMohanty 6 ай бұрын
Jay jangnath ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@savedstuff-iq6rk
@savedstuff-iq6rk Жыл бұрын
Nirashramam jagadisa rakhya🙏🙏 jai jagannath 🙏🙏
@tusarkumarjena9761
@tusarkumarjena9761 Жыл бұрын
Really, it was soulful heart touching devotional jagannath bhajan. Shiba nana is a versatile singer. Jay Jagannath swami nayan path gami bhava tu me.
@prahalladch.pradhan9091
@prahalladch.pradhan9091 Жыл бұрын
Jai Jagannath.... 🙏🏻🙏🏻🙏🏻ସମସ୍ତଙ୍କୁ ଅନୁରୋଧ ହିଂସା କପଟ ଛାଡି ଭଲ ରାସ୍ତା ଆପଣାନ୍ତୁ.... ସମସ୍ତଙ୍କ ମଗଂଳ ହବ
@bashababa8813
@bashababa8813 5 ай бұрын
From Hyderabad jai jagannath swamy
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН
We Attempted The Impossible 😱
00:54
Topper Guild
Рет қаралды 56 МЛН
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 55 МЛН