ଧୀରେ ଘେନ କାନନରେ | Dhire Ghena Kananare - Heart touching Odia Bhajan - Shiba Prasad Dash (Siba nana)

  Рет қаралды 2,964,986

Siba Nana Bhajans

Siba Nana Bhajans

Күн бұрын

Пікірлер: 901
@villagevloger242Amar
@villagevloger242Amar Жыл бұрын
ଏଇ କବିତା ଟି ଲେଖିଛନ୍ତି ଆମରି ମାଟିରେ ଜନ୍ମ୍ ଆମରି ଗ୍ରାମ ଲୋକ ସିଏ ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର ଯିଏ ଜାଣିଛନ୍ତି ଗୋଟେ like hou ❤️❤️❤️❤️🙏
@bhagyadharparida4446
@bhagyadharparida4446 2 жыл бұрын
କିଏ କିଏ ସପ୍ତମ ଶ୍ରେଣୀ ରେ ପଢ଼ିଛ ଏହି ଭଜନ ଲାଇକ କର Old memories of 7th class 2012
@basantakumar9056
@basantakumar9056 Жыл бұрын
Mun
@manas_kumar_Bhoi
@manas_kumar_Bhoi Жыл бұрын
Like kain hela je karmu re
@jangyapatra3809
@jangyapatra3809 Жыл бұрын
1997
@BIMALRAJKHETI
@BIMALRAJKHETI 10 ай бұрын
7 class 2024
@sagarsahoo4394
@sagarsahoo4394 9 ай бұрын
ମୁଁ ବି ପଡିଛି......!!
@chinmayrout7255
@chinmayrout7255 Жыл бұрын
ଆପଣକଂ କଣ୍ଠସ୍ବର ରେ ସରସ୍ୱତୀ ବିଦ୍ୟମାନ। ପ୍ରଣାମ ଆପଣଙ୍କ ସ୍ରଷ୍ଟାଙ୍କୁ।
@BishnukumarBaral-es6gx
@BishnukumarBaral-es6gx Жыл бұрын
ଗାଇବାର ଭାବଧାରା ବହୁତ ସୁନ୍ଦର
@ChaitanyacharanPanda
@ChaitanyacharanPanda Жыл бұрын
ବହୁତ ବହୁତ ଧନ୍ୟବାଦ ପୁରୁଣା ସ୍ମୃତିକୂ ଉଜ୍ଜୀବିତ କରିଥିବାରୁ।
@lokanathdas5246
@lokanathdas5246 2 жыл бұрын
ବହୁତ ଭଲ ଲାଗୁଛି ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଏବଂ କଣ୍ଠ ଅତୀବ ପ୍ରିୟ ଓଡ଼ିଆ ଭାଷା ଅଟେ।
@sobhasundarpatra4824
@sobhasundarpatra4824 2 жыл бұрын
ପୂଜ୍ୟସ୍ପଦ ଆପଣ ସରସ୍ୱତୀ ଙ୍କ ବରପୁତ୍ର ଆପଣ ଆପଣଙ୍କୁ ବହୁତ ଧନ୍ୟବାଦ ନମସ୍କାର
@sobhasundarpatra4824
@sobhasundarpatra4824 2 жыл бұрын
ସପ୍ତମ ଶ୍ରେଣୀ ପ୍ରଥମ ଚାପ୍ଟର
@pmohanty9622
@pmohanty9622 2 жыл бұрын
ଶିବନନା ଆପଣଙ୍କୁ ପ୍ରଣାମ...ପିଲାଦିନେ ଷଷ୍ଠ କି ସପ୍ତମ ଶ୍ରେଣୀରେ ଏଇ ଗୀତଟି ଆମ ସାହିତ୍ୟ ବହିରେ ଥିଲା... ମନେ ପକେଇଦେଲେ... ଜୟ ଶ୍ରୀକୃଷ୍ଣ,🙏
@user-fh9tw7mi2c
@user-fh9tw7mi2c 2 жыл бұрын
ସପ୍ତମ ଶ୍ରେଣୀ , ସାହିତ୍ୟ ବହିରେ ଥିଲା
@bhimagouri7190
@bhimagouri7190 2 жыл бұрын
ଗିତ ଶୁଣିବାରୁ ବହୁତ୍ ଖୁସି ଲାଗିଲା.🙏
@jadunathdas9706
@jadunathdas9706 2 жыл бұрын
Jai srikrishna
@rishikesh4340
@rishikesh4340 2 жыл бұрын
ସପ୍ତମ ରେ ଥିଲା
@narendraparida5708
@narendraparida5708 2 жыл бұрын
Jay shree krusnn
@RR-wp8jt
@RR-wp8jt 2 жыл бұрын
ଅତି ସୁନ୍ଦର 👌ସ୍କୁଲ୍ ବେଳ ମନେ ପଡ଼ିଗଲା ଏଭଳି ଶୃତିମଧୁର ସର୍ଜନା ପାଇଁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କୁ ଜୁହାର 🙏🙏
@soudaminisahu6461
@soudaminisahu6461 2 жыл бұрын
Ati sunder gita suni kari mana khus hei jaai
@bapunkumarswain1967
@bapunkumarswain1967 Жыл бұрын
Mu padhila bele ehi gita ti thila
@କୁଶଗାଡିଆମଠସମିତି
@କୁଶଗାଡିଆମଠସମିତି 2 жыл бұрын
କାହିଁକି କେଜାଣି ଏ ଭଜନ ଟି ନ ଶୁଣିଲେ ଦିନ ଟି ଭଲରେ ଯାଉନାହିଁ ଧନ୍ୟବାଦ ଶିବ ସାର୍ 🙏
@sanjuktabhuyan6507
@sanjuktabhuyan6507 2 жыл бұрын
ଶିବ ନନାଙ୍କ ହରିବଂଶ ପ୍ରୋଗ୍ରାମ ଅତି ଉଚ୍ଚ କୋଟିର ହେଇଛି । କୃଷ୍ଣ ଓ ଯଶୋଦା ଙ୍କୁ ନେଇ ଭଜନଟି ଅତି ସୁନ୍ଦର । ଶିବନନାଙ୍କୁ ନମସ୍କାର ଓ ଅନେକ ଅନେକ ଧନ୍ୟବାଦ ।🙏🙏🙏🙏👌👌👌👌👌
@kalicharandakua494
@kalicharandakua494 Жыл бұрын
P0
@RadhakantVishnu-ye7np
@RadhakantVishnu-ye7np 4 ай бұрын
Haribansa puran bahut bhala hoichhi akhiru luha gadijae sunile
@aswinikumardash2237
@aswinikumardash2237 4 ай бұрын
ଖୁବ୍ ସୁନ୍ଦର କଣ୍ଠଶିଳ୍ପୀ, ଭାବପୂର୍ଣ୍ଣ ଲାଗୁଛି I ଧନ୍ୟବାଦ ଆଜ୍ଞା I
@HTROHAN
@HTROHAN 11 ай бұрын
ବହୁତ ଭଲ ଶିବ ନନା
@Brownsisters342
@Brownsisters342 9 ай бұрын
Very nice song
@sandhyaranidehury9460
@sandhyaranidehury9460 Жыл бұрын
My childhood memories ❤❤ ମୋ ପିଲା ଦିନ ବହିରେ ଥିଲା ମୁଁ କେତେ ଗାଇ ନାଚେ 🚩🚩🚩🚩🚩🚩🚩🚩🚩🙏🙏🙏🙏🙏🙏🙏🙏🙏🙏🙏🙏🙏
@viewsgodlevel5557
@viewsgodlevel5557 2 жыл бұрын
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କର କାଳଜୟୀ ରଚନା ର କଳା ମାଣିକରେ ଗୀତ ଟି ଶୁଣି ମନ ଶାନ୍ତ ହୋଇଗଲା। ମଦନମୋହନ ସାମଲ ଉପସହ କାରାପାଳ ମାଳିକା ବିଶାରଦ ରାଜନୀତି ବିଶାରଦ ସମାଜ ସେବୀ ଓ ଜଣେ ଧର୍ମ ପରାୟଣ ବ୍ୟକ୍ତି।
@karunakaratuku8304
@karunakaratuku8304 2 жыл бұрын
ନନା ବହୁତ ସୁନ୍ଦର । ଶବ୍ଦ ଟିକେ ନୁଆ ମିଶିଯାଇଛି ଗୋଟିଏ ଗୋଟିଏ ଯାଗାରେ ସେମିତି ଲାଗୁଛି ।
@BrundabatiPatraBrundabatiPatra
@BrundabatiPatraBrundabatiPatra 9 ай бұрын
Ehi vajanti kanthara madhurjya pain ete madhura lagila ,Satare AME ehaku class re padhithilu. Ta aji sunilabele ati sundar lagila.❤❤❤❤❤❤❤❤❤❤❤❤❤.
@satrughnachhatar4575
@satrughnachhatar4575 9 ай бұрын
Ati chamatkar
@Pratapkumarmaharana2518
@Pratapkumarmaharana2518 Жыл бұрын
ଅତି ଉଚ୍ଚ କୋଟିର 🌹ପ୍ରଭୁ ଶ୍ରୀକୃଷ୍ଣ ଭଗବାନ ମାତା ଯଶୋଦା ଙ୍କ ବାତ୍ସଲ୍ୟ ଭାବ ❤️ହୃଦୟସ୍ପର୍ଶି ଓଁ ନମୋ ଭଗବତେ ବାସୁଦେବାୟ 🙏
@chintamaninaik3538
@chintamaninaik3538 Жыл бұрын
ନନା ବହୁତ ସୁନ୍ଦର ହୋଇଛି,ହୃଦୟ କୁ ଛୁଇଲା।
@bholanathnaik2684
@bholanathnaik2684 2 жыл бұрын
ବହୁତ ଭଲ ଲାଗୁଛି, "ଅl ହା "ମନ ପୁରା ମୁଗ୍ଧ ହେଉଛି l
@madanmohansethy5289
@madanmohansethy5289 2 жыл бұрын
ଅତି ସୁନ୍ଦର ଆଜ୍ଞା
@tlgaming2380
@tlgaming2380 2 жыл бұрын
ଅତି ସୁନ୍ଦର ଶିବ ନନା ଆପଣଙ୍କୁ କୋଟି କୋଟି ପ୍ରଣାମ।
@padmajasankhua6455
@padmajasankhua6455 2 жыл бұрын
ବାଃ ବଢିଆ ହୋଇଛି।
@royaldhaba4784
@royaldhaba4784 11 ай бұрын
ଜୟ ଜୟ ଶ୍ରୀ ରାଧେଶ୍ୟାମ ଅତ୍ୟନ୍ତ ମନୋରମ ସୁ ମଧୁର ଶିବନନାଙ୍କ କଣ୍ଠସ୍ୱର
@ashokpatra3654
@ashokpatra3654 2 жыл бұрын
ଆହାକି ସୁମଧୁର
@sasmita4171
@sasmita4171 2 жыл бұрын
ମନରେ ଯେତେ କ୍ରୋଧ ଥିଲେ ସବୁ କିଛି ଦୂରେଇଯିବ.. ଏ ଭଳି ସଂଗୀତ ଶୁଣିଲେ... ସତରେ ଆମ ଓଡିଶା ଭୂମି ମହାନ, ଏମିତି ମହାତ୍ମା ସଙ୍ଗୀତଜ୍ଞ ମାନଙ୍କ ଆଗମନରେ... 🙏💐💐💐💐🙏
@loknathgoud9476
@loknathgoud9476 2 жыл бұрын
Odisha bhumi satya ra
@mrpatita1747
@mrpatita1747 2 жыл бұрын
0 wa
@bishnuprasadsahoo823
@bishnuprasadsahoo823 2 жыл бұрын
@@loknathgoud9476 so ⁰o99
@manojkumarojha3848
@manojkumarojha3848 2 жыл бұрын
Hi👋🤳🙏🙏
@manojkumarojha3848
@manojkumarojha3848 2 жыл бұрын
🌹🌹🌷🌷💐💐
@shashankbehera3490
@shashankbehera3490 2 жыл бұрын
ମାର ବାତ୍ସଲ୍ୟ ମମତା ର ଅପରୂପ ନିଦର୍ଶନ ଏହି ସଙ୍ଗୀତଟିରେ,ଶିବନାନାଙ୍କ ଯାଦୁଗରି କଣ୍ଠ ରେ ସଙ୍ଗୀତ ଟି ଅତି ମନମୁଗ୍ଧକର ଲାଗୁଚି।ଜୟ ଜଗନ୍ନାଥ 🙏🙏🙏
@angurbalamalla8849
@angurbalamalla8849 2 жыл бұрын
Jay shri krishna
@dwitikrishnapanigrahi3091
@dwitikrishnapanigrahi3091 Жыл бұрын
Very very nice👍👍👏👏👏
@anildasyadab8411
@anildasyadab8411 2 жыл бұрын
ଜୟ ଶ୍ରୀକୃଷ୍ଣ 🙏ଅତି ସୁନ୍ଦର
@rdmirdha2372
@rdmirdha2372 2 жыл бұрын
Bahut sundar mana khushi heigala bhajanna mruta suni
@purnachandrabagarty8745
@purnachandrabagarty8745 2 жыл бұрын
Excellent and best cultural attitude
@rajendramohapatra1990
@rajendramohapatra1990 2 жыл бұрын
ନନା ଏ ଗୀତଟି ଆପଣଙ୍କ କଣ୍ଠ ରେ ବହୁତ ଶ୍ରୁତି ମଧୁର ଲାଗୁଛି କିନ୍ତୁ ମୋର ଏକ ନିବେଦନ ଆପଣ ଶ୍ରୀ ରାମ ଙ୍କ ନୌ ଯାତ୍ରା ବିଷୟଟି ଉପେନ୍ଦ୍ର ଭଞ୍ଜଙ୍କ ର ଗାଆନ୍ତୁ ବହୁତ ଭଲ ହେବ ମୁ ଆଶା କରୁଛି🙏।
@nilamanigouda1131
@nilamanigouda1131 Жыл бұрын
Ī qa
@NarrottamSabar
@NarrottamSabar Жыл бұрын
​@@nilamanigouda1131gy ni hu😢😂. Mom inwrucwug ni
@praptimishra5860
@praptimishra5860 Жыл бұрын
❤😊😊😊😊😊😊😊❤❤❤❤❤❤❤❤
@prasanpalei10
@prasanpalei10 Жыл бұрын
😊 😊 11:30
@odiaenglisheducation6461
@odiaenglisheducation6461 Жыл бұрын
❤❤❤❤❤❤❤👍👍👍👍👍
@chinmayasahoo4805
@chinmayasahoo4805 2 жыл бұрын
ଅତିସୁନ୍ଦର ଭଜନ , କିନ୍ତୁ ଭଜନର ବାକ୍ୟ ଗୁଡିକ ଆହୁରି ସ୍ପଷ୍ଟ ହବା ଆବଶ୍ୟକ ଥିଲା , ମୋ ମତରେ ।
@gopabandhumaharana6237
@gopabandhumaharana6237 2 жыл бұрын
Tame aau mata dioni
@ଆଧ୍ୟାତ୍ମିକଓଡ଼ିଶା
@ଆଧ୍ୟାତ୍ମିକଓଡ଼ିଶା 2 жыл бұрын
I love your all shree Jagannath and shree krishna Bhajan really heart touching and your voice nd your immotional for lord Jagannath.
@balaramdhir2307
@balaramdhir2307 2 жыл бұрын
Iypodej
@surendrapande227
@surendrapande227 Жыл бұрын
Ahi Gita ti ama saptama shreni re achhi👌👍
@GopinathPangi-nn1ul
@GopinathPangi-nn1ul 2 ай бұрын
ଧନ୍ୟବାଦ
@banashreemuduli5020
@banashreemuduli5020 2 жыл бұрын
ବହୁତ୍ ସୁନ୍ଦର।ଜୟ ପରମ ପିତା।
@nandighoshbhoi
@nandighoshbhoi Жыл бұрын
ବାର ବାର ବାରୁଥାଇ ଯିବାପାଇଁ ବନେ☑️
@MANASPARIDA-vo1gh
@MANASPARIDA-vo1gh 7 ай бұрын
ରାଧେ ରାଧେ 🦚🦚🙏🙏
@kailashchandradas8992
@kailashchandradas8992 Ай бұрын
ଜୟ ଜଗନ୍ନାଥ 🙏
@jayjagannath8022
@jayjagannath8022 2 жыл бұрын
God bless you sir. Mu kebala apananka vajan sunuchhi.
@prashantpalei361
@prashantpalei361 2 жыл бұрын
ଭଲ ଲାଗୁଚି ଭାବଭରା କନ୍ଠ
@kshiroddas8440
@kshiroddas8440 2 жыл бұрын
ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡ଼ିଲା ଭଳି ଭଜନ,ଭଜନ ନୁହେଁ ତ ମହାପ୍ରସାଦ ଯିଏ ଶୁଣିବ ସିଏ ପ୍ରେମ ରେ ପଡ଼ିବ ,ନିସ୍ତବ୍ଧ ,ଅବିଶ୍ଵସନୀୟ ।
@sidhantabehera6875
@sidhantabehera6875 Жыл бұрын
ହଁ ରୀତି ଯୁଗ ର କବି ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ କବି ଙ୍କ ର ଲେଖା ଅତ୍ୟନ୍ତ ସରସ ସୁନ୍ଦର ଏବଂ ଆକର୍ଷଣୀୟ। ଶିବ ନନା ଙ୍କ ସ୍ଵର ରେ ସ୍ଵତନ୍ତ୍ରତା ପରିଲକ୍ଷିତ ହୁଏ। ମୁଁ ମଧ୍ୟ ଯେତେବେଳେ ଟ୍ୟୁସନ ରେ ସପ୍ତମ ଶ୍ରେଣୀ ପିଲା ଙ୍କୁ ସାହିତ୍ୟ ପଢାଉଥିଲି ଏହିପରି ଆବୃତ୍ତି କରି ଗାଇଥିଲି ଏବଂ ଶିଖେଇ ଥିଲି। ଧନ୍ୟବାଦ ଶିବ ନନା ଏବଂ ସିଦ୍ଧାର୍ଥ ଟିଭି। ବହୁତ କିଛି ଶିଖିଛି ଶିବ ନନା ଙ୍କ ଭଜନ ରୁ। 🙏
@binobapradhan3848
@binobapradhan3848 2 жыл бұрын
ବହୁତ ସୁନ୍ଦର ଗୀତ ପୁରୁଣା
@dharmendradalei9497
@dharmendradalei9497 2 жыл бұрын
ସିବନ ନାଙ୍କୁ ଅନ୍ୟବାଦ
@indranidash6216
@indranidash6216 2 жыл бұрын
ମୋ କଳାମାଣିକରେ 😘
@dhirenbiswal5558
@dhirenbiswal5558 2 жыл бұрын
ବହୁତ ସୁନ୍ଦର ପରିବେଷଣ ଜୟ ଜଗନ୍ନାଥ 🙏🙏🙏
@srksunil9516
@srksunil9516 2 жыл бұрын
Beautyful sang nana
@sauribandhabsi4471
@sauribandhabsi4471 6 ай бұрын
ସପ୍ତମ ଶ୍ରେଣୀରେ ଏହି କଵିତାଟି ଆମେ ପଢିଥିଲୁ କିନ୍ତୁ ସ୍ୱରର ମଧୁରତା ଟିକକ ପାଇନଥିଲୁ।ନନା ଆପଣଙ୍କ ଭଜନ ମାଧ୍ୟମରେ ସଂଧ୍ୟା ସମୟରେ କଵିତାଟିକୁ ଵାରମ୍ଵାର ଶୁଣିଵାକୁ ଇଛ୍ଛା ହୁଏ।
@santoshkumarpatra9859
@santoshkumarpatra9859 2 жыл бұрын
ଆଖିରୁ ଲୁହ ଆସିଯାଉଛି ନନା 🙏 ବହୁତ ସୁନ୍ଦର 🙏
@AnilSahoo-lv4vy
@AnilSahoo-lv4vy Жыл бұрын
Best bhajan
@nahakkrushna1422
@nahakkrushna1422 2 жыл бұрын
ଜୟ ଜଗନ୍ନାଥ ସାର ଆପଣଙ୍କୁ ଆପଣ ଙ୍କ ପ୍ରୋଗ୍ରାମ ଙ୍କୁ ଦେଖି ଅତି ସୁନ୍ଦର ବହୁତ ଖୁସି ଲାଗିଲା ସାର ଭଜନ ସୁଣି ବହୁତ ନମସ୍କାର
@jchoudhury274
@jchoudhury274 2 жыл бұрын
Bahut sundar bhajan haichi sir thank you
@AjitMallik-w8s
@AjitMallik-w8s 26 күн бұрын
ହେପ୍ରଭୁ ଏତେ ସୁନ୍ଦର ଭଜନ କେମିତି କଲ ପ୍ରଭୁ 🙏
@santoskumarrath8027
@santoskumarrath8027 2 жыл бұрын
Very very 💜 touching Song has been singing beautifully in nice tone.Only devotional songs can be able to give peace and happiness to control flexibility of invisible Mind. Thanks a lot to provide this nice Bhajan.
@jagabandhusahu143
@jagabandhusahu143 2 жыл бұрын
P
@niranjanpurohit5321
@niranjanpurohit5321 Жыл бұрын
Very nice and heart touching.Toli mu dhaile Koli---
@upendramishra5638
@upendramishra5638 Жыл бұрын
Ohh bahut bhababhakti song.
@bhaktarath9433
@bhaktarath9433 9 ай бұрын
A beautiful composition very well presented
@kumkumdas9619
@kumkumdas9619 2 жыл бұрын
ଓଃ କେତେ ଦିନ ପରେ !! ଅମୃତମୟ ଗୀତ
@rabindraraul2299
@rabindraraul2299 2 жыл бұрын
Pppppppppppppppppppp
@rabindraraul2299
@rabindraraul2299 2 жыл бұрын
Pppppppppppppppppppp0pppppppppppppppppppppppppppp0p
@sivanisahoo326
@sivanisahoo326 2 жыл бұрын
Kahara kahar aeii Gita ti Mane achii school belara odia sahitya bahire pila Dina Mane padigala 🙏🙏🙏🙏 bht bht dhanyavad 👏👏
@surendramajhi2862
@surendramajhi2862 2 жыл бұрын
ଆପଣଙ୍କ କଣ୍ଠ ସୁର ବହୁତ ସୁନ୍ଦର sir
@sumantakumardash7928
@sumantakumardash7928 2 жыл бұрын
ସୁନ୍ଦର ଗୀତ, ପିଲାଦିନ କଥାମନେ ପକାଇଲେ ଆପଣ,,,
@rabindrakumarswain2487
@rabindrakumarswain2487 2 жыл бұрын
Dharma ra heu Jaya sri ram gomata ra raksha heu sundara gita bhajana 🌻🙏👍banchi rahu a bhakti bhaba bhajana🙏
@upendrapaikaray
@upendrapaikaray 5 ай бұрын
ମୁ ଗର୍ବ ଅନୁଭବ କରେକି ଓଡ଼ିଆ ହୋଈ ଜନ୍ମ ନେଇଥିବାରୁ ଜୟ ଶ୍ରୀ ନୀଳମାଧବ
@sasmitapadhy.9213
@sasmitapadhy.9213 2 жыл бұрын
Dhanyabad sir
@lokanathdas5246
@lokanathdas5246 2 жыл бұрын
ଆମ ପାଇଁ ଏକ ପାରମ୍ପରିକ ପୁରାତନ ଗୀତ ହୃଦୟ ଜିଣିବାକୁ ସମର୍ଥ ଅଟେ ଏବଂ କଣ୍ଠ ଅତୀବ ରହସ୍ୟମୟ ଅଟେ ଏହା ଈଶ୍ବରଙ୍କ ଦାନ। ସହ ତାଙ୍କ ପିତାଙ୍କ ଠାରୁ ଆସି ଅଛି।
@kunjamohanmishra69
@kunjamohanmishra69 2 жыл бұрын
ଅତି ମନୋଲୋଭା। ଶିବ ନନା ଆପଣଙ୍କୁ କିପରି ଧନ୍ୟବାଦ୍ ଜଣାଇବି ବୁଝି ପାରୁ ନାହିଁ।ଜୟ ଜଗନ୍ନାଥ।ଏ ଭଳି ଖଣ୍ଡେ ଖଣ୍ଡେ ହେଲେ ଯେତେ ମନ ଦୁଃଖ ହେଲେ ଭୁଲି ଯିବା।
@rogaroga5965
@rogaroga5965 2 жыл бұрын
了。。
@ରବୀନ୍ଦ୍ରକୁମାରନନ୍ଦୀ
@ରବୀନ୍ଦ୍ରକୁମାରନନ୍ଦୀ 2 жыл бұрын
ବନ୍ଧୁ ଆପଣଙ୍କୁ ପ୍ରଣାମ । ଈଶ୍ୱରଙ୍କ କୃପାରୁ ଆପଣ ଏକ ସୁନ୍ଦର କଣ୍ଠ ପାଇଛନ୍ତି । ସଙ୍ଗୀତ ପରିବେଷଣର ଶୈଳୀ ଓ ଭାବପ୍ରବଣତା ମଧ୍ୟ ଉଚ୍ଚକୋଟୀର ନିଶ୍ଚୟ । କିନ୍ତୁ ବନ୍ଧୁ ମୋର ଏକ ଛୋଟ ଅନୁରୋଧ, ଏହିଭଳି ପାରମ୍ପରିକ ସଙ୍ଗୀତ ଗୁଡିକୁ ପରିବେଷଣ କରିବା ସମୟରେ ଟିକିଏ ମୂଳ ପାଣ୍ଡୁଲିପି କୁ ଦେଖି ସଠିକ ଭାବେ ପରିବେଷଣ କଲେ କେମିତି ହୁଅନ୍ତା ? ଆଶାକରୁଛି ପରବର୍ତ୍ତୀ ସମୟରେ ଆମକୁ ନିରାଶ କରିବେ ନାହିଁ।
@rasmitajena8275
@rasmitajena8275 2 жыл бұрын
ମୁଁ ବିଦଗ୍ଧ ମାଟିର ସନ୍ତାନ ମୁଁ ସବୁବେଳେ ଗର୍ବିତ 🙏😍😍🙏🙏❤️❤️❤️❤️❤️ ତାଙ୍କ ର ବଂଶଧର ବୋଲି ମୁଁ ସବୁବେଳେ ଗର୍ବିତ 🙏❤️❤️
@badrinarayanjena7615
@badrinarayanjena7615 2 жыл бұрын
ନିଶ୍ଚୟ 🙏
@bibhutimohapatra1027
@bibhutimohapatra1027 2 жыл бұрын
ଏହା ସ୍ବାଗତଯୋଗ୍ୟ।👏👏👍
@SukantBehera-wn9rp
@SukantBehera-wn9rp Жыл бұрын
Ct
@BideshiDas-yh9cf
@BideshiDas-yh9cf Жыл бұрын
T
@BideshiDas-yh9cf
@BideshiDas-yh9cf Жыл бұрын
Tt
@ramkumarpadhan8729
@ramkumarpadhan8729 Жыл бұрын
ମୁଁ ରାତି ଶୋଇବା ଆଗରୁ ଏଇ ଗୀତ କୁ ଶୁଣେ ବହୁତ୍ ଭଲ ଲାଗେ .... ଆତ୍ମା କୁ ଶାନ୍ତି ଲାଗେ । ହୃଦୟରୁ ଧନ୍ୟବାଦ୍
@nilamanimeher3420
@nilamanimeher3420 2 жыл бұрын
Wah ! What a beautiful song ?
@bijandebnath3624
@bijandebnath3624 2 жыл бұрын
Love
@bijandebnath3624
@bijandebnath3624 2 жыл бұрын
Love songs
@sunilsabata
@sunilsabata Жыл бұрын
Veri nice❤❤❤❤❤😂❤❤❤❤❤❤❤❤❤❤❤
@prasannakumardas5419
@prasannakumardas5419 9 ай бұрын
ଏହି ଗୀତ ପାଇଁ ମୁଁ ସ୍କୁଲରେ ମାଡ଼ ଖାଇଲିନି
@muodia2426
@muodia2426 2 жыл бұрын
Aapn ka voice bhut sundar !! Dhanyabad sir Gita bahut bhala lagila
@prasantakumarsahu4518
@prasantakumarsahu4518 2 жыл бұрын
ଵହୁତ ସୁନ୍ଦର ଉପସ୍ଥାପନା ।
@sanjuktabehera1211
@sanjuktabehera1211 2 жыл бұрын
Wow............🙏❤️hare Krishna
@baidyanathsatpathy6436
@baidyanathsatpathy6436 3 ай бұрын
ନନା କିଛି ପଦ ଛାଡିଛନ୍ତି.
@narendrakumarbeuria2673
@narendrakumarbeuria2673 2 жыл бұрын
Very good & Heart touched
@kamalakantamahapatra6616
@kamalakantamahapatra6616 Жыл бұрын
Siba Nana apana tike asta gujari ,naba gujari achyutananda nkara plz preparation karantu
@narendradas6539
@narendradas6539 2 жыл бұрын
Jay sri krishna
@Saroj_Kumar_Tripathy
@Saroj_Kumar_Tripathy 4 ай бұрын
❤❤
@prasantakumarsahoo4399
@prasantakumarsahoo4399 2 жыл бұрын
Wow so pleasurable for hear also heart.❤
@pratapmohanty3535
@pratapmohanty3535 Жыл бұрын
Ati sundar kantha Sibananankara..puratana rachanaru tanka sumadhura kantharu..pravoonka asirvad thau..emiti gauthantu..
@arpitaswain9937
@arpitaswain9937 2 жыл бұрын
I am the first viewer 🙏
@PritiKumari-px1wc
@PritiKumari-px1wc 2 жыл бұрын
Congratulations
@lalitmahabhoi4291
@lalitmahabhoi4291 Жыл бұрын
ସୁନ୍ଦର ଅତି ସୁନ୍ଦର ଭଜନ ସତରେ ନନା ଆପଣଙ୍କ ଗୀତ ରେ ଭାବ ଅଛି ଆପଣଙ୍କୁ ହୃଦୟ ରୁ ମୋର ପ୍ରଣାମ ଜୟ ଜଗନ୍ନାଥ
@RahulBehera-w1j
@RahulBehera-w1j 9 ай бұрын
Bahut Bhala laguchhi 😮❤
@susantakumarputel5549
@susantakumarputel5549 2 жыл бұрын
Jay sri krishna 🙏🙏🙏 The song is very very beautiful❤❤❤
@prajnapriyadarsini5502
@prajnapriyadarsini5502 2 жыл бұрын
35
@SwapnaSingh-qm2cj
@SwapnaSingh-qm2cj Жыл бұрын
Very nice Nana bahuta bhala lagila
@bishnukeshdishiri6530
@bishnukeshdishiri6530 2 жыл бұрын
ପିଲାଦିନ କଥା ମନେ ପଡିଗଲା ସ୍କୁଲ ରେ 7ମ ଶ୍ରେଣୀରେ ପଢ଼ୁଥିଲି
@reenaroutray9246
@reenaroutray9246 2 жыл бұрын
I always watch ds in TV. This is of high standard! 🙏🙏
@yudhisthirmohanta799
@yudhisthirmohanta799 5 ай бұрын
So nice!It was taught in class -vii when I was a student.It should be reincluded in our textbooks.
@dambarudharanayak6328
@dambarudharanayak6328 2 жыл бұрын
Shiba Nana namaskar.Your tone is so unique.Plz always provide this type heart touching bhajans. Jai Jagannath
@RabindrakumarBaliarashin-nk9mz
@RabindrakumarBaliarashin-nk9mz 11 ай бұрын
❤❤❤❤❤❤❤.😮😮😮nice.
@pratapchandrabehera871
@pratapchandrabehera871 2 жыл бұрын
Bhaina your bhajan is heart touching
@PurnachandraSatapathy-wq6me
@PurnachandraSatapathy-wq6me Жыл бұрын
Purnchandra Sathpathi ❤❤❤❤❤
@kumarpintu7268
@kumarpintu7268 2 жыл бұрын
Jay Shree Krishna🙏🙏
@jadunathdas9706
@jadunathdas9706 2 жыл бұрын
Dear pintu say again Jai srikrishna
@sanjaymuduli6493
@sanjaymuduli6493 4 ай бұрын
You are the best ❤❤ best regards ❤ remaining my childhood memories.
@umeshmallick3959
@umeshmallick3959 2 жыл бұрын
Very nice
@radhakantasahoo8108
@radhakantasahoo8108 2 жыл бұрын
Bhaina bahuta sundar bhajan ti lagila.
@ashokroutray4658
@ashokroutray4658 2 жыл бұрын
JAY SHREE KRISHNA.....🙏🙏🙏🙏🙏🙏🙏
@satyajeetganda7432
@satyajeetganda7432 2 жыл бұрын
ଅତି ସୁନ୍ଦର ମନୋ ଲଭା, ହେଲ୍ପଇଂ spiritually upliftment
@Kumar-mn4tn
@Kumar-mn4tn 2 жыл бұрын
I m so impressed ,this is our culture 👍👍👍🙏🙏🙏
@srinibasmohapatra7997
@srinibasmohapatra7997 2 жыл бұрын
Nu
@khagapatibehera5280
@khagapatibehera5280 2 жыл бұрын
100% Bhaba thiba bhajana tie au sundar composition 🙏🙏
@kunimanipalei5584
@kunimanipalei5584 2 жыл бұрын
My favourite song.
@Networkbidya
@Networkbidya 2 жыл бұрын
ସୁନ୍ଦର ହୋଇଛି। ମୂଳ ଲେଖା ଅବିକଳ ରହିଥିଲେ ଆହୁରି ସୁନ୍ଦର ହୋଇଥାନ୍ତା।
@bijayamohanty6365
@bijayamohanty6365 8 ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@arpitaswain9937
@arpitaswain9937 2 жыл бұрын
जय श्री कृष्ण 🙏अत्युतमं स्वरं🙏
@jadunathdas9706
@jadunathdas9706 2 жыл бұрын
Ayusmati Arpita say again Jai srikrishna
@gopabandhunayak82
@gopabandhunayak82 2 жыл бұрын
ମହାନ୍ ଅଭିମନ୍ୟୁ ସାମନ୍ତ ସିଂହାର ଧନ୍ୟ ଗାୟକ ସିବନାନ ଆଜି ମା ପୁଅ ର ବସଲ୍ୟ ସେଂହ କହି।
Сестра обхитрила!
00:17
Victoria Portfolio
Рет қаралды 958 М.
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,9 МЛН
Сестра обхитрила!
00:17
Victoria Portfolio
Рет қаралды 958 М.