ସିଦ୍ଧାନ୍ତ ମହାପାତ୍ର ପୁରୁଣା ସ୍ମୃତି ମନେ ପକେଇ କାନ୍ଦିଲେ | Tribute To The Legend | Mihir Das | TCP

  Рет қаралды 5,191,292

Tarang Cine Productions

Tarang Cine Productions

Күн бұрын

Пікірлер: 3 200
@sunianaik6760
@sunianaik6760 3 жыл бұрын
ରବିବାର ଠିକ ସମୟ 4 pm ରେ ବସିଯାଉଥିଲୁ ଟିଭି ସାମ୍ନାରେ, ମିହିର ଦାସ ଅଛନ୍ତି, ବିଜୟ ମହାନ୍ତି ଅଛନ୍ତି, ସିଧ୍ୟାନ୍ତ ଅଛନ୍ତି,ରଚନା ଅଛନ୍ତି,ଜୟୀ ରାମ ସାମଲ ଅଛନ୍ତି, ହର ପଟ୍ଟନାୟକ ଅଛନ୍ତି, ସେ ସମୟ ଚାଲିଗଲା, ସତେ ଯେମିତି ଲାଗୁଥିଲା ଏମାନେ ସମସ୍ତେ ଗୋଟିଏ ମାଆ ପେଟର,ସେମିତିକା ସିନେମା ଆଉନାହିଁ, ମିହିର sir ଆପଣ ଓଡିଶା ବାସୀଙ୍କ ହୃଦୟ ରେ ସବୁବେଳେ ରହିଛନ୍ତି ଏବଂ ରହିବେ,
@souravmohakud5833
@souravmohakud5833 2 жыл бұрын
Bhai 🥺🥺🥺
@sksanjuvlog1432
@sksanjuvlog1432 2 жыл бұрын
Hm bhai 😔😔😔
@subhasmitamishra3916
@subhasmitamishra3916 2 жыл бұрын
Rite katha 🙏
@Jaydev_mohanty
@Jaydev_mohanty 2 жыл бұрын
Same here bro
@barshacreation249
@barshacreation249 2 жыл бұрын
Sata katha 😭😭😭
@laxmikantasabar8425
@laxmikantasabar8425 2 жыл бұрын
ବାସ୍ତବିକ୍ ସିଦ୍ଧାନ୍ତ ସାର୍ ଆଉ ମିହିର ଦାସ ସାର୍ ଓଡ଼ିଆ ସିନେମା ଜଗତର କୋହିନୂର୍ ହୀରା। ସିଦ୍ଧାନ୍ତ ସାର୍ ଆପଣଂକ ଏହି କଥା ମୋ ହୃଦୟକୁ ଛୁଇଁ ଗଲା ଏବଂ ହଠାତ୍ ମୋ ଆଖିରୁ ଲୁହ ଝରି ଆସିଲା କାହିଁକି କେଜାଣି?? ବୋଧହୁଏ ଆପଣ ଦୁଇଜଣଙ୍କ ପ୍ରତି ମୋର ଆନ୍ତରିକ ପ୍ରେମ, ସ୍ନେହ ଓ ଭଲ ପାଇବା ଭାବନାକୁ ନେଇ। ଓଡ଼ିଆ ସିନେମା ଜଗତ ଆପଣଙ୍କ ବିନା ଅଧୁରା ଅଧୁରା ଲାଗୁଛି ମିହିର୍ ସାର୍🙏😭😭🤔 ମିହିର ସାର୍ ଆପଣଙ୍କ ବିନା ସିଦ୍ଧାନ୍ତ ସାର୍ ଙ୍କ ପାଇଁ ଗୋଟିଏ ପକ୍ଷୀ ର ଦୁଇଟି ଢେଣା ବଦଳରେ ଗୋଟିଏ ଢେଣା ସଦୃଶ୍ୟ 😭ଆପଣଙ୍କ ଭଳି ଓଡ଼ିଆ ସିନେମା ଜଗତରେ ହିରୋ,ଖଳନାୟକ,ବାପା, ଶିକ୍ଷକ, କମେଡିଆନ୍ ଅଭିନୟ କେହି କରିପାରିବେନି ଏବଂ ଆପଣଙ୍କ ଭଳି ସମସ୍ତ ଚରିତ୍ର ପାଇଁ ନୁଫୁଣ ଅଭିନୟ କରିବା ଭଳି ସମସ୍ତ ଚରିତ୍ରଧାରୀ ବିଶିଷ୍ଟ କଳାକାର ଆଗକୁ କେହି ବାହାରିବେ କି ନାହିଁ ସନ୍ଦେହ,ତଥାପି ଆପଣଙ୍କୁ ବହୁତ୍ ସମ୍ମାନ ଏବଂ ଭଲ ପାଏ ମିହିର ସାର୍ 🙏❤️❤️❤️ଆପଣ ଯୋଉଠି ବି ଥାଆନ୍ତୁ ନା କାହିଁକି ଆପଣ ସଦାବେଳେ ଖୁସିରେ ଥାନ୍ତୁ, ଭଗବାନ ଆପଣଙ୍କ ଆତ୍ମା ଶାନ୍ତି ଦିଅନ୍ତୁ।Love you so much sir ❤️❤️❤️❤️❤️❤️ ଭଗବାନଙ୍କୁ ଏତିକି ପ୍ରାର୍ଥନା କରେ ଯେ, ଆପଣଙ୍କୁ ପୁନର ଜନ୍ମ ଦିଅନ୍ତୁ ଏହି ଆମ ଓଡ଼ିଆ ସିନେମା ଜଗତ ପାଇଁ।ଜୟ ଜଗନ୍ନାଥ 🙏🙏🙏🙏 ସିଦ୍ଧାନ୍ତ ସାର୍ ଆଉ ମିହିର ସାର୍ ଆପଣଙ୍କ ଦୁଇଜଣଙ୍କୁ ମୋର ବହୁତ୍ ବହୁତ୍ ସମ୍ମାନ ଏବଂ ଭଲ ପାଇବା ସଦାବେଳେ ରହିଥିଲା,ରହିଛି ଆଉ ଆଗକୁ ଜାରି ରହିବ ମଧ୍ୟ❤️❤️❤️❤️❤️❤️❤️❤️🙏🙏🙏🙏🙏
@babulnayak6040
@babulnayak6040 Жыл бұрын
ସିଦ୍ଧାନ୍ତ ଭାଇ u are real hero
@par2love496
@par2love496 3 жыл бұрын
ଏ ଲୁହ ଅଭିନୟ ନୁହଁ ଏ ଅନୁଭବର ଲୁହ , ଏ ଲୁହ ଦେଖି ମୁ ମଧ୍ୟ କାନ୍ଦିଗଲି ,, ବହୁତ ବହୁତ ଧନ୍ୟବାଦ୍ ତରଗଂ ଚେନାଲ୍ କୁ ,,
@kausaliyadisari9597
@kausaliyadisari9597 2 жыл бұрын
Mu madya bhai
@ranajitkumar5243
@ranajitkumar5243 2 жыл бұрын
Mu bi bhai
@ranajitkumar5243
@ranajitkumar5243 2 жыл бұрын
Athi acting houni
@jyotiranjankhadiratna
@jyotiranjankhadiratna Жыл бұрын
🙏
@allrounderbiju8221
@allrounderbiju8221 3 жыл бұрын
ଯେମିତି ଜହ୍ନ ବିନା ପୃଥିବୀ ଅନ୍ଧକାର ସେମିତି ମିହିର ଦାସ ଙ୍କ ବିନା ଓଡ଼ିଆ ଚଳଚ୍ଚିତ୍ର ବେକାର😙 ସବୁ କ୍ଷେତ୍ରରେ ଅଭିନୟ କରୁଥିବା ବ୍ୟକ୍ତି କୁ ବୋଧେ ଆଉ ପାଇବୁନି😢 we will miss you everytime sir 🙏🙏😭😭
@spvlogs3650
@spvlogs3650 2 жыл бұрын
ମିହିର ଦାସ ଓ ସିଦ୍ଧାନ୍ତ ମହାପାତ୍ର ଏ ହେଉଛନ୍ତି ଓଡିଶା ର ମାଇଲ ଖୁଣ୍ଟ Ever green song 🎵 Odia industry ଏ ଭଲିଆ ଗୀତ ଆଉ ହେଇ ପାରିବ କି ତାହା ଏ ପଯ୍ର୍ୟନ୍ତ କିଛି ଯଣା ପଡୁନି
@badrinathbiswal1854
@badrinathbiswal1854 3 жыл бұрын
ମିହିର ଆଉ ସିଦ୍ଧାନ୍ତ ଙ୍କ ଆଖିରେ ଲୁହ ଦେଖି ଲେ ମୋ ଆଖି ରୁ ରକ୍ତ ସ୍ରାବ ହୁଏ,,,,,miss you sir
@abinashsahoo8430
@abinashsahoo8430 Ай бұрын
2025 ରେ ବି ଏଇ କ୍ଲିପ୍ ଟା ଆଜି ଯାଏ ମୁଁ ୨୬ ଥର ଦେଖିଲିଣି ସିଦ୍ଧାନ୍ତ ମହାପାତ୍ର ଓ ମିହିର୍ ଦାସ ଜଣେ ଜଣେ real hero
@goodartitude.9917
@goodartitude.9917 3 жыл бұрын
ପ୍ରକୃତ କାକା ଆମ ସମସ୍ତ ଙ୍କୁ ଛାଡି ଚାଲିଗଲେ. ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଏତିକି ଆଶା 🙏ସେ ଆଉ ଥରେ ଏ ଧରା ପୃଷ୍ଠ ରେ ଜନ୍ମ ନିଅନ୍ତୁ 😭😭
@natabarsahoo9014
@natabarsahoo9014 3 жыл бұрын
😭😭😭
@gajaboy3498
@gajaboy3498 3 жыл бұрын
Au hebani
@abhijitforu980
@abhijitforu980 3 жыл бұрын
💔
@mahendrakumarsamal9562
@mahendrakumarsamal9562 3 жыл бұрын
Au au thare ei Odisha mati re janma neiki ama odia nku nija sundar Abhinay madhyama re sundar sundar odia film ra upahar diantu...😭😭😭😭😭😭😭
@stylishcutereet7723
@stylishcutereet7723 3 жыл бұрын
😭😭😭😭
@bharatmeher9598
@bharatmeher9598 3 жыл бұрын
ଗୋଟିଏ ମରଣେ କୋଟିଏ ଆଖିରୁ ଝରିଯାଏ ଯଦି ଲୁହ, ତେବେ ତ ଜାଣିବ ଜୀବନ ସାର୍ଥକ ମ୍ରୁତ୍ୟୁ ବି ଅମ୍ରୁତମୟ । ❤🙏🙏😭😭😭
@chandan457
@chandan457 3 жыл бұрын
😭
@anupmahapatra2391
@anupmahapatra2391 3 жыл бұрын
True brother
@mousumidas8820
@mousumidas8820 3 жыл бұрын
😒😒😒😒😭😭
@rajeshpusti4200
@rajeshpusti4200 3 жыл бұрын
Satre
@adityadhal6672
@adityadhal6672 3 жыл бұрын
Heart touching line
@Appubhaiofficial
@Appubhaiofficial Жыл бұрын
miss u ମିହିର sir😭 ଜୀବନରେ ଗୋଟେ ବଡ ଅବଶୋଷ ରହିଗଲା ମୋର ଆପଣଙ୍କ ସହ ଦେଖା ହେଇପାରିଲାନି im form #youtubepagalo ବାଲେଶ୍ୱର
@subashnayak4611
@subashnayak4611 3 жыл бұрын
ସିଦ୍ଧାନ୍ତ ମିହିର & ବିଜୟ sir legend of ଓଡ଼ିଆ Industry 🙏🙏
@allreport965
@allreport965 3 жыл бұрын
Harabhaiku bhuligala
@benchpress120
@benchpress120 7 ай бұрын
Utttam mohanty
@prasankumarofficial
@prasankumarofficial 3 жыл бұрын
ସେ ପୁରୁଣା ଯୋଡି ସେ ଯୁଗ ସରିଗଲା କିନ୍ତୁ ଆମେ ଭାଗ୍ୟବାନ ଆମ ପିଲାଦିନ smurti ହୋଇ ସବୁଦିନ ରହିଗଲା ❤️❤️❤️❤️❤️❤️❤️❤️❤️❤️❤️❤️❤️☺️☺️😞
@santoshjani7105
@santoshjani7105 2 жыл бұрын
So nice❤️❤️❤️
@samirbarik5203
@samirbarik5203 2 жыл бұрын
Thik kahicha bhai
@mrutyunjayatunes7595
@mrutyunjayatunes7595 2 жыл бұрын
😣😣😣😣😣😣
@Manojmishra154
@Manojmishra154 2 жыл бұрын
Really ajira film kana deuchi khali stress
@brahmanchhaivillagefastiva1093
@brahmanchhaivillagefastiva1093 Жыл бұрын
ଠିକ କହିଛନ୍ତି 🙏
@onlinemntr27
@onlinemntr27 2 жыл бұрын
ଓଡ଼ିଆ ସିନେମା ଜଗତର superstar sidhant sir and mihir sir ସବୁ ବେଳେ ହୃଦୟ ଭିତରେ ରହିବେ ❤️
@nilakanthadalai3458
@nilakanthadalai3458 3 жыл бұрын
ଓଡ଼ିଶା ଆଜି ଜଣେ ମହାନାୟକ ଙ୍କୁ ହରାଇ ଗୁଣୁ ଗୁଣୁ ହୋଇ କାନ୍ଦୁଛି.......ଜୟ ଜଗନ୍ନାଥ ,ପ୍ରଭୁ ଜଗନ୍ନାଥ ତୁମ ଆତ୍ମାକୁ ସଦ୍ଗତି ଦିଅନ୍ତୁ
@sunilkumarpradhan6183
@sunilkumarpradhan6183 3 жыл бұрын
Rip Mihir bhai,, sidhanr Mihir Jodi hin odia industry ku aga ku neichi.... Sidhanta bhai ra dialogue aji bi heart ku chhuinchi,, କେତେ ହିରୋ ଆସିଲେଣି କିନ୍ତୁ ସିଦ୍ଧାନ୍ତ ଙ୍କ ର ସଂଳାପ ସବୁଠୁ ନିଆରା....
@lulusjenajena242
@lulusjenajena242 2 жыл бұрын
Correct bhai
@sangrambiswal6811
@sangrambiswal6811 2 жыл бұрын
Right bro
@mithunnayak8949
@mithunnayak8949 3 ай бұрын
ସମୟ ଥିଲା ଯେତେବେଳେDD national tv ଆଗରେ ଆମେ ରବିବାର ହେଲେ ଦିନ 3ଟାରେ ଟିଭି ଆଗରେ ବସି ଆଣ୍ଟିନା ଖୁଣ୍ଟି ହଲେଇ ଟିଭି ଦେଖୁଥିଲୁ 😭😭ଓଡ଼ିଆ film କହିଲେ ମାନେ ସିଦ୍ଧାନ୍ତ sir and ମିହିର sir 🙏🙏🙏
@Bikashstr90
@Bikashstr90 3 күн бұрын
ଠିକ କଥା ଭାଇ call me
@jeetnjeetcreations4767
@jeetnjeetcreations4767 3 жыл бұрын
ଏମାନଙ୍କ ବିନା ସିନେମା ଅଧା...... 🙏ସେ ଦିନ ଆଉ କାଇଁ ?????? ସେମାନଙ୍କ କଥା ଶୁଣିଲେ ପେଟ ପୁରି ଯାଏ.... miss u...
@silurout5886
@silurout5886 3 жыл бұрын
Hnn paa
@niharbapi
@niharbapi 3 жыл бұрын
ମନେ ରହିବେ ଆପଣ ମିହିର୍ ଭାଇ , ଛୋଟ ବେଳେ ରବିବାର ଦିନ ଆପଣଙ୍କ ଚଳଚ୍ଚିତ୍ର ସବୁ ଘର ଲୋକ ବସି ଦେଖିବା କେତେ ମଜା , ସତରେ ସେ ଦିନ ନାହିଁ କି ସେଦିନ ହିରୋ ଆଉ ଆଜିର କାକା ମିହିର ଭାଇ ବି ଆଜି ନାହିଁ , ଖାଲି ପୁରୁଣା ଦିନର ସ୍ମୃତି ରହି ଯାଇଛି ।ଶେଷରେ ଏତିକି କହିବି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ପବିତ୍ର ଆତ୍ମ କୁ ସଦ୍ଗତି ପ୍ରଦାନ କରନ୍ତୁ , ଓମ୍ ଶାନ୍ତି 🙏🏻🙏🏻
@litunremix2580
@litunremix2580 3 жыл бұрын
pura soto khata bhai
@rockhimansuofficial2872
@rockhimansuofficial2872 3 жыл бұрын
It's true
@ShaikNini
@ShaikNini 3 жыл бұрын
Right
@sethyysiba712
@sethyysiba712 3 жыл бұрын
Absolutely true
@gitanjalimuni8551
@gitanjalimuni8551 3 жыл бұрын
Right
@PNMoon
@PNMoon Жыл бұрын
୭ ଟଙ୍କା ଦେଇ ଫିଲ୍ମ ହଲ ରେ ଟିକେଟ କାଟି ଘରୁ ଲୁଚି ଲୁଚି ଯାଇ ସିନେମା ଦେଖିବା, ଏତେ ଆନନ୍ଦ ଭରିଦିଏ ତାହା ଏମିତି ପରିବର୍ତ୍ତନ ହେଇଯିବ, ସତରେ ସମୟ ବହୁତ ବଲବାନ, ବହୁତ କାନ୍ଦ ଲାଗୁଛି, ବେଶୀ କଷ୍ଟ ହେଉଛି ଏମାନେ ଆମ ପାଖରେ ଆଉ ନାହାନ୍ତି ।
@Mrviralvideoss
@Mrviralvideoss 15 күн бұрын
ଅତୀତ ଏମିତି ଏକ ଫୁଲ ଟିଏ ଯାହାର ସୁନ୍ଦରତା ସେତେ ବେଶୀ ହୋଇଥାଏ ଯେତେ ସମୟ ବିତି ବିତି ଯାଏ ।
@asishmardi5348
@asishmardi5348 13 күн бұрын
Bhai pura soto Bhai se j puruna kotha mone podile kando lage
@soumyaranjan8176
@soumyaranjan8176 3 жыл бұрын
ଏ ଶବ୍ଦ ଏ ମଣିଷ ଆଉ ନାହିଁ କେବଳ ରହିଗଲା ତାଙ୍କ ସ୍ମୃତି ଯାହାକୁ ଆମେ କେବେ ଭୁଲି ପାରିବାନି 🙏🏻🙏🏻🙏🏻😢😢😢😢😢🙏🏻🙏🏻🙏🏻🙏🏻🙏🏻♥️♥️♥️♥️♥️♥️♥️♥️
@Pratyush12342
@Pratyush12342 3 жыл бұрын
Right
@swagatikabaraj2118
@swagatikabaraj2118 3 жыл бұрын
Right 😭😭
@abhijitforu980
@abhijitforu980 3 жыл бұрын
Right Right 💔💔
@diptisikhamallick5100
@diptisikhamallick5100 3 жыл бұрын
Satare bro thiki Katha te kahila
@koyacomedy
@koyacomedy 3 жыл бұрын
😭😭😭😭😭😭😭
@koushiklenka6634
@koushiklenka6634 3 жыл бұрын
ଜୀବନ ଏମିତି ଜିଇଁବା ଗଲାବେଳେ ସମସ୍ତେ ଝୁରିବେ। ଓଁ ଶାନ୍ତିଃ
@vikramaditya1929
@vikramaditya1929 2 жыл бұрын
Jete ଥର ଏହି video dekhe sete ଥର ଆଖିରୁ ଲୁହ ଝରିଯାଏ 😥😢😢 miss u mihir, rai, hara sir
@RajaExpressVlogs
@RajaExpressVlogs 5 ай бұрын
😭😭😭😮‍💨😮‍💨😮‍💨😮‍💨
@kumarshree3949
@kumarshree3949 3 жыл бұрын
ମିହିର ସାର୍ ଙ୍କ ଖବର ଶୁଣିଲା ପରଠୁ ମୁ ଯେତେ ଚେଷ୍ଟା କରୁଛି ନ କାନ୍ଦିବା ପାଇଁ ହେଲେ ନିଜକୁ ଯେତେ ଭୁଲିବାକୁ ଚେଷ୍ଟା କଲେବି ପାରୁନି😭😭😭 ଆପଣଙ୍କ ପରି ଜଣେ ବରିଷ୍ଠ ଅଭିନେତା ତଥା ହୃଦୟ ବାନ୍ ବ୍ୟକ୍ତି ର ଅପୂରଣୀୟ ସ୍ଥାନ କେହି ପୂରଣ କରିପାରିବେ ନାହିଁ😭😭 ଗୋଟେ ଯୁଗର ଶେଷ ହେଇଯାଇଛି😭😭😭 I miss you sir😭😭😭
@kanhadalei5571
@kanhadalei5571 3 жыл бұрын
ସତରେ ଭାଇ ମହାନ ତମେ, ଭଗବାନଙ୍କୁ ବି ମୋର କୋଟି ପ୍ରଣାମ, ଯେ ମିହିର ଦାସ ଭାଇ କୁ ଆଉ ଥରେ ଏ ପୃଥିବୀରେ ଜନ୍ମ ଦିଅନ୍ତୁ,ବେଶି ପରିଚିତ ମନେପଡେ ଆଉ ସେ ପୁଅ ମୋର ଭୋଲା ଶଙ୍କର ଆଉ ଫେରିଆ ମୋ ସୁନା ଭଉଣୀ ଫିଲ୍ମ, ମୁଁ ମୋ ଜୀବନ ଥିବା ପର୍ଯ୍ୟନ୍ତ ମିହିର ଭାଇ କୁ ଭୁଲି ପାରିବି ନାହିଁ,
@sunilmahapatra7453
@sunilmahapatra7453 2 жыл бұрын
Sidhant ...Mega Star of Ollywood....Mihir Sir Evergreen Legend
@spandancreationodisha4533
@spandancreationodisha4533 3 жыл бұрын
ଓଁ ଶାନ୍ତି 😭ମିହିର ଦାସ🙏 ଙ୍କର ଅଭିନୀତ 1996 ମସିହା ର ଚଳଚ୍ଚିତ୍ର ପୁଅ ମୋର ଭୋଳା ଶଙ୍କର ଲକ୍ଷ୍ମୀ ଟକିଜ,ପୁରୀ ର ସ୍ମୃତି ଆଜି ବି ଜୀବନ୍ତ ହୋଇ ମନ ରେ ନାଚି ଉଠୁଛି ତାଙ୍କର ଅକାଳ ବିୟୋଗ ଆଜି ଚଳଚ୍ଚିତ୍ର ଜଗତ ରେ ବିରାଟ ବଡ଼ ଶୂନ୍ୟ ସ୍ଥାନ ଗଠନ କରି ଚାଲି ଯାଇଛନ୍ତି ,ଯାହା ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଏକ ଅପୂରଣୀୟ କ୍ଷତି🙏
@chinmayjenaofficial5129
@chinmayjenaofficial5129 3 жыл бұрын
1995 nuhen 1997 pua mora bhola sankar
@umakantasatapathy3070
@umakantasatapathy3070 3 жыл бұрын
1996
@sarojsahoo2039
@sarojsahoo2039 3 жыл бұрын
ମିହିର ସିଦ୍ଧାନ୍ତ ଙ୍କ ଭାଇ ଭାଇ ସମ୍ପର୍କ ଯୁଗେ ଯୁଗେ ରହିବ ।
@Odia.love_status143
@Odia.love_status143 2 жыл бұрын
ସିଦ୍ଧାର୍ଥ ଭାଇ ଆପଣଙ୍କ କଥା ରେ ଦମ ଅଛି...... ଆପଣଙ୍କୁ ଆଉ ମିହିର sir ଙ୍କୁ ଦେଖିଲେ ପିଲାବେଳ ଟି ମନେପଡ଼ିଯାଏ.... ବହୁତ miss କରୁଛେ ମିହିର sir....... ଛଟବେଳେ ଆପଣଙ୍କ film ଆମ ପରିବାର ସବୁ ଲୋକଙ୍କୁ ଯୋଡି ରଖୁଥିଲା..... ଆପଣଙ୍କ film ପାଇଁ ପରିବାର କଣ... ଆଉ ପରିବାର ର Importanc କେତେ ଆମେ ଜାଣିପାରୁଥିଲେ..... ଏଇଟା ମୋ ଦୃଷ୍ଟିକୋଣ....... But we love both of you.... 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Thank you.... ଆପଣଙ୍କ ଭଳି କଳାକାର ଆମ ଓଡ଼ିଆ film ଇଣ୍ଡଷ୍ଟ୍ରି ରେ ଥିବାରୁ........
@mrntube3210
@mrntube3210 3 жыл бұрын
ସିଦ୍ଧାନ୍ତ ମହାପାତ୍ର ଓ ମିହିର ଦାସ କୋହିନୁର ଅଫ ଓଡ଼ିଶା 🙏🙏🙏🙏
@Linky3863
@Linky3863 3 жыл бұрын
Kohinur km heigla.....ahuri adhika
@prabhatmahapatra2025
@prabhatmahapatra2025 3 жыл бұрын
Ekdum Thik katha kahila bhai.... Hindi re jemiti Amitabh sir & dharmendra sir sebhali
@pratapshasamal7586
@pratapshasamal7586 3 жыл бұрын
Right sidhanta sir Mihir sir 2 Bhai bhali acting karuthile hele sata Bhai Thu bi Kam nuhe
@Manshi.bani123
@Manshi.bani123 3 жыл бұрын
True 👍👍
@shivbhakt1715
@shivbhakt1715 3 жыл бұрын
Sata ktha kahila bhai, mihir sir aau sidhant sir nkr old movies bhuli habani, tanka movie dekhile jetiki emotions ase puruna dina ku pheri jibaku itcha hue, miss u mihir sir😭🙏
@CaptainMithun10
@CaptainMithun10 3 жыл бұрын
ଏହି ଭିଡିଓ ଟି ଏତେ ହୃଦୟ ସ୍ପର୍ଶୀ । ଏହି ଦୁଇ legend ଓଡ଼ିଶାର ହୀରା
@LiveEntertainmentMedia
@LiveEntertainmentMedia 2 жыл бұрын
Sata sata Naman sidhant bhai aau Mihir Bhai nku ..... Tanka dui Jana acting best
@Prasant216
@Prasant216 2 жыл бұрын
ମୁଁ ବି କାନ୍ଦି ପକେଇଲି ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ।miss you mihir sir 🙏🙏🙏
@khajamoinuddin7527
@khajamoinuddin7527 2 жыл бұрын
Mu bi
@bibhuprasad9713
@bibhuprasad9713 2 жыл бұрын
Mu bi 😭😭😭
@clnik
@clnik 2 жыл бұрын
Im sure 207 Jana nka ଲୁହ ଆସିଥିବ 🥺😌
@Onlyoldsong24
@Onlyoldsong24 8 ай бұрын
😔😔😞😞💔❣️
@JaguKumar-z7v
@JaguKumar-z7v 6 ай бұрын
👍❤️
@fakirmohansahoo2079
@fakirmohansahoo2079 3 жыл бұрын
ଓଡ଼ିଶା ଆଜି ମହା ନାୟକ ଙ୍କୁ ହରାଇ ଗୁଣୁଗୁଣୁ ହୋଇ କାନ୍ଦୁଛି, ଜୟ ଜଗନ୍ନାଥ 🙏🙏🙏
@somanathasahoo3034
@somanathasahoo3034 3 жыл бұрын
Right sir Bhaut miss karuchu ti samasta
@satyasamantaray5242
@satyasamantaray5242 3 жыл бұрын
May God rest your Soul in Supreme peace,🙏
@nimaijena9199
@nimaijena9199 2 жыл бұрын
Yes 😂
@dronamalik9722
@dronamalik9722 Жыл бұрын
Jay Jagannath 🙏
@rahuldigal7493
@rahuldigal7493 2 жыл бұрын
ଆପଣମାନଙ୍କ ଯୋଡ଼ି ସବୁବେଳେ ଦର୍ଶକ ମାନଙ୍କ ହୃଦୟରେ ରହିବେ ।
@mr.sanjayinformationdiscov3282
@mr.sanjayinformationdiscov3282 3 жыл бұрын
ମୋ ପିଲା ବେଳ କଟିଛି ମିହିର ଦାସ ଜି ଓ ସିଂଦ୍ଧାନ୍ତ ଜି ଙ୍କ ଫିଲ୍ମ ଦେଖି ଦେଖି, ମିହିର ସାର ଙ୍କ ଆତ୍ମା କୁ ଶାନ୍ତି ମିଳୁ।।।।।
@RkLifestyle-bb6eg
@RkLifestyle-bb6eg 3 жыл бұрын
ମୁଁ ବହୁତ ଗର୍ବିତ ମିହିର ଦାସ ଜଣେ ଓଡ଼ିଆ ନାଟ୍ୟକାର ନୁହଁନ୍ତି।। ସେ ଜଣେ ଆଦର୍ଶ ମଣିଷ ଟେ ଥିଲେ।।
@amitkumarrout3523
@amitkumarrout3523 2 жыл бұрын
Sidhant Mohapatra & Mihir Das Are My Childhood Hero's, i Grew up Watching their movies, I miss those good old days. I miss you mihir sir!!!
@subhasisop2788
@subhasisop2788 3 жыл бұрын
Mihir sir au thare ama odisha re janma nei ama odia film industry ku agei nia bhagwan nka ନିକଟରେ ମୋର ଏଇ prarthana 🙏🙏🙏🙏😭😭 miss u sir every time every moment
@subashmahakud5775
@subashmahakud5775 3 жыл бұрын
.
@shivbhakt1715
@shivbhakt1715 3 жыл бұрын
Sata ktha, tanka movie dekhibaku chota bele ame pagala thilu, patha ku bhuli jauthilu, he will be missed 🙏😭
@manojkumarsingh6285
@manojkumarsingh6285 Жыл бұрын
Super
@harekrushnadhal2579
@harekrushnadhal2579 3 жыл бұрын
ମିହିର ସାର, ଆପଣ ସାରା ଦେଶବାସୀ ଙ୍କ ହୃଦୟରେ ଚିରଦିନ ରହିବେ, I MISS YOU SIR
@janmejaybarik5214
@janmejaybarik5214 Жыл бұрын
ମିହିର ଦାସ sir ଆଜି ବି ସଭିଙ୍କ ହୃଦୟ ରେ ରହିଛନ୍ତି 😢
@subhashree9725
@subhashree9725 3 жыл бұрын
ହଠାତ୍ ସେ ଜ୍ୱଳନ୍ତ ସୂର୍ଯ୍ୟ ଯେ ଦିନେ ଅସ୍ତ ହୋଇଯିବେ 🌅🌇😭😭😭 କେହି ଜାଣିନଥିଲେ
@mamamantulifestyle
@mamamantulifestyle 3 жыл бұрын
ମୁଁ ସବୁ ବେଳେ ଆପଣଙ୍କ କଥା ଭାବି କାନ୍ଦୁଚି ମିହିର ସାର୍ 🙏😭😭😭😭😭
@mrpratap9621
@mrpratap9621 2 жыл бұрын
Sidhant ଆଉ mihir das ଓଡିଆ industry ରେ dimond kahile bi kam haba
@pksonu6333
@pksonu6333 3 жыл бұрын
ଓଡିଶା ମାଟି ଆପଣଙ୍କୁ ସବୁବେଳେ ମନେ ରଖିବ ମିହିରି ବାବୁ । ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆପଭ ଯୋଉଠି ଥାନ୍ତୁ ଭଲରେ ଥାନ୍ତୁ। 😭😭😭
@jibanjyotijena6026
@jibanjyotijena6026 3 жыл бұрын
ଗୋଟେ ବଡ ଖାଲି ଜାଗା ରହିଗଲା ରେ 🥺🥺🥺... ଜଣା ନାହିଁ କିଏ ପୂରଣ କରି ପାରିବ କି ନାହିଁ 🙏🙏🙏🙏.... ଭଗବାନ ଙ୍କୁ ପାର୍ଥନା ଆଉ ଥରେ ଏଇ ଓଡିଶା ମାଟିରେ ଆପଣ ଜନ୍ମ ନିଅନ୍ତୁ...
@RatanKuRout
@RatanKuRout 2 жыл бұрын
Two diamond 💎 of odia film industry in one frame
@byasdevmohanty7281
@byasdevmohanty7281 2 жыл бұрын
ମିହିର ଦାସଙ୍କ ଭଳି ମହାନ ବ୍ୟକ୍ତି ଓ ମହାନ କଳାକାର ଚିରଦିନ ପାଇଁ ଅମର ରହିବେ ଆମ ହୃଦୟରେ । ଆପଣ ଏମିତି ଶିଘ୍ର ଚାଲିଯିବା ଟା ସହି ହେଉନି ମିହିର ସାର 🙏🙏😭 🙏🙏 ମହାପ୍ରଭୁ ଆପଣ ଙ୍କ ଅମର ଆତ୍ମା କୁ ସଦଗତି ଦିଅନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏
@dharmjagaran0555
@dharmjagaran0555 3 жыл бұрын
😢😢 ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମିହିର ଦାସ Sir, ଆପଣଙ୍କୁ ପ୍ରଣାମ, ଜୟ ଜଗନ୍ନାଥ
@patrapuraulcreativitys7716
@patrapuraulcreativitys7716 2 жыл бұрын
ବଞ୍ଚିଥିବା ବେଳେ କିଛି ସ୍ମୃତି,ସେହି ସ୍ମୃତି ଏହି ସମୟ ଗର୍ଭରେ ଲୀନ ହୋଇଯାଇଛି।
@chinmayjena3788
@chinmayjena3788 3 жыл бұрын
ଆମେ ଦିନେ ସମସ୍ତଙ୍କୁ ହରେଇବା କିଏ ଜାଣେ କାଲି କଣ ହେବ ଆଜିକା ପାଇଁ ବଞ୍ଚିଯିବା ପ୍ଲିଜ଼ 🙏😭😭😭😭😭
@LevelUp.in7
@LevelUp.in7 3 жыл бұрын
Mihir Das, Siddhant Mohapatra, Hara Pattnaik, Bijoy Mohanty..(jwels of Odisha)....no one can take their place....They are legends... And legend borns once...R.I.P. Mihir sir...May Mahaprabhu Jagannath bless him with infinite numbers of Blessings and happiness..🙏🙏🙏Jay Jagannath🙏🙏🙏
@pritish006
@pritish006 3 жыл бұрын
Bijoy Mohanty sir bi achanti
@bibhuprasad9713
@bibhuprasad9713 2 жыл бұрын
Au Utam Mohanty?
@PastEventsTV
@PastEventsTV Жыл бұрын
Jaai b bhai
@manoranjanbandha4690
@manoranjanbandha4690 Жыл бұрын
L
@bapunsahoo3690
@bapunsahoo3690 Жыл бұрын
Ebe jaumane achanti tankara ranga besi
@manasidongri3200
@manasidongri3200 2 жыл бұрын
Actually re mihir das Jodi kou film re acting re v kandontii mte automatically akhiru luho bahari pode I love him Soo much
@sr-pt1ge
@sr-pt1ge 3 жыл бұрын
Pila bele Ame bhabuthilu Bijay-Uttam au Mihir-Sidhant satasatika Bhai bhai
@subhasishsahooOdisha
@subhasishsahooOdisha 3 жыл бұрын
Sata katha
@sujatabishoyi9192
@sujatabishoyi9192 3 жыл бұрын
Mu b bhabuthili
@bookpowerofworld6194
@bookpowerofworld6194 3 жыл бұрын
Mu Bhi Bhabuthili Je Mihir Das, Siddhanth Mohapatra,Uttam Mohanty,Vijay Mohanty Hauchanti Sata Satika Bhai Bhai.Nija Rakta Ra Bhai Aaji Paaigali Khusi Re But Miss Karuchi.🙁🙁🙁🙁🙁
@biswanathswain1234
@biswanathswain1234 Жыл бұрын
Sata katha😊
@munadalei6268
@munadalei6268 3 жыл бұрын
Bijay Mohanty Uttam Mohanty Mihir Das Sidhant Mohapatra ♥️♥️♥️♥️♥️♥️♥️♥️
@dharitridalei195
@dharitridalei195 3 жыл бұрын
A mane ହେଉଛନ୍ତି real hero 🙏🙏 aau aji kali ra jou hero heroine chi chi 😡 miss you 😭
@ShaikNini
@ShaikNini 3 жыл бұрын
Satakatha kahilo
@memorablemoments001
@memorablemoments001 3 жыл бұрын
Bilkul thik katha
@bolojaijagannath1995
@bolojaijagannath1995 3 жыл бұрын
ଏ video ଦେଖିବା ପରେ ମନରେ ବହୁତ୍ କିଛି ପୁରୁଣା ସ୍ମୃତି ମନେପଡ଼ିଗଲା
@brahmanchhaivillagefastiva1093
@brahmanchhaivillagefastiva1093 2 жыл бұрын
ଦୁଇ ଜଣଙ୍କ ଅଭୂଲା ଶ୍ର୍ମୃତି ଭୂଲି ହେବ ନାହିଁ🙏 ବହୁତ ମନେ ପଢୁଛି ମିହିର ସାର 🙏 ତୁମର ଅବଦାନ ପାଇ ଓଡିଆ ଚଳଚିତ୍ର ଆଗକୁ ଆସିଛି 🙏 ତୁମର ଆତ୍ମାକୁ ସଦଗତି ଦିଅନ୍ତୁ ଜୟ ଜଗନ୍ନାଥ🙏
@pabitrakumardasexpress4378
@pabitrakumardasexpress4378 3 жыл бұрын
Ollywood industry re aau kahaku b hele Life time achievement award na diajau. Jaha ku b achievement award diajauchhi se legendary hin jaldi amaku chhadiki chalijauchhanti ,,RIP MIHIR SIR
@brundabanajena5094
@brundabanajena5094 3 жыл бұрын
ବହୁତ କଷ୍ଟ ଅନୁଭବ ମନ କଲା
@harishankarpujari53
@harishankarpujari53 7 ай бұрын
ଏହି ଭିଡିଓ ପରେ ଆଉ କୃଷ୍ଣା କାବେରୀ ଚଳଚ୍ଚିତ୍ର ଆଉ ଦେଖି ହବନି 😢 miss uh mihir sir
@Bubunsir93
@Bubunsir93 3 жыл бұрын
ଓଡ଼ିଆ ସିନେମା ଜଗତର ଦୁଇଜଣ all time fev. Hero, A good human being.... ମିହିର sir, ସିଦ୍ଧାନ୍ତ sir 🙏🙏
@armanjena1423
@armanjena1423 3 жыл бұрын
It's emotional moment when you see one actor appreciates another artist. Like shidhant said there was no insecurity when they work together. I think that's the best thing in the world. Love always wins. This video shows a lot.❤️
@PrakashKumarE10
@PrakashKumarE10 Жыл бұрын
A video mu Bahut thara dekhilini.... Au sabu thara mo akhi dhala dhala hei jae.... My all Time Favourite actor kahiba bi chhoto padiba Sir nka pain... Se Jane emiti kalakar.. jahanku describe kariba asambhab... My Inspiration... The Legend Mihir Das Sir 🙇🏻🥺 Apananku real re dekhiba swpna swpna re rahigala.... Hele mu banchithiba jaen kahuthibi Apana nka pari kehi janmi nahanti au janma hebebi nahin... You are the Great Of All Time 🙌❤️
@jagamohanjena2314
@jagamohanjena2314 3 жыл бұрын
ସବୁବେଳେ ଦେଖୁଛି କିନ୍ତୁ ନୂଆ ଲାଗୁଚି
@abdulnasimaktar4862
@abdulnasimaktar4862 3 жыл бұрын
ଆଜି ବହୁତ ମନେ ପଡି ଯାଉଛି....ପୁଅ ମୋର ଭୋଳା ଶଙ୍କର,ଭାଇ ହେଲା ଭଗାରୀ,ଲକ୍ଷ୍ମଣ ରେଖା....ଆଦି ବହୁତ..…😢😢😢😢କାକା ଯୋଉଠି ଭି ଥାଆନ୍ତୁ ଭଲରେ ରୁହନ୍ତୁ....
@pikunbehera8262
@pikunbehera8262 Жыл бұрын
ମିହିର ଦାସଙ୍କ ପରି କଳାକର ଆଉ ମିଳିବେ ନାହିଁ ଓଡ଼ିଆ ଇଣ୍ଡଷ୍ଟ୍ରିକୁ 😢😢😢😢😢😢😢😢😢😢
@tapasentertainment9135
@tapasentertainment9135 3 жыл бұрын
Absolutely right words of Mr. Munnabhai. Both are Superstars of Ollywood industry. See the feelings of Munnabhai. Jay Jagannath
@mrganulolodia1491
@mrganulolodia1491 3 жыл бұрын
ଆଜି ମିହିର sir ଙ୍କ ପରି ଓଡ଼ିଆ film ବି ଶେଷ ନିଶ୍ୱାସ... ତ୍ୟାଗ କରିଦେଇଛି 🙏🏻... 😭😭
@susanta8320
@susanta8320 Жыл бұрын
When I saw this video automatically my tears falls down really miss that golden time and best actor Mihir das , Sidhhanta , Hara bhai ,Raimohan, Vijaya mahanty, Rachana , Jayeeram samal and many more actor. miss u Odisha .
@pritimitrarath7073
@pritimitrarath7073 3 жыл бұрын
Really Mihir sir is a mild stone of odia film industry . No one can replace his position. Everyone miss him notonly for his acting butalso for his mesmerizing personality. ❤️❤️
@laxmidharpradhanvlogs9044
@laxmidharpradhanvlogs9044 3 жыл бұрын
ଜୟ ଜଗନ୍ନାଥ ଆଊ ଥରେ ଆମ ଓଡ଼ିଶାରେ ଜନ୍ମ ନିଅନ୍ତୁ ଏତିକି ଠାକୁର ପାଖରେ ପାର୍ଥନା
@srimantnayak5150
@srimantnayak5150 2 жыл бұрын
ଆପଣ ମାନଙ୍କ ପାଇଁ ଓଡ଼ିଆ ଫିଲ୍ମ ଚାଲିଥିଲା
@adityakumarparamgurumahapa3719
@adityakumarparamgurumahapa3719 3 жыл бұрын
My all time favourite actor :- Sidhant sir & Mihir Sir 🎉🎉🙏🏻... 😍😍🔥 Mihir sir chaligale Sina sabudina pain ama mana re rahigale....Omm Shanti 🙏🏻🎉
@sangrambiswal6811
@sangrambiswal6811 2 жыл бұрын
Right bro
@asishkumar5959
@asishkumar5959 3 жыл бұрын
Miss you Legend of Ollywood... Jagannath Mihir Sirnku kolei niantu.. He is not only an actor but also...an inspiration for all..OM SHANTI
@rakeshmohapatra1459
@rakeshmohapatra1459 2 жыл бұрын
ମିହିର ସାର୍ ଆଜି ବି ପୁରା ଓଡ଼ିଶା ଆପଣଙ୍କ ଅନୁପସ୍ଥିତି ବହୁତ୍ ଅନୁଭବ କରୁଛନ୍ତି, ଆପଣ ସଦା ସର୍ବଦା ଖୁସିରେ ସ୍ଵର୍ଗରେ ବାସ କରନ୍ତୁ ଏହା ପୁରା ଓଡ଼ିଶା ତରଫରୁ ପ୍ରାଥନା 🙏
@AnkitaMohanty760
@AnkitaMohanty760 3 жыл бұрын
Such a great person... odia film industry loss a legend... and one think legends are never die 🙇‍♀️🙇‍♀️🙇‍♀️🙇‍♀️🙇‍♀️ u'r all ways stay in our heart sir........🖤
@rajmohanty7950
@rajmohanty7950 3 жыл бұрын
Thank you
@RANJAN24858
@RANJAN24858 3 жыл бұрын
@@rajmohanty7950 susil8
@KulamaniMuduli
@KulamaniMuduli 3 жыл бұрын
Can't hold my tears watching this.. An actor par excellence.. Have always admired this man.. Words will fall short describing his stature. Revisiting those times now is really painful for me. Nevertheless, the show must go on. RIP Mihir Sir. 🙏
@sudharanjanbiswal143
@sudharanjanbiswal143 2 жыл бұрын
Govinda ji is not understanding odia much more but he is cooperating with the entire audience and artists with smile and laughing. great sir ♥️👍
@chinmayeesahoo1824
@chinmayeesahoo1824 3 жыл бұрын
Emiti manisa actor au odia industry paiba nahi. Really miss u mihir Sr. Val artist sabu chalijauchanti.
@dibyaranjansahoo3581
@dibyaranjansahoo3581 3 жыл бұрын
Mihir Sir u r such a legendary actor who never set from our Heart 😭😭😭😭😭😭😭😭😭😭😭😭😭Jay Jagarnath🙏🙏🙏🙏🙏🙏🙏🙏🙏🙏🙏🙏🙏
@jagannathdas189
@jagannathdas189 Жыл бұрын
ଯେତେ ଅନୁଭବ, ବାବୁଶାନ ଆସିଲେ ବି ସିଧାନ୍ତ ଓ ମିହିର ଦାସ ଭଳି ସଫଳତା କୁ ଛୁଇଁ ପାରିବେନି।
@jyotiranjanghadai17
@jyotiranjanghadai17 3 жыл бұрын
Two legends of ollywood movie industry,,,, Mihir das sir🙏🏻.,and Sidharth mohapatra sir🙏🏻
@gurujaga_jg
@gurujaga_jg 3 жыл бұрын
Very emotional video ♥️♥️♥️ Jay Jagannath🙏🙏 ସମସ୍ତଙ୍କୁ ଭଲରେ ରଖି। ଥାଅ
@kulunayak6984
@kulunayak6984 2 жыл бұрын
ମିହିର ସାର୍ ମୁନ୍ନା ଭାଇ ଓଡ଼ିଆ ସିନେମା ଜଗତରେ ଏକ ବଡ଼ ବଟ ବୃକ୍ଷ ଯାହା ଆଜି ପର୍ଯ୍ୟନ୍ତ ସେଇ ବଟ ବୃକ୍ଷ ତଳେ ମିହିର ସାର୍ ଙ୍କ ଭଲପାଇବା ସେନ୍ହ ମମତା ରେ ଆମେ ଗର୍ବିତ
@sarojkantamohanty6041
@sarojkantamohanty6041 3 жыл бұрын
RIP Mihir Das. We really miss you. A legend never dies just disappeared. I hope you will be in better place. Thank you entertained us.
@SmartSub-inspectorSandhya
@SmartSub-inspectorSandhya 3 жыл бұрын
Real actor of Odisha...no one defeat his 😭
@EclïpseNaîk
@EclïpseNaîk 3 ай бұрын
Mihir Sir is A legend we always miss you sir 😫😰
@anu8635
@anu8635 3 жыл бұрын
You will be missed ... 🙏🏻 ଅପୂରଣୀୟ କ୍ଷତି 😢😢
@sanjaypradhan4218
@sanjaypradhan4218 2 жыл бұрын
🍡🍡🥙
@AshokDas-zl7gm
@AshokDas-zl7gm 2 жыл бұрын
Really meri
@entertainmentpakka475
@entertainmentpakka475 3 жыл бұрын
Legendary actor mihir sir, and siddhant mahapatra. Really sir you are pride of odisha apananka stana au kehibhi neiparibeni i miss you sir mihir das. I love from berhampur
@sudeepdeepak2905
@sudeepdeepak2905 9 ай бұрын
ସେ ସମୟ ରେ ଇଟିଭି, ତରଙ୍ଗ, ସାର୍ଥକ ରେ ଦିନ ୨.୩୦ ଓଡ଼ିଆ ଫିଲ୍ମ। 😇😇😇😇😇😇😇😇😇😇😇😇😇😇
@sunilmahapatra7453
@sunilmahapatra7453 3 жыл бұрын
RIP Legend... & Thanks for making our Childhood Grand..Thank u Sir Thank u So much #Om Shanti🙏🙏🙏🙏🙏
@fhg_king
@fhg_king 3 жыл бұрын
💐R. I. P💐 .. We miss u Mihir Sir. 😥😥
@lrlive181
@lrlive181 Жыл бұрын
R.I.P WE MISS U MIHIR BHAI
@prafullanaikprafullanaik1535
@prafullanaikprafullanaik1535 Жыл бұрын
😢
@susantanayak5646
@susantanayak5646 7 ай бұрын
ଆଖି ଆଗରେ ଆମ ଛୋଟ ବେଳର ହିରୋ, ହିରୋଇନ ପଳେଇଲେଣି....... ଆମ ଆଖି ବି ସେମିତିଆ ଚଳଚିତ୍ର ଦେଖିପାରୁନି 😔
@dashingdebasish3312
@dashingdebasish3312 3 жыл бұрын
Tarang cine production nku etiki anurodh ki life time achievement award au kahaku diantuni... Bcz apana debu bosh nku dele... Kichhi din jaichi se chaligale... Apana bijay mohanty nku dele semti hin alpa din bhitare se chaligale... Au ebe mihir das nka khyatrare hin seya ghatila... Please emti au diantuni life time achievement award
@goutambiswal
@goutambiswal 3 жыл бұрын
*ମିହିର ସାର ଆଉ ସିଦ୍ଧାନ୍ତ ସାରଙ୍କର Film ଦେଖି ଦେଖି ଆମେ ବଡ଼ ହେଇଛୁ । ଏବେକାର Film ଯଦି ଥରେ ଦେଖୁଚେ ଦ୍ୱିତୀୟଥର ଦେଖିବା ପାଇଁ ଇଛା ହେଉନି କିନ୍ତୁ ସେତେବେଳର ଫିଲ୍ମ ଏବେବି Tv ରେ ଦେଲେ ଆମେ ସପରିବାର ଦେଖୁ । ଏବେବି ମିହିର ସାରଙ୍କ "ପୁଅ ମୋର ଭୋଳାଶଙ୍କର" film ଦେଖନ୍ତୁ ,ଆଖିରେ ଲୁହ ନଆସିବ ଯଦି କହିବେ 🙂 ଆପଣ ସବୁଦିନ ପାଇଁ ମନେ ରହିବେ ମିହିର ସାର 🙏*
@WorldEntertainment1995
@WorldEntertainment1995 8 ай бұрын
ସମୟ ଥିଲା ଓଡ଼ିଆ ଫିଲ୍ମ ଦେଖିଲେ ଭୋକ ସୋସ ଭୁଲି ଯାଉଥିଲୁ ଏତେ ସୁନ୍ଦର ଅଭିନୟ ଥିଲା. ମିହିର ଦାସ, ବିଜୟ ମହାନ୍ତି, ହର ପଟ୍ଟନାୟକ, ରାଇ ମୋହନ, ମୀନ କେତନ, ଦେବୁ ବୋଷ ଏମାନେ ଏତେ ସୁନ୍ଦର ଅଭିନୟ କରୁଥିଲେ. ହେଲେ ଏବେ ଆଉ ସେମାନଙ୍କୁ ଦେଖିବା ସାତ ସପନ ସେମାନେ ଏମିତି ଏକ ଦୁନିଆ କୁ ଚାଲିଗଲେ ଯେ ଆଉ କେବେ ଫେରିବେନି. ନା ଆଉ ଫିଲ୍ମ୍ ଆଗ ପରି ଭଲ ଲାଗୁଛି ନା ଆଉ ଆଗକୁ ଏମିତି ଫିଲ୍ମ ଆସିବ ସତେ ଯେମିତି ଫିଲ୍ମ ଇଣ୍ଡଷ୍ଟ୍ରି ଅନାଥ ହେଇଗଲା. ଏମିତି ପ୍ରତିଭା ଥିଲେ ଏବେ ବି ଇଚ୍ଛା ହୋଉଛି ସେମାନଙ୍କୁ ଦେଖନ୍ତି କି ସେମାନେ ପୁଣି ଆମ ପାଖକୁ ଫେରି ଆସନ୍ତେ
@SRPradhan
@SRPradhan 3 жыл бұрын
ସତରେ ଶୁଣୁକି ଆଖିରୁ ଆପେ ଆପେ ଲୁହ ଆସିଯାଉଛି, ସତରେ କଣ ନିରବୀ ଗଲେ କାକା 🥺
@sangitadora9926
@sangitadora9926 3 жыл бұрын
Miss u....Sir really u r legend of ollywood film industry 😍😍😍
@AhalyaNath
@AhalyaNath 6 ай бұрын
ଆଜି ବି ଏ ପ୍ରଗ୍ରାମ ଦେଖିଲେ ଆଖିରେ ଲୁହ ଆସିଗଲା ଖାଲି ଦେଖିକି କାନ୍ଦିବା କଥା ଆଉ କ'ଣ ଏକଥା ସୁଣିବାକୁ ମିଳିବ କୁଆଡେ ଗଲା ସେଦିନ ରବିବାର ଦିନ ହେଲେ ଠିକ୍ 4 ଟା କାମ ସାରି ଟିଭି ପାଖରେ ବସୁଥିଲୁ miss you mihir bhai ❤❤❤❤❤
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Quando A Diferença De Altura É Muito Grande 😲😂
00:12
Mari Maria
Рет қаралды 45 МЛН