ଆସିଲା ଗଣଶିକ୍ଷା ମନ୍ତ୍ରୀଙ୍କର ପ୍ରତିକ୍ରିୟା ନିଯୁକ୍ତିରେ ଓ Transferରେ Corruptionକୁ ନେଇ /କମ୍ ଦରମାରେ ପାଠ

  Рет қаралды 2,845

Rashmi Tube

Rashmi Tube

Күн бұрын

ଆସିଲା ଗଣଶିକ୍ଷା ମନ୍ତ୍ରୀଙ୍କର ପ୍ରତିକ୍ରିୟା ନିଯୁକ୍ତିରେ ଓ Transferରେ Corruptionକୁ ନେଇ /କମ୍ ଦରମାରେ ପାଠ
#rashmitube

Пікірлер: 11
@bibhushavijaya2556
@bibhushavijaya2556 8 сағат бұрын
ଏ ଲୋକଟା ଶିକ୍ଷାମନ୍ତ୍ରୀ ସମ୍ପୂର୍ଣ୍ଣ ଅନୂପଯୁକ୍ତ ।
@renubalamohapatra7437
@renubalamohapatra7437 9 сағат бұрын
ସାର୍ ଯେଉଁ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନାହାଁନ୍ତି ସେଠି ପ୍ରଧାନ ଶିକ୍ଷକ ପ୍ରୋମସନ କରାଯାଉ।
@DigambarPanda-k9q
@DigambarPanda-k9q 8 сағат бұрын
ଯେଉଁ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ନାହାନ୍ତି ସେଠାରେ ପ୍ରଧାନ ଶିକ୍ଷକ ଦେବା କଥା କ'ଣ । ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ଇଚ୍ଛାରେ ସ୍କୁଲ୍ ମାଗି Promotion ପାଇ ଆସି ମଧ୍ୟ ଅନ୍ୟ ସ୍କୁଲ୍ କୁ Deputed ହୋଇ ଯାଇ Asst Teacher ରେ କାମ କରୁଛନ୍ତି । ଦରମା ପାଉଥିଲେ H M ରେ କାମ କରୁଛନ୍ତି Asst Teacher . ସେମାନଙ୍କୁ ଶିଘ୍ର Deputed ଟିକୁ ବନ୍ଦ କରି ନିଜ ସ୍କୁଲ୍ ପଠାଯାଉ ।
@surendrapanda4276
@surendrapanda4276 9 сағат бұрын
Rationalisation of primary teacher kebe heba
@aksahoo346
@aksahoo346 9 сағат бұрын
Agnya school choise re byapaka durniti karajaichi jadi ahara sathik tadanta hua ta hele janibe. Prathame karantu tadanta
@sivaprasadjena2407
@sivaprasadjena2407 8 сағат бұрын
ଆମେ ଅନ୍ଧ ଭାବେ ସାମ୍ବାଦିକ କଥାକୁ ଗ୍ରହଣ କରିବା ଠିକ ନୁହେଁ ସବୁ କାମ ଆଗ ସରକାର କରିଥିଲେ ଏ ସରକାର ଯେଉଁ ଆସିଛି କିଛି ପିଲାଙ୍କୁ ମତାଇ ଯଇନିଂ ବିଳମ୍ବ କରାଇ ପିଲାମାନଙ୍କର କ୍ଷତି କରାଇବା ବ୍ୟତୀତ ଲାଭ କରିନାହିଁ l
@DigambarPanda-k9q
@DigambarPanda-k9q 8 сағат бұрын
ଠିକ୍ କଥା କିନ୍ତୁ ୬ ବର୍ଷ ପରେ ନିଜ ନିଜ ଜିଲ୍ଲା କୁ ବଦଳି ହୋଇ ଯାଇ ପାରିବେ ।
@nproduction3815
@nproduction3815 6 минут бұрын
Jie jeun distict ra taku sei distict ku ferei dia jau 200 km re 9000 re chalbuba muskil,ete cust ra patha padhichhu sarkar ku lajya lagu aau gote hela anyajirla rahiba pain ghara deu nai 20 km ru kemiti jai heba Puni family ku rakhiba ku heba eita kn sambhab ki. So trasfer kara jau regular kara jau......... emiti gaon achhi rode rasta clear nai chali chali 6 km jibaku paduchhi aau market ku 20 km ki custa,gote jhia eka kemiti rahiba aau family rakhile 15 ru 20 asiba 9000 salary bhabantu....job chhadiba ku badyab heba,chhadibara echa na thai ki chhadiba ku padiba choice looking re kichhi nai kebala nija distict to transfer kara jau....
@jayantikishan2420
@jayantikishan2420 Сағат бұрын
A mantri kicchi karibanai kebala bhasana mariba
@aksahoo346
@aksahoo346 9 сағат бұрын
Pilamane kichi sunibeni sarkara 6 barsa gotia khatantu
@SURESHCHANDRANAYAK-nv1dc
@SURESHCHANDRANAYAK-nv1dc 6 сағат бұрын
Jts ମାନେ ସରକାର ର କଣ ବାଳ ଟା କରିଦେବେ କେତେ ପୁରୁଣା ପୁରୁଣା ଶିକ୍ଷକ ନେତା ଫେଲ ମାରିଛନ୍ତି, ଏମାନେ ବାଳ କଥା କହୁଛନ୍ତି 😂😂
Миллионер | 1 - серия
34:31
Million Show
Рет қаралды 2,5 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 18 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 138 МЛН
Planning Of Article 370 Removal
43:06
Nitish Rajput
Рет қаралды 10 МЛН
Миллионер | 1 - серия
34:31
Million Show
Рет қаралды 2,5 МЛН