ସିନ୍ଦୁର ମାହାତ୍ମ୍ୟ ... | Badi Pala Mancha EP 1448 | 18th Dec 2022 | Prarthana

  Рет қаралды 226,196

Prarthana TV

Prarthana TV

Күн бұрын

Пікірлер: 52
@hrushikeshswain1114
@hrushikeshswain1114 Жыл бұрын
Wow bahut sunder pala paribesana swain medamnkara🙏🙏
@rajkishorpanda7814
@rajkishorpanda7814 2 ай бұрын
ପ୍ରଥମ ଗାୟିକା ବିଷୟ ପ୍ରତି ଗୁରୁତ୍ୱ ହୀନା I
@ullasnayak2382
@ullasnayak2382 Жыл бұрын
Lata manjari madam nka pala paribesana bahut sunder
@kumudiniswain7937
@kumudiniswain7937 Жыл бұрын
ସିନ୍ଦୁର ମହତ୍ତ୍ୱପୂର୍ଣ୍ଣ ଅଟେ, ପ୍ରଥମ ନିଜ ନାମ ପଞ୍ଜିକରଣ, ସଂସାର ଠାରୁ ଦେଶ ନେତା ମନ୍ତ୍ରୀ ତଥା କମ୍ପାନୀ, ଚାକିରି ସରକାରୀ ଚାକିରି, ବିବାହ, ଧର୍ମ ସତ୍ୟ ର ଜୟ ଜୟ ଗାନ କରି ଥାଏ, ସବୁଠାରୁ ବଡ଼ ଶକ୍ତି ଶାଳୀ ହୋଇ ଥାଏ, ହନୁମାନ ଭଳି ସଫଳତା ହାସଲ କରି ଥିଲେ, ଗୋୖରବ ଜୀବନ ରେ ସତ୍ୟ, ଶ୍ଵୟମ୍ବର ରେ ଶିବଧନୁ ର ଅଧିକାରୀ ହୋଇ ଥାଏ, ରେକର୍ଡ ହୋଇ ଥାଏ, 🇮🇳🔥🔥🔥🦉🌧️🌧️⛈️🔱🌞
@nayakbiswajit6347
@nayakbiswajit6347 Жыл бұрын
ଶେଷ ଅଂଶ ଟି ଆଜ୍ଞା ବୁଝିହେଲାନି।
@hrushikeshswain1114
@hrushikeshswain1114 Жыл бұрын
Bharati medam katha taku ghulauchanti bar bar......
@gadadharkar3527
@gadadharkar3527 Жыл бұрын
ସିନ୍ଦୂର ମାହାତ୍ମ୍ୟ ଶୀର୍ଷକ ବିଷୟବସ୍ତୁରେ ପାଲାଚାର୍ଯ୍ୟ।ଦ୍ଵୟଙ୍କରପାଲା ପରିବେଷଣ ବହୁତ ଭଲଲାଗିଲା । ଧନ୍ୟବାଦ ।
@debendranathgiri2282
@debendranathgiri2282 Жыл бұрын
Really gayeeka is praise able. Her explanation is very sweet.. one can not but prais. Many many thanks.JAY JAGANATH.
@rajanisingh8493
@rajanisingh8493 Жыл бұрын
ପାଳାଟି ହୃଦୟସ୍ପର୍ଶି ହୋଇଛି। ବହୁତ ବହୁତ ଧନ୍ୟବାଦ।
@sachingamer7245
@sachingamer7245 Жыл бұрын
@@rm_queen_rasmi 😘😉😉
@rajanisingh8493
@rajanisingh8493 Жыл бұрын
ସାହିତ୍ୟ ପଢାଉଛ କି? ଆମକୁ ସାହିତ୍ୟ ପଢେଇବ ନା କ"ତ?
@niharkantabehera9776
@niharkantabehera9776 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🚩🚩🇮🇳
@santoshbarik146
@santoshbarik146 Жыл бұрын
Jay Jagannath Swami Nayana Patha Gami Bhaba Tume
@DenimMajhi-wz4qk
@DenimMajhi-wz4qk Жыл бұрын
Jay shri ram 🙏🙏🙏
@khiranjanpatra97
@khiranjanpatra97 Жыл бұрын
Very nice story about sindurmahatma but time not sufficient for badipala but two gayeka alochana very clear heart tucking
@niharkantabehera9776
@niharkantabehera9776 Жыл бұрын
ବହୁତ ସୁନ୍ଦର ହେଇଛି,,,
@binodbjena1629
@binodbjena1629 Жыл бұрын
ଭାରତୀ madam କହିଲାନି ରତ୍ନବତି ର ସ୍ବାମୀ କିଏ ହେଲେ?
@sanjayaamanta8764
@sanjayaamanta8764 Жыл бұрын
Jai Jagannath
@makardhwajchhatar5860
@makardhwajchhatar5860 Жыл бұрын
ସମୀକ୍ଷକ ମହାଶୟ ଆପଣ କୁହନ୍ତୁ,ରତ୍ନାବତୀର୍ ସ୍ବାମୀ କିଏ ହେଲା ?
@chittaranjansau2295
@chittaranjansau2295 Жыл бұрын
Very nice pala
@bhagavatirout804
@bhagavatirout804 Жыл бұрын
. B💝
@dr.nalinsethi9539
@dr.nalinsethi9539 Жыл бұрын
Jai jagannath
@rajlaxmibarik3823
@rajlaxmibarik3823 Жыл бұрын
Final ta swami kia hela
@umacharanpatra5027
@umacharanpatra5027 Жыл бұрын
Super hit Jay jagannath 🌹🙏🏿🙏🏿💃💋💋💃👌🏻👌🏻🌹💓💓👍
@loksahayogkld7755
@loksahayogkld7755 Жыл бұрын
ବହୁତ ବହୁତ ଧନ୍ୟବାଦ,
@umakantadas1325
@umakantadas1325 Жыл бұрын
ସିନ୍ଦୂର ମାହାତ୍ମ୍ୟ ପାଲାଟି ଅତି ସୁନ୍ଦର ସାବଲୀଳ ହେଉଥିଲା ବେଳେ ଗାୟିକା ମହାଶୟା ଭାରତୀ ସାହୁ ଶେଷ ଆଡକୁ ଯେଉଁ ଗୁନ୍ଦୁରେଇ ଦେଲେ। ଗଣେଶ, ନାରାୟଣ, ଶିବଙ୍କ ବିଚାରକୁ ସୂର୍ଯ୍ୟ ଦେବ ଉଚିତ ବିଚାର ଦେବାକୁ କହି ନ ଦେଇ ଏକାଥରେ ରତ୍ନାବତୀ ବତୀ ମୁଣ୍ଡରେ ଧର୍ମ ଦେବତାକୁ ସାକ୍ଷୀ ରଖି ସିନ୍ଦୂର ହୋଇ ରହିଗଲେ ତେବେ ଏଠି ରତ୍ନାବତୀର ସ୍ବାମୀ କିଏ ହେଲା ,ଭାଇର ମୁଣ୍ଡ ନା ସ୍ବାମୀର ମୁଣ୍ଡ ନା ସୂର୍ଯ୍ୟ ଦେବ ।ଆପଣ କହି ପାରିବେ ସମୟ ଅଭାବରୁ ବିଷୟ ସମ୍ପୂର୍ଣ୍ଣ କରି ହେଲା ନାହିଁ ହେଲେ ଯେଉଁଠି ସୂର୍ଯ୍ୟ ରତ୍ନାବତୀକୁ ମଥାର ସ୍ଥାନ ମାଗିଲେ ସେତିକି ବେଳେ ତ ସୂର୍ଯ୍ୟ କହି ପାରିଥାନ୍ତେ ଏହି ମୁଣ୍ଡ ତୋର ସ୍ବାମୀ ହେଲା ମୁଁ ସିନ୍ଦୁର ହୋଇ ତାର ରକ୍ଷା କରିବି ତୁ କେବେ ବିଧବା ନୁହଁ ।ଏମିତିରେ ରାକ୍ଷସ ଲୋଭ କରି ତା ସ୍ବାମୀ ଭାଇଙ୍କୁ ମାରି ଚଲିଗଲା ସୂର୍ଯ୍ୟ ଏଠି ନାରୀ ଲୋଭିର ପ୍ରମାଣ ପାଇଲା ବୋଲି ମନେ ହେଉଛି ।ଏଣୁ ମୋର ଅନୁରୋଧ ସମୀକ୍ଷକ ମହାଶୟଙ୍କୁ ସେ ଡକ୍ଟର ରଜତ କର ମହାଶୟଙ୍କୁ ଅନୁଧ୍ୟାନ କରନ୍ତୁ ।ଯେଉଁ ବିଷୟ ଉପରେ ପରିଚର୍ଚ୍ଚା ହେଉଛି ଯଦି ଗାୟକ ମାନେଛାଡି ଯାଉଛନ୍ତି ।ସେମାନଙ୍କୁ ସୂଚନା ଦେଇ ବଷୟଟି ଖୁଲାସା କରାଯାଉ।ଧନ୍ୟବାଦ
@sirftum8243
@sirftum8243 Жыл бұрын
ଶେଷ କୁ ଟିକେ ବୁଝି ହେଲାନି ସେ କାହାକୁ ସ୍ୱାମୀ ରୂପରେ ପାଇଲା... 🙏🏻🙏🏻🙏🏻
@nayakbiswajit6347
@nayakbiswajit6347 Жыл бұрын
Yes sesha bhaga ku janiba ku agraha r saha apkehya karichi
@rosalinabehera2224
@rosalinabehera2224 Жыл бұрын
@ojhanihar3685
@ojhanihar3685 Жыл бұрын
.nnjijj in
@saratsahoo2384
@saratsahoo2384 Жыл бұрын
Very sweet Jay jagannath
@umacharanpatra5027
@umacharanpatra5027 Жыл бұрын
Very sweet Jay jagannath 🌹🌹❤❤❤❤💋🙏🏿🙏🏿💋👌🏻👌🏻
@bichitrasahoo8860
@bichitrasahoo8860 Жыл бұрын
Shiva baba samasthankara Mangal karantu
@smrutiranjansahoo7935
@smrutiranjansahoo7935 Жыл бұрын
ଜୟ ଜଗନ୍ନାଥ 🙏🙏
@nirupamasahoo7894
@nirupamasahoo7894 Жыл бұрын
Thanks
@hatiathakura5897
@hatiathakura5897 Жыл бұрын
Jay jaganath happy new year
@binodpradhan2216
@binodpradhan2216 Жыл бұрын
Both are compitant but. notequal
@MaaLaxmi369
@MaaLaxmi369 Жыл бұрын
Very nice
@rasanandarasa8866
@rasanandarasa8866 Жыл бұрын
Madam namskar
@arpitanayak4226
@arpitanayak4226 Жыл бұрын
ଲତା ମଞ୍ଜରୀ ସ୍ଵାଇଁ best
@sabatstore3295
@sabatstore3295 Жыл бұрын
Sanskriti Banchi Rahu Mam,,,,,
@krushnachandrabarad8598
@krushnachandrabarad8598 8 ай бұрын
Contact number tk debe ki
@anilchampati673
@anilchampati673 Жыл бұрын
Au tike mukhasta kar
@binodpradhan2216
@binodpradhan2216 Жыл бұрын
Both gayeekas arecompetant but not equal
@rabindrasamantaray7836
@rabindrasamantaray7836 Жыл бұрын
Sundar paribesan
@rabindranathbehera5172
@rabindranathbehera5172 Жыл бұрын
Last part is not clear. So ,Samikhyaka Mahasaya Pl. Clear this where Sindura remains for ever.. Again thia chapter by learned Pala Gayak.
@pranatipriyadarsinilenka8671
@pranatipriyadarsinilenka8671 Жыл бұрын
Lata puni pala gailani kolo
@chahuannayak6684
@chahuannayak6684 Жыл бұрын
Gane narayana rudre ambike bhaskker tatha r purba bati padati kana
@dr.nalinsethi9539
@dr.nalinsethi9539 Жыл бұрын
Jai jagannath
@khageswargartia3865
@khageswargartia3865 Жыл бұрын
Very nice 👍 pala
@lokanathkalsi9839
@lokanathkalsi9839 Жыл бұрын
ଜୟ ଜଗନ୍ନାଥ🙏
@subhasrilenka3600
@subhasrilenka3600 Жыл бұрын
Jay Jagannath
Flipping Robot vs Heavier And Heavier Objects
00:34
Mark Rober
Рет қаралды 59 МЛН
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 4,1 МЛН
小丑家的感情危机!#小丑#天使#家庭
00:15
家庭搞笑日记
Рет қаралды 32 МЛН
Flipping Robot vs Heavier And Heavier Objects
00:34
Mark Rober
Рет қаралды 59 МЛН