Siri Siri Sita Sakale - Superhit Laxmi Bhajan | Margasira Gurubara Upalakhe - Sarita Dash | Sidharth

  Рет қаралды 12,576

Sidharth Bhakti

Sidharth Bhakti

Күн бұрын

Song : Siri Siri Sita Sakala
Singer : Sarita Dash
Lyrics : Basantaraj Samal
Music Director : Bharati Krushna
Video Artist :
Album : Jay Maa Kamala
Album No : SM - 1488
Music Label : Sidharth Music
--------------------------
♪ Full Song Available on ♪
JioSaavn : bit.ly/3lsoIqC
Wynk : bit.ly/3ohuixT
Gaana : bit.ly/3mFe5Cl
Apple Music : apple.co/3qhtvid
Amazon Music : amzn.to/2VjXJD3
Spotify : spoti.fi/36nGF5f
Also available on ITunes
------------------------------
Set Caller Tune ; Operator Codes:
Airtel Users Dial
Vodafone Users Dial
BSNL (South / East) Users sms BT To 56700
Idea Users Dial
BSNL (North / West) Users sms BT To 56700
Also available on Jio Tunes
----------------------------------
DTH details ..
Sidharrth TV : Dish-1311,Tata Play-1757,Airtel-600
Sun Direct -657,D2H-1311
Sidharth Bhakti : Dish TV-1395, Airtel-616,Sun-491,Tata Play-1796
Sidharth Gold : Dish TV -1333, Airtel-602,Sun-658,Tata Play-1766
Jay Jagannath : Dish-1397,Videocon D2H-1397,Tata Play-1799
SUBSCRIBE us for Mega Serial, Reality Shows every day:
KZbin : / sidharthtv
Instagram : / sidharthtvofficial
Facebook : / sidharthtvofficial
Twitter : / sidharth_tv
Subscribe our other Television Channels :
Sidharth Bhakti : bit.ly/3ybqxAJ
Sidharth Gold : bit.ly/3a1P4Ac
Jay Jagannath : bit.ly/3aa1lTa
#sidharthbhakti #odiabhajan #namitaagrawal #odiasong #sidharthmusic #sidharthtv #jayjagannathtv #sitaramagrawal

Пікірлер: 10
@manojbabu6690
@manojbabu6690 Ай бұрын
ଖୁବ ସୁନ୍ଦର 🙏
@narayandalai9799
@narayandalai9799 Ай бұрын
ଜୟ 🌿🚩ଶ୍ରୀ 🌿🚩ଗୁରୁ 🚩🌿ଦେବ ଜୟ 🚩🌿ଶ୍ରୀ🚩🌿 ପଞ୍ଚସଖା 🌿🚩 ଜୟ🌿🚩 ଶ୍ରୀ 🌿🚩ଜଗନ୍ନାଥ 🚩🌿 ଜୟ 🌿🚩ଶ୍ରୀ 🌿🚩ହନୁମାନ 🌿🚩 🙏🙏🙏
@narayandalai9799
@narayandalai9799 Ай бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩🙏🙏🙏🚩🌴🚩🌴🇮🇳🌴🌿🌹🌹🌿🌴
@narayandalai9799
@narayandalai9799 Ай бұрын
ଜୟ🚩☘️ ମାଁ 🚩☘️ତାରିଣୀ 🚩☘️ ଜୟ🚩☘️ ମାଁ☘️ ଲକ୍ଷ୍ମୀ 🚩☘️🙏🙏🙏
@BhagabanDas-tv3ow
@BhagabanDas-tv3ow Ай бұрын
Bhagabandas Harekrishna Jay maa laxmi
@narayandalai9799
@narayandalai9799 Ай бұрын
ଜୟ 🌴🚩ମାତାଜୀ 🌴🚩🚩🚩ॐ🌴🚩 ନମଃ🚩🌴 ଶିବାୟ 🙏🙏🙏
@DavelKanha
@DavelKanha Ай бұрын
Subhasakala ❤
@SatyajitPadhan-u5v
@SatyajitPadhan-u5v Ай бұрын
Jay maa mahalaxmi
@umeshrout466
@umeshrout466 Ай бұрын
💕💕💕🙏
@DipakSahu-x4p
@DipakSahu-x4p Ай бұрын
ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ ବଡ଼ ଓଷା ଗଲା କାର୍ତ୍ତିକ ମାସରେ ମାଣ ବସା ମଗୁଶୁରେ ଲୋ ଫୁଲ ବଉଳ ବେଣୀ ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ କାର୍ତ୍ତିକ ମାସରେ ମୁରୁଜ ସରିଲା ମାର୍ଗଶୀରେ ପକା ଝୋଟିଲୋ ଫୁଲ ବଉଳ ବେଣୀ ଦେହ ଯାଉ ପଛେ ଥରିଲୋ ଫୁଲ ବଉଳ ବେଣୀ ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ ରୋଗ ବୈରାଗ ଦେହରୁ ଛାଡ଼ିବ ବଢିବ ଭକତି ଭାବ ଲୋ ଫୁଲ ବଉଳ ବେଣୀ ପାହାନ୍ତି ଗାଧୁଆ ଲାଭ ଲୋ ଫୁଲ ବଉଳ ବେଣୀ ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ ରାଣୀ ହେଇ ଯଦି ଅଚିନ୍ତା ରହିବୁ ହେଇଜା ଲକ୍ଷ୍ମୀଙ୍କ ଦାସୀ ଲୋ ଫୁଲ ବଉଳ ବେଣୀ ଆକାଶେ ଚହଟେ ଶଶୀ ଲୋ ଫୁଲ ବଉଳ ବେଣୀ ଟୋପାଏ ଗୋବର ପାଣି ଲୋ ଫୁଲ ବଉଳ ବେଣୀ ଟୋପାଏ ଗୋବର ପାଣି ଲୋ ଫୁଲ ବଉଳ ବେଣୀ ଦୁଆରେ ପଡିଲେ ଗଙ୍ଗାଠୁ ପବିତ୍ର ଖୁସି ଲକ୍ଷ୍ମୀ ଠାକୁରାଣୀ ଲୋ ଫୁଲ ବଉଳ ବେଣୀ ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ ବଡ଼ ଓଷା ଗଲା କାର୍ତ୍ତିକ ମାସରେ ମାଣବସା ମଗୁଶୁରେ ଲୋ ଫୁଲ ବଉଳ ବେଣୀ ଶିରି ଶିରି ଶୀତ ସକାଳେ ଫୁଲ ବଉଳ ବେଣୀ
Maa Laxmi Superhit Odia Bhajans//Namita Agrawal superhit Bhajan Jukebox
29:07
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 141 МЛН