Sita Lo Aji Jaluchi Jahara Chita Lo | Full Video | T. Shourie | Aprajita | Pabitra Entertainment

  Рет қаралды 7,955,288

Pabitra Entertainment

Pabitra Entertainment

Күн бұрын

Пікірлер: 1 600
@raghunarhkarjee947
@raghunarhkarjee947 Жыл бұрын
ଏଇ ଗୀତଟି ଆଗାମୀ 100ବର୍ଷ ପରେ ଶୁଣିଲେ ବି ଲୋକେ ବହୁତ ପସନ୍ଦ କରିବେ!ଆଜିକା ଦିନରେ ଯେଉଁମାନେ ଗୀତ ଗାଉଛନ୍ତି, ସେଇ ଗୀତ ଟିକୁ ଲୋକେ ଅତି ବେଶୀରେ 2ଦିନ ଶୁଣନ୍ତି!ତାପରେ ସେଇ ଗୀତ ର ଚିନ୍ନ ଭିନ୍ନ ରହୁନି !ମୁଁକହିବା କଥା ଯଦି ଠିକ ଦୟା କରି ଆପଣ ମାନେ like କରିବେ
@ManojSahu-lj9ws
@ManojSahu-lj9ws Жыл бұрын
Seti pai ta old is gold 🥇🥇
@raghunarhkarjee947
@raghunarhkarjee947 Жыл бұрын
@@ManojSahu-lj9ws ଠିକ କଥା ଭାଇ
@jibanjyotijena588
@jibanjyotijena588 Жыл бұрын
Right
@buluawain1360
@buluawain1360 Жыл бұрын
Grand salute all members
@ramakantabhoi7398
@ramakantabhoi7398 Жыл бұрын
Perfect
@MiA-xi6dn
@MiA-xi6dn Жыл бұрын
2023 ରେ ମଧ୍ୟ ଏହି ଗୀତ କାହାକୁ ପସନ୍ଦ ଲାଗୁଛି 👇👇👇 👍👍👍 Old is gold 💖
@bulunag613
@bulunag613 Жыл бұрын
Super beautiful song
@manojkumarsingh6285
@manojkumarsingh6285 Жыл бұрын
Super jete sunile mano Mane na
@aswinkumardora
@aswinkumardora Жыл бұрын
Mote bahut bhala lagila
@aswinkumardora
@aswinkumardora Жыл бұрын
Bhai this is not a song this is feeling
@alokkumarrout1988
@alokkumarrout1988 Жыл бұрын
Mora favourite
@SambalpuriStatusB13
@SambalpuriStatusB13 2 жыл бұрын
🎶ଏବେ ବି ଏ ଗିତ କିଏ କିଏ ଶୁଣୁଛ LIKE 👍 କର || ମୋର FAVOURITE SONGS ର ଗୋଟେ ଇ ଗୀତ .....(I LIKE IT)👌👌👌
@rudrajena6124
@rudrajena6124 9 ай бұрын
Mu 😢😢😢😢
@rajeshmeher16
@rajeshmeher16 3 жыл бұрын
2021 ରେ ମଧ୍ୟ ଏହି ଗୀତ କିଏ ଶୁଣୁଛନ୍ତି ତେବେ ଗୋଟେ ଲାଇକ କରନ୍ତୁ 👍👍👍👍👍 👇👇👇👇👇👇👇👇👇👇👇
@STYLE-BOY-RAJKUMAR-DJ
@STYLE-BOY-RAJKUMAR-DJ 2 жыл бұрын
ମୁ ସବୁ ଦିନ ଗୀତ ଟାକୁ ଶୁଣୁଛି ଆଜିବି ଆଜି କାଲି ଏମିତି song ଆଉ ମିଳୁନି
@srikantasahu55
@srikantasahu55 Жыл бұрын
Mu ajibi sunuchi mind blowing song 🙏
@ranjangaming8908
@ranjangaming8908 Жыл бұрын
2023
@Tech-Gyan-
@Tech-Gyan- Жыл бұрын
2023
@girishpradhan2360
@girishpradhan2360 Жыл бұрын
01.03.2023
@d_high_flyer4267
@d_high_flyer4267 Жыл бұрын
ମନ୍ଦିର ପଡିଛି ଖାଲି ନାହିଁ ତୋ ଦେବତା That Line Hits Hard💔👌🏼 Truly a Gem of Odia Song❤
@chandankumargouda8919
@chandankumargouda8919 3 ай бұрын
Yes
@neelambargouda705
@neelambargouda705 Жыл бұрын
2023 ରେ ବି ଏହି ଗୀତ ଶୁଣୀ ଆମ ପୀଲାଦୀନ କଥା ବୋହୁତ ମନେପଡେ ,ମୋ ଗା ,ମୋ ଭାଷା, ମୋ ଓଡିଶା, ଆମେ ସଭୀକୁଂ ଆମ ଭାଷା କୁ ଭଲ ପାଇବା ଜରୁରୀ
@brusavasahu7229
@brusavasahu7229 4 жыл бұрын
ହୃଦୟ ଛୁଆ ଗୀତ.. ମୁଁ ଏ ଗୀତ ଶୁଣି ଛୋଟ ବେଳେ ଅନେକ ଥର କାନ୍ଦି ପକାଇ ଥିଲି
@BARGADIA131
@BARGADIA131 2 жыл бұрын
Me too
@sankarsanmahanta2648
@sankarsanmahanta2648 Жыл бұрын
ଏବେ ବି ଆଖିରେ ଲୁହ ଆସିଯାଏ...
@sanjaynayak2720
@sanjaynayak2720 2 жыл бұрын
ଆଜି ପ୍ରଜନ୍ତେ ୟେ song ଗାଈ ପାରୁନାହାନ୍ତି କେହି beautiful song ଯେତେ ଶୁଣିଲେ କମ୍ ହବନି ❤️
@baliabalia1135
@baliabalia1135 Жыл бұрын
Remake asigala 😅😅😅
@rajeshkumarkandi6205
@rajeshkumarkandi6205 Жыл бұрын
U r right
@manojkumarsingh6285
@manojkumarsingh6285 Жыл бұрын
Yes 😢
@adv.bibekanandabehera5511
@adv.bibekanandabehera5511 5 ай бұрын
ମୁଁ ଗାଇଥାଉଛି bath room ରେ .......😂
@susantabarik1751
@susantabarik1751 Жыл бұрын
ଏବେବି ସମସ୍ତଙ୍କର ହୃଦୟରେ ଏହି ଗୀତଟି ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି..... ❤️❤️
@Madhaba_Dora
@Madhaba_Dora Жыл бұрын
ଯେଉଁମାନେ ଏହି ଗୀତଟି ୨୦୨୩ -୨୪ ରେ ଶୁଣୁଛ?!!🥰👍
@sunitauniverse2400
@sunitauniverse2400 2 ай бұрын
Mu sunuchi 😢
@premanadasahoo7998
@premanadasahoo7998 2 ай бұрын
୧୧୧​@@sunitauniverse2400
@premanadasahoo7998
@premanadasahoo7998 2 ай бұрын
​@@sunitauniverse2400୧୧1୧୧୧
@bhaktabandhubudek4170
@bhaktabandhubudek4170 2 жыл бұрын
ଧନ୍ୟ ସେ ଗୀତିକାର ଙ୍କୁ ଓ ଗାୟକ ଙ୍କୁ ଏ ଗୀତ ଦେଖିଲେ ବା ଶୁଣିଲେ ନିଜେ ହରାଇ ଥିବା ନିଜ ଲୋକଙ୍କୁ ମନେ ପଡ଼ିଯାଏ 🙏🏼🙏🏼
@Kulu50
@Kulu50 Жыл бұрын
Bhai hrudaya katha kahidele apana🙏🥲
@raghunarhkarjee947
@raghunarhkarjee947 Жыл бұрын
ଭାଇ ମୋ ମନ କଥା ଟି କହି ଦେଲ
@ErTapas-nz1vw
@ErTapas-nz1vw Жыл бұрын
ଯେପରି ଗୀତଟି ସେହିପରି ସିନେମା ମଧ୍ଯ ଅତ୍ଯନ୍ତ ଉଚ୍ଚକୋଟୀର ଏପରି ଆଉ ଆଜି କାଲି ଦେଖିବାକୁ ମିଳୁନାହିଁ
@carry867
@carry867 Жыл бұрын
​@@ErTapas-nz1vwThik katha aji odia fillim re jibanta kahani nahi
@rajendrakumarsahu8266
@rajendrakumarsahu8266 Жыл бұрын
Yes bro.........
@rishikesh4340
@rishikesh4340 2 жыл бұрын
ଏ ଚଳଚ୍ଚିତ୍ରଟି ସେତେବେଳ ରାଜ୍ୟପାଳ ପୁରସ୍କାର ଲାଭ କରିଥିଲା ଆଉ ଏ ଗୀତଟି ସାରା ଓଡ଼ିଶା ରେ ସୁପର ଡୁପର ହିଟ୍ ହେଇ ଓଡିଆ ଙ୍କ ହୃଦୟ କୁ ଜିଣି ବହୁ ବର୍ଷ ପର୍ଯ୍ୟନ୍ତ ଓଡିଶାର ପୁର ପଲ୍ଲୀରେ ବାଜୁଥିଲା ଆଉ 2022 ରେ ଏ ଗୀତଟି ବି କିଏ କିଏ ଶୁଣୁଛ Pls like କର 🙏
@biswajitpanda9882
@biswajitpanda9882 11 ай бұрын
2024
@jayantanaik1824
@jayantanaik1824 10 ай бұрын
2024 ରେ କୋଉମାନେ ଶୁଣିଛ😮
@madhabipatra3434
@madhabipatra3434 9 ай бұрын
Mu bi abe sunuchi
@giridharimahapatra2119
@giridharimahapatra2119 9 ай бұрын
Mu dekhichi muvi udanti sita utam mahanti ahi muvi re sabuthu sundar svinaya karichanti
@Shok222
@Shok222 9 ай бұрын
Mu
@KStAR98
@KStAR98 7 ай бұрын
2025👍
@sudarsanaSahoo-qr2ll
@sudarsanaSahoo-qr2ll 7 ай бұрын
Muu sunuchi
@maypadbadu1244
@maypadbadu1244 2 жыл бұрын
2000ମସିହା ଆମ ଗାଁ ରେ ମାତ୍ର ଗୋଟିଏ ଟିଭି ଥିଲା । ଏହି ଫିଲ୍ମ ଦେଖି ଗାଁ ସାରା କାନ୍ଦି ଥିଲେ ।
@MadMaXCOD-pi4dy
@MadMaXCOD-pi4dy 2 жыл бұрын
Same. Ama epate bi bilkul emiti heithila .
@babimalick
@babimalick 10 ай бұрын
LOVE YOU ♥️ SONG
@samirsamirsethi696
@samirsamirsethi696 9 ай бұрын
ହଁ ମୁଁ ବିଦେଖୀଥିଲି👍👍👍
@Dilse808nn
@Dilse808nn 5 ай бұрын
3:47 sata Kata bauni
@subashnayak4611
@subashnayak4611 2 жыл бұрын
ଏ ଫିଲ୍ମ୍ ଆଉ ଏ ଗୀତ। ସେତେବେଳେ ଓଡ଼ିଶା ରେ ଚହଳ ପକେଇ ଦେଈ ଥିଲା।❤️❤️❤️
@rmkcreative4283
@rmkcreative4283 Жыл бұрын
ଦୁନିଆରେ ଚେଷ୍ଟା କଲେ ସବୁ କିଛି ମିଳିଯିବ କିନ୍ତୁ ଦୁନିଆରୁ ବାପା ମା ଚାଲିଗଲେ ଆଉ କେବେ ମିଳିବେ ନାହିଁ ସବୁଦିନ ପାଇ ସେ ସ୍ଥାନ ଖାଲି ରହିଯିବ ତେଣୁ ମା ବାପାଙ୍କୁ କେବେ ଅଣଦେଖା କରନ୍ତୁ ନାହିଁ ଭଲ ଲାଗିଲେ ଲାଇକ୍ ଗୋଟେ କରନ୍ତୁ
@IMPORTANTEDUCATIONALTOPICS
@IMPORTANTEDUCATIONALTOPICS Жыл бұрын
ସତରେ ମହାନ୍ ସେ ଲେଖକ ଏବଂ ଗାୟକ ଯିଏ ଏତେ ସୁନ୍ଦର କଣ୍ଠ ରେ ପରିବେଷଣ କରିଛନ୍ତି l ଆଜି ମଧ୍ୟ ଏ ଗୀତ ଓଡ଼ିଶାବାସୀ ଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଛି,ରହିବ,ଆଉ ଚିରଦିନ ପାଇଁ ରହିଥିବ। ❤❤❤❤❤❤❤❤❤❤❤
@manojmukhi2079
@manojmukhi2079 3 жыл бұрын
ଗୋଟେ କଥା ଆଶ୍ଚର୍ଯ୍ୟ ଲଗୁଛି.. ଏଇ ଭଳି classic diamond ଗୀତ କୁ ବି ଲୋକ dislike କରିଛନ୍ତି...
@IMPORTANTEDUCATIONALTOPICS
@IMPORTANTEDUCATIONALTOPICS Жыл бұрын
ସତରେ ଅତି ଆପଣାର ଲୋକ ଙ୍କୁ ଯିଏ ବି ହରେଇଛି ନା ଏ ଗୀତ ଶୁଣିବା କ୍ଷଣି ମନ ବ୍ୟାକୁଳ ହୋଇ ଉଠୁଛି ମହାନ୍ ମହାନ୍ ଅତି ସୁନ୍ଦର୍
@kamalbeshra7003
@kamalbeshra7003 Жыл бұрын
Right bhai
@Diptimayeesahu123
@Diptimayeesahu123 6 ай бұрын
ଆଜି ଦିନରେ ବି ଏ ଗୀତ ଶୁଣିଲେ ଦେହରେ ରୁମ ଟାଙ୍କୁରି ଉଠୁଛି....old is gold 🥺🥺🥺
@RupNarayanMajhi
@RupNarayanMajhi 2 ай бұрын
ଏଇଟା ହିଁ ଆଜିର ସତ୍ୟତା । ଯୋଉ ମାନେ ସତପଥରେ ବଞ୍ଚିବାକୁ ଚାହୁଁଛନ୍ତି, ତାଙ୍କୁ ମିଳୁଛି ଖାଲି ନିରାଶା ଆଉ ନିର୍ଯାତନା । ଯୋଉମନେ ଅସତପଥରେ ବଞ୍ଚୁଚନ୍ତି, ସେମାନେ ସମାଜ ଆଉ ଶାସନକୁ ନିଜ ଇଚ୍ଛାରେ ନଚାଉଛନ୍ତି ।😢😢😢😢😢😢😢😢😢😢😢😢😢
@alokcreation2227
@alokcreation2227 Жыл бұрын
ଏମିତି ଗୀତ ଆଉ କେବେବି ଓଡ଼ିଶା ରେ ହେଇ ପାରିବନି ଏହି ଗୀତ ଯେତେ ଶୁଣିଲେ ସେତେ ଭଲ ଲାଗୁଛି❤❤ *****
@deepikanini6324
@deepikanini6324 2 жыл бұрын
It's called "OLD IS GOLD" ❤it's not just a song it's an emotion for so many people🔥
@tukudas9358
@tukudas9358 Жыл бұрын
Right
@haribandhumendali8656
@haribandhumendali8656 Жыл бұрын
❤❤❤❤
@gourisankarsahoo2148
@gourisankarsahoo2148 Жыл бұрын
Very emotion
@BrundabanadasDas
@BrundabanadasDas Ай бұрын
2024 ଏ ଗୀତ କିଏ କିଏ ଶୁଣୁଛନ୍ତି 😂😂😂😂
@srikantdehury2616
@srikantdehury2616 9 ай бұрын
2024 ରେ କୋଉମାନେ ଦେଖୁଛ like କର ଜୀବନ୍ତ ଗୀତ ଟିଏ 100 ବର୍ଷ ପରେ ବି ଏ ଗୀତ ସ୍ମୃତି ରହିବ 😢😢😢
@rakeshjena2060
@rakeshjena2060 3 ай бұрын
ଏ ଗୀତ ଟି T ସୋରି ଙ୍କୁ ଗୋଟେ ଉଜ୍ଜଳ ଭବିଷ୍ୟତ ପ୍ରଦାନ କରିଥିଲା
@od3300
@od3300 2 жыл бұрын
ବୋହୂତ ଦୁଃଖ ଲାଗୁଛି ଏ ଗିତ ସୁଣିଲେ ମୋ ହୃଦୟ କାନ୍ଦୁଛୀ ଏ ଗିତ ସୁଣିଲେ 😭😭😭😭😭
@manojraj.....7435
@manojraj.....7435 2 жыл бұрын
😭😭😭😭right
@ritapatel8329
@ritapatel8329 2 жыл бұрын
Jhahaku a dhukha hoichi tara hrudaya jani pariba best
@rabindrakumarmohanty9415
@rabindrakumarmohanty9415 3 жыл бұрын
ଏହି ସୁଦଂର ଗୀତଟି ପ୍ରତେକ ଓଡ଼ିଆ ଜନ ମାନସ ରେ ସବୁଦିନେ ପ୍ରତିଫଳିତ ହେବ
@neelambargouda705
@neelambargouda705 2 жыл бұрын
ଏ ହେଉଛି ଆମ ଭାଷା, ମୋ ମା
@RasmitaGuru-g6r
@RasmitaGuru-g6r 4 күн бұрын
ଧନ୍ୟ ସେହି ଗାୟକ ଙ୍କୁ ଓ ଅଭିନୟ କରିଥିବା କଳାକାର ଙ୍କୁ ଆହା କୀ ସୁମଧୁର ଓଡ଼ିଆ ସଙ୍ଗୀତ ଟିଏ ମନକୁ ଛୁଇଁ ଯାଇଥିଲା ଏହି ସଙ୍ଗୀତ ଟି 🙏🙏🙏
@rickbabaone
@rickbabaone 4 жыл бұрын
ହୁରୁଦ୍ କାନ୍ଦି ପକଉଥିଲା ଛୁଆ ବେଲେ ଈ ଗୀତ ସୁନି କରି ଆଉ ଆଜି ଭି କାନ୍ଦି ଉଠୁଛେ ହୁରୁଦ୍
@manamathbarik9016
@manamathbarik9016 2 жыл бұрын
Sadsomgveryvery
@manojsahoo7449
@manojsahoo7449 Жыл бұрын
Mandir padichi khali nahi to debata lo, what a lyric, unmatchable, no word to describe
@rajatbhoi9957
@rajatbhoi9957 Жыл бұрын
2023 re bi ei gita sunuchanti se mane like kara. 👍 👌 💛 😙 🥰
@thoughtsofshaan
@thoughtsofshaan 10 ай бұрын
ଗୀତିକାର ସ୍ଵରୂପ ନାୟକଙ୍କ ଏହା ହେଉଛି ଏକ ଅନନ୍ୟ କୃତି। ଏ ଗୀତ ପାଇଁ ତାଙ୍କୁ ସାରା ଓଡ଼ିଶାର ଶ୍ରୋତା ମାନେ ଚିର ଦିନ ପାଇଁ ମନେ ରଖିବେ❤❤। ଏତିକି କାମନା ଯେ ତାଙ୍କ ଅମର ଆତ୍ମା ର ସତଗତି ହେଉ। 🙏🙏
@priyacharandas7352
@priyacharandas7352 4 жыл бұрын
ଜୟଶ୍ରୀ ଜଗନ୍ନାଥ ହରେକୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ ଶ୍ରୀ ରାମ ଜୟ ରାମ ଜୟ ଜୟ ରାମ ସନାତନ ଧର୍ମର ଜୟ ଭାରତ ମାତା କି ଜୟ ଜୟ ଉତ୍କଳ ଜୟ ସାଧୁ ବୈଷ୍ଣବ ଙ୍କ ଜୟ ହେଉ ଜୟ ଜଗଦୀଶ
@birajabhakti3718
@birajabhakti3718 Жыл бұрын
ଗୀତଟି ବହୁତ ଭଲହୋଇଅଛି ❤ଏହା ସବୁବେଳେ ଭଲଲାଗିବ ❤ଗୀତିକାର ବାବୁଲାଲ ସାମଲ ଗଡ଼ପଳାଶୁଣୀ ଢେଙ୍କାନାଳ ଓଡିଶା 🙏🙏🙏
@odishabhandar3715
@odishabhandar3715 3 жыл бұрын
This is not only a film.. It's a revolution against cruelty of society.. Really it's a painful story.
@uniquegroup4358
@uniquegroup4358 10 ай бұрын
ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ, (2) ହଁ ଏହି ଚିତା ଥିଲା କାଲି ତୋ ପାଦ ଅଳତା ଏ ଅଳତା ପାଇଁ ନୀତି ଜାଳୁଥିଲୁ ସଳିତା... ଜଳେଲୁ ଜଳି ପାଉଁଶ ହୁଏ ସେ ସଳିତା ଲୋ ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ହୋ ହୋ ସଂଖାର ସିନ୍ଦୁର ତୋର ହେଲା ଆଜି ଅଙ୍ଗାର ହୋ ଜିଁବାକୁ ହେବ ତତେ ପି ପି ଜହର ହୋ ହୋ ବାହୁନି ବାହୁନି କାନ୍ଧେ ହାଏ ବାହୁନି ବାହୁନି କାନ୍ଧେ ତୋ କୂଳେ ମମତାଲୋ.. ସୀତାଲୋ ଆଜି ଜଳୁଛି ଯାହାର ଚିତାଲୋ (2) ଓଃ ଓଃ ଓଃ ଆଉ କିଏ କରିବ ଥଟା ତତେ କହି ଉଦଣ୍ଡି. ଓଃ ଓଃ ବାଟ ମଝି ଚାଲିଗଲା ଅଧବାଟେ ସେ ଭଣ୍ଡେଇ... ଓଃ ଓଃ ମନ୍ଦିର ପଡିଛି ଖାଲି ନାହିଁତ ଦେବତା ଲୋ ସୀତାଲୋ ଆଜି ଜଳୁଛି ଯାହାର ଚିତା ଲୋ (2) ସମାପ୍ତ 🙏🙏
@thebossSpeaks
@thebossSpeaks 2 жыл бұрын
This is a benchmark which an odia song should try to achive but it's our hardluck that we haven't got a song of this level... Look the expression of singing , rhythm and the unbeatable lyrics probably one of the best lyrics ever written in odia industry ❤️🙏
@Doc_man
@Doc_man 3 жыл бұрын
Historical song 4ever ,, t souri legend😍😍😍😍 Edit :- this is called "old is gold"
@sanjibpradhan7490
@sanjibpradhan7490 4 жыл бұрын
I am bangali.. but this song is my one one the favourite song... Love this song... I am also a local singer...
@jaganaik1568
@jaganaik1568 4 жыл бұрын
Thanks
@prakashnaik5066
@prakashnaik5066 4 жыл бұрын
@@jaganaik1568 aa Qqq
@bindassbj8022
@bindassbj8022 4 жыл бұрын
Thank you very much
@nirojbehera4640
@nirojbehera4640 4 жыл бұрын
❤️
@kaalbhairavashtakam7067
@kaalbhairavashtakam7067 4 жыл бұрын
Thank you sir
@bulludalnaik8522
@bulludalnaik8522 Жыл бұрын
ଏଇ ଗୀତ ଶୁଣିଲେ ଆଖିରୁ ଲୁହ ବାହାରି ଆସେ, ଆଉ କାହା କାହା ଆଖିରୁ ଲୁହ ବାହାରି ଆସେ comment re like kara
@pkparida471
@pkparida471 Жыл бұрын
2023 ❤ jau mane ei gita sunucha t sauri sir pai gote ❤ hit❤ like❤ heu guys❤❤👍👍🌹
@santoshnath578
@santoshnath578 6 ай бұрын
2024 re keumane ehi Geeta tiku sonochhanti like kariki janeiba😍👍👍 old is Gold sabubele👍😍🤞👌👌👏👏🌹❤️🤞👍👍
@prafullamohalik8080
@prafullamohalik8080 3 жыл бұрын
Satare e gita sunile akhiru luha jhari asuchhi 😭😭😭thanks a lot souri sir 🙏🙏🙏
@binatibhoi5501
@binatibhoi5501 3 ай бұрын
Ea Gita sunile mo akhire luha asijaa😢😢
@gymmmfreaks1358
@gymmmfreaks1358 4 жыл бұрын
These songs remind us golden days of odia film industry..love it always...
@RanjanSundaray-ty4vf
@RanjanSundaray-ty4vf Жыл бұрын
ବହୁତ୍ ସୁନ୍ଦର୍ ଗୀତଟିଏ। ଏ ଫିଲ୍ମ ବି ବହୁତ୍ ଭଲ ।ଅଭିନୟ ବି ସେଥିରେ ବହୁତ୍ ଭଲ ହେଇଛି ସମସ୍ତଙ୍କର।
@amareshnayak1081
@amareshnayak1081 5 жыл бұрын
Really I salute Souri Sir, it is a painfull song forever
@cherubairk6026
@cherubairk6026 4 жыл бұрын
Hi 🌹
@sujitpanigrahi6043
@sujitpanigrahi6043 3 жыл бұрын
@@cherubairk6026 ooopppppppopooooppoopoopoooooooo IP pppppp0paper
@sujitpanigrahi6043
@sujitpanigrahi6043 3 жыл бұрын
@@ⁿⁿ
@sanjeebkumarsahoo975
@sanjeebkumarsahoo975 3 ай бұрын
This is what is called master piece..... Bahut dina pare aji mu mo pilabelaku pherigali.... Thanks for making my days memorable
@biswajitdash810
@biswajitdash810 2 жыл бұрын
It's not just a song it's an emotions of Odia industry ❣️
@adityakumarparamgurumahapa3719
@adityakumarparamgurumahapa3719 6 ай бұрын
ଭାଈ ଏହି ଗୀତ ଟି ମୋର ସବୁବେଳେ ପ୍ରିୟ ହେଇରହିବ। ମୁଁ ପିଲା ଦିନରୁ ଏହି ସିନେମା ଏବଂ ଏହି ଗୀତ ଟି ସୁଣୁଚି। T. Souri sir ଙ୍କ ଏହି ଗୀତ ଟି ମୁଁ ବୁଢ଼ା ହେଇଯିବି ପଛେ ଭୁଲିବି ନାହିଁ।🎉🎉❤
@kailashchandrapadhiary5512
@kailashchandrapadhiary5512 4 жыл бұрын
Uttam Mohanty Aparajita Jodi is the best one The age is the golden age of Olywood !!!
@saumyaranjannayak4879
@saumyaranjannayak4879 10 ай бұрын
Heart ku chuila pari Gita tie❤❤❤❤❤😂😂😂😂
@debmusic2720
@debmusic2720 3 жыл бұрын
No one can match upto ds level.. Heavenly touch by T shouri Sir🙌
@padmcharnraulo6403
@padmcharnraulo6403 3 жыл бұрын
2021 ra kn kn sunara like kar 👌👌👌
@honeysharma3941
@honeysharma3941 6 жыл бұрын
ହୃଦୟ କାନ୍ଦୁଚିଏମିତି.. ଏମିତି ଗୀତ...
@susabehara6980
@susabehara6980 4 жыл бұрын
Supar gita
@honeysharma3941
@honeysharma3941 4 жыл бұрын
@@susabehara6980 mu sabu bele 😭😭
@achinta113
@achinta113 3 жыл бұрын
@@susabehara6980
@Doc_man
@Doc_man 3 жыл бұрын
@@honeysharma3941 hyy , r u a riansh fan😍😍😍😍 ?????
@tiliasahoo111
@tiliasahoo111 3 жыл бұрын
@@susabehara6980 mwjua wjwj.gjda.gjm ptw . \||《《》¡¿☆_》
@DinabandhuMuduli-d3s
@DinabandhuMuduli-d3s 9 ай бұрын
Odia ra all time Blockbuster song 🙏🙏 ଯେତେଥର ଶୁଣିଲେ ବି ଆଉ ଥରେ ଶୁଣିବାକୁ ଇଛା ହୁଏ👍👍
@sunilmishra6636
@sunilmishra6636 3 жыл бұрын
One of the best song of odia industry..Tq so much to the singer T.shourie...😘😘
@dadaakarwati
@dadaakarwati Жыл бұрын
ଟି ସୌରୀ ଙ୍କ କଣ୍ଠରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଗୀତ ଯାହା ଆଜି ପ୍ରତ୍ୟେକ ଓଡ଼ିଆ ମାନଙ୍କ ହୃଦୟ ର ଗଭୀରତମ ପ୍ରଦେଶ ରେ ଏକ ସ୍ବତନ୍ତ୍ର ସ୍ଥାନ ଏବଂ ପରିଚୟ ସୃଷ୍ଟି କରିଛି.. ନା କଣ କହୁଛନ୍ତି ❤❤
@anshumandeo8842
@anshumandeo8842 3 жыл бұрын
My most favourite odia movie ❤️❤️...I have tears in my eyes when I listen to this song ❤️
@Isha-y4c
@Isha-y4c Жыл бұрын
Aji ka date re bi e gita bahuta niara ate ❤❤❤❤❤❤😢
@BARGADIA131
@BARGADIA131 2 жыл бұрын
We 90s child are very lucky... that's was a golden period ♥️♥️♥️
@KumarPrabhat796
@KumarPrabhat796 3 ай бұрын
ଧନ୍ୟ ତୁମେ ସ୍ୱରୂପ ନାୟକ । ଯାହା ତୁମେ ଛାଡ଼ି ଯାଇଚ ।ଆଉ କେବେ ଫେରିବନି ସେ ଦିନ ।କିନ୍ତୁ ତମର ଏ ଅବଦାନ କାଳଜୟ 🎉🎉🎉🎉
@richi744
@richi744 3 жыл бұрын
That's called " OLD IS GOLD " . A big salute shure sir
@debasisnayak9046
@debasisnayak9046 3 ай бұрын
ଏଇ ଗୀତ ଯେତେ ଶୁଣିଲେବି ମ ମନ ଭରୁନି...😢🙏🙏
@funkypravat1506
@funkypravat1506 4 жыл бұрын
This song makes me cry even today...song lyrics voice everything is just awesome.
@utkalfastnews2442
@utkalfastnews2442 Ай бұрын
ପ୍ରକ୍ରୁର୍ତରେ ଟି. ସୌରୀ ଭାଇ ❤ ଆପଣଙ୍କୁ ଏହି ଗୀତ ପାଇଁ ହ୍ରୁଦୟରୁ ସାଲୁଟ୍ ଆଉ ନମସ୍କାର । ବହୁତ୍ ଚମତ୍କାର !
@sachinrout2159
@sachinrout2159 3 жыл бұрын
Swarup nayak the greatest music composer in odia industry
@ErPrinceSamirKumarSp
@ErPrinceSamirKumarSp 3 ай бұрын
ଏ ଗୀତ ର କେତେ ସୁନ୍ଦର୍ ଶୁଣିଲେ ଆଖିରୁ ଲୁହ ଚାଲି ଆସୁଛି
@lokanathsendria8618
@lokanathsendria8618 5 жыл бұрын
Mo Papa Aga Bahut Drink Karuthile Au Sei Samayare Mu Ei Gita Ta Bahut Sunithili Hele Dara Eita Thila J Mo Papa Ama Mananku Emiti Chhadi Ki Na Jauntu Hele Aaji Bahut Khusi Au Ei Gita Abe Suni Le Sei Samaya Mane Padi Jau6i
@abinashbehera8390
@abinashbehera8390 4 жыл бұрын
Beautiful song souri sir🙏🙏🙏🙏
@ErTapas-nz1vw
@ErTapas-nz1vw Жыл бұрын
ଯେପରି ଗୀତଟି ସେହିପରି ସିନେମା ମଧ୍ଯ ଅତ୍ଯନ୍ତ ଉଚ୍ଚକୋଟୀର ଏପରି ସିନେମା ଆଉ ଦେଖିବାକୁ ମିଳୁନାହିଁ କି ମିଳିବ ନାହିଁ ଏବେକାର ଗୀତ ୫ କିମ୍ବା ୧୦ ଥର ଶୁଣିଲା ପରେ ଆଉ ଇଛା ହେଉ ନାହିଁ ପରନ୍ତୁ ଏହି ପରି ଗୀତ ଦିନଯାକ ଶୁଣିଲା ପରେ ମଧ୍ଯ ଆଶା ଅଧିକ ହେଉଛି
@pupundas4763
@pupundas4763 2 жыл бұрын
T souri. You will be always be in our heart for ever for this song.
@bharatbehera8968
@bharatbehera8968 8 ай бұрын
ଏ ଗୀତ ଓଡ଼ିଆ ସିନେମା ଜଗତର ଏକ ହୃଦୟ ସ୍ପସି ଗୀତ । ମୁଁ ଯେତେବଳେ ଏହି ଗୀତ ଟି ଶୁଣିବା ମାତ୍ରେ ମୋ ଆଖି ରୂ ଲୁହ ଆସି ଯାଏ। ଅଜି ପର୍ଯ୍ୟନ୍ତ ଏ ଗିତଟିକୁ ମୁଁ ଭୁଲି ନାହି।
@anantabarada202
@anantabarada202 3 жыл бұрын
Every time I watch it,I cries.... marvelous performance,beyond words.....
@satyajitbarik9901
@satyajitbarik9901 3 ай бұрын
Hrudaya ku chuinparuthiba song 😍
@batsat11doesntbowl77
@batsat11doesntbowl77 3 жыл бұрын
When Odia Film industry and music industry were at their best
@Swarnakantaamat-xp2xk
@Swarnakantaamat-xp2xk 4 ай бұрын
Dhanya se guru kanthasilpi T sauri mun tanku koti koti naman karuchhi
@kumarchandra09
@kumarchandra09 2 жыл бұрын
Acting of Mr Uttam,Mr Raimohan,Mr Dukhiram Swain,Ms Aparajita and all Supporting Actors and Icing on the cake this SONG 👌👌👌
@birajabhakti3718
@birajabhakti3718 Жыл бұрын
Very very nice song ❤❤❤gitikar babulal samal gadapalasuni dhenkanal odisha 🙏🙏🙏🙏🙏
@sidhantdash1082
@sidhantdash1082 2 жыл бұрын
Wo din bhi kya din tha , Sunday evening dd1 ,old odia movies . feeling nostalgic....
@kathiabiswal5630
@kathiabiswal5630 8 ай бұрын
Wo din bahut accha tha Bro I Miss you my childhood
@BasantaSa-t7t
@BasantaSa-t7t Жыл бұрын
Swarup Naik sir apana nka Gita to sunichi au kandicchi bi hele apana nku kebe dekhini mo manare seita gote dukha rahigala mis you Swarup sir
@mahadevmajhi4075
@mahadevmajhi4075 6 жыл бұрын
T Sourie the most talented singer .
@mantudas2937
@mantudas2937 6 жыл бұрын
Santosh Kumar das (mantu)
@sachinrout2159
@sachinrout2159 3 жыл бұрын
Yes
@chhabijena7058
@chhabijena7058 3 жыл бұрын
@@sachinrout2159 ,,,,, ,,
@bikimeher9542
@bikimeher9542 3 жыл бұрын
Old is gold bhai
@susantakumarmaharana2847
@susantakumarmaharana2847 Жыл бұрын
Beutiful 🔥🔥 beutiful 🎉🎉
@lipunabhoi1762
@lipunabhoi1762 2 жыл бұрын
This is the most heart touching song ... What a voice Legend t.souri Sir
@BHAGABATATUNGI-qr2bu
@BHAGABATATUNGI-qr2bu Жыл бұрын
Gitikara swarup naayak and singar t souri Apananku dhanyavaad emiti sundara sangita pain. Aji bi samastanka hrudayare achhi a gita
@PAIKASAHI
@PAIKASAHI Жыл бұрын
One of the best song that ollywood industry has ever produced ❤!
@RasmikaRasmika-p1t
@RasmikaRasmika-p1t Жыл бұрын
A Gita jetiki dhukha au kandan laguchi full movie dekhiba ku au icha huani thare dekhi thili bahut kandalagila au ka😢😢😢ndilibi sebethu au dekhuni
@punammishra8396
@punammishra8396 3 жыл бұрын
🙏🙏🙏🙏 great song.. awesome singer.. legend uttam sir and aparajita mam... And all actors r fabulous 😭😭😭🙏🙏🙏🙏❣️❣️❤️❤️
@prashanthdinu8734
@prashanthdinu8734 Жыл бұрын
ହେ ସମୟ ଫରେଇଦେ ଆମର ସେ ପିଲାଦିନ 😔😔 missing those days very badly
@Ms-zf1vi
@Ms-zf1vi 5 жыл бұрын
2021re kia suniba like her
@abhipsakhuntia3080
@abhipsakhuntia3080 Жыл бұрын
Aei gita mori chhoto belu hin pasand, mo maa aei gita gae bht.. Maa ktha mane pdile mu sune aei gita.. Karana mo maa ku kuhanti bi udarndi sita 😒😒( 19 july 2023)
@deepaksamal5261
@deepaksamal5261 5 жыл бұрын
I salute t sauri sir really You are special to all singers
@sujitsatapathy6065
@sujitsatapathy6065 Жыл бұрын
କଣ କହିବି ଏ ଗୀତ. କିଛି ଭାଷା ନାଇଁ. ଯେତେ କହିଲେବି ସରିବନି. God 🙏🌹🙏
@bichitrajena6597
@bichitrajena6597 Ай бұрын
2024 kie sunucha gote like kar
@bijaykhatua7089
@bijaykhatua7089 4 жыл бұрын
lock down re Kia Kia Dekhuchha like Kara.
@rabindramohapatra6936
@rabindramohapatra6936 4 жыл бұрын
Mu dekhici bhai
@kumarsonu4u
@kumarsonu4u 10 ай бұрын
ମୁଁ 2024ରେ ବି ଶୁଣୁଛି ଓ ପସନ୍ଦ ବି କରୁଛି। ବହୁତ ବହୁତ୍ ଧନ୍ୟବାଦ୍ ସମସ୍ତଙ୍କୁ।
@kumbharpilaofficial6273
@kumbharpilaofficial6273 2 жыл бұрын
Speechless legend of odia cinema 🎥 uttam sir and aparajita mam🙏🙏🙏
@indian__bike__0999
@indian__bike__0999 Жыл бұрын
I miss you mamali
@SriHariRadhaKrishna
@SriHariRadhaKrishna 4 ай бұрын
Kya song hai yaar🔥😰👌 isko rastrapati award milna chahiyr❤️
@chandanlenka1949
@chandanlenka1949 4 жыл бұрын
2020 re e gita kie kie sunucha
MAA PARI KIE HABA | Title Song | Original Video
6:33
Reema Music Official
Рет қаралды 7 МЛН
🎈🎈🎈😲 #tiktok #shorts
0:28
Byungari 병아리언니
Рет қаралды 4,5 МЛН
«Жат бауыр» телехикаясы І 30 - бөлім | Соңғы бөлім
52:59
Qazaqstan TV / Қазақстан Ұлттық Арнасы
Рет қаралды 340 М.
Ozoda - Alamlar (Official Video 2023)
6:22
Ozoda Official
Рет қаралды 10 МЛН