Sonepur News: ସୋନପୁରନୁ ଚାଲଲା ପହେଲା ଟ୍ରେନ୍... ଲୋକ୍ ଉସତ୍ ଯେ ଉସତ୍...

  Рет қаралды 15,971

Paharaa

Paharaa

Күн бұрын

ଇତିହାସରେ ସାଖି ରହେଲା ସୋନପୁର ଜିଲ୍ଲା । ଭାରତ ସ୍ୱାଧୀନ ହେବାର୍ ୭୭ ବରଷ୍ ପରେ ଆଜି ପହେଲା ହେଇକରି ସୋନପୁର ଠାନୁ ରେଲ ଚାଲିଛେ । ସୋନପୁର ଠାନୁ ରେଲ ଚାଲବାର୍ ମୂଲ୍ ହେଇଥିବାର୍ ଲାଗି ସୋନପୁର୍ ଜିଲ୍ଲାନେ ଇହାଦେ ଖୁସିର୍ ମାହୋଲ୍ । ଆଏଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଠାନୁ ସୋନପୁର୍ ଠାନର୍ ରେଲଷ୍ଟେସନ୍ କେ ଉଦଘାଟନ୍ କରିଛନ୍ । ଉଦଘାଟନ ହେଲାପରେ ସୋନପୁର ଠାନୁ ବଲାଙ୍ଗିର ଠାନକେ ୫୦ କିଲୋମିଟର ରେଲ ଚାଲିଛେ । ପହେଲା ଥର୍ ଲାଗି ସୋନପୁର ବାସିନ୍ଦା ପୁରୀ କେ ଯିବାର୍ ଆସବାର୍ ସୁବିଧା ପାଇଛନ୍ । ଗଲା ଡିସେମ୍ବର ମାସେ ଟ୍ରାଏଲ ରନ୍ ହେଇଥିବାର୍ ବେଲକେ ବନେ ଜଲଦି ରେଲ୍ ଚାଲବାର୍ ଲାଗି ଗ୍ରୀନ ସିଗନାଲ୍ ମିଲିଥିଲା । ଇଥିର୍ ସାଙ୍ଗେ ଅବିଭକ୍ତ ବଲାଙ୍ଗିର୍- ସୋନପୁର ଜିଲ୍ଲା ଭିତରେ ଯୋଗାଯୋଗ ର ଗୁଟେ ବାଟ୍ ଫିଟିଛେ । ଯାହାକେ ନେଇକରି ବଲାଙ୍ଗିର ସୋନପୁର୍ ଜିଲ୍ଲାର୍ ଲୋକ ବନେ ଖୁସି ଅଛନ୍ ।
For more such updates, please Like, Comment, and Share our videos and Subscribe to our KZbin channel.
Contacts:-
Mail- pahara24x7@gmail.com
Facebook- / paharaa24x7
KZbin- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- www.paharaa.com/
Thanks & Regards
www.Paharaa.com
#Sonepur #Odisha #News #SambalpuriNews #RailwayStation
#Odisha #Paharaa

Пікірлер: 30
@sahucreation9953
@sahucreation9953 7 ай бұрын
ପହରା ବାଲେ ବିଜେଡିର ପ୍ରଚାର କରସି ଆଜି କେନ୍ତା ଅଲଗା ଟା ଦେଖାଲେ ଯେ
@anuprashpradhan8297
@anuprashpradhan8297 7 ай бұрын
Sat katha manar katha kahidela
@davidkhamari4844
@davidkhamari4844 7 ай бұрын
😂
@dm5297
@dm5297 7 ай бұрын
💯💯💯💯
@dm5297
@dm5297 7 ай бұрын
Hethir lagi mui unsubscribe karideli
@ushakothhijangle7220
@ushakothhijangle7220 7 ай бұрын
Sabu money re bhai
@sahucreation9953
@sahucreation9953 7 ай бұрын
ତୁମର ପାଣ୍ଡୁ ଅର୍ପଣ ରଥରେ ଚାଉଳ ମାଗଲା ଆଉ ବିକି ଖାଏଲା କେନ୍ତା କରି ଯେ ଦେଖ ପହରା ବାଲେ ।
@sabitarani6363
@sabitarani6363 7 ай бұрын
ଧନ୍ୟବାଦ ରେଳ ବିଭାଗ, ଆଗକୁ ଆହୁରି ଟ୍ରେନ ଚଲେଇବା କୁ ଅନୁରୋଧ
@Bhusana77
@Bhusana77 7 ай бұрын
2024re MODI aase bar katha mui to bohut khusi love u Modi ❤❤❤❤❤
@SanataniEktaSangathan
@SanataniEktaSangathan 7 ай бұрын
Thanks Mr. Ashwini ...thanks Mr. PM
@daktar9777
@daktar9777 7 ай бұрын
ମୋଦି ପାୱାର
@kartikselma
@kartikselma 7 ай бұрын
Har har modi ...ghar ghar modi
@Debashishbagarty1053
@Debashishbagarty1053 7 ай бұрын
Prahara bjp chamcha news channel baki aji kenta bjp ra dekhale je,bahut bhal kam te amar badoshi district Sonepur lagi,love from balangir
@kameswarYouTubeExpress
@kameswarYouTubeExpress 7 ай бұрын
Welcome to odisha Subranpur district railway first Indian railway line link by Railway net work connectivity and 77 independence day 🛤️🚉🥰 After upcoming son 👉 Brahampur to Sambalpur via Ask- Bhanjangar- - phulabani new Railway line project this railway line Gopalpur TATA industry SEZ park Economy corridor project connectivity by boudha Railway station future plan Junction point Redhakhal link Ganjam district - Khandamal district Budha district Railway line upcoming son 2024- 25 yr 🛤️🚉🏗️🥰👷
@Jay_Shri-Ram091
@Jay_Shri-Ram091 7 ай бұрын
ସୋନପୁର ବାସି logo Ko Ayodhya ଧାମ pani ek ଟ୍ରେନ ମାର୍ଚ୍ଚ 17, ସମ୍ୱଲପୁର 11
@dasharathbag5417
@dasharathbag5417 7 ай бұрын
Dunguripali station stopage heu...
@hellopatelfamilysamasingha6460
@hellopatelfamilysamasingha6460 7 ай бұрын
Jay shree ram..jai ho Modi ji
@sureshmunda2095
@sureshmunda2095 7 ай бұрын
Supar👌👌👌
@hemantabhue288
@hemantabhue288 7 ай бұрын
Bhahut khushi lagu6 amku bi
@jenavlog2000
@jenavlog2000 7 ай бұрын
ସତ କଥା ମୁଇଁ ପହେଲା କରି ଦେଖଲି ଭଲ ଲାଗଲା
@SUPER-e7e
@SUPER-e7e 7 ай бұрын
ଉଦ୍ଘାଟନ ବଲି ନୁଆଁ ବଗୀ ଲଗା ରେଳ, ଦିନାଦୁ ଗଲେ ଜୁନହା ବଗୀ ଦିଆ ରେଳ ଚାଲବା
@Jay_Shri-Ram091
@Jay_Shri-Ram091 7 ай бұрын
Hahaha dogla pan Nehi chalba।।। ପହରା ୱାଲେ ହଡ କର di।।।
@goutamdani7999
@goutamdani7999 7 ай бұрын
Sundargarh re kebe heba ho modi dada
@jpofficial5440
@jpofficial5440 7 ай бұрын
Har har modi
@jpofficial5440
@jpofficial5440 7 ай бұрын
Congratulations paid media
@mrsipun741
@mrsipun741 7 ай бұрын
Sundargarh na b hau
@daktar9777
@daktar9777 7 ай бұрын
ମୋଦି ପାୱାର
Minecraft Creeper Family is back! #minecraft #funny #memes
00:26
Players vs Corner Flags 🤯
00:28
LE FOOT EN VIDÉO
Рет қаралды 18 МЛН
So Cute 🥰
00:17
dednahype
Рет қаралды 52 МЛН
Inside Magic city of China | Chongqing
21:42
Vishal Tandon
Рет қаралды 1,3 МЛН