Special Interview with Malika Researcher Pagala Baba | Malika Manthan |

  Рет қаралды 105,787

Satya Bhanja

Satya Bhanja

Күн бұрын

Пікірлер: 213
@hpatree27
@hpatree27 3 жыл бұрын
ସତ୍ୟ ଭାଇ ଆପଙ୍କୁ ବହୁତ ସାଧୁବାଦ ଓ ଧନ୍ୟବାଦ ମାଳିକା ଉପରେ ଏତିକି ସଚେତନତା ଆଣିବା ପାଇଁ। ମାଳିକା ଉଲ୍ଲେଖିତ ଭକ୍ତଙ୍କୁ ଦେଖି ଅନେକ ଖୁସି ମଧ୍ୟ ହେଉଛି ଓ ନିଜକୁ କୃତାର୍ଥ ମନେ କରୁଛୁ। 🙏 ମହାପ୍ରଭୁଙ୍କ ଆଶିଷ ଆପଣଙ୍କ ଓ ଆପଣଙ୍କ ଟିମ ଉପରେ ରହିଥାଉ🙏 ଜୟ ଜଗନ୍ନାଥ।
@arsahoo1509
@arsahoo1509 3 жыл бұрын
Satyababu where pagalababa is staying now, I want to meet him fr a spiritual negotiation pl chita
@narayandalai9799
@narayandalai9799 3 жыл бұрын
ଜୟ 🌿🚩ମାଳିକା 🚩🌿ବଚନ🌿🚩ଜୟ🚩🌿 ହନୁମାନ🌿🚩🥥🥥🍌🍌🌻🌻🍍🍎🍒🍀🚩🌿☘️🌴🌺🍀🌱🌳🌲🌻🍍🍎🍒🍀🚩🌿☘️ଜୟ 🚩🌿ଗଣେଶ🚩🌿🍌🍌🥥🥥🌳🌱🌺🌿☘️🌲🍀🍎🚩🌻🍒🚩🌿🍀🍎🌴🌺🌱
@barajabandhusahoo8401
@barajabandhusahoo8401 3 жыл бұрын
🙏Jay shree jagnnath ji 🙏
@mukteswarmohanta6465
@mukteswarmohanta6465 Жыл бұрын
ଜୟ ଭଲେନାଥ ପ୍ରଭୁ ଦୟା ରାମ ହରି ହେ ।ଜୟ ମାତା ଆଦିଶକ୍ତି ମା ୟୋଗ ମାୟା ମା ଜଗତ ଜନନୀ ।
@judhistirapradhan1669
@judhistirapradhan1669 Жыл бұрын
Jaganathbabu.jaypagalibaba.
@GaurangPradhan-bl7nm
@GaurangPradhan-bl7nm 5 күн бұрын
ଜୟ ଜଗନ୍ନାଥ ଜୟ ପଞ୍ଚଶଖା ସତ୍ୟ ଭାଇ ପ୍ରଣାମ ବାବାଙ୍କୁ ପ୍ରଣାମ
@anupamanayak8568
@anupamanayak8568 3 жыл бұрын
ଧନ୍ୟବାଦ ସତ୍ୟ ।ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ।
@prasantadas4616
@prasantadas4616 3 жыл бұрын
Fast view,,, jay jagannath 💐🙏 jay panchasakha 💐🙏 jay bhakta gana 💐🙏
@narayandalai9799
@narayandalai9799 3 жыл бұрын
ଜୟ ମାଁ ତାରା ତାରିଣୀ 🚩🚩🚩 ଜୟ ମାଁ ଡାଳ ଖାଇ 🚩🚩 ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩 ଜୟ ମାଁ ସୁଭଦ୍ରା 🚩🚩 ଜୟ ମାଁ ଗ୍ରାମଦେବୀ 🚩🚩🚩
@OdishaPortal4
@OdishaPortal4 Жыл бұрын
ଜୟ ଜଗନ୍ନାଥ ନିଶ୍ଚୟ ସତ୍ୟ..... ସବୁ କିଛି ମୋହ ମାୟା ସଂସାର କେହି ନୁହେଁ କାହାର କେବଳ ନାମ ହେବେ ସାର
@mahendrabehera5214
@mahendrabehera5214 3 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
@SashankaSekharPatel00
@SashankaSekharPatel00 3 жыл бұрын
ଆପଣଙ୍କ ପ୍ରଚେଷ୍ଟା ଅତି ପ୍ରଶଂସନୀୟ ଯାହା ଶବ୍ଦରେ ବି ବର୍ଣ୍ଣନା କରିଲେ ମଧ୍ୟ କମ ହେବ।#SatyaBhanja । ଜୟ ଜଗନ୍ନାଥ ।।ଜୟ ମାଁ ସମଲେଶ୍ଵରୀ 🙏🙏🙏🙏
@BijayaMohanta-s1j
@BijayaMohanta-s1j 16 күн бұрын
❤💐ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 💐🙏🏻
@hpatree27
@hpatree27 3 жыл бұрын
କେବଳ ପଶ୍ଚିମ ଓଡ଼ିଶାରେ ମାଳିକା ବର୍ଣିତ ପୀଠ ଓ ଭକ୍ତଙ୍କ ବିଷୟରେ ଜାଣିବା କୁ ଇଚ୍ଛା। ଆପଣଙ୍କ ଏଥିପାଇଁ ଅନୁରୋଧ ରହିଲା ଟିକେ କେମିତି ଆପଙ୍କୁ ସୁବିଧା ହେବ ଟିକେ ଦେଖିବେ। 🙏🙏
@narayandalai9799
@narayandalai9799 3 жыл бұрын
ମାଳିକା🚩🌴 premiku 🌴🚩କୋଟି 🌴🚩କୋଟି🚩🌴 pranam🙏🙏🙏..........
@madanmishra9916
@madanmishra9916 3 жыл бұрын
Jay Jagannath. Jay kalki madhav. Jay panchasakha🙏🙏🙏🙏. Pranam pandit ji
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କଳକୀ ଜୟ ଜୟ ଜଗନ୍ନାଥ ଜୟ
@sushamarout1414
@sushamarout1414 3 жыл бұрын
ସତ୍ୟ ଭାଇ ଆପଣଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ଆପଣଙ୍କ ର ଏଭଳି ଅଭିନବ ପ୍ରୟାସ କୁ ଅନେକ ଅନେକ ସାଧୁବାଦ।
@sangramnanda8322
@sangramnanda8322 3 жыл бұрын
ଜୟ ଜଗନ୍ନାଥ ଅମବାଶ୍ୟା ସଂଙ୍କରାନ୍ତି ପ୍ରତେକ 3ବର୍ଷ ରେ ଥରେ ପଡି ଥାଏ ଏଥିରେ ନୂଆଁ କଥା କଣ କୋ ଆବାହାନ କାଳରୁ ପଡି ଆଶୁଛି
@sushamarout1414
@sushamarout1414 3 жыл бұрын
ଜୟ ଜଗନ୍ନାଥ
@sarojinijena4751
@sarojinijena4751 3 жыл бұрын
ପଞ୍ଚସଖା ସହ ଚୈତନ୍ୟ ମହାପ୍ରଭୁ ତଥା 4ଯୁଗର ଭକ୍ତ ମାନେ ସବୁ ଜନ୍ମଗ୍ରହଣ କରିଛନ୍ତି କାରଣ ପ୍ରଭୁ ସବୁ ଯୁଗରେ କଳା ନେଇ ଆସନ୍ତି କିନ୍ତୁ ଏଯୁଗରେ ପ୍ରଭୁ ସ୍ଵୟଂ ଜନ୍ମଗ୍ରହଣ କରିଛନ୍ତି ଜୟଶ୍ରୀ ଜଗନ୍ନାଥ ଜୟ
@soumyadas9951
@soumyadas9951 3 жыл бұрын
You are absolutely right Mam. Nischaya sabu ghatana mana ghatuchi au ghatiba madhya. Bhakt mane sabu hint pai sarileni. JAY JAGANNATH SWAMI........
@prasadmajhi5559
@prasadmajhi5559 3 жыл бұрын
🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚 ସୁନ୍ଦର ଅମୃତ ରସ ମହିମା 🌹 ସତ୍ୟ ସନାତନ ମହାଶୁନ୍ୟ ଗୁରୁ ଶରଣ 🗽
@gourangapanda7884
@gourangapanda7884 Жыл бұрын
Jai jagannaatha jai panchasakha trahimam Srihari narayan rakhya kara prabhu 🙏🏻 pranam baba satya bhai 🙏🏻
@monishamohanty5632
@monishamohanty5632 3 жыл бұрын
Pagala baba nira baba Bhala bhabare bujauchanti tanka pakhare bahut gyana achi
@L6376-d9h
@L6376-d9h 3 жыл бұрын
Thanks bhai🙏🙏🙏🙏🙏 Jay Jagannath swami nayana patha gami bhava tumein 🙏🙏🙏❤️
@narayandalai9799
@narayandalai9799 3 жыл бұрын
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲 ଜୟ ହନୁମାନ 🚩🚩🌲🌿☘️🌳🌱🌺 ଜୟ ପଞ୍ଚସଖା 🚩🚩🌳🌿☘️🌲🌱 ଜୟ ଦାଉ ମହାରାଜା 🚩🚩🌿🌿🌲🌱 ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱 ଜୟ ସୁଦର୍ଶନ 🚩🚩🌲🌲🌺🌺 ଜୟ ପତିତ ପାବନ ବାନା 🚩🚩
@biswanathchoudhury5362
@biswanathchoudhury5362 3 жыл бұрын
JAY JAGANNATH JAY PACHA SAKHA JAY SATYA BHAI 🙏🎆💥🙏🎆💥🙏🎆💥🙏🎆💥🙏🎇💥
@JituEntertainment99
@JituEntertainment99 3 жыл бұрын
Jay pancha sakha swami 🌷🙏🙏🙏 Jay jagannatha swami 🌷🙏🙏🙏 Satya Apananku sadhúbad🌷🙏🙏🙏
@subashjena489
@subashjena489 3 жыл бұрын
Jay Jagannath swami Nayan patha gami bhaba tume
@neerennayak7417
@neerennayak7417 3 жыл бұрын
ଜୟ ଜଗନ୍ନାଥ ଜୟ ମାଳିକା ଜୟ କାଳିମା ଜୟ ପଞ୍ଚସଖା
@basantinayak5912
@basantinayak5912 2 жыл бұрын
ଜୟ ପଞ୍ଚସଖା 👏👏👏👏👏ଜୟ ସ୍ୱୟଂ ପ୍ରଭୁ ପାଗଳା baba👏👏👏💐ଜୟ ସତ୍ୟ ଭଞ୍ଜ ବବୁ 🙏🌳ଜଗନ୍ନାଥ ପ୍ରଭୁ ଆପଣକୁ ଶକ୍ତି ଦିଅନୁ ମାଳିକା ଭକ୍ତଙ୍କୁ ଏକତ୍ରିତ କରିବା ଲାଗି 👍ଜୟ ଜଗନ୍ନାଥ 🙏🙏🙏🙏🌳
@nrusinghbarik7083
@nrusinghbarik7083 3 жыл бұрын
Jay Jagannath swami 🙏🙏🙏 jay panchsakha 🙏🙏🙏🙏 jay pagela baba 🙏🙏🙏
@ranjanbehera.1165
@ranjanbehera.1165 3 жыл бұрын
20,25ବର୍ଷ ତଳେ ଯେତେ ସଂଖ୍ୟା ରେ ବଙ୍ଗାଳଦେଶୀ ଶରଣlଥୀ ଥିଲେ ଆଜିର ସମୟ ରେ 10ଗୁଣ ବଡ଼ି ଗଲେଣି ନେତା, ସରକାର ଙ୍କ ସହଯୋଗ ରେ ଆଧାର କାର୍ଡ, ରଶନ, ଭୋଟର କାର୍ଡ ମଧୀୟ ମିଳିଯାଇଛି, ଆମର ଯୋଜନାରେ ସେମାନେ ମଧୀୟ ସୁବିଧା ପାଉଛନ୍ତି, ଏହା ପାଇଁ ସ୍ୱର ଉଠେଇ ବାର ସାହସ କାହାର ନାହିଁ ଧନ୍ୟ.ହିନ୍ଦୁ ଭାଇ ଙ୍କ ନିଜ ଭାଇ ଯଦି ହାତେ ଜମି ଅଧିକ ଦାବି କରେ ତାହାଲେ ହାଣl କଟା କୋଟ ପର୍ଯ୍ୟନ୍ତ କଥା ଚାଲୁଚି ହେଲେ1947ରେ ପାକିସ୍ତାନ ବଙ୍ଗାଳଦେଶ ଅଧା ଅଧା ଭାରତ ର ନେଇ ଗଲେ ଏବେ ର ଭାରତ କେବଳ ହିନ୍ଦୁ ମାନଙ୍କ ପାଇଁ ଥିଲା, ମାତ୍ର କିଛି ହିନ୍ଦୁ ସଡ଼ଯନ୍ତ୍ରକରି ନେତା, ଧର୍ମ ଗୁରୁ ମାନଙ୍କ ପାଇଁ ଆଜି ଭାରତ ରେ 3କୋଟି ମୁସଲିମ 34କୋଟି ରେ ପହଂଚି ଗଲେଣି +ବାଙ୍ଗଲାଦେଶୀ ମଧୀୟ ଅଧିକ ହେଲେଣି. ଏହା କୁ ନେଇ କଣସି ନେତା, ଧର୍ମ ଗୁରୁ, ମେଡ଼ିଆ ସଂଗଠ ର କିଛି କେହି ଆନ୍ଦୋଳନ ବା ହିନ୍ଦୁ ସୁରକ୍ଷା ପାଇଁ ଜାଗ୍ରତ ପ୍ରକାଶ କରୁନାହାନ୍ତି, ସମୟ ଆସିବ ଦେଶ ରୁ ପୁଣି ଅଧା ବା ପୁରା ମୁସଲିମ ଙ୍କ କବ୍ଜାରେ ଆସିଯିବ.
@bandanamuduli5639
@bandanamuduli5639 3 жыл бұрын
Jay jagannath Jay panchasakha.baba apanaku mora pranam
@sulochanabarik7265
@sulochanabarik7265 2 жыл бұрын
💐🌺🙏 Jay jagannatha, 💐🌺💐🌺 🌺💐🙏 Jay panch Sakha 🙏🌺💐 Jay mahapurush achyutaya namah 🙏🌺💐
@manoranjansenapati-jh5wo
@manoranjansenapati-jh5wo 4 ай бұрын
Jai jagannath Jai panchasakha 🚩🚩🚩🚩🚩🌴🌴🌴🌴🌴
@rajeshkaran7941
@rajeshkaran7941 3 жыл бұрын
Satya bhanja tuma na b thiba malikare tuma upare mahapurusa mananka krupa achhi
@BasudevPaikray
@BasudevPaikray 2 ай бұрын
Satya. Sirnku. Many. Many. Thanks
@kshamamayeeswain2095
@kshamamayeeswain2095 3 жыл бұрын
Jay jagannath Jay pancha Sakha Jay pagala baba. Ananta koti pranam 🙏🙏🙏
@ladukishorepadhy144
@ladukishorepadhy144 3 жыл бұрын
🙏ଯାଅ ,ଜାଣିଦ-ଜିଣିବ ।ଗବେଷଣା କରିବାକୁ ଆହୁରି ଅନେକ କିଛି ବାକିଅଛି ।ତାପରେ ମନକୁ ଜଣାଇବ ।🙏
@narayandalai9799
@narayandalai9799 3 жыл бұрын
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ🚩🌴 ରାମ🚩🌴 ହରେ 🚩🌴ହରେ 🚩🚩🚩🚩🚩ରାଧେ🚩🌴 ରାଧେ 🌴🚩ରାଧେ🚩🌴 ରାଧେ 🚩🚩🚩🚩🌳🌲☘️🌻🌲🌲🌲🌴☘️🌳🌱🌴🍀🌿🌿🌿🌿🌲
@souvagyaranjanmallik8943
@souvagyaranjanmallik8943 2 жыл бұрын
Jay Jagannath 🙏🙏🙏 Jay panchasakha 🙏🙏🙏
@anilprasadsamal1052
@anilprasadsamal1052 3 жыл бұрын
ଜୟ ସନାତନ ଧର୍ମ କି ଜୟ ଜୟ ଶ୍ରୀ ଗୁରୁସ୍ବାମୀ
@satyajitbhakti8458
@satyajitbhakti8458 3 жыл бұрын
ଜୟ ପଞ୍ଚସଖା🙏🙏🙏🙏🙏
@prashantkumarprashant456
@prashantkumarprashant456 3 жыл бұрын
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@narayanpandab7799
@narayanpandab7799 3 жыл бұрын
ସତ୍ୟଭାଇ ମାଳିକା କଥା ସତ୍ୟ ହେବ
@monishamohanty5632
@monishamohanty5632 3 жыл бұрын
Balia baba nka pakhaku bi aasantu
@narayandalai9799
@narayandalai9799 3 жыл бұрын
ଜୟ 🌿🚩ମାଳିକା 🚩🌿ବଚନ🌿🚩
@saratakumarsahoo342
@saratakumarsahoo342 3 жыл бұрын
ସତ୍ୟଭାଇ, ଆପଣ ଯୁଗପ୍ରଳୟ ର ସମୟ ଜାଣିବା ପରେ ତାକୁ ସମାଜର କି ଉପକାରରେ ଲଗାଇବେ?
@basantbisoi916
@basantbisoi916 Жыл бұрын
ଦୟା ମୟ ଦୟା କରନ୍ତୁ
@kanha7255
@kanha7255 3 жыл бұрын
Jay Jagannath🙏Jay Panchasakha🙏
@bighneswarmohanty2760
@bighneswarmohanty2760 3 жыл бұрын
ଜୟ ଜଗନ୍ନାଥ 🙏🙏🙏
@sadashibamohanty4394
@sadashibamohanty4394 3 жыл бұрын
Baba jaha kahile sabu satya
@rameshlenka9762
@rameshlenka9762 3 жыл бұрын
Jay jagannath Jay panchasakha 🙏🙏
@chhabilalbariha8985
@chhabilalbariha8985 Жыл бұрын
Baba koti Pranam
@biswabhusanrath2814
@biswabhusanrath2814 3 жыл бұрын
Dhanyabad Satyababu. Pagal Babankara bani ati nirata satya. Jay Jagannath. 🙏🙏🙏🙏
@prakasnayak1828
@prakasnayak1828 3 жыл бұрын
Satya bhai apananku dhanyabad. Ajira duniare apna thik Marga ku anibaku sundar chesta karuchanti. Jagarnathanka asirbad sabubele rahu
@bisudj6732
@bisudj6732 9 ай бұрын
Jay Shri Ram Jay Jay Shri Ram Jay Jagannath
@Si_pu310
@Si_pu310 3 жыл бұрын
ଜୟ ଗୁରୁଦେବ 🙏🙏🙏। ଜୟ ପଞ୍ଚସଖା 🙏🙏🙏 ସତ୍ୟ ବାବୁ ମୋର ଆପଣଙ୍କୁ ବ୍ୟକ୍ତିଗତ ଅନେକ ଶୁଭେଚ୍ଛା। ପାଗଳା ବାବା ଙ୍କ ସହିତ ମୁହାଁ ମୁହିଁ । ଆପଣଙ୍କ ଦୂରଦର୍ଶନ ପ୍ରଣାଳୀ ରେ ମନକୁ ଛୁଇଁବା ଭଳି ବିଷୟ । ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତର କଥାବସ୍ତୁ ଉପରେ ଯେତେ ଭାସ୍ୟକାର ସେମାନଙ୍କ ର ମତାମତ ଦେଇଛନ୍ତି। ପାରିପାର୍ଶ୍ବିକ ପରିସ୍ଥିତି ଅନୁସାରେ ପାଗଳା ବାବାଙ୍କ କଥା INCREDIBLE . ଏବଂ ପାଗଳା ବାବା ମଧ୍ୟ । ଜୟ ଜଗନ୍ନାଥ 🙏🙏🙏।
@SatyaBhanja
@SatyaBhanja 3 жыл бұрын
🙏
@manojkumarnayak1678
@manojkumarnayak1678 3 жыл бұрын
Jay jagannatha
@narayanpandab7799
@narayanpandab7799 3 жыл бұрын
ସତ୍ୟ ଭାଇ ଜଗନ୍ନାଥ ମନ୍ଦିରରେ ଯେଁଉ ସାଠିଏ ପାଉଟି ଯେ ଏବେ ଓଜନ ର କେତେ
@susilkhatua9481
@susilkhatua9481 3 жыл бұрын
Jay prabhu sunyabasi
@skygod2926
@skygod2926 3 жыл бұрын
Jay Jagannatha Jay gurudev Jay panchasakha Jay achuta ram Jay shree ram ram Jay kalkiram Jay matadi Jay Sanatan Dharma Mo pranam grahan karantu 🙏🙏
@narayandalai9799
@narayandalai9799 3 жыл бұрын
jay🚩☘️ shree🌴🚩 guru☘️🚩 dev🚩☘️ jay ☘️🚩shree ☘️🚩panchasakha☘️🚩 jay 🚩☘️shree☘️🚩 hanuman☘️🚩 jay 🚩☘️shree☘️🚩 jagannath☘️🚩
@narayandalai9799
@narayandalai9799 3 жыл бұрын
pranam 🌿☘️guru ☘️🌿dev🌿☘️
@gobindajena9715
@gobindajena9715 3 жыл бұрын
ଏ ସବୁ ଘଟଣା ଘଟୁଛି ଘଟିବ ! ଏଥିରେ ବ୍ୟତିବ୍ୟସ୍ତ ନ ହେବା ପାଇଁ ଜନ ସାଧାରଣଙ୍କ ପାଇଁ କ'ଣ ସବୁ ବାର୍ତ୍ତା ଅଛି ?
@binodbhukta1125
@binodbhukta1125 3 жыл бұрын
ଅନାମ ବ୍ରହ୍ମ ଶରଣ
@sarojinijena4751
@sarojinijena4751 3 жыл бұрын
ଏମିତି ଖୋଜନ୍ତୁ ସମୟ ଆସିବ ସବୁ ର ସନ୍ଧାନ ମିଳିବ ଜୟ ଶ୍ରୀ ଜଗନ୍ନାଥ ଜୟ
@mahendragirisarbachetana.4285
@mahendragirisarbachetana.4285 3 жыл бұрын
Jay jagganath Jay panchasakha
@jagnyanarayan2795
@jagnyanarayan2795 3 жыл бұрын
Jaygurudev
@rashmitamohapatra2686
@rashmitamohapatra2686 3 жыл бұрын
ଭାଇ ସେ ତ ଏମିତି ରେ ପାଗଳ ବାବା, ଆପଣ ତାଙ୍କୁ ଏମିତି ପ୍ରଶ୍ନ ପଚାରି ଆଉ ପାଗଳ କରନ୍ତୁ ନାହିଁ 🤣🤣😂। ❤️❤️
@gitanjalimohanty8109
@gitanjalimohanty8109 3 жыл бұрын
satya babu baba satya kahuchanti
@sabitapanigrahi4406
@sabitapanigrahi4406 3 жыл бұрын
Jai Jagannath
@manoranjansenapati3394
@manoranjansenapati3394 Жыл бұрын
Pranam Baba Jai Jagannath Jai Panchasakha Jai Satya sanatan dharma
@jatingochhayat5277
@jatingochhayat5277 3 жыл бұрын
Jay jagannath swami 🙏 🌹
@sanghamitranayak4627
@sanghamitranayak4627 2 жыл бұрын
JAY Jagannath Jay panchaakhaa,Jay Pagala baba 🙏🙏🙏🔥
@sanghamitranayak4627
@sanghamitranayak4627 2 жыл бұрын
Baba angyan vumista prnam
@chandannaik8715
@chandannaik8715 3 жыл бұрын
Jay jagannatha 🌻
@rashmitamohapatra2686
@rashmitamohapatra2686 3 жыл бұрын
Best part of this video 19:18 to 20:00.
@manirajanpatra130
@manirajanpatra130 3 жыл бұрын
Jayjagannath
@saritamishra292
@saritamishra292 3 жыл бұрын
Jai jagannath swami jai pancha sakha 💐🙏💐
@tkpusharvlbdh5603
@tkpusharvlbdh5603 3 жыл бұрын
Parambrahamam 🙏
@bikasswain5647
@bikasswain5647 Жыл бұрын
Jay gajannath Jay penchakcha
@rajeswarimoharana2031
@rajeswarimoharana2031 Жыл бұрын
Paladha baba sahita Katha hua sabu chaniba.jay bholenath.jay Sri Hari
@cricksyco9078
@cricksyco9078 3 жыл бұрын
Jai maa mangala
@doelpurkayastha1163
@doelpurkayastha1163 3 жыл бұрын
Malika manthan is true
@sushamarout1414
@sushamarout1414 3 жыл бұрын
ଆପଣଙ୍କ ନମ୍ବର ଟିକେ ସେୟାର କଲେ ଖୁବ୍ ଖୁସି ହୁଅନ୍ତି।
@batapattanaik3401
@batapattanaik3401 11 ай бұрын
କାଉ ବେଶି ଚଲଖ ହୋଇ ଶେଷରେ କଣ ହେଲା । ତୁମେ ଠିକ୍ ସେଇ ଭଳି ହ,ଉଛ ,ସଭମତା ରକ୍ଷା କରି ଶିକ୍ଷାକର । ଏତଟା ଉଛୃଖଳ କହିଙ୍କି ହ ଉଚ। ଅତିଟା ଉଦ୍ବବେଗ ଦେଖେଇହବା ସୁନ୍ଦର ନୁହେଁ ।
@hasinasahu123
@hasinasahu123 3 жыл бұрын
Jay panchasakha
@motilal508
@motilal508 2 жыл бұрын
🙏🏼🙏🏼🙏🏼🙏🏼🙏🏼
@barajabandhusahoo8401
@barajabandhusahoo8401 3 жыл бұрын
🙏JAY SHREE JAGNNATH 🙏
@kaliyakumar8912
@kaliyakumar8912 2 жыл бұрын
Jay pancha sakgh
@RajendraKumar-fe1cx
@RajendraKumar-fe1cx 3 жыл бұрын
ବାବା ଯାହା ବି କହିଗଲେ ତାହା ନିରାଟ ସତ୍ୟ,,,
@simapatnaik8813
@simapatnaik8813 2 жыл бұрын
May God bless you for this Malika research work. You are a pure soul. Jaya Jagannath
@mohanrana9838
@mohanrana9838 3 жыл бұрын
Baba bahut kichi janichanti ame babanku pranam karuchu jemiti ama sankirtan ku avisapa deithile taha Abe bi mane achi abnga tasatya hin hela abenga ama kirtan hin sange sange bhangigala
@jkcreation8686
@jkcreation8686 3 жыл бұрын
ଯାହା ଘଟିବାର ତାହା ନିଶ୍ଚିତ ଘଟିବ। କରି କରାଉ ଥାନ୍ତି ସେହି ତା ବିନୁ ଅନ୍ୟ ଗତି ନାହିଁ।
@biniswain9311
@biniswain9311 2 жыл бұрын
🙏🙏🙏🙏
@narayandalai9799
@narayandalai9799 3 жыл бұрын
jay 🚩🌿shree 🚩🌿🚩🌿panchasakha🚩🌿 1 🌿🚩achutananda🚩🌿 das🚩🌿 2🌿🚩 balaram🚩🌿 das🚩🌿 3🚩🌴 jasa🌴🚩 banta 🌴🚩das🌴🚩 4🚩🌿 jagannath🚩🌿 das🚩🌿 5🌿🚩 sisu 🚩🌿anat🚩🌿 das🌴
@chittaranjanrout1083
@chittaranjanrout1083 2 жыл бұрын
Jay jagannath Jay jagannath Jay jagannath Jay jagannath Jay achyuta
@nityanandamohantynitin324
@nityanandamohantynitin324 2 жыл бұрын
Very nice
@ajayakumarsahoo3759
@ajayakumarsahoo3759 2 жыл бұрын
Jay jagganth
@binapanisatapathy8619
@binapanisatapathy8619 3 жыл бұрын
Jay jagannath 🙏🏻 🙏🏻 🙏🏻 🙏🏻
@aarttadash6653
@aarttadash6653 3 жыл бұрын
ପାଗଳା ବାବା ଙ୍କୁ ପ୍ରଣାମ
@jharanamallick3405
@jharanamallick3405 3 жыл бұрын
🙏🙏🙏 jai Jagannath swami Nayana patha gami bhaba tume 🪔🌹🪔🌺🪔🌺
@gayatreesahoo9057
@gayatreesahoo9057 3 жыл бұрын
Satya bhai namasskar
Number 1 Malika Devotee explained reality of Malika | @SatyaBhanja
34:19
Cat mode and a glass of water #family #humor #fun
00:22
Kotiki_Z
Рет қаралды 38 МЛН
So Cute 🥰 who is better?
00:15
dednahype
Рет қаралды 19 МЛН
Exclusive Interview With Gajapati Maharaja Dibyasingha Deb
52:26
Kanak News
Рет қаралды 355 М.
Wokeism: Good or Bad? || Dr.Yogi Vikashananda @ManokrantiCentre
22:58
Manokranti Centre
Рет қаралды 19 М.
Amazing Succes of King Kalki in one year @akkshyshree
22:24
अक्क्षय श्री Akkshya Shree
Рет қаралды 2,9 М.
Cat mode and a glass of water #family #humor #fun
00:22
Kotiki_Z
Рет қаралды 38 МЛН