KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Live | ମୋହନଙ୍କୁ ଦେଖୁଦେଖୁ ରାଷ୍ଟ୍ରପତି.... President Droupadi Murmu’s Odisha visit | Odia News | OTV
5:45:23
ଏବେ ଆଉ ଦିଦିଙ୍କ ପାଟିରେ ଲାଗିବନି ଆଳୁ... ପଚା ଆଳୁକୁ ମାଳ କରି ପିନ୍ଧି ରାସ୍ତାରେ ଫିଙ୍ଗୁଛନ୍ତି... Potato Issues
4:00
Deadpool family by Tsuriki Show
00:12
Learn Colors Magic Lego Balloons Tutorial #katebrush #shorts #learncolors #tutorial
00:10
Муж внезапно вернулся домой @Oscar_elteacher
00:43
Big or Small challenge 😂 Giant chocolate mushroom or small sausage? 🧐 #shorts Best video by Hmelkofm
00:29
Special Story: BJD Hits Out at Food Supplies Minister Over Shortage of Potatoes in Odisha
Рет қаралды 75,491
Facebook
Twitter
Жүктеу
1
Жазылу 11 МЛН
OTV
Күн бұрын
Пікірлер: 325
@samantasabar8157
21 сағат бұрын
ଆଳୁ ମନ୍ତ୍ରୀ ଇସ୍ତପା କରାଇ ଦିଅ
@AMITKUMAR-vx7bx
17 сағат бұрын
ଜଦି ଅନ୍ୟ ରାଜ୍ୟ ରେ ଆଲୁ ଷ୍ଟକ ରହିଛି ନବିନ ବାବୁ କାହିଁକି ରଖିଲେ ନାହିଁ ଆଲୁମନ୍ତ୍ରୀ ଇସ୍ତାପା ଦେବେ ତମକୁ ଲାଜ ଲାଗୁନି
@Funfacctt
16 сағат бұрын
Odisha re alu kebe harvest houthila je stock rahiba 😂🤣 @@AMITKUMAR-vx7bx
@Rashonkumar143
13 сағат бұрын
@@AMITKUMAR-vx7bxare bhai alu chasa pain alu mati nai
@kailashswainkailashswain6878
13 сағат бұрын
ଗୌତମ ପାଗଳଟାକି ବଙ୍ଗରେ ଆଳୁ ଅଛି ତମ ମୁଖ୍ୟମନ୍ତ୍ରୀ କେତେ ଆଳୁ ରଖି ଯାଇଥିଲେ ନୂଆ ମୁଖ୍ୟମନ୍ତ୍ରୀ ଆଳୁ ଅମଳ ପରେ ଦେବ।
@santoshkumarpanda9968
7 сағат бұрын
@@AMITKUMAR-vx7bxtuma munhaku laja nahi 😂
@DhadubandhuLenka
19 сағат бұрын
ଭାଇ ମାନେ ବିଜେପି ସରକାର ଲୋଙ୍କକ ହିତ ପାଇଁ ନୁହେଁ ପୁରା ମିଛ ଆଳୁ ମନ୍ତ୍ରୀ ଗାଲୁଆଟା
@santoshipatra7841
13 сағат бұрын
Chasa nakari alu khajuchha vai
@sukantsahu2671
20 сағат бұрын
ଆଳୁ ରେଟ କମିଵା ଦରକାର
@କଳ୍କୀ
19 сағат бұрын
ଯାହାର ଯୋଗ୍ୟତା ନାହିଁ ମନ୍ତ୍ରୀ ହେବାକୁ ସେ ହେଲେ ଯାହା ହେବ ଆଉ। ଅଯୋଗ୍ୟ ଆଳୁ ମନ୍ତ୍ରୀ ଛି ଛି
@AMITKUMAR-vx7bx
17 сағат бұрын
ନବିନ ବାବୁ ସିତଲଭଣ୍ଡାର ରେ ରଖିଛନ୍ତି ମାଗଣା ଖାଇବ ଅପେଖ୍ୟା କରିଥ
@କଳ୍କୀ
17 сағат бұрын
@AMITKUMAR-vx7bx ସେଠି ହାଣ୍ଡିଆ ରହୁଛି
@laxmi7926
15 сағат бұрын
Bjd kn 25 years hela gandi marauthila potato farming pai kn plan karithila
@କଳ୍କୀ
15 сағат бұрын
@laxmi7926 ଆରେ ଅନ୍ଧ ଭକ୍ତ 25 ବର୍ଷ ନୁହେଁ ବେ। BJP, BJD 14 ବର୍ଷ ମେଣ୍ଟ ସରକାର ଥିଲା , ସେତେ ବେଳେ ତୁ କୋଉଠି ଗାଣ୍ଡି ମରୋଥିଲୁ ବେ। ବାକି ରହିଲା 10 ବର୍ଷ ବିଜେଡ଼ି ଯାହା କରିଛି ସାରା ଦେଶରେ ନମ୍ବର୍ 1 cm ନବୀନ।
@alexanderfleming7906
15 сағат бұрын
@@laxmi7926dekhiba BJP kemity plan koruchhi, 😂😂😂 na adani hato re sobu dei debe 😂😂😂😂
@ARVINGRANJAN
13 сағат бұрын
ଅଯୋଗ୍ୟ ସରକାର ହେଲେ ଏମିତି ହୁଏ.
@PriyabrataSahu-bh7ig
17 сағат бұрын
ଆଳୁ ମନ୍ତ୍ରୀ ଆଳୁ ଯେଗାଇ ପାରୁନାହାନ୍ତି ୮ ମାସ ହେଲା 😢 ଓଡ଼ିଶା ସରକାର କ'ଣ କରୁଛି
@Arabindaroutray123
19 сағат бұрын
Galua ଙ୍କ ବାରବାଟି ଚାଷ, ଧିକ ରେ ଆଳୁ ମନ୍ତ୍ରୀ
@AMITKUMAR-vx7bx
17 сағат бұрын
24 ବର୍ଷ ର ସରକାର ବାରବାଟିରେ ଚାସ କରି ସିତଲଭଣ୍ଡାର ରେ ରଖିଛନ୍ତି ମାଗଣା ଖାଇବ ଅପେଖ୍ୟା କରିଥ
@supriyarout9457
16 сағат бұрын
Ha nabina ta kichi karini ea asiki kana sabu kama ekathare karideba 1 year ruha
@Arabindaroutray123
16 сағат бұрын
@@AMITKUMAR-vx7bx ତୁମେ ଧନୀ ଘର ଛୁଆ, କେଜି ପିଛା 52 ଟଙ୍କା ଦେଇ ଖାଇ ପାରିବ ମୁଁ ମାଗଣା ଯଦି ଖାଉଥିଲି ଏବେ 52,55 ଦେଲେ କଷ୍ଟ ହେଉଛି
@Arabindaroutray123
16 сағат бұрын
@@supriyarout9457 ଆଜ୍ଞା ସେ ଏକ ବର୍ଷ ଅପେକ୍ଷା କରିବା ଯାଏଁ କଥା କନ୍ ପାଇଁ ଯାଉଛି ଏବେ ମାର୍କେଟ ରେ ଆଳୁ ମିଳୁନି ତୁମେ ଏଇ ସପ୍ତାହ କଥା କୁହ ବର୍ଷ ପରେ ଆଳୁ ଫଳିବ କି କଣ ହେବ ସେଇଟା ଦେଖାଯିବ
@adityamallick7881
13 сағат бұрын
ଯଦି ଏତେ କଷ୍ଟ ହେଉଛି ... ଆଳୁ ଚାଷ କରି ଖାଅ... ୬ ମାସ ପୂର୍ବ ରୁ ଗତ ୨୫ ବର୍ଷ ଧରି ପୁଣି .... ଆଳୁ ଖାଇଥିବ ନା .... ଏବେ ସେୟା କର ... ଆମେ କିଡନୀ ବିକିବୁ ପଛେ ୧୦୦ ଟଙ୍କା କିଲୋ ଆଳୁ ହେଲେ ବି ଖାଇବୁ ...
@Zeroalwayszero
16 сағат бұрын
ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କଲେ ଏଇ ଅସୁବିଧା। ଆଳୁ ଚାଷକୁ କେମିତି ଓଡ଼ିଶା ରେ ବୃଦ୍ଧି କରା ଯାଇପାରିବ ସେ ଦିଗରେ ସରକାର ଗୁରୁତ୍ବ ଦେଲେ ଭଲ ହେବ। ନହେଲେ ଏମିତି ଅସୁବିଧା ବର୍ଷ ପରେ ବର୍ଷ ଲାଗି ରହିବ।
@MakuruTiu
8 сағат бұрын
ବିଧାନସଭାରେ ଆଳୁ ଚାଷ ହେଇଛି, ମାଗଣା ଖିଆ ମାନେ ନେଇ ଆସନ୍ତୁ
@sadanandasahoo9629
12 сағат бұрын
୨୫ବର୍ଷ ବିଜେଡି ଓଡ଼ିଶାରେ ଶାସନ କଲା କୃଷିରେ ପୁରସ୍କାର ପାଇଲା ହେଲେ ଓଡ଼ିଶାରେ ଆଳୁ ଉତ୍ପାଦନ କରି ପାରିଲାନି, ଏବେ ଚିତ୍କାର କରୁଛି ବିଜେଡି, ଏହାଠୁ ଦୁଃଖର ବିଷୟ କଣ ଥାଇପାରେ.
@harekrushnabehera3138
10 сағат бұрын
ସତରେ ଏଥିପାଇଁ ବିଜେଡି ସରକାର ସମ୍ପୂର୍ଣ୍ଣ ଦାୟୀ । ଆଜିର ଅପରିଣାମଦର୍ଶୀ ବିରୋଧୀ ଦଳ ଏକଥାକୁ ବୁଝି ପାରୁନି କେମିତି ? ୨୫ ବର୍ଷ ଚାଲିଗଲା , ଓଡ଼ିଶାରେ ଆଳୁ ଚାଷ ହୋଇପାରିଲା ନାହିଁ ।😢
@tilottamamohanta8117
10 сағат бұрын
Asubidha ta kichi hei nathila
@harekrushnabehera3138
10 сағат бұрын
@tilottamamohanta8117 ଠିକ୍ ଠିକ୍ ଯେପର୍ଯ୍ୟନ୍ତ ଅସୁବିଧା ହୋଇନଥିବ ଆମେ ଏମିତି ମାଗି ମାଗି ଖାଉଥିବା ।
@pradeepkumarpanda7626
9 сағат бұрын
@@tilottamamohanta8117 Tame kana 12 -13 barsa tale janma hei nathila? Duithar Nabin sarkar bele alu rate 100/- chhunthila.
@aditya_das_343
5 сағат бұрын
CHALI NA JANI BATARA DOSHA. Past ku dhari Basile hebani, mala loka gala, tame Abe Kan kariba se katha kuha ?
@sudhirkumar-zr8cl
16 сағат бұрын
ବିରୋଧୀ ବାଲା ଛୋଡ଼ି ପକେଇବ ,ବିରୋଧୀ ହିଁ ରାଜନୀତି ଖେଳିବା ପାଇଁ ଏ ପ୍ରହସନ ଚାଲୁଛି ।
@status4u316
15 сағат бұрын
Andha bhakta
@kalucharanpatra5767
13 сағат бұрын
ବିଜେଡି ବିଧାୟକଙ୍କୁ ଲାଜ୍ଜ ଲାଗିବା କଥା
@krushnachkendu6571
16 сағат бұрын
ନିଜ ଘର ବାଡ଼ିରେ ଆଳୁ ଲଗାଅ କାହିଁକି ସରକାର କୁ ମାଗିବା
@deepakmishra3932
8 сағат бұрын
First nije started karantu
@achyutbag4614
8 сағат бұрын
To ghare karibi
@waterlife2998
14 сағат бұрын
ଆଳୁ ମନ୍ତ୍ରୀ ର ଗର୍ବ ଯୋଗୁ ଏମିତି ହେଉଛି
@DusasanDwari
20 сағат бұрын
ଆରେ ଶଳା ଆଳୁ ମତ୍ରୀ ପାତ୍ର ତ ଘରେ ଟ୍ରେନ ରଖିଛୁ କିରେ ଅଲାଯୁଗ BJP 5 ବର୍ଷ ଯଦି ରହିବ ଓଡିଶା ର ଲୋକେ କାଙ୍ଗାଳ ହେଇଯିବେ
@PramodGuru-el7hp
20 сағат бұрын
ନବୀନ ପଟ୍ଟନାୟକ ଙ୍କ ର ଚିଠି କଣ ହେଲା
@nirmalyapanda2911
20 сағат бұрын
Bhai cm ku question karo nabin sir ku nuha
@rasmiranjanmohanta1875
15 сағат бұрын
Jaha kole Naveen to CM kolo ni Naveen sirnku
@srinibasdash1958
14 сағат бұрын
କଂଗ୍ରେସ ,bjd ଉଭୟ ଦଳ ମମତା କୁ ମାନାକଲେ। ଓଡ଼ିଶାରେ bjp sarakar ।
@shibanandaranashiba5381
14 сағат бұрын
ନବୀନ ପଟ୍ଟନାୟକଙ୍କ ସରକାର ଥିଲେ ଅଲଗା କଥା। ବର୍ତମାନ ର ଓଡ଼ିଶା ସରକାର ବିଜେପିର । ତେଣୁ ବିଜେପି ସହିତ ମମତା ବାନାର୍ଜୀ ର ସରକାର ଭଲ ନୁହେଁ। ବିଜେଡି ସହିତ ଭଲ ହେଲେ ମଧ୍ୟ ବିଜେପି କୁ ଆଳୁ ଦେବନି। କାରଣ, ନବୀନ ପଟ୍ଟନାୟକ ର ଧର୍ମ ଭଉଣୀ ମମତା ବାନାର୍ଜୀ ହେଲେ, ନରେନ୍ଦ୍ର ମୋଦୀ ର ବଡ଼ ଶତ୍ରୁ। ଆଳୁ ମିଳିବ କେମିତି।
@ସାଧାରଣଜନତା-ର9ଥ
14 сағат бұрын
ଆଳୁ ପାଇ ଓଡିଶାରେ ବିଜେପି ସରକାର ବୁଢିବ
@omprasadmishra3641
7 сағат бұрын
Loka sarkar cheng kare engine aani chante Modi ka chaina engine Mohan Majhi old stok iengine ooo Krusna chandra patra 2 big old stok engine 😂😂😂😉🤣🤣
@bijaysahoo2341
17 сағат бұрын
Engine Double hele kana hela Engine ra power nahin
@nilakantkara6591
17 сағат бұрын
ଆରେ ଓଡ଼ିଆ ଭାଇମାନେ ଏତେ ବୋକା ନ ହଇ ବାରିପଟେ ଆଳୁ ଲଗାଅ ଅନ୍ୟ କୁ କାହିଁକି ହାତ ପତେଇବା ଅମେଚାହ୍ନିଲେ ସବୁହବ ନା b j p ନା b j d ନା କଂଗ୍ରେସ ଦଳ କେହି କାହାକୁ ପଚାରିବେ ନାହିଁ କଷ୍ଟ କଲେ କୃଷ୍ଣ ମିଳେ ଏ କଥା କେମିତି ଭୁଲି ଯାଉଚ jai jagannath
@pravkakarnayak9117
17 сағат бұрын
Jay Jagannath. Right bro
@rasmiranjanmohanta1875
15 сағат бұрын
Sabu jaga re huee ni bhai aame bhut logeichuhu but heu ni
@sibaprasad7528
12 сағат бұрын
Hn ba jaha market re milani sabu barire lagei pakeibu na tu Manyabara alu manti 2 acer khande jaga dei chanti bodhe tate to bari pachhare
@sudhirkumar-zr8cl
16 сағат бұрын
ଏଇ ଆଳୁ ପ୍ରସଙ୍ଗ ରେ bjd ର ମନ୍ତ୍ରୀ ଦାମୋଦର ରାଉତ କହି ଥିଲେ ତାଙ୍କୁ ଡାଇବେଟିସ ସେ ଆଳୁ ଖାଉ ନାହାନ୍ତି ,ଓଡ଼ିଶା ବାସି ଆଳୁ ନ ଖାଇଲେ ମରି ଯିବେନି , ଆଳୁ କୁ ନେଇ ଏ ହାରାମି ନେତା ସବୁ ବେଳେ ଫେଲ୍ ଯାଉ ସରକାର ଆସୁ ସବୁ ଫେଲ ।
@mithunelmajhi5349
13 сағат бұрын
ଆଳୁ ମନ୍ତ୍ରୀ
@shubharantkumarrath4799
7 сағат бұрын
ପୂର୍ବ ସରକାରଙ୍କ ଆଳୁ ପିଆଜ ମିସନ ଜିନ୍ଦାବାଦ😊
@priyankabiswal8116
10 сағат бұрын
ବିଜେପି ଯାହା କରିବା କଥା କରିସାରିଛି ଆଉ କିଛି କରିବା ଦରକାର ନାହିଁ 1- ସୁଭଦ୍ରା ଯୋଜନା 2- ଚାରିଦ୍ୱାର ଖୋଲିବା ଆଉ କଣ ଦରକାର 😄
@RajeshBaral-t4y
20 сағат бұрын
ତୁ ହେଲୁନୁ ଆଳୁ ମନ୍ତ୍ରୀ
@SantoshParida-n8o
10 сағат бұрын
Right 😂
@swarnapravarout7789
12 сағат бұрын
ୟେ ସବୁ ବିଜେଡି ର ଖେଳ. ଆଉ ମମତା ସହିତ ମିଶି ଓଡ଼ିଆ ଜନତାଙ୍କ ଆଳୁ ଖାଉଟି ପ୍ରତି ବିଜେଡି ରାଜନୀତି ହିସାବରେ ପ୍ରତିଶୋଧ ନେଉଛି. ଓଡ଼ିଆ ଜନତାଙ୍କ ପ୍ରତି. ଜୟ ଜଗନ୍ନାଥ
@dibyaranjan7480
19 сағат бұрын
ଓଟିଭି ବିଜେପି ଠୁ ଦୁରେଇ ଜାଉଛି କି ?
@कृष्णाजी-द6घ
18 сағат бұрын
Hn bro 😂😂😂😂
@asmanoranjanyoutubechannel3564
16 сағат бұрын
Hn OTV bala bi jani paruchhi BJP SARKAR heuchhi michhua sarkar bali
@achyutbag4614
8 сағат бұрын
Durei jibani subu thire bjp fail maruchhi
@IRONFIST1580
12 сағат бұрын
Double engine sarkar zindabad
@KhirodDash-o6o
6 сағат бұрын
ବିରୋଧି ମାନଙ୍କ ର କଥା ବଡବଡ
@niteshnaik5514
14 сағат бұрын
BJD 25 barsa ra sarkar re rahila ketoti cold storage karichhi jaha samasya houchhi sabu BJD pain houchhi
@suchitrabeheratingadha
19 сағат бұрын
ଆଳୁ ବିକି ସୁଭଦ୍ରା ଯୋଜନା ଦେବେ ,ମୋହନ ମାଛି,n ହେଲେ ସେ ପଇସା କୋଉଠୁ ଆଣିବ ଦେବ,n ହେଲେ ଜନସାଧାରଣ ତାକୁ ମନ୍ତ୍ରୀ ପଦରୁ ହଟେଇ ଦେବେ,ସେଥି ପାଇଁ ମୋହନ ମାଛି ଆଳୁ ରେଟେ ବଢେଇ ଦେଇଛି
@surajitjana7671
5 сағат бұрын
BJD ସରକାର ଥିଲା ବେଳେ ଆଳୁ ୫୦ ଟଙ୍କା ପିଆଜ ୧୨୦ ଟଙ୍କା ହୋଇଥିଲା ଏକଥା ଆମର ବି ମନେ ଅଛି
@mrs7346
15 сағат бұрын
ଏଟା ତ ପୂର୍ଣଚନ୍ଦ୍ର ହିଷ୍ଟ୍ରିୟା 😂😂
@user-vc8nv3uo4d
18 сағат бұрын
Mamta benerji dirty politics karuchhi
@HaldharMahanta
10 сағат бұрын
ନିଜ ବାଡ଼ିରେ ଆଳୁ ଚାଷ କର, କାହାକୁ ମାଗିବାକୁ ପଡ଼ିବ ନାହଁ, ପୁଣି ରେଟ ବଢ଼ିଲେ ଅସୁବିଧା ହବନି।
@sheshadevbarik2972
7 сағат бұрын
ଅଯୋଗ୍ୟ ସରକାର
@RAJAKISHOREBEHERA-nk9mm
12 сағат бұрын
ଆଳୁ ଅଵେଵସ୍ଥା ପାଇଁ ବିଜେଡି ଦାୟି
@kailashswainkailashswain6878
13 сағат бұрын
ଆଳୁ ବଙ୍ଗଳାରେ ଅଛି ତମମୁଖ୍ୟମନ୍ତ୍ରୀ ଗଲାବେଳେ କେତେ କୋଲଡ ଷ୍ଟୋରରେ ରଖିଥିଲେ।ମୋହନ ଆଳୁ ଅମଳ ହେଲେ ଆଣିବ ନା ଆଳୁଜନ୍ମ କରିବ।😊
@RajuChandi-gp8fc
14 сағат бұрын
Jay jagannath Jay BJD
@musicon5982
12 сағат бұрын
ଆଉ କଣ ବିଜେଡି ବେଳକୁ ଆମ ଓଡ଼ିଶା ର ଲୋକ ବହୁତ୍ ଭଲ ରେ ଥିଲୁ ନା କଣ? ବୋଧେ କେହି ବି ଦାଦନ ଯାଇ ନା ଥିଲେ ୨୪ ବର୍ଷ ଭିତରେ
@ashokkumardas6003
12 сағат бұрын
ଅଯୋଗ୍ୟ ରାଜ ନିତୀ ଛି ଛି କି ଶନି ରାହୁ ପଡ଼ିଛି
@rakshakarsahu356
11 сағат бұрын
You are right sir
@biswojitjena6985
5 сағат бұрын
ଭାଇମାନଙ୍କୁ ମୋର ଗୋଟିଏ ପ୍ରଶ୍ନ ବିଜେଡି ସରକାର ଥିଲା ବେଳେ 240 ଶିତଳ ଭଣ୍ଡାର ଗଲା କୁଆଡେ ପ୍ରତି ବ୍ଲକରେ କରିବା ପାଇଁ ବିଲ୍ ହେଇଥିଲା ଟଙ୍କା ଗଲା କୁଆଡେ ଅଛି କିଛି ଉତ୍ତର 2ଟା ଲାଟିନ ରେ 4200 କୋଟି ଟଙ୍କା ଖର୍ଚ୍ଚ😂😂😂😂
@trilochandhada21
9 сағат бұрын
ଆରେ ଗୋଦି ମିଡ଼ିଆ ଖାଲି ଆଳୁ ଗୋଟେ ପ୍ରସଙ୍ଗ ନୁହେଁ ଏମିତି ବହୁତ୍ କିଛି କଥା ଅଛି ଯେ ଯେଉଁ ଥୀରେ dobule ଇଞ୍ଜିନ କାମକୁ ନୁହେଁ 😂😂
@Chandan.....2682
10 сағат бұрын
ତମକୁ କିଏ ମନା କରିଛି cold storage କରିବା ପାଇଁ ନାଁ ଆଳୁ ଚାଷ କରିବା ପାଇଁ, ସବୁ ଗପ ଚାଷ ଆମର ଏଠି ଖାଲି କାଗଜ କଲମ ରେ ହୁଏ
@swarnapravarout7789
12 сағат бұрын
ନବୀନ ଚିଠି 5 ମାସ ହେଲା ମମତା ପାଖରେ ପହଁଛି ନାହିଁ 😊😊😅, ସେଥିପାଇଁ ରାଗି ପୁଣି ଆଳୁ ଛାଡୁନାହିଁ.
@biswadeepak1
19 сағат бұрын
Centre re BJP and Odisha re BJD darkar!!!
@swarnapravarout7789
12 сағат бұрын
ଆଉ ଗୋଟେ କଥା. ନବୀନ ପଟ୍ଟନାୟକ ଫୋନ କରିଥିଲେ. ପୁଣି ଏଭଳି କଣ ହେଲା. ନବୀନ କଥା କୁ କାଟିଦେଲେ 😅😊😊
@sadanadsahoo7706
11 сағат бұрын
ସରକାର,ଛିଛିଛି
@Dalai143
18 сағат бұрын
ତୋମେ ଆଉ ତୁମ ସରକାର କଥା ହୋଇକି ଆଳୁ ଆଣିପାରୁଛ ମାନେ ନାଟର ଗୋବର୍ଦ୍ଧନ ବି ତୋମେ ହିଁ, କିନ୍ତୁ ଦୟାକରି ପଶ୍ଚିମବଙ୍ଗ ଆଳୁ ଉପରେ ଆଉ ନିର୍ଭର କରନି, ଶୀଘ୍ର ଶୀତଳଭଣ୍ଡାର ବୃଦ୍ଧି ପାଇଁ ପଦକ୍ଷେପ ନିଅ ଏବଂ ଚାଷୀମାନେ ଯେମିତି ଆଳୁ ଅଧିକ ଉତ୍ପାଦନ କରିବେ ସେଥିପ୍ରତି ଧ୍ୟାନ ଦିଅ, ଓଡିଶାରେ କୋରାପୁଟ, କଳାହାଣ୍ଡି, ଗଞ୍ଜାମ ଭଳି ଅନେକ ଜିଲ୍ଲା ଅଛି ଯୋଉଠି ପ୍ରଚୁର ଆଳୁ ଚାଷ କରାଯାଇ ପାରିବ.
@pravkakarnayak9117
17 сағат бұрын
Right bro
@satyabratanayak314
4 сағат бұрын
Right warding
@SMILAN_143
19 сағат бұрын
ସେ ଡ୍ୟାସ ମନ୍ତ୍ରୀ କୁ କହିଦିଅ ଘରୁ ବାହାରିବ ନି ସତରେ ଲୋକେ ତାତି କି ଅଛନ୍ତି ୟାଙ୍କର କିଏ ବେ ମୁଖିଆ 😂😂😂😂😂
@BasantaMurmu-o7b
17 сағат бұрын
ଭୋକପ୍ରିୟ ସରକାର ଠୁ ଜନତା କି ଆଶା କରିବେ 🏹🥸🏹
@khageswarranahati5011
21 сағат бұрын
ଆଳୁ ଦର ବୃଦ୍ଧି ପାଇଁ କିଏ ଦାୟୀ ?
@sunelimohansahoosunelimohansah
21 сағат бұрын
Bjp
@tukunsabar1994
19 сағат бұрын
Bjp pakhare alu machine achhi sethipai alu miluni chash karibani sarkar ku dayi kariba@@sunelimohansahoosunelimohansah
@jayantakumarparhi7935
13 сағат бұрын
BJP unhein ta bopa naveen au ta bhinoi pandu dayee
@harekrushnabehera3138
10 сағат бұрын
ବିଜେଡି କାରଣ ୨୫ ବର୍ଷ ଚାଲିଗଲା ଓଡ଼ିଶାରେ ଆଳୁ ଚାଷ ହୋଇପାରିଲା ନାହିଁ ।
@pramodkumarrout7641
17 сағат бұрын
ବିରୋଧୀ ଦଳ ନେତା ଚିଠି ଲେଖିଥିଲେ ମମତା ସରକାର ଙ୍କୁ ଆଳୁ ପଠାଇ ବାକୁ ।
@allodiatech1913
8 сағат бұрын
ଅନ୍ଧ ଭକ୍ତ ଦେଖ ହୋ , ତମର ଆଳୁ ମନ୍ତ୍ରୀ କୁ
@baulasingh2129
9 сағат бұрын
ଆଳୁ,ଦର,କମ,କର
@DigamberNegi-g2z
15 сағат бұрын
Jai bjp
@swadhinsamal519
13 сағат бұрын
ଏ ସରକାର ବେଶୀ ଦିନ ଚାଲିବନି
@kurttibasmahanta5837
8 сағат бұрын
ଓଡ଼ିଶା ଲକ କେତେ ଆଳୁ ଚାଷ କରିଥଲେ
@BikramKumar-dh4zu
20 сағат бұрын
Tamilnadu, karnataka bhali state re aalu 1% use hue.Diabetic heba boli kehi prayat khantini.semane marunahanti bt ame odisha loka marijauchhanti
@nidhiramjena2398
13 сағат бұрын
ଆଳୁର ଚୋପା ଛଡ଼ାଅ କି ଟାଙ୍କୁଆର ଖୋଳପା କାଢ଼, ଆମର ଆଳୁ ଦରକାର.
@harekrushnabehera3138
10 сағат бұрын
ପ୍ରମିଳା ନାନୀ ଆଜି ଆଳୁ ପାଇଁ ସରକାରଙ୍କୁ କଟାକ୍ଷ କରୁଛନ୍ତି, ଗତ ସରକାରରେ ଏଇ ନାନୀଙ୍କୁ ଲୋକେ ଡାଲି ପାଇଁ କଟାକ୍ଷ କରୁଥିଲେ । ଏଇତ ରାଜନୀତି, ଲୋକଙ୍କୁ ଭକୁଆ ବନେଇବା ଉପାୟ ।😂
@Joginder261
14 сағат бұрын
1:03 BJD on Top 🔝😂😂😂😂😂😂 What's a
@LalitenduDasLalit
8 сағат бұрын
ଆଳୁ ମୁଖ୍ୟମନ୍ତ୍ରୀ ମୋହନ ମାଝି 😂😂😂
@TheLifeVibes
8 сағат бұрын
ଏ ସବୁ bjd ର ଖେଳ
@sahululu9413
16 сағат бұрын
ମାଗଣା ଚାଉଳ ମାଗଣା ଟଙ୍କା ଦେବା ବନ୍ଦ କର ଓଡିଶା ରେ ସବୁ ଚାଷ ହେବ ଯେତେ ଦିନ ମାଗଣା ଜିନିଷ ମିଳୁ ଥିବ ଲୋକେ କିଛି କରିବେନି
@adityamallick7881
13 сағат бұрын
ଯଦି ଏତେ କଷ୍ଟ ହେଉଛି ... ଆଳୁ ଚାଷ କରି ଖାଅ... ୬ ମାସ ପୂର୍ବ ରୁ ଗତ ୨୫ ବର୍ଷ ଧରି ପୁଣି .... ଆଳୁ ଖାଇଥିବ ନା .... ଏବେ ସେୟା କର ... ଆମେ କିଡନୀ ବିକିବୁ ପଛେ ୧୦୦ ଟଙ୍କା କିଲୋ ଆଳୁ ହେଲେ ବି ଖାଇବୁ ...
@achyutbag4614
8 сағат бұрын
Hn tu tahele chutukar ta
@padannaik1004
7 сағат бұрын
ଅଛେ ଦିନ ଆନେ ଵାଲା ହେ 😁😁
@JPSAMAL
13 сағат бұрын
ଖାଲି ଆମେ "ଆଣିବୁ" 😂😂😂
@sadasivswain6451
9 сағат бұрын
ସରୋଜ ପାଢୀ, କାଇଁ ବହାପିଆ କଥା କହୁଛ, ତମ ସରକାର କୋଉ କାମକୁ ନୁହେଁ
@trinathbehera329
13 сағат бұрын
ରାଜନୀତି ଖେଳ
@sanatansahu2067
8 сағат бұрын
ତମେ ଯଉଠୁ ବି ଆଣିକି ବି ଦିୟ ରେଟ କମିବା ଦରକାର
@HariBeheraHaribehera-m8c
16 сағат бұрын
ଆଳୁ ନ ଖାଇଲେ ମଣିଷ ମରିଯିବ କି
@MrDice-933
15 сағат бұрын
ତମ ଘରେ କଣ ଖାଲି ଭାତ ଡାଲି ଖାଇକି ବଞ୍ଚୁଛନ୍ତି
@Abhimanyusamal-c5v
14 сағат бұрын
Jay shree ram ❤❤
@manashbehera5825
4 сағат бұрын
💚🐚 JAY NAVEEN JAY BJD 🐚💚
@sujitkumarbehura1058
11 сағат бұрын
ସରୋଜ ପାଢୀ ମୁଁହ କହୁଛି ପରମ କୁତୁର୍ପିଆ ଗଲୁଆ ସଳ।
@ramakantamohanty6558
6 сағат бұрын
Please avoid alu because of diabetic
@Abhimanyusamal-c5v
14 сағат бұрын
Bjp jindabad 🙏❤️🙏
@KhirodDash-o6o
6 сағат бұрын
ସବୁ କାଢୁଆ ଲୋକ କହୁଛନ୍ତି
@PradeepMalik-q4j
14 сағат бұрын
2:39
@kurupatirana4515
21 сағат бұрын
Good morning
@ranjitasahoo5577
18 сағат бұрын
Otv re bjp against news kichhi bujhi houni
@kamakshyaraul
11 сағат бұрын
Mantri pura tautori maruchhanti...out of ground realities....bjp should change this inefficient ministers...
@Joginder261
14 сағат бұрын
1:48 papu asile sabu thik heba
@trilochansahoo6644
18 сағат бұрын
Subhadra tanka kouthu aniki daba
@BijayPanda-y4y
20 сағат бұрын
Good
@DurgaPrasad-tj3wv
12 сағат бұрын
BJD 💚🐚
@BikramKumar-dh4zu
20 сағат бұрын
Sala odisha re job nahi, factory nahi........bt Aalu alu hei marijibe sabu.Aalu khaile diabetes,gas heuchhi.Ameta chasa karibani aalu aalu heba kahiki,kam use kara,aape aape rate kamijiba
@bijayabiswal75
14 сағат бұрын
Bjd ra alu mission fail heiki 20 tonka re miluthila Bjp ra alu mission pass heiki 50 tonka re milu chhi😂😂😂😂
@santoshlaxmi7403
10 сағат бұрын
ଚୋଡ଼ିପକେଇବ ସବୁ
@sanjaybarik9365
16 сағат бұрын
Godi media Sata kahila...😂😂😂😂
@rabindradas2952
12 сағат бұрын
ବାଲ
@pareshghadaighadai4421
4 сағат бұрын
Se Alu ku Chopa Chadai Mixer Karidia 😢😢😢😢
@omprasadmishra3641
7 сағат бұрын
Surjay banshi suraj ❌ Surjay sethi ✔️🤣🤣🤣🤣🤣🤣. Gandi maranti kouthi 🤣🤣🤣 Mana Mohana jadu malama
@KabitaNayak-qh4jt
12 сағат бұрын
Bala sarakar
@NirmalJena-i6s
18 сағат бұрын
ନଵୀନମନାକରୀଚିତାମାଇକିନିଆଦ ଉନୀ
@PradeepMalik-q4j
14 сағат бұрын
Also.mantri.hayhay
@AMARESWARPRADHAN-y5b
13 сағат бұрын
Alu mantri ku turanta hatao
@jyotiranjan5538
19 сағат бұрын
Sabu bjd ra pre planning....Kan choduthila 24 years jai.Gotia bhi clod store nahi..Alu mission name re 800 cr gandi mariki khaicha ..Bjd chor dala😂😂😂
5:45:23
Live | ମୋହନଙ୍କୁ ଦେଖୁଦେଖୁ ରାଷ୍ଟ୍ରପତି.... President Droupadi Murmu’s Odisha visit | Odia News | OTV
OTV
Рет қаралды 102 М.
4:00
ଏବେ ଆଉ ଦିଦିଙ୍କ ପାଟିରେ ଲାଗିବନି ଆଳୁ... ପଚା ଆଳୁକୁ ମାଳ କରି ପିନ୍ଧି ରାସ୍ତାରେ ଫିଙ୍ଗୁଛନ୍ତି... Potato Issues
Odisha Bhaskar
Рет қаралды 39 М.
00:12
Deadpool family by Tsuriki Show
Tsuriki Show
Рет қаралды 5 МЛН
00:10
Learn Colors Magic Lego Balloons Tutorial #katebrush #shorts #learncolors #tutorial
Kate Brush
Рет қаралды 24 МЛН
00:43
Муж внезапно вернулся домой @Oscar_elteacher
История одного вокалиста
Рет қаралды 8 МЛН
00:29
Big or Small challenge 😂 Giant chocolate mushroom or small sausage? 🧐 #shorts Best video by Hmelkofm
Hmelkofm
Рет қаралды 13 МЛН
2:20
We Have Advised Vendors to Sell Potatoes at Rs 45 in Markets: Odisha Supply Inspector
OTV
Рет қаралды 11 М.
9:26
ବିଜନେସ୍ ଲେଡିରୁ କେମିତି ବନିଲେ ବିଧାୟିକା ?
OTV Infotainment
Рет қаралды 807 М.
7:37
ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି | President Droupadi Murmu Odisha Visit | Droupadi Bhubaneswar Visit|
News18 Odia
Рет қаралды 39 М.
2:38
ଲୋକ ୫୦-୬୦ ଟଙ୍କାରେ ଆଳୁ କିଣୁଛନ୍ତି, ଆପଣ କହୁଛନ୍ତି ଆଳୁ କେଜି ୩୦ ଟଙ୍କାରେ କିଣୁଛନ୍ତି: ବ୍ୟୋମକେଶ ରାୟ
Odisha Bhaskar
Рет қаралды 4,9 М.
8:42
ନୂଆ ଭାଇରସ ନେଲାଣି ୧୫ ଜୀବନ | Nandighosha TV
Nandighosha TV
Рет қаралды 1,1 М.
2:43:56
Jailer New Full HD Hindi Dubbed Movie 2023 | Rajnikanth | Mohanlal | Tamannaah | Shiva Rajkumar
Unfiltered by Kuldeep
Рет қаралды 708 М.
3:18
ପୁରୀର ଏମିତି ଦୃଶ୍ୟ ଦେଖି ମୋଦୀଙ୍କ ଲୋମ ଟାଙ୍କୁରୀ ଉଠିଲା... ସମୁଦ୍ର ମଝିରୁ ସତ୍ରୁଙ୍କୁ ହେଲା ମିଶାଇଲ ମାଡ଼...
Odisha Bhaskar
Рет қаралды 83 М.
11:14
Yeh Bahut Over-Acting Kar Raha Hai Pakda Jayega - Aamir - Sunil Grover - Asin Comedy Ghajini Part 5
Bolly Shorts
Рет қаралды 9 МЛН
31:18
ଦରଦାମ ବୃଦ୍ଧି: ଦାୟୀ କିଏ? | 9 PM Prime Time Discussion | PrameyaNews7
Prameya News7
Рет қаралды 275
5:05
ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର
Prameya News7
Рет қаралды 1 МЛН
00:12
Deadpool family by Tsuriki Show
Tsuriki Show
Рет қаралды 5 МЛН