Special Story | From Stage To Street- Jatra Artiste Dama Panda Turns Pan Seller

  Рет қаралды 560,403

OTV

OTV

Күн бұрын

Пікірлер: 576
@surajitcreation4917
@surajitcreation4917 3 жыл бұрын
ନିଜକୁ ଭିକାରୀ କାହିଁକି ଭାବଛନ୍ତି, ବାସ୍ତବ ଅଭିନୟ ଚାଲିଛି ଆଉ କିଛି ଦିନ ପରେ ପୁଣି ମଞ୍ଚକୁ ଫେରିବେ ମିଛ ଅଭିନୟ କରିବେ 🙄
@swarnapradhan3193
@swarnapradhan3193 3 жыл бұрын
U r rt bro
@goodartitude.9917
@goodartitude.9917 3 жыл бұрын
This sentence correct bro... prakruta re jiban ra sanghrsh kan abe chalichi tapare abhinaya kari boht loka nku haseiba ☺️☺️auu kandeiba..😢😢☝️☝️
@surajitcreation4917
@surajitcreation4917 3 жыл бұрын
@@goodartitude.9917 ନିଶ୍ଚୟ ବହୁତ କଳାକାର ଏହିଭଳି ଅବସ୍ଥା ରେ ଅଛନ୍ତି
@sutanu0000
@sutanu0000 3 жыл бұрын
👌💯
@footballdamotivation4108
@footballdamotivation4108 3 жыл бұрын
Right bro bodhia kotha kohila
@manasranjandash2464
@manasranjandash2464 3 жыл бұрын
ମୁଁ କହୁଛି ମୋର ରୋଜଗାର ବେଶୀ ନାହିଁ ତଥାପି ମୁଁ କହୁଛି ସମୟ ସହିତ ଲଢିବା ହିଁ ପ୍ରକୃତ ଅଭିନୟ।
@satyapriyapradhan3585
@satyapriyapradhan3585 3 жыл бұрын
Nice think also nice learn - "ସମୟ ସହିତ ଲଢ଼ିବା ହିଁ ପ୍ରକୃତ ଅଭିନୟ"👏👏👏
@MANASSIR24
@MANASSIR24 3 жыл бұрын
ଦାମ ବାବୁ ସମୟ ଚକରେ ସଂସାର ରଥ। ଭାଗ୍ୟରେ ଯାହା ଲେଖା ତାହା ହିଁ ଘଟିବ। ଆପଣ ଅଭିନୟ କରିବା ସମୟରେ କେତେବେଳେ ଭିକାରୀ ତ କେତେବେଳେ କେତେବେଳେ ଧନୀ ର ଅଭିନୟ କରନ୍ତି ସେହିପରି ଏ ଜୀବନ ରଙ୍ଗମଞ୍ଚ।
@manoranjandas8552
@manoranjandas8552 3 жыл бұрын
Yes ur right
@tiriababu2089
@tiriababu2089 3 жыл бұрын
ଜଉମାନେ ଦିନ ମଜୁରିଆ, ସେମାନଙ୍କ କଥା ତ କେବେ ଦେଖାଉନ...ସେ ତ ଯାହା ହେଲେ ବି ଦୋକାନ ଖଣ୍ଡେ କରି ତ ଚଳୁଛି...
@umeshmajhi7891
@umeshmajhi7891 3 жыл бұрын
Right brother
@rabicharansahu6476
@rabicharansahu6476 3 жыл бұрын
Pana bhangiba pyn kn kota darakar ki ????a kn chhota kama ki
@naturehealings6823
@naturehealings6823 3 жыл бұрын
ଲକ୍ଷ ପାଉଥିଲ ଆଗରୁ ଅୟସ କରୁଥିଲ ଏ ଜୀବନ ଟିକେ ଟେଷ୍ଟ କର... ବହୁତ ଲୋକ ଙ୍କର ଯିବିକା ଯାଇଛି
@kamalakantadash9730
@kamalakantadash9730 3 жыл бұрын
Thik kahicha bhai
@tapannayak903
@tapannayak903 3 жыл бұрын
Right
@hariharmohanty8551
@hariharmohanty8551 3 жыл бұрын
ଛୋଟ ଦୋକାନ ଯେଉଁମାନେ କରିଛନ୍ତି ସେମାନେ କଣ ଛୋଟ ବୋଲି ଆପଣ ଭାବନ୍ତୁନି । କୌଣସି କାମ ଛୋଟ ନୁହେଁ ସମସ୍ତେ ସମାନ । ସମସ୍ତେ ସମୟର ଦାସ କେତେବେଳେ କିଏ କୋଉଠି ପହଂହିବ ତାହା ସମୟ କହିବ ଜୟ ଜଗନ୍ନାଥ ସମସ୍ତେ ସୁଖରେ ରୁହନ୍ତୁ । ଏତିକି ମୋର ପ୍ରାଥନା ଓଁ ନମଃ ଶିବାୟ
@myfm3428
@myfm3428 3 жыл бұрын
ବିନା କଷ୍ଟରେ ବିନା ପରିଶ୍ରମରେ ଏହି ଜୀବନକୁ ବଞ୍ଚେଇ ରଖିବା ଅସମ୍ଭବ । ବଞ୍ଚିବା ପାଇଁ ହେଲେ କିଛି ନା କିଛି କରିବାକୁ ହିଁ ପଡ଼ିବ । ଧନ୍ୟବାଦ ।
@deepakdas5788
@deepakdas5788 2 жыл бұрын
0
@deepakdas5788
@deepakdas5788 2 жыл бұрын
000Llll
@mallick7473
@mallick7473 3 жыл бұрын
ମଣିଷ ପରିସ୍ଥିତି ର ଦାସ ତେଣୁ ଯେତେବେଳେ ଯୋଉ ସମୟ ଆସିବ ତାକୁ ସାମ୍ନା କରିବା ଦରକାର.
@MamaMama-ge4gx
@MamaMama-ge4gx 3 жыл бұрын
Satare
@prasannamohanty3347
@prasannamohanty3347 3 жыл бұрын
Right bhai
@ruchismitajena260
@ruchismitajena260 3 жыл бұрын
Right
@uttamscreativity1436
@uttamscreativity1436 3 жыл бұрын
ସମୟର ସ୍ରୋତରେ ସମସ୍ତେ ବନ୍ଧା...ଭାଗବାନ🙏 ଙ୍କ ଲୀଳା ସବୁ...
@jmrock1684
@jmrock1684 3 жыл бұрын
ଭାଇ ପରିସ୍ଥିକି କେବେ ସମାନ ରୁହେନି. ପୁଣି ଭଲ ସମୟ ଆସିବ. ପୁଣି ଯାତ୍ରା ଚାଲିବ. ଲୋକ ମାନେ ପୁଣି ତୁମକୁ ଦେଖିବେ 🙏
@goodartitude.9917
@goodartitude.9917 3 жыл бұрын
Otv ra bi abe news separates but dailly verite blogs asuchi thanks otv..👌☺️☺️
@binodabarik4526
@binodabarik4526 3 жыл бұрын
U
@anilbishoyianil8463
@anilbishoyianil8463 3 жыл бұрын
@
@anilbishoyianil8463
@anilbishoyianil8463 3 жыл бұрын
@@binodabarik4526 a
@anilbishoyianil8463
@anilbishoyianil8463 3 жыл бұрын
A
@brahmanchhaivillagefastiva1093
@brahmanchhaivillagefastiva1093 3 жыл бұрын
ସମୟ ବଡ଼ ବଳବାନ 🙏🏼
@krishnatruthwins7097
@krishnatruthwins7097 3 жыл бұрын
Bilkul Bhai
@BIKASH-CHAKRABARTI
@BIKASH-CHAKRABARTI 3 жыл бұрын
କେଵଳ ଅଭିନୟ ତା ଛଡ଼ା ଆଉ କିଛି ନୁହେଁ। ସେମାନେ ଯଦି ଏତେ ଡୁର୍ଦିନ ରେ ,ତାହେଲେ ଗରିବ ଲୋକ ମାନେ କେମିତି ଥିବେ ଟିକେ କେବେ news ରେ dekheichanty।Faltu news।
@kunal1499
@kunal1499 3 жыл бұрын
ଦିନ ମଜୁରିଆ ଙ୍କ ଖବର ବି ଦେଖାନ୍ତୁ.........ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ଦୟନୀୟ 😌😌...
@MonalisaPofficial
@MonalisaPofficial 3 жыл бұрын
Huge respect for you sir !
@tapankumarjena243
@tapankumarjena243 3 жыл бұрын
Sir jibana ta emiti really life re sir... Loved u sir u r great
@pradeepbehera7886
@pradeepbehera7886 3 жыл бұрын
ପାନ ଦୋକାନ କରି ବସିଛନ୍ତି. ଚୋରି କରୁନାହାନ୍ତି ନା .କିଛି ନାହିଁ ଚଳିବ,ଭଗବାନ ତାଙ୍କର ମଙ୍ଗଳ କରନ୍ତୁ.🙏ଭଲରେ ରଖନ୍ତୁ ପ୍ରଭୁ,🙏
@kisormahapatra5755
@kisormahapatra5755 3 жыл бұрын
Thanks bro work is god
@manastripathy3600
@manastripathy3600 3 жыл бұрын
May God bless the noble soul. Let govt. think about it.
@sajankumarslimillionaire7030
@sajankumarslimillionaire7030 3 жыл бұрын
Why govt will take care
@amareshswain8088
@amareshswain8088 3 жыл бұрын
Thanks OTV
@RajendraDas90
@RajendraDas90 3 жыл бұрын
Jay jagannath swami🙏🙏🙏
@sanjayakumarsahu1043
@sanjayakumarsahu1043 3 жыл бұрын
Great Sir ❤️❤️🙏🏻🙏🏻
@pintusahusahu4017
@pintusahusahu4017 3 жыл бұрын
Thanks otv
@manmohanmohapatra7381
@manmohanmohapatra7381 3 жыл бұрын
ସେମାନେ ଯାତ୍ରା କରି ଲକ୍ଷ ଲକ୍ଷ ଟଙ୍କା କମାଇଛନ୍ତି। ଆରାମରେ ବସି ଖାଇପାରିବେ। ତୁମେମାନେ ତାଙ୍କ ଠାରୁ ଟଙ୍କା ନେଇ, ତାଙ୍କ ଗରିବ ହେବା ଖବର ଦେଉଛ, ନୁହେଁ।
@atalpradhan2956
@atalpradhan2956 3 жыл бұрын
You are great sir
@sanjibrout424
@sanjibrout424 3 жыл бұрын
Thanks Mo Bhai Are you Great
@rcnrcn4181
@rcnrcn4181 3 жыл бұрын
Pranam Dama bhai...... God bless you....Jay Jagannath...Jay bholenath🙏🙏🙏
@YOUTUBERAJA1234-f2q
@YOUTUBERAJA1234-f2q 3 жыл бұрын
ଯୋଉ ମାନେ ଦିନ ମଜୁରୀ ଖଟୁଛନ୍ତି ସମାନଙ୍କୁ ଟ କବେ ଦେଖଉନା ଆଉ ଯଦି କିଏ ଚଲିବ ପାଇଁ ଯଦି ଦୋକାନ କରିଛନ୍ତି ତାଙ୍କୁ ଏତେ ଉପହାସ କରିକି ଦେଖଉଛନ୍ତି କଣ ପାଇଁ
@mahendrabehera8980
@mahendrabehera8980 3 жыл бұрын
ଆଉ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ
@experimentsalad5238
@experimentsalad5238 3 жыл бұрын
😂🤣🤣🤣 Au se tanka nahi,sabu investment re achhi
@laxmidharprusty802
@laxmidharprusty802 3 жыл бұрын
Damabhai, God bless you live long
@santanu3924
@santanu3924 3 жыл бұрын
Osm thumbnail.
@dibyasinghamahapatro3994
@dibyasinghamahapatro3994 3 жыл бұрын
You are really actor of odissa come forward to stand in politics you are so popular among people,,who telling no two line unfourtunatly he, is cm since. Several heat
@sudhansusekhardas412
@sudhansusekhardas412 3 жыл бұрын
Dam bhaie you are very very very very great
@JayJagannatha16
@JayJagannatha16 3 жыл бұрын
Dama panda nka pua mane bahut Bhala job karuchhanti Delhi re..
@laxmandwibedy2694
@laxmandwibedy2694 3 жыл бұрын
ଭୋକ ହେଲେ ବାବାଜୀ ମଧ୍ୟ ଧାନ କୁଟିବ ଏଇଟା କେଉଁ ନୂଆଁ କଥାଟେ ???
@fakirmohansahoo2079
@fakirmohansahoo2079 3 жыл бұрын
ଏମାନେ ଜାଣନ୍ତୁ ଜୀବନର ପ୍ରକୃତ ଅଭିନୟ କ'ଣ, ଗୋଟିଏ ଦାଦନର ଦୁଃଖ ବୁଝନ୍ତୁ ସେ କେତେ କଷ୍ଟ କରୁଥିବ,🙄🙄🙄👍🏾👍🏾👍🏾🙏🙏🙏
@sarbeswarasisa1810
@sarbeswarasisa1810 3 жыл бұрын
❤❤
@rspcreation1484
@rspcreation1484 3 жыл бұрын
Good job
@lipusahu2389
@lipusahu2389 3 жыл бұрын
ଭାଗ୍ୟ ନୁହଁ କର୍ମ ଫଳ କର୍ମ କଲେ ଭାଗ୍ୟ ଲେଖାଯାଏ
@manojkumarmajhi3783
@manojkumarmajhi3783 3 жыл бұрын
ଯାତ୍ରା ର ଆୟ କରନ୍ତି ବାର୍ଷିକ 15 ଲକ୍ଷ 25 ଲକ୍ଷ କୁଆଡେ ଗଲା କି? ଆଉ ଦଲାଲ otv ଗରିବ ଙ୍କ ଦୁର୍ଦ୍ଦିନରେ କେତେ ସମବେଦନା ଜଣାଉଛ
@smitaprangyanojha9161
@smitaprangyanojha9161 3 жыл бұрын
Naa re Bhai ete Sata
@sanjaypatro4928
@sanjaypatro4928 3 жыл бұрын
Soto kotha bhai
@utsabmallik1662
@utsabmallik1662 3 жыл бұрын
Ok bhai
@banshidharpradhan3832
@banshidharpradhan3832 3 жыл бұрын
ଦିନ ମଜୁରିଆ ଭାବେ କାମ କର ।ବିଲରେ ଖଟ। ଆମକୁ ଚାଷ କାମ ରେ ସାହାଯ୍ୟ କର। ଚାଷୀ ଭାଇମାନେ କାମ ଦେବେ ।
@utsabmallik1662
@utsabmallik1662 3 жыл бұрын
Ok bhai
@Amigos6936
@Amigos6936 3 жыл бұрын
Background music🎶🎶 😭😭😭😭😜😜😜
@mastersureshkumarmahananda8651
@mastersureshkumarmahananda8651 3 жыл бұрын
ଦାମ ଭାଇ ପରିବର୍ତନ ପ୍ରକୃତି ର ନିୟମ କାଲି ଆପଣ ଜଣେ କଳାକାର ଥିଲେ କିନ୍ତୁ ଆଜି ଆପଣ ସତରେ ଗୋଟେ real life କଳାକାର ହେଇଯାଇଛନ୍ତି ଆପଣ ଏ ପର୍ଯ୍ୟନ୍ତ ବଞ୍ଚିଛନ୍ତି ସେଇଟା ଭଲ କଥା ଈଶ୍ୱର ଙ୍କୁ ଧନ୍ୟବାଦ ଦିଅନ୍ତୁ ଯେ ଆଜି ଆପଣ ଜୀବିତ ଅଛନ୍ତି
@prabhasinisabar7886
@prabhasinisabar7886 3 жыл бұрын
Good bless you
@purnachandrapanda5635
@purnachandrapanda5635 3 жыл бұрын
ସାରା ଜୀବନ ରେ ଯାହା ରୋଜଗାର କରିଛ ସେଥିରେ କଣ 2ବର୍ଷ ଚାଲିପାରିବନି???? 😭😭😭😭😭😭😭
@dusmantabehera3412
@dusmantabehera3412 3 жыл бұрын
Dama Panda knu cancer heithila bhai Bhuli gola ki
@gopalsenapati4123
@gopalsenapati4123 3 жыл бұрын
Nice Thumbnail ♥
@jyochhanaranipradhan300
@jyochhanaranipradhan300 3 жыл бұрын
God bless u
@chittaranjansahu8113
@chittaranjansahu8113 3 жыл бұрын
ସମୟ ବହୁତ୍ ଖରାପ ଚାଲିଛି l ସମସ୍ତେ ପ୍ରାୟ ଦୁଖ କଷ୍ଟ ରେ ସମୟ କାଟୁ ଛନ୍ତି ll ସମସ୍ତ ମଂଚ କଳାକାର, ବହୁତ୍ ବେସରକାରି କର୍ମଚାରୀ, ଛୋଟ ଛୋଟ ସଂସ୍ଥା ରେ ଚାକିରି କରି ପରିବାର ଚଳାଉଥିବା ମାନଙ୍କର ଅବସ୍ଥା ଏଇ ଭଳି l ଆପଣ ଧର୍ଯ୍ୟ ଧରନ୍ତୁ l ଏ ସମୟ ପୁଣି ନିଶ୍ଚୟ ବଦଳି ଯିବ l ପୁଣି ମଞ୍ଚରେ ଲୋକ ଆପଣଙ୍କୁ ଦେଖି ତାଳି ମାଡ ଦେବେ l ମୁଁ ନିଜେ ଜଣେ କଳାକାର ଭାବେ ବୁଝି ପାରୁଛି l ରୋଜଗାର କମି ଯାଇଛି, ସତ.... ଏଇ ଭଳି ଦୋକାନ ଟିଏ ବି କରି କେତେ ଲୋକ ଏ ଦୁନିଆରେ ଚଳୁଛନ୍ତି, ନିଶ୍ଚୟ ଏ ଚିତ୍ର ବଦଳିବ ll ଆପଣ ଜଣେ କଳାକାର, ଗାନ୍ଧର୍ବ କଳାର ଅଧିକାରୀ l ଷୋହଳ କଳା ମଧ୍ୟରୁ ଏହାକୁ ଶ୍ରେଷ୍ଠ କଳା ବୋଲି ପରିଗଣିତ l କୋଟୀଏ ରେ ଗୋଟିଏ କଳାକାର ର ଜନ୍ମ...... ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଆପଣ ଅଛନ୍ତି ll କିନ୍ତୁ ଏମିତି ନିଜକୁ ଭିକାରୀ ବୋଲି କହନ୍ତୁ ନାହିଁ, ଶୁଣି କଷ୍ଟ ଲାଗିଲା l
@ashiskumarbaral2606
@ashiskumarbaral2606 3 жыл бұрын
ଆପଣ ନିରାଶ ହୁଅନ୍ତୁ ନାହିଁ। ଭଗବାନ ଚାହିଁଲେ ଆପଣ ପୁଣି ମଞ୍ଚ କୁ ଫେରି ଅର୍ଥ ଉପାର୍ଜନ କରିବେ। ଜୟ କଳା!
@SunilKumar-dl3fm
@SunilKumar-dl3fm 3 жыл бұрын
I love you kalakara
@debabratanayak9971
@debabratanayak9971 3 жыл бұрын
ମିଛ ଅଭିନୟରେ ଆପଣ ସଫଳ . ତେଣୁ ଭଗବାନ ଆପଣଙ୍କୁ ସତ ଅଭିନୟ କରିବାକୁ ମଞ୍ଚରେ ଠିଆ କରେ ଇଲେ. ଆପଣ ନିଚ୍ଛକ ଅଭିନୟ କରନ୍ତୁ. ଶ୍ରଦ୍ଧା ରେ ଅଭିନୟ କରନ୍ତୁ . ସଫଳତା ଆପଣଙ୍କ ପଦ ସ୍ପର୍ଶ କରିବ. ଜୀବନର ବାସ୍ତବତା କୁ ଥରେ ଅନୁଭବ କରନ୍ତୁ.don t Worry. ସବୁ ଠିକ୍ ହୋଇଯିବ .
@santoshbehera1226
@santoshbehera1226 3 жыл бұрын
Duty is God
@SunilKumar-lp8uc
@SunilKumar-lp8uc 3 жыл бұрын
Kalakra Bhata BJD Karmi manacar
@prasanta5506
@prasanta5506 3 жыл бұрын
Haaa
@minakhisarangi9418
@minakhisarangi9418 3 жыл бұрын
🙏🏻🙏🏻🙏🏻🙏🏻Great🙏🏻🙏🏻🙏🏻🙏🏻
@satyanandasamal6794
@satyanandasamal6794 3 жыл бұрын
Jay jaganntha
@sujitparida3461
@sujitparida3461 3 жыл бұрын
Jay jagannatha
@RP.ODISHA
@RP.ODISHA 3 жыл бұрын
God bless you sir
@r.b.krishnamohapatra8552
@r.b.krishnamohapatra8552 3 жыл бұрын
ଜୟ ଜଗନ୍ନାଥ🙇🙏🚩💪🙇
@gyanadhishdash2274
@gyanadhishdash2274 3 жыл бұрын
Every body should accept that man is the servant of time and situation 👍
@jagnyaseninayak5765
@jagnyaseninayak5765 3 жыл бұрын
Aee ta duniaa.raja harischandra dine.raja heiki dine.masanire.saba podu thile.....Sabu bhagya Hatare Dori.🙏🙏Jai jagannath🙏
@rishikesh4340
@rishikesh4340 3 жыл бұрын
ଦୁର୍ଦ୍ଦିନରେ ଆଜି ସାରାବିଶ୍ୱ କିଏ ଦେଢ ବର୍ଷ ରୁ ଅଧିକ ହେଲାଣି ଭଲରେ ଅଛି କୁହ ? ନିଜକୁ ଭିକାରୀ ବୋଲି କାହିଁକି ଭାବୁଛନ୍ତି କର୍ମ ହିଁ ଭଗବାନ 🙏 ଜୀବନର ପ୍ରକୃତ ପରୀକ୍ଷା ଏବେ ଚାଲିଛି ଜୀବନ କଣ ସମୟ ଆଜି ଶିଖାଇ ଦେଇଛି ସମସ୍ତଙ୍କୁ ପ୍ରଭୂ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସମସ୍ତଙ୍କୁ ଶକ୍ତି ଆଉ ସାହସ ଦିଅନ୍ତୁ 🙏🙏🙏
@giridharirana6467
@giridharirana6467 3 жыл бұрын
ପେଟ ପାଇଁ କିଛି ତ କରିବାକୁ ପଡ଼ିବ ନା
@dibyajotimohanty9871
@dibyajotimohanty9871 3 жыл бұрын
Good line this 👍
@harishchandrabarik8831
@harishchandrabarik8831 3 жыл бұрын
Thanks supper. Corona the great.
@Deeptirekhasahoo
@Deeptirekhasahoo 3 жыл бұрын
Good👍
@maabudhitoolsandlubricant2295
@maabudhitoolsandlubricant2295 3 жыл бұрын
Jay Jagannath
@kantilalbiswal2666
@kantilalbiswal2666 3 жыл бұрын
May God bless you
@PlrToka
@PlrToka 3 жыл бұрын
ଆମ ଜମିବାଡ଼ି ରେ ମୁଲିଆ ଦରକାର ଆସିବ କି
@utsabmallik1662
@utsabmallik1662 3 жыл бұрын
Ok bhai
@rakeshjena729
@rakeshjena729 7 ай бұрын
To bou ku genhi baku asiba dama panda @PirToka
@satyaprasaddas1384
@satyaprasaddas1384 3 жыл бұрын
କରୋନା ଆମକୁ ବହୁତ କିଛି ଶିକ୍ଷା ଦେଲା..... କୌଣସି ଜିନିଷ ଚିରସ୍ଥାୟୀ ନୁେହଁ.... ଆଜି ଅଛି କାଲି ରହିବ ବୋଲି ମାନେ ନାହିଁ.... ସେଥିପାଇଁ ଗର୍ଵ କରନାହିଁ...... ଜୟ ଜଗନ୍ନାଥ 🙏🙏🙏🙏🙏
@susilalkm7590
@susilalkm7590 3 жыл бұрын
Right 100%
@honey3.o179
@honey3.o179 3 жыл бұрын
Sir KZbin re vedio banantu market re apana thile apana rahibe ♥️ respect achi apananka pae sara odisha basinkara
@muktikanta5150
@muktikanta5150 3 жыл бұрын
Good
@akashswain9668
@akashswain9668 3 жыл бұрын
Vhala haechi
@manasranjandash2464
@manasranjandash2464 3 жыл бұрын
ଏବେ ଆଉ ଗୋଟିଏ କଥା। ଲକଡାଉନ ସମୟରେ ପାନ ଦୋକାନ ଖୋଲିବା ମନା କିନ୍ତୁ ନନା ଖୋଲୁଛନ୍ତି କେମିତି? ସେ ଯାହାବି ହେଉ ଆଜିର ଶ୍ରେଷ୍ଠ ନାଟକ---ସମୟ ନିକଟରେ ମଣିଷ ଦାସ।
@lokaaltoka4573
@lokaaltoka4573 3 жыл бұрын
କାହିଁକି ଏତେ ଅଭିନୟ କରୁଚ ଯେଉଁଟା ଭିତରେ ଅଛି ଦେଖାଅ 10 ଟା ଘର ଥିବ ସେଥିରୁ ଭଡା ଖାଉଛ
@magicianadityakumarsalepur6415
@magicianadityakumarsalepur6415 3 жыл бұрын
ଭଗବାନ କିଛି ଭଲ କରନ୍ତୁ
@bagpackerratik
@bagpackerratik 3 жыл бұрын
Are vai mu 12000 darama pauchi ....3 year re 2 lakh saving..semane yearly package 15 lakh 10 lakh 6 lakh re thile...tankara kale saving nai...pana dokana kie fala dokana kie olding dokana kie sorisa peduchi... Ghare four wheeler Building Sala gote nua jatra chaleichhanti Any jou gariba achhanti tanka pain ta kebe baharuna.. Rani panda khali gote dancer Taku sale tike sari nunha tame sabu Chhi sala Thu
@ranjitp43
@ranjitp43 3 жыл бұрын
Everything gonna be alright soon😊
@Bhabanishankarpati466
@Bhabanishankarpati466 3 жыл бұрын
Really so sad.. Best actor..my favourite one
@tarunpanigrahy1586
@tarunpanigrahy1586 3 жыл бұрын
Out of 760 crores of people 700 crores people are suffering
@mrsantanu1199
@mrsantanu1199 3 жыл бұрын
Sir... 🙏🙏🙏🙏🙏🙏🙏🙏....
@bhubaneswartips
@bhubaneswartips 3 жыл бұрын
ଅନେକ ଲୋକ ଅଛନ୍ତି ଯଉଁମାନେ କି ଅତି ଦୁର୍ଦ୍ଦିନରେ ସମୟ ଅତିବାହିତ ହେଉଛି। ହଁ ଏମାନଙ୍କୁ ଦେଖେଇ ଏଇଆ ଉଦାହରଣ ଦେଇ ହବ ଯେ ଏବେ ସମସ୍ତଙ୍କ ସମୟ ଖରାପ ଚାଲିଛି
@prajyasinisahani6354
@prajyasinisahani6354 3 жыл бұрын
Dama babu chinta karantu nahi. Bhagaban sabu thik karidebe. Jay Jagannath.
@rabindrabehera4472
@rabindrabehera4472 3 жыл бұрын
Sabu thik hoijiba sir samayaku apekhya kara 🙏🙏🙏
@subasbehera9073
@subasbehera9073 3 жыл бұрын
Bhala
@agastysir9984
@agastysir9984 3 жыл бұрын
Khub sigra ea situation dura hoijiba
@puspalatabehera9387
@puspalatabehera9387 3 жыл бұрын
ଏବେ ସମସ୍ତେ କଷ୍ଟ ରେ ଅଛନ୍ତି ସେ କଳାକାର ହୁଅନ୍ତୁ କି ସାଧାରଣ ଜନତା, ରାଜା ହରିଶ୍ଚନ୍ଦ୍ର ତ ଶ୍ମଶାନ ଜଗି ଥିଲେ। ମିଡ଼ିଆ ଭାଇଙ୍କୁ ଟିକେ ଅନୁରୋଧ, ଟିକେ ମଧ୍ୟବିତ୍ତ ପରିବାରର ଅବସ୍ଥା କୁ ବୁଝି news କଲେ ବହୁତ ଭଲ ହୁଅନ୍ତା। ସବୁଠାରୁ ବେଶୀ ହଇରାଣ ହେଉଛନ୍ତି, ମଧ୍ୟବିତ୍ତ ପରିବାର, ନା ସରକାର ଙ୍କ ସୁବିଧା ସୁଯୋଗ ପାଉଛନ୍ତି, ନା ନିଜ ବ୍ୟବସାୟ ଠିକ୍ ରେ କରି ପାରୁଛନ୍ତି। ନିଜର ସ୍ୱାଭିମାନ ଙ୍କୁ ବଞ୍ଚାଇ ମଜୁରୀ ଲାଗି ପାରୁ ନାହାନ୍ତି, କେବଳ ଗୁମୂରି ଗୁମୁରି କାନ୍ଦୁଛନ୍ତି। ଆଦେଖା ଘାଆ ଦେଖି ପାରୁ ନାହାନ୍ତି, କି ଦେଖେଇ ପାରୁ ନାହାନ୍ତି 😭😭😭😭😭
@krupasindhuparida1731
@krupasindhuparida1731 3 жыл бұрын
ସମ୍ପୂର୍ଣ୍ଣ ମିଛ, ଖାଲି ଅଭିନୟ,
@Devkumar-lifestyle
@Devkumar-lifestyle 3 жыл бұрын
ସମୟ କେତେେଳେ କାହାକୁ ନେଇକି କୋଉଠି ଠିଆ କରିବ ସେଇଟା ତ କେହି କହିପାରିବେ ନାହିଁ,,,, ହେଲେ ତୁମେ ବି ମାନେ ବି ଥରେ ଚିନ୍ତା କର rani panda ସହ ତୁମେ ମାନେ ବି କଣ କରିଛ 🙏🙏🙏🙏🙏
@deepakacharya3892
@deepakacharya3892 3 жыл бұрын
Samaya saha tala dei chaliba hi life...Karma hi bhagaban...kama re kichhi chhota nd bada nuhe... 👍
@dolamanisahu3072
@dolamanisahu3072 3 жыл бұрын
ପାନ ବିକିଲେ ଅସୁଭିଦା କଣ ସବୁଦିନ କଣ ଯାତ୍ରା ରେ ଚାକିରୀ କଲେ ଅବସର ଅଛି ସେଆ ଭାବିବାର ଭୁଲ
@utsabmallik1662
@utsabmallik1662 3 жыл бұрын
Ok bhai
@debabrataverynice9710
@debabrataverynice9710 3 жыл бұрын
good
@dhaneswarjhankar5129
@dhaneswarjhankar5129 3 жыл бұрын
ଆଜିକୁ 20 କି 25 ବର୍ଷ ଅଭିନୟ କରିଥିବ ଆଉ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିବ ଏତେ ଭିକାରୀ ଦେଖାଇବା ଭଲ ନୁହେଁ
@priyasmitaparida7338
@priyasmitaparida7338 3 жыл бұрын
He is an amazing actor.. he deserves a good life.. Govt should help jatra actors and actresses as much as possible.. they should never be neglected.. they all are legend actors after all
@babushaan3621
@babushaan3621 3 жыл бұрын
ଦାମ ସାର, ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ, ଭଗବାନ୍ ଅଛନ୍ତି, ସେ ଯାହା କରନ୍ତି , ସବୁ ମଙ୍ଗଳ ପାଇଁ। ଆପଣ ନିଜର କର୍ତ୍ତବ୍ୟ କରିଚାଲନ୍ତୁ। ଓମ୍ ସାଇ ରାମ୍ 🙏
@tapashmohanty7302
@tapashmohanty7302 3 жыл бұрын
Pana Dokan kana eaty kharap ???🤔🤔
@Situ..odiavlogs8295
@Situ..odiavlogs8295 3 жыл бұрын
ଆରେ ଭାଇ ଗରିବ ଲୋକଙ୍କୁ ବି ଟିକେ ଦେଖାଅ, ଆରେ ସେତ ଜୀବନସାରା ବହୁତ ଟଙ୍କା ଇନକମ କରିଛନ୍ତୁ, ତାଙ୍କ ପିଲାଛୁଆ ପୁଅ ମାନେ ତ ବହୁତ ବଡ ହେଇ ରୋଜଗାର କରିସାରିବେ, ଆପଣ ବୁଢା କାଳରେ ଘରେ ବସିବା କଥା
@abhimanyugope4225
@abhimanyugope4225 3 жыл бұрын
Dis is d real acting
@sampadthanapati362
@sampadthanapati362 3 жыл бұрын
🙏🌹🙏
@sanjaykumarjena1606
@sanjaykumarjena1606 3 жыл бұрын
Love you
@durgadas3423
@durgadas3423 3 жыл бұрын
🙏
@b2creations108
@b2creations108 3 жыл бұрын
ତମର୍ ତମର୍ କରିବ ଅନ୍ୟ କୁ ଚାନ୍ସ ଦେବନି ତ ଶେଷରେ ଏମିତି ହିଁ ହେବ । ଭଗବାନଙ୍କ କରାମତି
@sipunbehera3534
@sipunbehera3534 3 жыл бұрын
🙏🙏🙏🙏👍
News Fuse 22 JAN 2025
22:01
OTV
Рет қаралды 3 М.
11PM Headlines | 22nd January 2025  | Odisha TV | OTV
1:47
FULL JATRA - ମଶାଣି ଫୁଲ Mashani Phula | Tulasi Gananatya | Jatra Agana
4:18:30