Special Story | Human-Animal Special Bonding Amid COVID Crisis | A Speical OTV Report

  Рет қаралды 1,348,804

OTV

OTV

Күн бұрын

Пікірлер
@pradipkumardhal565
@pradipkumardhal565 3 жыл бұрын
କେଡେ ବଡ ହୃଦୟ ତୁମର. ଭଗବାନ ମଙ୍ଗଳ କରନ୍ତୁ. ଏମିତି ପଶୁମାନଙ୍କର ସବା କରୁଥାଆନ୍ତୁ.
@entertainmentyourlife4900
@entertainmentyourlife4900 3 жыл бұрын
]
@ombiswal5839
@ombiswal5839 3 жыл бұрын
Lllll
@ombiswal5839
@ombiswal5839 3 жыл бұрын
P
@kunaguru9210
@kunaguru9210 10 күн бұрын
​😢😢😢😢😢😢😢😢😢😢😢😢😢😢😢😢😢😢😢 by in , ml de
@creativesipun9082
@creativesipun9082 3 жыл бұрын
ସତରେ ଆଖିରୁ ଲୁହ ପଳେଇ ଆସୁଛି।।୭୫ ବର୍ଷ ସ୍ୱାଧୀନତା ପରେ ବି ଆଜି ମଣିଷ ଫୁତ୍ ଫାତ୍ ରେ ଜୀବନ ବିତଉଛି।ଧନ୍ୟ ଇଏ ରାଜନୀତି ଧନ୍ୟ ଇଏ ସରକାର।
@Sk-ex2hr
@Sk-ex2hr 3 жыл бұрын
Joumane kichi na kari khali basibe semane footpath rahineni auo kn karibe
@deepakdas5380
@deepakdas5380 2 жыл бұрын
Bhai sabu katha re sarkar ku anani amarbi kichi kartabya achi America re v futfat re sou chanti but jadi kichi dhani loka jadi chahibe a sabu thik hai pariba au dhani gariba madhyare jadi antara kamiba a dina dekhibani auu 🙏
@studywithgirishkumar8271
@studywithgirishkumar8271 2 жыл бұрын
@@Sk-ex2hr then try to understand their pblm and solve
@MadhabMotivation
@MadhabMotivation 3 жыл бұрын
ବହୁତ ଦୁଃଖ ଲାଗିଲା ଭିଡ଼ିଓକୁ ଦେଖି । ହେ ପ୍ରଭୁ ଏକି ଲୀଳା ତୁମର , ଧନୀକୁ ଅଧିକ ଧନ ଦେଲ ଓ ଗରିବଙ୍କୁ ଅଧିକ ଦୁଃଖ ଏବଂ କୋଷଣ । ସବୁବେଳେ ଗରିବଙ୍କ ଆଖିରେ ହିଁ ଲୁହ । 😭
@krushnamohansahoo5633
@krushnamohansahoo5633 3 жыл бұрын
ଯିଏ ଯୋଉଥିରେ ଖୁସି ଭଗବାନ ତାକୁ ସେମିତି ଦିଅନ୍ତି ଭାଇ।
@jayjaganath7457
@jayjaganath7457 3 жыл бұрын
କାହିଁକି ସରକାର କଣ କାନରେ ତେଲ ଆଖିରେ ପଟି ମାରି ଆଇଛି ନା କଣ । କଣ କରୁଛି ନବୀନ ପଟ୍ଟନାୟକ କଣ ମାଗଣା ସବୁ ଦେଇପକଉଛି ଘର ଖଣ୍ଡିଏ ଦେଇପାରୁନି ଛିଛି..... ଲଜ୍ଜା ଲାଗିବା ଦରକାର 😡😡😡
@AKSAmit1
@AKSAmit1 3 жыл бұрын
@@jayjaganath7457 euta kemiti katha? Ghare tame rahiba na Naveen Patnaik jiye rahiba siye baneiba na.... Aau gote katha bahut kama achhi karibaku masaku 10k 20k aaramse aasi jiba kintu karibeni aau ei mane dukhare rahibeni ta aaau kiye rahiba..? Tike bhabiki reply daba...🤔
@krushnamohansahoo5633
@krushnamohansahoo5633 3 жыл бұрын
@@AKSAmit1 ଆରେ ଭାଇ ସେ ଲୋକ ତ କାହାକୁ କିଛି ମାଗିନି ତ ଆମେ କଥାକୁ କହିଲୁ ସେ ଲୋକ କ'ଣ ସରକାର କୁ ଘର ମାଗିଥିଲେ କି।
@Sk-ex2hr
@Sk-ex2hr 3 жыл бұрын
Dhani loka sabubele success upare focus kari success paanti mahalia kichi milijaeni
@CHARAN-0070
@CHARAN-0070 3 жыл бұрын
ସତରେ ଯଦି ଆମ ଦେଶର ଭବିଷ୍ୟତ ପାଇଁ ସରକାର ଚିନ୍ତା କରୁଛନ୍ତି ତାହାଲେ ଏହିଭଳି ରାସ୍ତା କଡ଼ରେ ରହୁଥିବା ଛୋଟ ପିଲାମାନଙ୍କୁ ଟିକିଏ ଶିକ୍ଷା ଦିଅନ୍ତୁ ତାହାଲେ ସେମାନେ ତାଙ୍କ ଭବିଷ୍ୟତ ଗଢିପାରିବେ ମୋର ଅନୁରୋଧ ,,,
@pabanbarad6089
@pabanbarad6089 3 жыл бұрын
Right
@pradeeptv8568
@pradeeptv8568 3 жыл бұрын
1 no bhai
@rabinayak8966
@rabinayak8966 3 жыл бұрын
Ekdam perfect
@Linu-Vlog9668
@Linu-Vlog9668 3 жыл бұрын
Dhanaybad bhai
@iamsoumyajena3673
@iamsoumyajena3673 3 жыл бұрын
Right 😢😢😢
@mr.bhabani05
@mr.bhabani05 3 жыл бұрын
ଖୁବ୍ ସୁନ୍ଦର୍ ସମ୍ପର୍କ😢ଆଖିରୁ ଲୁହ ଆସି ଯାଉଛି 😭 ❤🐕🐶❤
@kanaklatasamal470
@kanaklatasamal470 2 жыл бұрын
ପିଲାଟି ପ୍ରତିଉତ୍ତର ସୁନ୍ଦର ଭାବରେ ଦେଉଛି। ମହାପ୍ରଭୁ ତା'ର ସମସ୍ତ ମହତ୍ତ୍ଵ ଚିନ୍ତାଧାରାକୁ ପୂର୍ଣ୍ଣ କରନ୍ତୁ। ଚଲାପଥ ସଦାହେଉ କୁସୁମୟ। ନଲାଗୁ କେବେ କାହା ନଜର। ଜୟ ଜଗନ୍ନାଥ।
@satyanarayanrout1474
@satyanarayanrout1474 2 жыл бұрын
Right
@kanaklatasamal470
@kanaklatasamal470 2 жыл бұрын
@@satyanarayanrout1474 ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@Ishuu__18
@Ishuu__18 2 жыл бұрын
God bless you BOY
@daskartik296
@daskartik296 2 жыл бұрын
@@kanaklatasamal470 Adara bhidayal
@dambarudharyadav28
@dambarudharyadav28 2 жыл бұрын
Ur great mm
@fakirmohansahoo2079
@fakirmohansahoo2079 3 жыл бұрын
ବହୁତ୍ ଦୁଃଖ ଦାୟକ , ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ସେ ତୁମକୁ ସହାୟ ହୁଅନ୍ତୁ 🙏🙏🙏
@prasantpal4195
@prasantpal4195 2 жыл бұрын
Ik ur day o
@nadinipradhan2684
@nadinipradhan2684 2 жыл бұрын
@@prasantpal4195 ççcççccçccçççccçcccçcçççcç
@Freshodia
@Freshodia 3 жыл бұрын
ହୃଦୟ ବଲ୍ଲଭ ପିଲା ଟେ, ତା'ର ପଢା ଖର୍ଚ୍ଚ ସହୃଦୟ ବ୍ୟକ୍ତିମାନେ ବହନ କରନ୍ତୁ ଏବଂ ତା ପରିବାରକୁ ମଧ୍ୟ ସାହାଯ୍ୟ କରନ୍ତୁ।
@ruturajdash8914
@ruturajdash8914 3 жыл бұрын
❤️... ଏ ପିଲାର ନିର୍ଭେଜାଲ ହସ ପାଖରେ ସବୁ ଫିକା
@sipunkumarjena7662
@sipunkumarjena7662 3 жыл бұрын
ସବୁ ଲୀଳାମୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଲୀଳା
@basantisahoo6880
@basantisahoo6880 3 жыл бұрын
To lila kuade jaichi lo
@jayjaganath7457
@jayjaganath7457 3 жыл бұрын
ନବୀନ ପଟ୍ଟନାୟକ କଣ କରୁଛି ତାଙ୍କୁ କଣ ଦେଖାଯାଉ ନାହିଁ ଏମାନଙ୍କୁ ଅତି ଶିଘ୍ର ଥଇଥାନ କରାଯାଉ ଓ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ 😡😡😡😢😢😢
@krushnamohansahoo5633
@krushnamohansahoo5633 3 жыл бұрын
ଭାଇ ଏ ବ୍ୟକ୍ତି ଜଣକ ଲାଞ୍ଚ ଦେଇପାରିବେ ନାହିଁ ସେଥିପାଇଁ ୟାଙ୍କୁ ଇନ୍ଦିରା ଆବାସ ମିଳିବନି।ମାଘିଆ ପ୍ରସାଶନ।
@jayjaganath7457
@jayjaganath7457 3 жыл бұрын
@@krushnamohansahoo5633 ଆପଣ ଠିକ୍ କହିଛନ୍ତି ଭାଇ 😢😔
@krushnamohansahoo5633
@krushnamohansahoo5633 3 жыл бұрын
@@jayjaganath7457 ମୁଁ ସବୁ ବ୍ଳକ ରେ ଦେଖୁଛି କ'ଣ କହିବି ଭାଇ ଗୁଳି ମାରିଦେବାକୁ ଇଚ୍ଛା ହଉଛି 😭😭
@sarojgaikwad9027
@sarojgaikwad9027 3 жыл бұрын
Ethi khatir darkar nahele Kia kahara nuhe
@jayjaganath7457
@jayjaganath7457 3 жыл бұрын
@@sarojgaikwad9027 ହଁ ଭାଇ
@Bajrangipapu
@Bajrangipapu 3 жыл бұрын
ସାମ୍ବାଦିକ କୁ ପୁରସ୍କାର ଦିଆଯିବ ସିଏ ରାସ୍ତାକଡ଼ ରେ ରୁହନ୍ତି ତାଙ୍କ କଥା ନ ପଚାରି କୁକୁର କଥା ପଚାରୁଛନ୍ତି
@sidhantamohapatrassmusicch682
@sidhantamohapatrassmusicch682 3 ай бұрын
Tankara kan jiba gote new style ra news anibe na loka kouthi rahile Tankara kichhi farak paduni
@rajeshkumarswain1764
@rajeshkumarswain1764 3 жыл бұрын
ବା ଆ ଠୁ ଅଧିକ ସୁନ୍ଦର୍ ଆଉ କିଛି ନାଇ ବହୁତ୍ ଶାନ୍ତି ଲାଗେ ଏପରି କାର୍ଯ୍ୟ କୁ ଯଦି ଏ ସମାଜ ର ସମସ୍ତେ ଏପରି ହୋଇ ଯାଆନ୍ତେ କେତେ ସୁନ୍ଦର ସମାଜ ଟେ ତିଆରି ହୋଇ ପାରନ୍ତା
@subratapradhan7823
@subratapradhan7823 3 жыл бұрын
ବାବୁରେ ତତେ ଦେଖିବା ପରେ ତୋ ପ୍ରତି love ହେଇଗଲାଣି ମୋତେ 👍👍
@ssn4133
@ssn4133 3 жыл бұрын
ଜୀବନ ଜଂଜାଳ ଭିତରେ କିଏ କେବେ ହାରିଯାଇଛି ତ କିଏ କେବେ ଜିତି ଯାଇଛି.. କିଏ ଧନ ରତ୍ନ ଗର୍ଵ ର ସହ ବଞ୍ଚୁଛି ତ କିଏ ଗରିବ ହୋଇ ଫୁତଫାତ ରେ ସୋଇ ଜୀବନ ବଂଚାଉଛି .. ହେଲେ ଫରକ କେବଳ ଏତିକି ଧନୀ ଲୋକକୁ କେବେ ଶାନ୍ତି ମିଳୁନି ଗରିବ ସବୁବେଳେ ଶାନ୍ତିରେ ଦିନ ବିତାଉଛି.... 🙏🙏🙏
@brahmanchhaivillagefastiva1093
@brahmanchhaivillagefastiva1093 2 жыл бұрын
ପଶୁ କେବଳ ବୁଝେ ମଣିଷର ମହାନତା ଆମ ସମାଜରେ ଅନେକ ଲୋକ ରହିଛନ୍ତି ଯେଉମାନେ ପଶୁ ପଷୀ ମାନଙ୍କ ଉପରେ ଅତ୍ଯାଚାର କରନ୍ତି। ସମାଜରେ ଏମିତି ଲୋକ ଅଛନ୍ତି ଜୀବନରେ ପଶୁପଷୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି 🙏
@madhupam9938
@madhupam9938 3 жыл бұрын
ପିଲାଟିର କଥାରୁ ଲାଗୁଛି ଯଦି ସୁଯୋଗ ମିଳେ ସେ ନିଶ୍ଚୟ ଉଜ୍ଜଳ ଯୁବକଟିଏ ହେବ | ସରକାରଙ୍କୁ ତା'ର ଶିକ୍ଷା ପାଇଁ ବ୍ୟବସ୍ତା କରିବାକୁ ନିବେଦନ | ଈଶ୍ୱର ପିଲାଟିକୁ ତଥା ତା' ପରିବାରକୁ ସାହା ହୁଅନ୍ତୁ |
@mitunakumarjena6609
@mitunakumarjena6609 5 ай бұрын
ସୁନ୍ଦର ଦୃଶ୍ୟ ଜଣେ ବେସାହାରା ଲୋକ କେମିତି ଗୋଟେ ପଶୁ କୁ ସୁନ୍ଦର ଭାବରେ ସାହାରା ଦେଉଛି...🙏
@king-do4gr
@king-do4gr 3 жыл бұрын
ଆମର ମୁଖ୍ୟମନ୍ତ୍ରୀ ଖାଲି ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ।
@dilseswadhin9621
@dilseswadhin9621 3 жыл бұрын
Bala jojona sabu chalichi odisha re
@sibasamarath7588
@sibasamarath7588 2 жыл бұрын
Minister ko Odia Maloom Nahin Hai
@intelligentcommunity4040
@intelligentcommunity4040 2 жыл бұрын
ମୋର ବି ଗୋଟେ ସୁନ୍ଦର୍ କୁକୁର ଥିଲା, କିନ୍ତୁ ସେ ଏବେ କିଛି ଦିନ ହବ ମରିଗଲା।।।😭😭😭
@Sonali_Fish
@Sonali_Fish 3 жыл бұрын
People should learn from this boy ... God bless this boy 😥🙏
@ritabratamohapatra5747
@ritabratamohapatra5747 2 жыл бұрын
Exactly ✨
@munablaster
@munablaster 2 жыл бұрын
Thank🙏🙏🙏🌹🌹
@ashutoshsethi1078
@ashutoshsethi1078 3 жыл бұрын
May GOD bless this boy....
@kalandidas125
@kalandidas125 2 жыл бұрын
ସ୍ନେହ ମମତା ଆଗରେ ସମସ୍ତେ ବନ୍ଧା, କିଛି ଅସୁର ପ୍ରକୃତିର ଲୋକ ଅଛନ୍ତି, କୁକୁର ଦେଖିଲେ ଗାଡି ଚଢେଇ, ବିଷ ଦେଇ, ଗରମ ପାଣି ଢାଳି, ଏପରି ଅତ୍ୟାଚାର କରି ମାରିଦିଅନ୍ତି, ସେଇ ଲୋକଙ୍କୁ ମୂଁ ହାତଯୋଡ଼ି 🙏🙏🙏🙏🙏🙏🙏ଅନୁରୋଧ କରି କହୁଛି, ନିରୀହ କୁକୁରଙ୍କୁ ୟାଙ୍କ ପରି ଭଲ ପାଇବା ଦିଅନ୍ତୁ, ଦେଖିବେ ଦିନେ ନା ଦିନେ ତମ ବିପଦରେ ବନ୍ଧୁ ସାଜିବେ,
@thebudgetless
@thebudgetless 2 жыл бұрын
ଗୋଟେ କଥା emotion ସହ ଖେଳନୀ 🙏🙏
@haylbsnaa6758
@haylbsnaa6758 3 жыл бұрын
ଏଠି ଯୋଜନା କାଗଜ , ଖାତା , କଲମ , ରେ ସୀମିତ ସରକାର ଙ୍କ ନଜର ତ ଯୋଜନା ଉପରେ ଏମାନଙ୍କ ଉପରେ କୋଉଠୁ ଆସିବ .......ଭଗବାନ ଙ୍କୁ ଜଣା ଏଠି ଯୋଜନା କାମ ଦଉଚି ନା ଭାବନା.............
@ashutoshmohanty4484
@ashutoshmohanty4484 3 жыл бұрын
Child's smile express the beauty of his heart 💖💓....
@reetuvlogs18
@reetuvlogs18 3 жыл бұрын
God bless this child . Little Raja Please help and support them
@lipikasahoo9275
@lipikasahoo9275 3 жыл бұрын
ଭଗବାନ କରନ୍ତୁ ଆପଣଙ୍କ ପରୀବାର ସବୁବେଳେ ଖୁସିରେ ରୁହ
@pritamjitsamal1177
@pritamjitsamal1177 3 жыл бұрын
A dog 🐕 is only thing on earth that love you more than you love yourself 🥰
@jayantimalik935
@jayantimalik935 2 жыл бұрын
ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଏ ଦୁନିଆରେ ସମସ୍ତେ ଆପଣଙ୍କ ପରି ହୁଈଯାଆନ୍ତୁ କାରଣ ଏ ଦୁନିଆରେ ପଶୁପକ୍ଷିଙ୍କ ଉପରେ ଅତ୍ୟାଚାର ହେଉଅଛି ସେମାନେ ଟିକେ ଭଲରେ ରହିବେ ଜୟ ଜଗନ୍ନାଥ
@user-un7mz5tq7q
@user-un7mz5tq7q 3 жыл бұрын
ହେ ଇଶୋର ଏମାନଙ୍କୁ ଘରଟିଏ ପ୍ରଦାନ କରନ୍ତୁ
@SUBHRANSU99
@SUBHRANSU99 3 жыл бұрын
ଓଁ ନମଃ ଶିବାୟ 🙏🙏😭😭💔💔😭😭😢😥😥😥
@manasranjanraulo8808
@manasranjanraulo8808 3 жыл бұрын
That's called humanity....❤️
@ashma_
@ashma_ 3 жыл бұрын
When people say there's no humanity ....They should watch it ...
@srikanta671
@srikanta671 2 жыл бұрын
ବହୁତ ସୁନ୍ଦର ଲାଗୁଛି, ଧନ୍ୟବାଦ ସରକାର
@ghugubaral3862
@ghugubaral3862 2 жыл бұрын
ଏଠି କୁକୁର କଥା କୁହାଯାଉଛି TRP ପାଇଁ କିନ୍ତୁ ସେ ପିଲାଟି କେମିତି ରାସ୍ତା କଡ଼ରେ ସୋଇଛି ତାର ଭବିଷ୍ୟତ କଣ ହବ ସେ ବିଷୟ ରେ ଟିକେ ବି କିଛି କହିଲେନି ସାମ୍ବାଦିକ ବାବୁ, ଥରେ ପିଲା ଟିର ଉଜ୍ଜଳ ଭବିଷ୍ୟତ ବିଷୟ ରେ ଚିନ୍ତା କରିବାକୁ ଅନୁରୋଧ କରୁଛୁ ଭାଇ
@ytsitalo
@ytsitalo 3 жыл бұрын
Pashu hamesha hamesha sath deta hai lekin aadami nahin post sabse jyada pyara hota hai 🙏🙏🙏🙏
@prabhudattajena638
@prabhudattajena638 3 жыл бұрын
Absolutely right mam
@debaprasadnayak3330
@debaprasadnayak3330 3 жыл бұрын
good. ripoting....sata sata. koti. pranam👍👍👍👍👍👍👍👍👍👍💖💖💖💖💖💖
@barihapilaofficial655
@barihapilaofficial655 3 жыл бұрын
ବହୁତ ଦୁଖ ଲାଗିଲା ଭିଡିଓ ଟା......😭
@mukeshdalai9142
@mukeshdalai9142 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏👏
@KrishnaDas-uk7zo
@KrishnaDas-uk7zo 3 жыл бұрын
This little kid talking as a grown man ..🤩
@durgabatiroutray7881
@durgabatiroutray7881 3 жыл бұрын
Prabhu tamara mangal karantu hey bhagaban se bapa puaku bahut dhana dai
@rashtrapratham9222
@rashtrapratham9222 3 жыл бұрын
Bah... Badhia aau... Bhagaban tamaku bhalare rakhantu aau... Tame aau sheru sabubele sukha re ruha aau....😊🤗🤗🤗🙂
@rajeshbehera7447
@rajeshbehera7447 3 жыл бұрын
It's too much for a dog lovers poor heart 😢😢💜💜💜
@sunilkumarparida6799
@sunilkumarparida6799 3 жыл бұрын
Pila tira katha bahut bhala lagila good job🙏🙏🙏
@manoranjanpaik9900
@manoranjanpaik9900 3 жыл бұрын
Kichhi na thaibi ete khusire rahucha bahut Thanks Good Bless You🙏🙏😭
@dasranjit1106
@dasranjit1106 3 ай бұрын
God bless you beta 😢😢😢😢😢😢😢😢❤❤❤❤
@kishorchandramurmu4243
@kishorchandramurmu4243 3 ай бұрын
ଏଠି ମଣିଷ ମାନେ ବେଇମନ୍ କରନ୍ତି। ହେଲେ ପଶୁ କେବେ ବେଇମନ୍ କରେନାହିଁ । କାରଣ ସମ୍ପର୍କ ର ମାନେ ସେ ଠିକ୍ ବୁଝିଛି।
@payalsamantaray9278
@payalsamantaray9278 2 жыл бұрын
Help this animal & people they are need of secure & safe life ❤️
@kaibalya_sahoo8655
@kaibalya_sahoo8655 3 жыл бұрын
ସେ କହୁଛନ୍ତି ଆମର ଘର ଅଛି, କିନ୍ତୁ ରାସ୍ତା କଡରେ କଣ ପାଇଁ ଶୋଇଛନ୍ତି. ସରକାର ର ଦୋଷ ଦେବେ ଲୋକ ମାନେ
@lulusahoo7515
@lulusahoo7515 2 жыл бұрын
Jay jagannath jay jagannath🙏🙏🙏🙏🙏
@deepakpradhan1438
@deepakpradhan1438 3 жыл бұрын
Dhanyabad janauchhi tamaku🙏🙏🙏🙏🙏🙏🙏🙏🙏🙇🏼🙇🏼🙇🏼🙇🏼🙇🏼
@biswanathsahoo2888
@biswanathsahoo2888 2 жыл бұрын
This boy is very talented and genius pls save this child for future of ODISHA.👍👍👍👍✌✌✌✌
@payalsamantaray9278
@payalsamantaray9278 2 жыл бұрын
Actually this bond are full emotional & love 💕
@allworldshorts6156
@allworldshorts6156 Жыл бұрын
Jay jagannath 🙏 Jay lokanathe❤❤❤
@goutamkumarchand9611
@goutamkumarchand9611 2 жыл бұрын
ରାଜରାସ୍ତାରେ ଶୋଇପଡ଼ୁ ଥିବା ମଣିଷ ଟିର ପଶୁଙ୍କ ପ୍ରତି ସ୍ନେହ, ଆଦର ଏବଂ ଭଲପାଇବା ର ମୂଲ୍ୟ ବହୁ ପ୍ରାଚୁର୍ଯ୍ୟ ଭିତରେ ଥିବା ମଣିଷ ଠୁଁ ବହୁ ଉର୍ଦ୍ଧରେ....
@drstrange4349
@drstrange4349 2 жыл бұрын
1st time otv ra gote video bhala lagila😍😍
@kumarprem4055
@kumarprem4055 3 жыл бұрын
Bahout bhalolagila E prakro premo pain Hats off to u....🐕🐕🐕🐕
@jchoudhury274
@jchoudhury274 2 жыл бұрын
Bahut bhala KHATA. Bhai santi ra ACHANTI
@monalisagarhnayak4380
@monalisagarhnayak4380 3 жыл бұрын
Jay jagannath 🙏🏻🙏🏻
@nirupamadas8668
@nirupamadas8668 2 жыл бұрын
Jay jagannath 🙏❤🙏
@durganayak6249
@durganayak6249 3 жыл бұрын
Good bless you 🙏🙏
@akshayaworldlife9733
@akshayaworldlife9733 3 жыл бұрын
Great Dog Sad Sad Naman He Jagannath Sabubele Khushire Rakhithiba.Bhuke Nai Rakhithiba Prabhu
@sandhya5110
@sandhya5110 3 жыл бұрын
ଵହୁତ ସୁନ୍ଦର
@mamamiddleclassvlog3949
@mamamiddleclassvlog3949 3 жыл бұрын
Dhanya Odisha sarkar
@MikuMiki-rc1co
@MikuMiki-rc1co 3 ай бұрын
Kete sundara bhalapiaba auu kete sunder katha waaa🤩
@sipunmohanta9413
@sipunmohanta9413 3 жыл бұрын
Help to all people may god will help them.
@thealok0079
@thealok0079 2 жыл бұрын
God bless you Amen 🙏⛪🕯️
@nkyoutube5013
@nkyoutube5013 3 жыл бұрын
Bahut sundar 👌👌
@skylerlover8431
@skylerlover8431 3 жыл бұрын
Jebe bi emt vdo dekhe bohut Kanda lage, kebe ama desare samastanka dukha dura haba 🥺
@teachervloggerjunoon5867
@teachervloggerjunoon5867 3 жыл бұрын
Dukha nahi vai,loka ra godahata thik achhi,He should work hard👍
@chandansekhardeo6142
@chandansekhardeo6142 3 жыл бұрын
Jiban thiba jae....dukha dura hue nahi...ei ta hauchi Manisha jiban
@diptiranjankhamari3329
@diptiranjankhamari3329 3 жыл бұрын
Really...hart touching.....many many thanks....OTV
@chaturbhujasahoo8895
@chaturbhujasahoo8895 2 жыл бұрын
ବହୁତ ସୁନ୍ଦର କଥା
@kirtimahakaal1700
@kirtimahakaal1700 2 жыл бұрын
Jay jagannath jay bajarang bali har har Mahadev 🙏🥰👍🙂🥰
@kajolnupur7681
@kajolnupur7681 3 жыл бұрын
A true example of humanity....
@satyadurga1267
@satyadurga1267 Жыл бұрын
Jayjagannath saha 🙏🙏🙏
@premsusanta
@premsusanta 3 жыл бұрын
These 3 characters teaches about living a joy life with no requirements of materialistic things in a life.
@Priyaworld_7377
@Priyaworld_7377 Жыл бұрын
Khub sundor ❤🙏
@akashsahu8597
@akashsahu8597 3 жыл бұрын
Mast video 👍👍👍👍👍👍👍👍
@bikashchandrapanda1851
@bikashchandrapanda1851 2 жыл бұрын
Waooo 🙏🏻🙏🏻🙏🏻🙏🏻 no word to describe about it ...
@bblpbiswjit4736
@bblpbiswjit4736 3 жыл бұрын
ହେ ପ୍ରଭୁ
@lokansahu7113
@lokansahu7113 2 жыл бұрын
Iswar nkar ki neela 🙏🏻🙏🏻🙏🏻🙏🏻🙏🏻
@jatinkumarbarik9574
@jatinkumarbarik9574 3 жыл бұрын
ଇଏ ବି ଜୀବନ I ଗଣତନ୍ତ୍ର ର ରକ୍ଷକ ମାନେ ଶୀତତାପନିୟନ୍ତ୍ରିତ କୋଠରୀ ଭିତରୁ ବାହାରି ଟିକେ ଦେଖନ୍ତୁ I
@bijaykumarpradhan4773
@bijaykumarpradhan4773 3 жыл бұрын
Humanity and krisna lives there
@Sonapradhana143
@Sonapradhana143 3 жыл бұрын
ଭଗବାନ ତମ ର ମଙ୍ଗଳ କରଂତୁ 🙏🙏🙏😭😭
@adcreation780
@adcreation780 3 жыл бұрын
ଆରେ ସେମାନଙ୍କୁ ସାହାଯ୍ୟ କର ଖାଲି reporting କଲେ କଣ ହବ 😭 ସାହାଯ୍ୟ କର କିଛି ସେମାନଙ୍କୁ କୁକୁର ବିଷୟରେ କଣ ପଚାରୁଛ ତାଙ୍କ ଅବସ୍ଥା ବିଷୟରେ ପଚାର😓😓😓🙏
@nameshortff
@nameshortff 3 жыл бұрын
Right bhi
@adcreation780
@adcreation780 3 жыл бұрын
@@nameshortff 🙏 hm bhai
@sanjaydatta948
@sanjaydatta948 3 жыл бұрын
Luv you beta God bless you
@anukulsatpathy2812
@anukulsatpathy2812 3 жыл бұрын
Luv u beta ❤️
@swathi3104
@swathi3104 2 жыл бұрын
Love you ଧନ 😭😭😭
@omprakashbiswal2382
@omprakashbiswal2382 3 жыл бұрын
Thank you very much beta ❤️❤️❤️
@ashishkumarojha2323
@ashishkumarojha2323 2 жыл бұрын
Best news, Thanks reporter
@laxmikantasabar898
@laxmikantasabar898 3 жыл бұрын
please help this family request to our government
@puspanjalidevi6396
@puspanjalidevi6396 2 жыл бұрын
ଫୁଟ path rerahu ଛନ୍ତି ଦେଖି କିଦୁଃଖ ଲାଗୁଚି।ତଥାପି e ମାନେ କେତେ ଖୁସିରେ କୁକୁର ଟି ସହ ଅଛନ୍ତି ପ୍ରଭୁ ଏ ମାନ ଙ୍କୁ ସାହା ହୁଅ।
@akshayaworldlife9733
@akshayaworldlife9733 3 жыл бұрын
He Jagannath Jaldi Duk Nei Kari Sukha Dia Prabhu.Sabubele Khushire Rakhithiba Prabhu
@teachervloggerjunoon5867
@teachervloggerjunoon5867 3 жыл бұрын
He should work hard👍
@santanuchhotaray2404
@santanuchhotaray2404 3 жыл бұрын
Thank you beta....good job
@tarakantarautaray6981
@tarakantarautaray6981 3 жыл бұрын
very good channel
@chandrasahu7320
@chandrasahu7320 3 жыл бұрын
Thanks OTV channel ... really your channel is best for public...other channel try publicity....
@ytsitalo
@ytsitalo 3 жыл бұрын
Very good bhaiya Aisa kaam ke liye 👌👌👌🙏
@SonuSingh-nq7cm
@SonuSingh-nq7cm 2 жыл бұрын
So cute
@abinashkar3679
@abinashkar3679 3 жыл бұрын
Hats off ..💙💙💙
@madhusmitaworld6211
@madhusmitaworld6211 3 жыл бұрын
Really u r grt man❤️❤️👌👌❤️❤️
@niharikaniharika6866
@niharikaniharika6866 3 жыл бұрын
🙏🙏God bless you 🙏🙏
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
The evil clown plays a prank on the angel
00:39
超人夫妇
Рет қаралды 53 МЛН
Try this prank with your friends 😂 @karina-kola
00:18
Andrey Grechka
Рет қаралды 9 МЛН
Maa Kalijai Real Story Chilika Lake Odisha !! Chilika Kalijai Odisha
12:18
DIBYABRAMHA PRODUCTION
Рет қаралды 797 М.
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.