Srabana re Srabana....mp4

  Рет қаралды 4,271,296

Sudhkar Gopal

Sudhkar Gopal

Күн бұрын

Пікірлер: 1 700
@bandhuanayak7525
@bandhuanayak7525 2 жыл бұрын
ସତରେ କେତେ ସୁନ୍ଦର ଥିଲା ସେ ଦିନ। ସେଦିନର ଦୃଶ୍ୟ ବହୁତ ମନେପଡୁଛି ଆଜି ଏ ଗୀତ ଶୁଣିଲା ପରେ।ଆଉ ଲୋକଙ୍କ ମନରେ ମଧ୍ୟ ଏମିତିକା ଗୀତ ଶୁଣିବା ପାଇଁ ଆଗ୍ରହ ଥିଲା । ପୁରା ବଦଳି ଯାଇଛି ସବୁ କିଛି। ଇଛା ହେଉଛି ସେ ସମୟ କୁ ଫେରିଯିବାକୁ।
@loveyourself-ip2iu
@loveyourself-ip2iu Ай бұрын
😢
@mindhunter6635
@mindhunter6635 Күн бұрын
Tike apeksha kara se dina pheri asiba
@abinashchandrarath3045
@abinashchandrarath3045 2 жыл бұрын
ପିଲାଦିନ ସ୍ମୁତି କୁ ମନେ ପକେଇଦେଉଛି.....ଯେଉଁ ଗୀତ ଶୁଣି ପ୍ରେମିକା କୁ ମନେ ପକୋଉଥିଲୁ,, ଆଜି ସ୍ତ୍ରୀ ରୂପେ ପାଇଁ,,ତା'' ରେ ପାଖରେ ବସି ଶ୍ରାବଣ ମାସ ରେ ଗୀତ ଶୁଣିବାର ଅନୁଭୂତି ଖୁବ ନିଆଁରା.......❤️
@achyutanandatripathy5559
@achyutanandatripathy5559 2 жыл бұрын
You are lucky person brother
@agastysir9984
@agastysir9984 2 жыл бұрын
Vhai love success hela na
@abinashchandrarath3045
@abinashchandrarath3045 2 жыл бұрын
@@agastysir9984 hmn🙈
@abinashchandrarath3045
@abinashchandrarath3045 2 жыл бұрын
@@achyutanandatripathy5559 ty sir🙏
@littleslifestyle7398
@littleslifestyle7398 2 жыл бұрын
Mota ru baha heina au love success hela kahucha michaa ate
@seshadevsahoo4856
@seshadevsahoo4856 2 жыл бұрын
ଅଭୁଲା ସ୍ମୃତିର ଅବସାଦ ନାହିଁ, ଓଃ ଏହି ଗୀତ ଶୁଣିଲେ ମନ ହାଲକା ହେଇଯାଏ...
@santoshkumarmallick6785
@santoshkumarmallick6785 Жыл бұрын
Bahut kasta Lage a Gita sunile.
@sunitabehera1849
@sunitabehera1849 9 ай бұрын
Jete sunu thile Mane pade se pila dina❤❤❤
@girijakantasahoo3414
@girijakantasahoo3414 4 ай бұрын
ଅଭୁଲା ସ୍ମୃତି ର ଅବସାନ ନାହିଁ ଯେତେ ଶୁଣୁଥିଲେ ନୂଆ ଲାଗୁଥାଇ
@jogendrakumarnayak2618
@jogendrakumarnayak2618 3 жыл бұрын
ପିଲା ଦିନର ସ୍ମୃତି ମନେ ପଡ଼ି ଯାଉଛି.......ଏହି ଗୀତ ଶୁଣିଲା ପରେ.......ଆଜି ବି ଚିର ସବୁଜ ହୋଇ ଆଖି ଆଗରେ ନାଚି ଯାଉଛି......
@swadeshbehera8121
@swadeshbehera8121 2 жыл бұрын
କାଇଁ କେଜାଣି, ଏ ଗୀତ ଶୁଣିଲେ ପିଲା ଦିନ କଥା ବହୁତ ମନେ ପଡେ ଆଉ ଦେହରେ ଏକ ଅଲଗା ପ୍ରକାର ଶିହରଣ ଖେଳିଯାଏ।ସେତେବେଳେ ସମସ୍ତଙ୍କ ମୁହଁରେ ଏ ଗୀତଟି ଥିଲା। ସତେ ସେ ପୁରୁଣା ଦିନ ଗୁଡିକ ଫେରି ଆସନ୍ତା କି!!❤️
@simushree5615
@simushree5615 2 жыл бұрын
Right ❤️
@nbedaprakash1984
@nbedaprakash1984 2 жыл бұрын
Correct
@siluraut5903
@siluraut5903 Жыл бұрын
@@simushree5615 QQ æqaa AA AA AA AA àaa
@pricerajubiswal3570
@pricerajubiswal3570 Жыл бұрын
Right
@manojkumarmishra492
@manojkumarmishra492 Жыл бұрын
ଏହି ମନଛୁଆଁ ଓଡିଆ ଆଧୁନିକ ଗୀତଟିରେ ଆମ ଭଞ୍ଜନଗର ଗଞ୍ଜାମ ଭଞ୍ଜ ମାଟିର ସୁନାମଧନ୍ୟ ବଂଶୀ ବାଦକ ଏବଂ ସାକ୍ସଫୋନ୍ ପ୍ଲେୟାର ଏମ , ସିମାଦ୍ରୀ ଭାଇ ଏଇ ସଙ୍ଗୀତର ପ୍ରଛଦପଟରେ ଅଛନ୍ତି
@anni1561
@anni1561 2 жыл бұрын
ଛୋଟ ବେଳେ ଏ ଗୀତର ବୁଝି ପାରି ନ ଥିଲି, ବାସ୍ ମୁଖସ୍ଥ କରି ଦେଇଥିଲି। ଏବେ ବଡ଼ ହେଲା ପରେ ବୁଝି ପାରିଛି। One of my most favourite song from childhood 🎶.😍😍😍😍
@ashokmohanty3549
@ashokmohanty3549 Жыл бұрын
ସତରେ ମୁଁ ବି
@linkanmohanty3324
@linkanmohanty3324 Жыл бұрын
❤❤❤❤ nice song
@laxmidharnayak1190
@laxmidharnayak1190 Жыл бұрын
I also
@PujaRani-sb2nu
@PujaRani-sb2nu Жыл бұрын
​@@linkanmohanty3324ry9⁹58⁵it8😢😅🎉d7ŵ
@madhusmitasethy4031
@madhusmitasethy4031 11 ай бұрын
Ryt bro❤❤❤😢😢😢😮😮😮
@sudarsanpatra109
@sudarsanpatra109 Жыл бұрын
ଏ ଗୀତ ଶୁଣିଲେ ପିଲା ଦିନ କଥା ସବୁ ମନେ ପଡିଯାଏ....ସତରେ ବୋହୁତ ଭଲ ଥିଲା ସେ ପିଲାଦିନ ❤️❤️
@rkmusic9790
@rkmusic9790 2 жыл бұрын
ସତର ବର୍ଷ ପରେ ଏହି ଗୀତ ଶୁଣୁଛି , Miss my childhood
@sachinbehera4155
@sachinbehera4155 Жыл бұрын
Liki
@hk7154
@hk7154 10 ай бұрын
😮😮😮
@rakeshpadhan8904
@rakeshpadhan8904 2 жыл бұрын
ଏ ଗିତ ଶୁଣିଲେ କେଜାଣେ କାହିଁକି ଦେହରେ ଶିହରଣ ଖେଳିଯାଏ ଓ ମନ ପରିବର୍ତ୍ତନ ହୋଇ କେମିତି କେମିତି ଲାଗେ ,,ସତରେ କି ସେ ସମୟ ଫେରି ଆସନ୍ତା #ପିଲାଦିନ
@pujalipramanik7045
@pujalipramanik7045 2 жыл бұрын
Right 👍
@nenadigal1463
@nenadigal1463 Жыл бұрын
❤️❤️❤️❤️❤️
@ranjanpanda989
@ranjanpanda989 Жыл бұрын
Right bro I miss you my child days
@saratmuduli9656
@saratmuduli9656 3 жыл бұрын
ଏ ଗୀତ ମୋ ପିଲା ଦିନର ଗୀତ । ଅତି ସୁନ୍ଦର ଗୀତ ବର୍ଣ୍ଣନା କରିବାକୁ ଶବ୍ଦ ପାଉନି।
@ajaybehera1370
@ajaybehera1370 2 жыл бұрын
କାହିଁକି କେଜାଣି ଏ ଗୀତ ଯେବେବି ମୁଁ ଶୁଣେ ଆଖିରେ ଆପେ ଆପେ 😭😭 ଲୁହ 😭😭 ଝରି ଯାଏ ଫେର ବି ଶୁଣିବାକୁ ବହୁତ ଭଲ ଲାଗେ i♥️this song 👌👌👌 ଚିରନ୍ତନ ଚିରସବୁଜ 🌹🌹🌹
@gourangamallick9588
@gourangamallick9588 Жыл бұрын
Bhai sata katha kahila....luha asijauchi ..pila dinara feleings asigala Sethi pain...😢
@alekhachandrabehera7315
@alekhachandrabehera7315 4 жыл бұрын
ଚୀର ସବୁଜ ଗୀତ... ଆମ ପିଲା ବେଳକୁ ମନେ ପକେଇ ଦିଏ 💝
@khushp4955
@khushp4955 3 жыл бұрын
Yes
@biratsahu4329
@biratsahu4329 2 жыл бұрын
Right
@mysimplevarietycooking
@mysimplevarietycooking Жыл бұрын
Jaha pain a song suparhit se ta duniare nahi 😢Kia kia . bhainku Miss karucha Really nice song ❤❤❤❤❤❤
@pradeeptakumar8801
@pradeeptakumar8801 3 ай бұрын
❤❤❤❤❤
@SM-xs6dt
@SM-xs6dt 2 ай бұрын
Bhai se papu nuhe chandan
@naresnaresh56
@naresnaresh56 2 ай бұрын
Bhai se Papu nuhe
@mysimplevarietycooking
@mysimplevarietycooking 2 ай бұрын
@@naresnaresh56 papu bhai hin kahichi
@parthasarathibehera4324
@parthasarathibehera4324 22 күн бұрын
E a Papu ki
@TheOdiaTrader
@TheOdiaTrader 3 жыл бұрын
*ପିଲାଦିଲେ ସ୍କୁଲ ରେ ପଡ଼ିଲା ବେଳେ ଏ ଗୀତ ଶୁଣିବା ପାଇଁ ମୁଁ ଯେତେ ବ୍ୟାକୁଳ ହୁଏ ଟିଭି କି ରେଡ଼ିଓ କି କାହା ବାହାଘର ରେ ଏ ଗୀତ ବାଜିଲେ ମୁ ଧାଇଁ ଯାଏ ଶୁଣିବାକୁ , ଆଜି ବି ସେ ସ୍ମୃତି ରେ ଦେହ ଶିହରି ଉଠୁଛି କୁଆଡେ ଗଲା ସେ ପିଲାଦିନ, ଖାଲି ଟଙ୍କା ପଛରେ ଗୋଡେଇ ଜୀବନ ଗଲା* 😢
@priyaranjanpradhan1435
@priyaranjanpradhan1435 3 жыл бұрын
Same here 🤗 sad that Odia industry is going downhill 🙄😐
@agastysir9984
@agastysir9984 3 жыл бұрын
Hn vhai
@ilumaharana2380
@ilumaharana2380 2 жыл бұрын
Right
@jayashreenayak4191
@jayashreenayak4191 2 жыл бұрын
Right
@mr.sanjaystatus5269
@mr.sanjaystatus5269 2 жыл бұрын
Right bhai
@sisirpatro5892
@sisirpatro5892 2 жыл бұрын
ଆଜିଭି ସେହି ସ୍କୁଲ ବେଳର ପ୍ରେମ କାହାଣୀ ମନେପଡୁଛି ମନେ ପଡୁଛି ସେହି ଅଭୁଲା ସ୍ମୃତି କାହିଁକି ନା ଏ ଗୀତ ସେତେବେଳେ ମୋତେ ପ୍ରେମ ଆଡକୁ ଟାଣି ନେଇଥିଲା ।।💓💓💓
@badaljit999
@badaljit999 10 ай бұрын
2024 ରେ କିଏ କିଏ ଏ ଗୀତ ଶୁଣିଛ
@jeevangahir6817
@jeevangahir6817 9 ай бұрын
❤❤❤❤❤ ମୁ
@jeevangahir6817
@jeevangahir6817 9 ай бұрын
ଗିତ ର ଅନ୍ତରା ବହୁତ ବହୁତ ସୁନ୍ଦର ଲାଗେ ❤❤❤
@priyankakunmunpradhan8033
@priyankakunmunpradhan8033 8 ай бұрын
❤❤❤❤
@sibaprasaddas7393
@sibaprasaddas7393 8 ай бұрын
​@@jeevangahir6817😊
@abinashparamanik7492
@abinashparamanik7492 8 ай бұрын
Mu sunuchhi😂
@biswanathpanda9379
@biswanathpanda9379 Жыл бұрын
ହୃଦୟ କଣ ହେଇ ଯାଉଛି ଏ srumuti ଏ ଗୀତ ଶୁଣିଲେ 😢
@rajendrakumarnayak5023
@rajendrakumarnayak5023 2 жыл бұрын
ସ୍କୁଲ ବେଳ ବହୁତ ସୁନ୍ଦର। ସ୍କୁଲ ଛୁଟି ହେଲେ ସଙ୍ଗୀତ ଦୁନିଆ 3,30 ରେ ଦିଏ ଶେଷକୁ ଏହି ଗୀତ ଥାଏ ଟିକେ ଦେଖିବାକୁ। ବହୁତମଜ଼ା ଲାଗେ। ସ୍କୁଲ ରେ ମନ ଭିତରେ ନୂଆ ନୂଆ ପ୍ରେମ କୁ ଆହୁରି ବଢ଼ାଇ ଦିଏ। ବହୁତ ସୁନ୍ଦର ଥିଲା ସେ ଦିନ।
@Dipak_Unboxer
@Dipak_Unboxer Жыл бұрын
Sandhya re 7:15 re ghungura dea national re Sethi re b baje e song
@THORYTGAMING
@THORYTGAMING 10 ай бұрын
Sa ପିଲା ଦିନ ର ସ୍ମୃତି କିଛି ଅଲଗା ଥିଲା🥰
@pankajparida7023
@pankajparida7023 2 жыл бұрын
ମୋର ମାନେ ଅଛି ମୋତେ 8 ବର୍ଷ ହେଇଥିଲା ମୁ ସ୍କୁଲ୍ ରେ 4 କ୍ଲାସ ରେ ପଢୁଥିଲି ଏ ଗୀତ ମୁ ଶୁଣିଥିଲି ଓଃ ବହୁତ ମାନେ ପଢୁଛି ପିଲା ଦିନ କଥା ମାନେ ପଡିଲେ କାନ୍ଦ ଲଗୁଛି 😭😭
@sipunuperei4455
@sipunuperei4455 Жыл бұрын
Right bohut mane paduchi se dina kass palei asu se dina
@SoloLucifer_0692
@SoloLucifer_0692 Жыл бұрын
😭😭😭😭
@binayjena8044
@binayjena8044 9 ай бұрын
Me too
@203lincolin5
@203lincolin5 7 ай бұрын
Au se bela nahin se pila Dina se jamana .sedina katha mana padile Kanda laage jemti puni asijaanta ki time. Ebe sabu thike kichi bhala lagu nahin kemti age chalijiba duniya ru chalijibaku icha
@narottamdeep9202
@narottamdeep9202 6 ай бұрын
Same brother ,I was also in class 4th at that time . I used to sing it
@tariniprasadraj534
@tariniprasadraj534 2 жыл бұрын
ବର୍ଷା ଦିନେ ଏ ଗୀତ ଶୁଣିବା ପାଇଁ ଯିଏ ଭଲ ପାଅ like କର 🥰🥰🥰
@sangramkishorrout4426
@sangramkishorrout4426 Жыл бұрын
My favourite song . . .
@puspalatasamantaray5956
@puspalatasamantaray5956 Жыл бұрын
Mu❤❤
@AbcdEfgh-rx2ci
@AbcdEfgh-rx2ci Жыл бұрын
❤❤
@prakashsamal8988
@prakashsamal8988 10 ай бұрын
Mu bhla pai
@igamemixentertainment279
@igamemixentertainment279 Жыл бұрын
କିଏ କିଏ ଏହି ରୋମାଣ୍ଟିକ ଗୀତକୁ..2023ରେ ଶୁଣୁଚ plz like ଆଉ କମେଣ୍ଟ କରନ୍ତୁ..😜😇💞💞
@riyanshkumarjani992
@riyanshkumarjani992 Жыл бұрын
Muu bhi
@niranjansamantaray2023
@niranjansamantaray2023 Жыл бұрын
I love this song
@luckykhatua1548
@luckykhatua1548 Жыл бұрын
Mubi bro
@madhurisethy2236
@madhurisethy2236 Жыл бұрын
🤘🤘😀😀
@ashokmohanty3549
@ashokmohanty3549 Жыл бұрын
, ମୁଁ ଏବେ ସୁଣୁଛି
@jagannathprusty4446
@jagannathprusty4446 2 жыл бұрын
ସବୁବେଳେ ସୁପର ହିଟ ଗୀତ ଯେତେ ପୁରୁଣା ହେଲେ ମଧ୍ୟ ନୁଆ ପରି ଲାଗେ।
@gkhandei2973
@gkhandei2973 3 жыл бұрын
୨୦୦୦ ମସିହାରେ ରିଲିଜ୍.... ସମ୍ରାଟ କ୍ୟାସେଟ ରେ ମୁକ୍ତିଲାଭ କଲା ଓଡ଼ିଆ ରୋମାଣ୍ଟିକ ଆଲବମ୍,ସେଇ ଝିଅଟି... କଣ୍ଠ ଉଦିତ ନାରୟଣ
@bhajaramnahak3
@bhajaramnahak3 2 жыл бұрын
Sata ki 2000 masihar ki bhai
@malayakantanayak6578
@malayakantanayak6578 2 жыл бұрын
Na ahuri puruna
@ergyanaranjanpintu1573
@ergyanaranjanpintu1573 2 жыл бұрын
Bhai lyrics au composition bhuli gala. Lyrics Nijam sir . Composition Purna khuntia.
@saratmuduli9656
@saratmuduli9656 2 жыл бұрын
1997 masiha gita
@sanjaynath8391
@sanjaynath8391 2 жыл бұрын
@@saratmuduli9656 na bhai 2000
@odiaprincessblog
@odiaprincessblog 11 ай бұрын
ଏହି ସବୁ ଗୀତ ଯେତେବେଳେ ମୁଁ ଶୁଣିଛି ମତେ ଲାଗେ ଏଇ ଗୀତ ମୁଁ ନୁଆ ଶୁଣିଲି ❤ ଏ ଗୀତଟି ଯେତେ ପୁରୁଣା ହଉଛି ସେତେ ନୂଆ ଲାଗୁଛି ❤
@satyabratasamantaray2241
@satyabratasamantaray2241 2 жыл бұрын
ମୋର କଲେଜ ପଢିଲା ସମୟର ଗୀତ. ବୋଧେ 2001/02 ହେବ. ରୋମାଣ୍ଟିକ ଗୀତ ସାଙ୍ଗକୁ ରୋମାଣ୍ଟିକ ଲାଇଫ. କେଡେ ସୁନ୍ଦର ଦିନ ଗୁଡିକ ସେତେବେଳେ ଥିଲା ସତରେ. ଏଭଳି ଗୀତ ଏବେ ସ୍ବପ୍ନ.
@Biswajitchanel123
@Biswajitchanel123 3 жыл бұрын
ଏଇ ଗୀତ ସାରା ଜୀବନ ପାଇଁ ମନେ ରହିବ ଆଜିବି ମନେ ଅଛି ..ସ୍କୁଲ ଟାଇମ ର ଗୀତ mind blowing
@gautammalik.8480
@gautammalik.8480 2 жыл бұрын
ସତରେ ଶ୍ରାବଣ ରେ ଶ୍ରାବଣ ଗୀତ ଟି ବହୁତ୍ ମଧୁର ହୋଇଛି ,ମୋର ପିଲା ଦିନେ ସବୁ ବେଳେ ଶୁଣୁ ଥିଲି ,ବହୁତ୍ ବଢିଆ ଲାଗୁଥିଲା।।ଆଉ ଆଜି ମୁଁ ଶୁନୁଚି,ସତରେ ଗୀତ ରେ ଗୋଟେ ହୃଦୟ ସ୍ପର୍ଷୀ ଅଛି ।।ଏଇ ଗୀତଟି ସବୁ ବେଳେ ସମସ୍ତଙ୍କୁ ବହୁତ ଭଲ ଲାଗିବ । ଏଇ ଏତେ ରୋମାଣ୍ଟିକ ସୁନ୍ଦର ଗୀତ କୁ କେହି ଭୁଲି ପାରିବେ ନାଇ ।🙏🙏❤️❤️
@sanjayswain1625
@sanjayswain1625 2 жыл бұрын
ପିଲା ଦିନ ସବୁ କଥା ମନେ ପକେଇ ଦେଲା, ଯାହା ହେଉ ଆଜିବି proud feel ହେଉଛି ନିଜ story ମନେ ପଡିଲେ, ପବିତ୍ର ସମ୍ପର୍କ ଥିଲା,
@manasisamantaray4503
@manasisamantaray4503 Жыл бұрын
ଅସରନ୍ତି ଆଶା ହଜାରେ ସପନ ଆଖି ତାର ନଈ ଆକାଶ ତା ମନ nice line ❤❤❤❤
@jagannath6233
@jagannath6233 4 жыл бұрын
ସ୍କୁଲ ବେଳେ ପ୍ରେମିକା ପାଇଁ ଗାଉଥିଲୁ ଆଉ ଆଜି ଅନେକ ବର୍ଷ ପରେ ବି ଏ ଗୀତ ସେମିତି ରୋମାଣ୍ଟିକ ହେଇ ରହିଛି, ସେମିତି ନୂଆ ପରି ଲାଗୁଛି ❤️❤️
@manojmajhi6772
@manojmajhi6772 3 жыл бұрын
Yes💘
@rakeshmukesh5117
@rakeshmukesh5117 3 жыл бұрын
Very romantic
@skjamil9513
@skjamil9513 3 жыл бұрын
Hmmm
@bholanathbhoi4275
@bholanathbhoi4275 3 жыл бұрын
Yes
@sumitrabehera9932
@sumitrabehera9932 3 жыл бұрын
Yes brother
@1990s_songs
@1990s_songs Жыл бұрын
ଏ ଗୀତ 90 ଦଶକ ର ସବୁ ସୁପରହିଟ ଗୀତ। ପ୍ରତି ଦିନ ସମାଚାର ପରେ 15 ମିନିଟ ଶୁଣି ବାକୁ ଯୋଉ ବ୍ୟାକୁଳତା ଥିଲା ଆଜି 1•5 gb ଡାଟା ରେ ନାହିଁ। ଏ ଗୀତ ଶୁଣି ଦେହ ରେ ଶିହରଣ ଆସି ଯାଏ। ପ୍ରତି ସପ୍ତାହ ରେ ନୂଆ ନୂଆ ଗୀତ ଆଲବମ୍ ଆସିବା ଆଉ ସବୁ ଦୋକାନ ବଜାର ରେ ଟେପ୍ ରେ ବାଜିବା ଯେମିତି ଅଭ୍ୟାସ ରେ ପଡ଼ି ଯାଇଥିଲା। ସେ ଦିନ ଏବେ ଆଉ ନାହିଁ। ଚାକିରି ଆଉ ପଇସା କମାଇବା ପାଇଁ ଘରଠୁ ଦୁର ରେ ରହି ମଣିଷ ଆଜି ନିଜ ଠିକଣା ଖୋଜୁଛି। ସତରେ ବହୁତ୍ ବ୍ୟସ୍ତ ଲାଗେ ସେ ଦିନ କଥା ଭାବିଲେ। ଜୟ ଜଗନ୍ନାଥ ❤
@Bijayanandanahak
@Bijayanandanahak 7 ай бұрын
ମନ କଥା କହିଲେ❤
@jyotisekharmishra469
@jyotisekharmishra469 28 күн бұрын
2000-2001 song
@chholebhature8002
@chholebhature8002 3 жыл бұрын
Pila dino ktha mane padi gala e song suni. Amo gaan dando re TV bhoda ani baba maa ku lu chu luchi dekhiba ktha mane padi gala 🥰🥰🥰
@sambitpatra4763
@sambitpatra4763 2 жыл бұрын
This is not a song. this is an emotion of all odia people. What a master piece.
@jagannathelectronic5713
@jagannathelectronic5713 Жыл бұрын
ପିଲା ବେଳ କଥା ମନେ ପଡୁଛି ଏହି ଗୀତ ଶୁଣିଲା ପରେ ,
@parthasarathibeher1995
@parthasarathibeher1995 3 жыл бұрын
ମୁଁ ଛୁଟ ଥିଲା ବେଳେ ଏହି ଗୀତ ଝଙ୍କାର ଚାନେଲେ ରେ ଦେଖିଥିଲି ଆଜି ଗୀତ ଶୁଣି ଛୁଟା ବେଳରେ କଥା ମନେ ପଡିଯାଉଛି 😭😭😭😭
@lipi9072
@lipi9072 2 жыл бұрын
Bhadra ghara ki 😃😃
@businessman7403
@businessman7403 Жыл бұрын
DD National Channel. Jhankar Show re die 7 PM re
@ashutosaswain7962
@ashutosaswain7962 Жыл бұрын
Really I miss you
@parthasarathibeher1995
@parthasarathibeher1995 4 ай бұрын
ଅନୁଗୋଳ ​@@lipi9072
@rasmirekhapradhan3067
@rasmirekhapradhan3067 25 күн бұрын
ସତରେ old is gold ....... ସେତେବେଳର album songs ଦେଖିବାକୁ, ଶୁଣିବାକୁ ବହୁତ ଭଲ ଲାଗୁଥିଲା ......
@akash55vv
@akash55vv Жыл бұрын
ଭାଇ ଗୀତଟି ଶୁଣିଲେ ପୁଣି ସେଇ ପୁରୁଣା ଦିନ କୁ ଫେରିଯିବା ପାଇଁ ଇଛା ହେଉଛି ଯାହାକି ସମ୍ଭବ ନୁହେଁ 😢😢😢😢
@girijanandanpradhan8842
@girijanandanpradhan8842 7 ай бұрын
Golden memory
@SanjayNayak-yv7ro
@SanjayNayak-yv7ro 5 ай бұрын
😭😭😭
@akanshapurtyeats7599
@akanshapurtyeats7599 Жыл бұрын
A Gita mu class -4re 2001 re suni thili, mo sanga mane gai thile... Bahut bhal lagi thila .. Bahut bhal lage...
@RamDas-zs7qe
@RamDas-zs7qe 3 жыл бұрын
ଓଡ଼ିଆ ଗୀତ ସଂଗୀତ ନିର୍ଦ୍ଦେଶନା ଦାୟିତ୍ଵ ନିର୍ବାହ କରିଥିବା ବ୍ୟକ୍ତି ଉପରେ ନିର୍ଭର କରିଛି ଏଗୀତ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି
@susantabehera3859
@susantabehera3859 10 ай бұрын
ମନକୁ ଛୁଇଁଲା ଭଳି ଗୀତଟିଏ ଶୁଣିଲେ ଦେହରେ ଶିହରଣ ଖେଳିଯାଇଛି ।
@rudranarayan9587
@rudranarayan9587 4 жыл бұрын
Bhai 10 yrs back upload kia hai,salute
@kanhucharanabehera5335
@kanhucharanabehera5335 Жыл бұрын
Bhai satare old is gold. I realize now. I remember my childhood time miss uu😢😢😢😢😢😢😢😢😢😢😢
@sr_bikram_b74
@sr_bikram_b74 2 жыл бұрын
ସତରେ ବହୁତ ସନ୍ଦର ଏ ଗୀତ। ଆଜି ବି ଏ ଗୀତ ମୁଁ ମୋ ପ୍ରିୟା ପାଇଁ ଗାଉଛି ❤
@mrspapunlovepromise8877
@mrspapunlovepromise8877 10 ай бұрын
ଉଦିତ ନାରାୟଣ ଙ୍କ ଗୀତ,,,, ରୋମାନିଆ ଗୀତ।।।। ଧନ୍ୟବାଦ
@dillipkumarbarik9135
@dillipkumarbarik9135 2 жыл бұрын
ଆଜି ବି ଯେତେଥର ଏ ଗୀତକୁ ଶୁଣିଲେ ନୂଆ ନୂଆ ଆଉ ବୋହୁତ୍ ବୋହୁତ୍ ରୋମାଣ୍ଟିକ୍ ଲାଗେ 😊ଇଛା ହୁଏ ପ୍ରେମିକା କୋଳରେ ଶୋଇକି ଏ ଗୀତ ଶୁଣିବାକୁ ଆଉ ଗାଈବାକୁ ପୁଣି ଥରେ ସେ ସମୟ କୁ ଫେରିଯିବାକୁ ଇଛା ହୁଏ ଆଉ ପ୍ରେମିକା ସାମ୍ନା ରେ ବସିରହି ତାକୁ ଦେଖିବାକୁ, ଇଛା ହୁଏ ଅସରନ୍ତି ପ୍ରେମ, ଭଲପାଇବା ଦେବାକୁ ଓ ପାଇବାକୁ
@anupamjena8416
@anupamjena8416 Жыл бұрын
ଯେତେ ଶୁଣିଲେ ଗୀତ ଟି ନୂଆ ଲାଗେ ଧନ୍ୟବାଦ୍ ଦେବି ଯାତ୍ରା ଇଣ୍ଡଷ୍ଟ୍ରି ଯିଏକି ଏଇ ଭଳି ପୁରୁଣା ଗୀତ ଗୁଡ଼ିକୁ ପରିବେଷଣ କରୁଛନ୍ତି ❤
@hanshitadash2958
@hanshitadash2958 Жыл бұрын
Today's kid will never understand the worth of this song
@sibashankapradhan
@sibashankapradhan Жыл бұрын
ଏ ଗିତ ଶୁଣିଲେ ସେଇ ପିଲା ବେଳ କଥା ମନେ ପଡି ଯାଉଛି କି ସୁନ୍ଦର ସେ ପିଲା ବେଳ ଥିଲା
@leenagouda2281
@leenagouda2281 4 жыл бұрын
Bahut mane pade a song sunile piladina Katha one of my best album song😘😘😘
@ashwajitdas98
@ashwajitdas98 4 жыл бұрын
Hnn sata miss my childhood leena
@haizellovesfood3767
@haizellovesfood3767 3 жыл бұрын
Yess🥰
@paramendraprustyrintu442
@paramendraprustyrintu442 3 жыл бұрын
Yes yaar lots of memories of childhood
@adiyasha9433
@adiyasha9433 3 жыл бұрын
Old is gold
@subhashishmohanty2634
@subhashishmohanty2634 3 жыл бұрын
han
@jagdishtiria2335
@jagdishtiria2335 9 ай бұрын
ପ୍ରେମ ଏକ ଏମିତି ଶବ୍ଦ ପ୍ରଶଂସା ର ସୀମା ନାହିଁ ❤❤❤❤❤❤❤❤❤❤❤ ତା ଆଖିରେ ଟିକେ ଖୁସି ଦେଖିବାକୁ କେତେ କଥା ମୋତେ ପଡେ ଭାବିବାକୁ ❤❤ very heart touching track
@tanmayranjanroul9494
@tanmayranjanroul9494 3 жыл бұрын
Srabana re srabana, Megha anibu, Se meghare priya ku, Bhijei dabu. Srabana re srabana, Megha anibu, Se meghare priya ku, Bhijei dabu. Bhijiba ku haere, Se bhalapae, Khusi hela premare, Mate bhijae, Se bhijile mu bhijibi, Tu dhekhibu. Srabana re srabana, Megha anibu, Se meghare priya ku, Bhijei dabu. Ta akhire tike, Khusi dekhibaku, Kete kathe mane, Pade bhabibaku. Bhari se abujha, Bujhe nahin kichhi, Aji jake taku, Parilini bujhi. Phaguna phaguna, Ranga anibu, Se rangare Priya ku, Rangei dabu. Phaguna phaguna, Ranga anibu, Se rangare Priya ku, Rangei dabu. Ranga khelibaku, Se bhalapae. Ta rangare mate se, Rangei die, Ta akhire ta othare, Hasa dekhibu. Srabana re srabana, Megha anibu, Se meghare priya ku, Bhijei dabu. Asaranti asa, Hajare sapana, Akhitara Nai, Akasha sapana. Mana mani thile, Se ati nijara, Mane raga thile, Nuhe se kahara. Rajani lo rajani, Jahna anibu, Se jahna ku mo priya, Hatare debu. Rajani lo rajani, Jahna anibu, Se jahna ku mo priya, Hatare debu. Hate jahna paile, Se heba khusi, Khusi he mate, Chanhiba hasi, Se hasile mu hasibi, Tu dekhibu.. Srabana re srabana, Megha anibu, Se meghare priya ku, Bhijei dabu. Srabana re srabana, Megha anibu, Se meghare priya ku, Bhijei dabu. Bhijiba ku haere, Se bhalapae, Khusi hela premare, Mate bhijae, Se bhijile mu bhijibi, Tu dhekhibu. Srabana re srabana, Megha anibu, Hun hun hun hun, Hun hun hun, La la la la, La la la, Hun hun hun hun, Hun hun hun,
@umakantasasmal1033
@umakantasasmal1033 2 жыл бұрын
ଗୋଟେ ଦଶନ୍ଧୀ ତଳ ର ମୋ ପ୍ରେମ ରେ ମିଠା ରଙ୍ଗ ଭାରିଦେଇଥିବ ଗୀତ ❤️❤️❤️❤️
@DEEPAKKUMAR-oi3gw
@DEEPAKKUMAR-oi3gw 2 жыл бұрын
Proud to be a 90 s child.......and fresh the memory of childhood.
@pankajjena4783
@pankajjena4783 2 жыл бұрын
No nudity, no 2ble meaning words no use of slang ,no auto tune used still far better than today's songs
@abinashdhalofficial7277
@abinashdhalofficial7277 2 жыл бұрын
Evergreen Album song.. memories till 2000 .. srabana re srabana...waahh 👌
@codreaper3057
@codreaper3057 2 жыл бұрын
This is the perfect example of .. Sunder tript ra abasad nhi Jete sunu thile nua laaguthaaib 🥰🥰🥰
@ssethy4
@ssethy4 4 жыл бұрын
ଏ ଗୀତ ଟି କୁ ଶୁଣିଲା ବେଳେ କିଛି କିଛି ମନ ଭିତରେ ହେଇଯାଉଛି ସତରେ କିଏ ଫେରେଇ ଦିଅନ୍ତା କି ସେ ଦିନ ଗୁଡିକ କୁ
@umagouripanigrahi7195
@umagouripanigrahi7195 4 жыл бұрын
ମତେ ବି ସେମିତି ଲାଗୁଛି
@jaanfilm5677
@jaanfilm5677 4 жыл бұрын
@@umagouripanigrahi7195 p
@sureshkumarswain849
@sureshkumarswain849 4 жыл бұрын
Oho Bhai Satare
@ranjitbarik7123
@ranjitbarik7123 4 жыл бұрын
Satare mote semiti laguchi
@santanunayak1792
@santanunayak1792 4 жыл бұрын
Bhai sata katha kahicha
@DharamanandaNayak-cl8il
@DharamanandaNayak-cl8il 4 ай бұрын
ଏ ଗୀତ ଶୁଣିଲେ ପିଲା ଦିନର କଥା ମନେ ପଡେ❤❤❤❤ସେ ସମୟର ଗୀତ ବହୁତ ମଧୂର ❤
@swaratirthamusicchannel
@swaratirthamusicchannel 2 жыл бұрын
ମୋର ଅତି ପସନ୍ଦର ଗୀତ ଟିଏ, ଅନେକ ଥର ମଞ୍ଚରେ ଏଇ ଗୀତଟି ମୁଁ ଗାଇଛି, ଗୀତ ଟି ଗାଇଲା ବେଳେ କଲେଜ ବେଳର ମୋ ପ୍ରେମିକା କଥା ମନେ ପଡ଼ିଯାଏ.....ସିଏ ମନେ ପଡିଲେ ହିଁ ଗାଇବା ପାଇଁ ଫିଲ ଆସେ......
@balarambehera.3371
@balarambehera.3371 2 жыл бұрын
Mo school time re tution re bahut thara ehi gita tiku gaithibi ... All time my favorite song
@villageboybitu1523
@villageboybitu1523 2 жыл бұрын
ସ୍କୁଲ ବେଳେ ଏ ଗୀତ ଭାରି ଭଲ ଲାଗୁଥିଲା କିନ୍ତୁ ଏବ ହିଉମାନ ସାଗର ଗୀତ ଖାଲୀ ଯେ ଭଲ ଲାଗୁନି ବୋଲିବା ପାଇଁ ବାଧ୍ୟ ହଉଛି 😭😭😭
@deepakbiswal5144
@deepakbiswal5144 10 ай бұрын
Nowadays songs come n go,but this song has stayed in my heart since my childhood ❤
@suvendusekhar7856
@suvendusekhar7856 4 жыл бұрын
One of my favourite song in my childhood days .thnks to the whole team for this beautiful song
@elorapriyadarshy1275
@elorapriyadarshy1275 3 жыл бұрын
Why today these type of songs we don't get. This song is soothing and soulfull with a meaningful lyrics. But today meaningless songs are made unnecessary. The song is wonderfully and evergreen,such was the talent of odia music industry at that time.
@prahalladnayak9436
@prahalladnayak9436 2 жыл бұрын
ଆଜି ଏ ଗୀତ ଶୁଣି ବହୁତ ଦୁଃଖ ଲାଗିଲା |
@chitrasen4873
@chitrasen4873 Жыл бұрын
ଏହି ଗୀତ ସୁଣିଲେ ପିଲାଦିନ କଥା ମନପଙୁଚି 😢😢😢,, ସମୟ ରହୁନି ସ୍ତୁତି ରହିଜାଉଚି 😢
@anilmahapatra8672
@anilmahapatra8672 6 жыл бұрын
Favorite song of my college days.Even today when I hear this particular song I feel nostalgic.Long live odia music.
@Vippinku9
@Vippinku9 2 жыл бұрын
ଏଇ ଗୀତ ଟି କୁ ମୁ କେବେ ଭୁଲି ପାରିବିନି ,,,ମୋ ପିଲା ଦିନେ ଯେତେ ବେଳେ ମାମୁ ଙ୍କ ଘର କୁ ଯାଏ ସେତେବଳେ ଏଇ ଗୀତ ଟି ମୁ music box re କ୍ୟାସେଟ ଭର୍ତି କରି ଶୁନେ,,
@trilochansahoo2030
@trilochansahoo2030 2 жыл бұрын
Mu bi mo mamu ghare sune bro sei dina bahut Mane paduchi ,mu au kn kahi msg debi mu bi janiparuni ,i miss my childhood 😭😭😭
@namratanayak7738
@namratanayak7738 Жыл бұрын
Hm
@sidharthpattnayak
@sidharthpattnayak 9 ай бұрын
Bhai mu bi se bhitaru jane apana manaka pari purunua smruti ku mane pakei akhi ru mitha mitha luha jharauthiba pila.... Missing those Golden days... Sayad se time au kebe feribani... Smruti hindi nane pakei khusi heba au luha jhareba...
@shibaramswain
@shibaramswain 8 жыл бұрын
One of the most beautiful and amazing tracks I've heard. It really got my thinking and working. Beautiful, great great job.
@Rajeshkumar-yy3xy
@Rajeshkumar-yy3xy 8 ай бұрын
ଏ ଗୀତ ଶୁଣିଲେ ପିଲାଦିନର କଥା ମନେ ପଡେ ମୋର ବହୁତୁ ପଶନ୍ଦ ଏ ଗୀତ 🥰🥰🥰🥰🥰
@Lambodar87
@Lambodar87 4 жыл бұрын
E Gita setebele bahut famous thila jete bele mu schoolre thili ..ebe e gita sunile sete bela ra Jhankar, Sangita dunia DD Odia channel katha mane padi jauchi.. aou kie sunucha e gita 🎵 2021 re.?
@pusparanibeura2684
@pusparanibeura2684 Жыл бұрын
My favorite song 🥰🥰🥰
@Sasmitadigal290
@Sasmitadigal290 2 жыл бұрын
Meaningful song by Udit Narayan sir Thanks for your team God bless all of you
@priyaranjanpradhan1435
@priyaranjanpradhan1435 3 жыл бұрын
Listening in 2022 ... Still romantic still charming as ever.. 🤗
@LenkaPrabhasini
@LenkaPrabhasini Жыл бұрын
Nothing can be more romantic than this song
@jaydevmohantybaya4291
@jaydevmohantybaya4291 2 жыл бұрын
ବହୁତ ଖୁସି ଲାଗିଲା ଏହି ଗୀତ ଶୁଣି🥰🥰🥰🥰🥰🥰🥰🥰🥰🥰
@rohitsabar9405
@rohitsabar9405 8 ай бұрын
I love old songs
@chakanayana7842
@chakanayana7842 Жыл бұрын
ଏ ଗୀତ ଶୁଣିବାକୁ ଶୁଣି ବାକୁ ମୁ ଯେତେ ପାଗଳ ହେଇଚି ପିଲା ଦିନେ ପାଠ ନ ପଡ଼ି ୟେ ଗୀତ ଶୁଣିବାକୁ ଧୌଡି ଯାଏ ହେ ଭଗବାନ କୁଆଡେ ଗଲା ସେ ପିଲା ଦିନ
@sunflowermeme1718
@sunflowermeme1718 3 жыл бұрын
So soothing and romantic track . Jetebele mo yelder sis 4yr ra thila setebele se e Gita sunithila o first ei song hi githila. Mu pilabele sabubele ta muhan ru e Gita sune. Aji bi e Gita ame Misiki dekhuchu o bahut khushi hauchu. Evergreen song 🎵🖤
@samarballav8584
@samarballav8584 7 жыл бұрын
As we can't forget our childhood, in the same way can't forget this song. so many memories are attached with this song . With love. ..!!!
@bikashmoharana566
@bikashmoharana566 3 жыл бұрын
Nice song
@HunterGaming77
@HunterGaming77 Жыл бұрын
2023 re kau mane aei song sunuchhanti comments re lekha
@abvabhijit3750
@abvabhijit3750 8 жыл бұрын
Today's ODIA songs mean nothing compared to these lovely tracks..
@nandakishorebadaraita1099
@nandakishorebadaraita1099 4 жыл бұрын
Right bhai
@haizellovesfood3767
@haizellovesfood3767 3 жыл бұрын
Ryt
@chandanpattanayak4847
@chandanpattanayak4847 3 жыл бұрын
@@nandakishorebadaraita1099 u
@biplabbkbiswal9174
@biplabbkbiswal9174 2 жыл бұрын
Because they were great creators and these are dummy followers. 👍
@KanhaX6670
@KanhaX6670 2 жыл бұрын
@Fun Unlimited but old song so good ebe ka song meaning less faltu song
@SOUMYARANJANSAHOO-x4u
@SOUMYARANJANSAHOO-x4u 5 ай бұрын
ଆଜିବି ଏହି ଗୀତ କୋଉଠି ବାଜୁକି ନବାଜୁ କିନ୍ତୁ ଓଡ଼ିଶା ରେ ଯତେ ପୁରୁଣା ସେଲୁନ୍ ଅଛି ଏହି ଗୀତ ସବୁ ସେଲୁନ୍ ରେ ବାଜୁଛି
@panutanla
@panutanla 5 ай бұрын
Thik kahichhanti
@prakashajena1146
@prakashajena1146 Жыл бұрын
Very beautiful song ❤❤❤❤❤❤❤🎉
@promodpradhan5864
@promodpradhan5864 9 ай бұрын
My favourite song.
@biswajitsahoo878
@biswajitsahoo878 4 жыл бұрын
Ta aakhire tike khusi dekhibaku, kete katha mote pade bhabibaku.... What a line...
@sanjaynath8391
@sanjaynath8391 3 жыл бұрын
Right Biswajit Bhai
@sibampattnaik4962
@sibampattnaik4962 Ай бұрын
2:24 heart touching one
@kishorkumarbhitiria323
@kishorkumarbhitiria323 Жыл бұрын
କିଏ କିଏ ଏ ଗୀତଟି ଡିସେମ୍ବର 3 2023 ତାରିଖରେ ଦେଖୁଛ..ଲାଇକ କର।
@aakashkumarray1603
@aakashkumarray1603 2 жыл бұрын
Mo pila dina geeta,, aji sunuchi,, pura romantic feeling.. 2022 re
@oldschoolhr2225
@oldschoolhr2225 3 жыл бұрын
Still missing my childhood 😭😭😭 great song.... proud to be 90s kid ❤️❤️❤️❤️ still listening in December 2021 ❤️❤️❤️❤️
@sai267
@sai267 Жыл бұрын
And me listen in 2023
@sagarandreas
@sagarandreas 3 жыл бұрын
oh....God ..listening it to after almost 25 years or more ...this song used to play at Ganesh puja or Durga puja .
@susantanayak1405
@susantanayak1405 2 жыл бұрын
ଆଉ ଏ ଗୀତ ନାହି nice Song ❤️❤️
@bkmanik731
@bkmanik731 10 ай бұрын
ଏ ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡ଼ିଯାଏ
@biswajitsahoo878
@biswajitsahoo878 4 жыл бұрын
Blockbuster song... Ranu Padhi and Chandan are awesome...
@kishorkumarbhitiria323
@kishorkumarbhitiria323 8 ай бұрын
2024 re kia kia a gitaku dekhuchha... Bhagaban tanku bhalare rakhantu👍
@puspalatasamantaray5956
@puspalatasamantaray5956 7 ай бұрын
Mu...😊
@kishorkumarbhitiria323
@kishorkumarbhitiria323 7 ай бұрын
@@puspalatasamantaray5956 ମୋ ମନ ପସନ୍ଦ ଗୀତ🤔😔
@siddhisarangi1720
@siddhisarangi1720 8 жыл бұрын
my all time heart touching song. awesome the song, the lyrics, the choreography everything👍
@nityanandamaharana9183
@nityanandamaharana9183 5 ай бұрын
ଏଇ ଶ୍ରାବଣ ମାସରେ ୟେ ଗୀତ କିଏ ଦେଖୁଛନ୍ତି ❤❤❤
@akashpradhan8705
@akashpradhan8705 2 жыл бұрын
ସତରେ ଏ ଗୀତ ସବୁବେଳେ ନୁଆଁ ପରି ଲାଗେ କାହିଁକି କେଜାଣି ଆଜି ଏ ଗୀତାଶୁଣୀଲାପରେ ଅଫେରା ଦିନ କଥା ମନେପଡ଼ିଗଲା ଯିଏ ମୋଜୀବନରେ ଆସିଥିଲା ସେ ଏବେକାଇଠି କେମିନ୍ତି ଅଛି ମୁଜଣିନି ସିଏ ମୋର ସାଥି ଥିଲା 2008 ରେ ତାର ବାହାଘର ହେଇଥିଲା ଆଜିକୁ ହେଲାନି 7 27 2022 ତାକୁ ମୁ ଦେଖିନି କାହିଁକି ଆଜି ତକଥା ବହୁତୁ ମନେ ପପଡୁଛି ସେ ସୃତିକୁ ମନେ ପକେଇ ମୋ ଆଖିରୁ ଲୁହ ଆସିଗଲା ସେ ମୋର କ୍ଲାସେମେନ୍ତେ ଝିଅ ଆମେଦୁଇଜଣସ୍କୁଲରେ ଗୀତଗାଇବାରେ ଫାଷ୍ଟ ପାଠ ହଉ କି ନ ହଉ
@hakunamatata7831
@hakunamatata7831 3 жыл бұрын
I m listening this my child hood fav song at night 3:45 , thanx to the uploader 🙏💕