No video

ଜୟ ତୁ ମଙ୍ଗଳା ମାଗୋ ଜୟ ହର ଚଣ୍ଡୀ | Jaya Tu Mangala Mago Jaya Harachandi | Rabindra Mohapatra

  Рет қаралды 1,384,028

Sri Purushottam

Sri Purushottam

Күн бұрын

ଓଡିଶା ର ସମସ୍ତ ପ୍ରସିଦ୍ଧ ଦେବୀ ପୀଠ କୁ ନେଇ ଆସନ୍ତୁ ଶୁଣିବା ରବୀନ୍ଦ୍ର ମହାପାତ୍ର ଙ୍କ ଭାବ ପୂର୍ଣ୍ଣ କଣ୍ଠ ରେ ମା ମଙ୍ଗଳା ସ୍ତୁତି |
Song: Maa Mangala Stuti
Singer: Rabindra Mohapatra
Lyrics: Old Collection
Composition: Traditional
Music Arrangement: Chandra Sekhar Mishra
Recording & Mixing : Ama Studio
Video Editing Debi Prasad Ratha
Production: Sri Purushottam
#jaytumangala
#jaytumangalamagojayaharachandi
#durgapuja2022
#durgapuja2022odiabhajan
#mangalabhajan
#rabindramohapatra
#kakatpurmaamangala
ମଙ୍ଗଳା ସ୍ତୁତି:-
ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ । ତୋତେ ସୁମରିଲେ ମାଗୋ ଦୂରିତ ଯେ ଖଣ୍ଡି ।। ବିପଦ କାଳରେ ସୁମରନ୍ତି ଯେଉଁଜନ । ମହାଘୋର ସଙ୍କଟରୁ ଫିଟାଉ ବନ୍ଧନ ।। ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ । ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ ।। ତୋହର ଯେ ନାମ ମାନ ଯେହୁ ସୁମରଇ । କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ ।। ଅନାଥକୁ ଦୟା ମାଗୋ ଦୁବ କରୁ ଦାରୁ । ଦୁସ୍ତର ପଡ଼ିଲେ ମାଗୋ ପ୍ରାଣୀଙ୍କି ଉଦ୍ଧାରୁ ।। ଯେତେବେଳେ ପ୍ରାଣୀକି ଯେ ପଡ଼ିଥାଇ କଷ୍ଟ । ତୋତେ ସୁମରିଲେ ମାଗୋ ଫିଟଇ ସଙ୍କଟ ।। ଯେ ତୋହର ବାରବ୍ରତ ସବୁ କରେ ନିତି । ପାଏ ସେହୁ ଧନ ଜନ ଅଚଳ ସମ୍ପତ୍ତି ।। ନମୋ ନାରାୟଣୀ ମାଗୋ ଅପର୍ଣ୍ଣା ପାର୍ବତୀ । ଭ୍ରମଣ ଯେ କରୁ ମାଗୋ ଅର୍ଦ୍ଧନିଶା ରାତି ।। ଚଣ୍ଡୀ ଯେ ଚାମଣ୍ଡା ମାଗୋ ଖଟନ୍ତି ଅପାର । ଏମାନଙ୍କୁ ସଙ୍ଗେ ଘେନି ଭ୍ରମଣ ତୋହର ।। ପୟରେ ଅଳତା ଭାଲେ ସିଦୁରର ଚିତା । ରଙ୍ଗ ବସନରେ ତୋର ଶ୍ରୀଅଙ୍ଗ ଶୋଭିତା ।। ସିଂହର ପୃଷ୍ଠରେ ମାଗୋ ବିଜେ କରିଯାଉ । ଯେ ମୁଖେ ପଡ଼ିଲେ ମାଗୋ ନ ବର୍ତ୍ତନ୍ତି ଆଉ ।। ନମସ୍ତେ ଶାରଳା ମାଗୋ ଶଙ୍କର ଭବାନୀ । ଦୟାକର ମୋତେ ମାଗୋ ଦନୁଜ ନାଶିନୀ ।।
। ଶୁଖିଲା ସମୁଦ୍ରେ ମାଗୋ ବୁଡ଼ିଲା ମୋ ଭେଳା । ଦୁସ୍ତର ପଡ଼ିଲା ମାଗୋ ଉଦ୍ଧାର ମଙ୍ଗଳା ।। ସଖା ସହୋଦର ମାଗୋ ବନ୍ଧୁବଳ ନାହିଁ । ବିପତ୍ତି କାଳରେ ସାହା ହୁଅ ମହାମାୟୀ ।। ବିନ୍ଧ୍ୟଗିରି ବାସିନୀ ମା ହୈମବତି ସୁତା । ଏମନ୍ତ ଦ୍ବାଦଶ ନାମ ଦେଲେ ଯେ ବିଧାତା ।। ଝଙ୍କଡ଼େ ରହିଲୁ ନାମ ଶାରଳା ବୋଲାଇ । କାକଟପୁରେ ରହିଲୁ ମଙ୍ଗଳା ଯେ ତୁହି ।। ଲହ ଲହ ଜିହ୍ୱା ମାଗୋ ସିନ୍ଦୂରେ ମୂଖ ମଣ୍ଡି । କୋଣାରକେ ରହିଲୁ ମା ଅଭୟା ରାମଚଣ୍ଡୀ ।। ଶ୍ରୀ ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ । ବାଙ୍କିରେ ରହିଲୁ ମାଗୋ ନାମ ଚର୍ଚ୍ଚିକାଇ ।। ସମ୍ବଲପୁରେ ରହିଲୁ ନାମ ସମଲାଇ । ଯାଜପୁରେ ରହିଲୁ ମା ନାମ ବିରଜାଇ ।। ପଶ୍ଚିମେ ରହିଲୁ ମାତ ନାମ ହିଙ୍ଗୁଳାଇ । ଭୁବନେଶ୍ଵରେ ରହିଲୁ ଗଉରୀ ବୋଲାଇ ।। ବାଣପୁରେ ରହିଲୁ ମା ନାମ ଭଗବତୀ । ସକଳ ଅମରେ ତୋତେ କରନ୍ତି ଯେ ସ୍ତୁତି ।। ଉତ୍ତର ଦିଗେ ରହିଲୁ ଚଣ୍ଡୀ ନାମ ବହି । ଏମନ୍ତ ଦ୍ଵାଦଶ ନାମ ବ୍ରହ୍ମା ଗଲେ ଦେଇ ।। ତୋହର ମହିମା ମାଗୋ କେ ପାରିବ କହି । ମାଡ଼ି ବସିଅଛୁ ଦଶଦିଗ ମହାମାୟୀ ।। ନମସ୍ତେ ଚଣ୍ଡିକା ତୁମେ ରୁଦ୍ରଙ୍କର ବାମା । କେ କହିପାରିବ ମାଗୋ ତୁମ୍ଭର ମହିମା ।। ଡ଼ମ୍ବରୁ ମଝା ମାଗୋ ବିଚିତ୍ର ସିଂହ ଠାଣୀ । ମହାମୁର୍ତ୍ତୀ ରୂପ ମାଗୋ ଅଟୁ ଗୋସାମଣୀ ।। ଲହ ଲହ ଜିହ୍ୱା ମାଗୋ ଘୋର ଦନ୍ତ ପାଟି । ନମୋ ଆଦିମାତା ମାଗୋ ବିଜେ ସିଂହ ପିଠି ।। କାତି ଯେ ଖର୍ପର ମାଗୋ ଶୋହେ ବାମକର । ଶଙ୍ଖ ଚକ୍ର ଗଦା ମାଗୋ ଆୟୁଧ ତୋହର ।। ନାନା ପୁଷ୍ପ ମାଳ ତୋର କୁସୁମ ଚନ୍ଦନ । କପାଳେ ସିନ୍ଦୁର ଗାର ଦିଶେ ଶୋଭାବନ ।। ନମସ୍ତେ ମଙ୍ଗଳା ମାଗୋ ଚଣ୍ଡୀ ମହାମାୟୀ । ଦୁସ୍ତର ପଡ଼ିଲେ ମାଗୋ ଉଦ୍ଧାରୁ ଯେ ତୁହି ।। ତ୍ରେତୟାରେ ତୋତେ ମାଗୋ ସୁମରିଲେ ରାମ । ପ୍ରସନ୍ନ ହୋଇଣ ମାତ କଲୁ ପୂର୍ଣ୍ଣ କାମ ।। ତୁମ୍ଭର ଆଜ୍ଞାରେ ରାମ ଲଙ୍କା କଲେ ଜୟ । ରାବଣକୁ ମାରି ସୀତା ଆଣି ରାମରାୟ ।। ନମସ୍ତେ ମଙ୍ଗଳା ମାଗୋ ରକ୍ଷାକର ମୋତେ । ମୁହିଁ ଅରକ୍ଷିତ ଜନ ଆଶ୍ରାକଲି ତୋତେ ।। ଯେତେବେଳେ ଯାହା ମାଗୋ କରୁଥୁବି ଇଚ୍ଛା । ତୋପାଦ ସ୍ମରଣେ ପୁରୁଥିବ ମନବାଞ୍ଛା ।। ତୁମ୍ଭର ଚରଣେ ମୋର ରହୁ ମନ ସ୍ଥିତ । କହେ ଦୀନହୀନ ଯେ ଉଦ୍ଧର ଆଦିମାତ ।।

Пікірлер: 606
@lizapatro1651
@lizapatro1651 Жыл бұрын
Bahut sundar bhajan sb pr kripa kro maa🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@qwerry652
@qwerry652 8 ай бұрын
ଯୟ ମାଁ ମଙ୍ଗଳା ,,,,ଜଗତ ଉଦ୍ଧାର କାରୀ ନାମ ଯେ ଅଟଈତୋର ମାତ ଯେ ମଙ୍ଗଳା ,ତୋର ମୁଁ ହି ଅଟଈ ମାଁ ଗୋ ବାଳୁତ କୁମର ଦେଇଛୁ ମୋର ନାମ ଯେ ମଙ୍ଗଳ ,ତୋହର ଚରଣେ ମାତ ପସୁଛି ଶରଣ ତୋ କ୍ରୁପାରୁ ସର୍ବଦା ହେଉ ମୋର ସୁମଙ୍ଗଳ ।
@PapaJi-wi2yu
@PapaJi-wi2yu 4 ай бұрын
ଜୟ ମା ମଙ୍ଗଳା କାକଟପୁର ❤❤❤❤ ତୁଷାର କାନ୍ତ ରଣା ଷଢୈଇକଳା ଝାରଖଣ୍ଡ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ❤❤❤❤❤
@bhaskarsahu786
@bhaskarsahu786 Жыл бұрын
ଏତେ ମଧୁର ମୂର୍ଚ୍ଛନା ମୁଁ ବିମୋହିତ ଧନ୍ୟବାଦ ଅର୍ପଣ କରି ରହୁଚି ମା ଜୟ ମା ଜୟ ଜୟ ମା ମଙ୍ଗଳା ମାମଙ୍ଗଳା‌ମା ମଙ୍ଗଳା ଦେ ମାଆ ଦୟା
@sukantipujaimissyoubijayas9179
@sukantipujaimissyoubijayas9179 Жыл бұрын
Jay MAA Mangala, Jay MAA Mangala, Jay MAA Mangala...
@khitishmohanty39
@khitishmohanty39 Жыл бұрын
Maa kara bhajan ate sundar laguchi ......apana ka kantha ru bahut sundar.....bahut sundar,🙏🙏🙏🙏🙏🙏🙏🙏🙏🙏
@ashishsahoo6960
@ashishsahoo6960 Жыл бұрын
ଜୟ ମା ମଙ୍ଗଳା ତୁମର ଜୟ ହେଉ 🌺🌺🌺🌺🕉️🕉️🕉️🕉️🙏🙏🙏🙏🕉️🕉️🌺🌺🌺🌺🌺🌺🌺🕉️🕉️🕉️🕉️🙏🙏🙏🙏🙏🕉️🕉️🕉️🕉️🕉️🌺🌺🌺🌺🌺🌺🕉️🕉️🕉️🕉️🙏🙏🙏🕉️🕉️🕉️🌺🌺🕉️🕉️🕉️
@sunilkumarnaikofficial1425
@sunilkumarnaikofficial1425 Жыл бұрын
ଜୟ ମା ମଙ୍ଗଳା 🙏🏽🌹🌺🌸🌼🌷🥥🙏🏽
@jogeswarisahu6810
@jogeswarisahu6810 Жыл бұрын
Jay maa mangala 🙏🙏🌺🌺
@jugalkhilar9428
@jugalkhilar9428 Жыл бұрын
Maa mangala abasarare padara bindare koti koti pranama🙏🙏🙏
@madhumitapanda9599
@madhumitapanda9599 Жыл бұрын
ଅତିସୁନ୍ଦର ମା ମଙ୍ଗଳା ଆଶୀର୍ବାଦ କରି ଥାଆନ୍ତୁ 🙏🏻🙏🏻
@balabhadrabarikbbarik2492
@balabhadrabarikbbarik2492 Жыл бұрын
🌺🌺🌺🙏🙏🙏ଜୟ ମା ମଙ୍ଗଳା 🙏🙏🙏🌺🌺🌺
@gurudevsahu4426
@gurudevsahu4426 Жыл бұрын
Jai maa mangala 🙏🙏🙏🙏🙏
@sakuntalapal4630
@sakuntalapal4630 Жыл бұрын
Jay maa mangala🌺🌺🌺🙏🙏🙏
@birensamal2282
@birensamal2282 Жыл бұрын
ଶୁଣି ଆତ୍ମ ସନ୍ତୋଷ ହେଇଗଲା 🙏🙏🙏🙏🙏jay maaa
@smrutiranjanpanda9960
@smrutiranjanpanda9960 Жыл бұрын
Bahutt 🙏sundar
@mamatamayeepradhan6410
@mamatamayeepradhan6410 Жыл бұрын
Bhut sweet song jay maa
@asmrshort443
@asmrshort443 Жыл бұрын
Jay maa mangala🙏🙏🙏🌺🌺🌺🌺
@jayshrijagannath1627
@jayshrijagannath1627 Жыл бұрын
ଜୟ ମା ମଙ୍ଗଳା ମା ଲୋ ମୋ ମା 🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺
@jhunulatamuduli2032
@jhunulatamuduli2032 Жыл бұрын
Jay Maa Mangala🙏🙏🙏
@jagannath-creation
@jagannath-creation 6 ай бұрын
ଅତିସୁନ୍ଦର କଣ୍ଠ
@padarthajhankar9418
@padarthajhankar9418 Жыл бұрын
Jay Maa Mangala🙏
@Ankit-Das60399
@Ankit-Das60399 Жыл бұрын
Jay maa Mangala 🙏🙏🙏
@foodhome7211
@foodhome7211 Жыл бұрын
JAI MAA MANGALA 🙏🙏🙏
@susmitapatnaik1156
@susmitapatnaik1156 Жыл бұрын
Jay maa Mangala 🙏🌺🙏🌺
@suphalacreation9040
@suphalacreation9040 Жыл бұрын
Jay maa mangala 🙏
@LoveisLife-rw5ud
@LoveisLife-rw5ud Жыл бұрын
ଜୟ ମା କାକଟ ପୁର ବାସିନୀ ମା ମଙ୍ଗଳା ସଭିଙ୍କୁ ତୋ ପଣତ କାନିରେ ଘଣ୍ଟ ଘୋଡ଼ାଇ ରକ୍ଷୀଥା ମା
@rukumanikirtansinger6802
@rukumanikirtansinger6802 Жыл бұрын
Jay maa mangala a sansara ku to panata tale thanki rakhi tha sabu bele..🙏🙏
@harekrishnasahoo7875
@harekrishnasahoo7875 Жыл бұрын
Om maa mangala nka sreecharane saranm🚩🚩🚩🚩🚩🚩🚩
@lajmimallick6166
@lajmimallick6166 Жыл бұрын
Jay maa mangala 🙏🙏
@likingworld2029
@likingworld2029 Жыл бұрын
Jay maa mangala 🙏🏼
@kelujena5067
@kelujena5067 Жыл бұрын
I love maa mangala ❤❤❤❤❤
@bijayakumarsarap7192
@bijayakumarsarap7192 Жыл бұрын
ଜୟ ମାଁ ଗୋ ମଙ୍ଗଳା ଠାକୁରାଣୀ ଦେବୀ ନମଃ ସ୍ତୁତେ
@mr..biswal
@mr..biswal Жыл бұрын
Jay maa mangal🌺 😘
@laxmidhar3304
@laxmidhar3304 Жыл бұрын
Jay maa Mangala
@divineorigami436
@divineorigami436 Жыл бұрын
Jay maa Mangala 🙏🙏🙏🙏🙏🙏
@stardmcchanels9660
@stardmcchanels9660 Жыл бұрын
Jay sri krushna🙏
@gopalrana9412
@gopalrana9412 Жыл бұрын
ଜୟ ମାଁ ମଙ୍ଗଲା 🌺🌺🌺🙏🙏🙏🌺🌺🌺🪔🪔🪔🌹🌹🌹❤️❤️❤️💐💐💐🥰🥰🥰🌷🌷🌷🌼🌼🌼❤️❤️❤️🙏🙏🙏
@madanmohansahoo9808
@madanmohansahoo9808 Жыл бұрын
Jai maa mangala
@kartikarana6756
@kartikarana6756 Жыл бұрын
ଜୟ ମା, ମଙ୍ଗଳା ତୁମେ ସାହାଭରସା‌ ‌🌹🌹🌺🙏🏻🙏🏻🙏🏻🌹🙏🏻🙏🏻🙏🏻🌷🌷🌷
@anjalibehera8813
@anjalibehera8813 Жыл бұрын
Jai maa mangala maa 🙏🙏🙏🌺🌺🌺
@janakiratnadash6422
@janakiratnadash6422 Жыл бұрын
Jay maa mangala👏♥️🌺
@pratapchandrbehera6551
@pratapchandrbehera6551 Жыл бұрын
ଜୟ ମା ମଙ୍ଗଳା
@chandanbehera2030
@chandanbehera2030 Жыл бұрын
Jay Maa Mangal 🙏🙏🙏
@tapaskumararan8579
@tapaskumararan8579 Жыл бұрын
Jay maa mangala 🌺🌺🌺🌺🙏🙏🙏🙏🙏❤️❤️❤️❤️❤️
@cultureofodisha4806
@cultureofodisha4806 Жыл бұрын
Jay Maa Mangal🙏🙏🙏🙏🙏🙏
@subashnayak9806
@subashnayak9806 Жыл бұрын
Jay maa mangala
@tapanpradhan726
@tapanpradhan726 Жыл бұрын
jay maa mangala bhai🤦‍♂️🙏🙏🙏👍👌
@puspanjalidevi6396
@puspanjalidevi6396 Жыл бұрын
ଜୟ ମାଆ ମଙ୍ଗଳା।
@dillipdehury8071
@dillipdehury8071 Жыл бұрын
Jay Maa Mangala
@susantalenka7580
@susantalenka7580 3 ай бұрын
🙏🙏ଜୟ ମା ଆଦି ଶକ୍ତି 🙏🙏ନାନା ରୂପେ ଯୁଗେ ଯୁଗେ ହେଉ ଅବତାର ହେ ମା ଜଗତ ଜନନୀ ଶକ୍ତି ସ୍ୱରପିଣୀ ମା ଜନମ ଜନମ ପାଇଁ ଏ ଅଧମ ପାପୀଙ୍କୁ ତୋ ପାଦ ତଳେ ଆଶ୍ରୟ ଦେ 🙏🙏ଜୟ ମା ମଙ୍ଗଳା 🙏🙏🌺🌺🌺🌺🔱🔱🔱🔱🙏
@mangulunahak6204
@mangulunahak6204 17 күн бұрын
ହେ ମା 🙏ସମଗ୍ର ବିଶ୍ୱ କୁ ଭଲ ରେ ରଖ ମା 🙏🙏ଜୟ ମା ମଙ୍ଗଳା 🙏🙏❤️
@anjalibehera8813
@anjalibehera8813 Жыл бұрын
Jai maa mangala maa 🙏🙏🙏🌺🌺🌺🙏 🙏🙏🌺🌺🌺🙏🙏🙏🌺🌺🌺
@sunitadalabehera7125
@sunitadalabehera7125 Жыл бұрын
Jai maa mahakali jai mahakal omm namah shivay Jai maa Mangala maa Tarini maa jai maa Durga maa jai maa Samalei maa 🙏🕉️🌺🕉️🌺🕉️🌺🕉️🙏❤️🙏
@basantamahakud4287
@basantamahakud4287 Жыл бұрын
Maa mangala aapnkr mangal karntu sweet voice sir aapnkr🙏🙏🙏
@pratikshyapriyadarshini7499
@pratikshyapriyadarshini7499 Жыл бұрын
Jay Maa Mangala 🙏🙏🙏🙏🙏
@sunitadalabehera4275
@sunitadalabehera4275 Жыл бұрын
Jai maa Mangala maa mahakali maa Tarini maa jai maa Durga maa jai mahakal 🙏❤️🙏🕉️
@pravatkumarpanda9053
@pravatkumarpanda9053 Жыл бұрын
Jay maa 🙏
@Narayan0125
@Narayan0125 Жыл бұрын
जय जगन्नाथ .....प्यार से बोलो... ଜୟ ମା ମଙ୍ଗଳା ।। ମା ଙ୍କ ଚରଣାରବିନ୍ଦରେ କୋଟି କୋଟି ପ୍ରଣାମ ।।
@jogikarjee9959
@jogikarjee9959 Жыл бұрын
Maa mangal kml manaskamana prunkar maa mangal tate kati kati pranam 🙏🙏🙏🙏🙏🙏🙏🙏🙏🙏🙏
@amulyagadatia1569
@amulyagadatia1569 Жыл бұрын
Jay maa magala ma go jay harachadi
@manoramasatapathy8400
@manoramasatapathy8400 9 ай бұрын
ଜୟ ମା ମଙ୍ଗଳା 🙏❤ତୁ ମୋର ସାହା ଭରଷା 🙏🙏🙏🌺🌺🌺❤❤❤
@mr..biswal
@mr..biswal Жыл бұрын
Jay maa mangal 🌺🙏🙏🙏🌺 😘😘😘 🥰🥰 🌹
@ayushkumarsahu6308
@ayushkumarsahu6308 Жыл бұрын
Bahut bahut dhanyabad rabindra babu
@Manoj_Patra_Official
@Manoj_Patra_Official Жыл бұрын
ମନ ପୁରା ପୁଲକିତ ହୋଇ ଉଠୁଛି, ଧନ୍ୟ କଣ୍ଠଶିଳ୍ପୀ ରବୀନ୍ଦ୍ର ସାର୍, ଆପଣ ଙ୍କ କଣ୍ଠ ରେ ମାଁ ଙ୍କ ଆଶୀର୍ବାଦ ସବୁବେଳେ ଥାଉ, ଜୟ ମାଁ ମଙ୍ଗଳା, ଜୟ ଜଗନ୍ନାଥ। ଆପଣ ମାନେ ହିଁ ଆମ ଓଡ଼ିଶା ର ଗର୍ବ ଆଉ ଗୌରବ। ଜୟ ମାଁ ମଙ୍ଗଳା
@bhaskarsahu786
@bhaskarsahu786 Жыл бұрын
ଜୟ ମା ମା ମା ମଙ୍ଗଳା ମୋ ମା‌ତୋ ଚରଣେ ମୋ ଘର ‌ରକ୍ଷ ରକ୍ଷ ମା ରକ୍ଷାକର ମାମାମାମାମାମାମା
@sabitamishra9972
@sabitamishra9972 Жыл бұрын
🙏🙏🙏❤️❤️❤️❤️❤️maa Tama panata Kani ghodei rakhithiba.sabu dukha dura Kara🙏🙏🙏maa kalyanmayee
@kishorkumarsahootubula7572
@kishorkumarsahootubula7572 Жыл бұрын
🙏🙏🌹ଜୟ ଜଗତଜନନୀ ମା ମଙ୍ଗଳା 🙏🙏🙏🌹🌹🌹🌹🙏🙏🙏🙏🌹🌹🌹
@Satyam123_official
@Satyam123_official 3 ай бұрын
ମା ପରି କିଏ ହେବ l ସେ ଜଗତ୍ ଜନନୀ ଜଗତ ର ମଙ୍ଗଳ କାରିଣୀ ବୋଲି I ତା ନାଁ ମଙ୍ଗଳା l ଜୟ ମା । 🙏🙏😭😭
@rmenterprises5580
@rmenterprises5580 Жыл бұрын
🙏🌹Jay Maa Mangala 🌹🙏
@sarojmahanty712
@sarojmahanty712 Жыл бұрын
Jay MAA MANGALA 🌺🙏🌺
@tarungain7729
@tarungain7729 Жыл бұрын
Jay Shri Mata Di
@saipatramusicjogeswarpur2606
@saipatramusicjogeswarpur2606 Жыл бұрын
ଜୟ ମା ମଙ୍ଗଳା 🙏🙏🙏🙏🙏
@Jay-rz2cg
@Jay-rz2cg Жыл бұрын
Jay Maa Durga
@madhuripradhan552
@madhuripradhan552 Жыл бұрын
ମାଆ ତୁମ ଆଶୀର୍ବାଦ ସଦା ବେଳେ ଆମର ସମସ୍ତଙ୍କ ଉପରେ ଥାଉ 😢🙏🏽🌺🌸🙏🏽🏵💮🙏🏽
@panchananapanda285
@panchananapanda285 Жыл бұрын
Jaya maa mangola 🙏🙏🌺🌹💐 Bahuta sundra sir very nice Thanks
@PrurnachandraBehera
@PrurnachandraBehera 5 ай бұрын
Jai maa mngla 🌟🌺🌟🌺🌟🌺🌟🌺🌟🌺🚩❤️❤️🚩🌟✨
@santoshkumarsahoo6785
@santoshkumarsahoo6785 5 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤​@@PrurnachandraBehera
@Rkgaming98971
@Rkgaming98971 Ай бұрын
Maa mangala apnku valare rakhantu
@sunilghatuarysunilghauary3793
@sunilghatuarysunilghauary3793 Жыл бұрын
ଜୟ ମା ଜଗତ ଜନନୀ🙏🙏🙏
@shudhiranjansahoo659
@shudhiranjansahoo659 Жыл бұрын
ବହୁତ ସୁନ୍ଦର ଲାଗୁଛି ।ମା ମଙ୍ଗଳା ସ୍ତୁତି। ଆପଣଙ୍କ କଣ୍ଠ ବହୁତ ସୁନ୍ଦର। ହୃଦୟରୁ ପ୍ରଣାମ ଆପଣଙ୍କୁ ।
@RadheySham-zl4dx
@RadheySham-zl4dx 4 ай бұрын
Prabhat bhajan
@krushnaprasadmohanta4308
@krushnaprasadmohanta4308 4 ай бұрын
🙏🙏 Jai MAA ❤️❤
@SandhyaPatra-sr7ej
@SandhyaPatra-sr7ej 3 ай бұрын
​1qqqqqq.@@krushnaprasadmohanta4308
@pravatkumarsahoo0506
@pravatkumarsahoo0506 3 ай бұрын
ଜୟ ମା ସର୍ବ ମଙ୍ଗଳା 👏🏻👏🏻👏🏻👏🏻👏🏻👏🏻🌹🌹🌹🌹🌹🌹🌹🌹🌹👏🏻👏🏻👏🏻👏🏻👏🏻👏🏻👏🏻🌹🌹🌹🌹🌹🌹👏🏻👏🏻👏🏻👏🏻❤❤
@Anurageditor9292
@Anurageditor9292 Жыл бұрын
Jay Maa Mangala🙏❤️🙏
@manoramamishra8740
@manoramamishra8740 11 ай бұрын
ଆପଣଙ୍କ କଣ୍ଠରୁ ଖାଲି ମହୁ ଝରୁଛି ❤❤
@dipeshparekh7753
@dipeshparekh7753 Жыл бұрын
Jay Jagannath
@vijaybahadur8223
@vijaybahadur8223 Жыл бұрын
🙏🙏 JAI MAA MANGLA 🙏🙏
@debangshunaskar9005
@debangshunaskar9005 Жыл бұрын
Jay Jagannath 🙏❤️🌼
@pksambalpuri3650
@pksambalpuri3650 Жыл бұрын
Jay Maa Mangala 🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺
@jotin_kumar
@jotin_kumar 4 ай бұрын
ମୋ ମାଆ ❤🥺 ସତରେ ଗୋଟେ ଦରିଦ୍ର ଓ ଦୁଃଖୀର ଆଖିରେ ଲୁହ ଆସି ଯାଏ ମା ତୋତେ ଦେଖିଲେ 🥺🌸🙏 ମାଆ ଙ୍କ ଗୀତ ଆତ୍ମସାନ୍ତି କରିଦିଏ ! 🌺 ଜୟ ମା ମଙ୍ଗଳା 🌺
@madhuripradhan552
@madhuripradhan552 Жыл бұрын
Jai Maa Mangala Kakatpur basini 🙏🏽🙏🏽🙏🏽
@odishavillagecreation6826
@odishavillagecreation6826 4 ай бұрын
ସୁନ୍ଦର ସ୍ୱର୍ ଆତ୍ମା ତୃପ୍ତି ହୋଇଗଲା❤
@alakabarick2942
@alakabarick2942 Жыл бұрын
Jay maaa magala 🙏🙏😘😘😘❤❤🙏🙏
@soumyasahoo4970
@soumyasahoo4970 Жыл бұрын
JAY MAA 😭😭😭🙏🙏
@godabarimangaraj5027
@godabarimangaraj5027 Жыл бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏🙏
@subhashreepati4234
@subhashreepati4234 Жыл бұрын
jai chandi mata🙏🙏
@BijayKumar-te4vy
@BijayKumar-te4vy Жыл бұрын
ଜୟ୍ ମା ମଙ୍ଗକ। ଆହା କି ସୁ ମଧୁର ସ୍ୱର କଣ୍ଠ ଶିଳ୍ପୀ ରବୀ ସାର ଙ୍କୁ ମୋର କୋଟୀ କୋଟୀ ନମସ୍କାର
@kartikbhuyantapu9031
@kartikbhuyantapu9031 Жыл бұрын
🙏🏼
@ajaysinghbirla3732
@ajaysinghbirla3732 Жыл бұрын
Jai jagannath ji ki 🇮🇳🇮🇳🇮🇳🇮🇳🇮🇳🇮🇳
@nabakishorsatapathy-jl5yl
@nabakishorsatapathy-jl5yl 5 ай бұрын
ଜୟ ମା ସର୍ବଶକ୍ତିମାନ ସର୍ବ ମଙ୍ଗଳା ❤
@rajeshkumarnayak6307
@rajeshkumarnayak6307 Жыл бұрын
Ananta koti pranam rabindra sir . Bhaba o bhakti jagi uthuchi
@tikurout6179
@tikurout6179 Жыл бұрын
ବହୁତ ବଢିଆ
@anandaparida8459
@anandaparida8459 Жыл бұрын
Jay maa. Mangala bahut sundar gaichanti
@sibaprasadmishra2994
@sibaprasadmishra2994 Жыл бұрын
ମୋ ମା' 🌺🌺👏👏🌺🌺
managed to catch #tiktok
00:16
Анастасия Тарасова
Рет қаралды 48 МЛН
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН
WILL IT BURST?
00:31
Natan por Aí
Рет қаралды 30 МЛН
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 97 МЛН
Shree Hanuman Chalisa
10:40
Release - Topic
Рет қаралды 3,5 МЛН
managed to catch #tiktok
00:16
Анастасия Тарасова
Рет қаралды 48 МЛН