State Govt hyped cyclone threat & indulged in much drama, says BJD's Lekhashri || Kalinga TV

  Рет қаралды 7,132

Kalinga TV

Kalinga TV

Күн бұрын

Пікірлер: 360
@manibhadrapanigrahi6074
@manibhadrapanigrahi6074 Сағат бұрын
ବିରୋଧ କରିବା ତୋ ଭାଗ୍ୟରେ ଲେଖା ସାରା ଜୀବନ ଏମିତି ରହିବୁ
@barikr1077
@barikr1077 Сағат бұрын
Correct
@Pzxxxxxx
@Pzxxxxxx Сағат бұрын
Giha bo
@soumyaranjannaik3976
@soumyaranjannaik3976 44 минут бұрын
Rajniti ta kariparuna, michhare ichha na thile bi aasi gapuchha.aau kichhi habani.aapan nka dal janisuni aapananku ebhali birodh karibaku pathauchhi.aapan janiparunahanti.
@PeacefulDreamCatcher-wq5es
@PeacefulDreamCatcher-wq5es 21 минут бұрын
😂😂😂😂😂
@pitambrarout8724
@pitambrarout8724 Сағат бұрын
ନବୀନ ବାବୁ କୋଉ ମସିହାରେ super cyclone ପରିଚାଳନା କରିଥିଲେ ? ତୁମେ ପାଗଳୀ ହୋଇ ଯାଇଛ ନିର୍ବାଚନରେ ହାରିକି
@babajiparida
@babajiparida 2 сағат бұрын
ବିଜେପି ର ସଫଳ କୁ ଅପା ହଜମ କରିପାରୁନାହାନ୍ତି l
@sakunatalaparida1102
@sakunatalaparida1102 Сағат бұрын
ସତ କି 😂😂
@madhusmitapanda1013
@madhusmitapanda1013 Сағат бұрын
😂
@bhaktapadhan4133
@bhaktapadhan4133 Сағат бұрын
Right
@SR_SanjayCreation
@SR_SanjayCreation Сағат бұрын
ବାତ୍ୟା ତ ହେଇନି ସଫଳ କେମିତି ହେଲେ 😂😂
@studytime6402
@studytime6402 Сағат бұрын
Tumo pate hei na thiba dhamara ade asi dekha ​@@SR_SanjayCreation
@welcomebharat01
@welcomebharat01 Сағат бұрын
ଅପା ତୁ ଘରେ ବସ ରାଜନୀତି କରିବା ତ ଭାଗ୍ୟରେ ନାହିଁ ଯେଉଁ ଦଳ କୁ ଗଲୁ ସେ ଦଳ ହାରୁଛି
@PrasantaKumarPanda-xz4vo
@PrasantaKumarPanda-xz4vo 36 минут бұрын
😅😅😅
@babajiparida
@babajiparida 2 сағат бұрын
ଯେତେ ଚିତ୍କାର କରୁଛ କର, ଲୋକ ଠିକ କଣ ଜାଣିଲେନି l
@sakunatalaparida1102
@sakunatalaparida1102 Сағат бұрын
Hmm ଆମେ janichu kia ଠିକ୍ kia ଭୁଲ
@rabikumarmohanty912
@rabikumarmohanty912 Сағат бұрын
ହଜମ ହଉନି ୟାଙ୍କୁ ବିଜେପିର ସଫଳତା ଆଉ ନିଜ ବିଫଳତା
@golamunda4081
@golamunda4081 2 сағат бұрын
ଲେଖା ଛିଣ୍ଡେଇ ଦେଇଛନ୍ତି ତୋର ବାଲେଶ୍ୱର ବାସି... ଘରେ ବସ
@PrasantaKumarPanda-xz4vo
@PrasantaKumarPanda-xz4vo 36 минут бұрын
😅😅
@pk-i9
@pk-i9 Сағат бұрын
ତୁମକୁ ଦେଖିଲେ ଲାଗୁଛି ତୁମେ ଏବେ ଏବେ ପାଣ୍ଡିଆନ ପାଖରୁ ଆସିଛ ବୋଧେ 😂😂😂😂
@purnachandrabiswal1159
@purnachandrabiswal1159 37 минут бұрын
ଇଲେକ୍ସନ ହାରିଲା ପରେ ଲାଜ ଲାଗୁନାହିଁ.ଯେତିକି corruption 25ବର୍ଷ ହେଲା.
@megharaybaske8373
@megharaybaske8373 2 сағат бұрын
ଅଲାଜୁକ କୁହାଳିଆ ବହୁତ ଜୋରରେ ଚେଷ୍ଟା କରୁଛି ।
@PrafuLa-q5l
@PrafuLa-q5l Сағат бұрын
ୟାକୁ ଲଜ୍ୟା ନାହିଁ l ଖାଲି ଗୁଡ଼ାଏ ମିଛ ଛି ଛି ଏତେ ହୀନ ରାଜନୀତି
@badalmohapatra9205
@badalmohapatra9205 Сағат бұрын
ତୁମେ 24 ବର୍ଷ ଡ୍ରାମା କଲ ସେ କଲେ ତୁମର କଣ ହେଲା,ତୁମ ଦଳ ସବୁ ଖାଇ ସାରି ଦେଇଛ
@joshobantamahanta3600
@joshobantamahanta3600 Сағат бұрын
Right
@bhnjamallik7201
@bhnjamallik7201 2 сағат бұрын
ଯେତେ ରାଉ ରାଉ ହେଲେ କନ୍ ହେବ
@dineshmohanty182
@dineshmohanty182 Сағат бұрын
ତତେ ଶଳା ଲଜ୍ୟା ନାହିଁ,IMD କିମ୍ବା ପାଣି ପାଗ ବିଭାଗ ଆଗରୁ ଆକଳନ କରିଥିଲା କି ବାତ୍ୟା ହେବ ବୋଲି ଆଉ ଆମ odisha ସରକାର ଭି ବହୁତ୍ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି। ତମ ଶଳା ବିଜେଡି ବାଲା ଙ୍କ ଦେହ ରେ ଯାଉନି ବୋଧେ
@bidesisahoo9859
@bidesisahoo9859 57 минут бұрын
ତମେ କଣ ବଲେ ବଲେ କୁସୁମ ସ୍ୱାଦ ଆଡେ ଯାଇଥିଲ ବାତ୍ୟାବେଳକୁ ଲୋକଙ୍କ ପାଖରେ ପହଞ୍ଚି ଥିଲକି ନା ଏଲିନା ବଲେ ବଲେ କୁସୁମ ସ୍ୱାଦ ରେ ଥିଲ
@SBiswal-gl7ms
@SBiswal-gl7ms Сағат бұрын
Mohan. Sarkar. Jindabad
@panchunathsoren6047
@panchunathsoren6047 55 минут бұрын
ଲାଜ ଲାଗୁନି ଏପରି ସାମଲଚନା କରିବାର , ତା ମାନେ ତମେ କହୁଛ ଲୋକ ମରନ୍ତୁ ଏଇୟା ତ....... ଧନ୍ୟରେ ...... ଲୋକଙ୍କ ସବ ଉପରେ ବସି ତମେ ରାଜନୀତି କରିବ ......
@pitambrarout8724
@pitambrarout8724 Сағат бұрын
ନିଲଜ୍ଜୀ ତୁମକୁ ହିଁ କୁହନ୍ତି ।
@bidesisahoo9859
@bidesisahoo9859 Сағат бұрын
ଲେଖାଶ୍ରି ପାଗଳ ଟା ବିଜେପିରେ ଥିଲା ଯେତେବେଳେ ବିଜେଡିକୁ କହିଲା ଏବେ ବିଜେପିକୁ କହିଲା ତୁ ବାତ୍ୟା ସ୍ଥଳକୁ ଯାଇ ସେଠାରେ ଲୋକ କରକଥା ବୁଝିଲୁ ନା ତର ଚ୍ୟାନେଲ ରେ ଗପ ମାରୁଛୁ
@niranjannayak4631
@niranjannayak4631 Сағат бұрын
କେନ୍ଦ୍ରକୁ ଯାଇ ନିଜର ଭୁଲ ମାଗିBjpରେ ମିସନ୍ତୁ
@ashishkumarmaharana143
@ashishkumarmaharana143 2 сағат бұрын
Moteta Ta katha suniki Hasa laguchi 😂😂😂😂
@drgoutambiswal6717
@drgoutambiswal6717 Сағат бұрын
ଲେଖଶ୍ରୀ ଭାଗ୍ୟରେ ବିଜେପିରେ ଥିଲା ବେଳେ ବିଜେଡିକୁ ଓ ଏବେ ବିଜେଡିରେ ରହି ବିଜେପି କୁ ସମାଲୋଚନା କରିବା ଲେଖା ହୋଇଛି ଲେଖସ୍ରୀ ଭାଗ୍ୟରେ ଆଗକୁ କହାସହିତ ହାତ ମିଳାଇ ବିରୋଧ କରିବେ 😢 ଦେଖାଯାଉ
@SasmitaKanda
@SasmitaKanda Сағат бұрын
ତତେ ଲାଜ ଲାଗିବ କହ ଏ ରାଜନୀତି ନୁହଁ
@pitambrarout8724
@pitambrarout8724 Сағат бұрын
ନବୀନ ବାବୁ ତେଲ ଦେଇଥିଲେ ପରା !
@panchanannaik7416
@panchanannaik7416 Сағат бұрын
କାଉ ଯେତେ ରାବିଲେବି ତାଶୂର ସଭାପାଏନି
@dhaneswarmahanta-xz1zy
@dhaneswarmahanta-xz1zy 2 сағат бұрын
କଣ କରିବି କିଛି ତ କହିବାକୁ ପଡ଼ିବ ।
@PrafullachDas-n6c
@PrafullachDas-n6c Сағат бұрын
ନବୀନ ପରି ମୂକ, ଗୃହବନ୍ଦୀ ଓ ନିର୍ଲଜ ହେବାପାଇଁ କେହି ଚେଷ୍ଟା କରୁନାହଁ କି କରିବନାହିଁ । ତୁ ନିଜେ ଜଣେ ବିଫଳତାର ମୂର୍ତ୍ତିମନ୍ତ ପ୍ରତୀକ।
@SureshePatra
@SureshePatra 2 сағат бұрын
BJD haras
@KedarJena-ki9el
@KedarJena-ki9el Сағат бұрын
ଦାନା ପାଇଁ ସରକାରଙ୍କର ବଳିଷ୍ଠ ପଦକ୍ଷେପ,
@BahanJena-c2v
@BahanJena-c2v 55 минут бұрын
ଏସବୁ ଅପା ମୁହଁରେ ଶୋଭା ପାଉନି
@sidhantabehera6875
@sidhantabehera6875 59 минут бұрын
ଏହି ମହିୟସୀ ଲୋକ ବିଜେପି ରେ ଥିଲେ , ଗୋଟିଏ ଚ୍ୟାନେଲ ରେ ମୁଁ ଦେଖିଥିଲି, ହେଲେ ଏପଟେ କେମିତି ବିଜେଡି ରେ ମିଶିଗଲେ , କେତେ ଜଲଦି ପରିବର୍ତ୍ତନ।
@ajitirout6322
@ajitirout6322 Сағат бұрын
Madam be practical. Don't criticise BJP.
@BapunukumarBapunukumar
@BapunukumarBapunukumar 2 сағат бұрын
ତୁମ କୁ କେହି ଦେଖିନାହାନ୍ତି
@deenabandhusahoo7291
@deenabandhusahoo7291 44 минут бұрын
ଲେଖା ଶ୍ରୀ ବନ୍ଦ କର ତୁମର ଭାଷଣବାଜି।
@pramodjena4004
@pramodjena4004 Сағат бұрын
ରାସ୍ତାରେ ଗଡି ଅନସନରେ ବସିଜ ଲେଖାଶ୍ରୀ ମାଡାମ୍ ଆପଣଙ୍କ ସେ ଦକ୍ଷତା ଅଛି ।
@kalakarbariki1754
@kalakarbariki1754 Сағат бұрын
ଜନସାଧାରଣଙ୍କୁ ସଠିକ୍ ତଥ୍ୟ ଦେଇଥିବା ରୁ ଆପଣଙ୍କୁ ଧନ୍ୟବାଦ
@subhabratamishra4465
@subhabratamishra4465 41 минут бұрын
ଲେଖାଶ୍ରୀଙ୍କ କଥା ଭାବିଲେ ମୋତେ ଯେତିକି ହସ ଲାଗେ ସେତିକି ଦୁଃଖ ଲାଗୁଛି 😂। ପାଣ୍ଡୁ ଲେଖିକି ଦେଇଛି 😂।
@sadanandmohanty3537
@sadanandmohanty3537 Сағат бұрын
Madam BJD party ruled for 24 years Now why they impatient Minimum 10 years they should watch the difference of performance of new govt Jay sriram Jay jagannath Jay Odia 🙏🙏🙏🙏🙏💐
@sikharsaradaprasad6104
@sikharsaradaprasad6104 Сағат бұрын
Right 100 percent
@anantc.h.s.kharghar457
@anantc.h.s.kharghar457 2 сағат бұрын
Shameless.. NO MORAL RIGHT FOR MADAM TO SPEAK. HOW OLD ARE YOU IN BJD?
@PrafullaNayak-i4y
@PrafullaNayak-i4y 58 минут бұрын
ନବୀନ କଣ କରୁଥିଲେ ତାଙ୍କ ସମୟର ଓଡ଼ିଶା ବାସୀ ଦେଖି ଛନ୍ତି।ନବୀନ କାହିଁକି ଶଙ୍ଖ ଭବନ ଖାଲି କରୁଥିଲେ। 60 k m ବେଗରେ ପବନରେ ।
@pitambrarout8724
@pitambrarout8724 Сағат бұрын
ତୁମ ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀ ସବୁ କୁଆଡେ ଗଲେ ? ବାତ୍ୟା ତ ହୋଇ ନାହିଁ ,କାଇଁ କଣ କରିଥାନ୍ତେ ?
@sarathirout2382
@sarathirout2382 2 сағат бұрын
It is cleared that Nabin Pattnaik govt also made drama during disaster period during BJD govt.
@mihirdwivedi8843
@mihirdwivedi8843 Сағат бұрын
Shameless statement, BJD party is doing politics
@supervaluepharma9754
@supervaluepharma9754 Сағат бұрын
Present chief minister Mohan Majhi aau Navin pattnaik MANYAVAR.... Your frustration is obviously expressed from your words.
@DayanidhiSahoo-qk6wu
@DayanidhiSahoo-qk6wu 2 сағат бұрын
ବାତ୍ଯା ଦାନା କେବଳ କେନ୍ଦୁଝର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଏବଂ ପୁରୀ ପାଇଁ ହୋଇଥିଲା। ଏହି ପ୍ରଭାବିତ ଜିଲ୍ଲା ରେ ହେବ ବେଲି ଏବଂ ପ୍ୟାକେଜ ଗୁଡିକ ଓଡିଶା ସରକାର ଘୋଷଣା କରିବା ପାଇଁ ବୋଧେ ଭୂତ ସଭାପତି ଆଗୁଆ ସୂଚନା ଦେଇଥିଲେ। ଅନ୍ୟ ଜିଲ୍ଲା ଗୁଡିକ ସାବତ ମାଆର ଜିଲ୍ଲା ବୋଧେ।
@PradeepkumarRout-qt4vc
@PradeepkumarRout-qt4vc 32 минут бұрын
ତୁମର ବହୁତ ଇର୍ଷା ହେଉଛି ବିଜେପି ସଫଳତା କୁ
@shyamsundarmurmu6611
@shyamsundarmurmu6611 52 минут бұрын
ଓଡ଼ିଶା ରେ ବହୁତ ନାରୀ ନେତ୍ରୀ ଅଛନ୍ତି କିନ୍ତୁ ଏହାଙ୍କ ଭଳି ବେ ଲଜ୍ଜା ମହିଳା ଦେଖିନି। ଛୋଟ ଛୋଟ ପିଲା ବି ତୁମକୁ ଜାଣିଲେଣି ଚିହ୍ନିଲେଣି କୋଉ ସ୍ତର ନାରୀ ନେତ୍ରୀ। ଦେଖା ଯାଉ ଆଗାମୀ ଭୋଟ ବେଳକୁ କୋଉ ପାଟିରେ ରହୁଛ।
@mr.sanjayinformationdiscov3282
@mr.sanjayinformationdiscov3282 Сағат бұрын
Nabin nk saha mohan nk tulana kebe bi grahaniy nuhe, DANA cyclone nathila eha laghuchap saha saman ba tathu tike besi,,,,so don't compare.
@PrafullaNayak-i4y
@PrafullaNayak-i4y 48 минут бұрын
ନବୀନ ପଟ୍ଟନାୟକ କେମିତି ଗଲୁଆ ଓଡ଼ିଶା ବାସୀ ଜାଣିଛନ୍ତି। ଆମେ ବିଗତ ଦିନରେ ଦେଖିଛୁ ତାଙ୍କ ହାତ ଗୋଡ ଥରୁ ଥିଲା କିନ୍ତୁ ଅଜିଦେଖୁଛୁ ପୁରା ବିନ୍ଦଶ। ତୁମେ ମିଛ କହୁନ ବୋଲି କେମିତି ଭାବିବୁ ।
@jitendra95khillar
@jitendra95khillar Сағат бұрын
Ama katha sabu jani galeni madam au Drama kara nahi loka hasuchanti😊😊😊❤❤❤❤❤❤❤❤
@manojkumarrout5003
@manojkumarrout5003 28 минут бұрын
PM has all the right to know about cyclone and our suffering from CM.
@susilsahoo1982
@susilsahoo1982 2 сағат бұрын
Galua katha bjd ku hajam heu nahi
@DhirendrakumarBehera-yx3fc
@DhirendrakumarBehera-yx3fc 49 минут бұрын
Bjp party for the best of lock by odisha ❤
@aravindapattanayak2966
@aravindapattanayak2966 21 минут бұрын
Honestly speaking, People of Odisha need BJD govt.in Odisha. Nabin Patnaik unparalleled leader Jay Jagannath
@BhaktaBandhujena-sw5qi
@BhaktaBandhujena-sw5qi 2 сағат бұрын
Kotha kuha kopila ta kothara multa nahi
@pitambrarout8724
@pitambrarout8724 Сағат бұрын
ଖବର speed post ରେ ଯାଇଛି ଲୋକ ପାଇଯିବେ । ତାଙ୍କୁ ପଚାର ।
@bijupradhan4393
@bijupradhan4393 Сағат бұрын
ମୁଁହ ରେ ଲାଜ ନାହିଁ ବଧେ (BJD/BJP) ର ମୁଖପାତ୍ର
@rameshjena8993
@rameshjena8993 31 минут бұрын
ALL PRECAUTIONARY MEASURES HAVE TAKEN IN ADVANCE & GOVERNMENT HAVE DONE VERY GOOD WORK, NO DOUBT. THANKS. THANKS.
@manibhadrapanigrahi6074
@manibhadrapanigrahi6074 Сағат бұрын
ନଵୀନ ନିବାସ ରେ ବସିକି ଗରମ ଚା ପିଇବୁ ଯା
@santoshkumarswain6547
@santoshkumarswain6547 49 минут бұрын
ଲଜ୍ୟା ଲାଗିବା କଥା ନିଜେ ନିଜକୁ ସବାସୀ ଦେଉଛନ୍ତି
@dhirendranathamohanty6367
@dhirendranathamohanty6367 Сағат бұрын
Mohan Govt created a dynamic record in disaster management for which all over world huge n huge congrats are comming to BJP odisha
@FAKIRJENA-du2zs
@FAKIRJENA-du2zs 54 минут бұрын
କିନ୍ତୁ ନାକରେ ଭାଷଣ ମାରୁଥିବା ଠକ ନବିନ କୁ ବେଳ ଥାଇ ଧରି ନ ପାରିଲେ ବିଜେପି ନିଜେ ନିର୍ବାଚନ ଆଗରୁ ବୁଡିଯିବା ଥୟ।
@bidesisahoo9859
@bidesisahoo9859 10 минут бұрын
ବାତ୍ୟାସ୍ଥଳକୁ ଗଲେ କଣଟକା ମିଳିବ ବଲେ ବଲେ କୁସୁମ ସ୍ୱାଦ ଗଲେ ଟଂକା ମିଳିବ
@sidhantabehera6875
@sidhantabehera6875 52 минут бұрын
ମତେ ଗୋଟିଏ କି ଦୁଇଟି ନୁହେଁ ତିନୋଟି ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ର ଉତ୍ତର ଭଳିଆ ଲାଗୁଛି।
@kelucharanjagadev5151
@kelucharanjagadev5151 14 минут бұрын
ୟାଙ୍କ ଡ୍ରାମା ଆଗରୁ ଓଡ଼ିଶାବାସୀ ଦେଖି ହସୁଛନ୍ତି।
@Niraswain-dz9vn
@Niraswain-dz9vn 15 минут бұрын
very nice madama
@PratapPattnaik-h9e
@PratapPattnaik-h9e 6 минут бұрын
Shameless bjd spokesman. Bjd govt uproot it's own black activities.
@binodtripathy5904
@binodtripathy5904 2 сағат бұрын
ଓଡ଼ିଶାର ଶସ୍ତା ନେତ୍ରୀ 😮😮😮
@shaktisankarbardhan3027
@shaktisankarbardhan3027 Сағат бұрын
😂😂😂
@saratchandrasahu9837
@saratchandrasahu9837 28 минут бұрын
ଅପା ତୁମେ ଆଉ ବେଶି ରାଉ ରାଉ କରନା।ଶୀଘ୍ର ବିଜେପି କୁ ଫେରିଆସ।
@BHAGIRATHINAYAK-sy9nm
@BHAGIRATHINAYAK-sy9nm Сағат бұрын
Very good information.
@GolokSahoo
@GolokSahoo 20 минут бұрын
You're destined to see drama No opportunity to perform drama.
@bijayapppradhan4563
@bijayapppradhan4563 3 минут бұрын
ପୁରା 5ବର୍ଷ ଗଳା ଫଟାଇ କାନ୍ଦିଲେ କିଛି ଲାଭ ନାହିଁ.
@jogendradakua9674
@jogendradakua9674 6 минут бұрын
ସମାଲୋଚନା ତୁମ ଭାଗ୍ୟରେ ଲେଖା ତୁମେ ରାଉ ରାଊ ହେବ କାହିଁକି ନା ତୁମେ ହାରିଛ
@brajabandhumohanty3905
@brajabandhumohanty3905 6 минут бұрын
ତୁମ ଭାଷଣରମୂଲ୍ୟ କେତେ ତାହା କେବଳ କମେଟ୍ ରୁ ଜାଣିପାରିବ।
@NiranjanPradhan-np4zu
@NiranjanPradhan-np4zu 26 минут бұрын
ନବୀନା ଯାହା କରୁଥିଲା ଆମକୁ ଜଣା
@28-via-pranabgiri43
@28-via-pranabgiri43 4 минут бұрын
ତମେ ବି ତାଙ୍କ ସହିତ ବୁଲି ଥାଆନ୍ତି ଭୋଲୋ ହେଇ ଥାଆନ୍ତା , ଏଥର ପଣ୍ଡିଆନ ପାଇଁ ହରିଲ , ଆର୍ ଥର କୁ ତ ପାଇଁ BJD ହରିବ
@ganeshpanigrahi8296
@ganeshpanigrahi8296 50 минут бұрын
ହତ ଭାଗା ଜେଉଁ ଦିଗକୁ ଯାଏ ,ସମୁଦ୍ର ମଧ୍ଯ ଶୁଖିଯାଏ। କିଏ ଶୁଣୁଛି ।
@nalejajena5190
@nalejajena5190 Сағат бұрын
Right
@rajalaxmibarik7467
@rajalaxmibarik7467 37 минут бұрын
Eathi BJD ki BJP nuhe jouta thik information deuchanti ..tq u so much Mam..tq kalinga news ❤🙏
@MadhavKumardas-g1m
@MadhavKumardas-g1m 12 минут бұрын
Naveen buda chela Mane janito tufan BJD and tanko chela rajaniti koribe
@JayadevBarik-um9te
@JayadevBarik-um9te Сағат бұрын
Damoraut thik kahithile
@manjutripathy4117
@manjutripathy4117 Сағат бұрын
Drama party ra kuji kana aau kahiba.... Yaku dekhile ମନରେ daya asuchi...😂😂
@PadhanB
@PadhanB 44 минут бұрын
ପାଣ୍ଡୁ ଠାରୁ କିଛିଟା ମାଲ ପାଇଁକି ବିକ୍ରି ହେଇଗଲ, ବିଜେପି ରେ ତୁମକୁ ଲୋକେ ଆଗ ଧାଡିରେ ଛିଡା କରିଥାନ୍ତେ, ତମ ନିଜକୁ ନିଜେ ଡୁବାଇଦେଲ ଆଉ ବିଜେପି ଉପରେ ଏତେ ରାଗୁଛ ତମକୁ ଶୋଭା ପାଉନି, ଏବେବି ସମୟ ଅଛି ଚିନ୍ତା କରନ୍ତୁ
@rashmikantamati7810
@rashmikantamati7810 54 минут бұрын
ତୁମେ ଚବିଶ ବର୍ଷ ଖାଇଲ ଇଏ ଦଶ ବର୍ଷ ଖାଆନ୍ତୁ ତୁମେ ହିସାରେ କାଇଁ ଏମିତି ହଉଚ
@bksethy1
@bksethy1 Сағат бұрын
Mohan babu parbhu Jaganath heiki Odisha basiku banchei dele laguchhi
@AkshayKumar-ze8ok
@AkshayKumar-ze8ok 11 минут бұрын
ଯେତେ ଯାହା କହିଲେବି,ଆଉ କେବେ ବି ଶାସନକୁ ଫେରି ପାରିବ ନାହିଁ ।
@akhaykumarsahoo4390
@akhaykumarsahoo4390 2 сағат бұрын
Tamil tautar😂😂😂😂
@AkshayKumar-ze8ok
@AkshayKumar-ze8ok 9 минут бұрын
କମେଣ୍ଟ ଟିକେ ପଢ଼,ଜାଣିପାରିବ ଲୋକେ କଣ କହୁଛନ୍ତି ।
@g.simadrireddy.4261
@g.simadrireddy.4261 Сағат бұрын
Bohut badia ❤️🤝
@Pzxxxxxx
@Pzxxxxxx Сағат бұрын
କଂଗ୍ରେସ ବାଲେ କେନ୍ତା press meet ନା କଲେ
@SubodhPradhan-te3zw
@SubodhPradhan-te3zw 2 сағат бұрын
Lekhasri 😂😂😂
@ramakrushnasahu3732
@ramakrushnasahu3732 33 минут бұрын
ଦିଦି ତୁମେ ବହୁତ ଦୁର୍ଭାଗା ଯେଉଁ ଠି ରହିଲ କିଛିବି ଲାଭ ପାଇଲ ନାହିଁ, ଆଗୁଆ ବିଜେଡି କୁ ଯାଇଥିଲେ ପୁଳେ ଟଙ୍କା adya
@KaluNayak-rf2el
@KaluNayak-rf2el 4 минут бұрын
ତୋ ଭାଗ୍ୟରେ ଅଛି ବିରୋଧ କରିବା ବିରୋଧ କର
@bailochanajena8559
@bailochanajena8559 26 минут бұрын
Don't do farse ,Dana has done harmful in some districts in Odisha.We know BJD people don't tolerate BJP success.
@kaliajana7857
@kaliajana7857 31 минут бұрын
TAMUKU..LAJYA.NAHI....B.J.P...OK..(B.J.D)..NO.CHANCE.25.YEARS..SISister..
@bhaskarcharanjena4800
@bhaskarcharanjena4800 Сағат бұрын
I do not find political future of Lekhashree madam.Govt. is a continuous process.Please do not speak nonsense
@arunarout2948
@arunarout2948 2 сағат бұрын
Tamara kana asibidhahauchhi
@basudevjena803
@basudevjena803 Сағат бұрын
ମୁଁ ଜେନେଟର ଦେଇ ଥିଲି
@SangitDewana
@SangitDewana Минут бұрын
😂😂😂ନାନି...ତୁମ ଗୁଣ ସଭିଙ୍କୁ ଜଣା
@biswajitswain3202
@biswajitswain3202 2 сағат бұрын
Shame on you
I tricked MrBeast into giving me his channel
00:58
Jesser
Рет қаралды 19 МЛН
Osman Kalyoncu Sonu Üzücü Saddest Videos Dream Engine 262 #shorts
00:20
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН
啊?就这么水灵灵的穿上了?
00:18
一航1
Рет қаралды 87 МЛН
I tricked MrBeast into giving me his channel
00:58
Jesser
Рет қаралды 19 МЛН