ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କୁ ନଜଣାଇ ପଞ୍ଚାୟତରେ ସୁଭଦ୍ରା ରଥ ବୁଲାଇବାକୁ ବିରୋଧ

  Рет қаралды 140,150

Reporters Today

Reporters Today

Күн бұрын

#ReportersToday
ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କୁ ନଜଣାଇ ପଞ୍ଚାୟତରେ ସୁଭଦ୍ରା ରଥ ବୁଲାଇବାକୁ ବିରୋଧ
#odisha #newsupdate #salepurnews #subhadrayojana2024 #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.repor...
🔴Read our daily newspaper "Mahabharata”:- mahabharataepa...
🔴KZbin: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺

Пікірлер: 311
@DeepakKumar-lv4li
@DeepakKumar-lv4li 11 күн бұрын
ମାଆମାନେ ବହୁତ ବଢ଼ିଆ ପଦକ୍ଷେପ ନେଇଛନ୍ତି ପଞ୍ଚାୟତର ମୁରବୀ ହେଉଛନ୍ତି ସରପଞ୍ଚ ସରପଞ୍ଚ ଙ୍କୁ ନଜଣାଇ କେମିତି ସୁଭଦ୍ରା ରଥ ପଞ୍ଚାୟତକୁ ପଶିଲା
@DusmantTada
@DusmantTada 11 күн бұрын
ଆରେ ମା ଘିଅ
@PurnachandraBehera-if5tu
@PurnachandraBehera-if5tu 10 күн бұрын
@@DeepakKumar-lv4li ଏ କି ମୂରବୀ BJD ସରକାର ଅମଳରେ ଥିଲେ ଭୁଲି ଗଲାଣି। ଏ ମାନେ ବି ଡି ଓ ବାରଣ୍ଡାରେ ପୋଛା ମରୁଥିଲେ।
@rupambarik4594
@rupambarik4594 10 күн бұрын
Amananku subhadra paisa diani ranga chadijiba re pelei
@Niharikapradhan-mm2zh
@Niharikapradhan-mm2zh 10 күн бұрын
Tama katha kia sunuchi kahila​@@PurnachandraBehera-if5tu
@sukadevswain7533
@sukadevswain7533 6 күн бұрын
Tume murkha
@sakarsansarafsankar9235
@sakarsansarafsankar9235 11 күн бұрын
ବହୁତ୍ ବଢିଆ କରିଛନ୍ତି ଲୋଭ କରନି ସୁଭଦ୍ରା ଯୋଜନା
@gangadharabarik2393
@gangadharabarik2393 11 күн бұрын
Tume manebhode Bjdbala hoiethiba pare tumemane namaneba
@sriballavmohanty4822
@sriballavmohanty4822 11 күн бұрын
To bhali andha bhakta nuhan .​@@gangadharabarik2393
@PurnachandraBehera-if5tu
@PurnachandraBehera-if5tu 11 күн бұрын
@@sakarsansarafsankar9235 ଆବେଦନ କରିବ ନାହିଁ।
@Zanil-kr7ll
@Zanil-kr7ll 11 күн бұрын
​@@gangadharabarik2393🤣🤣🤣 jie state re birodh kala sir BJD aau je centre re birodh kala se hauchi desha drohi . India ta bodh hue Modi ra bhakta Mane bhabi neichanti
@HarishChandr-tb6rb
@HarishChandr-tb6rb 11 күн бұрын
Balo na
@sunitapradhan4787
@sunitapradhan4787 11 күн бұрын
ବହୁତ୍ ବଢିଆ କାମ କରିଛଲୋ ମା ମାନେ ତମ ମାନଙ୍କୁ ରାଷ୍ଟ୍ର ପତି ପୁରସ୍କାର ଦିଆଯିବ ।
@baishnabcharansahoo9119
@baishnabcharansahoo9119 11 күн бұрын
ଓଡ଼ିଶା ସରକାର ଙ୍କୁ କର ଗୁହାର,ମୁକ୍ତ ଶିକ୍ଷା,ମୁକ୍ତ ସ୍ବାସ୍ଥ୍ୟ, ଏବଂ ରୋଜଗାର।ବାକି ସବୁ ଯୋଜନା ବନ୍ଦ କର।
@qxztr
@qxztr 11 күн бұрын
Right
@ODISHABHAI-eq8jq
@ODISHABHAI-eq8jq 11 күн бұрын
ଏ ରଥ କୁ ସ୍ବର୍ଗ ରଥ କାରା ଯାଉ 🙏🏻
@qxztr
@qxztr 11 күн бұрын
ବହୁତ ନ୍ଯାୟସଂଗତ ପଦକ୍ଷେପ।
@ommshree7867
@ommshree7867 11 күн бұрын
ସମସ୍ତେ ବିରୋଧ କର ଏଇ ଠକ ଯୋଜନାକୁ
@jacobpradhan8125
@jacobpradhan8125 11 күн бұрын
Sir correct
@Rhahulnaik1449
@Rhahulnaik1449 11 күн бұрын
ଜୟ ଜଗନ୍ନାଥ ନୁଆ ଖାଇ ଜୁହାର 🌾🙏 ଭାଇ ସୁନ୍ଦର କହିଛନ୍ତି ମାଁ ମାନଙ୍କୁ ଧନ୍ୟବାଦ୍ 🙏🇮🇳
@abiramgamango-nv6hf
@abiramgamango-nv6hf 11 күн бұрын
ମାଆ ମାନେ ଧନ୍ୟବାଦ ବହୁତ ଭଲ କରୁଛନ୍ତି 👍
@ChittaranjanDalai-rn6hi
@ChittaranjanDalai-rn6hi 11 күн бұрын
ରଥକୁ ଅଟକାଇ କିଛି ଲାଭ ନାହିଁ। ଆପଣ ମାନଙ୍କୁ ଯେଉଁ ମାନେ ସଚେତନ କରିବାପାଇଁ ଆସିଛନ୍ତି ସେମାନଙ୍କୁ ଅଟକାଇ ପଚାରନ୍ତୁ ୨ବର୍ଷରେ ୫୦ହଜାର ଟଙ୍କାର ଭାଉଚର କୁଆଡେ଼ ଗଲା । ଏ ସରକାର ୫ବର୍ଷ ପାଇଁ ମହିଳା ମାନଙ୍କ ମୁଣ୍ଡ କିଣିବାରେ ବ୍ୟବସ୍ଥା କରିଛି। ମିଛୁଆ ସରକାର।
@PradeepkumarBhanja-u4l
@PradeepkumarBhanja-u4l 11 күн бұрын
ଅତି ସୁନ୍ଦର ହେଇଚି
@prasantkumarmallick5636
@prasantkumarmallick5636 11 күн бұрын
ଖୁବ ଭଲ କରିଛ, ଧନ୍ୟବାଦ
@rashmiranjanswain8398
@rashmiranjanswain8398 11 күн бұрын
ସୁଭଦ୍ରା ରଥ ବୁଲିବାର କାରଣ କଣ l ସୁଭଦ୍ରା ଟଙ୍କା ସମସ୍ତଙ୍କୁ ମିଳିଲା ପରେ ସୁଭଦ୍ରା ରଥ ବୁଲାଇଲେ ଶୋଭା ଲାଗିବ l
@TarakeswarDora
@TarakeswarDora 8 күн бұрын
ଖୁବ୍ ‌ଭଲ କଲ କୋଟି କୋଟି ସାଲମ ମାଁ ମାନେ।
@dipusahoo3400
@dipusahoo3400 11 күн бұрын
Very good
@bikrambikicreations4730
@bikrambikicreations4730 11 күн бұрын
ଏମାନଙ୍କ କଥା ରୁ ଯାହା ଜଣା ପଡୁଛି ଏମାନେ ରଥ ଅଟକେଇ ନାହାନ୍ତି , ଏ ସରପଞ୍ଚ ଏମାନଙ୍କ ଦ୍ୱାରା ଅଟକାଇଛି
@NiranjanMohanty-w5g
@NiranjanMohanty-w5g 11 күн бұрын
ଶହେ ସଲାମ ମା
@suryanshucrazyindia
@suryanshucrazyindia 8 күн бұрын
ମା ମଆ😢ନଙ୍କୁ ଧନ୍ୟ ବାଦ
@soumyashreebiswalsaina3065
@soumyashreebiswalsaina3065 11 күн бұрын
ବହୁତ ସୁନ୍ଦର ପଦକ୍ଷେପ
@debarchanofficial26
@debarchanofficial26 11 күн бұрын
ନବୀନ ପଟ୍ଟନାୟକ ର ଲକ୍ଷ୍ମୀ ବସ କୁ ଯିଏ ଚଳେଈପାରିଳାନି ସୁଭଦ୍ରା ରଥ ଚଲାଇବା କେନ୍ତାକରି ଓହୋ ସୁଭଦ୍ରା ଯୋଜନା ର 5000ଟଙ୍କା ଲାଗି ଓକେ , ଆପଣ ମାନେ ଖୁସି ତ
@bijesh8627
@bijesh8627 11 күн бұрын
Naveen chor ta
@naganbehera8830
@naganbehera8830 11 күн бұрын
You are right answer sir
@suryanarayanpadhi4176
@suryanarayanpadhi4176 11 күн бұрын
Right decision.. thenku
@rabindranathmohapatra1167
@rabindranathmohapatra1167 11 күн бұрын
Bhala heichi.
@subhransudalai8360
@subhransudalai8360 9 күн бұрын
ଠିକ୍ ଅଛି
@sambitsambit809
@sambitsambit809 11 күн бұрын
Bahut bhal
@babulapradhanyy5079
@babulapradhanyy5079 11 күн бұрын
VERY GOOD
@chandrakantibehera9413
@chandrakantibehera9413 11 күн бұрын
Thike kahela
@DillipDas-qk5qb
@DillipDas-qk5qb 11 күн бұрын
Right
@nilusahoo492
@nilusahoo492 11 күн бұрын
Right 👍👍👍👍👍👍
@naganbehera8830
@naganbehera8830 11 күн бұрын
Very good discussion
@Babaphakiryoutube
@Babaphakiryoutube 11 күн бұрын
BJD ୱାର୍ଡ ମେମ୍ବର ସବୁ BJD ଦଳ ଚାଲ୍
@SabitaNayak-qy9zb
@SabitaNayak-qy9zb 10 күн бұрын
ଭଲ ହୋଇଛି
@user-tl6sq6dy1y
@user-tl6sq6dy1y 11 күн бұрын
V good decision
@bijayabehera6280
@bijayabehera6280 11 күн бұрын
Very good 👍
@DEEPANKAR_SINGH99
@DEEPANKAR_SINGH99 11 күн бұрын
ବିଜେଡି ଅଦିନ ରେ ଜଗନ୍ନଥ ଙ୍କୁ ଫୁଲ୍ ଦମ୍ ରେ କିଳା ନେଈଛି। ଆଉ ଏ ଦୋ ମୁହାଁ ଵିଜେପି କୁ କପି କରି ଅଦିନ ରେ ମାଆ ସୁଭଦ୍ରା ରଥ ଵୁଲେଇଲାଣି ଯୋଜନା ନାଁ ରେ ଗୋଟାଏ ଫାର୍ସ ଚଲେଇଛନ୍ତି ଵ୍ୟସ୍ତ ହୁଅନା ଵିଜେଡି ଗଲା ଏଥର ବିଜେପି ପାଳି ।
@BasantaBehera-gl3li
@BasantaBehera-gl3li 11 күн бұрын
ଠିକ୍ କରିଛନ୍ତି
@gagansethi5758
@gagansethi5758 11 күн бұрын
Right madam
@NarayanGond-gz3bn
@NarayanGond-gz3bn 11 күн бұрын
ଯାହା କରିଛନ୍ତି ଠିକ୍ କରିଛନ୍ତି
@dillipsahoo7921
@dillipsahoo7921 11 күн бұрын
BJP ସରକାର ଙ୍କ ଦ୍ଵାରା ଠକ ସୁଭଦ୍ରା ଯୋଜନା କୁ ବିରୋଧ କର।କାରଣ ଏକ କାଳୀନ ୫୦ ୦୦୦ ନ ଦେଇ ୫ବର୍ଷ ରେ ଦେଲେ କେଉଁ କାମ ରେ ଲାଗିବ?
@royentertainment1
@royentertainment1 11 күн бұрын
Right 👍
@brajasundarsahoo1590
@brajasundarsahoo1590 11 күн бұрын
ସୁଭଦ୍ରା ଯୋଜନା ଏକ ଭେଳିକି ଯୋଜନା l ପାଞ୍ଚ ବର୍ଷ ଭୂତେଇକି ରଖିବା ପାଇଁ ଏକ ଚାଲ୍ l
@NarayanGond-gz3bn
@NarayanGond-gz3bn 11 күн бұрын
Right Decision
@hadibandhusamal3924
@hadibandhusamal3924 11 күн бұрын
Good
@jacobpradhan8125
@jacobpradhan8125 11 күн бұрын
Very good idea
@pradiptakumarpani4976
@pradiptakumarpani4976 11 күн бұрын
ଏଇଟା ପ୍ରଚାର ଓଡିଶା ସରକାରଙ୍କ,ସର୍ବସାଧାରଣଙ୍କୁ ଛ ଜଣାଇବାପାଇଁ,ଜନ ପ୍ରତିନିଧିଙ୍କ ଈ ଆବଶ୍ୟକତା କଅଣ
@bidyabhusanmohanty387
@bidyabhusanmohanty387 11 күн бұрын
Very good 👍🎉
@sureshpadhan2298
@sureshpadhan2298 6 күн бұрын
ଭିଖ ଲାଗୁଥିବା ରଥ କୁ ସ୍ୱାଗତ କଲ୍ ଆଉ ଦେଉଥୂବା ରଥ କୁ ବିରୋଧ ଧନ୍ୟ ଲୋ ତୁମର ରାଜନୀତି
@DebendraMohanty-xe8qf
@DebendraMohanty-xe8qf 11 күн бұрын
Naveen jinda baad Jai jaganath
@ktccreation9722
@ktccreation9722 11 күн бұрын
ଭଲ କରିଛ
@Tapas-ip9on
@Tapas-ip9on 11 күн бұрын
ରଥ ଅଟକାଇବାର କାରଣ ବିଜେଡିର
@naturegifts6251
@naturegifts6251 11 күн бұрын
ସରପଞ୍ଚ ମାନେ ଲୁଟି ଦେଲେନି ପଞ୍ଚାୟତ ଏମାନେ ତ ବାହାରୁ ନାହାନ୍ତି କାହିଁକି ସବୁ ହଡପ କରୁଛ ବୋଲି, ବହୁତ ବଢିଆ ବନ୍ଦ ହେଉ ମାହାଳିଆ ଯୋଜନା 👍
@prasantapattanaik862
@prasantapattanaik862 11 күн бұрын
ସରକାର ର ମନମୁଖୀ ଶାସନ ଚଳିବ ନାହିଁ। ଏକ ସ୍ଵଚ୍ଛ ସରଳ ନୀତି ନୀର୍ଧାରଣ ହେଉ।
@rabindrakumarmohanty9415
@rabindrakumarmohanty9415 11 күн бұрын
ପଚିଶ ବର୍ଷ ରେ ଯାହା କରିଥିଲେ ଅଢେଇ ମାସରେ କଣ ହେଲା ତାକୁ ଟିକେ ତର୍ଜମା କରନ୍ତୁ ତାପରେ କହିଵ। ଏମାନେ ସମସ୍ତେ ବିଜେଡି ଦଲାଲ କ୍ଷମତା ଗଲାପରେ ଔଷଧ ନିମନ୍ତେ ତାଟିଆ କାମୁଡ଼ି ଵା କଥା।
@mkaroundtheworld8635
@mkaroundtheworld8635 11 күн бұрын
👍👍👍
@amitrealworld3725
@amitrealworld3725 5 күн бұрын
ସମସ୍ତେ ବୁଝିଲେଣି ଏଇ ଠକ ପାର୍ଟି କୁ👍
@prakashkumarpattnayak5911
@prakashkumarpattnayak5911 10 күн бұрын
Right kahicha sister Suvadra yogana karani
@BuluBhoi-q9s
@BuluBhoi-q9s 4 күн бұрын
Bahut badhia ooh ki Santi
@pradyumna3535
@pradyumna3535 11 күн бұрын
ଶଳାଟଙ୍କା ନ ଦେଇ ରଥ ବୁଲେଇଲାଣି ନିଲଜ ଦଳ
@lifeofodia195
@lifeofodia195 11 күн бұрын
😂Right bhai 👍
@suryakanta4385
@suryakanta4385 11 күн бұрын
Right
@ShibasankarHansdah-um4wd
@ShibasankarHansdah-um4wd 3 күн бұрын
ଅର୍ପଣ ରଥ ବେଳେ କିଛି କହିଲ ନାହିଁ ?
@BahanJena-c2v
@BahanJena-c2v 5 күн бұрын
ଯଦି ତମ ମାନଂକର ବିଜେପିର ଏହି ଯୋଜନା ଭଲ ଲାଗୁନି ତମର ସଵୁ ମା ମାନଙ୍କୁ କୁହ କେହି ଆପ୍ଲିକେସନ୍ ପକାଇଵେ ନାହିଁ
@RabindraGamanga-l7j
@RabindraGamanga-l7j 7 күн бұрын
Very good discussion maa Mane 👌
@amasangathanakakarudrapurj9664
@amasangathanakakarudrapurj9664 11 күн бұрын
Subhadra jojana re tanka tie milini ,kintu sabasi nebaku tatpar bjp Katha kuha kapila sarkar
@amanasabar4428
@amanasabar4428 11 күн бұрын
ମା ମାନେ ଠିକ୍ କଲେ। ଏହି ପ୍ରୋଗ୍ରାମ ଭାବୋଧରେ କେତେ ଟଙ୍କା ହଡ଼ପ କରିବାର ଓ ହିନ୍ଦୁ ଭାବନା ସହିତ ଯୋଡ଼ିତ ସମସ୍ତ ଓଡ଼ିଶାଙ୍କ ସହିତ ନିମ୍ନତତମ୍ମା ରାଜନୀତି କରିବାର ମାତ୍ର। ବିନା ରଥରେ ଏହି ଯୋଜନା ବିଷୟରେ ଅନେକ news ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଅବଗତ ହୋଇଛି।
@OmmprakashRoutray-bw1jq
@OmmprakashRoutray-bw1jq 11 күн бұрын
ସବୁ ଯାତରା ତୁମମାନକର
@nirojkumarsethy346
@nirojkumarsethy346 10 күн бұрын
Very good job.
@threeshaktimusic6560
@threeshaktimusic6560 11 күн бұрын
ତମକୁ ଯଦି subhadra ଯୋଜନା ଦରକାର ନାହିଁ ତାହେଲେ ଅନଲାଇନ କର ନାହିଁ
@prakashkumarpattnayak5911
@prakashkumarpattnayak5911 10 күн бұрын
thaka yagana
@bapibalesore7554
@bapibalesore7554 5 күн бұрын
Subhadra tanka bjp ta gharu deuchi to
@threeshaktimusic6560
@threeshaktimusic6560 5 күн бұрын
@@bapibalesore7554 kie ଘରର ଦେବେ ନାହିଁ bhai
@ShibasankarHansdah-um4wd
@ShibasankarHansdah-um4wd 3 күн бұрын
​@@prakashkumarpattnayak5911ତୁମେ ଠକ ହୁଅ ନହିଁ ।
@ShibasankarHansdah-um4wd
@ShibasankarHansdah-um4wd 3 күн бұрын
​@@bapibalesore7554 ହଁ
@HrushikeshSamantaray-tb5xn
@HrushikeshSamantaray-tb5xn 11 күн бұрын
Right very good Diseason
@RabindraKumar-px6uq
@RabindraKumar-px6uq 11 күн бұрын
Right decision
@bhagirathitripathy7987
@bhagirathitripathy7987 11 күн бұрын
Subhadra Ratha zindabad
@kishormeher9095
@kishormeher9095 11 күн бұрын
ଏମାନଙ୍କୁ ନେ ଦିଆଯାଉ
@armansabar259
@armansabar259 11 күн бұрын
Good job 💯💯👍👍
@sridhar85536
@sridhar85536 6 күн бұрын
ନବୀନ ଯୁଗରେ ମହାପ୍ରଭୁ ଜଗନ୍ନାଥଙ୍କୁ ଗାଁଆ, ଗାଁଆ ରେ ବୁଲାଇଲେ କାରଣ ଶେଷ ସମୟ ଆସିଯାଇଥିଲା , ମରଣ କାଳେ ବିପରୀତ ବୁଦ୍ଧି ମୋହନ ଯୁଗରେ ମାଆ ସୁଭଦ୍ରା ଙ୍କୁ ଗାଁଆ ଗାଁଆ ରେ ବୁଲାଇ ଲେଣି,ଶାସନର ଛଅ ମାସ ହୋଇନାହିଁ , ଶାସନର ଛଅ ହୋଇଗଲେ ଆଉ ମୋହନ ର ଚିହ୍ନ ନଥିବ
@rameshmaharana8313
@rameshmaharana8313 7 күн бұрын
Sir your Right
@DairariBarik
@DairariBarik 9 күн бұрын
Madam.....ଆପଣମାନେ ଯଦି ଜଗନ୍ନାଥଙ୍କ ପରିକ୍ରମା ରଥକୁ ଅଟକାଇଥିଲେ ଭଲ ହୋଇଥାନ୍ତା ସରକାର ମହିଳା ମାନଙ୍କ ପାଇଁ ଯାହାବି ଯୋଜନା ଆଣୁଛନ୍ତି ଏହା ସ୍ବାଗତଯୋଗ୍ୟ
@littlequeenrakhi
@littlequeenrakhi 10 күн бұрын
ସର ପଞ୍ଚ ଙ୍କ ଚାଲ
@pravatkumarmishra9760
@pravatkumarmishra9760 11 күн бұрын
B j d ର ପ୍ରା ୟୋ ଜିତ କାର୍ଯକ୍ରମ pandian ରଥକୁ ପୂଜା କରୁ ଥିଲ ଏତ ସଚେତନ ରଥ କୁ କାହିଁକି ବିରୋଧ ଏ ମାନକୁ ସୁଭଦ୍ରା ଯୋଜନା ଦିଅ ନାହିଁ ସେମାନେ ପାଣ୍ଡୁ ର ପିଠା ଯୋଜନା ନିଅନ୍ତୁ
@qxztr
@qxztr 11 күн бұрын
ସେଇଟା କଲେ ଭଲ ହୁଅନ୍ତା, କିନ୍ତୁ ଗୋଟିଏ ପନ୍ଚାୟତରେ କାହାରିକୁ ଶୁଭଦ୍ରା ଯୋଜନା ନଦେବା ସେ ୱୌକାତ ନାହିଁ।
@umakantasahoo2361
@umakantasahoo2361 11 күн бұрын
Correct
@TahasilPatel
@TahasilPatel 9 күн бұрын
2 କୋଟି ମହିଳାଙ୍କୁ ଏକା ସାଙ୍ଗରେ ପ୍ରଥମ କିସ୍ତି ଦିଅ
@MinaJani-x7h
@MinaJani-x7h 10 күн бұрын
,ତମ କଣ କରିଵ ମା ଏହେଲା ମା ମାନଙ୍କୁ ସଚେତନ କରିଵା ଫାଇଁ ଯେମିତି ମା ମନେ ଯୋଜନା ଵିଷୟରେ ଜଣିପରିଵେ ।ତା ମାନେ ନୁହେଁ ,,,,,😊
@BasantaKharsel-k2t
@BasantaKharsel-k2t 4 күн бұрын
A mamane sabu bujhibaloka amamananku Mora koti namaskar
@srikantarauta8200
@srikantarauta8200 6 күн бұрын
ହଇରେ ଭଦ୍ରବ୍ୟକ୍ତି ମାନେ ସେମାନେ ଅର୍ପଣ ରଥବୁଲାଇଲେ ଆଉ ଏବେ ଏମାନେ ସୁଭଦ୍ରା ରଥ ସବୁ ଗୋଟେ ପାଲାଲଗାଇଛ ଯୋଉପଇସା ଯାଉଛି କାବାପପଇସା ନୁହଁ ଜନସାଧାରଣଙ୍କ ପଇସା ତମଙ୍କୁ ଅଧିକାରଦେଲା ପଇସା ମନଇଚ୍ଛା କାମ କରୁଛ ଆଗ ରଥବୁଲିକୁ କେଡେଭାଷଣ ବାଜି ହୋଉଥିଲା ଏବେ କଣ ଚାଲିଛି କିରେ ନାରଣ
@abhimanyurout1930
@abhimanyurout1930 11 күн бұрын
Sea panchayata ku bilkul subhadra jojana dieana
@bidyutgiri9227
@bidyutgiri9227 3 күн бұрын
ରାଜନୀତି କରନି ବିଜେଡି ଓଡ଼ିଆର ମଉଡମଣୀ ଶ୍ରୀ ଜଗନ୍ନାଥଙ୍କୁ ଟଲିରେ ବୁଲାଉଥିଲ ଭୁଲିଯାଅନି
@umeshchandraswain8578
@umeshchandraswain8578 3 күн бұрын
ସଂସାରରେ ଏମିତି କେହି ଜଣେ ନାହିଁ ଲୋଭ କରନ୍ତି ନାହିଁ
@sumitrachandra552
@sumitrachandra552 11 күн бұрын
👍👍
@OmmprakashRoutray-bw1jq
@OmmprakashRoutray-bw1jq 11 күн бұрын
ତୂମେ ଦୁତୀୟ ଗୋପବଧୁ
@davidpahad3
@davidpahad3 11 күн бұрын
Best decision against this false plan called Subhadra Jojana. ସୁଭଦ୍ରା ରଥ ଚଳାଇଲେ ଓଡ଼ିଶାର କୌଣସି ଉନ୍ନତି ହେବ ନାହିଁ, ଏମିତି ଓଡ଼ିଶା ର ମା ଭଉଣୀ ମାନେ ପଦକ୍ଷେପ ନେବା ଉଚିତ୍
@babulisahu8788
@babulisahu8788 11 күн бұрын
Immediately action to BDO,cdpo & sarapanch
@PradiptaDas-sy4jn
@PradiptaDas-sy4jn 10 күн бұрын
ଵଢିଆ କରିଚ ମାଆ ମାନେ
@JagamohanNaik-x5o
@JagamohanNaik-x5o 9 күн бұрын
Bahut sundar katha BJP hatao desh bachao
@bikramhaibru
@bikramhaibru 7 күн бұрын
Thank you, Bjd
@ODISHABHAI-eq8jq
@ODISHABHAI-eq8jq 11 күн бұрын
ସୁଭଦ୍ରା କାନ୍ଦୁଛି, ଜନ ସ୍ଵାସ୍ଥ୍ୟ କେନ୍ଦ୍ର ରେ , ଧନ୍ୟ ରେ ଠକ୍ ସରକାର, ଧର୍ମ ସହିଲେ ହେଲା 🙏🏻
@Adarsha.academy
@Adarsha.academy 10 күн бұрын
ଭଙ୍ଗା ଟଲି ରେ ଜଗନ୍ନାଥ ବୁଲାଇ ଭିକ ମଗାଇଲ
@parshuramsahoo6912
@parshuramsahoo6912 11 күн бұрын
ମାହାଙ୍ଗା ଡବଲ ମର୍ଡର ସମୟରେ ଅପଣଂକ ଭୂମିକା
@SatrughanNayak-qf1rt
@SatrughanNayak-qf1rt 11 күн бұрын
ମହା ପ୍ରଭୁ ଜଗନ୍ନାଥ ଙ୍କୁ ରଥ ବୋଲି ଠେଲା, ଟ୍ରଲି, ସାଇକେଲ, ଶଗଡ଼ରେ ଗାଁ ଗାଁ ରେ ବୁଲାଇଲା ବେଳେ ବିଜେଡ଼ି ସମସ୍ତଙ୍କ ଠାରୁ ପର୍ମିଶନ ନେଇଥିଲେ କି?
@makarsenapati1213
@makarsenapati1213 11 күн бұрын
ତୋ ମା ଘଇତା ଠାରୁ ପର୍ମିଶନ ନେଇଥାନ୍ତା
@SatrughanNayak-qf1rt
@SatrughanNayak-qf1rt 11 күн бұрын
@@makarsenapati1213 ତୋ ମା ଘଇତା ପରା ମୁଁ
@kamadevbehera9518
@kamadevbehera9518 11 күн бұрын
You can't know. That is your problem
@biswambarsahoo9860
@biswambarsahoo9860 11 күн бұрын
ଏତେ ଅଧର୍ଯ୍ୟର କିଛି କାରଣ ଅଛି କି?? ସରପଂଚ=୫ପ୍ରକାର ସର ଲବଣି ଖାଆନ୍ତି। ଆପଣଙ୍କ ସରପଂଚ ବିନା ବିରୋଧରେ ଯଦି ନିର୍ବାଚିତ ହୋଇଥାନ୍ତି ତେବେ ଆପଣମାନେ ଯାହା କରଛନ୍ତି ଠିକ୍, ଅନ୍ୟଥା,,, କଣ ଦରକାର। ଆମ ଗାଁରେ ଯେଉଁ କାମ କଣ୍ଟ୍ରାକ୍ଟର କରୁଛନ୍ତି ସେ ପରା ସବୁ ଆମମାନଙ୍କୁ ଜଣେଇ କରୁଛନ୍ତି।
@mostview1330
@mostview1330 5 күн бұрын
Jali jia
@user-ey7sr5gf6k
@user-ey7sr5gf6k 4 күн бұрын
ମାରିଖାଇବାରୁ sujag ମିଳୁନି
@DasamaMunda-p1f
@DasamaMunda-p1f 7 күн бұрын
Khub sundar kama karichhanti,nia lagei dia se rahta ku,,,,,
@PurnachandraBehera-if5tu
@PurnachandraBehera-if5tu 11 күн бұрын
ଏ ମହିଳା ମାନେ ଜାଣନ୍ତି କି ଲୋକ ପ୍ରତିନିଧି ଙ୍କୁ BJD ସରକାର କଣ କରୁଥିଲ।। BJD ସରକାର ରେ ତୁମକୁ କଣ ଭାବୁଥିଲେ। କାଦୁଆ ଟା।
@saratkumarsahu2775
@saratkumarsahu2775 11 күн бұрын
ମୁଖସ୍ତ କରି କହୁଛନ୍ତି
@mkaroundtheworld8635
@mkaroundtheworld8635 11 күн бұрын
👍👍👍
@prafullakumarpradhan8129
@prafullakumarpradhan8129 11 күн бұрын
ବିରଧି କଣ ସ୍ୱାଗତ କରନ୍ତି l ଅତିଥି ସତ୍କାର ଯେଥେଷ୍ଟ ?
@aibanmajhi6660
@aibanmajhi6660 11 күн бұрын
ନବୀନ ର ସବୁ ଚାକର ଏମାନେ 😄😄😄
@mkaroundtheworld8635
@mkaroundtheworld8635 11 күн бұрын
👍👍👍
@binayamohanty9426
@binayamohanty9426 11 күн бұрын
ଯେଉ ଶଳା ମାନେ ଚୋରଙ୍କ ପରି ରଥ ବୁଲାଉଥିଲେ ତାଙ୍କୁ ବାନ୍ଧି ବାଡେଇବାର ଥିଲା।
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 23 МЛН