Story of Odia Actress Jaya Swami | One of the popular actresses of Odia Cinema Industry in the 80’s

  Рет қаралды 320,899

OdishaLIVE

OdishaLIVE

Күн бұрын

#OdiaCinema #OllywoodIndustry #OdiaActress #Jayaswami
୮୦ ଦଶକରେ ଯେଉଁ କିଛି ଜଣ ଅଭିନେତ୍ରୀଙ୍କୁ ନେଇ ଓଡ଼ିଆ ସିନେମା ଜଗତ ବେଶ ଚଳଚଞ୍ଚଳ ଥିଲା, ସେମାନଙ୍କ ମଧ୍ୟରୁ ଜଣେ ଜୟା ସ୍ୱାମୀ। ନିଜର ନିଖୁଣ ଅଭିନୟ ଓ ଦମଦାର ଡ୍ୟାନ୍ସରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ‘ହାକିମ ବାବୁ’, ‘ଫୁଲ ଚନ୍ଦନ’, ‘ଜାଈଫୁଲ’ରେ ତାଙ୍କୁ ପସନ୍ଦ କରିଥିଲେ ଦର୍ଶକ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ। କ’ଣ ଥିଲା କାରଣ, କାହିଁକି ଏମିତି ନିଷ୍ପତ୍ତି ନେଇଥିଲେ ଜୟା? ଜାଣିବା ପାଇଁ ଓଡ଼ିଶାଲାଇଭରେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...
Jaya Swami was one of the most popular actresses of the Odia Cinema Industry in the 80’s. She captivated the audience by her impeccable acting and glorious dance moves. She acted in many famous Odia Movies like ‘Hakim Babu’, Phula Chandana’, ‘Jaiphula’ etc. But latter she left the film industry. Watch the video to know her story.
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
KZbin: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Пікірлер: 95
@saudaminipradhan8564
@saudaminipradhan8564 2 жыл бұрын
ପୁରୁଣା କଥା ଓ ପୁରୁଣା ସ୍ମୃତି କୁ ସାମ୍ନାକୁ ଆଣିବାର ସୁନ୍ଦର ପ୍ରୟାସ .....
@nilambarrath
@nilambarrath 2 жыл бұрын
ସେତେବେଳର ଓଡ଼ିଆ ସିନେମା ‘ଫୁଲ ଚନ୍ଦନ’, ‘ଜାଇଫୁଲ’ ଏବଂ ‘ହାକିମ ବାବୁ’ରେ ଜୟା ସ୍ଵାମୀଙ୍କ ଅଭିନୟ ଦର୍ଶକମାନଙ୍କ ନଜରକୁ ଆସିଥିଲା। ‘ଫୁଲ ଚନ୍ଦନ’ ଓ ‘ଜାଇଫୁଲ’ରେ ସେ ପାର୍ଶ୍ଵ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ହେଲେ ‘ହାକିମ ବାବୁ’ ତାଙ୍କୁ ଅଭିନୟର ସେଣ୍ଟର ଷ୍ଟେଜ୍‌କୁ ଆସିବାରେ ସୁଯୋଗ ଦେଇଥିଲା। ‘ହାକିମ ବାବୁ’ରେ ଆଦିବାସୀ ଝିଅ ଧାନୀ ଚରିତ୍ରକୁ ସେ ସୁନ୍ଦର ଭାବେ ଫୁଟାଇ ପାରିଥିଲେ। ଏହି ସିନେମାରେ ଅଜିତ ଦାସ, ବିଜୟ ମହାନ୍ତି, ହେମନ୍ତ ଦାସ, ସାମୁଏଲ ସାହୁ(ବାବି), ଦୁଃଖିରାମ ସ୍ଵାଇଁ, ଅସିତ ପତି, ଦେବୁ ବୋଷ ପ୍ରମୁଖଙ୍କ ସହ ଜୟା ସ୍ଵାମୀଙ୍କ ଅଭିନୟ ସେତେବଳର ଓଡ଼ିଆ ସିନେମା ଭାବେ ଲୋକପ୍ରିୟତା ପାଇଥିଲା। ହାକିମ ବାବୁର ନିର୍ଦ୍ଦେଶକ ଥିଲେ ପ୍ରଣବ ଦାସ। ଖୁସିର କଥା ଯେ, ଓଡ଼ିଆ କଥାକାର ବିଭୂତି ପଟ୍ଟନାୟକଙ୍କ କାହାଣୀ ଉପରେ ଏହି ସିନେମାଟି ତିଆରି ହୋଇଥିଲା। ସେତେବେଳର ଓଡ଼ିଆ ଅଭିନେତ୍ରୀମାନଙ୍କ ମେଳରେ ଜୟା ସ୍ଵାମୀଙ୍କର ସିନେମା ଜଗତରେ ଆଗକୁ ବଢ଼ିବାର ଯଥେଷ୍ଟ ସମ୍ଭାବନା ଥିଲା। କିନ୍ତୁ ଏହି ନାୟିକା କମର୍ସିଆଲ ସିନେମାରେ ଲମ୍ବା ଇନିଂସ ଖେଳି ପାରିନଥିଲେ। ଓଡ଼ିଶାଲାଇଭ୍‌ର ଏହି ସାକ୍ଷାତକାର ମାଧ୍ୟମରେ ଜୟା ତାଙ୍କ ଜୀବନର ସେହି ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ରଙ୍ଗ। ସେ ସାବନା ରଙ୍ଗର ହୋଇଥିବାରୁ ତାଙ୍କୁ ହିରୋଇନ ରେସ୍‌ରେ ସୁଯୋଗ ମିଳିପାରି ନଥିଲା। ଅନ୍ୟଟି ସିନେମା ଜଗତର ଅକୁହା ରାଜନୀତି। ଏହି ଭିଡ଼ିଓ ସାକ୍ଷାତକାର ଅଭିନେତ୍ରୀ ଜୟା ସ୍ଵାମୀଙ୍କର ସେହି ଅକୁହା କଥାକୁ ଖୋଲି ଧରିଛି।
@swagatmishra6457
@swagatmishra6457 2 жыл бұрын
Jou mane Fin fin Gori thile semane Jaya Mam nka valia disuchhanti. Chehera sabu kichhi nuhe.Screen re heroine haba bohut bada ki gote great achievement nuhe. Any way public never forget Jaya.
@pratikapriyadarshini1908
@pratikapriyadarshini1908 2 жыл бұрын
Actress Jaya opened up about the story behind her dusky skin. Nicely narrated. Must watch. Will inspire many.
@sushreesmita2324
@sushreesmita2324 2 жыл бұрын
ଏହି ସାକ୍ଷାତକାରରେ ଦୁଇ ଜଣ ଶ୍ୟାମଳ ବର୍ନ୍ନର, ହେଲେ ଆକର୍ଷଣୀୟ ଚେହେରା। ପ୍ରଥମ ଥର ପାଇଁ ଗୋଟେ ସାକ୍ଷାତକାର ଦେଖିଲି ଯୋଉଟା both compliment each other। ଦୁଇ ଜଣଙ୍କ ରଙ୍ଗ ଏବଂ ପୋଷାକ ପତ୍ର ଖାପଖାଉଛି। ଦୃଷ୍ଟି ଆକର୍ଷଣ କରୁଛି। ଯଦି ଏଠି ଜଣେ ଗୋରା ରଙ୍ଗର ଥାଆନ୍ତା, ତାହାହେଲେ ହୁଏତ ସାକ୍ଷାତକାରଟା ପାଣି ଫାଠିଯାଇଥା’ନ୍ତା।
@ranjitnayak143
@ranjitnayak143 2 жыл бұрын
Jaya Madam Odia film industry ra Gote Versatile Actor👌
@manni220
@manni220 2 жыл бұрын
My fvrt one from my childhood...i like her smile tooo much...
@jharanasutar4392
@jharanasutar4392 2 жыл бұрын
She is a beautiful Actress in Oriya industry 😍.Her struggle says everything 😍. Love u mam 🙏🏻
@rudranshsekharnaik1229
@rudranshsekharnaik1229 2 жыл бұрын
କଳା ରଙ୍ଗ ହେଲେବି ବହୁତ୍ ସୁନ୍ଦର୍।କଳା ଝିଅ କଣ ହିରୋଇନ୍ ହେଇପାରିବ ନାହିଁ ।
@narayanpradhan1900
@narayanpradhan1900 2 жыл бұрын
90s ra sabuthu favorite sabuthu very very very beautiful heroine Jaya swami madam .khas mo paain sabuthu beautiful jaya swami madam. Love you.
@priyakiduniya5227
@priyakiduniya5227 2 жыл бұрын
Jayaswami & Anchor both r wonderful & beautiful conversation
@subhashreenayak9040
@subhashreenayak9040 2 жыл бұрын
ସାବନ ରଙ୍ଗ ପାଇଁ ଖାଲି ଜୟା ନୁହନ୍ତି ଅନେକ ଝିଅ ରିଜେକ୍ସନର ଶିକାର ହୁଅନ୍ତି , କିନ୍ତୁ ଏଇ ପରମ୍ପରା ଭାଙ୍ଗିବାକୁ ପଡିବ.
@arjunkumar-zq1rf
@arjunkumar-zq1rf 12 күн бұрын
ପୁରୁଣା ହିରୋଇନ୍ ମଧ୍ୟ ରେ ଯେତେ ବି ହିରୋଇନ୍ ଥିଲେ ସବୁଠୁ ଜୟା ସ୍ଵାମୀ ବହୁତ୍ ଭିନ୍ନ ...ରଙ୍ଗ ଗୋରା ନ ହେଲେ ବି ସୁନ୍ଦର୍ ଚେହେରା ❤❤❤I ike her all moovie❤
@manasi1983
@manasi1983 2 жыл бұрын
ଅଭିନୟ ଦରକାର ନା କି colour.... She is very Beautiful and Best artist. I Like her so much.. 🙏
@ipsitamohapatra8441
@ipsitamohapatra8441 3 ай бұрын
Jaya Swami Mam's Acting skill is superb❤🤗;She is soo fabulous Actress😊!
@prafullabarik7085
@prafullabarik7085 2 жыл бұрын
Till date she is very active and graceful.
@prathabinadini9860
@prathabinadini9860 2 жыл бұрын
Jaya Swami.. Kala Helebi... Tame Bahutu.. Sundar... And... Tama Hrudaya Bahutu Sundar
@adyashasamal7124
@adyashasamal7124 2 жыл бұрын
Dusk has it's own beauty 😍
@sudhirkumaracharya1006
@sudhirkumaracharya1006 2 ай бұрын
A finest actress, her acting we saw in our younger age, any kind of acting she can do,
@nishikantrath1759
@nishikantrath1759 2 жыл бұрын
Very good and viewers liking interview. I like. 👌
@yourbibek5937
@yourbibek5937 2 жыл бұрын
Wow !! What a video !!!!! So nostalgic 👌
@nayakbobby232
@nayakbobby232 2 жыл бұрын
The Whole conversation is supb👌👌 DD🥰..
@OdishaLIVE
@OdishaLIVE Жыл бұрын
ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. kzbin.info/www/bejne/anW3h2uCqbOKgas ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।
@biswajitrath3943
@biswajitrath3943 2 жыл бұрын
Inspirational 🙏. The true story of Life, Passion Vs Struggle
@TheBhuba
@TheBhuba 4 ай бұрын
Madam you are truly humble ...and hardworking ...that made you a top actress of odiya cinema
@debadatapati8633
@debadatapati8633 2 жыл бұрын
Ebe to pain mu mo pain tu serial re b bahut bhala acting karuchanti jaya mam
@cookwithmurchhana3726
@cookwithmurchhana3726 2 жыл бұрын
ବହୁତ୍ ଭଲ ଆକ୍ଟର ଜୟା mam
@bikashdash4152
@bikashdash4152 2 жыл бұрын
Very good and versatile actress
@bijaykumarbhuyan233
@bijaykumarbhuyan233 2 жыл бұрын
I like her dance and acting. Very good artist.The program reminds my younger days when I have watched so many films of her . I wish her a long professional and healthy life.
@odishamati6575
@odishamati6575 2 жыл бұрын
ଜୟା ମ୍ୟାମ ଯେଉଁ ୮୦ ଦଶକ ରେ ଅଭିନୟ ଆରମ୍ଭ କରିଥିଲେ ସେହି ସମୟରେ କଳା ଗୋରା ରଙ୍ଗକୁ ନେଇ ହିଁ ଅଭିନେତ୍ରୀ ମାନଙ୍କ ସୁନ୍ଦରତାକୁ ଲୋକେ ପରଖୁଥିଲେ। ଲୋକଙ୍କ ଆଳରେ ବରଂ ଇଣ୍ଡଷ୍ଟ୍ରୀ ର ତଥାକଥିତ ବଡ଼ପଣ୍ଡା ମାନେ ହିଁ ଏହି ଭେଦଭାବ କରୁଥିଲେ। ଲୋକେ କେବେ ଚିତ୍ର ନିର୍ମାତାଙ୍କୁ ନିଜ ପସନ୍ଦ ଅପସନ୍ଦ ଜଣାନ୍ତି ନାହିଁ। ନିର୍ମାତା ମାନେ ହିଁ ଲୋକଙ୍କ ଆଳରେ ନିଜ କରାମତି ଦେଖାନ୍ତି। କିନ୍ତୁ ସମୟ ବଦଳିଯାଇଛି। ରଙ୍ଗ କିମ୍ବା ବାହ୍ୟ ସୌନ୍ଦର୍ଯ୍ୟ ଅଭିନୟର ମାପଦଣ୍ଡ ହୋଇନାହିଁ। ଅଭିନୟ ଓ କାହାଣୀ ରେ ବଳିଷ୍ଠ ଚରିତ୍ର ହିଁ ଆଜି ସବୁକିଛି। ଧୀରେ ଧୀରେ ଦର୍ଶକଙ୍କ ଚିନ୍ତାଧାରା ବଦଳୁଛି। ଦୁନିଆ ବଦଳୁଛି। ଜୟା ସ୍ୱାମୀ, ନନ୍ଦିତା ଦାସ , ଭାନୁପ୍ରିୟା, କୋଙ୍କନା ସେନ ଶର୍ମା, ରେଖା , କାଜୋଲ, ରାଣୀ ମୁଖାର୍ଜୀ, ବିପାଶା ବସୁ , ଚିତ୍ରାଙ୍ଗଦା ସିଂହ, ନିଆ ଶର୍ମାଙ୍କ ପରି ଅଭିନେତ୍ରୀ ମାନେ ରଙ୍ଗ ଠାରୁ ଅଭିନୟ ଦକ୍ଷତା ଯେ ବଡ଼ ତାହା ପ୍ରମାଣ କରିଛନ୍ତି। ଇଣ୍ଡଷ୍ଟ୍ରୀ ର କିଛି ଲୋକଙ୍କ ଚକ୍ରାନ୍ତ ଓ ରଙ୍ଗ ଭେଦଭାବ ଯୋଗୁଁ ଜୟା ମ୍ୟାଡ଼ାମଙ୍କୁ ଆଜି ଯେଉଁ ସ୍ଥାନ ମିଳିବା କଥା ତାହା ମିଳି ପାରିନାହିଁ। କିନ୍ତୁ ଆପଣଙ୍କ ଦକ୍ଷତା ଲୋକଙ୍କୁ ଅଛପା ନାହିଁ। ଆଜି ବି ଲୋକେ ଆପଣଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ଅଭିନୟ ଦେଖିବାକୁ ଚାହାନ୍ତି। ଅତୀତକୁ ତ ଆଉ ବଦଳେଇ ହେବନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଆପଣ ଏମିତି ଅଭିନୟ ଜାରି ରଖିଥାନ୍ତୁ। ଆପଣ ଓ ପରିବାରଙ୍କ ମଙ୍ଗଳ କାମନା କରୁଛି।🙏
@sandhyaranisahoo4172
@sandhyaranisahoo4172 2 жыл бұрын
Right, all these heroines are so beautiful & efficient than other so-called fair & beautiful actresses..
@spiritualworld6324
@spiritualworld6324 2 жыл бұрын
Nice Topic ..Ahipari gotia gotia vala video deuthantu
@bibhudattamishra4431
@bibhudattamishra4431 2 жыл бұрын
Beautiful actress
@ameodia639
@ameodia639 2 жыл бұрын
One of my favorite actresses 💃
@biswajitsahooofficial5160
@biswajitsahooofficial5160 2 жыл бұрын
ଜୟା ମାଡାମଙ୍କୁ ବହୁ ଦିନ ତଳେ ପରଦାରେ ଦେଖିଥିଲି, ହେଲେ ବେଶ ଦିନ ହେବ ଫିଲ୍ମ ଦୁନିଆରୁ ଦୁରେଇ ଯାଇଥିଲେ। ତେବେ ଯାହା ହେଉ ଆଜି ଓଡ଼ିଶାଲାଇଭ ଦ୍ୱାରା ତାଙ୍କୁ ପରଦାରେ ଦେଖି ଭାରି ଭଲ ଲାଗିଲା।
@tofanbiswal8868
@tofanbiswal8868 2 жыл бұрын
Jay mam all time beautiful odisha ra best Actor bhitare she ashuchati taka pari kia haiparibeni
@hrudanandabehera7162
@hrudanandabehera7162 2 жыл бұрын
bahut badhia actress....
@nirmalnayak6547
@nirmalnayak6547 2 жыл бұрын
Joya swami bohut sundar actress 🙏
@NBvlogs109
@NBvlogs109 2 жыл бұрын
Hakim Babu re apanaka avhinaya supar kebe bhuli hebani apana sabubele semiti ama hudayare rahibe
@swapnasundaribarik9280
@swapnasundaribarik9280 2 жыл бұрын
Really a inspired story 🙏🏻.. No matter how is ur appearance if u decided a goal thn don't stop until u achieve it...🙂
@izireal-estate3619
@izireal-estate3619 2 жыл бұрын
Right
@innocentbubu4416
@innocentbubu4416 2 жыл бұрын
Beutifull actress
@secretofuniverse6262
@secretofuniverse6262 2 жыл бұрын
Khub darun
@nilambarrath
@nilambarrath 2 жыл бұрын
Good to see this video crossing 50K views. It seems, that the present day audience are connecting well with the Golden old days. Congratulations Team OdishaLIVE Production. Good job - Subhashree and Team.
@ranjitnayak143
@ranjitnayak143 2 жыл бұрын
Anchoring & Reporting A1👌💯
@vijaykhandelwal284
@vijaykhandelwal284 2 жыл бұрын
A true story of life 🙏🙏
@rangilatoka5
@rangilatoka5 2 жыл бұрын
Very nice 👍
@pusparoutray1518
@pusparoutray1518 2 жыл бұрын
Very nice
@tapaswini160
@tapaswini160 2 жыл бұрын
Over all good continue Mam
@amanews3517
@amanews3517 2 жыл бұрын
Jaya mam u r beautiful actress
@bhagyashreedeo4897
@bhagyashreedeo4897 2 жыл бұрын
Hrudaya ta bahuta sundara
@bibhutibhusan6090
@bibhutibhusan6090 2 жыл бұрын
She is good actor
@biswanathsahoo2888
@biswanathsahoo2888 2 жыл бұрын
Namahskar ,Jayaaji love u mam.Jay 💖 Jagannath
@user-lz6ke4nu7s
@user-lz6ke4nu7s 2 жыл бұрын
Alll
@gugusatapathy140
@gugusatapathy140 2 жыл бұрын
Mam nkara film haakim babu bahut bhala laage....
@software_babu
@software_babu 2 жыл бұрын
My all time favorite
@santoshpanigrahi
@santoshpanigrahi 2 жыл бұрын
Bht badhia
@karamjitsatpathy5404
@karamjitsatpathy5404 2 жыл бұрын
APA tume jane bahut bhala Manisha aau artist. Kebe sujog milile tuma sahita dekha huanta
@TheBhuba
@TheBhuba 4 ай бұрын
Can understand your situation..true talent is dumped..God bless you
@sudhirkhatei1210
@sudhirkhatei1210 4 ай бұрын
My favourite actress
@laxmi186
@laxmi186 2 жыл бұрын
Why only black skin person have such sad story 😭 .It is not their fault they have a beautiful lovely heart ❤️ and you white skin,dark hearted people stop compare them with you .never judge a person by its appearance.
@anandinimishra9984
@anandinimishra9984 2 жыл бұрын
Right katha Colour kalathile jhiaku bahut compramise karibaku pade Vidarebi kehi tanku najar debeni ki privecy tanku milibani Loke kuhanti kathare j kalagorare kana achhi But samaste gorahin chahanti
@youcan_sprules
@youcan_sprules Жыл бұрын
Jaya ma'am is one of my favorite actor. She's a legend For odia industry.. Mahesweta ma'am and Jaya ma'am both are 2 legendary actor, but to be honest I like more Jaya ma'am, I was expecting more movies from her, but yes I think she didn't get more due to her dusk color. A few times I saw old movies if Jaya ma'am was there.
@aswinisahoo1977
@aswinisahoo1977 Жыл бұрын
Dhani Didi.. Bhuliparuni se charitra. Hakim Babu mo jeevanara eka milestone. Ta pare Gangs of Puri au Daman. Eka lamba gap.
@shantilatamohanty6380
@shantilatamohanty6380 2 жыл бұрын
All time favourite Jaya mMaamthanx💐🌹
@izireal-estate3619
@izireal-estate3619 2 жыл бұрын
Nice
@sarojmohapatra1600
@sarojmohapatra1600 2 жыл бұрын
Jayanku dekhile puruna film katha mane padijae
@nisakarbehera3064
@nisakarbehera3064 Жыл бұрын
Great actress
@user-lz6ke4nu7s
@user-lz6ke4nu7s 2 жыл бұрын
Good evening
@shantilatamohanty6380
@shantilatamohanty6380 2 жыл бұрын
Bahutsunder sober ladybahuttsunderdancer bi,
@user-qo1fw4gl8v
@user-qo1fw4gl8v 2 ай бұрын
Jaya maa 🙏
@bharatknowledge55
@bharatknowledge55 4 ай бұрын
Love u ❤ mam
@user-lz6ke4nu7s
@user-lz6ke4nu7s 2 жыл бұрын
Hyyy
@sunilsahu4042
@sunilsahu4042 2 жыл бұрын
Bala actor...
@suvasishlitu8183
@suvasishlitu8183 2 жыл бұрын
Gud job dear
@subashchandarjenasubashcha9724
@subashchandarjenasubashcha9724 2 жыл бұрын
Kie kahila jaya mama kala kintu ate sundar cehera mate laguchi anka pari sundar fec kahar nuhe
@gabakshyanayak5748
@gabakshyanayak5748 Ай бұрын
ଜୟା ମାମ ଜଣେ ଲୋକ ପ୍ରିୟ ଏବଂ ଭଲ ଅଭିନେତ୍ରୀ ବର୍ଣ୍ଣ ରେ କିଛି ଫରକ ନଥିଲା, ତାଙ୍କ ଫିଲ୍ମ ମନମୁଗ୍ଧକର. Gap ପିରିୟଡ଼ ରେ ସମସ୍ତେ ଆମେ ମାନେ ପକାଉଥିଲୁ . ସେ ସବୁ ହିରୋଇନ ଙ୍କର ମଧ୍ୟ୍ୟରେ ଭଲ ଅଟଁନ୍ତି .
@baburamstudycentre8207
@baburamstudycentre8207 2 жыл бұрын
🙏🙏🙏🙏
@brajakishorepadhi4022
@brajakishorepadhi4022 2 жыл бұрын
Jaya swami jane safala sundri cinema abhinetri heroin..sexy beautiful bi...
@MousumiDas-wk6hk
@MousumiDas-wk6hk Ай бұрын
Thik kahichanti ai syamal colure pain .....bahut Sundar jhio herohine roll pai paunahanti.... 😢😢😢
@BFT729
@BFT729 2 жыл бұрын
Madichala
@pratimapatra3748
@pratimapatra3748 2 жыл бұрын
Jayaa apaa 🙏mun mamaa. Mun janeni mote mane rakhichha ki naahin. Kintu film JAIPHULA ra tuma sathire chhoto part karithili
@cutygelhi8351
@cutygelhi8351 2 жыл бұрын
mote bohut volo lagonti
@sulochanadas1229
@sulochanadas1229 2 жыл бұрын
Are Nana tu kain khara re shuting kareilu tanka akhi kn heigalani 😃
@kumartapas6020
@kumartapas6020 2 жыл бұрын
Setebele black n white thila kauthi kala gora jana paduthila sabu toh kala au.
@youcan_sprules
@youcan_sprules Жыл бұрын
Politics sabu place re.. India re even India bahare
@Masti4411
@Masti4411 2 жыл бұрын
Ma'am please meri help karo
@nisakarbehera3064
@nisakarbehera3064 Жыл бұрын
Abhilasha movie bhala
@bishnupriyamaharana9283
@bishnupriyamaharana9283 3 ай бұрын
Subhashree,tume dekhibaku sundara.abhinaya karuno kahinki
@litupradhan77
@litupradhan77 Жыл бұрын
Ma'am nka 48 movies ra kuhantu
@rangilatoka5
@rangilatoka5 2 жыл бұрын
ସମନ୍ତେ ଜାଣନ୍ତୁ ମୁଁ ଓଡ଼ିଶାର ରଙ୍ଗିଲା ଟୋକା ରଙ୍ଗିଲା ନାମରେ ଡାକିବେ
@MousumiDas-wk6hk
@MousumiDas-wk6hk Ай бұрын
Tume bahut bada bhul karidelo batashi jhodo ku chadiki sethiki jaithile tume Aji bahut uparaku jaithanta
@lipansahoo8544
@lipansahoo8544 3 ай бұрын
Bahut bhala actor mam aapana
@MAAHINGULABLAGAR
@MAAHINGULABLAGAR Ай бұрын
Very nice👍👍❤❤
Manoj Mishra Ollywood Actor | OdishaLIVE Exclusive Interview
36:10
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,4 МЛН
When you discover a family secret
00:59
im_siowei
Рет қаралды 35 МЛН
Люблю детей 💕💕💕🥰 #aminkavitaminka #aminokka #miminka #дети
00:24
Аминка Витаминка
Рет қаралды 1,4 МЛН