KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
Pandian Ruins Naveen's Tapasya Of 12 Y । Nirbhay Gumara Katha
22:55
Millet scam of Rs 4 crore | No Comments
3:36
😜 #aminkavitaminka #aminokka #аминкавитаминка
00:14
Wait for the last one 🤣🤣 #shorts #minecraft
00:28
2 MAGIC SECRETS @denismagicshow @roman_magic
00:32
Оцени мой уровень доверия от 0 до 100😂 #хабибка
00:19
Strange ! Pandian Still Blue Eyed Of Naveen And CM Mohan ! Nirbhay Gumara Katha
Рет қаралды 40,509
Facebook
Twitter
Жүктеу
1
Жазылу 289 М.
Nirbhay
Күн бұрын
Пікірлер: 272
@netajidash9367
Ай бұрын
ବଡ଼ ସୁନ୍ଦର observation - ନବୀନ ଛାଡ଼ି ପାରୁନାହାନ୍ତି କି ମୋହନ ଧରି ପାରୁନାହାନ୍ତି। ଠିକ୍ କଥା। ଏକଥା ବି ସମସ୍ତଙ୍କର ସନ୍ଦେହ କେହି ଗୋଟେ ରିମୋଟ କଣ୍ଟ୍ରୋଲ କରୁଛି। ତେଣୁ ଆପଣଙ୍କ ସହ ମୁଁ ମଧ୍ୟ ସ୍ବର ମିଳେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଚି ଆମ ମନରୁ ସନ୍ଦେହ ଦୂର କରନ୍ତୁ।
@BishnucharanRay-xy5ox
Ай бұрын
ଆମ ନିର୍ଭର ଗୁମରକଥା ତରଫରୁ ତାଙ୍କ ଜନ୍ମଦିନ ଶୁଭେଚ୍ଛା
@aruppattnaik8368
Ай бұрын
ମୁଁ ଭାବୁଛି ପାଣ୍ଡିଆନ ବାବୁଙ୍କ ଭାଜପାର ହାଇକମାଣ୍ଡ ଓ ନବୀନ ବାବୁଙ୍କ ସହ କିଛି ଭିତିରି ସମ୍ପର୍କ ରହିଛି ।
@INDIAMYJAAN
Ай бұрын
100% SATA KAHILE
@pramodkumarrout7641
Ай бұрын
ଜଗତ ର ନାଥ ଜଗନ୍ନାଥ ଙ୍କର ଆଶୀର୍ବାଦ ଯୋଗୁ ମୋହନ ସରକାର ଓ ଜଗନ୍ନାଥ ମଧ୍ଯ ନବୀନ ସରକାର ଙ୍କ ଗର୍ବ ଭାଗିଂ ଦେଲେ।
@Au.1991
Ай бұрын
ନବୀନ ବାବୁ ହାରିବା ପରେ ଶ୍ରିଷ୍ଟାଚର ଭୁଲିଗଲେଣି।ପ୍ରଧାନ ମନ୍ତ୍ରୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ଭୁଲିଗଲେ। ଧିକ୍
@ramachandrapanipani7424
Ай бұрын
୫ ବର୍ଷରେ ୫୦ ହଜାର, ପୁଣି ବିନା ପରିଶୋଧରେ । ଓଡ଼ିଶାର ଉପକୃତ ନାରୀମାନେ ପ୍ରଧାନମନ୍ତ୍ରୀଙ୍କଠାରେ କୃତଜ୍ଞ ରହିବେ ।
@Dr.HemantaKumar
Ай бұрын
ପାଣ୍ଡିୟାନଙ୍କୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରବଳ ଭୟ ଥିଲା ପରି ମନେ ହୁଏ , ନ ହେଲେ ତାଙ୍କ ଅସଂଖ୍ୟ ଦୂର୍ନୀତିରୁ କୌଣସି ଗୋଟିଏର ତଦନ୍ତ ଆରମ୍ଭ ନ ହେବାର କାରଣ କଣ?
@maheshpattanayak1798
Ай бұрын
Delhi ru mana Kara jaichi bodha hue emane chaile bi kichi kariparibani
@santoshprasadmishra4977
Ай бұрын
Mohan Majhi has been selected as CM for that purpose only who will obey the instructions of BJP high command always because he is not a strong leader.
@nrusinghd1665
Ай бұрын
😊😊😊😊😊😊
@Gitanjali-y4y
Ай бұрын
Exactly right sir
@dr.sunilacharya4669
Ай бұрын
Excellent. Your explanation is super Duper. salute to you sir
@basantapattnaik7812
Ай бұрын
ସାର ବିଜେପି ର ମୋହନ ସରକାର ଓଡିଶା ର ବିଜେଡି ର ଦୁର୍ନୀତି ଗ୍ରସ୍ତ ନେତା ମାନଙ୍କୁ କେବେ ଝାରପଡା ଜେଲ ପଠାଇବେ...? ନା ବିଜେଡି ର ନବୀନ ପଟ୍ଟନାୟକ, ପାଣ୍ଡିଆନ, ବବି, ପ୍ରତାପ....... ଡରୁ ଛନ୍ତି
@ramachandrapanipani7424
Ай бұрын
ଓଡ଼ିଶାରେ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେଳ ଉନ୍ନତି ଇତ୍ୟାଦି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ ।
@giridharibehera7793
Ай бұрын
ଶିକ୍ଷା, ସ୍ବାସ୍ଥ୍ୟ, ସୁଭଦ୍ରା ଯୋଜନା ଚାଲୁ କିନ୍ତୁ ଦୁର୍ନୀତି ଖୋର ପାଇଁ ଦଣ୍ଡ ବିଧାନ ନ ହେଲେ ପୁଣି ବିରୋଧୀ ହେଇ ବସିଵେ ! ଏହା ନିଶ୍ଚିତ !
@chandipadapanda4707
Ай бұрын
ମାନନୀୟ ପ୍ରଧାନ ମନ୍ତ୍ରୀଙ୍କୁ ଜନ୍ମ ଦିବସର ଶୁଭେଚ୍ଛା । ନବୀନ ବାବୁ ଭାଲୁ ଲାଙ୍ଗୁଳ ଧରିଛନ୍ତି ଯେ ଛାଡିପାରୁ ନାହାନ୍ତି ଆଉ ମୋହନ ବାବୁ ହାତରେ ପାଉଁଶ ନ ବୋଳିଲେ ମାଗୁର ମାଛ କୁ କାଟିବା ପାଇଁ ଧରି ପାରିବେ ନାହିଁ ।
@laxmidharnayak4191
Ай бұрын
ଆପଣଙ୍କ ଉଦବେଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ମାତ୍ର କିଛି ହେବନି। ନିର୍ବାଚନ ପୂର୍ବରୁ ନିଜେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ତାମିଲ ନାଡୁ ଯାଇଛି ଓ ଏକ ମାଫିଆ ବିଜେଡି ସରକାର କୁ ଚଲାଉଥିବା କଥା କହିଥିଲେ। ଗୃହ ମନ୍ତ୍ରୀ ମଧ୍ୟ ବହୁ କଥା କହି ଥିଲେ । ମାତ୍ର ସେସବୁ ବାବଦରେ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ନାହିଁ। ଜଣେ କେନ୍ଦ୍ର ମନ୍ତ୍ରୀ ଙ୍କ ପୁତ୍ର, ଜଣେ ଓଡ଼ିଆ କେନ୍ଦ୍ର ମନ୍ତ୍ରୀ, ଜଣେ ଅଣଓଡିଆ କେନ୍ଦ୍ର ମନ୍ତ୍ରୀ, ଆଉ ଅଣ ଓଡ଼ିଆ ଖଣି ମାଫିଆ ମିଶି ସବୁ ସଲାସୁତୁରାରେ ଚଳାଇଛନ୍ତି। ତେଣୁ ଓଡ଼ିଶାର ବିଜେପି ସରକାର ପାନ୍ଡିଆନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସନ୍ଦେହ ଜନକ ଯାହା ଲୋକେ ଅନୁଭବ କଲେଣି। ହେଲେ ଜଗନ୍ନାଥ ସହିଲେ ହେଲା । ନିଆଁ ଅଣଟି ରେ କେତେଦିନ ରହିବ? ଲୋକେ ଭକୁଆ ନ ହୋଇ ଦିନେ ଜବାବ ଦେବେ। ନିର୍ବାଚନ ପୂର୍ବ ଓ ପର ଅବସ୍ଥା ର ବିଜେପି କୁ ଲୋକେ ପରଖି ସାରିଲେଣି। ନମସ୍କାର।
@PurnachandraBehera-if5tu
Ай бұрын
ଆପଣଙ୍କ ନିବେଦନକୁ ମୁଁ ସମର୍ଥନ ଜଣାଉଛି।
@sandipbharati372
Ай бұрын
ସଂପୂର୍ଣ୍ଣ ଠିକ୍ ପାଣ୍ଡିଆନ ଆରେଷ୍ଟ ହବା ଦରକାର
@nrushinghnathsahu1630
Ай бұрын
ବିଜୁ ଜନତା ଦଳର ଏମିତି ଜଳୁଛି ଯେ ସେମାନେ ଆଉ ତାହା ଦେଖେଇବା ଅବସ୍ଥା ରେ ନାହାନ୍ତି
@manasdas5715
Ай бұрын
ଗୋଟିଏ ଅଣଓଡିଆ ଦୁଇ ପଟରେ ଟଙ୍କାକୁଇକ୍ ଅଠା ଲଗେଇ ରଖିଥିବାରୁ ଏ ଅବସ୍ଥା, ଶେଷରେ ଗୋଟିଏ ଦଳ ଡୁବିଲା ଆଉ ଗୋଟିଏ ଡୁବିବାକୁ ବାକି ରହିଲା ଯେପର୍ଯ୍ୟନ୍ତ ଆକ୍ସନ ଆରମ୍ଭ ନହୋଇଛି 🙏👍
@trilochanpatnaik6321
Ай бұрын
ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। BJD ଅମଳରେ ଓଡ଼ିଶାରେ ଘଟିଥିବା ଦୁର୍ନୀତି ର CBI ତଦନ୍ତ ଶୀଘ୍ର କରାଇଲେ ଓଡ଼ିଶା ବାସୀ ଙ୍କ ପାଖରେ ଚିର ନମସ୍ୟ ରହିବେ। ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ପାଇ ସେ ଦୀର୍ଘ ଦିନ ସୁସ୍ଥ ନିରାମୟ ଜୀବନ ଯାପନ କରନ୍ତୁ। ଜୟ ଜଗନ୍ନାଥ।
@dr.sunilacharya4669
Ай бұрын
Bobby Dash ଓ pandian ର ପାଳି କେବେ ପଢିବ। ସାର୍ ଆପଣଙ୍କୁ ଓଡ଼ିଶାର ସମସ୍ତେ ଭଲ ପାଉଛନ୍ତି ଆପଣଙ୍କ ଯୁକ୍ତି ଅତି ଶକ୍ତିଶାଳି
@kabitasahoo8385
Ай бұрын
Loved " blessings to Modiji on his Birthday " in the opening 🙏 ❤👍
@himansusekharrout2433
Ай бұрын
🙏JAY SRI JAGANNATH 🙏
@ashutoshmeher7352
Ай бұрын
ଜୟ ଜଗନ୍ନାଥ 🙏 ମୋଦିଙ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ ପ୍ରଭୂ ହେ.... ଦେଶ ସେବା କରିବାକୁ
@pathachakra98
Ай бұрын
ଜନସାଧାରଣ ଙ୍କ ଯୋଗୁ ସମ୍ଭବ.... ପାଣ୍ଡିଆନ ର ଭୂମିକା ଜମା ନାହିଁ....ଲୋକେ ସରକାର ପରିବର୍ତ୍ତନ କରିବା ପାଇଁ ମନ ବାନ୍ଧି ସାରିଥିଲେ....
@bimalkantatripathy2776
Ай бұрын
ଅତି ଦର୍ପେ ହତ ଲଙ୍କା।
@durgaprasadsamantaray7084
Ай бұрын
ରାଜନୀତି ର ତ ବିଚିତ୍ର ଗତି, ତାହା ଅନୁଭବି ହିଁ ଜାଣିପାରେ। କିନ୍ତୁ ଅଳ୍ପଦିନ ରେ ଉତୁରି ଥିବା ପାଣ୍ଡିଆନ, ଜନସାଧାରଣ ଭୂଲି ପାରନ୍ତି ନାହିଁ।
@bijayanandadas8289
Ай бұрын
ନିଶ୍ଚିତ ଭାବେ ପାଣ୍ଡିଆନଙ୍କ କେଳାଙ୍କାରୀ ପଛରେ ଉପର ମହଲର ଚାପ ରହିଥିବା ମନେହୁଏ ନୋହିଲେ ମୋହନ ସରକାର କିଙ୍ଗକର୍ତ୍ତବ୍ୟ ମୁଦ୍ରାରେ କାହିଁକି ଚୁପ ବସିଛନ୍ତି!!! ମହାପ୍ରଭୁ ଯାହା ବିଚାର କରିବେ 🙏
@santoshkumarsahu6586
Ай бұрын
❤️🙏❤️ Jay Sri Jagannath ❤️🙏❤️Jaha Sabu Heba Prabhu Nkar Ichhare ,❤️🙏🌹🙏❤️
@CHK-fg6ec
Ай бұрын
ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🙏🙏🌹🌹
@ghasiramsing4216
Ай бұрын
Sir apananka kathaa right. Thank you siir.
@padmalayaprusty4526
Ай бұрын
ଆସନ୍ତା ଜୁନ୍ 12 .ତାରିଖ ବେଳକୁ ହୁଏତ ସମସ୍ତ ପରିବାରଙ୍କ ପାଖରେ ନିରାପଦ ଘରଟେ ଥିବ
@bishnucharnrana3282
Ай бұрын
ଶାରୀରିକ,ମାନସିକ,ବୌଦ୍ଧିକ ଓ ସଂଗଠକ ଦୃଷ୍ଟିରୁ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱବନ୍ଦିତ ଲୋକପ୍ରିୟନେତା ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ଦୀର୍ଘାୟୁ ହୁଅନ୍ତୁ ଏହାହିଁ ପ୍ରାର୍ଥନା ।
@hardworkneverdies5679
Ай бұрын
ହଁ ଦୀର୍ଘାୟୁ ହେଇକି ଗୁଜୁରାତି ବେପାରୀ ଅମ୍ବାନୀ ଆଦାନି କୁ ସବୁ ବିକି ଦିଅନ୍ତୁ 😅😅
@chakradharsahoo3684
Ай бұрын
Thank you sir. At least you are reminding the government, it's enough.
@AjayaMohapatra-io7ke
Ай бұрын
ଯାହାର ପ୍ରଭାବ ଥାଉ ନଥାଉ ବିଜେପି ର ହାଇ କମାଣ୍ଡ ପ୍ରଭାବ ରେ ଓଡିଶା ର ଦୁର୍ନୀତି କୁ ଘଣ୍ଟ ଘୋଡା ଯାଉଛି ଫଳରେ ଓଡିଶା କୁ ପୁଣି ଦୁର୍ନୀତି ଭିତରକୁ ଠେଲି ଦିଆ ଯାଉଛି. ଏହାର ପରିଣାମ ମଧ୍ୟ ବିଜେପି ହାଇକମାଣ୍ଡ ଭୋଗିଛି ଏବଂ ଭୋଗିବ ମଧ୍ୟ. ଓଡିଶା ବିଜେପି କଥା ଛାଡ଼ନ୍ତୁ.
@manojkumarsaint7803
Ай бұрын
Jay Shree Jagannath ❤❤❤
@laxmidharapanda6086
Ай бұрын
ଓଡ଼ିଶାରେ ବିଜେପି ସରକାର ଗଠନର ଶ୍ରେୟ ପାଣ୍ଡିଆନ ପାଇବେ ! ନବୀନବାବୁ ଛାଡ଼ି ପାରୁନାହାନ୍ତି ବାଧକ ହେଉଛି ଶ୍ରଦ୍ଧା ମାଲିଶବାଲି ଓ ମୋହନବାବୁ ଧରି ପାରୁନାହାନ୍ତି ବାଧକ ଅମିତ ସାହା ! କିନ୍ତୁ ଏହା ସତ୍ୟ ସୁଭଦ୍ରା ଯୋଜନା ନବୀନବାବୁଙ୍କ ଠାରୁ 70ଲକ୍ଷ୍ୟ ମହିଳାଙ୍କୁ ଛଡାଇନେଲା !
@bijayakumarsahu4945
Ай бұрын
ଆମେ ଆଶା କରିବୁ ପ୍ରଧାନମନ୍ତ୍ରୀ ନିଶ୍ଚୟ ଆମର ଏହି ଅନୁରୋଧ ଶୁଣିବେ
@saratmishra7100
Ай бұрын
Jay Jagannath. Truly said.
@prasanprusty7160
Ай бұрын
U r absolutely right
@banditabarik2872
Ай бұрын
Happy Birthday to our greatest honest experienced team leader of India.I wish his long life to serve our nation and he comes to Odisha in every time.He makes our state strong and hope our young generations will get service within one or two years .
@kamalakantadas6050
Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏
@themothermarine7152
Ай бұрын
ପ୍ରଭୁ ଶ୍ରୀଜଗନ୍ନାଥ ମୋଦିଙ୍କୁ ସୁସ୍ଥ ସବଳ ରଖୀ ଭାରତମାତାର ସେବା କରନ୍ତୁ। ଆମେ ନିଶ୍ଚିତ ମୋଦିଙ୍କ ପାଖରୁ ଆଶା କରିବୁ କିପରି ସବୁ ଦୁର୍ନୀତିର ତଦନ୍ତ ହେଉ ଏବଂ ସେ ଆଉ ମିଥ୍ୟା ପ୍ରତିଶୃତି ନ ଦିଅନ୍ତୁ।
@chittaranjansamal1870
Ай бұрын
ମୋହନ ମାଝୀ ସଳଖି ଠିଆ ନହବା... ପାଣ୍ଡ୍ରିଆନ ଉପରେ କୌଣସି କାର୍ଯାନୁଷ୍ଠାନ ନହେବା ପଛରେ ଧର୍ମେନ୍ଦ୍ର ପ୍ରଧାନ ଦାୟୀ
@sukumarrana9091
Ай бұрын
What you said is true to the best of my knowledge.
@santoshpattnayak2589
Ай бұрын
କିଛି ବିଚିତ୍ର ନୁହେଁ। ଏମାନଙ୍କ ରୁଦ୍ଧଦ୍ବାର ବୈଠକ ହେଇଥିଲା ପୂର୍ବରୁ। ଉଭୟଙ୍କ ସଲାସୁତୁରା ଅଛି ।
@LalitenduBadu
Ай бұрын
Happy birthday to our lovely P M sree Narendra Damodar Modiji❤🙏🙏🙏❤
@chakradharswain9603
Ай бұрын
ନବୀନ ବାବୁଙ୍କ କିଛି ଚୋରା କାହାଣୀ ପାଣ୍ଡିଆଁ ଜାଣିଛନ୍ତି, ସେଥିପାଇଁ ନବୀନ ପାଣ୍ଡିଆ କୁ ଛାଡ଼ିପରୁନାହାନ୍ତି,, 👍👍👍
@kabitasahoo8385
Ай бұрын
SPG excellent work. 🙏🙏🙏🙏👍❤
@RanjanBehera-ge1kf
Ай бұрын
☀️ Thanks...............👌👌👌👍
@gyandrapatra7719
Ай бұрын
Jay Jagannath.
@swadhikarbetaj3768
Ай бұрын
ନବୀନ ଏଣିକି ଅଖା ଧୋଉଥିବ ଓଡ଼ିଶାର ଜନତାଙ୍କ ଗୁଣ ଗାଉଥିବ।
@AkDebata
Ай бұрын
Good thanks.
@santoshprasadmishra4977
Ай бұрын
Your analysis is very correct. Thanks.
@sarbeswarmohapatra3708
Ай бұрын
❤ ମୋଦୀ ଏବେ ବି ଓଡ଼ିଆ ପୁଅର ହୃଦୟ ରେ ଅଛନ୍ତି 💐 ଉଦଳା ରୁ (ପ୍ରମିଳା ପଣ୍ଡା) ବିଧାୟକ ଭାସ୍କର ମଢେଇ ଙ୍କ ସହର ଓ ଜନତା****
@swadhikarbetaj3768
Ай бұрын
ଆଜି ତ ପ୍ରଧାନମନ୍ତ୍ରୀ ଆସିଲେ,କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କ'ଣ ପାଇଁ ଆସିଲେ ଟିକିଏ କହିବେକି??
@kabitasahoo8385
Ай бұрын
Prabhu jaha karanti pranira mangala paen. Odisha is saved. Tathastu 🙏.
@PurnachandraBehera-if5tu
Ай бұрын
ଥାଇପାରେ ନୁହେଁ ଅଛି। ନବୀନ ବାବୁ ନ ଛାଡ଼ିବାରେ।
@rabishankarraut1977
Ай бұрын
ନବିନ୍ ଆଉ ପାଣ୍ଡିଆନ କୁ ଫସେଇଲେ ମୋହନ ନିଜେ ହିଁ ଫସିବେ । ପୁରୁଣା ରାସ୍ତାରେ ଇଏ ବି ଚାଲିବେ, ଆପଣ କେବଳ ସମୟକୁ ଅପେକ୍ଷା କରନ୍ତୁ
@manjushaswain1037
Ай бұрын
ଜୟ ଜଗନ୍ନାଥ ଆପଣଙ୍କ ସ୍ଵର ମୋଦି ଙ୍କ ପାଖରେ ପହଞ୍ଚୁ । ମୋହନ ସରକାର ଙ୍କ ରିମୋଟ କଣ୍ଟ୍ରୋଲର ଦୟାକରି ନିଜର ନୀତି ରୁବିରତ ରୁହନ୍ତୁ ।
@prasannatarini3737
Ай бұрын
Jay shree jagannath
@cooledits715
Ай бұрын
You are right
@ramachandrapanipani7424
Ай бұрын
ଶୁଭ ଜନ୍ମଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ୧୭ ସେପ୍ଟେମ୍ବର ୨୦୨୪, ମଙ୍ଗକବାର
@Kansafamilyjourney
Ай бұрын
Bahut badhiya analysis 👍🙏
@soumyaranjandas3538
Ай бұрын
ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନୁରୋଧ କରାଉ ମୋହନ ସରକାର ଙ୍କୁ ଛୁଟ ଦେବାପାଇଁ
@rajanikantachoudhury2343
Ай бұрын
🙏ସାର. ଆପଣ ଙ୍କ ମାଧ୍ୟାମରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନର ଶୁଭେଚ୍ଛା. ବିଜେଡି ର ନବୀନ ଭରସା ଆଊ ଦେଖା ଯାଉନି.
@Jagannath-oc9ht
Ай бұрын
ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ କରନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ସର୍ବ ମଂଗଳ ହେଉ।
@basantapattnaik7812
Ай бұрын
ସାର ପ୍ରଣାମ 🙏🌹
@kabitasahoo8385
Ай бұрын
Odisha should be proud of Ashwiniji Vaishnavji. My 2cents 🙏 ❤
@gokulchandradas2507
Ай бұрын
ଆପଣଙ୍କ ଜରିଆରେ cm ଙ୍କୁ ଜଣେଇବାକୁ ଚାହୁଁଛୁ ଗତ କାଲି ଜନପଥ ରେ ଟ୍ରାଫିକ ବିଶୃଙ୍ଖଳା ପାଇଁ cm କଠୋର ହୁଅନ୍ତୁ, ନହେଲେ ସାଧାରଣ ଲୋକଙ୍କ ଆସ୍ଥା ରହିବ ନାହିଁ!
@diptiranjandash3508
Ай бұрын
ମତେ ସବୁବେଳେ ଲାଗୁଛି ଯେ ପ୍ରଯ୍ୟନ୍ତ ପାଣ୍ଡିଆନ ଆଉ ଧର୍ମେନ୍ଦ୍ର ପ୍ରଧାନ ଏକାଠି ଅଛନ୍ତି ସେ ପ୍ରଯ୍ୟନ୍ତ ପାଣ୍ଡିଆନ ର କିଛି ହବନି ।
@bamadebajena5968
Ай бұрын
ଜୟ ଶ୍ରୀରାମ
@ramachandrapanipani7424
Ай бұрын
ଏ ଚାପ କଥା ଆପଣ ହିଁ ଖୋଜି ବାହାର କରନ୍ତୁ ।
@jagdishkumarrath4631
Ай бұрын
ସନ୍ଦେହ ଘେରରେ ମୋହନ ସରକାର,!!!! ଓଡ଼ିଆ ଙ୍କ ଆକ୍ରୋଶ ବଢିବା ସ୍ବାଭାବିକ
@rabindrakumarmajhee1269
Ай бұрын
ଜୟ ଜଗନ୍ନାଥ ସମ୍ମାନାସ୍ପଦ ନବୀନ ଭାଇ ଆପଣ ଓଡ଼ିଆ ମାନଙ୍କ ପାଇଁ ଗୁମର କଥାରେ ଯେଉଁ ମାର୍ଗଦର୍ଶନ ଦେଉଛନ୍ତି ସେଥିପାଇଁ ହୃଦୟରୁ ଧନ୍ୟବାଦ l ମହାଭାରତର ଧୃତରାଷ୍ଟ୍ର ଙ୍କ ସମ୍ମୁଖରେ ଧର୍ମରାଜ୍ୟ ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣ ଙ୍କ ପରାମର୍ଶରେ ଲୁହାରଭିମ ମୂର୍ତ୍ତି ଛିଡ଼ାକରାଇ ଥିଲେ l ଅଧୁନା ସେଭଳି କିଛି ହେବାକୁ ଜାଉନିତ ?
@LokanathBehera-ip3ll
Ай бұрын
ଆପଣଙ୍କ ସନ୍ଦେହ। ଆମର ମଧ୍ୟ ସନ୍ଦେହ କିଛି ଭିତିରି କଥା ଅଛି ଯଦି ଏହିପରି। ଚାଲେ। ଓଡ଼ିଶା ବାସୀଙ୍କ ମନ କଥା। ବା ଦାବି। ପୂରଣ ନ ହୁଏ। ତେବେ। ଲୋକ ମାନଙ୍କର। ମନୋବଳ ଭାଙ୍ଗି ଯିବା ସହିତ। ସବୁ। ତୁଚ୍ଛ କରି ଦୂରେଇ ଯିବେ। ଏହା। ନିରାଟ ସତ୍ୟ
@padmalayaprusty4526
Ай бұрын
ଦୂର୍ବଳ ବ୍ୟକ୍ତିତ୍ବ ସବୁବେଳେ ସବୁକ୍ଷେତ୍ରରେ ନିର୍ଭରଶୀଳ
@KUNJABIHARINAIK-r3h
Ай бұрын
ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟିର ଏହା ଶୁଣି ଲୋକେ ସଚେତନ ହେଲେଣି କିନ୍ତୁ ଏ ମୋହନ ସରକାର କେବେ ସଚେତନ ହେବେ ସନ୍ଦେହ ଲାଗୁଛି ଏ ରିମୋଡ଼ ସରକାର ଉପରେ
@rabiswain146
Ай бұрын
ସୁଭଦ୍ରା କୃଷକ ଆବାସ ସହ ନବୀନ ବାବୁଙ୍କ ବୟସ ମୋଦିଜୀଙ୍କ ଗ୍ୟାରେଣ୍ଟି ଓଡ଼ିଶାରେ ଭାଜପା କୁ ଅଧିକ ଶକ୍ତିଶାଳୀ କରିବ। ସେହିପରି ପରାଜିତ ବି ଜେ ଡି ନେତା ମାନେ ନିଜ ରାଜନୈତିକ ଭବିଷ୍ୟତ ନେଇ ଚିନ୍ତିତ।
@bhubanmohanty3853
Ай бұрын
ରାଜନୀତି ଏବଂ ଦୂର୍ନୀତି ପରିପୂରକ
@krushnasukla4329
Ай бұрын
Very good
@TrilochanRout-ym2df
Ай бұрын
କିଛି ଆଖି ଦ୍ରୁଷ୍ଟିଆ କାର୍ଯ୍ୟାନୁଷ୍ଠାନ ନ ହେଲେ.. ପରିଵର୍ତନ ହେବା ଥୟ...
@AjayaMohapatra-io7ke
Ай бұрын
ନୂଆ ବିଧାୟକ ମନ୍ତ୍ରୀ ମାନଙ୍କୁ ଆଙ୍ଗୁଳିରେ ନଚେଇବାକୁ ସୁବିଧା ହେଉଛି.
@samarmohapatra-jr3ne
Ай бұрын
ଭାରତ ମାତା ର ସୁଯୋଗ୍ୟ ସନ୍ତାନ ଶ୍ରୀମାନ ନରେନ୍ଦ୍ର ମୋଦି ଜନ୍ମଦିନର ମଧ୍ୟ ପ୍ରଧାନସେବକର କର୍ତ୍ତବ୍ୟ ପାଇଁ ଦିଲ୍ଲୀରେ ନରହି ବିଭିନ୍ନ ରାଜ୍ୟରେ ଲୋକଙ୍କ ସେବାରେ ଯିଏକି ଗତ ଦଶ ବର୍ଷ ହେଲା କେବେବି ଛୁଟି ନେଇନାହାନ୍ତି. ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା,ଅଭିନନ୍ଦନ,ସେ ଦୀର୍ଘାୟୁ ହେଇ ଦେଶମାତୃକାର ସେବା କରିଚାଲନ୍ତୁ 🙏ଆମ ରାଜ୍ୟ ପରି ଅନ୍ୟ କାହାକୁ ଶାସନ ଭାର ଦେଇ ଘରେ ବସି ଅୟସ କରୁନାହାନ୍ତି 🙏
@krutarthaseth3546
Ай бұрын
ଓଡିଶା ସରକାର ନିଜେ ନିଷ୍ପତ୍ତି ନିଅନ୍ତୁ କିନ୍ତୁ ଆବଶ୍ୟକ ହେଲେ କେନ୍ଦ୍ର କୁ ପରାମର୍ଶ ମାଗିଲେ ଭଲ ହୁଅନ୍ତା।
@Jagannath-oc9ht
Ай бұрын
ନାହିଁ ଭାଇ ପାଣ୍ଡିଆନ୍ ଙ୍କୁ ଧରିବା ବଦଳରେ ଫ୍ରି ଛାଡି ନାହାନ୍ତି ମୋହନ ଧରିବା ବଦଳରେ ଜଗିଛନ୍ତି।
@manjupravamishra8000
Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@anvlog1851
Ай бұрын
ଆପଣଙ୍କ ଗୁମର କଥା କହିଥିଲେ ପାଣ୍ଡୁ bjd କୁ ବିଜେପି ରେ ମିଶେଇ ଦେଵ କଣ ସତରେ ,ଏବେ ହେଉଛି ଅଲଗା ଆପଣଙ୍କ ଗୁମର କଥା ଵି ରାଜ ନେତାଙ୍କ ରାଜ ନିତୀ ଭଲି ଲାଗେ ବୁଝିବା କଷ୍ଟକର
@supriyasahoo4400
Ай бұрын
Pandu pai sir
@gopalchandra882
Ай бұрын
Very nice analysis .
@ajitkumarpanda6388
Ай бұрын
ଆମର ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କୁ ବିନମ୍ର ନିବେଦନ ଯେ ମୋହନ ସରକାର ଙ୍କୁ କାମ କରିବାକୁ ସୁଯୋଗ ଦିଅନ୍ତୁ ଯେପରି ନିଜେ ନିଷ୍ପତି ନେଇପାରିବେ,,,,ଦୁର୍ନିତୀ ର ପର୍ଦ୍ଦାଫାଶ ହେଉ,,,ଦୋଷୀ ଦଣ୍ଡପାଉ,,,,
@childcare6895
Ай бұрын
ଘର ଦବା ଦ୍ୱାରା ରୋହିଙ୍ଗିଆ ଉପକୃତ ହେବେ, ତାଙ୍କ ପାଇଁ କଣ କଟକଣା କରା ଯାଇଛି, ତାକୁ ଲୋକଙ୍କୁ ଜଣାନ୍ତୁ,
@mamatasoren8469
Ай бұрын
Very good sir
@Umlenka
Ай бұрын
ମତେ ଲାଗୁଛି ବିଜେପି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବ ହେଲେ ଏମିତି ସମୟ ରେ ନେବ ଯେବେ ବିଜେପି କୁ ରାଜନୀତିକ ଫାଇଦା ପାଇଁ ପାରିବ। ଆସନ୍ତା ପଞ୍ଚାୟତ ନିର୍ବାଚନ କିମ୍ବା ବିଧାନସଭା ନିର୍ବାଚନ ସମୟ ପୂର୍ବରୁ ସବୁ ଦୁର୍ନୀତି ବାହାରି କରି କିଛି ଲୋକଙ୍କୁ ଜେଲ୍ ରେ ପୁରେଇ ରାଜନୀତି ର ଫାଇଦା ନେଇ ପୁଣି ନିର୍ବାଚନ ଜିତିବେ।
@deepakkumarmohapatra5056
Ай бұрын
Happy Birthday To You Beloved Prime Minister Narendra Modijee 🎉
@phalgunisabar4677
Ай бұрын
ଅତି ସୁନ୍ଦର
@padarbindasamal4365
Ай бұрын
"Setting + Getting = No ED+CBI+IT in Odisha"; ନୂଆ ସରକାରଠାରୁ ଆଶା ବହୁତ ଅଧିକ; ଯେଉଁ ମୁହୂର୍ତ୍ତରେ ବିଭ୍ରାଟ ହେବ ତାହା ବିଜେପି ପାଇଁ ଏକ ବିପର୍ୟ୍ୟୟ ହେବ
@arabindamishra4045
Ай бұрын
"ହରଘର ନଲ, ହରଘର ଜଲ", ବିଜେପି ର ଏହି ନିର୍ବାଚନୀ ସ୍ଲୋଗାନ ଓ ପ୍ରତିଶୃତି କୁଆଡେ ଗଲା ?
@satyamsibammohanty1255
Ай бұрын
ଆମଆଡେ ହୋଇଛି, ତମଆଡେ କାହିଁକି ହୋଇନି !!! ସିଙ୍ଗିଲ ଇଞ୍ଜିନରେ ବୋଧହୁଏ ହୋଇପାରୁ ନଥିଲା !!!
@RanjanKumarDehuri-qj8bb
Ай бұрын
Sir apananka anubhab satya ote🙏
@ramachandrapanipani7424
Ай бұрын
କୋଳେଇ ଧରିବାର କାରଣ କିଛି ତ ଥିବ ! କଣ ଅଛି ଆପଣ ଖୋଜି ବାହାର କରନ୍ତୁ ।
@prafullakumarmohanty6644
Ай бұрын
ଯାହା ଜଣାପଡୁଛି ମୋହନ ସରକାର କିଛି କରାପରିବେ ନାହିଁ. ସବୁଦିନ ଦୁର୍ନୀତି ର କଥା ଶୁଣୁଛୁ କିନ୍ତୁ କାମଘର ଶୂନ. ଯଦି ଦୁର୍ନୀତି ବାଲାଙ୍କୁ ଘଣ୍ଟ ଘୋଡ଼େଇକି ରଖାଯିବ ତାହାଲେ ଆଗାମୀ 5ବର୍ଷରେ ଯେଉଁ ନିର୍ବାଚନ ହେବ ବିଜେପି ଖୁବ କମ ଆସନ ପାଇବ. ସାରକାର ନିଶ୍ଚୟ ଭାଙ୍ଗି ଯିବ. ଏଥିରେ ସନ୍ଦେହ ନାହିଁ
@prasantakumarswain3419
Ай бұрын
ଆପଣ ବର୍ତ୍ତମାନ ପାଇଁ ଅନ୍ତତଃ ପଣ୍ଡିଆଁନ କୁ ଆଉ ଆଲୋଚନା କରିବା ଛାଡ଼ି ଦିଅନ୍ତୁ ବରଂ ନବୀନ ପଟ୍ଟନାୟକ ଙ୍କୁ ଟାର୍ଗେଟ ରେ ରଖି ପାରନ୍ତି କିଛି ଦିନ ପାଇଁ, ପରେ ଅବଶ୍ୟ ଛାଡ଼ି ଦେଇ ମୋହନ ସରକାର ଙ୍କୁ ଘାଣ୍ଟି ଦେଲେ ଲାଭ ହେବ ।
@RanjanBehera-ge1kf
Ай бұрын
☀️ Absolutely Correct.. Sir 👍
@MohitMishra-qq4gm
Ай бұрын
ନବୀନ ଦାସ ର ଦମ୍ ନାହିଁ। ନିର୍ଭୟ ନାମ ରେ ଭିଡିଓ ବନେଇଲେ କେହି କେବେ ସାହସୀ ହୋଇଯାଏ ନା। BJD ଛାଡ଼ିଦେଲେ ମଉସା ର content ବୋଲି ଆଉ କିଛି ନାହିଁ । ଯେମିତି Argus channel ର ହେଲା ଏହି ମାଉସା channel ର ମଧ୍ୟ ହେବା । ଭବିଷ୍ୟତ ରେ Bjp ବିପକ୍ଷ ରେ କହିଲେ ବୋହେ ଦୋଷାନା ଶୁଣିବ।
@ramachandrapanipani7424
Ай бұрын
ମାଗଣା ୫୦ ହଜାର, ପୁଣି ସମସ୍ତଙ୍କୁ !
22:55
Pandian Ruins Naveen's Tapasya Of 12 Y । Nirbhay Gumara Katha
Nirbhay
Рет қаралды 31 М.
3:36
Millet scam of Rs 4 crore | No Comments
Nirbhay
Рет қаралды 9 М.
00:14
😜 #aminkavitaminka #aminokka #аминкавитаминка
Аминка Витаминка
Рет қаралды 2,9 МЛН
00:28
Wait for the last one 🤣🤣 #shorts #minecraft
Cosmo Guy
Рет қаралды 26 МЛН
00:32
2 MAGIC SECRETS @denismagicshow @roman_magic
MasomkaMagic
Рет қаралды 31 МЛН
00:19
Оцени мой уровень доверия от 0 до 100😂 #хабибка
ХАБИБ
Рет қаралды 2,7 МЛН
35:49
Coffee Par Kurukshetra: ट्रंप की जीत में भारत के लिए क्या खुशखबरी? US Election | Canada | PM Modi
IndiaTV
Рет қаралды 365 М.
10:25
today's morning news odisha/9 November 2024/subhadra yojana online apply process/odisha news today
Odia All Tech
Рет қаралды 6 М.
14:32
श्री हनुमान चालीसा - Hanuman Chalisha I Dilip Sarangi I ହନୁମାନ ଚାଳିଶା I Jai Hanuman Gyan Gun Sagar
Odia Bhaktidhara
Рет қаралды 1,3 МЛН
21:34
Mohan Government to get more negative publicity if the officers of Pandian camp not removed
Nirbhay
Рет қаралды 35 М.
5:35
Aparajita Sarangi, Manmohan Samal & Suspended BJP Leaders | Kedar Mishra Reacts On Odisha BJP Chaos
Rising Odisha
Рет қаралды 319 М.
51:17
Aaj Ki Baat: अमेरिका में फिर एक बार...बन गई ट्रंप सरकार | US Election 2024 | PM Modi | Donald Trump
IndiaTV
Рет қаралды 163 М.
42:39
Nabin Nka Charcha With Khurdha MLA Prashant Jagdev
Nirbhay
Рет қаралды 139 М.
46:53
Coffee Par Kurukshetra: हिंदुओं को बांटने का काम कौन कर रहा है ? Amogh Lila Das | Sanatan Dharma
IndiaTV
Рет қаралды 194 М.
6:54
Malika Bachana 2024 Future Predictions About Jajpur|Bhavishya Malika hindi podcast|Odisha khabar
Malika Rahasya
Рет қаралды 10 М.
5:05
ଆଟାକିଂ ମୋଡରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ.... #reonews #odishanews
Reo News
Рет қаралды 3 М.
00:14
😜 #aminkavitaminka #aminokka #аминкавитаминка
Аминка Витаминка
Рет қаралды 2,9 МЛН