ସୁଭଦ୍ରା ବେହେରା ଙ୍କ ଲଢେଇ ପାଲା (ସମ୍ପୂର୍ଣ୍ଣ ଭାଗ) || Full Pala By Gayika Subhadra Behera || LADHEI PALA

  Рет қаралды 428,009

Sanskar Odisha TV

Sanskar Odisha TV

Күн бұрын

Пікірлер: 90
@laxmansahoo4681
@laxmansahoo4681 9 ай бұрын
ଭର୍ତ୍ତୃହରୀଙ୍କ ବୈରାଗ୍ୟ ଶତକ,, ଗାତ୍ର ସଂକୁଚିତ ଗତି ର୍ବିଗଳିତ ଭ୍ରଷ୍ଟା ଚ ଦନ୍ତାବଳି, ଦୃଷ୍ଟି ର୍ନସ୍ୟତି ବର୍ଦ୍ଧତେ ବଧିରତାଂ ବକ୍ତୃମ ଚ ଲାଳାୟତେ, ବାକ୍ୟମ ନା ଦ୍ରୀୟତେ ଚ ବାନ୍ଧବୋ ଜନା ଭାର୍ଯ୍ୟାମ ନ ଶୁଶ୍ରୁୟତେ, ହା କଷ୍ଟ ପୁରୁଷସ୍ୟ ଜୀର୍ଣ୍ଣ ବୟସଂ ପୁତ୍ରୋପି ମିତ୍ରାୟତେ 🎉
@nareshdas91
@nareshdas91 5 ай бұрын
ଆଜି ଆମ ଗାଁ ରେ ସୁଭଦ୍ରା ବେହେରାଙ୍କ ପାଲା ଦେଖିଲି । ଭଲ ପାଲା 🎉
@SanskarOdisha
@SanskarOdisha 5 ай бұрын
ଆପଣଙ୍କ ଗାଁ କୋଉଠି।
@keshabchandrabaral2181
@keshabchandrabaral2181 Жыл бұрын
ମହୋଦୟା ଆପଣ ଅତି ସୁନ୍ଦର ପାଲା ପରିବେଷଣ କଲେ
@laxmidharsahoo414
@laxmidharsahoo414 11 ай бұрын
😊
@ByanjanaSenapati
@ByanjanaSenapati 7 ай бұрын
​@@laxmidharsahoo414😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@ByanjanaSenapati
@ByanjanaSenapati 7 ай бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@ByanjanaSenapati
@ByanjanaSenapati 7 ай бұрын
😊😊😊😊😊😊😊😊😊😊😊😊😊😊😊😊😊😊😊😊
@gudlutripathy3283
@gudlutripathy3283 7 ай бұрын
Urmila Sahu nko pala dekhontu...She is the best pala gayika and Tarun vai ... her companion as bayoko and palia...
@dillipkumargiri3753
@dillipkumargiri3753 Жыл бұрын
Very good and nice pala subhadra behera
@badalswain5805
@badalswain5805 3 күн бұрын
Best pala is subhadra Behera
@susantmantry7512
@susantmantry7512 Жыл бұрын
ବହୁତ ଖରାପ ପାଲା, କଳି କରି କରି ସମୟ ଶେଷ ବିଷୟ ବସ୍ତୁ ପାଇଁ ସମୟ କାହିଁ
@krupasindhumishra3135
@krupasindhumishra3135 Жыл бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ
@binodbehera5927
@binodbehera5927 10 ай бұрын
Subhadra madam you are great. Dalai kebe apana nka sahit Saman hehe nahin
@damayantidas6626
@damayantidas6626 6 ай бұрын
@coolingpoint9985
@coolingpoint9985 2 ай бұрын
Subhadra Behera is best
@akshaykumarpradhan3935
@akshaykumarpradhan3935 Жыл бұрын
Ati Sundar upastapana . Hrudaya sparshi .
@sureshchandramoharana1884
@sureshchandramoharana1884 11 ай бұрын
Ati Sundar bakhanila Bhagwan tumar Mangal karantu.
@biswaranjanbaral2809
@biswaranjanbaral2809 Жыл бұрын
🙏🙏🙏🙏🙏🙏🙏
@bidyadharsahoo256
@bidyadharsahoo256 11 ай бұрын
sunder subject Subhadra madam Arat mo bhai
@prakashpaikaray9051
@prakashpaikaray9051 Жыл бұрын
ପୁରାଣର ବିଷୟବସ୍ତୁ କବିଙ୍କର କଳ୍ପନାର ଚତୁରି
@rajatsahu5175
@rajatsahu5175 Жыл бұрын
ଗାୟକ, ଗାୟିକା ମାନେ ଏମିତି ହେବା ଦରକାର।। ଭୁଲ୍ ସବୁବେଳେ ଭୁଲ୍ ହିଁ ହୋଇଥାଏ। ମୋ ମା ଗାୟିକା ସୁଭଦ୍ରା। ବେହେରା ଙ୍କ ସହିତ ପାଲା ଗାଇବାକୁ ଆସିଲେ ଭଲ କି। ଶିଖିକି ଆସ
@sarojnayak2763
@sarojnayak2763 Жыл бұрын
ବହୁତ ସୁନ୍ଦର ବିଶ୍ଳେଷଣାତ୍ମକ ପାଲା ପରିବେଷଣ।
@RanjanaPatel-hj9jq
@RanjanaPatel-hj9jq 8 ай бұрын
@PravataBehera-d6h
@PravataBehera-d6h 9 ай бұрын
ମାଡାମଙ୍କ ଫୋନ ନମ୍ବର କେମିତି ପାଇବୁ. କେମିତି ଯୁଗାଯୁଗ ହେଇ ପାରିବ ମାଡାମଙ୍କ ସାଙ୍ଗରେ
@tusarkantasatapathy5835
@tusarkantasatapathy5835 22 күн бұрын
ଭେଲୋର ଡାକ୍ତରଖାନାର ସେହି ନର୍ସ ଓଡ଼ିଆ ଜାଣିଥିଲେ କି?
@saisouravparida3942
@saisouravparida3942 Жыл бұрын
❤Nice performance really heart touch God bless yo❤
@amiyakumarswain6625
@amiyakumarswain6625 10 ай бұрын
Jay Jagannath, 🙏🙏🙏
@manoramanayak5444
@manoramanayak5444 8 ай бұрын
Very nice 👍
@rabindrasingh9026
@rabindrasingh9026 11 ай бұрын
ପାଳିଆ ଙ୍କ ସ୍ୱର ହେଉନି ତାଙ୍କୁ ଚେଞ୍ଜ କରନ୍ତୁ
@BiranchinarayanMishra-gz5ij
@BiranchinarayanMishra-gz5ij 10 ай бұрын
ଟଙ୍କା କୁ ଆଶୀର୍ବାଦ କରୁଛନ୍ତି ନା ଲୋକକୁ। ଅଯଥାରେ ପରସ୍ପର ଦୋଷାରୋପ କରୁଛନ୍ତି କାହିଁକି ନା ଆପଣ ପ୍ରକ୍ରୃତ ଜ୍ଞାନୀ ନୁହନ୍ତି। ଆପଣମାନେ ଅଳ୍ପ ଜ୍ଞାନ ଭୟଙ୍କରୀ। ଦଣ୍ଡୀକୀରୀ ମାଛ।ନମ୍ରନ୍ତୀ ଗୁଣିନ ଜନା। ଅଯଥା କଥାରେ ସମୟ ଵରଵାଦ କାହିଁକି କରୁଛନ୍ତିି?
@gudlutripathy3283
@gudlutripathy3283 7 ай бұрын
Pala...Urmila Sahu...b e s t...Sankirtana...Monorama Behera...b e s t...Bayoko...Tarun vai...b e s t...in the web/net/Odisha...without any doubt.
@sanjayakumarsahoo1590
@sanjayakumarsahoo1590 6 ай бұрын
Urmila nk jaha kahanti se nije karanti nahin
@sukantipanda5184
@sukantipanda5184 Жыл бұрын
ଫାଲତୁ କଥା କହି କହି ଗୋଟେ ଭାଗ ସରିଗଲା 😢😢
@biswaranjanbaral2809
@biswaranjanbaral2809 Жыл бұрын
ଏହା ହିଁ ହେଉଛି ପାଲା ମଞ୍ଚ ରେ ଉଚିତ୍ ବିଷୟ ବସ୍ତୁ ❤❤❤❤❤ ତଥା ବିଷୟ ବସ୍ତୁର ଯଥାର୍ଥ ପରିବେଷଣ 🙏🙏🙏🙏🙏
@ratnakarmohapatara6536
@ratnakarmohapatara6536 9 ай бұрын
ସୁଭଦ୍ରା ବେହେରା ମହାଷୟ ଆପଣ 02.20ମିନିଟ୍ ପାଲା ପରିବେଷଣ କଲେ, ଆପଣ କଣ ଶ୍ଳୋକ କିଖିନାହାନ୍ତି , ଶ୍ଳୋକ ପଦେ ନାହିଁ କୀ ପାଲା ପରିବେଷଣ ମଧ୍ୟରେ ଗିନି ଟିକିୟ ବଜିନାହି ଖାଲି ଲଣ୍ଡା କରିବି,ଲଣ୍ଡା କରିବି, ହେଲେ । ଆପଣ କଣ ବାରିକ, ଆପଣ ବାରିକ କମକରନ୍ତୁ ଅଧିକ ରୋଜଗାର ହେବ ଧନ୍ୟବାଦ
@akshayamishra5062
@akshayamishra5062 Жыл бұрын
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ମର୍ଯ୍ୟାଦା ପୂର୍ଣ୍ଣ ଆଲୋଚ୍ୟ ପ୍ରସଙ୍ଗ ଗାୟିକା ତୁମକୁ ଧନ୍ୟ ବାଦ ଜ୍ଞାପନ କରୁଛି ଏହି ଭଳି ପ୍ରୟାସ ରେ ମଞ୍ଚ ଉପରେ ଆଲୋଚନା କରାଯିବା ଉଚିତ୍।।❤❤❤❤👍👍👍👍👍👍👍👌👌👌👌🌹🌹🌹🌹🌹
@mandakinimohanty9406
@mandakinimohanty9406 Жыл бұрын
Jay shree jaganatha
@basantakumarswain4759
@basantakumarswain4759 Жыл бұрын
​@@mandakinimohanty9406to Jay guru dev
@MadanDalei-im9fl
@MadanDalei-im9fl Жыл бұрын
​@@mandakinimohanty9406a RE E3RDE4F4R RA WAS LOo0lu de nu ki ki
@pralladnaik9152
@pralladnaik9152 Жыл бұрын
​@@mandakinimohanty9406❤❤
@nabakishorenaik5223
@nabakishorenaik5223 Жыл бұрын
0
@SuchitraDas-yu3nu
@SuchitraDas-yu3nu 7 ай бұрын
Susanta Babu pala ra ful form age janatu ta pare mantyaba karebe
@birendrakumarmohanty6183
@birendrakumarmohanty6183 Жыл бұрын
👍
@sukantipanda5184
@sukantipanda5184 Жыл бұрын
କାମୁଡ଼ା କାମୁଡି ହେବାଅ ପେକ୍ଷା, ଭଲ ବିଷୟବସ୍ତୁ ଟି ଆଲୋଚନା କରିଲେ ଭଲ ହୁଅନ୍ତା, ଦୟାକରି ଆଗକୁ ଧ୍ୟାନ debe
@SuchitraDas-yu3nu
@SuchitraDas-yu3nu 7 ай бұрын
Ma subhadra badi pala re vakti mulaka alochana heba uchit byakti mulaka alochana nuhe tanka ra pala alankar ru bujhe heuchhe se kemiti. Ka gayeka ma tume kahinki sehi patha re jaucha
@cartoonMasti-ro4uu
@cartoonMasti-ro4uu 9 ай бұрын
Aponko mobile no ti darakar angyaa..amoro sivratri Puja pai function rokha jaichi
@kulamanimahanta26
@kulamanimahanta26 Жыл бұрын
ଭାଇ ଫୋନ ଧରି କି ଏତେ ଚିରାଡୁ ଛ କଣପାଇଁ ଓଲଟେଇ ପକେଇବ କଥା କହିବା ଶିଖିନ
@sitaramtiwary24
@sitaramtiwary24 Жыл бұрын
Suvodra behera nka pala uchhal mana ra
@monojkumarjena2590
@monojkumarjena2590 Жыл бұрын
Good.knowlledge
@balakrishnabisoyi3635
@balakrishnabisoyi3635 4 ай бұрын
ଭଲ ପାଲାହେଛି କାମୁଡୀ ନହେବା ପାଇ ଅନୁରୋଧ
@vill227
@vill227 Жыл бұрын
35/100
@rameshrout-ez9pl
@rameshrout-ez9pl 10 ай бұрын
Pala bhauni jete gapa km ahuchhanti sabu bhaban janita gayn gaiba kahib suniba bisuas sat katha bhauni gapa nakahi atmagayn kuha
@sushamadalai6341
@sushamadalai6341 4 ай бұрын
Aala bedha to biare sabala purei devi 5ta gaita kaluli auri mana Santi nahii parunu ta chati piti heuchu.
@Akhaya-y2q
@Akhaya-y2q 9 ай бұрын
Sbuvulukhuuhaa
@routdeepak75
@routdeepak75 2 ай бұрын
Fc
@SuchitraDas-yu3nu
@SuchitraDas-yu3nu 7 ай бұрын
Rabina Babu pala bisayare apana kichhe Jani nahante 7surare pala urmila sahu r 1swora re pala sesa hue Malika vagabata ku chhadi Anya kichhe alankar Jani nahante
@Manoj-to1ij
@Manoj-to1ij Жыл бұрын
Palia chenge kara didi
@REETANJALIReetanjali
@REETANJALIReetanjali Жыл бұрын
Au kouthi Pala karibaKu jibani
@rabindrasingh9026
@rabindrasingh9026 11 ай бұрын
ଉର୍ମିଳା ସାହୁ ଭଳି ହେବନି ତାଙ୍କୁ ଅନୁସରଣ କରନ୍ତୁ
@gudlutripathy3283
@gudlutripathy3283 7 ай бұрын
right...Tarun vai is the best bayoko and palia...barombaro dekhibaku echha lage ...Urmila Sahu...Monorama Behera...Tarun vai nko performance...Jate dekhile/sunile v bore lageni...a tinihe 0disha ro no 1 kolakar...
@sanjayakumarsahoo1590
@sanjayakumarsahoo1590 6 ай бұрын
​@@gudlutripathy3283କଥାଟା ଭୁଲ୍ । ତାଙ୍କ ନିଜର ନୈତିକତା ନାହିଁ। ସେ ଯାହା କହନ୍ତି। କାମଟା ଓଲଟା।
@sanjayakumarsahoo1590
@sanjayakumarsahoo1590 6 ай бұрын
ଯିଏ ନିଜେ ସତ୍ୟ ନିଷ୍ଠ ନୁହେଁ, ସେ କି ପାଲାକାର
@premanandabehera9778
@premanandabehera9778 Ай бұрын
ହଁ ଭାଇ ଉର୍ମିଳା ସାହୁଙ୍କ ଭଳି ଜବାବ୍ ଭାଙ୍ଗିବା ଆଉ କେହି କରିବେନି ।
@Mohanchandrapanda
@Mohanchandrapanda Жыл бұрын
Pala kama katha adhika
@prafullachandrasethi5595
@prafullachandrasethi5595 Жыл бұрын
ତୁମେ ତ nachiparibani ,kahucha kn.Tume ta ଧଇ ସାଇ ହେଉଛ।
@susilkumar1270
@susilkumar1270 Жыл бұрын
Pala re Bhasa ra salinata Rakhi samalochana kariheba..pala eka gana sikshya.
@AshokSahoo-bz5cj
@AshokSahoo-bz5cj 5 ай бұрын
Tum gana keni thi
@baidharapanda3280
@baidharapanda3280 10 ай бұрын
Your performance is very nice bot coilimalika is no so much than sachidananda das gayak
@biswaranjanbaral2809
@biswaranjanbaral2809 Жыл бұрын
ପାଲା ମଞ୍ଚରେ ଭିତ୍ତି ହୀନ ନୂଆ ନୂଆ ବିଷୟ ବସ୍ତୁ ପରିବେଷଣ କରିଦେଲେ ଗାୟକ ଗାୟିକା ଦକ୍ଷ ବୋଲି କୁହାଯିବ ନାହିଁ ପରନ୍ତୁ ବଳିଷ୍ଠ କାବ୍ୟ (ନୈଷଧ, ଭାରବୀ, ମାଘ, ରଘୁବଂଶ ଇତ୍ୟାଦି) ତଥା ଅନ୍ୟାନ୍ୟ ଭିତ୍ତି ମୂଳକ ବିଷୟ ବସ୍ତୁ (ରୁକ୍ମିଣୀ ପରିଣୟ, ପ୍ରଚଣ୍ଡ ପାଣ୍ଡବ, ବଳି ବାମନ,କଚ ଦେବଯାନୀ, ରାଧା ତତ୍ତ୍ଵ,, ଅଭିମନ୍ୟୁ ବଦ୍ଧ, ଇନ୍ଦ୍ରଜିତ ବଦ୍ଧ ଇତ୍ୟାଦି) ଜଣା ଶୁଣା ହେଲେ ମଧ୍ୟ କେଉଁ ଗାୟକ ଗାୟିକା କେମିତି ପରିବେଷଣ କରିପାରୁଛନ୍ତି ବିଭିନ୍ନ କବି ମାନଙ୍କ ମାଧ୍ୟମ ରେ, ସେଥିରେ ହିଁ ଦକ୍ଷତା ମାପ କରାଯାଏ।। ଗାୟିକା ମହୋଦୟା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦ୍ଵିତୀୟ ପର୍ଯ୍ୟାୟ ରେ ନଳ ଦମୟନ୍ତୀ ଙ୍କ ଦ୍ଵିତୀୟ ସ୍ଵୟମ୍ବର କୁ ଭିନ୍ନ ଏକ ରୂପରେ ପରିବେଷଣ କରିଥିବାରୁ ❤❤❤❤🙏🙏🙏🙏🙏
@ishwarnayak79
@ishwarnayak79 7 ай бұрын
Chehera dekheile pala heboni
@sudhakarpradhan4655
@sudhakarpradhan4655 Жыл бұрын
This is not pala , this is Gahan Ganthi of Ganjam District.
@SangharshOdisha-x9n
@SangharshOdisha-x9n 4 ай бұрын
Nija dhanga re pala karantu
@bijaykumarmahanta5691
@bijaykumarmahanta5691 Жыл бұрын
Madam rasmita didi aou kn pain asunahanti
@kshitindrapanda5537
@kshitindrapanda5537 Жыл бұрын
Palara samaya simita.Gayika pala arambha karibapain adhika samaya neuchhanti.Ajatha samaya nasta Kariba samichin nuhe.
@sibasundarbehera4490
@sibasundarbehera4490 8 ай бұрын
Chhatari gayika pala bhala nai
@sibasundarbehera4490
@sibasundarbehera4490 8 ай бұрын
Tumara kantha bhala nai
@kshitindrapanda5537
@kshitindrapanda5537 Жыл бұрын
Dislike.
@prasantkumarmallick5378
@prasantkumarmallick5378 10 ай бұрын
ସୁଭଦ୍ରା ବେହେରା madam ଙ୍କ ଫୋନ୍ number please ଦିଅନ୍ତୁ
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 11 МЛН
Это было очень близко...
00:10
Аришнев
Рет қаралды 7 МЛН
🕊️Valera🕊️
00:34
DO$HIK
Рет қаралды 19 МЛН