ସୁଦକ୍ଷ ଟ୍ରକ୍ ଡ଼୍ରାଇଭର ବନିବା ପ୍ରଣାଳୀ How to Become a Truck Driver

  Рет қаралды 17,937

TAKLU ANNA

TAKLU ANNA

Күн бұрын

Пікірлер: 64
@ananda_besharam
@ananda_besharam 10 ай бұрын
ସୁଦକ୍ଷ ଟ୍ରକ ଡ୍ରାଇଭର ହେବା ପାଇଁ ଆଉ କେତେଟା ଜିନିଷ ଦରକାର 1. ଡ୍ରାଇଭର ଜୀବନ ର ବଡ଼ ଶତ୍ରୁ ରାତି #ଅନିଦ୍ରା (ନିଦ) 2. #କଲିଜା ଦରକାର ମୋର ସମ୍ବଲପୁରୀ ଭାଷାନେ #କଳଜା ଦରକାର #LAANGHNE KA AUR #LADNE KA
@jyotiranjan1411
@jyotiranjan1411 10 ай бұрын
ଭାଇ ଦୁନିଆରେ ଏଇମତି ଡ୍ରାଇଭର ନାହିଁ ଯାହାର ଗାଡି ଧକା ହେଇନି ଖାଲି ମଦ ପିଇଲେ କି ଅନିଦ୍ରା ହେଲେ ଗାଡି ଧକା ହୁଏନି ଅନ୍ୟ କିଛି ବି ହେଇପାରେ ବାରମ୍ବାର ଡ୍ରାଇଭର ଙ୍କୁ ମଦୁଆ କହିବା ବନ୍ଦ କର ଦୟାକରି
@akcreation9113
@akcreation9113 10 ай бұрын
Dangerous job , driver job
@sk.tarikuddin785
@sk.tarikuddin785 10 ай бұрын
Good information ℹ️
@miliodiyablogs625
@miliodiyablogs625 10 ай бұрын
Very good inspiration video for youth dadana sramika,
@NishithKumar-t9r
@NishithKumar-t9r 10 ай бұрын
Apan thik kahile mun bi 5years helper kari driver heichi
@ranjan247
@ranjan247 7 ай бұрын
Aana bhai mote tike truck re helping karibara sujoga diantu mu DTI chhatia re HMV TRAINING KARICHHI PLEASE HELP ME
@LingarajMajhi-fd2rg
@LingarajMajhi-fd2rg 10 ай бұрын
Jay Jagannath
@bubudon1461
@bubudon1461 10 ай бұрын
🙏🙏🙏 Bhai tume iron load karuna ki
@RahulRahul-dm3ku
@RahulRahul-dm3ku 10 ай бұрын
Jai jagannath 🙏❤️
@rbworld2236
@rbworld2236 10 ай бұрын
3:47 regular jaumane gotia route re chalanti semankar accident 5% but unknown route pain bahara gadi, picnic gadi accident hebara 95% chance rahuchi ,jouta ki ebe continues chalichi(perfect answer Anna)
@RitiknykOD04
@RitiknykOD04 10 ай бұрын
Takulu anna zindabad
@MantuMalik-lh4sb
@MantuMalik-lh4sb 8 ай бұрын
ଠିକ୍ ଠିକ୍ 🙏🙏👍👍
@sujitmahanand624
@sujitmahanand624 10 ай бұрын
Anna Apana kemiti Zero ru truck Malik hele ai upare gote video karantu. Kemiti Struggle Karu thile. 2ta truck kemiti kale .Gote video plzz Jobless youth mane motivate hebe
@TakluAnna
@TakluAnna 10 ай бұрын
ଖୁବ୍ ବଢିଆ , ନିଶ୍ଚୟ କରିବା
@biswaranjanpanda3643
@biswaranjanpanda3643 10 ай бұрын
right🎉❤🎉❤
@jyotiranjan1411
@jyotiranjan1411 10 ай бұрын
ଦୁନିଆରେ କୋଉ ମାଲିକ ଡ୍ରାଇଭର ଉପରେ ସମ୍ପୂର୍ଣ ଖୁସି ନଥାନ୍ତି କାରଣ ସବୁ ମାଲିକ କେବେଳ ଏକ ତରଫା ଚିନ୍ତା କରନ୍ତି ଆଉ ବହୁତ କମ ଡ୍ରାଇଭର ଙ୍କ ବିଷୟରେ ଖାଲି ଟଙ୍କା ଦେଇଦେଲେ ସବୁ ହେଇଯାଏନି ଆପଣ ବି ଭଲ ଭାବରେ ଜାଣିଛନ୍ତି ଯଦି ଗୋଟେ ଡ୍ରାଇଭର ଗୋଟେ ମାସ ରେ ଦୁଇ ଦିନ ଛୁଟି ପଳେଇବ ମାଲିକ ଙ୍କ ଛାତି ଫାଟିଯିବ ହଁ ମୁଁ ପଇସା 30ଦିନ ର ଦଉଚି ସେ ଦି ଦିନ ଗଲେ ପଇସା କାଟିଦେବ ଡ୍ରାଇଭର ଭଲ ହେବା ପାଇଁ ମାଲିକ ବି ଭଲ ହେବା ଦରକାର ମାଲିକ ମାନଙ୍କ ର ଭୁଲ ବି ବାଛିବା ପାଇଁ ଚେଷ୍ଟା କରନ୍ତୁ ଆଉ ଆପଣ ଭଲ ମାଲିକ ବୋଲି ସମସ୍ତେ ଭଲ ମାଲିକ ସେଇଟା ଭାବିବା ବନ୍ଦ କରନ୍ତୁ ଆଉ ଅପମାନ ଜନକ ମନ୍ତବ୍ୟ ଦିଅନ୍ତୁ ନାହିଁ 🙏
@sanjeevmunda2738
@sanjeevmunda2738 10 ай бұрын
Gadi maalika maane sabuthu harami, driver jete trip kale v kahibe driver gandi maruchi.... Darama thik time re debe nahi, loading re Paisa un loding re Paisa rasta ghatare dada bati, chandikhol to paradeep chora jetiki ,rangdari setiki, gadi line re thile bi diesel chori aau v anek problem achhi....ete tension re gadi chaleiba apekhya daadan bhala....
@TakluAnna
@TakluAnna 10 ай бұрын
ଆଛା ଯଦି ଏମିତି କଥା , ତେବେ ଡ୍ରାଇଭର ମାନଙ୍କୁ ପଚାର କେହି ଦାଦନ ଖଟିବାକୁ ଯିବେ ନାହିଁ
@jyotiranjan1411
@jyotiranjan1411 10 ай бұрын
ଭାଇ ଦାଦନ ଖଟିବା ଗାଡି ଚଲେଇବାଠୁ ଭଲ ଆପଣ ବି ନିଜେ ଜାଣିଛନ୍ତି ଡ୍ରାଇଭର ମାନେ କେତେ ଅସୁବିଧା ର ସମ୍ମୁଖୀନ ହଉଛନ୍ତି ତେଣୁ ଆଉ ତା ଜୀବନ ପ୍ରତି କେତେ ବିପଦ ରହୁଛି ମାନୁଛୁ ମାଲିକ ଏକ ମୋଟା ଅଙ୍କ ର ଇନଭେଷ୍ଟ କରୁଛନ୍ତି କିନ୍ତୁ ଡ୍ରାଇଭର କୁ କେତେ ମିଳୁଛି ଦରମା 10000 ଆଉ କମିଶନ ଆଉ ସେ ଯାହା ତା ଖର୍ଚ ରୁ ବଞ୍ଚାଉଛି ସବୁ ମିସେଇକି ଯଦି 30000 ବି ହୁଏ ବାହାରେ ବୁଲିଲେ କେତେ ଖର୍ଚ୍ଚ ହୁଏ ସେଟା ବି ଜାଣିବା ଦରକାର ତା ମନେ ନୁହେଁ ଯେ ଭାତ ଆଳୁ ସିଝା ଖାଇକି ଖଟିବେ
@kanha.....2185
@kanha.....2185 10 ай бұрын
Kete ta gadi achhi Tama pakhare. Ama driver ku pachara ki ame thik owner na nai samaste saman nuha bhai .
@akcreation9113
@akcreation9113 10 ай бұрын
Train airoplane pilot. Hua bhala fututre
@rajprasadmalik9212
@rajprasadmalik9212 5 ай бұрын
Jai🚩sanatan🕉 dharm#hindurastra🚩#kattarhindu🕉🙏🛕🚀🌍🗡🔱⚔️🏹👬💪🐚🪔🇮🇳🙅‍♂️👌🙋‍♂️👍
@ashishdas07
@ashishdas07 10 ай бұрын
Sir ame apana nkara bahuta bada fan nuha ki mu helper kintu apana bahuta mulyaban sikhya diyanti
@ashishdas07
@ashishdas07 10 ай бұрын
Apana nkara 0 ru hero ra story mate bahuta pravabita karichi mu bi bada hela dila apana nka bhali bada loka hebi aji sina kichi nahi hela mu bahuta kasta karuchi Dina apana nka bhali hebi
@TakluAnna
@TakluAnna 10 ай бұрын
Thanks
@nayaktrucklife799
@nayaktrucklife799 10 ай бұрын
ଆନ୍ନା ମୁ ଆପଣଙ୍କୁ ବହୁତ ଭଲପାଏ କିନ୍ତୁ ଏ ଭିଡ଼ିଓରେ ବାବଦ ମନ୍ତ୍ଵାବ୍ୟ ଦୃଢ ନିନ୍ଦାକାରେ. କାହାକୁ ମଦ୍ୟପ ଡ୍ରାଇଭର କହିବା ଆପଣଙ୍କ ଅଧିକାର ନାହିଁ ଏମିତି ଭାରତ ବର୍ଷରେ କୌଣସି ଡ୍ରାଇଭର ନାହାନ୍ତି ଯିଏ କି ଗାଢ଼ୀ କେବେ ଦୃଘଟଣା କରିନାହାନ୍ତି.
@TakluAnna
@TakluAnna 10 ай бұрын
ଆମ ଘର ପାଖରେ କିଛି ଡ୍ରାଇଭର ଅଛନ୍ତି ଯେଉଁ ମାନଙ୍କୁ ଦୀର୍ଘ 20/22 ବର୍ଷ ହେଲାଣି ଗାଡ଼ି ଚଳାଇବା ଦେଖୁଛି। ଆଜି ପର୍ଯ୍ୟନ୍ତ ସେମାନେ ଗାଡ଼ି ଧକ୍କା କରିନାହାନ୍ତି , ଏବଂ ଗ୍ୟାରେଣ୍ଟି ବି ଦେଉଛନ୍ତି ଶେଷ ପର୍ଯ୍ୟନ୍ତ ମଧ୍ୟ ଧକ୍କା କରିବେ ନାହିଁ। ଆଉ ସେମାନେ ମଦ୍ୟ ପାନ ମଧ୍ୟ କରନ୍ତି ନାହିଁ। ମଦ ଛାଡ଼ନ୍ତୁ ପାନ ଖଣ୍ଡେ ମଧ୍ୟ ଖାଉଥିବା ଦେଖିନୀ।
@nayaktrucklife799
@nayaktrucklife799 10 ай бұрын
ଆନ୍ନା ଜମା ବାହାଦୁରି ମାରନି ଇତିହାସ ସାକ୍ଷୀଅଛି ଯେଉଁଠି ବାରଶହ କାରିଗର ହାରିଯାଇଥିଲେ କୋଣାର୍କ ମନ୍ଦିର ପାଇଁ ଆଉ ଅଧିକ ଲେଖୁନି
@PinmayakumarSahu
@PinmayakumarSahu 10 ай бұрын
​@@TakluAnnaTame kn bhagaban ki kn kahucha kebe acsident heini gadi line re kebe kahi habani
@PinmayakumarSahu
@PinmayakumarSahu 10 ай бұрын
Driver mada na piele be mo thik thile kn heba tame mote acsident Kariba mora kn bhul ଗାଡ଼ିରେ kehi କହିପାରିବିନି
@PinmayakumarSahu
@PinmayakumarSahu 10 ай бұрын
Bharat Benz aau Signa gadi କିଣିବା କଥା ନୁହ but gadi halka re acsident hele driver death heijiba aau dala body ଚଳେଇବେ କିଛି ନାହି
@KarjiKisku-l1b
@KarjiKisku-l1b 3 ай бұрын
Love you anna
@nayaktrucklife799
@nayaktrucklife799 10 ай бұрын
ସୁଦକ୍ଷ ଡ୍ରାଇଭର କେଉଁଠି ମିଳବ ଆଂଜ୍ଞା ପ୍ରାୟ ମାଲିକ ଚାହୁଁ ଛନ୍ତି କମ୍ ଦରମାରେ ଡ୍ରାଇଭର ଟେ ମିଳତାଙ୍କି ହେଲେ ଶୁଦକ୍ଷ ଡ୍ରାଇଭର ପ୍ରୟତ ଘରେ ବସନ୍ତି ବାଧ୍ୟ ହେଇ କମ ଦରମାରେ ଗାଢ଼ୀ ଚଳାନ୍ତି
@PurnaPujari-v6b
@PurnaPujari-v6b 10 ай бұрын
Sir mu helfor kama koribi
@dukhanasanpanda1477
@dukhanasanpanda1477 10 ай бұрын
❤❤❤❤
@Study.com.in.
@Study.com.in. 10 ай бұрын
Paradeep re kie kie comment karo
@sanjibsahu1555
@sanjibsahu1555 10 ай бұрын
Price lagu chhu sir je
@SanataniEktaSangathan
@SanataniEktaSangathan 10 ай бұрын
Dadana khatibaku jauchu karana odisha re rojagaar milu nahin...surat , andhra pradesh nathile odisha ra adhha loka khaibaku paibeni
@AsishKumar-qw2xu
@AsishKumar-qw2xu 10 ай бұрын
Ana Maximum Trucks Re Nagaland Number Kahiki Thai ....?
@sradhanandasahoo993
@sradhanandasahoo993 8 ай бұрын
NL 01
@deepakjattvlogs5492
@deepakjattvlogs5492 10 ай бұрын
Gadi chalana hato punjab ao koi police koi chore koi be khatra nehi
@driverbhaina
@driverbhaina 10 ай бұрын
ଆପଣ ଠିକ କହିଲେ ଯେ ଭାଇନା 😊 କିନ୍ତୁ କେହି ଯଦି ହେଲ୍ପର ଭାଇ ଆମ ର ଗାଡ଼ି ରେ ରହି ଯଦି ଡ୍ରାଇଭର ଙ୍କୁ ଗୁରୁ ଓ ମାଲିକଙ୍କୁ ଅର୍ଣ୍ଣ ଦାତା ରୂପେ ମାନି ଆପଣ ମାନଙ୍କୁ ଯଦି ଠିକ୍ କଣ ଭୁଲ କଣ suggection ମାଗିଲା ଆପଣ ମାନେ ସେ ଜାଗା ରେ ତାକୁ ଭଲ କି ବୁଝେଇବା ବଦଳରେ ତାକୁ ଗାଇଡ କରିବା ବଦଳରେ ପଛ ରେ ତାକୁ ଗାଳି କରନ୍ତି ତାକୁ କହନ୍ତି ଆମ ର ତୋ ପ୍ରତି ଆଉ intrest ନାହିଁ । ଯଦି ଗୋଟେ ପିଲା ଆପଣ ଙ୍କ ଅନୁସାରେ ୫ ରୁ ୬ ମାସ ଚାଲୁଚି ସବୁ ମାନୁଚି ତାହେଲେ ସେ ଯଦି ଖୋଲା ମନ ରେ କିଛି ତାର ଗୁରୁ କି ମାଲିକ ଙ୍କୁ କିଛି ତାର ମନ କଥା କହୁଚି ତାକୁ discuttion କରିବା ବଦଳରେ ତାର ପଛ ରେ ଆପଣ ବିରକ୍ତି ମନୋଭାବ ପ୍ରଦର୍ଶନ କରୁଛନ୍ତି 😢
@TakluAnna
@TakluAnna 10 ай бұрын
ଏହା ଭୁଲ୍ କହିଲେ। ସେପରି କିଛି ନୁହେଁ
@driverbhaina
@driverbhaina 10 ай бұрын
@@TakluAnna apna Keu ta thik taha Mata diantu
@akcreation9113
@akcreation9113 10 ай бұрын
Kno kla se
@amitkumartarei761
@amitkumartarei761 10 ай бұрын
If we take aska 40 then we will be sudakhya truck driver. We will drive in havven near yamraj😂😂😂
@Bira.390
@Bira.390 9 ай бұрын
Bhai mote tike contact karidio
@dshivraj1987
@dshivraj1987 10 ай бұрын
Bartaman video dekhuthiba sabu bhai manku bises anurodh asanta nuabarsa picnic sighra sari helper re joga diantu..... 😂😂😂😂😂😂
@sanjibsahu1555
@sanjibsahu1555 10 ай бұрын
Mu te rahe kuha ta
@debasishamishra244
@debasishamishra244 10 ай бұрын
Taparay takla haijiba 😂
@ODdriving
@ODdriving 6 ай бұрын
Bhai tama number daba ki.., katha habara achi
@TakluAnna
@TakluAnna 6 ай бұрын
Mo profile re no achhi dekhantu 9668350420
@ODdriving
@ODdriving 6 ай бұрын
@@TakluAnna thanks bhai
@ODdriving
@ODdriving 6 ай бұрын
Mora truck chaleiba pai bhaut ichha achi bhai mote rakhiba ki
@ranjan247
@ranjan247 7 ай бұрын
Bhai apana ka number diantu
@deepakjattvlogs5492
@deepakjattvlogs5492 10 ай бұрын
Indian no1 drive SARDAR drivers
@ashokpattnayak92
@ashokpattnayak92 10 ай бұрын
❤❤❤
Bharatbenz 3123 bs4 Truck mileaga @TakluAnna
6:42
TAKLU ANNA
Рет қаралды 33 М.
ТЫ В ДЕТСТВЕ КОГДА ВЫПАЛ ЗУБ😂#shorts
00:59
BATEK_OFFICIAL
Рет қаралды 3,7 МЛН
Twin Telepathy Challenge!
00:23
Stokes Twins
Рет қаралды 44 МЛН
Odisha Truck driver vloger sanindipur to Gopalpur trip 🚦🤙
6:02
Odisha Truck driver vloger
Рет қаралды 14 М.
Ashok Leyland HMV Driver Training Institute Chhatia | World Class Driver training facilities
10:33
Ashok Leyland Driver Training Institute, Chhatia
Рет қаралды 32 М.
ТЫ В ДЕТСТВЕ КОГДА ВЫПАЛ ЗУБ😂#shorts
00:59
BATEK_OFFICIAL
Рет қаралды 3,7 МЛН