ସୁଧାଂଶୁ@8: ଚାଷୀଙ୍କୁ ଠକିଥିଲେ ନବୀନ ସରକାର

  Рет қаралды 30,831

Focus Plus

Focus Plus

4 күн бұрын

ସୁଧାଂଶୁ@8: ଚାଷୀଙ୍କୁ ଠକିଥିଲେ ନବୀନ ସରକାର, ମିଳୁଥିଲା ମିଛ ଚାଷୀ ପୁରସ୍କାର
#FOCUSPLUS #updetnews #farmer #nabinpattnaik #OdishaCM #odishagovernment
sudhansu@8
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 326
@Manojkumarnaik934
@Manojkumarnaik934 2 күн бұрын
ସାର‌ ଚାଷୀ ‌ମାନଙ୍କ କଥା ଏତେ ଦିନ ପରେ ଶୁଣି ଥିବା ରୁ ଫୋକସ ନିୟୁଜକୁ ଧନ୍ୟବାଦ ❤
@bijayacreation1909
@bijayacreation1909 2 күн бұрын
Right
@minketanbhoi4395
@minketanbhoi4395 2 күн бұрын
Sir bargarh asantu ,please
@krupapatel513
@krupapatel513 Күн бұрын
Sir bargarh re bhut durniti heichi asanti dekhiba
@Titlagarhnews
@Titlagarhnews 2 күн бұрын
Sir ଚାଷୀ ମାନଙ୍କ ଆଜି ପ୍ରସଙ୍ଗ ଉଠାଇ ଥିବାରୁ ଫୋକସ ନିୟୁଜ ku ଧନ୍ୟବାଦ 🙏
@jatrashibaneegodipalli928
@jatrashibaneegodipalli928 2 күн бұрын
ସୁଧାଂଶୁ ବାବୁ ଆପଣ କୃଷକ ଙ୍କ ସମସ୍ୟା ଉଠେଇ ଥିବାରୁ ବହୁତ୍ ଧନ୍ୟବାଦ
@sanjaybiswal9242
@sanjaybiswal9242 2 күн бұрын
ମଦୁଆ ନବିନ ମଦ୍ୟପାନ ସୋଇପଡେ❤🎉😢
@bijayacreation1909
@bijayacreation1909 2 күн бұрын
😂😂😂
@thirdeye9492
@thirdeye9492 2 күн бұрын
ଭୋଟ କିଣୁଛୁ ପଇସା ଦେଇ ଚାଷୀଙ୍କ ହିନସ୍ଥା ବୁଝିବୁ କାଇଁ ମଦୁଆ ରଜାକୁ ଭଡୁଆ ମନ୍ତ୍ରୀ ଭିଣି ଖାଇଗଲେ ଓଡିଶା ତନ୍ତ୍ରୀ ଚୋର ଖଣ୍ଟ ଡାକୁ ଭଣ୍ଡ ସର୍କାର ମାଝୀ ମେଜିକରେ ଯିବେ ଚୌଦ୍ୱାର 😢😢
@bijayacreation1909
@bijayacreation1909 2 күн бұрын
😮😅😢
@MahendraYouTube-og1sx
@MahendraYouTube-og1sx 2 күн бұрын
@mamatabeura5153
@mamatabeura5153 2 күн бұрын
👏👏👏
@ramakantapanigrahi7473
@ramakantapanigrahi7473 2 күн бұрын
ସବୁ ସତକଥା କେତେକ ଚୋରଙ୍କୁ ନେଇ ମୂର୍ଖ ନବୀନ ପାଟନାୟିକ ଓଡ଼ିଶାର ଲୋକମାନଙ୍କୁ ଠକୁଥିଲା l ସୁଧାଂଶୁ, ତୋଭଳି ସାହସୀ ଲୋକର ଆବଶ୍ୟକତା ଓଡ଼ିଶାବାସୀ ଅନୁଭବ କରୁଛନ୍ତି l
@SunilBachu
@SunilBachu 2 күн бұрын
Sudhanshu aagaru kahinki chup thila.ta mane Sudhanshu bhi gote chora
@barikr1077
@barikr1077 2 күн бұрын
​@@SunilBachu bhai agagru kahitjile sete bjd sarkar thile Anka abasta kana heithanta kahile
@tapasswain3231
@tapasswain3231 Күн бұрын
​@@SunilBachuagaru jie jou case re pati kholuchi sie jail jaichi micha case re
@Sahoo983
@Sahoo983 2 күн бұрын
Dhanyawad ସୁଧାଂଶୁ ବାବୁ 🎉🎉
@bhagabanrana4898
@bhagabanrana4898 2 күн бұрын
ତାମିଲ ଖାଇ ଦେଇଛି🙏🏻🙏🏻
@balaramnanda9224
@balaramnanda9224 2 күн бұрын
ଠିକି କଥା ଉପସ୍ଥାପନା କରାଯାଇଛି
@raghumaninayak9593
@raghumaninayak9593 2 күн бұрын
ପଇସା ଦିଆ ପୁରସ୍କାରରେ କଣ ଲାଭ ପ୍ରକୁତ ଚାଷୀ ସବୁବେଳେ ଅବହେଳା ହେଉଥିଲା...
@sivachaitanyanayak4941
@sivachaitanyanayak4941 2 күн бұрын
ଚାଷୀ ଏଠି ଖଟି ଖଟି ମରିବ,
@nirakarputa7426
@nirakarputa7426 2 күн бұрын
100% right
@laxmansahoo4681
@laxmansahoo4681 2 күн бұрын
ମଦ ଚାଷରେ ଅଧିକ ଲାଭ,🎉
@themothermarine7152
@themothermarine7152 2 күн бұрын
ଖୁବ୍ ସୁନ୍ଦର ଏବଂ ବାସ୍ତବ କଥାକୁ ଲୋକଙ୍କ ଆଗରେ ରଖିଛନ୍ତି।
@AntaryamiSamal-nc6uo
@AntaryamiSamal-nc6uo 2 күн бұрын
ଜୟ ଜବାନ ଜୟ କିଷାନ
@user-we8oq1vf6u
@user-we8oq1vf6u 2 күн бұрын
ଶତକଡା ସହେ ସତ୍। ମୁଁ ନିଜେ ଏମାନଙ୍କଦ୍ଵାରା ପ୍ରତାରିତ ହୋଇଛି।ଗୋଶାଳା ଆଉ ନେଟ ହାଉସ ପାଇଁ ମଞ୍ଜୁର କରି ଅନ୍ୟକହାକୁ ଦେଇ ଦେଲେ।କାରଣ ମୁଁ ଲାଞ୍ଚ ଦେବି ନାହିଁ କି ତେଲମରିବିନାହିଁ।
@satyanarayanasahu9666
@satyanarayanasahu9666 2 күн бұрын
ଆପଣଙ୍କୁ ଧନ୍ୟବାଦ ଭାଇ ।ଚାଷୀ ର ପ୍ରସଂଗ ଉଠାଇ ଥିବାରୁ ।ଓଡିଶା ର ଚାଷୀ ଭାଇ ଓ ଭୋଉଣୀ ମାନକଂ ର ଆଶୀର୍ବାଦ ପଡିବ ।ଓଡିଶା ର ଡବଲ ଇଞ୍ଜିନ ସରକାର ଚାଷୀ ମାନକଂ ର ରୁଣ ଛାଡ କରିବା ପାଇଁ ସରକାର କଂ ପାଖରେ ଖବରଟି ବଡ ଜବର ରେ ଚଳାନ୍ତୁ ।ଯୋଗ୍ୟ ଚାଷୀ ଭାଇ ଓ ଭୋଉଣୀ ମାନକଂ ସୁଯୋଗ୍ଯ ସରକାର ତେବେ ବନିପାରିବ ଯେବେ କୃଷି ରୁଣ ଛାଡ କରିପାରିବେ ।ନଚେତ୍ ସୁଯୋଗ୍ଯ ଚାଷୀ ଭାଇ ଓ ଭୋଉଣୀ ମାନକଂ ର ଅଯୋଗ୍ୟ ସରକାର ଡବଲ ଇଞ୍ଜିନ ହେବ ।ଓଡିଶା ର ଚଷା ମାନେ ଦୀର୍ଘ ଦିନ ଧରି କୃଷି ରୁଣ ରେ ଡୁବି ରହିଛନ୍ତି ।ସେମାନଙ୍କୁ ଉଧାର କରନ୍ତୁ ।ଆମ ଦେଶରେ ଯବାନ ମାନକଂ ଜୟ ହେଲା କାର୍ଯ୍ୟରତ ସମୟରେ ପ୍ରାଣବାୟୁ ଚାଲିଗଲେ ସହିଦହେବାର କହନ୍ତି କିନ୍ତୁ କୃଷକ ଟି କ୍ଷେତରେ କାମକଲା ସମୟରେ ବିଜୁଳି ଘଡଘଡି କିମ୍ବା ବିଷଧର ସର୍ପ ର ଆଘାତ ରେ ମରିଗଲେ ଖବରକାଗଜ ରେ ଶେଷ ପୃଷ୍ଠା ରେ ଟିକିଏ ଜାଗାରେ ଜାଗା ମିଳେ ଚାଷୀ ଟି ମୃତ୍ୟୁ ବରଣ କଲାବୋଲି ।ସଂଭିଧାନର ଭାଷା ଟି ଭୂଲ୍ ପ୍ରମାଣିତ ଲାଗେ ଜୟ କିଷାନ ର ।
@ugrasenmahanta7005
@ugrasenmahanta7005 2 күн бұрын
ଧନ୍ୟବାଦ୍ sir,spanka jukti ଯଥାର୍ଥ।
@rabindramohansahu2459
@rabindramohansahu2459 2 күн бұрын
Thank you Sudhanshu Babu. U r opening the face of Previous Government. Send this video to Present CM
@BantiJena415
@BantiJena415 2 күн бұрын
କଳିଙ୍ଗ ଲଢୁଆ ପୁଅ ସୁଧାଂଶୁ ଭାଇ ସତକଥା କହିଥିବାରୁ ଭାଇ ଜୟ ଜଗନ୍ନାଥ 🙏
@prasantapanda1703
@prasantapanda1703 2 күн бұрын
ସବୁଥିରେ ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ଦୁର୍ନୀତି କରିଛି, ଖାଲି ଦୁର୍ନୀତି ନୁହେଁ ଅନେକ ହତ୍ୟା ଧର୍ଷଣ ଚୋରି ଗୁଣ୍ଡାଗିରି ନାରୀ ନିର୍ଯାତନା ଓ ନାରୀ ହତ୍ୟା କରିଛି, ତେଣୁ ସେ ସବୁ ନେତା ଓ ତାଙ୍କୁ ସାହାଯ୍ୟ କରିଥିବା ଅଫିସର ମାନଙ୍କୁ ଯଦି ବିଜେପି ସରକାର ଜେଲରେ ନପୁରାଏ ତେବେ ଆଗାମୀ ଇଲେକ୍ସନରେ ଓଡିଶାରୁ ବିଜେପି ସଫା ହେଇଯିବ
@prasantakumarbaliarsingh4493
@prasantakumarbaliarsingh4493 2 күн бұрын
କେବଳ ଚାଷୀ ନୂହେଁ ଶିକ୍ଷକ ମାନେ ମଧ୍ୟ ଏଥିରେ ବାଦ ପଡି ନାହଁନ୍ତି l
@jyotirmayisahoo603
@jyotirmayisahoo603 2 күн бұрын
Sudhanshu sir love u emitika news darkar
@ganeswarbehera-fj6yu
@ganeswarbehera-fj6yu 2 күн бұрын
ଧନ୍ୟବାଦ ଭାଇ ଆପଣ ଠିକ୍ କହିଛନ୍ତି । ଭାଇ ଆମକଥା ଶୁଣୁଛି କିଏ । ଭାଇ ଖାଲିତ ତାଙ୍କର ଚିହ୍ନମରା ବିଜେଡି କର୍ମୀମାନେ ପାଆନ୍ତି । ରୁଟି ଖଣ୍ଡେ ଖାଇଲେ ଭୋଟଟା ଦେଇ ଦେଲେ ।ଚାଷ ହେଉ ବା ନହେଉ, ଓଡ଼ିଶା ପଛେ ଭାସି ଯାଉ ଆମର ସେଗୁଡା ଚିନ୍ତାକରିବାର ନାହଁ । ଓଡ଼ିଶା କୁ ଖାଇ ଖାଇ ନମ୍ବର ୱାନ ବନେଇ ଦେଇଛନ୍ତି । ଜଗନ୍ନାଥ ମହାପ୍ରଭୁ ଏ ଓଡ଼ିଆଙ୍କ ମୁଣ୍ଡରେ ପଶିବାରୁ ଏ ସରକାର ବଦଳିଲ ।ଦେଖାଯାଉ ନୂଆ ସରକାର କ'ଣ କରୁଛନ୍ତି । ଜୟ ଜଗନ୍ନାଥ ।
@asutoshbiswal7173
@asutoshbiswal7173 2 күн бұрын
Right news focus channel
@taranisuna9915
@taranisuna9915 2 күн бұрын
Bilkul right
@digitaltuducreation3133
@digitaltuducreation3133 2 күн бұрын
Thank you Sudhansu
@diptiranimahanty3413
@diptiranimahanty3413 2 күн бұрын
ସବୁ ଗଣମାଧ୍ୟମ ଏପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକ ସରକାର ଏବଂ ସାଧାରଣ ଜନତାଙ୍କ ସମ୍ମୁଖରେ ରଖିବାଦ୍ୱାରା ସରକାର ବି କ୍ରିୟାଶୀଳ ହେବେ ଏବଂ ସାଧାରଣ ଜନତା ବି ପ୍ରାସଙ୍ଗିକ ତଥ୍ୟକୁ ନେଇ ସଚେତନ ହେବେ।🎉
@tilak494
@tilak494 Күн бұрын
ସୁଧାଂଶୁ ବାବୁ ଆପଣଙ୍କ news@8 ପ୍ରୋଗ୍ରାମଟି ସୁନ୍ଦର ଭାବେ ପରିବେଷଣ କରୁଥିବାରୁ ବହୁତ୍ ଲାଗୁଚି
@oldisgold9194
@oldisgold9194 2 күн бұрын
ଭାଇ ବହୁତ ବହୁତ ଧନ୍ୟବାଦ। ଟିକେ hugher ଏଡୁକେସନ ରେ report କରନ୍ତୁ। Rusa funding ରେ ବହୁତ୍ ଘୋଟଲା। କୋଟି କୋଟି ଟଙ୍କା ଘୋଟାଲା। ଦୟାକରି ପିଲା ମାନଙ୍କ ହିତ ପାଇଁ ରିପୋର୍ଟ କରନ୍ତୁ।
@gapinathdhsgadaba6576
@gapinathdhsgadaba6576 Күн бұрын
ବହୁତ ଧନ୍ୟବାଦ କୁଵ୍ ସୁଦର ଉପସ୍ଥାପନ କୁ ଅନ୍ନଦାଥାକ ଟଙ୍କା କାଇ ଥିବା ସରକାର ତାହାର ବଂଶ ନଇପଆତ ହେଇଯାଉ ଜିନ୍ଦାବାଦ
@DayanidhiSahoo-qk6wu
@DayanidhiSahoo-qk6wu 2 күн бұрын
Focus Plus Editor, Sudhansu Babu ଯେଉଁ କ୍ରୁଷକ ମାନଂକର ଝାଳବୁହା ପରିଶ୍ରମ ରେ ବିଜେଡି ସରକାର କ୍ରୁଷି କର୍ମଣ ପୁରସ୍କାର ପାଇ ଚାଲିଥିଲା ସେମାନଙ୍କ ପାଇଁ ୨୦୨୪ ର ନିର୍ବାଚନ ଇସ୍ତାହାରରେ କଣ ଥିଲା। ଆଜି ସେମାନଙ୍କ ର ନିଶ୍ବାସ ପଡିଛି। ଓଡିଶା ର ବିଜେପି ସରକାରଙ୍କୁ ଚାଷୀ ମାନଂକ ତରଫରୁ ଅନୁରୋଧ କରାଯାଉ ଚାଷୀ ଋଣ ଛାଡ କରିବା ପାଇଁ। ଏହା ବିଜେପି ସରକାରଙ୍କ ର ଭଗବାନ୍ ମଂଗଳ କରିବେ। ଜୟ ବିଜେପି ଜୟ।
@arunnayak3519
@arunnayak3519 2 күн бұрын
Right analysis Sir... ସତ କଥା ସବୁବେଳେ କୁହନ୍ତୁ।। ଭଗବାନ ଆପଣକଂ ଅଭିବ୍ୟକ୍ତି କୁ ଆଗକୁ ନିଅନ୍ତୁ। So proud of u Sir for your valuable analysis
@Sarojkumar-xe2qi
@Sarojkumar-xe2qi 2 күн бұрын
Love you sudhanshu bhai ❤❤❤❤
@rajakishorekarada7466
@rajakishorekarada7466 2 күн бұрын
Many many thanks for your very good real picture regarding odisha farming and farmers
@bikashkumarnayak6249
@bikashkumarnayak6249 2 күн бұрын
yes sir Right
@narendramallick8998
@narendramallick8998 Күн бұрын
ଧନ୍ୟବାଦ ସୁଧାଂଶୁଙ୍କ ଭାଇ
@tilak494
@tilak494 Күн бұрын
ଏହିଭଳି ସତ୍ୟର ଉନ୍ମଚନ କରୁଥାଆନ୍ତୁ ଧନ୍ୟବାଦ୍
@abhayagachhayat9237
@abhayagachhayat9237 2 күн бұрын
ଅଶେଷ ଧନ୍ୟବାଦ୍ ସୁଧାଂଶୁ ବାବୁ ମାଡ଼ି ଚାଲ
@Shankardyt65
@Shankardyt65 Күн бұрын
ସୁଧାଂଶୁ ଭାଇ 🙏🙏🙏 ଯା ହେଉ ବଡ଼ ଖୁସି ଲାଗୁଚି ପ୍ରଥମ ଥର ପାଇଁଁ ଆମ ନବରଙ୍ଗପୁର ଜିଲ୍ଲାର 🌽 ମକା ଚାଷକୁ ନେଇ ସୁନ୍ଦର ଟିପ୍ପଣୀ ଦେଇ ଥିବାରୁ ତମେ କହୁଥିବା ପ୍ରତ୍ୟେକ ବାର୍ତ୍ତା ୧୦୦% ସତ।
@bigdady1281
@bigdady1281 2 күн бұрын
Real fact❤
@Surendra-nw2ix
@Surendra-nw2ix 2 күн бұрын
Thanks True Fact
@damodarsatapathy6418
@damodarsatapathy6418 2 күн бұрын
Great job
@samabaral3524
@samabaral3524 2 күн бұрын
ଧନ୍ୟବାଦ୍ focus tv
@user-fn4zq2bd5e
@user-fn4zq2bd5e 2 күн бұрын
Right Katha kahila bhai
@ajaykumarbehera5018
@ajaykumarbehera5018 2 күн бұрын
Ekdam,thik
@bhagabatamahanta1461
@bhagabatamahanta1461 2 күн бұрын
Your are a really reporter Brother great🎉
@sarbeswarputel2253
@sarbeswarputel2253 Күн бұрын
Dhanyabad bhai
@bhagabanpanda7200
@bhagabanpanda7200 Күн бұрын
ପ୍ରକୃତ ସତ କଥା ❤❤
@bijayanandadas8289
@bijayanandadas8289 Күн бұрын
ଯେଉଁ ସରକାର ନିର୍ବାଚିତ ଜନପ୍ରତିନିଧି, ମନ୍ତ୍ରୀମାନଙ୍କୁ ଅଣଦେଖା କରି କେବଳ ନିର୍ଦ୍ଧିଷ୍ଟ କେତୋଟି ଅଧିକାରୀଙ୍କୁ ଗୁରୁତ୍ୱ ଦେଇ ଶାସନ ଚଳାନ୍ତି ସେପରି ସରକାର ଦୁର୍ନୀତି କରିବେନି ତ ଆଉ କଣ ହବ??
@padminipradhan7073
@padminipradhan7073 Күн бұрын
ଭାଇ ପ୍ରକୃତ୍ ସତ
@Aakamaabadi
@Aakamaabadi Күн бұрын
୧- ନୁଆ ସରକାରଙ୍କ ର ଏଇ ବୃକ୍ଷ ରୋପଣ ପ୍ରୟାସ ଟି ବାସ୍ତବରେ ପ୍ରଶନଶନିୟ। ଆଗକୁ ଆସୁଛି ଧାରା ଶ୍ରାବଣ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଗୋଟିଏ ଗୋଟିଏ ଗଛ ଭବିଷ୍ୟତ ପାଇଁ ମଂଗଳ ଭାବନା ରଖି ସୁରକ୍ଷିତ ସ୍ଥାନରେ ଲଗାନ୍ତୁ।ମୋ ମତରେ ଗୋଟିଏ ବୃକ୍ଷ ଲଗାଇବା ଗୋଟିଏ ମନ୍ଦିର ତୋଳିବା ସଙ୍ଗେ ସମାନ ହୋଇଥାଏ । ୨- ଆମ ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କରିବି ଆପଣ ଯେଉଁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲିଛନ୍ତି ମୋ ମତରେ ଏଥିରେ ପ୍ରକୃତ ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ନାହଁ।କାରଣ ଏମିତି ବି ଲୋକ ଏବେ ବି ଅଛନ୍ତି କଟକ ଦେଖିନାହାନ୍ତି। ବିଚାର କରନ୍ତୁ ଜଣେ ମାଲକାନଗିରି ରୁ ବୁଢି ମାଉସୀ ଟିଏ ଏଠିକି ଆସିପାରିବ କି ?।ଯିବା ଆସିବା ଖର୍ଚ୍ଚ ସହିତ ଖାଇବା ଖର୍ଚ୍ଚ ତାକୁ କିଏ ଦେବ ? କେବଳ ଜଣେ ବୁଢୀ ମାଉସୀ ନୁହେଁ କି ବୁଢା ମଉସା ନୁହେଁ ଅନେକ ଶାରୀରିକ ଯନ୍ତ୍ରଣା ରେ ରହୁଥିବା ବା ଶାରୀରିକ ବିକଳାଙ୍ଗ ଲୋକ ଏଥିରୁ ନିଶ୍ଚୟ ବଞ୍ଚିତ ହେବେ। ଯଦି ଗୋଟିଏ school ରେ Head Master/ Head mistress ସବୁ ଛାତ୍ର ଛାତ୍ରୀ ମାନଙ୍କ ର ପରୀକ୍ଷା ଖାତା ନିଜେ ଦେଖିବେ ତେବେ ଅନ୍ୟ ଶିକ୍ଷକ ମାନେ କରିବେ କ'ଣ ? ଯଦି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳା ଏବଂ ସମୟାନୁବତ୍ତୀତା ସହିତ କିଏ କୋଉ ପାଠ ପଢ଼ାଇବା ପାଇଁ ଯୋଗ୍ୟ ସେହି ଆଧାରରେ ଚୟନ କରାଯାଏ ତେବେ ଏହା ସୁନିଶ୍ଚିତ ସେ ବିଦ୍ୟାଳୟ ର ସୁନାମ ହଁ ସୁନାମ ହେବ । ତଳ ପାହାଚ ଯଦି ଏତେ ଦୁର୍ବଳ ଆଉ ଭଗ୍ନ ତେବେ ଜଣେ ଉପର ପାହାଚ କୁ କେମିତି ଯିବ। ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଧ୍ୟାନ ଦେବେ। ୩- ୧୯୬୫ ରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୋଟିଏ ମହାନ ସ୍ଲୋଗାନ ଦେଇ ଥିଲେ ତାହା ହେଲା ଜୟ ଜବାନ ଜୟ କିଶାନ କିନ୍ତୁ ସତରେ ବନ୍ଧୁ ମାନେ ଟିକେ ହୃଦୟକୁ ପଚାରନ୍ତୁ ପ୍ରକୃତରେ କଣ ଚାଷୀ ଭାଇ ଭଉଣୀକୁ ଆଜି ସମ୍ମାନ ମିଳୁଛି।ଯବାନ ଦେଶ ପାଇଁ ସହିଦ୍ ପରେ Guard of honour ଦିଆ ଯାଉଛି ହେଲେ ଚାଷୀ ଏଠି ଆତ୍ମହତ୍ୟା କରୁଛି। ଜଣେ ପୁଅ ଏଠି ଘରକୁ ସୁରକ୍ଷା ଦେଉଛି ଆଉ ଜଣେ ପୁଅ ମଧ୍ୟ ଘରର ସମସ୍ତ ସଦସ୍ୟଙ୍କୁ ଗଣ୍ଡେ ପେଟକୁ ଖାଇବାକୁ ଦେଉଛି।ଏଥିରୁ କୋଉ ପୁଅ କୁ ଅଯୋଗ୍ୟ କହିବେ। ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ କାଇଁ କିନା ତା ବିନା ଚାଲିବାବି ମୁସ୍କିଲ ହେଇଯିବ। ନିଜର ବାହାଘର ହେଉ କିମ୍ବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଅଣଦେଖା ହୋଇଥାଏ । ତେଣୁ ଚାଷୀ ଟିର ଦେହାନ୍ତ ପରେ ତାକୁ ମଧ୍ୟ Guard of Honour ଦିଆଯାଉ। ଚାଷୀଙ୍କୁ ଉଚିତ ସମ୍ମାନ ଦିଆଯାଉ। ସରକାରୀ ବାବୁମାନେ ବହୁତ ଦରମା ପାଉଛନ୍ତି। ଟିକେ ସେତିକି ତାଂକୁ ଚାହିଁ ଚାଷୀ କୁ ଟିକେ ଅନାନ୍ତୁ।
@durgaprasadmohanty2912
@durgaprasadmohanty2912 2 күн бұрын
Aapanku Dhanyabad
@kaliakalia6568
@kaliakalia6568 Күн бұрын
ସବୁ ସତ 🙏🙏🙏🙏🙏
@sachikantasahoo6981
@sachikantasahoo6981 2 күн бұрын
ସବୁ ଛୋଟ ବଡ ଦୁର୍ନୀତି ର ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ 🙏🏼
@binodkumarsahoo7355
@binodkumarsahoo7355 2 күн бұрын
Really Right facts Thanks
@purusottamdas4848
@purusottamdas4848 2 күн бұрын
authentic information 👌 ❤
@santoshkumarsahu7102
@santoshkumarsahu7102 2 күн бұрын
Right sir, right katha kahuchhan. Keep it up . We are behind you.
@sanatanbehera7829
@sanatanbehera7829 2 күн бұрын
ଜଗନ୍ନଥା ଆପଣଙ୍କୁ ସହାୟତା କରନ୍ତୁ ପ୍ରକୃତ କଥା ଲୋକ ଜଣାନ୍ତୁ
@diamonddancegroups7925
@diamonddancegroups7925 2 күн бұрын
Thank you sudhansu bhai
@AshokKumarSahu-u4n
@AshokKumarSahu-u4n 2 күн бұрын
You are right sir thank you so much..
@anandaghosal7986
@anandaghosal7986 2 күн бұрын
U r absolutely right, Sir.
@somanathpradhan256
@somanathpradhan256 2 күн бұрын
Excellent 👌
@manoranjan647
@manoranjan647 2 күн бұрын
Goti goti sata Katha kahile dhanyabad ..❤❤❤
@user-ph5hv9zb3y
@user-ph5hv9zb3y 2 күн бұрын
Beautiful analysis.
@user-bb1ws8cz8x
@user-bb1ws8cz8x Күн бұрын
आपने सही कहा है 👍👍👍
@dusmantnayak1160
@dusmantnayak1160 Күн бұрын
❤ u sudhnsu bhai apana emti pardaphasa karichalantu Ama bhanjanagara prati tike najara rakhantu au pardaphasa karantu bahuta duranati heuchi
@ganeshbanchhor8808
@ganeshbanchhor8808 2 күн бұрын
dhanyawad sudansu Bhai
@pranatidildilbecharasahoo6719
@pranatidildilbecharasahoo6719 2 күн бұрын
Very good.Thank you.
@BhismadevDas
@BhismadevDas Күн бұрын
Bahut dhanyabad sudansu bhai
@kshirodrout3452
@kshirodrout3452 2 күн бұрын
Thanku Bhai Jay sri Ram
@santoshkumarsahu7102
@santoshkumarsahu7102 2 күн бұрын
Thanks a lot for your kind reporting ❤❤❤
@deepakkumardwivedy823
@deepakkumardwivedy823 Күн бұрын
ସୁଧାଂଶୁ ଭାଈ ସବୁ ରିପୋର୍ଟର ଆପଣଙ୍କ ଭଳି ହେବା ଦରକାର ।
@padhisusil6049
@padhisusil6049 Күн бұрын
ଏବେ ବିଜେପି ସରକାର ଧାନ କ୍ୱିଣ୍ଟାଲ ଟ3100/ ସ୍ବାଗତ ଯୋଗ୍ୟ, କିନ୍ତୁ ଅଣ ଜଳ ସେଚିତ ଜମିର ଚାଷୀ ପାଇଁ କ୍ୟୁଣ୍ଟାଲ ଟ5000/ ହେଲେ ବି ଲାଭ ଶୁନ୍, କହିବାର ମାନେ ନୁଆ ମୋହନ ସରକାର ଆସିଛି ଅଣ ଜଳସେଚିତ ଜମି ଗୁଡିକୁ କେମିତି ଜଳ ସେଚନର ସୁବିଧା କରନ୍ତୁ, ଏହା ନୂଆ ସରକାର ଧ୍ୟାନ ଦିଅନ୍ତୁ,
@jagannathjena1405
@jagannathjena1405 Күн бұрын
Pura right 👍 bro god bless you ❤️
@MayurBuzz
@MayurBuzz 2 күн бұрын
ଚାଷ ବୁଡୁ ପଛେ ମଦ ଦୋକାନ ପ୍ରଚୁର ଖୋଲିଛି
@sushantasahoo2306
@sushantasahoo2306 2 күн бұрын
Totaly correct bhai.
@BailochnNayak
@BailochnNayak 2 күн бұрын
ଚାଷୀ କଥା କେହି ବୁଝୁ ନାହାନ୍ତି 25 ବର୍ଷ ବିଜେଡି ରହିଲା ଚାଷୀଙ୍କ ପାହିଁ କିଛି କଲାନି
@yangyanarayanpradhan6311
@yangyanarayanpradhan6311 2 күн бұрын
100% Right
@sumbitmajhi780
@sumbitmajhi780 Күн бұрын
Right sir very good speech
@user-yy5fn8gg8l
@user-yy5fn8gg8l Күн бұрын
Thnksbahi,pura,,soto
@nabakishore6142
@nabakishore6142 Күн бұрын
Thank you sir
@maheswarpradhan4247
@maheswarpradhan4247 2 күн бұрын
U r a true journalist.
@pabitranaik501
@pabitranaik501 2 күн бұрын
Thik katha bhai
@sureshsamarath1898
@sureshsamarath1898 Күн бұрын
Sabu tu tomara news Bhala laguchi sir
@pabitranaik501
@pabitranaik501 2 күн бұрын
Thank you Bhai🙏
@jyotirmayisahoo603
@jyotirmayisahoo603 2 күн бұрын
Sudhanshu sir nku gote request ama mahanga MlA Pratap jena nka gumar tk kuha news re please sir etiki request 🙏
@user-hg7pe8by5o
@user-hg7pe8by5o 2 күн бұрын
Thanku
@BijayNayak-th2dy
@BijayNayak-th2dy 2 күн бұрын
Right news
@birakishormajhi9839
@birakishormajhi9839 2 күн бұрын
Thank you sir,
@chinmayabhol9746
@chinmayabhol9746 Күн бұрын
You are right.
@lingarajdalai8936
@lingarajdalai8936 2 күн бұрын
Best news
@kedarnathbadatya2060
@kedarnathbadatya2060 2 күн бұрын
Great 👍🏻🙏🏻❤️❤️❤️😊
@pradiptaranjandas278
@pradiptaranjandas278 2 күн бұрын
Right statement Bhai.
@gourhariswain2438
@gourhariswain2438 2 күн бұрын
Dhany bad sudhansu babu
@user-xk7ey8qo2s
@user-xk7ey8qo2s 2 күн бұрын
Right dadu
@sushantamishra7062
@sushantamishra7062 2 күн бұрын
ଏକଦମ ସତକଥା କହିଛନ୍ତି ସୁଧାଂଶୁ ବାବୁ
@subhamsahu4966
@subhamsahu4966 Күн бұрын
Right ❤
@pitambarmohanta9790
@pitambarmohanta9790 Күн бұрын
GoodsnewsOdisha😊
@goutamkaran7863
@goutamkaran7863 2 күн бұрын
Right katha
Khó thế mà cũng làm được || How did the police do that? #shorts
01:00
Я нашел кто меня пранкует!
00:51
Аришнев
Рет қаралды 2 МЛН
Must-have gadget for every toilet! 🤩 #gadget
00:27
GiGaZoom
Рет қаралды 11 МЛН
LIVE:  Rajya Sabha proceedings
1:01:21
ThePrint
Рет қаралды 6 М.
Hathras Tragedy // Two-Day Rath Yatra Holiday
19:53
OdiaTechBulletin
Рет қаралды 17 М.
Khó thế mà cũng làm được || How did the police do that? #shorts
01:00