ସୁଧାଂଶୁ@8:କଳିଙ୍ଗ ଷ୍ଟାଡିୟମର ଖଳନାୟକ

  Рет қаралды 137,424

Focus Plus

Focus Plus

Күн бұрын

ସୁଧାଂଶୁ@8:କଳିଙ୍ଗ ଷ୍ଟାଡିୟମର ଖଳନାୟକ,ଭିନୀଲକ୍ରିଷ୍ଣା, ବିଜୟାନନ୍ଦ ନାୟକ, ନୀଲେଶ ସେଠି ଓ ଦୀପ୍ତା ମିଶ୍ର ସାଜିଥିଲେ ପାଣ୍ଡିଆନର ଏଜେଣ୍ଟ I ଓଡ଼ିଆ ଲୋକଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରି ଚାକିରୀରୁ ହଟାଇ ରାଜ କରୁଥିଲେ ଏ ଅଫିସର l
@Focus Plus
"FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
facebook- / focusplusodisha1
Instagram- / _focus_plus_
Twitter- / thefocusplus1
Website-thefocusplus.com/
mail- plusfocus7@gmail.com

Пікірлер: 595
@sunilrauto5923
@sunilrauto5923 4 ай бұрын
ସୁଧାଂଶୁ ବାବୁ ସବୁ ଗୁମର ଖୋଲୋନ୍ତୁ ❤
@rameshsethi1280
@rameshsethi1280 4 ай бұрын
ଆପଣ ଏହିପରି, ସମ୍ବାଦ ପରିବେଷଣ ଜାରୀ ରଖନ୍ତୁ ଆଜ୍ଞା
@cmeditz3320
@cmeditz3320 4 ай бұрын
ପରିବେଷଣ ଠିକ୍ ହେଲେ ଚାଟୁକାର ଅଧିକା ଲାଗୁଚି ଭାଷା ରୁ 😂
@Kisanrajesh
@Kisanrajesh 3 ай бұрын
Thank you so much 🎉🎉🎉
@akshayamohanty9846
@akshayamohanty9846 3 ай бұрын
Apn emiti Sambad paribeshan karantu ❤❤
@bharatipradhanswain2722
@bharatipradhanswain2722 3 ай бұрын
ଚାଟୁକାର ପତ୍ରକାର
@santoshsethi3860
@santoshsethi3860 3 ай бұрын
@@cmeditz3320pandu ra _chata mananku semiti hin lagiba
@narayansahoo4060
@narayansahoo4060 4 ай бұрын
ସୁଧାଂଶୁ ଭାଇ ଆପଣ ସଠିକ କଥା କହୁଛନ୍ତି ଆମ ସରକାର ଆକସନ ନିଅନ୍ତୁ
@prasantakumarbaliarsingh4493
@prasantakumarbaliarsingh4493 4 ай бұрын
ସୂର୍ଯ୍ୟ sir please proper inquiry କରନ୍ତୁ କାରଣ ଏ ସମସ୍ତ ଟଙ୍କା ଓଡିଶା ରାଜ୍ୟ ରାଜ କୋଷରୁ ଖର୍ଚ୍ଚ ହେଇଛି
@pradeepkumartarai949
@pradeepkumartarai949 3 ай бұрын
Pleased enquary this matter
@narayansahoo4060
@narayansahoo4060 4 ай бұрын
ତଦନ୍ତ ଜରୁରୀ କରାଯାଉ. ସରକାରଙ୍କୁ ଅନୁରୋଧ
@hondadio5782
@hondadio5782 4 ай бұрын
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ ଧନ୍ୟବାଦ ସୁଧାସୁ ଭାଇ
@raghumaninayak9593
@raghumaninayak9593 4 ай бұрын
Sudhansubabu ବହୁତ ବହୁତ ଧନ୍ୟବାଦ
@SidheswarPoi
@SidheswarPoi 4 ай бұрын
ଏମାନଙ୍କୁ ଆରେଷ୍ଟ କରାଯାଉ
@harishmallck2
@harishmallck2 4 ай бұрын
ଏମାନେ ସମସ୍ତେ ଓଡିଶାକୁ ତାଙ୍କ ବାପାଙ୍କର ସମ୍ପତି ରୂପେ ଭାବିଥିଲେ
@AntaryamiSamal-nc6uo
@AntaryamiSamal-nc6uo 4 ай бұрын
ସୁଧାଂଶୁ ଭାଇ ଏ ସଳାଙ୍କୁ ଆମ ମନ୍ତ୍ରୀମାନେ ଭଲସେ ଦେଇ ବିଦା କରିବେ କଳାପାଣି
@jchoudhury274
@jchoudhury274 4 ай бұрын
ନୂଆ ସରକାର କିଛି action ନିଅନ୍ତୁ ନହେଲେ ଓଡ଼ିଶା ବାସୀଙ୍କ ଭରସା ତୁଟି ଯିବ ଜୟ ଜଗନ୍ନାଥ
@abhijitmohanty8284
@abhijitmohanty8284 4 ай бұрын
Ek dun thik katha,odisha basi bahut asa kariki bjp ku ethare sujog deichanti
@FAKIRJENA-du2zs
@FAKIRJENA-du2zs 4 ай бұрын
BJP ଓଡିଶାରେ ମେଣ୍ଟ କରିନି। ତେଣୁ ଦେଖ କେମିତି ଭୟଙ୍କର ଆକ୍ସନ ନିଆ ଯାଉଛି।
@basantapany9713
@basantapany9713 4 ай бұрын
ଧନ୍ୟବାଦ୍ ଏଭଳି ଖବର ବାହାର କରନ୍ତୁ
@girishchandradehurydehury6131
@girishchandradehurydehury6131 4 ай бұрын
ଖାଇକି ଖୋଳ କରିଦେଇଛନ୍ତି କିଛି ନାହିଁ। ଏତେ ଖେଳ ହେଉଛି ଦେଖିଲା ବେଳକୁ ଓଡ଼ିଶା ନାହିଁ । ଖେଳ ଓ ଖେଳାଳୀ ତିଆରି ହେବା ପଇସା ଖାଇଗଲେ ସବୁ ।
@sreekantabehera862
@sreekantabehera862 4 ай бұрын
Focus plus agaku madichalu dhanyabad
@TapanroseBTR
@TapanroseBTR 4 ай бұрын
ଶୀଘ୍ର ଏହାର ଯାଞ୍ଚ ହେଉ...... ଓଡିଶା ରାଜସ୍ଵ recovery ହେଉ ଓଡିଶା ଲୋକଙ୍କ ଦାବୀ
@odishatourist523
@odishatourist523 4 ай бұрын
Sudhansu bhai...waw Mazza asigala....a chanel no 1 chanel.....Sabu officer nka pole kholijauchi
@ramachandrapanda7858
@ramachandrapanda7858 4 ай бұрын
କ୍ରିୟା ପଦର ଶେଷରେ 'ବ' ଲଗାଇ କହିବା ' ଅତି ସହଜ' ଏବଂ ଏକ 'ଦୁର୍ବଳତାର ପରିଚୟ।' - ଦେଖିବାକୁ ବାକି ରହିଲା କେତେବେଳେ କ୍ରିୟା ପଦ ଶେଷରେ ' ଲ' କିମ୍ବା ' ଛ' ଲାଗୁଛି । ଆପଣଙ୍କ ଏ ପ୍ରଚେଷ୍ଟା ପାଇଁ ବହୁତ ବହୁତ ଧନ୍ୟବାଦ । ବନ୍ଦେ ମାତରମ୍ ।
@HappyBadminton-qq3qt
@HappyBadminton-qq3qt 4 ай бұрын
ଏହା ଅତି ଭୟଙ୍କର ଓ ତଦନ୍ତ ସାପେକ୍ଷ
@pramodpradhan8792
@pramodpradhan8792 4 ай бұрын
Thanks to focus plus for bold news we r with u to root out corruption in our soil
@BHARATSAGAROFFICIAL
@BHARATSAGAROFFICIAL 4 ай бұрын
Absolutely Right Focus plus news
@BabitaMishra-yx2hr
@BabitaMishra-yx2hr 4 ай бұрын
ସୁଧାଂଶୁ ତୋତେ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡେ଼ଇ ରଖନ୍ତୁ ।
@Odiaclasic
@Odiaclasic 4 ай бұрын
ସୁଧାଂଶୁ ବାବୁ 🙏, ଆପଣ ପ୍ରତେକ ଦିନ ପୂର୍ବ ସରକାର ଙ୍କ ଦୁର୍ନୀତି କୁ ଏହିଭଳି ଲୋକଲୋଚନ କୁ ଆଣନ୍ତୁ
@khirodkumarota2997
@khirodkumarota2997 3 ай бұрын
ଦିନକୁ 2 time ଏହି news ଦିଅନ୍ତୁ, ଦାନ୍ୟବାଦ fucos@8 ଭାଇ, jay ଜଗନ୍ନାଥ...
@brajasundarsahoo9344
@brajasundarsahoo9344 4 ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସଂଗ୍ରାମ ଜାରି ରଖନ୍ତୁ ସତ୍ୟର ବିଜୟ ନିଶ୍ଚୟ ହେବ
@awakeningindia1434
@awakeningindia1434 4 ай бұрын
Thank u Bhai..U are really brave ...We appreciate you..Also we are proud of u as an Odia
@dillipkumardalai5132
@dillipkumardalai5132 4 ай бұрын
ଓଡ଼ିଶାର ପ୍ରତ୍ୟେକ ଜମିରେ ତାମିଲ ପୋକ ପୁରା ଖୋପିଲା କରିଦେଇଛନ୍ତି ଏମାନଙ୍କୁ କୀଟ ନାଶକ ଔଷଧ ପ୍ରୟୋଗ କରି ଓଡ଼ିଶା ରକ୍ଷା କରନ୍ତୁ ମାନ୍ୟବର ମନ୍ତ୍ରୀ ମହୋଦୟ....
@s.kbehera2828
@s.kbehera2828 4 ай бұрын
FOCUS PLUS THE GREAT NEWS CHANNEL Thinking
@shradhanandapatra1878
@shradhanandapatra1878 4 ай бұрын
Very important and sensitive news for odia people. Thanks🙏
@budheswarbehera794
@budheswarbehera794 3 ай бұрын
ବହୁତ ସୁନ୍ଦର ଖବର ବାହାରକୁ ଆଣିଛନ୍ତି ବହୁତ୍ ବହୁତ ଧନ୍ୟବାଦ୍ ସୁଧାଂଶୁ ଭାଇ
@mnsirmathematics269
@mnsirmathematics269 4 ай бұрын
ଆପଣ ଅଣଓଡ଼ିଆ କୁଂ ଖାଲି ଟାଉଟର ବୋଲି ଭାବିଲେ ହେବ ନାହିଁ, ଅନେକ ଓଡ଼ିଆ ଟାଉଟର ବି ତାକଂ ସହ ଅଛନ୍ତି।। ଏମାନେ ବିଜେଡି ପୋଷାକ ଖୋଲି ମଉକା କୁ ଅପେକ୍ଷା କରିଛନ୍ତି ବିଜେପି ପୋଷାକ ପିନ୍ଧି ବାକୁ, ଆପଣ କଂ ଚେ଼ଷ୍ଟା ସଫଳ ହେଉ, ଆହୁରି ଅନେକ ଟାଉଟର କୁଂ ବାହରକୁ ଆଣନ୍ତୁ।
@pradiptaroul5826
@pradiptaroul5826 4 ай бұрын
ଧନ୍ୟବାଦ ଭାଇ🙏
@chinmaymoharana6287
@chinmaymoharana6287 4 ай бұрын
Super news . Super topic and also super talking style..
@roshnimohapatra2797
@roshnimohapatra2797 4 ай бұрын
ଏ ଅଣ ଓଡିଆ ଚୋର ମାନଙ୍କର ସମ୍ପତ୍ତି ଜଗତ୍ କରାଯାଉ....
@forgetforget8557
@forgetforget8557 4 ай бұрын
You are right bro keep it up ❤❤❤
@renubalanayak8579
@renubalanayak8579 4 ай бұрын
Best report my little brother
@skmstorywriter6400
@skmstorywriter6400 4 ай бұрын
ବିଭିନ୍ନ id ଖୋଲି ବିଜେଡି ପ୍ରଚାର କରୁଥିବା ପାଣ୍ଡୁ ପୁଅ ମାନେ ଦେଖ ବେ,
@pracheeart4262
@pracheeart4262 4 ай бұрын
👍🏻ତଦନ୍ତ ଦରକାର ତୁରନ୍ତ 👍🏻
@satyaranjanrout1871
@satyaranjanrout1871 4 ай бұрын
Thanks Bhai ଏମିତି ଖବର ପ୍ରସାରଣ କରନ୍ତୁ,,, ସେଇ ଅଫିସର ଙ୍କ ଟଙ୍କା ରେ 10ଜଣ ଲୋକ ଚାକିରି ପାଇପାରିବେ
@raghunathrana7825
@raghunathrana7825 4 ай бұрын
We appreciate your braveness and way of putting things on the table..please continue. We need this type of channels who fight for our odisha.Great salute to you
@niharranjanmohanty3378
@niharranjanmohanty3378 4 ай бұрын
ସ୍ବାଗତ ଯୋଗ୍ୟ ତଥ୍ୟ ବହୁତ ସୁନ୍ଦର
@mahendrakumardas7833
@mahendrakumardas7833 4 ай бұрын
ଆମ ସରକାର ଓ ‌ବିଭାଗୀୟ‌‌ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ।
@cutykumari8648
@cutykumari8648 3 ай бұрын
Thanks 🙏👍 sir ଏମିତି video କରି ଥିବାରୁ ❤❤
@yeshsahoo6027
@yeshsahoo6027 3 ай бұрын
ବହୁତ ସୁନ୍ଦର ବଢ଼ିଆ news channel
@prashantpalo5688
@prashantpalo5688 3 ай бұрын
U.r brilliant mind-blowing awesome sir please keep it up.jai jagrannath
@SumantaNayak-pf4cf
@SumantaNayak-pf4cf 3 ай бұрын
ଅତି ସୁନ୍ଦର ଉପଦେଶ ❤❤
@sanjayakumar1165
@sanjayakumar1165 4 ай бұрын
ଏହିଭଳି ଖବର ଆଗକୁ ଆଣନ୍ତୁ, ଜୟ ଜଗନ୍ନାଥ
@kumarnayak2641
@kumarnayak2641 3 ай бұрын
ସୁଧାଂଶୁ ବାବୁ ମାଡ଼ି ଚାଲନ୍ତୁ ଆମେ ସବୁବେଳେ ଅଛୁ ତୁମ ସାଥିରେ ଜୟ ଜଗନ୍ନାଥ
@କଳିଙ୍ଗପୁତ୍ର-ର8ଦ
@କଳିଙ୍ଗପୁତ୍ର-ର8ଦ 4 ай бұрын
ବିଲକୁଲ୍ ଠିକ କଥା, ନୂଆଁ କ୍ରୀଡା ମନ୍ତ୍ରୀ ଉଚିତ୍ ପଦକ୍ଷେପ ନେବା ଦରକାର
@abinashmohanty2157
@abinashmohanty2157 4 ай бұрын
Thank you focus plus
@KukuaryVibhar
@KukuaryVibhar 4 ай бұрын
ଏହି ମ୍ୟାଡ଼ାମ୍ ଙ୍କ୍କ ------ କରାଯାଉ
@sundargarhsng9463
@sundargarhsng9463 4 ай бұрын
😅
@PritamjenaPritam
@PritamjenaPritam 4 ай бұрын
ସୁଧାଂଶୁ ବାବୁ ଗୁଡ
@thekraftboy1747
@thekraftboy1747 4 ай бұрын
Ty sir bahut kichhi loko nka mukha kholithibaru. Pratiti odia aemanka bisayare janiba nihati darkar .khali kalinga stadium nuhe sabu department re aehi vali khela chalichhi ta upare bi focous karantu. Jay jagannatha
@pintubehera1167
@pintubehera1167 3 ай бұрын
ସୁଧାଂଶୁ ବାବୁ ଆପଣଙ୍କୁ ଜଗନ୍ନାଥ ମଙ୍ଗଳ କରନ୍ତୁ ଏହିପରି ସମ୍ବାଦ ପରିବେଷଣ ଜାରିରଖାନ୍ତୁ ଜୟ ଜଗନ୍ନାଥ
@krushnamohanprusty2728
@krushnamohanprusty2728 3 ай бұрын
ଆପଣଙ୍କ ନିଷ୍ଠାପର ଓ ନିର୍ଭୀକ ଖବର ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ !!🎉
@chaitanyakumbhakar7634
@chaitanyakumbhakar7634 4 ай бұрын
Sudhanshu Bhai lage raho
@chaitanyakumbhakar7634
@chaitanyakumbhakar7634 3 ай бұрын
Thanks
@jagatpalanmahakur3141
@jagatpalanmahakur3141 4 ай бұрын
Very good
@santoshswain3113
@santoshswain3113 4 ай бұрын
Focus plus ku many many thanks
@khirodhota1440
@khirodhota1440 4 ай бұрын
Excelent analysis.
@TuluroutAmareswarRout
@TuluroutAmareswarRout 2 ай бұрын
🙏🌹
@GaneshJena-mr1hf
@GaneshJena-mr1hf 3 ай бұрын
ନୂଆ ସରକାର ଯେଉଁ ପ୍ରସ୍ତୁତି ଦେଇ ଆଗକୁ ଆସିଛନ୍ତି' ତାହା ଜନସାଧାରଣ ନିହାତି ଆଶା ଓ ଭରଷା ସହିତ ଓଡ଼ିଶାର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ପଶ୍ଚାତପଦ ହେବେନି ନିଶ୍ଚିତ । ଏଣୁ ଏ ସରକାର ଏହାର ଯାଞ୍ଚ ଓ ଛାନଭିନକରି ଉଚ଼ିତ ଓ ବିହିତ ପଦକ୍ଷେପ ନେଲେ ସୁଧାଂସୁ ବାବୁ ସହିତ ସମସ୍ତେ ପରିଶ୍ରମ ସାର୍ଥକ ହେବ। , ଧନ୍ୟବାଦ ସୁଧାସୁ ବାବୁ |
@SatyaSahu-eu3xc
@SatyaSahu-eu3xc 3 ай бұрын
Thank you focus news❤❤❤
@SumantaNayak-pf4cf
@SumantaNayak-pf4cf 3 ай бұрын
ବହୁତ ସୁନ୍ଦର ,,ଖବର
@bhagabanrana4898
@bhagabanrana4898 4 ай бұрын
ଆପଣ ଠିକ କହିଛନ୍ତି ସୂରଜ ସୂର୍ଯ୍ୟବଂଶୀ ନିଶ୍ଚୟ action ନେବେ 🙏🙏🙏🙏
@punyakarmanayak4441
@punyakarmanayak4441 4 ай бұрын
ତୁରନ୍ତ ଗିରଫ ‌କରାଯାଉ ସାର୍
@sachikantasahoo6981
@sachikantasahoo6981 4 ай бұрын
ସୁଧାଂଶୁ ଏମାନଙ୍କୁ ଛାଡ଼ ନାହିଁ ଆମେ ତୁମକୁ ସମର୍ଥନ କରୁଛୁ
@KhuSus536
@KhuSus536 4 ай бұрын
Now my favourite Focus Plus ❤❤❤❤
@rashmiranjanbarik716
@rashmiranjanbarik716 4 ай бұрын
Sudhansu sir ....... You are The GREAT YOU PRESENTION 🎉🎉🎉🎉🎉🎉🎉
@prasannakumarsahoo135
@prasannakumarsahoo135 4 ай бұрын
Thanls Sudhanshu babu
@JJMohanty
@JJMohanty 4 ай бұрын
Best analysis 👌 👏 🙌 👍
@natabaranaik5026
@natabaranaik5026 4 ай бұрын
Kalinga,stadiumra,gumara,kholithibaru,sudhansu,bhaiku, many,many,thanks.
@saigamer6797
@saigamer6797 4 ай бұрын
Eagerly waiting for sudhansu sir 's new investigation.
@Spider-fk8
@Spider-fk8 4 ай бұрын
U r great brother👍 keep it up
@pinkyswain6942
@pinkyswain6942 4 ай бұрын
Thank you sudhanshu babu
@rajendramallick6894
@rajendramallick6894 4 ай бұрын
Focos plus news ku great salute
@saratranjanbehera6661
@saratranjanbehera6661 3 ай бұрын
Love ଉଁ ସୁଧାଂଶୁ ଭାଇ.. କେତେବଡ କଥା କହିଲ.. ବାଃ ବାଃ ବାଃ.. ଭାଇ.... 🙏🙏🙏🙏
@ChitaranjanBehera-b5w
@ChitaranjanBehera-b5w 3 ай бұрын
❤️🙏❤️thanks bhai
@pranatidildilbecharasahoo6719
@pranatidildilbecharasahoo6719 4 ай бұрын
Thank you.
@satyanayakodiavlogs
@satyanayakodiavlogs 4 ай бұрын
ସୁରଜ ଭାଇ ତୁରନ୍ତ ଏ ମାଗିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ ଯଉ
@antaryamiswain6937
@antaryamiswain6937 4 ай бұрын
ସୁଧାଂଶୁ ଭାଈ ଆପଣ ଯଦି ଏମିତି ଖବର ପ୍ରସାରଣ କରିବେ ଦୁଃଖର କଥା. ଆସାମୀ ମନେ କୁକୁର . ଚୋର କୁଆଡେ ଯିବେ
@jagannathpattnaik3140
@jagannathpattnaik3140 3 ай бұрын
ସାବାସ୍ ସୁବାଷ ବାବୁ,ଜଣେ ନିର୍ଭୀକ କଳିଙ୍ଗ ବୀର‌ ସାମ୍ବାଦିକ ଭାବେ ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ପାତ୍ର।❤❤❤❤❤
@chandamaniluhari984
@chandamaniluhari984 3 ай бұрын
Bhai bahut khusi ame aponka sato khabar dekhi
@somanath1991
@somanath1991 4 ай бұрын
Sure inquiry & take necessary action pls 🙏
@somanath1991
@somanath1991 4 ай бұрын
Sir please send ur contact number
@sundargarhsng9463
@sundargarhsng9463 4 ай бұрын
Wah.... Wah ..... Wah ..... . 🎉🎉🎉
@subratray1653
@subratray1653 3 ай бұрын
Sir 🙏 really really really perfect analysis 👌👌👍
@SidharthaMunda-t6k
@SidharthaMunda-t6k 3 ай бұрын
ଜେତେଶଜାଇଲେବି ଜେତେବୁଜାଇଲେବି ବିନାଲାଚ୍ଚ ବା କାମହେବନାହିଁ। ଚୁର ଜି ଚୁର। ଚରକୁବାନ୍ଦିଲେହେବ❤❤❤❤❤
@CHHABIPRADHAN-cf8ce
@CHHABIPRADHAN-cf8ce 3 ай бұрын
ଏ ମିଶ୍ର ମାଡାମ ବେଧେଇ କୁ ଗୋଟେ ମୋଟା କିଳା ଦରକାର ହେଉଚି. ସୂର୍ଯ୍ୟବଂଶୀ ଗୋଟେ ଭଲ କିଳା ରଖିଛି
@sudhirkumarsahoo1213
@sudhirkumarsahoo1213 3 ай бұрын
Sudhanshu sir you are right. Thank you
@onlyvdospecialcorresponden8683
@onlyvdospecialcorresponden8683 3 ай бұрын
ମନ୍ତ୍ରୀ ମହୋଦୟ ଙ୍କୁ ମୋର ପ୍ରଥମେ ପ୍ରଣାମ ଏ ଯେଉଁ ସମ୍ବାଦ ପରିବେଷଣ କରୁଛନ୍ତି କଣ ଆପଣମାନେ ଖୁସିତ 🙏
@samirkhuntia1899
@samirkhuntia1899 3 ай бұрын
Sudhanshu babu apanku dhanyabad govt quick action niantu
@GolbadanPandey-lv8hr
@GolbadanPandey-lv8hr 4 ай бұрын
ମୋହନ ବାବୁ ଆମ ଗରିବ ମାନଙ୍କୁ ବହୁତ ହଇରାଣ କରିଛନ ନିୟ ବିପାଇନାହଁ ଛାଡ଼ିବେନି ସାର୍
@shaktiprasannasahoo8155
@shaktiprasannasahoo8155 4 ай бұрын
U r right brother...keep it up...
@JJMohanty
@JJMohanty 4 ай бұрын
Support this type of Journalism Appreciate.....Focus Bhai❤❤❤🎉🎉🎉🎉🎉🎉🎉🎉🎉 Jay Sri Ram 💖
@manasbehera7488
@manasbehera7488 4 ай бұрын
Thanks🙏🙏🙏🙏 sir
@dalumahakud2723
@dalumahakud2723 3 ай бұрын
ଆପଣ ଙ୍କୁ ଅନେକ ଅନେକ ଶୁଭକାମନା ମାଡି ଚାଲନ୍ତୁ 🙏🙏🙏🙏
@lipsa5949
@lipsa5949 3 ай бұрын
CM ଙ୍କୁ ଅନୁରୋଧ ଏମାନଙ୍କୁ ଆରେଷ୍ଟ କରାଯାଉ 🙏🏻🙏🏻
@prahaladadalai6493
@prahaladadalai6493 3 ай бұрын
Very very gd reporting
@amitsahu5646
@amitsahu5646 4 ай бұрын
Verry verry thanks 🙏
@KedarJena-ki9el
@KedarJena-ki9el 3 ай бұрын
Thanks
@greventandcatering5217
@greventandcatering5217 4 ай бұрын
We all r with you
Arrest Ex-BJD MLA Pranab Prakash Das, says local
13:17
OTV
Рет қаралды 421 М.
啊?就这么水灵灵的穿上了?
00:18
一航1
Рет қаралды 53 МЛН
How it feels when u walk through first class
00:52
Adam W
Рет қаралды 21 МЛН
ТИПИЧНОЕ ПОВЕДЕНИЕ МАМЫ
00:21
SIDELNIKOVVV
Рет қаралды 1,5 МЛН
କବଜାରେ ଥାନା...
28:34
Argus News
Рет қаралды 617 М.
Лучшие рекламные кампании от Volvo‼️🙌
0:59
Investment Hub
Рет қаралды 1,3 МЛН
Fuscaaaa 😂😂😂😂
0:10
O Cara da Sirene 🚨
Рет қаралды 3,2 МЛН