Summer Brinjal cultivation Top 5 Hybrid variety ଝାଉଁଳା ରୋଗ ନାହିଁ

  Рет қаралды 51,752

KRUSHI SAMPADA

KRUSHI SAMPADA

Күн бұрын

Пікірлер: 92
@LipunJally
@LipunJally 8 ай бұрын
Sir apananku bahuta bahuta dhanyabad ❤❤❤❤❤❤❤
@balaramrout8263
@balaramrout8263 Ай бұрын
ଅତିଶୁଦର୍
@manojnaik2728
@manojnaik2728 2 ай бұрын
ସୁରୁଚି ବାଇଗଣ ଲଗୁଚ
@manasranjanchhotaray8252
@manasranjanchhotaray8252 Ай бұрын
ସାରେ ଶୀତଦିନିଆ ବାଇଗଣ ଚାଷ ତଳି ଠାରୁ ଶେଷ ଯାଏ ଭିଡ଼ିଓ ଛାଡି ବାକୁ ଅନୁରୋଧ
@krushisampada
@krushisampada Ай бұрын
Ok thanks
@rajendrakumarmallick8074
@rajendrakumarmallick8074 8 ай бұрын
Bahuta bhala
@DHANESWARJENA-m3d
@DHANESWARJENA-m3d Ай бұрын
Bahut sundar lagila
@krushisampada
@krushisampada Ай бұрын
Thank you
@nirakarsahoo8326
@nirakarsahoo8326 9 ай бұрын
Sir summer seasan khakharu mu chhasa karibi kichhi process khuahantu new commer chasi benifit or loss bisayare khuhantu
@odiatoka11
@odiatoka11 Ай бұрын
Sir grafting vnr212 chara kouthi miliba odishare
@sandeepkumarmaharana9175
@sandeepkumarmaharana9175 8 ай бұрын
Sir namasthy Krupa Kari mushroom liquid calcher bisayare kichi kahile upakruta haiparantu.
@shashibhusantripathy6101
@shashibhusantripathy6101 18 күн бұрын
Thank you so much 🇪🇬
@krushisampada
@krushisampada 17 күн бұрын
Welcome
@bollywoodandhollywoodmovie7623
@bollywoodandhollywoodmovie7623 9 ай бұрын
Dear, sir ame praya dasa barsha hela akshita variety karuchu kintu ehara kichhi guarantee nahi kou barsha jhaunla heijauchi
@bollywoodandhollywoodmovie7623
@bollywoodandhollywoodmovie7623 9 ай бұрын
Dear, sir Amara e barsha chasa karichu sethiru kete jhaunla heijauchi kn karibu blue copper aau planta mycine mulare delu duithara kintu aau kichhi bi result asilani
@MukteswarNaik-i5u
@MukteswarNaik-i5u 11 күн бұрын
ଵାଇଗଣ ଚାଷ ପାଇଁ ପରାମର୍ଶ ଦେଇଥିଲେ ବହୁତ ଖୁସି ଲାଗିଲା 😅
@krushisampada
@krushisampada 11 күн бұрын
Thank you
@Shiba-x8w
@Shiba-x8w 8 ай бұрын
ଭାଇନା ଆପଣଙ୍କ କଥା ଭଲ ଲାଗୁଛି ମୁଁ ଧାନ ଫସଲରେ ଥୁଡ ଆସିଯାଇଛି ଧାନଗଛ ହାଳିଅଛି କାକିଥୁଡ଼ ମଧ୍ୟ ଆସିଜାଇଛି ମୁଁ ଥୁଡ଼ ବାବଦରେ କି ସାର ବ୍ୟବ ହାର କରିବି ମତେ କୁହନ୍ତି .
@krushisampada
@krushisampada 8 ай бұрын
ଥୋଡ ସାର ହିସାବରେ Urea ଏକର ପ୍ରତି 20kg ଓ Potash 10kg ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@niraputel299
@niraputel299 7 ай бұрын
ସାର ନମସ୍କାର କଖାରୁ ଚାଷ ପାଇଁ ମୂଳସାର ଓ କେଉଁ ସାର କେଵେ କେଵେ ଦେବି କୁହନ୍ତୁ
@DambariNaik
@DambariNaik 2 ай бұрын
DambaruNaik
@SudarsanRaita-jh2mc
@SudarsanRaita-jh2mc 2 ай бұрын
Good evening 🙏🙏👍👍
@SumantaNaik-wb8mw
@SumantaNaik-wb8mw 9 ай бұрын
ଭାଇନାଭଲକଥା ଆପଣ ଜରିଆ ଆମେଜାଣିପାରୁଛୁ
@kamalalochansahoo8016
@kamalalochansahoo8016 9 ай бұрын
0.52.34 boron kete dina re repeat kariba ଫଳ ପୋକରା ହଉଛି କଣ ମେଡିସିନ ଦବା
@krushisampada
@krushisampada 9 ай бұрын
15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ କେଉଁ ଫଳ ପୋକରା ହେଉଛି
@pradeepdehuri4257
@pradeepdehuri4257 9 ай бұрын
Sir baishakhi baigan gachha ra pholo pochi jauchi aau gachha ra patra haladia heijauchi Kan kariba kuhantu
@krushisampada
@krushisampada 9 ай бұрын
ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।ଫଳ ପଚା ପାଇଁ Azoxystrobin 23%SC lit ପ୍ରତି 1ml ବା Custodia lit ପ୍ରତି 1ml ବା Copper oxychloride 50%WP lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ। ଫସଲରେ ପତ୍ର ଡିଆଁ ପୋକ ଲାଗିଲେ ପତ୍ର ହଳଦିଆ ହୋଇଥାଏ। Diafenthiuron 50% lit ପ୍ରତି 2gm ବା Movento lit ପ୍ରତି 1ml ସହିତ ନିମ୍ବ ତେଲ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@pradeepdehuri4257
@pradeepdehuri4257 9 ай бұрын
@@krushisampada ok sir...
@chittaranjanojha8898
@chittaranjanojha8898 9 ай бұрын
Bhendi bAnka jadura, bivinna jau poka pratikara kuhantu.
@raj_odia_shayari
@raj_odia_shayari 7 ай бұрын
Sir baigan seeds re bhabistin bisadhan kale haba 10gm seeds pati kate GM lagiba
@krushisampada
@krushisampada 7 ай бұрын
10gm ବିହନ ପ୍ରତି 2gm ରେ ବିଶୋଧନ କରନ୍ତୁ
@agreeculturelifestyle7298
@agreeculturelifestyle7298 9 ай бұрын
ଚିନାବାଦାମ ରେ potas spree କରିପାରିବା କି ଆଜ୍ଞା?
@krushisampada
@krushisampada 9 ай бұрын
ହଁ ଫୁଲ ଆସିବା ପୂର୍ବରୁ ସ୍ପ୍ରେ କରନ୍ତୁ।
@SuvankarPatra-g8c
@SuvankarPatra-g8c 9 ай бұрын
Sar namaskar pana fashalaku khara tapa matra tharu thanda rakhi bara kichi upya ba lata haladiya padi age sukhi jauchi plichi kichi haroman ba sar kuha ntu
@krushisampada
@krushisampada 9 ай бұрын
ଖରା ରୁ ରକ୍ଷା ପାଇବା ପାଇଁ ସେମିତି କିଛି ଉପାୟ ନାହିଁ।NPK :0:0:50 କୁ lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@tapunsahu3785
@tapunsahu3785 22 күн бұрын
Khara dine akshita phaliba ta
@krish568
@krish568 6 ай бұрын
Sir baigan gunta prati kete amal heba
@sarojinibagh1990
@sarojinibagh1990 8 ай бұрын
Ebe baaigana chaaraa padichhi medicin kuhantu
@LipunJally
@LipunJally 8 ай бұрын
Sir ahi baigan manji milipariba
@kalpanadas1490
@kalpanadas1490 8 ай бұрын
Brianjle ra organic process kuhantu..
@krish568
@krish568 6 ай бұрын
Sir baigan bahut pokada heuchhi kemiti kn karibaku padiba
@krushisampada
@krushisampada 6 ай бұрын
ବାଇଗଣ ଫସଲରେ ଫଳ ବିନ୍ଧା ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଫଳ କୁ ଛିଣ୍ଡାଇ ନଷ୍ଟ କରନ୍ତୁ।ଏକର ପ୍ରତି 2ଟି ଆଲୋକ ଯନ୍ତା ଓ 8ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରନ୍ତୁ। Cartap hydrochloride 75%SG lit ପ୍ରତି 1gm ବା Chlorontraniliprole 18.5% SC drum ପ୍ରତି 6-7ml ବା Flubendiamide 20%WG drum ପ୍ରତି 6gm ବା Novaluron 5.2%+Indoxacarb 4.5%SC lit ପ୍ରତି 1.75ml ବା Pyriproxifen 5%+Fenpropathrin 15%EC lit ପ୍ରତି 2ml ବା Spinosad 45%SC drum ପ୍ରତି 5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଜମି ରୁ ଘାସ ସଫା କରନ୍ତୁ।
@krish568
@krish568 8 ай бұрын
Sir mu axita baigan lageichhi gachha bdhuni poka laguchhanti
@krushisampada
@krushisampada 8 ай бұрын
ଜୈବିକ ସାର BIOZYME ବା BIOVITA ଗୁଣ୍ଠ ପ୍ରତି 400gm ସହିତ Urea 2kg ମିଶାଇ ପ୍ରୟୋଗ କରନ୍ତୁ। NPK 19:19:19 lit ପ୍ରତି 5gm ସହିତ JIVARAS lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କଲେ ଗଛ ବଢ଼ିଥାଏ। ପୋକ ନିୟନ୍ତ୍ରଣ ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ
@RohitMahanta-d7b
@RohitMahanta-d7b 3 ай бұрын
Patrakuchamuchamedicine,kuhantu
@basudevvegetablefarming1887
@basudevvegetablefarming1887 6 ай бұрын
Jk8035 au akshita adhika phala kauta ashe
@krushisampada
@krushisampada 6 ай бұрын
JK 8035 ରେ ଅଧିକ ଫଳ ଆସେ
@krishnaranibarik1143
@krishnaranibarik1143 8 ай бұрын
Muga. R hybrid bihan kemiti milib
@krushisampada
@krushisampada 8 ай бұрын
Online ରେ ମଗାଇ ଦିଅନ୍ତୁ।
@basudevmallick598
@basudevmallick598 3 ай бұрын
Sir 6 barsha hela kakhru lguchi jama phala heunahi, kn karibi
@krushisampada
@krushisampada 3 ай бұрын
ଭଲ କିସମ ବିହନ ବ୍ୟବହାର କରନ୍ତୁ
@biswabhusannayak5807
@biswabhusannayak5807 4 ай бұрын
Sir jk 8035 seeds kouthi miliba
@krushisampada
@krushisampada 4 ай бұрын
Online ରେ ମଗାନ୍ତୁ
@Ritika22Dash
@Ritika22Dash 8 ай бұрын
Sir baigana gacha jhauli jauchhi ki medicine debu
@krushisampada
@krushisampada 8 ай бұрын
ଝାଉଁଳା ରୋଗ ପାଇଁ Copper Oxychloride lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଦ୍ରବଣ ପ୍ରସ୍ତୁତ କରି ଗଛ ମୂଳରେ 300ml ହିସାବରେ drenching କରନ୍ତୁ।7ଦିନ ପରେ ଆଉଥରେ ପ୍ରୟୋଗ କରନ୍ତୁ।ଅଧିକ ଆକ୍ରାନ୍ତ ଗଛ ଓପାଡି ନଷ୍ଟ କରନ୍ତୁ। Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
@pabitrapradhan9521
@pabitrapradhan9521 8 ай бұрын
Cukumbar beraite kan
@dillipmohanty8600
@dillipmohanty8600 23 күн бұрын
Jk 8035
@karnapradhan7584
@karnapradhan7584 9 ай бұрын
Sir Kharatia kau kakudi lageila bhala heba au Tara video kale bhala heba
@krushisampada
@krushisampada 9 ай бұрын
Ok thank you
@udayanathsatapathi581
@udayanathsatapathi581 3 ай бұрын
Patr kana rogareheuchhi
@smrutidanceworld4891
@smrutidanceworld4891 9 ай бұрын
👍👍👍
@aswinisahu2174
@aswinisahu2174 9 ай бұрын
ଖରାଟିଆ ବାଏଗନ କିଷମ
@pritishpradhan2510
@pritishpradhan2510 8 ай бұрын
ବାଇଗଣ re ପ୍ରଚୁର ପୋକ ଲାଗିଛନ୍ତି ଶାହେକିଲୋ ରେ 75kg ପକୋ ଏହାର ଉପଚାର ବିଷୟରେ ଟିକେ କୁହନ୍ତୁ
@krushisampada
@krushisampada 8 ай бұрын
ବାଇଗଣ ଫସଲ ରେ ଫଳ ବିନ୍ଧା ପୋକ ଲାଗୁଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାନ୍ତ ଫଳ କୁ ତୋଳି ଜମି ରୁ ଅଲଗା କରି ଦିଅନ୍ତୁ ।ଜମି ରୁ ଘାସ ସଫା କରନ୍ତୁ Chlorontraniliprole 18.5%SC (Cover )drum ପ୍ରତି 6ml ବା Cartap hydrochloride 75%SG (Mortar) lit ପ୍ରତି 1gm ବା Flubendiamide 20%WG (Takumi )drum ପ୍ରତି 6gm ବା Novaluron 5.2%+Indoxacarb 4.5%SC (Plethora )lit ପ୍ରତି 1.75ml ବା Pyriproxifen 5%+Fenpropathrin 15%EC (Sumiprempt ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ଆଲୋକ ଯନ୍ତା ଏକର ପ୍ରତି 1 ଟି ଓ ସଙ୍ଗଆକର୍ଷକ ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।
@pkparida471
@pkparida471 8 ай бұрын
vayego, movento with lancergold spray karun 2 nd dose coragen
@LipunJally
@LipunJally 8 ай бұрын
Bhai ahi baigana manji milipariba
@arvindpati9752
@arvindpati9752 9 ай бұрын
Sir askhita baigana jhaunla besi hauchi ,bhala veraiety nuhen
@krushisampada
@krushisampada 9 ай бұрын
Ok
@No-Mob
@No-Mob 8 ай бұрын
ଭାଇ ବାଇଗଣ ଆଣ୍ଟହେଇଯାଇଛି କହଁଳ କିପରି ହେବ 😢😢😢
@SanatanHarijan-z5n
@SanatanHarijan-z5n 8 ай бұрын
Akshita
@DebarajPodh-e8b
@DebarajPodh-e8b 23 күн бұрын
Utkalbaiganakaruchivideorekhuntu
@basudebparida8611
@basudebparida8611 7 ай бұрын
Akshita bhal but roga poka adhika
@pabitrapradhan9521
@pabitrapradhan9521 8 ай бұрын
କାକୁଡି top v କଣ
@khagrndrabiswal5177
@khagrndrabiswal5177 Ай бұрын
Kharadena rate kaam
@bipinrana4830
@bipinrana4830 Ай бұрын
Jk 8031
@rajmalmarndi2747
@rajmalmarndi2747 9 ай бұрын
ଭେଣ୍ଡି ଏବଂ କଲରା ରେ କଣ spry କଲେ ଭଲ ଗଛ, ଫୁଲ ଏବଂ ଫଳ ହେବ। (କେତେଥର spry କରିବା )
@krushisampada
@krushisampada 9 ай бұрын
ଫୁଲ ଆସିବା ପୂର୍ବରୁ ବା ସମୟ ରେ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus Lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
@trilochankhatoi3457
@trilochankhatoi3457 9 ай бұрын
Sir ନମସ୍କାର
@krushisampada
@krushisampada 9 ай бұрын
ନମସ୍କାର
@DambariNaik
@DambariNaik 2 ай бұрын
Dambaru Naik
@rajmalmarndi2747
@rajmalmarndi2747 9 ай бұрын
ଆଳୁ ରେ planofix spry କରାଯାଏ କି ନାହିଁ
@krushisampada
@krushisampada 9 ай бұрын
ନା ଆଳୁ ରେ Planofix କୁ ସ୍ପ୍ରେ କରନ୍ତୁ ନାହିଁ।ଆଳୁ ର ଅମଳ ବଢ଼ାଇବା ପାଇଁ Hormone Cultar କୁ ଫସଲ ର 45-50ଦିନରେ ବା ଆଳୁ ଆରମ୍ଭ ହେବା ସମୟର drum ପ୍ରତି 4ml ହିସାବରେ ସ୍ପ୍ରେ କରନ୍ତୁ।
@SunilPradhan-s6h
@SunilPradhan-s6h 8 ай бұрын
Potala ra vitamin or kitnasak
@bibekbisoyi1585
@bibekbisoyi1585 16 күн бұрын
Sir apononko number diontu
@chitarana2584
@chitarana2584 9 ай бұрын
କଳାର ଚାଷ ରେ ଅଣ୍ଡିରା ଫୁଲ ଅଧିକ ଆସୁଛି ଫଳ ଆସୁନି କଣ କଲେ ଫଲ ଆସିବା
@krushisampada
@krushisampada 9 ай бұрын
Urea ସାର ପ୍ରୟୋଗ ବନ୍ଦ କରନ୍ତୁ।NPK 0:52:34 lit ପ୍ରତି 5gm ହିସାବରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@sudhirmishra7837
@sudhirmishra7837 9 ай бұрын
Sir dhanzyme gold use kaley heba ki ​@@krushisampada
@krishnaranibarik1143
@krishnaranibarik1143 8 ай бұрын
Phone number skin upper dia
@AjayKumar-tp5eo
@AjayKumar-tp5eo 8 ай бұрын
Phone number sir
@pabitrapradhan9521
@pabitrapradhan9521 9 ай бұрын
Jk sed .ghn
Lamborghini vs Smoke 😱
00:38
Topper Guild
Рет қаралды 51 МЛН
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 111 МЛН
Long Nails 💅🏻 #shorts
00:50
Mr DegrEE
Рет қаралды 19 МЛН
Lamborghini vs Smoke 😱
00:38
Topper Guild
Рет қаралды 51 МЛН