🔵 SUPER EXCLUSIVE Interview With BJD Leader VK Pandian

  Рет қаралды 304,800

Kanak News

Kanak News

Күн бұрын

Пікірлер: 1 200
@chandanodia6815
@chandanodia6815 7 ай бұрын
ମୁଁ ବୁଝି ପାରୁନି...!! ବିଜେଡ଼ି ର ଷ୍ଟାର୍ ନବୀନ ଙ୍କୁ ହରେଇବା ପାଇଁ bjp ର କାହିଁରେ କଣ କସରତ 3 ଥର ମୋଦିଙ୍କ ଆଗମନ ଅମିତ ସାହ ଙ୍କ ଆଗମନ ଜେପି ନଡ୍ଡା ଙ୍କ ଆଗମନ ପୁଣି 4 ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ଏଥିରୁ ବୁଝାପଡୁଛି ନବୀନ ଙ୍କ ପ୍ରତି ଓଡିଶା ବାସୀ ଙ୍କ ଭଲପାଇବା jai bjd jai naveen❤
@financeguruabinash
@financeguruabinash 7 ай бұрын
om fo
@India_collaboration_1k
@India_collaboration_1k 7 ай бұрын
Right
@dayanidhichhatria5776
@dayanidhichhatria5776 7 ай бұрын
😂
@India_collaboration_1k
@India_collaboration_1k 7 ай бұрын
@@uniquegirlshree BJP hatao manipur ladak bancho Modi hatao desh bancho dariki vote deba bancho
@MrGagan-ou1rc
@MrGagan-ou1rc 7 ай бұрын
Odisha ra murkha loko mananku bujhaebaku asuchanti semane 😢
@bbhabanipatra4018
@bbhabanipatra4018 7 ай бұрын
The Man Behind of Odisha...... The Man Behind of Transparency.......but Sir u r passing the fire test with all ur might...... Sir God will bless u..... 🙏🙏🙏🙏🙏
@NibosSabar
@NibosSabar 7 ай бұрын
Nibasa sabor
@MahapatraRanjet123
@MahapatraRanjet123 7 ай бұрын
ଶଙ୍ଖ ଚିନ୍ହରେ ଦୁଇ ଥର ଭୋଟ କରନ୍ତୁ...ବା...ଶଙ୍ଖ ଚିନ୍ହରେ ଦୁଇ ଥର ସୁଇଚ ଦବାନ୍ତୁ PROUD OF YOU PANDIAN SIR
@pravansusahoocreation4553
@pravansusahoocreation4553 7 ай бұрын
ସତ କଥା ସବୁ ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ଏବଂ bjd ଯେତେ ଯୋଉଠୁ ଆସିଲେ ବି ଫରକ୍ ପାରିବନି ଜୟ ବିଜେଡ଼ି ❤❤❤
@santoshkumarbehera2810
@santoshkumarbehera2810 7 ай бұрын
ଛତିଶଗଡର କଥାଟା ପୁରା ଶତ ଯାହାବି କରୁଛନ୍ତି ପଣ୍ଡିୟନ୍ ସାର୍ ଭଲ ହିଁ କରୁଛନ୍ତି ।
@LovemyyBharat
@LovemyyBharat 7 ай бұрын
Ja pandu ra pala chatibu
@ramakrishnapanigrahi
@ramakrishnapanigrahi 7 ай бұрын
​@@LovemyyBharatThik kahucha Bhai.
@rakeshpradhan8723
@rakeshpradhan8723 7 ай бұрын
Tu jaa​@@LovemyyBharat
@TapasKumar67
@TapasKumar67 7 ай бұрын
​@@LovemyyBharatchal magiha andha bhakta,bjp kukura
@smrutirekhabehera7453
@smrutirekhabehera7453 7 ай бұрын
Tu Jaa godi ra chatibu
@anantasamal5654
@anantasamal5654 7 ай бұрын
Pandian daruchi❤sabu❤place re❤nijara ramko❤company❤karichi❤1000❤dei❤vote maguchi❤ BJP party jindabad❤CM❤PM❤ ethara❤
@vinodbiharikhuntia4747
@vinodbiharikhuntia4747 7 ай бұрын
Pandian jee ଆପଣ ତ BJD ର suprimo ନବୀନ ପଟ୍ଟନାୟକଙ୍କ ଉପରେ ଅର୍ଥାତ୍ ସର୍ବଶ୍ରେଷ୍ଠ ,ଏବେ ସମ୍ଭାଳନ୍ତୁ BJP ର ରଣ କୌଶଳ କୁ ... ଓ ପ୍ରୟୋଗ କରନ୍ତୁ ଆପଣଙ୍କର mathematical formula କୁ ...😂😅...
@narayanbehera1373
@narayanbehera1373 7 ай бұрын
ବିଜେଡି ଲୋକପ୍ରିୟ ଥିଲା ଅଛି ଆଉ ରହିବ ମଧ୍ୟ।
@subhrajittripathy2972
@subhrajittripathy2972 7 ай бұрын
BJD hataooo... Pandu Hataoo Odisha Bachaoo....
@narayanbehera1373
@narayanbehera1373 7 ай бұрын
@@subhrajittripathy2972 ପଦ୍ମ ହଟିବ
@subratkumar501
@subratkumar501 7 ай бұрын
Hau bjp sarkar kale sei jodi shanka lungi pindhi phunkiba
@financeguruabinash
@financeguruabinash 7 ай бұрын
@@narayanbehera1373 to bou bia bjd hatiba chup mg
@narayanbehera1373
@narayanbehera1373 7 ай бұрын
@@financeguruabinash ଯାହା ପାଖରେ ବାପା ର ପରିଚୟ ନ ଥିବ ସେ ମାଆ ର ସମ୍ମାନ କଣ ଜାଣି ନ ଥିବ ।
@dipupradhan9898
@dipupradhan9898 7 ай бұрын
I respect pandia sir❤❤❤
@Spandan643
@Spandan643 7 ай бұрын
ରାଜା ସିନା ପୂଜା ପାଏ ଆପଣା ଦେଶରେ ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ। Kejriwal, Pandian ଙ୍କ ପରି ଶିକ୍ଷିତ ଲୋକ ରାଜନୀତି କୁ ଆସିଲେ ଦେଶ ର ଉନ୍ନତି ହେବ। ମୂର୍ଖ , ମିଛ କହୁଥିବା ଅଶିକ୍ଷିତ ଲୋକ କ୍ଷମତା ପାଇଲେ ଦେଶ ନିମ୍ନ ଗାମୀ ହେବ,ଯାହା ପ୍ରକୃତ ଶିକ୍ଷିତ ଲୋକ ବୁଝି ପାରିବେ। Love and respect for one of the best IAS of INDIA who is dedicatedly working for our State MR VK Pandian ❤.
@jayjagannath-Puri123
@jayjagannath-Puri123 7 ай бұрын
Odisha re tahele kehi sikhita nahanti😂😂😂😂
@POLICEMITRA-qx4hb
@POLICEMITRA-qx4hb 7 ай бұрын
Bhai bode odisha ra nuhe..
@vihaanr2480
@vihaanr2480 7 ай бұрын
Kou duniyare emane banchuchanti Kejani😁. Ajika date re jhia aau pua saman. Jhiamane b puanka saha tala dei progress karichalichanti. So jwain aau bohu b same marjyada ra. Pandiannka wife Odia jhia, ias hisabare b 25 years hela semane Odishare kama karichanti. Supreme Court b jhia manananku same adhikar deichanti nija ghara upare. It’s upto their choice they will settle in their work field and his wifes motherland.And moreover all over country, Citizenship act laguheichi. So everybody is Indian and one can choose his work field anywhere may it be political .
@shaiili6204m
@shaiili6204m 7 ай бұрын
ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆମ ଓଡ଼ିଶା ର ବିକାଶ। Naveen babu and Pandian ଙ୍କ ପାଇଁ ବହୁତ ପ୍ରଗତି ହେଉଛି। Pandian is one of the best IAS officer ,ତ ସିଏ BJD ପାଇଁ ପ୍ରଚାର କଲେ ଗର୍ବ ର କଥା। ଆଛା ଅଳ୍ପ ପାଠ ପଢିଥିବା କଳାକାର ଆଉ BJP ନେତା ବାହାରୁ ଆସି ପ୍ରଚାର କରି ଲେ ଭଲ??BJD ପାଇଁ ଜଣେ Intelligent and ଯୋଗ୍ୟ IAS ପ୍ରଚାର କଲେ problem!!ଅପରାଜିତା ବିହାରୀ but କିଛି କେହି କହୁଛନ୍ତି??ସେଇ Pandian ଖାଲି BJP re ଥାନ୍ତେ , ତାଙ୍କୁ କେତେ ଉପରେ ରଖି ସେଇ BJP ପ୍ରଚାର କରିଥାନ୍ତେ। BJP Development agenda re ପ୍ରଚାର କରିପାରିବନି , ଆଉ ସବୁବେଳେ ଲୋକ ଙ୍କ ମନରେ Pandian nka ପ୍ରତି ବିଷ ଭାରିବ । But ବୁଦ୍ଧିମାନ ଆଉ ସଚ୍ଚୋଟ ଓଡ଼ିଆ ଓଡ଼ିଶା ର ବିକାଶ କୁ ପ୍ରାଥମିକତା ଦେଇ Naveen babuଙ୍କୁ ହିଁ Support କରିବ।
@Dailylife-zz4bw
@Dailylife-zz4bw 7 ай бұрын
Chhi..
@KalapanaJena-jz9ir
@KalapanaJena-jz9ir 7 ай бұрын
ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।
@narayanbehera1373
@narayanbehera1373 7 ай бұрын
ବିକାଶ ପାଇଁ ନିଶ୍ଚିତ ଭାବରେ ପୁଣିଥରେ ବାଜିମାତ କରିବ ବିଜୁ ଜନତା ଦଳ।
@Manas_Kumar_Rana_
@Manas_Kumar_Rana_ 7 ай бұрын
Thank you Naveen Patnaik sir 🙏❣️
@pupulpatra
@pupulpatra 7 ай бұрын
ଆମର ଜୀବନ ରକ୍ଷା ପାଇଁ ଆମ ପାଖରେ ଅଛନ୍ତି ରାଜ୍ୟ ସରକାର, ଏହାକୁ କୁହନ୍ତି BJD ସରକାର।
@satyaprakashbehera268
@satyaprakashbehera268 7 ай бұрын
You are right brother
@MukeshKumarSahu-gw4sq
@MukeshKumarSahu-gw4sq 7 ай бұрын
ନୀତିନିଷ୍ଟ ନିଃସ୍ଵାର୍ଥପର ଓ ଉତ୍ସର୍ଗୀକୃତ ବ୍ୟକ୍ତି ଟିଏ ଭୈରବ କାର୍ତ୍ତିକେୟ pandian sir
@pupulpatra
@pupulpatra 7 ай бұрын
5T ଅଧ୍ୟକ୍ଷ ଙ୍କ ପାଖରେ ଯେଉଁ ଚେଲେଞ୍ଜ ନେଇ କାର୍ଯ୍ୟ କୁ ସଠିକ ସମୟରେ ବାସ୍ତବ ରୂପ ଦେବାର ଯେଉଁ ଦକ୍ଷତା ତାହା ଆଉ କାହା ପାଖରେ ନାହିଁ l
@jyotsnaranipanda2613
@jyotsnaranipanda2613 7 ай бұрын
Right
@financeguruabinash
@financeguruabinash 7 ай бұрын
om fo
@MahapatraRanjet123
@MahapatraRanjet123 7 ай бұрын
MOST TALENTED OFICER MR. V K PANDIAN ମୁଁ ଆଉ ମୋ ପରିବାରର ୨୭ ଖଣ୍ଡ ଭୋଟ ଆପଣଙ୍କୁ ଦେବୁ ମାନେ ଶଙ୍ଖ ଚିନ୍ହ କୁ ଦେବୁ ଜୟ ଜଗନ୍ନାଥ 🙏
@Sonamuduli-
@Sonamuduli- 7 ай бұрын
ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।
@koshlimoujchannel5975
@koshlimoujchannel5975 7 ай бұрын
Tar buar banda karuchhe
@com.3126
@com.3126 7 ай бұрын
Tui Karide​@@koshlimoujchannel5975
@rabindrakumarrout4100
@rabindrakumarrout4100 7 ай бұрын
​@@koshlimoujchannel5975 illiterate ଭଳି ଅଭଦ୍ର ଭାଷାରେ comments ଦେଉଛୁ। ବୋଧେ ତୋର parents ତୋତେ ପାଠାଇବା ପଢାଇ ନାହାଁନ୍ତି । ତୋତେ illiterate କରି ରଖିଛନ୍ତି ତେଣୁ ତୁ ଏହି ଭଳି behave କରୁଛି।
@satyabratmahalik7237
@satyabratmahalik7237 7 ай бұрын
BJP bala kebe helebi santire rahiparibe nahin odisare sabubele asanti​@@koshlimoujchannel5975
@subashchandradash4750
@subashchandradash4750 7 ай бұрын
Good analysis.
@RinaRath701
@RinaRath701 7 ай бұрын
ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।
@Smrutiranjan-n6e
@Smrutiranjan-n6e 7 ай бұрын
Bala neta
@jayjagannth5269
@jayjagannth5269 7 ай бұрын
Ha😅😅
@commonman5937
@commonman5937 7 ай бұрын
Pagal kukur kamudile emiti kuhanti
@allin_oneshorts
@allin_oneshorts 7 ай бұрын
Are bhai pandia bite dauchi.. Mukhyamantri nuha.. Tume bjd ra kukura mane pandia ku mukhyamantri bhabisarilani
@Skating_girl_punjal
@Skating_girl_punjal 7 ай бұрын
Odisa ra bahut kukura achhanti , Tamil hatate Orissa ku bikibe
@indiradas2104
@indiradas2104 7 ай бұрын
ପାଣ୍ଡିଆନ ସାର ବିଜେଡି ଦଳରେ ଯୋଗ ଦେବା ପରଠାରୁ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି।
@DEEPSANDAS
@DEEPSANDAS 7 ай бұрын
ଓଡ଼ିଶାବାସୀଙ୍କ ପାଖରେ ଭୋଟ ମାଗିବା ପାଇଁ ବିଜେପି ଦଳର କୋୖଣସି ଗୋଟିଏ ମଧ୍ୟ ପ୍ରସଙ୍ଗ ନାହିଁଁ। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ଆସି ମନଇଛା ନାହିଁ ନଥିବା ବିଭ୍ରାନ୍ତିକର ମିଛ ଭାଷଣବାଜି କରୁଛନ୍ତି।
@Manas_Kumar_Rana_
@Manas_Kumar_Rana_ 7 ай бұрын
ନବୀନଙ୍କ ନିଷ୍ପତ୍ତିରେ ଆମ ପିଲାମାନେ ଆଜି ନିଜର ଭବିଷ୍ୟତକୁ କରିବେ ସଫଳ
@tapankumarsahoo8075
@tapankumarsahoo8075 7 ай бұрын
Truly an educated politician 🙏🙏...this is what odisha needs.
@lucky4110
@lucky4110 7 ай бұрын
Vision ଅଛି pandian ର,, ଗୋଟେ ଓଡ଼ିଆ ହେଉ କି ଅଣଓଡ଼ିଆ ହେଉ ତାର ଗୋଟେ vision ରହିଥିବା ଦରକାର ଦେଶ ଆଉ ରାଜ୍ଯ କୁ ନେଇ
@rajkishorpadhan9584
@rajkishorpadhan9584 7 ай бұрын
BAHUT BADHIYA SIR ODISHA KO NEXT LEBEL PANDIAN SIR ❤ U V.K SIR 🎉🎉🎉🎉🎉🎉.HAM TUMHARE SATH HUN SIR JAY B J D ❤ U
@lalitakantabehera6757
@lalitakantabehera6757 7 ай бұрын
❤❤❤❤❤ great vk Pandian sir great jay bjd jay naveen babu ki jay
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
Bala😡😡😡😡
@Subhrajeet0708
@Subhrajeet0708 3 ай бұрын
Pandian kuade gale ebe😂😂😂
@pattanayakbabu559
@pattanayakbabu559 7 ай бұрын
VK pandian is a very helpful and kind person. His name starts with V which means Victory....
@SukmarMishra
@SukmarMishra 7 ай бұрын
Always I agree with a dedicated person V K Pandian sir I pray to Lord JAGANNATH to provide him most power
@ManasKar623
@ManasKar623 7 ай бұрын
ଆପଣଙ୍କୁ ସ୍ୱାଗତ. ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ସର, ଭାରତରେ ଏକ ନମ୍ବର.
@prafullachandrarath7636
@prafullachandrarath7636 7 ай бұрын
Thank u so much pandianli. Good luck. May god bless u.
@Buddhi118
@Buddhi118 7 ай бұрын
ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...
@DEEPSANDAS
@DEEPSANDAS 7 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସ୍ବଚ୍ଛ ନିର୍ମଳ ସୁଶାସନ ଆଗରେ ବିରୋଧୀ ବିଜେପି ଦଳର କୋୖଣସି ଚକ୍ରାନ୍ତ ଷଡ଼ଯନ୍ତ୍ର କାମ ଦେବ ନାହିଁ। ଏହା ବିଜେପି ଦଳ ମଧ୍ୟ ହୃଦୟଙ୍ଗମ କରି ସାରିଲାଣି।
@kumarcreation2724
@kumarcreation2724 7 ай бұрын
Bjd daba
@kalamacademyforexcellency9577
@kalamacademyforexcellency9577 7 ай бұрын
Gujarat people dadan jauchhanty ki bjp govt Sethi but why odisha people go to dadan as wel as for other jobs ...where is problem ?????25yrs rule pare emiti kn pain
@DEEPSANDAS
@DEEPSANDAS 7 ай бұрын
@@kalamacademyforexcellency9577 ସବୁ ରାଜ୍ୟ ର ଲୋକ ମାନେ ଅନ୍ୟ ରାଜ୍ୟ କୁ ଯାଉଛନ୍ତି କାମ କରିବାକୁ। ଗୁଜରାଟ ର ଲୋକ ମଧ୍ୟ ବହୁତ ଓଡ଼ିଶାରେ କାମ କରୁଛନ୍ତି। ଆଉ ଯେଉଁ ମାନେ ଦାଦନ ଦାଦନ ହେଉଛନ୍ତି ପ୍ରକୃତରେ ସିଏ ଅଳସୁଆ। ସରକାର କାହା ଘରେ ଆସି କାମଧନ୍ଦା ଧରାଇ ଦେଇ ଯିବେ ନାହିଁ।ସିଏ ବିଜେପି ହେଉ କି ବିଜେଡ଼ି। ଆମେ କେମିତି ଆମ ନିଜ ରାଜ୍ୟରେ କାମ କରୁଛୁ!
@TitiRa15
@TitiRa15 7 ай бұрын
ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...
@whatnot9845
@whatnot9845 7 ай бұрын
ଦରମା କେତେ?
@smrutirekhabehera7453
@smrutirekhabehera7453 7 ай бұрын
Just ignore such useless people and useless comments
@indiradas2104
@indiradas2104 7 ай бұрын
ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ବାବୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।
@pitambarpradhan6348
@pitambarpradhan6348 7 ай бұрын
ଧରମା ବହୁତ ବଡ଼ ମିଛୁଆ ଆଉ ଜଣେ ମିଚ୍ଛେଇ
@ranjansamal4782
@ranjansamal4782 7 ай бұрын
Jahau odisa jane sachot byaki paichhanti au sabu odisha ra neta mane sabu chhor kia kan bela asile bujhibe
@ranjansamal4782
@ranjansamal4782 7 ай бұрын
Kanak news tama somya babu tharu entervu nio se kan kahibe nadariki chup rahibe nahele oew sabu palei asibe
@chintamanimallick3205
@chintamanimallick3205 7 ай бұрын
SIR 🙏🙏🙏🙏🙏
@narayanbehera1373
@narayanbehera1373 7 ай бұрын
ବିଜେଡି ପ୍ରତି ବିଶାଳ ସମର୍ଥନ ଦେଖି ଛାନିଆ ହେଲେଣି ଆମ ପଦ୍ମ ଦଳିଆ।
@Xuy788
@Xuy788 7 ай бұрын
😂😂😂😂
@DEEPSANDAS
@DEEPSANDAS 7 ай бұрын
ଓଡ଼ିଶାରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ବଡ଼ ବଡ଼ ବାହାସ୍ପଟ ଭାଷଣବାଜି କରୁଛନ୍ତି ହେଲେ ନିଜ ରାଜ୍ୟ ଆସାମ ର ଅବସ୍ଥା ଏବଂ ଶାସନ ପ୍ରଣାଳୀ ସଂକଟାପନ୍ନ।
@RinaRath701
@RinaRath701 7 ай бұрын
ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।
@financeguruabinash
@financeguruabinash 7 ай бұрын
om fo
@subhrajittripathy2972
@subhrajittripathy2972 7 ай бұрын
BJD hataooo... Pandu Hataoo Odisha Bachaoo....
@smrutirekhabehera7453
@smrutirekhabehera7453 7 ай бұрын
Tu bancha😅😅😅
@anmayeedas4839
@anmayeedas4839 7 ай бұрын
ନବୀନ ପଟ୍ଟନାୟକଙ୍କ କାମ ସବୁବେଳେ କଥା କୁହେ।କିନ୍ତୁ ବିରୋଧୀ ଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ।ଅଯଥା ରେ ଲୋକଙ୍କୁ ମିଛ କହି ଭୁଆଁ ବୁଲାଉ ଛନ୍ତି।
@TitiRa15
@TitiRa15 7 ай бұрын
ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।
@suryakantasahoo5526
@suryakantasahoo5526 7 ай бұрын
Tike laja laguni sata kahiba
@yosoumya
@yosoumya 7 ай бұрын
ବାଳ ନାଁ
@Sumitra-h9z
@Sumitra-h9z 7 ай бұрын
Bjp -Bando Jhulo Piebo
@financeguruabinash
@financeguruabinash 7 ай бұрын
🤣🤣🤣
@NewsKaBhai5594
@NewsKaBhai5594 7 ай бұрын
ନବୀନ ଜିତିବ Don't worry be happy ❤️❤️🥰❤️
@tanmayaranjandas9084
@tanmayaranjandas9084 7 ай бұрын
ସୁନ୍ଦର ଉତ୍ତର ଦେଇ ବିରୋଧୀ ଙ୍କ ମୁହଁ ଚୁପ୍ କରିଥିବାରୁ ଧନ୍ୟବାଦ୍.
@kumarsunills3377
@kumarsunills3377 7 ай бұрын
I support you sir❤
@MrChinmaya-ds4fg
@MrChinmaya-ds4fg 7 ай бұрын
😂
@subratkumar501
@subratkumar501 7 ай бұрын
Votr dei tamilnadu jiba ki dadan ethara bhala haba
@abhimanyudas1500
@abhimanyudas1500 7 ай бұрын
😂
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
😡
@hariananta563
@hariananta563 7 ай бұрын
Chora sala
@DEEPSANDAS
@DEEPSANDAS 7 ай бұрын
କେନ୍ଦ୍ର ବିଜେପି ସରକାରଙ୍କ ଚାଣକ୍ୟ ବୋଲାଇ ହେଉଥିବା ଗୃହମନ୍ତ୍ରୀ ଅମିତ୍ ଶାହା ଯେଉଁ ରାଜ୍ୟକୁ ନିର୍ବାଚନୀ ପ୍ରଚାର ରେ ଯାଉଛନ୍ତି ସେ ରାଜ୍ୟକୁ ୧ନଂ ରାଜ୍ୟ କରିବା ପାଇଁ ପ୍ରତିଶୃତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
@puspanjalhipadhi2535
@puspanjalhipadhi2535 7 ай бұрын
ଆମେ ମାନେ ଛଟ ପିଲା ଥିବା ସମୟରେ ନବୀନ ପଟ୍ଟନାୟକ ସାର୍ cm ହେଇ ଥିଲେ ଆମକୁ ସୁରକ୍ଷା ଦେଇ ଥିଲେ ଏବଂ ଆଜି ଯାଏଁ ଦଉ ଛନ୍ତି ଗୋଟେ ଘର ର ମୁଖିଆ ଯଦି ଆଜି ଯାଏଁ ଥକି ନାହାନ୍ତି କାମ କରିବା ପାଇଁ ତ ଆମେ ମାନେ ଆଜି ବଡ଼ ହେଇ ଗଲୁ ବୋଲି ଆମ ଘର ର ମୁଖିଆ ଆମ ରାଜ୍ୟ ର ମୁଖିଆ ଙ୍କୁ ଆମେ ଘର ବାହାରୁ କେମିତି କେବେ କାଡି କି ବାହାରକୁ ଫୋପାଡି ପାରିବା ସିଏ ବଞ୍ଚି ଥିବା ପର୍ଯ୍ୟନ୍ତ ଆମ ରାଜ୍ୟ ର ମୁଖିଆ ହେଇ କି ରୁହନ୍ତୁ ଏହା ମର ସମସ୍ତଙ୍କୁ ଅନୁରୋଧ🎉❤🎉 ଘରେ ଆମର ମୁଖିଆ ଅମୋ ପାଖରୁ ଦୁରକୁ ଚାଲି ଗଲେ ଆମକୁ ଯେମିତି କଷ୍ଟ ଲାଗେ ସେମିତି ଆମ ସମସ୍ତଙ୍କ ପାଇଁ ନବୀନ ପଟ୍ଟନାୟକ ବି ସେମିତି ❤🎉❤
@rashmitapradhan9372
@rashmitapradhan9372 7 ай бұрын
Kn kahila mawwa....Pura hrudaya ku chhuingala.......💓
@AbhijitSw
@AbhijitSw 7 ай бұрын
Han... Bapa jetebele Mada pee peee madua hua bahara loka ani ghara purae , Maa sahita kana hua chhua dekhanti, Hele laguchi T@me dijana aji jae bujhi paruna 😂 tuma maa saha kana hauchi 😂😂
@smrutirekhabehera7453
@smrutirekhabehera7453 7 ай бұрын
​@@AbhijitSwTama ghare seia heichi bodhe au nahele ete experience kouthu asanta
@GokulachandraNanda23
@GokulachandraNanda23 7 ай бұрын
ନବୀନ କାହିଁକି ଭାଷଣ ଦଉନି ଏ କିଏ
@pupulpatra
@pupulpatra 7 ай бұрын
ବାଜୁଛି ଶଙ୍ଖ ଆସୁଛି ଜୁଲାଇ ବିଜୁଳି ଵିଲ କୁ କହିବା ବାୟ ବାୟ |ନବୀନ ବାବୁଙ୍କ ପାଇଁ ଓଡିଶା ବାସୀଙ୍କ ଉପରେ ବିଜୁଳି ବିଲ ର ଚାପ ରହିବ ନାହିଁ |
@kidstalk0
@kidstalk0 7 ай бұрын
Aare bhakuaa Odisha ra Electric ta odisha government sambhali parilani boli tata ku deidela...aau bidyut free.....kukura genhuni
@Tseriesofficial16
@Tseriesofficial16 7 ай бұрын
5T ଓଡିଶା ପାଇଁ ଆନ୍ତର୍ଜାତୀୟ ମାନ୍ୟତା ଏବଂ ପୁରସ୍କାର ଆକର୍ଷିତ କରିଛି |
@sujitsahoo1226
@sujitsahoo1226 7 ай бұрын
ବିରୋଧୀ ଦଳ ଗୁଡିକର କୌଣସି ଷଡଯନ୍ତ୍ର ନବିନ ବାବୁଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାଋ ଅଟକେଇ ପାରିବେ ନାହିଁ ।
@KalapanaJena-jz9ir
@KalapanaJena-jz9ir 7 ай бұрын
10 ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ଓଡିଶା ପାଇଁ କୌଣସି ବିକାଶ ନ କରିଥିବା ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବାବୁ.
@Manas_Kumar_Rana_
@Manas_Kumar_Rana_ 7 ай бұрын
Naveen Patnaik Supermacy 🔥🔥
@Bihar90908
@Bihar90908 7 ай бұрын
ମୋତେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୋଟେ ବି କମେଣ୍ଟ ପାଣ୍ଡିଆନ ବିରୁଦ୍ଧ ରେ ନାହିଁ !!
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
Hmm pa
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
ବିଜେଡି ଟଙ୍କା daichi
@BRARATSAREN
@BRARATSAREN 7 ай бұрын
​@@ChittaranjanSahoo-ve4hu⁰⁰⁰
@manojbehera2692
@manojbehera2692 7 ай бұрын
କାରଣ ଲୋକ ମୂର୍ଖ ନୁହନ୍ତି
@AnjanMaharana-wy3nl
@AnjanMaharana-wy3nl 7 ай бұрын
bhaitamavideo, bahutbhalalage,kintu,pandiankutaodiajananahi, tenukanakahibu, kathharenahi, khajurigachharakigunagaebi,,,
@debasishtripathy8457
@debasishtripathy8457 7 ай бұрын
ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଚାବି କଣ ହେଲା
@RajendraSwain1
@RajendraSwain1 7 ай бұрын
Manmohan samal pakhare.
@linguaman666
@linguaman666 7 ай бұрын
Unga appan veetla irukkuda.
@SinkuBabu653
@SinkuBabu653 7 ай бұрын
ବିଜେପି ଚୋରେଇଲା ପରା
@jagannathpradhan3268
@jagannathpradhan3268 7 ай бұрын
Chora kebe kahib
@jagannathpradhan3268
@jagannathpradhan3268 7 ай бұрын
Tu samba khauchu janibu kemit 6:02 i
@maheshpatnaik6972
@maheshpatnaik6972 7 ай бұрын
ଏହି ବିଜେପି ନେତା ସବୁ କେବଳ ନିଜ ସ୍ବାର୍ଥ କୁ ଦେଖି ଓଡ଼ିଶା ଆସୁଛନ୍ତି..... ନହେଲେ ଓଡ଼ିଶା ପାଇଁ ସେମାନଙ୍କ ଯୋଗଦାନ ବୋଲି କିଛି ବି ନାହିଁ... ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଏକ ନମ୍ବର କାରଣ ସେ ହିଁ ଓଡ଼ିଶା କୁ ଏକ ନମ୍ବର କରିଛନ୍ତି....
@subhrajittripathy2972
@subhrajittripathy2972 7 ай бұрын
BJD hataooo... Pandu Hataoo Odisha Bachaoo....
@21a-f7i
@21a-f7i 7 ай бұрын
Vote for job Vote for Education Vote for Democracy
@jyotirajmaharana635
@jyotirajmaharana635 7 ай бұрын
ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ର ଚାବି କୁଆଡେ ଗଲା ପାଣ୍ଡିଆନ ବାବୁ? ଆଉ ନକଲି ଚାବି କୁଆଡ଼ୁ ଆସିଲା?
@DEEPSANDAS
@DEEPSANDAS 7 ай бұрын
ପରାଜୟ ଭୟରେ ରାଜ୍ୟ ବିଜେପି ଦଳର ଅପାରଗ ନେତା ମାନଙ୍କ ଆତ୍ମବିଶ୍ଵାସ ଭାଙ୍ଗି ଯାଇଛି। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ସେମାନଙ୍କୁ ମିଛ ଆଶ୍ୱାସନା ଦେଇ ସେମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି।
@kumarsunills3377
@kumarsunills3377 7 ай бұрын
Love you sir
@sbnk-u3x
@sbnk-u3x 7 ай бұрын
Love u Naveen ବାବୁ, ଜୟ bjd ଜୟ ନବୀନ, ଜୟ ଶଙ୍ଖ
@Manas_Kumar_Rana_
@Manas_Kumar_Rana_ 7 ай бұрын
ଓଡ଼ିଶାର ନିରନ୍ତର ବିକାଶ ପାଇଁ ନବୀନ ବାବୁଙ୍କୁ ହୃଦୟରୁ ଧନ୍ୟବାଦ
@Sravan8042m
@Sravan8042m 7 ай бұрын
ଓଡିଶା ଆମର ଜଗନ୍ନାଥ ଙ୍କ ରାଜ୍ୟ। ଏଠି ଭଗବାନ ବଡ଼ ପଣ୍ଡା ଙ୍କୁ ଯେତିକି ଭଲ ପାଆନ୍ତି ଦାସିଆ ବାଉରୀ କୁ ବି ସେତିକି ଭଲ ପାଆନ୍ତି, ସେତିକି ଭଲ ଭକ୍ତ ସାଲବେଗ ଙ୍କୁ ବି ପାଆନ୍ତି। ଭିକାରୀ ବଳ ଙ୍କ ଭଜନ ତାଙ୍କର ଯେତିକି ପ୍ରିୟ ସିକନ୍ଦର ଆଲାମ ଙ୍କ ଭଜନ ବି ସେତିକି ପ୍ରିୟ। ତେଣୁ ଜାତି ଧର୍ମ ନା ରେ ସବୁଆଡେ ଦଙ୍ଗା କରୁଥିବା ଦଳ କୁ ଆମ ଶାନ୍ତି ପ୍ରିୟ ଜଗନ୍ନାଥ ଙ୍କ ରାଜ୍ୟରେ ସ୍ଥାନ ମିଳିବା ଉଚିତ୍ ନୁହେଁ। So for peace and development of Odisha, only Naveen babu❤️ and BJD❤. Jai Shree Jagannath 🙏
@situsahoo1232
@situsahoo1232 7 ай бұрын
Pandian sirr is opppp❤❤❤ ... Bjp hatao odisha banchao😂...
@MukeshKumarSahu-gw4sq
@MukeshKumarSahu-gw4sq 7 ай бұрын
ଭାରତ ରେ ଏକକ ନାଗରିକ ପ୍ରଥା ପ୍ରଚଳିତ ତେଣୁ ଏହି ପ୍ରଥା ଅନୁସାରେ ଆମେ ସମସ୍ତେ ଭାରତୀୟ ଆମେ କୌଣସି ରାଜ୍ୟର ସ୍ଵତନ୍ତ୍ର ନାଗରିକ ଅଧିକାର ପାଇନାହୁ ତେଣୁ ଆମେ ଭାରତୀୟ
@rakeshsahoo9546
@rakeshsahoo9546 7 ай бұрын
ଆମ ଓଡ଼ିଶା ନବୀନ ଓଡ଼ିଶା , ଜୟ ଜଗନ୍ନାଥ 🙏🙏🙏
@s.jagnyasenipradhan6547
@s.jagnyasenipradhan6547 7 ай бұрын
Right pandyan sir ❤
@sujatakhusi3463
@sujatakhusi3463 7 ай бұрын
I support pandian sir 🙏 Jay Naveen
@କଳ୍କୀ
@କଳ୍କୀ 7 ай бұрын
ଘରେ ଘରେ ନବୀନ ଘରେ ଘରେ ଶଙ୍ଖ ❤ ଜୟ ଜଗନ୍ନାଥ ❤❤❤
@Bhagabatjena-ck6ny
@Bhagabatjena-ck6ny 7 ай бұрын
ନବୀନ ପଟ୍ଟନାୟକଙ୍କ କି ଜୟ
@indiradas2104
@indiradas2104 7 ай бұрын
ନବୀନ ବାବୁଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶା ଆଜି ସମଗ୍ର ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।
@asutoshbehera7473
@asutoshbehera7473 7 ай бұрын
ବାଃ ବାଃ ବାଃ comment box ଦେଖ କେମିତି bjd it cell ପଇସା ନେଇକି message କରୁଛନ୍ତି
@HR_ROUT
@HR_ROUT 7 ай бұрын
ଯାହା ହଉ ଭାଇ ଭଲ ନୋଟିସ୍ କଲ 😂 ପୁରା ଯାଗା ରଖିନାହାନ୍ତି ଆଉ
@asutoshbehera7473
@asutoshbehera7473 7 ай бұрын
@@HR_ROUT ଖାଲି ଭାଇ comment ଦେଖନ୍ତୁ copy and paste
@vikaaskpradhan9355
@vikaaskpradhan9355 7 ай бұрын
Thik kahicha
@dharmadattapradhan3124
@dharmadattapradhan3124 7 ай бұрын
Mate bi laguchi paid comments karuchanti
@hpjoshi5641
@hpjoshi5641 7 ай бұрын
Bikul right.. Mu madhya se hin katha kahibaku chahucthili.. Upar comment sabu BJD IT cell kama karuchi.m
@narayanbehera1373
@narayanbehera1373 7 ай бұрын
ଓଡ଼ିଶାରେ ବିଜେପି ଅବା ସେ ଦଳର ନୀତି ଆଦର୍ଶ ଗ୍ରହଣୀୟ ହୋଇ ପାରୁ ନାହିଁ।ସେଇଥିପାଇଁ କିଛି ପ୍ରଭାବ ପକାଇବା ଆଶାରେ ଅନ୍ୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକରା ଦେଇଛନ୍ତି ଆମ ପଦ୍ମ ଦଳିଆ।
@drvicky1729
@drvicky1729 7 ай бұрын
Naveen hau ki pandian,, ଘୃଣା ର ଜବାବ୍ ହସ ରେ ଦେଉଛନ୍ତି। ଏଇଟା ହିଁ ତାଙ୍କ ବିଜୟର କାରଣ ହବ
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
😡
@financeguruabinash
@financeguruabinash 7 ай бұрын
om fo
@Djbhai_
@Djbhai_ 7 ай бұрын
Jay Naveen jay odisha jay BJD ❤️❤️😢
@dasarathhembram8085
@dasarathhembram8085 7 ай бұрын
ଯିଏ ଯାହା ବି କହୁ । ପାଣ୍ଡିୟନ୍ sir nka ଦକ୍ଷତା ଆଗରେ ପୁରା ଓଡ଼ିଶା bjp team ସଂଘର୍ଷ କରୁଛି।
@ajitsahu502
@ajitsahu502 7 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡିଶା ବାସୀ ସୁଖ ରେ ଶାନ୍ତି ରେ ବସବାସ କରୁଛନ୍ତି!
@Xuy788
@Xuy788 7 ай бұрын
ଏଇଟା କିଏ ଏଇ ତ ତାମିଲ ଚାକିରି ବିକା ଚୋର
@satyabratmahalik7237
@satyabratmahalik7237 7 ай бұрын
Kintu BJP bhai mane santi re rahiparu nahanti
@debasissahoo5132
@debasissahoo5132 7 ай бұрын
ଜୟ ଜଗନ୍ନାଥ . ମାତୃଭୂମି ମାତୃଭାଷା ପ୍ରତି ମମତା ଯା ହୃଦେ ଜନମି ନାହିଁ.... ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ - ସ୍ଵଭାବ କବି ଗଙ୍ଗାଧର ମେହେର
@DurgaPrasad-tj3wv
@DurgaPrasad-tj3wv 7 ай бұрын
ଜୟ ଜଗନ୍ନାଥ ଜୟ କଲିଙ୍ଗ ଓଡ଼ିଶା କେବଳ ଓଡ଼ିଆ ଭାଷା ଜୟ ନବୀନ ପଟ୍ଟନାୟକ 🐚💚🐚💚
@ambirnayak8816
@ambirnayak8816 7 ай бұрын
ପାଣ୍ଡିଆନ ଯେତିକି ଓଡ଼ିଆ କହୁଛନ୍ତି ନବୀନ ଏତିକି ବି କହି ପାରୁନାହାନ୍ତି l ଓଡ଼ିଆ କିଏ......ଅଣଓଡ଼ିଆ କିଏ...
@biswajitpradhan4189
@biswajitpradhan4189 7 ай бұрын
Bjd=107🪑ରେ ଜିତିବ ସମସ୍ତେ ଏଇଟା ନୋଟ୍ କରିକି ରଖ
@BasudhaKhabar
@BasudhaKhabar 7 ай бұрын
ସବୁ ଯଦି ଅନ୍ୟ ରାଜ୍ୟରୁ ଆସିଛନ୍ତି ଠିକ ଅଛି ହେଲେ ନିଜେ କୋଉଠୁ ଆସିଛ l
@Sahoo983
@Sahoo983 7 ай бұрын
ମା ଗିହଁ ତାମିଲ ରୁ
@pradeepkumarrout5608
@pradeepkumarrout5608 7 ай бұрын
Jouthu asile b kama kariki dekheichi se setiki karipariba bjp
@SukmarMishra
@SukmarMishra 7 ай бұрын
Pandian sir is a best leader, He should take responsible post in Odisha
@shark4sk
@shark4sk 7 ай бұрын
Politics aside...One thing we have to appreciate is ...Pandian speaks better Odia than CM...also i was there in Chennai for 5-6 Years could not learn even 5% of Tamil..but this guy is speaking almost good Odia...
@satyasaimoharana3834
@satyasaimoharana3834 7 ай бұрын
ଜୟ ଜଗନ୍ନାଥ❤️🙏🏻 ଜୟ ଓଡ଼ିଶା✊🏻 ଜୟ ନବୀନ💚
@pupulpatra
@pupulpatra 7 ай бұрын
ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ l
@sibasethi3412
@sibasethi3412 7 ай бұрын
❤ Our CM Sir ..no body can comparison with Naveen Sir... totally crystal clear....rest of feku hai😂😂
@anmayeedas4839
@anmayeedas4839 7 ай бұрын
ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ରେ ଭିକେ ପାଣ୍ଡିଆନ ବାବୁ
@bapinasamantaray8446
@bapinasamantaray8446 7 ай бұрын
Bjd ra sabu mechua pandu sasana chaleche Odessa expiry 4jun BJD ra odisha athara vote deantu for bjp jindabad bjp jindabad bjp jindabad bjp jindabad bjp jindabad bjp ❤ ❤
@santoshbarik1143
@santoshbarik1143 7 ай бұрын
ଆମେ ଆପଣଙ୍କ ଦଳକୁ ଏଥର vote ଦେବୁନି
@jitu_Travel
@jitu_Travel 7 ай бұрын
Tu dabuni kaha ame ta dabu
@santoshbarik1143
@santoshbarik1143 7 ай бұрын
@@jitu_Travel ଦଉନୁ ତତେ କଣ ମୁଁ ମନାକରୁଛିନା କଣ
@HR_ROUT
@HR_ROUT 7 ай бұрын
​@@jitu_Travel ଦେ କିଏ ମନା କରୁଛି ପାଣ୍ଡୁ କୁ ଦେ
@jyotsnaranipanda2613
@jyotsnaranipanda2613 7 ай бұрын
Only bjd
@jitu_Travel
@jitu_Travel 7 ай бұрын
@@HR_ROUT Pandu kan aethu laduchi ki jiye mla au mp chida heichi tanku dia haba
@ajitsahu502
@ajitsahu502 7 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ନୁହେଁ କାର୍ଯ୍ୟ କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି!
@ChittaranjanSahoo-ve4hu
@ChittaranjanSahoo-ve4hu 7 ай бұрын
Bjp🌹🌹
@dotjpmp4
@dotjpmp4 7 ай бұрын
କମେଣ୍ଟ ରେ ପଇସା ଖିଆ, ମୁଣ୍ଡ ବିକା ସବୁ, ବିଜେଡ଼ି କାର୍ଯ୍ୟାଳୟରୁ ଆସିଥିବା କମେଣ୍ଟ କପି ପେଷ୍ଟ କରୁଛନ୍ତି
@rajud3603
@rajud3603 7 ай бұрын
ତୁ କାହାର ଆମ ଯାତ୍ରା ପାର୍ଟି ର ତ।। ରେ ଧନ ଏ ଜିନିଷ ପ୍ରଥମେ ଫେକୁଆ ମୋଦି ସମସ୍ତଙ୍କୁ ଶିଖେଇଚି।।।
@Sravan8042m
@Sravan8042m 7 ай бұрын
You might be a paid worker for any KZbin channel 😂. But don’t assume everyone is same. Aware people of Odisha definitely support BJD and Naveen babu for peace and development . Not the party who does dirty politics based on religion .
@Tseriesofficial16
@Tseriesofficial16 7 ай бұрын
5T ଅଧୀନରେ ଦଳଗତ କାର୍ଯ୍ୟ ଉପରେ ଧ୍ୟାନ ଆନ୍ତ ବିଭାଗୀୟ ସମନ୍ୱୟକୁ ଉନ୍ନତ କରିଛି |
@dibya63
@dibya63 7 ай бұрын
ଏ ବାଳ ପ୍ରଶ୍ନ ନ ପଚାରି, ଆଗରୁ ପାଣ୍ଡିଆନ ଙ୍କ helicopter ଗସ୍ତ କୁ ଯେମିତି ଚନ୍ଦ୍ରଜାନ ଖର୍ଚ୍ଚ ସହ ତୁଳନା କରୁଥିଲେ ସେ ପ୍ରଶ୍ନ ପଚାରନ୍ତୁ, ଆପଣଙ୍କ ସମ୍ବାଦ ମେଡିଆରେ ଯୋଉ 4200 କୋଟି ପରିକ୍ରମା ପ୍ରକଳ୍ପ ରେ ଖର୍ଚ୍ଚ କରିଥିଲେ କିପରି ଦୁର୍ନୀତି ହେଇ ଥିଲା ସେ ବିଷୟରେ ପଚାରନ୍ତୁ, ଏ ବାଳ ପ୍ରଶ୍ନ ନ ପଚାରି ଠିକ ପ୍ରଶ୍ନ ପଚାରନ୍ତୁ
@narayanbehera1373
@narayanbehera1373 7 ай бұрын
ବିଜୟର ଅନିଶ୍ଚିତତା ଘାରିଛି ବିରୋଧୀ ବିଜେପି କୁ।ସେଇଥିପାଇଁ ଏତେ ପ୍ରୟାସ କରୁଛନ୍ତି।
@DEEPSANDAS
@DEEPSANDAS 7 ай бұрын
ଗୃହମନ୍ତ୍ରୀ ଅମିତ୍ ଶାହା ସେ କେନ୍ଦ୍ର ବିଜେପି ଦଳର ଚାଣକ୍ୟ ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଡାହାମିଛ କପଳକଳ୍ପିତ ତଥ୍ୟ ବିହୀନ ବିଭ୍ରାନ୍ତିକର ଭାଷଣବାଜି କରି ପ୍ରମାଣିତ କରୁଛନ୍ତି ଯେ ସେ କେନ୍ଦ୍ର ବିଜେପି ଦଳର ବହୁତ ବଡ଼ ବାହାପିଆ ବଦ୍ଧପାଗଳ।
@Manas_Kumar_Rana_
@Manas_Kumar_Rana_ 7 ай бұрын
Aama Odisha .... Naveen Odisha 💖
@sukantitripathy4496
@sukantitripathy4496 7 ай бұрын
Dharmendra Babu nija swartha pain sarbada karjya karichhanti Odisha ra bikash katha chinta kari nahanti
@pankajpatnaik7191
@pankajpatnaik7191 7 ай бұрын
Proud of pandian sir jay jaganatha
@Manas_Kumar_Rana_
@Manas_Kumar_Rana_ 7 ай бұрын
BJD Supermacy 🔥🔥🏆
@pupulpatra
@pupulpatra 7 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାଙ୍କ ପାଇଁ ଭଲ କାମ ଏବଂ ତାଙ୍କର ଲୋକପ୍ରିୟତା ପାଇଁ ପ୍ରତ୍ୟେକ ନିର୍ବାଚନରେ ଅଧିକରୁ ଅଧିକ ଆସନ ପାଇ ଜିତି ଚାଲିଛନ୍ତି।
UFC 287 : Перейра VS Адесанья 2
6:02
Setanta Sports UFC
Рет қаралды 486 М.
Жездуха 41-серия
36:26
Million Show
Рет қаралды 5 МЛН
Air Sigma Girl #sigma
0:32
Jin and Hattie
Рет қаралды 45 МЛН
Who is More Stupid? #tiktok #sigmagirl #funny
0:27
CRAZY GREAPA
Рет қаралды 10 МЛН
🔵 Unveiling The Truth With Advocate Piku Patnaik || Kanak News
21:44
UFC 287 : Перейра VS Адесанья 2
6:02
Setanta Sports UFC
Рет қаралды 486 М.