ସୁର ମାଗିଲେ ଭୁଲ୍, ମୁଁ କ୍ଷମା ମାଗୁଛି !Sura Routray apologized to Freedom fighter Madho Singh's comment.

  Рет қаралды 25,040

Pratidin TV

Pratidin TV

Күн бұрын

ସୁର ମାଗିଲେ ଭୁଲ୍, ମୁଁ କ୍ଷମା ମାଗୁଛି ! Sura Routray apologized to Freedom fighter Madho Singh's comment. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 150
@AbhimanyuPattayat
@AbhimanyuPattayat 2 ай бұрын
ଭୁଲ ମାଗିଲେ ସତ କିନ୍ତୁ ଥରେ ଯାଇ ସହିଦ ମାଧୋ ସିଂ ଙ୍କ ଗ୍ରାମକୁ ଯାଇ କ୍ଷମା ମାଗି ଆସନ୍ତୁ
@TheGaunliToka
@TheGaunliToka 2 ай бұрын
ଅଲାଯୁକ....ମୁହଁରେ ଲାଜ ସରମ କିଛି ନାହିଁ...
@manoranjandas8812
@manoranjandas8812 2 ай бұрын
Mu ବି janinathili madhab singh kie Mu sura routroy kathare ekamata Apana ବହୁତ୍ talented ଆପଣଁକୁ ବହୁତ୍ gyana ଅଛି
@aswinirana344
@aswinirana344 2 ай бұрын
Tu kana ଜାଣିଛୁ କେବଳ ମିଛ ଓ ଚୁଗୁଲୀ ଜାଣିଛୁ ।
@Sambalpurigatha
@Sambalpurigatha 2 ай бұрын
#Mental Sura
@riteshgamer65
@riteshgamer65 2 ай бұрын
ଏ ବାୟା କ୍ଷମା ମାଗୁଛନ୍ତି । ତଥାପି ମୁହଁ କେତେ ଟାଣ ,!!
@riteshgamer65
@riteshgamer65 2 ай бұрын
ଦାମଦ୍ତେ ଏହା ଜାଣିଛନ୍ତି । କେବଳ ଆପଣ ବାକି ଥିଲେ ଜାଣିବାକୁ ।
@bapuojhaofficial
@bapuojhaofficial 2 ай бұрын
ତମେ ତ ବିଶ୍ୱର ଶ୍ରେଷ୍ଠ ଜ୍ଞାନୀ ନେତା କେମିତି ଏତେବଡ଼ ମହାନ ସ୍ବାଧୀନତା ସଂଗ୍ରାମୀ କୁ ଜାଣି ପାରିଲାନି । କେବଳ ସବୁ କଥାରେ ଡହରା ଗପ କହିଥାଅ । ମାଧ ସିଂହ ଅମର ରହେ । ଜୟ ହିନ୍ଦ
@vlogswithpadmini
@vlogswithpadmini 2 ай бұрын
ଗୋଇଠା ମାରିକି ବିଷ୍ଣୁ କହୁଛି ବୁଢା ଏବେ ଜାଣିଲୁ କି madho sing କିଏ ଲଜ୍ୟା ନାହିଁ ତୋତେ କିଛି ନ ଜଣିକି ଯୋଉ ଭାଷଣ ମାରୁ ତୁ କ୍ଷମା ର ଯୋଗ୍ୟ ନୁହଁ
@deepess_deepu83
@deepess_deepu83 2 ай бұрын
Gujrati chamcha andha bhakt mane Biju babu nku jani nahanti Biju babu kia........ Narendra khan ra chamcha sports minister suroj Biju babu nka name khela ratna award ku change karibe boli bhabi thile....aita kan odia asmita
@manoranjandas8812
@manoranjandas8812 2 ай бұрын
Mu ବି janinathili madhab singh kie Mu sura routroy kathare ekamata Apana ବହୁତ୍ talented ଆପଣଁକୁ ବହୁତ୍ gyana ଅଛି
@vlogswithpadmini
@vlogswithpadmini 2 ай бұрын
@@manoranjandas8812 ହଁ ଆମେ ଜାଣିଥିଲୁ madho sing ଙ୍କ ବିଷୟରେ କାହିଁକିନା ସେ ଆମ ଅଂଚଳର ସ୍ୱାଧୀନତା ସଂଗ୍ରାମୀ l ବିଗତ ସରକାର ଆଉ ଆପଣମାଙ୍କର ବେଇମାତୃକା ମନୋଭାବ ଯୋଗୁ ଏଭଳି ମହାନ ବ୍ୟକ୍ତି ଐତିହାସିକ ସଂଗ୍ରାମୀ ମାନଂକର ବିରତ୍ୱ ର kanani ଆଜି ବି ଲୋକଲୋଚନ କୁ ଆସିପାରିନାହିଁ l
@vlogswithpadmini
@vlogswithpadmini 2 ай бұрын
@@manoranjandas8812 ଆମ ଅଞ୍ଚଳ ର jane ସ୍ୱାଧୀନତା ସଂଗ୍ରାମୀ କୁ ଆମେ ଜାନବୂଣିକି
@vlogswithpadmini
@vlogswithpadmini 2 ай бұрын
@@manoranjandas8812 ବିଗତ ସରକାର ଆଉ ଆପଣଙ୍କ ଭଳି ଲୋକମାଙ୍କର ବୈମାତୃକ ମନୋଭାବ ଯୋଗୁ ଏଇ ଅଂଚଳର ବୀର ପୁରୁଷ ମନାକର ବିରତ୍ୱ ର କାହାଣୀ ଲୁଚି ଯାଇଛି ok
@megharaybaske8373
@megharaybaske8373 2 ай бұрын
ଏହାକୁ ଵାଇଟ ଦେବାପାଇଁ ବନ୍ଦ କରିଦିଆଯାଉ । ହାରାମି ଟା
@satyabanseth3923
@satyabanseth3923 2 ай бұрын
1986 ମସିହାରେ କିଏ ଜନ୍ମ ଗ୍ରହଣ କରିଥିଲେ ଆପଣ ଭୁଲ୍ କହୁଛନ୍ତି।
@ajitkumarsamal7202
@ajitkumarsamal7202 2 ай бұрын
Hmm puni bhul kahuchhanti
@rabindrakumarmohanty9415
@rabindrakumarmohanty9415 2 ай бұрын
ନିଜର ଅଜ୍ଞତା କୁ ସ୍ଵୀକାର କରିଛ ଏହା ବଡ଼କଥା।
@rajeshkumarbag5205
@rajeshkumarbag5205 2 ай бұрын
Sabu jagare munda puraile semiti huye
@Sambalpurigatha
@Sambalpurigatha 2 ай бұрын
#Pagal Sura
@vlogswithpadmini
@vlogswithpadmini 2 ай бұрын
Janiluta ପଶ୍ଚିମ ଓଡିଶା ରେ ବି କେଡେ ବଡ ବଡ ସ୍ୱାଧୀନତା ସଂଗ୍ରାମୀ ଥିଲେ . tame mane ସବୁ କ୍ଷେତ୍ରରେ ଅବହେଳିତ କରି rakhila
@aswinirana344
@aswinirana344 2 ай бұрын
ସମ୍ମାନ ଦେଇ କଥା କହିବା ଶିଖ ସୁର ବାବା ନ ହେଲେ ଯେଉଁ ଭାଷା ବ୍ୟବହାର କରାଯିବ ତୁମ କେବେ ଶୁଣି ନ ଥିବା ।
@pinkumeher821
@pinkumeher821 2 ай бұрын
ହଇରେ ମାଗିହା 1986 ନୁହେଁ
@riteshgamer65
@riteshgamer65 2 ай бұрын
ୟେ ବାୟା ଖାଲି ଚିଲ୍ଳେଇବା ଜାଣନ୍ତି। ଆଉ କିଛି ଜଣା ନାହିଁ ।😮
@binodbhoi5861
@binodbhoi5861 2 ай бұрын
ଜନ୍ମ ତାରିଖ 1986 ମସିହା ଏବଂ ଫାସୀ ତାରିଖ 1885 ମସିହା କେମିତି ହେଲା.... ସତ୍ୟ ଖବର ହେଉଛି ଜନ୍ମ 1786 ମସିହା ଏବଂ ଫାସୀ ଦିଆଗଲା 1858 ମସିହା ଡ଼ିସେମ୍ବର ମାସ 31 ତାରିଖ.....
@sidheswarbeshra8897
@sidheswarbeshra8897 2 ай бұрын
Don't behave like comedian.
@DillipkumarBaral-b7r
@DillipkumarBaral-b7r 2 ай бұрын
Media bhai mane pls don't take sura routray comment otherwise he will say who is Biju babu. This is happening as because media person are not asking right question to right person
@ArmyLover-jw7vp
@ArmyLover-jw7vp 2 ай бұрын
1786 re Madho Singh Born
@m.d1348
@m.d1348 2 ай бұрын
ଦେଖିକି ପଡୁଛି ହେଲେବି ଭୁଲ୍ ପଢୁଛି ବୁଢ଼ା ହୋଇଗଲୁଣି କୋଉଠି ମଠ ଆଶ୍ରମ ଦେଖିକି ଶାନ୍ତି ପ୍ରତିଷ୍ଠା ପାଇଁ ଲୋକ ସେବା କର ଆଉ ୟାଡୁ syadu ମୁଣ୍ଡ ପୁରାଓନି
@jitendra33453
@jitendra33453 2 ай бұрын
Dr Baba Saheb Ambedkar book 📚 ବି school ରେ ପଡା ଯାଉ
@tusarpanda5148
@tusarpanda5148 2 ай бұрын
ପଢା ଯିବା କଥା. ଆଜି କାଲିକା ପିଲାମାନେ ଜନିପରୁନାହାନ୍ତି😮
@basantkusharma5358
@basantkusharma5358 2 ай бұрын
Sura Aja se 1986 nuhen 1786 re Janama heithile
@ommsairamodiavlogs7528
@ommsairamodiavlogs7528 2 ай бұрын
1986 nuhe 1886
@yudhistirbabul8491
@yudhistirbabul8491 2 ай бұрын
ତୁ ମାଘିଆ ଖାଲି କଂଗ୍ରେସ ନେତାଙ୍କୁ ଜାଣିଛୁ ଆଉ କାହାକୁ ଜାଣିନୁ ।
@upendragahir4390
@upendragahir4390 2 ай бұрын
ମୁର୍ଖ ଶଳା.ରଜନୀତି କରୁଛୁ. ଏ ଟା ଜଣାନାଇଁ କି ରେ.
@kaliprasadguru1921
@kaliprasadguru1921 2 ай бұрын
ପୁଣି ଭୁଲ କହିଲେ । ମାଧୋ ସିଂହ 1986 ରେ ଜନ୍ମ ହେଇ ନଥିଲେ ।
@bipinbiharinayak5973
@bipinbiharinayak5973 2 ай бұрын
Tumaku kichhi jananahni kintu rajniti puanku karibaku echha lutiba
@basantajena5418
@basantajena5418 2 ай бұрын
ଆରେ ମାଗିହା, ତୁ ସରକାର ଙ୍କ ଦୋଷ କାହିଁକି ଦେଉଛୁ? ତୁ ମାଧୋ ସିଂ ଙ୍କୁ ଶୋଧିବୁ ଓ ସେଥିପାଇଁ ସରକାର ଙ୍କୁ ଦାୟୀ କରିବୁ? ତୁ ଜାନକୀ ବାବୁ ଙ୍କ ମଦ ମନ୍ତ୍ରୀ ଥିବାବେଳେ ସହିଦ ମାଧୋ ସିଂ ଙ୍କୁ ସୂଚନା ଭବନ ରେ ସମ୍ମାନିତ କରାଯାଇଥିଲା | ତୁ ମଘୀୟା ଦୋଷ କରିବୁ ସେଥିପାଇଁ ସାମ୍ବାଦିକ ମାନେ ଦାୟୀ | ଏଇ ହୋଉଛି ତୋ ନାୟ | ତୁ ତ ସଳା ମଦୁଆ ଗଂଜେଡ଼ିଆ ଓ ଭାଙ୍ଗ ଖିଆ ଲୋକ, ତୁ ଏ ସବୁ ଜାଣିବୁ କେମିତି? ଡେଲି ତୋ କାମ ହେଲା ସୂଚନା ଭବନ ପାଖ ବର ଗଛ ମୂଳେ ଦଳେ ଟଙ୍କିକିଆ ସୋସିଆଲ ମିଡ଼ିଆ ସାମ୍ବାଦିକ ଙ୍କ ଆଗରେ ହାଉ ହାଉ ହବୁ ଓ ସେମାନେ ତୋ ଅମୃତବାଣୀ କୁ ଶୁଣିବେ | ସଳା ଛତରଖିଆ | ତୁ ଏଇଭଳି ଅସଭ୍ୟ ପରିବାର ର ଲୋକ | ତୁ ସବୁ କଥାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆବେ ଜାବେ ବୋଲି କହିଥାଉ | ତେଣୁ ତୁ ମାଗିହା ସେହି କାଟାଗୋରି ର ଲୋକ |
@mihirsahoo5468
@mihirsahoo5468 2 ай бұрын
ମୁଣ୍ଡ କାମ କରୁନି ବୁଢ଼ାର,, କହୁଚି ୧୯୮୬ ରେ ଜନ୍ମ ହେଇଥିଲେ
@kishorkumarkalta2391
@kishorkumarkalta2391 2 ай бұрын
Sura raut ta just an example... mostly people of costal area think Western odisha is a low level of mindset.... costal area people always trying to finish western odisha history language culture... koshal basi wake up now the time to fight your right
@nilakantkara6591
@nilakantkara6591 2 ай бұрын
ତୋ ବାପା କୁ ଟିକେ ପଚାରି ବୁଝି ଥାଆନ୍ତୁ
@RasanandamurmuMurmu
@RasanandamurmuMurmu 2 ай бұрын
.ତର.ଭୁଲ ହେଇଚି ନା ତତେ ପାଗଳ ହେଇଛି
@abinashswain748
@abinashswain748 2 ай бұрын
ସୁର ଭାଇ ଓଡ଼ିଶାର କପିଳ ଶର୍ମା😂
@m.d1348
@m.d1348 2 ай бұрын
କଣ ଭାଇ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଉଛି ଆପଣଙ୍କୁ ମୋଜାକ୍ ଲାଗୁଛି ବାଃ ବାଃ ବାଃ ରେ ଓଡ଼ିଆ ପୁଅ
@abinashswain748
@abinashswain748 2 ай бұрын
@@m.d1348 ମୁଁ ସ୍ବାଧୀନତା ସଂଗ୍ରମୀମାନଙ୍କୁ ସମ୍ମାନ ଦଉଛି।କିନ୍ତୁ ସୁର ଅଜା ଗୋଟେ କମାଡ଼ିଆନ।
@susantgarnaik5542
@susantgarnaik5542 2 ай бұрын
ଏତେ ଇତିହାସ କେମିତି ଜାଣିଲ ମ
@prafullakumarpradhan8129
@prafullakumarpradhan8129 2 ай бұрын
ଲଜ୍ୟା, ଆଃଥୁ ବୁଢ଼ା ଜାଣିଚି, ଆଉ କାହା କୁ ବୁଢ଼ା ଜାଣିଣୀ,
@bideshipardhan2381
@bideshipardhan2381 2 ай бұрын
ସୁର ପାଗଳ ହେଇ ଯାଇଛି ମାଧବ ସିଂ ର ଚାରୋଟି ପୁଅ ତାଙ୍କ ନାମ ବି କହି ପାରୁନାହଁ ତାଙ୍କୁ ରାଞ୍ଚି ପଠାଓ ତାମଣ୍ଡ ରେ କିଛି ଭାରତ ମସଲା ପୁରେଇ ଦେଲେ ଦେଶର ବିର ଯବାନ ମାନଙ୍କୁ ଚିନ୍ନi ପାରିବ ରାଜନୀତି ପରେ କରିବ ରାଜ୍ୟ ର ବୀର ଯବାନ ମାନଙ୍କୁ ଆଗରେ ଜାଣିରଖ ହୋ
@laxmidharbarik5867
@laxmidharbarik5867 2 ай бұрын
ଆରେ ସୁର ଅଜା ଶଳା ବୁଢା ତମର ଭୁଲ ନୁହଁ ଭୁଲ ହେଉଛି ତମର ଯୋଷ ର ତମେ ଯୋଷ ରେ kahidechha
@basantisingh5294
@basantisingh5294 2 ай бұрын
ଏତେ ଦିନ ପରେ ଏ ଲୋକକୁ ଠିକ୍ ଛାଟ ବାଜିଲା,ଏ ବ୍ୟକ୍ତି ଜଣକ ଭାବନ୍ତି ମୋତେ ଲଗାମ୍ ନାହିଁ କି ପଘା ନାହିଁ
@Mahakud-8MAY18
@Mahakud-8MAY18 2 ай бұрын
ଆଜି ମୁଁ ବି ଜାଣି ।
@prasantamallick4357
@prasantamallick4357 2 ай бұрын
1986 nuhen 1886 sura aja 😂😂😊
@kumartapas6020
@kumartapas6020 2 ай бұрын
To munha re lagam de nohele kau dina bahe khoba khaibu bayasa dekhibeni loko setebele.
@binodnayak5778
@binodnayak5778 2 ай бұрын
ବାର ନାଆ ରେ ପାଦ ରଖିଲେ ଏଇଆ ହୁଏ।
@bikashswain8378
@bikashswain8378 2 ай бұрын
Achha .. ebe history bi janapadigala
@prashantpatra9883
@prashantpatra9883 2 ай бұрын
ଏ ଟା ଗୋଟେ ବଡ ପାଗ ଲ କିଛି ଜା ନି ନି
@suvendupati5791
@suvendupati5791 2 ай бұрын
ଦେଖିକି ପଢିଲା ପରେ ବି ଭୁଲ, 1886 ବଦଳରେ 1986 କହୁଚ
@binodadbang9525
@binodadbang9525 2 ай бұрын
ଏବେ ଜାଣିଲୁ ସୁର ଭୁଡ଼ା
@mandakinibai8775
@mandakinibai8775 2 ай бұрын
1986 ରେ 1886 ରେ ଜନ୍ମ ହେଇଥିଲେ
@purandarmahanta4825
@purandarmahanta4825 2 ай бұрын
ଉପର ପାଚି ତଳ ପଚିଲାନି କିନ୍ତୁ କଥା ର କିଛି ମୂଲ୍ୟ ନାହିଁ
@padmacharanmishra7550
@padmacharanmishra7550 2 ай бұрын
Sura babu tame sabu janicha midia re bite deucha kichi najani tuma boss nku tike pachara kahibe nahele tume pandyan babu ku bi pachara se odisha cader ra ias
@riteshgamer65
@riteshgamer65 2 ай бұрын
ଆରେ ଏ ବାୟାଟା !!
@HimanshuNayak-wd1nw
@HimanshuNayak-wd1nw 2 ай бұрын
ରାନି ପଣ୍ଡା husband ସୁର 😂😂
@Orange-horse200
@Orange-horse200 2 ай бұрын
Ni janle sir kana te hela seta
@gyanabisoi4221
@gyanabisoi4221 2 ай бұрын
Tume kana ta janicha....sura babu...tuma pela katidiya jiba....
@BiswamitraRay-l9f
@BiswamitraRay-l9f 2 ай бұрын
ପଶ୍ଚିମ ଓଡ଼ିଶା ର power ଦେଖିଲ ସଲେ କଟକିଏ ଜୟ କୋଶଲ
@maheswarsethi8920
@maheswarsethi8920 2 ай бұрын
Munda kamakaruni Sra Rout nkara . 1986 ra janma puni swadhinata sangrama .
@riteshgamer65
@riteshgamer65 2 ай бұрын
ସବ୍ ଜାନତା ଆଦମୀ କୁଛ ନହିଁ ଜାନତେ ଖାଲି ଭାଷଣଟା ବଡ ।
@BalaramNath-fe8ws
@BalaramNath-fe8ws 2 ай бұрын
ତୁ ମୁର୍ଖ ବୋଲି କ'ଣ ଓଡ଼ିଶା ର ସବୁ ମୁର୍ଖ ଆମେ ପଡିଛୁ ଆମେ ଜାଣିଛୁ ତୁ ଆଉ ଥରେ ପଢେ
@balarampadhan8104
@balarampadhan8104 2 ай бұрын
Surababu thik kahuchanti
@goutamagoutama4565
@goutamagoutama4565 2 ай бұрын
1986 re british East India ki veer Surendra Sai nathile ,tike bhabichinti kuha.
@jayshreeram5477
@jayshreeram5477 2 ай бұрын
ତମ ନବୀନ ବାବୁ ଆଉ ରାହୁଲ୍ ଗାନ୍ଧୀ ସେମାନେ ପ୍ରଥମେ ଶାସନ କଲେ ବହି ତାଙ୍କ ପାଇଁ ଛାପି ପାରିଲ ନାହିଁ. ଏତେ ବର୍ଷ ଶାସନ କଲ କିଛି ଜାଣିନ ଖାଲି ଭାଷଣ ମାରୁଛ ଆଉ 😂
@hrudayaranjan8217
@hrudayaranjan8217 2 ай бұрын
ହେ ମୋହନ ମାଝୀ ଏକଣ ବେବହାର ସେ ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତୁ ବେବହାର ଶିଖିନୁ କରେ ସୁର , ଚୁଡ଼ିଆ ସମସ୍ତଙ୍କୁ ବେବାହାର ଖରାପ କରୁଛି ତୁଗୋଟେ ମୁଣ୍ଡି ଆ ପାଖକୁ ମିଡ଼ିଆ ବାଲା କେମିତି ଜାଉଛନ୍ତି କେ ଯାଣି
@adarshavision8180
@adarshavision8180 2 ай бұрын
Tu gotea bada alajuka To muha ku laja nahin Sura pagala Joun jinisha Janina kan pain tipani daucha
@PrinceBrothersXI
@PrinceBrothersXI 2 ай бұрын
Sura kichi janini kouchi 1986 re Dob😢😢😢😢😢
@abinashmahanta4801
@abinashmahanta4801 2 ай бұрын
Eha sata katha madho Singh ku besi kehi jani na thibe. Karana tanka bisaya re school re ki college re semti kouthi bi padha jau nahi. Eha Sarkar ra failure.
@goutamagoutama4565
@goutamagoutama4565 2 ай бұрын
1986 janma hei 1885 re male kemiti .
@RakeshMeher1995
@RakeshMeher1995 2 ай бұрын
Laken ek minute 1986 born war 1858 O sura baba ken Nesa kare6a ho baba
@BrajaParida-g4r
@BrajaParida-g4r 2 ай бұрын
ମିଡିଆ ଭାଉ ମାନଙ୍କୁ ଅନୁରୋଧ,ସୁର ପାଗଳ ହୋଇ ଯାଇଛି,ତାକୁ ରାହୁଳ ଗାନ୍ଧୀ ର ପାଗଳ କୁକୁର କାମୁଡି ଦେଇଛି,ତାକୁ lnjection ଦିଅ, ତା ବାଇଟ ନିଅ
@drgoutambiswal6717
@drgoutambiswal6717 2 ай бұрын
ଚୋର ମୁହଁ ଟାଣ 😢 ଶଳା ସୁର ରାଉତରାୟ ବୁଢ଼ା ଜ୍ଞାନ ଉଦୟ ହେଲା
@muralidharbiswal7409
@muralidharbiswal7409 2 ай бұрын
Purbaru e katha kahiki kahunathile Rout.
@aaentertainment9228
@aaentertainment9228 2 ай бұрын
ଆ ତେମେ ତ ମାଲିକେ ସବୁବେଳେ ଭୁଲ କଲ ଆଉ ସେତେବେଳେ ଭୁଲ ପୁଣି ଏବେ ଭୁଲ 1986 କହିଲ ସାଧାରଣ କଥା ଜଣେ ସ୍ୱାଧୀନତା ସଂଗ୍ରାମୀ ସ୍ଵାଧୀନତା ପରେ ଜନ୍ମ ହଉଛନ୍ତି 😂
@Commentary_Boy_manoj
@Commentary_Boy_manoj 2 ай бұрын
ବିଞ୍ଜଲ୍ ନୈଶେ ବୋ ବିଞ୍ଜାଲ୍
@KuanrKuanr-e8s
@KuanrKuanr-e8s 2 ай бұрын
Kukura bhalia kain houchhi
@ramangraphics9568
@ramangraphics9568 2 ай бұрын
Galua Au Tautar
@KishorechandraNayak-mf9ot
@KishorechandraNayak-mf9ot 2 ай бұрын
Besi katha kahiba bhala nuhan
@debanshmishra3589
@debanshmishra3589 2 ай бұрын
E Katha BJD ku kahiluni bahi chhapibaku
@adarshakumarpradhan7500
@adarshakumarpradhan7500 2 ай бұрын
1986 re janma hei na thile thik Kari kuha
@Jh-.sgsy.
@Jh-.sgsy. 2 ай бұрын
1986 re ଜନ୍ମ ହେଇଛନ କହୁଛେ 😂😂 କେଡେ ମୂର୍ଖ ରେ ତୁ
@SamnathGadaba
@SamnathGadaba 2 ай бұрын
To bandrore balo pachilani tu maygha kists janibu maygha
@RanjitSahu-l3m
@RanjitSahu-l3m 2 ай бұрын
ତୁଇ ମୋ ରୁମକୁ ଅଉ
@sanjaykumishra5186
@sanjaykumishra5186 2 ай бұрын
1986 kahuchha j sura babu
@BalakrishnaKanhar-i5t
@BalakrishnaKanhar-i5t 2 ай бұрын
ଫାଶୀଦଣ୍ଡ ଦିଆଯାଉ
@nalinikantajena2315
@nalinikantajena2315 2 ай бұрын
Tu mg au gapani loke tate chapal mala deleni
@AnjanaBehera-p8q
@AnjanaBehera-p8q 2 ай бұрын
Tu kn jani bu madho Singh kie
@akumar-y5h
@akumar-y5h 2 ай бұрын
Bhaina, kichi najani, kahinki sabubele pharaphara heucha
@sishirrout9026
@sishirrout9026 2 ай бұрын
Tu jani nahu boli kana aau kehi jani nahanti ki
@raghunathdas6484
@raghunathdas6484 2 ай бұрын
Kan Bala janicha
@mantuexpress
@mantuexpress 2 ай бұрын
Tama pati ku tike laagam dia jadi n janichha kichhi chhup ruha
@ajitkumarsamal7202
@ajitkumarsamal7202 2 ай бұрын
Sura aja jadi janina sabu jagare bhau bhau heiki phutani dekhana nahele nija ijjat jiba emiti
@sushantakumardas3807
@sushantakumardas3807 2 ай бұрын
ଭଡୁଆ
@jyotishkanungo9227
@jyotishkanungo9227 2 ай бұрын
1986 nuhna 1886 bodhe ?
@Msdofficialvideo7
@Msdofficialvideo7 2 ай бұрын
Madho sing na madhab sing
@rajendrabehera8572
@rajendrabehera8572 2 ай бұрын
Khata na dekhi kahile bhala huanta budha mg
@mahicreation9858
@mahicreation9858 2 ай бұрын
1986 masiha nuhe
@kishordehuri4861
@kishordehuri4861 2 ай бұрын
Tue gute chatu Kar te
@krrish9635
@krrish9635 2 ай бұрын
Taa bhul taa bhul nuha au kaha bhul hele tu mgh taa age asibu
@mandakinibai8775
@mandakinibai8775 2 ай бұрын
ଦେଖିକି ପଢ଼ିକି କି ବି ଭୁଲ
@LaxmidharOjha-t8z
@LaxmidharOjha-t8z 2 ай бұрын
1986 ନୁହେଁ 1886
@rajesharautaray8109
@rajesharautaray8109 2 ай бұрын
Tori dala khali alhha babar oulangjeb bopa manaku thik janichi emanka bisayare kain bahire ଛପିବ😂😂😂😂
Flipping Robot vs Heavier And Heavier Objects
00:34
Mark Rober
Рет қаралды 59 МЛН
1 сквиш тебе или 2 другому? 😌 #шортс #виола
00:36
🕊️Valera🕊️
00:34
DO$HIK
Рет қаралды 8 МЛН
Миллионер | 1 - серия
34:31
Million Show
Рет қаралды 2,9 МЛН
Who is Madhav Singh: Suresh Kumar Routray || ONA KHABAR ||
8:51
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 262 М.
I Cried A Lot In 2014 || EP 25 || Podcast With Upasna Mohapatra
34:17
Argus Digital
Рет қаралды 721 М.
Flipping Robot vs Heavier And Heavier Objects
00:34
Mark Rober
Рет қаралды 59 МЛН