ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || Rabi Kumar ||Jagannatha Bhajan

  Рет қаралды 1,344,142

Survibration

Survibration

11 ай бұрын

ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || kalijugara kahani ||Jagannatha Bhajan
♫ CREDITS ♫
♫ Song Name - ଏ ତ ଘୋର କଳିଯୁଗ ଶେଷର କାରଣ
♫ Singer - Umakanta Das
♫ Lyrics - Rabi Kumar
♫ Music - Rabi Kumar
♫Tabla - Ajay Choudhury
♫Pad - Dr. Debajyoti Padhi
♫ DOP & Edit - Kumar Chandan
♫ Banner - Survibration
♫ Recording & Mixing - Survibration (BBSR)
for recording new song call 7008940396
♫ Lyrics ♫
ସମୁଦ୍ର ଆସିବ ମାଡି
ଅଦିନ ବରଷା ଝଡି
ମାରିବ ଯେ ଘଡଘଡି
ବୈଶାଖରେ ନଇବଢି
ବେଳ ଥାଉଁ ଥାଉଁ କେତେଯେ ଜୀବନ
ଅକାଳରେ ଯିବ ଝଡି...
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଭାଙ୍ଗିଯିବ କଳ୍ପବଟ
ଶ୍ରୀହରି କରିବେ ନାଟ
କଳ୍କୀ ଅବତାର ହୋଇ
ଚଳିବେ ଛତିଆ ବଟ
କଳା ଧଳା ଘୋଡା ଚଢି ମହାପ୍ରଭୁ
ସଂହାରିବେ ପୁଣି ମ୍ଳେଚ୍ଛ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ସାତ ଦିନ ଯେ ଅନ୍ଧାର
ପୃଥ୍ବୀ ହେବ ଛାରଖାର
ଶୃଗାଳ ଆଉ କୁକୁର
ପଶିବେ ଘର ଭିତର
ଚଣ୍ଡୀ ଚାମଣ୍ଡା ଯେ ଗୋଡାଇ ଖାଇବେ
ରକ୍ଷା ନପାଇବେ ନର
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଦେଢଶୁର ଭାଇବୋହୁ
ପୀରତୀ କରିବେ ସେହୁ
ଭାଇ ଭଉଣୀ ପୀରତୀ
ବଢିବ ଯେ ଅପକୀର୍ତ୍ତୀ
ହୋଇ କାମଭୋଳ ବୁଡାଇବେ କୂଳ
ନମାନିବେ କେହି ଜାତି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଗୃହସ୍ଥ ନମାନି ନାରୀ
କୁଳ ଧର୍ମ ଭୂଲିକରି
ପରପୁରୁଷରେ ମାତି
କରିବେ ପୀରତୀ ଚୋରୀ
ସ୍ବାମୀ ଥାଇ ପରପୁରୁଷ ସଙ୍ଗରେ
ବୁଲୁଥିବେ ଗିରି ଘିରି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଭାଇ ହୋଇବ ଭଗାରି
ତଣ୍ଟି କାଁଟେ ଅଣ୍ଟି ଛୁରୀ
ସ୍ବାର୍ଥେ ଅନ୍ଧ ହୋଇ ପୁଅ
ବାପକୁ ପକାଏ ମାରି
ନରମାଂସ ନର ଖାଇବ ଯାଣିଥା
ରାକ୍ଷସଠୁ ଯିବ ବଳି
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ବାବା ହେବେ ମାଳ ମାଳ
ଲାଗିବ ଯେ ମହା ଗୋଳ
ଗୁପ୍ତେ ଯୁବତୀ ସଂଗରେ
କରିବେ ପୀରତୀ ଖେଳ
ମଦ ମାଂସ ଖାଇ ବିଳାସ ବ୍ୟସନେ
ମାୟାରେ ହୋଇବେ ଭୋଳ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଅର୍ଦ୍ଧ ନଗ୍ନ ରୂପ ହୋଇ
ବୁଲୁଥିବେ ନାରୀ ତହିଁ
ବାର ଅବାର ନମାନି
ଆମିଷ ଭକ୍ଷିବେ ସେହି
ନିଶାଶକ୍ତ ହୋଇ ନୃତ୍ୟ କରୁଥିବେ
ସଂସ୍କୃତିକୁ ଭୂଲିଯାଇ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
*********
ଏଣୁ ହେବେ ଅଳ୍ପାୟୂଷ
ପାପେ ଯିବେ ସର୍ବେ ନାଶ
ନାସ୍ତିକ ହେବେ ପ୍ରବଳ
ଅଧର୍ମେ ହୋଇବେ ମେଳ
ବିଗ୍ୟାନ ନାମରେ ମିଥ୍ୟା ଯୁକ୍ତି କରି
ଲଗାଇବେ ମହାଗୋଳ....
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଏତ ଘୋର କଳିଯୁଗ
ଭାବର ଅଟେ ଅଭାବ
ମୁର୍ଖ ବୋଲାଏ ପଣ୍ଡିତ
ଦେଖି ଲାଗେ ଆଚମ୍ବିତ
ବେଧର୍ମୀ ଜନର ବଢଇ ଆଦର
ମୁର୍ଖ ଯେ ଯଶ ମଣ୍ଡିତ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଭାବ ନଥାଇ ଭଜନ
ଗାଇବେ କରି ଗର୍ଜନ
ଅଶ୍ଲୀଳ ନୃତ୍ୟ ନାଚିବେ
ଭୂଲି ଯାଇ ହରିନାମ
ବିଦେଶୀ ସଂସ୍କୃତି ଆପଣେଇ ନେବେ
ଧିକ ଧିକ ଏ ଜୀବନ...
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ଅଗ୍ନି ବୃଷ୍ଟି ହେବ ଶୁଣ
ଅକାଳେ ହେବ ମରଣ
ବନ୍ୟା ବାତ୍ଯା ଭୂମିକମ୍ପ
ହେବ ମାଳିକା ପ୍ରମାଣ
ହରିଙ୍କର ଚକ୍ର ଘୁରୁଥିବ ସଦା
ଦୁଷ୍ଟ ହୋଇବେ ଛେଦନ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳଥାଉ ନିଅ ଥରେ କାଳିଆ ଶରଣ
**********
ମହା ବିପତ୍ତି ପଡିବ
ଭୈରବୀ ରଡି ଶୁଭିବ
ହରିଙ୍କ ଶରଣ ଗଲେ
ନିଶ୍ଚୟ ରକ୍ଷା ପାଇବ
ଜୟ ଜଗନ୍ନାଥ ଡାକିଦେଲେ ଥରେ
ବିପଦୁ ଉଦ୍ଧାର ହେବ
ଏତ ଘୋରକଳି ଯୁଗ ଶେଷର କାରଣ
ବେଳ ଥାଉଁ ନିଅ ଥରେ କାଳିଆ ଶରଣ
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର KZbin Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official KZbin Channel -
kzbin.info/door/T_S....
✽ Like us on Facebook -
h​ / drjayashreed. .
/ sur-vibratio.. .
LIKE ◆ COMMENT ◆ SHARE ◆ SUBSCRIBE

Пікірлер: 451
@rajeshsahu-bs6en
@rajeshsahu-bs6en 2 ай бұрын
ବହୁତ ସୁନ୍ଦର ଗିତ ଗାଉଛ ଭାଇ ତୁମକୁ ଭଗବାନ ଭଲରେ ରଖନ୍ତୁ
@Aashik_pari
@Aashik_pari 11 ай бұрын
Sir pranam.sir umakant Bhai nku koti koti pranam dhanyabad❤❤❤❤❤❤❤😊😊😊😊😊😊😊🎉🎉🎉😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
@KKtechnicalDubai
@KKtechnicalDubai 11 ай бұрын
Jay Jagannatha 🙏
@rashmirajeshnaik17
@rashmirajeshnaik17 11 ай бұрын
ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ବହୁତ୍ ଭଲ ଲାଗିଲା ଲେଖକ ଓ ସଙ୍ଗୀତଜ୍ଞ ଗୀତିକାର ଗାୟକ ସାର୍ ❤❤❤ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@kelashsahu7242
@kelashsahu7242 11 ай бұрын
@pinkinahak2635
@pinkinahak2635 5 ай бұрын
⁰l dah😅
@MahendraSingh-cl3vk
@MahendraSingh-cl3vk 5 ай бұрын
😊11😊😊
@rabikumar6118
@rabikumar6118 11 ай бұрын
REALY TRUE... JAY JAGANNATH... ତ୍ରାହି ଜଗନ୍ନାଥ...
@prasannasethy5734
@prasannasethy5734 11 ай бұрын
Jay Jagannath swami ji ki jai
@user-nr6no6eg6t
@user-nr6no6eg6t 11 ай бұрын
ଜୟଗଗନ୍ନାଥ
@mangala973
@mangala973 11 ай бұрын
Satare ai song pura kalijugara sabu sata ghatanaku gitare gitare bujheidele... Hrudayaku chuingala gitati... Best singer.. Rabi.... Bahut agaku jao beta... Bhagwaan tamara managala katantu... Kete sundar kantha deisanti... Bahut agaku jao... God bless you👍👍👍
@babulasethi7776
@babulasethi7776 11 ай бұрын
Jai Jagannath 🙏🙏🙏 Bhai Ra Bohutt Sundara Kantha...... Bhai Tuma Kantha Ru Aau Gote Nua Gita ku Apakhya Kari Rahili .... Jai Jagannath 🙏🙏🙏
@rajeshsahu-bs6en
@rajeshsahu-bs6en 11 ай бұрын
ମନକୁ ପୁରା କିଣିନଉଚି ଏହି ଗୀତ
@rabindraswain3695
@rabindraswain3695 11 ай бұрын
ଜୟ ଜଗନ୍ନାଥ 🙏🙏🌹
@sisubhue804
@sisubhue804 11 ай бұрын
Jay jagannath 👍bahut sundar bhajan👍
@amarsenapati3327
@amarsenapati3327 11 ай бұрын
🙏 Lyrics bahut bhala heichi sir.umakanta bhai Jagannath tamaku bhala re rakhantu.jay Jagannath 🙏
@ajayakumardash8307
@ajayakumardash8307 11 ай бұрын
Jay jagannath 🙏🙏🙏🙏🙏
@ramarao6926
@ramarao6926 Ай бұрын
।। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ।।
@binodkumarnaik9497
@binodkumarnaik9497 11 ай бұрын
Bahut sunder , thanks umakant singer & Jayshree product
@DulaPradhan-wx2bm
@DulaPradhan-wx2bm 11 ай бұрын
😊
@indupradhan146
@indupradhan146 11 ай бұрын
Mere Hero❤
@RanjankumarRout-gh6qj
@RanjankumarRout-gh6qj 11 күн бұрын
❤❤❤❤
@Neelu5850
@Neelu5850 10 ай бұрын
ଜୟ ଜଗନ୍ନାଥ
@bilash807
@bilash807 10 ай бұрын
🙏🙏🙏ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@BuduramGoud
@BuduramGoud 12 сағат бұрын
ଜୟ ଜଗନ୍ନାଥ 🙏🙏🙏 ଭହୁତ ସୁନ୍ଦର ଭଜନ ୍👍👍👍👌👌👌🌺🏹🌺🪔🌺
@jimutamuduli6659
@jimutamuduli6659 11 ай бұрын
ଅତି ସୁନ୍ଦର
@odishajhiasradha9742
@odishajhiasradha9742 4 ай бұрын
0:0 0:00 0
@odishajhiasradha9742
@odishajhiasradha9742 4 ай бұрын
2:03 🎉❤❤❤❤❤❤❤❤❤❤
@YugantPatel
@YugantPatel 3 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤love you mere bhai umakanth jai shri jagannath
@kamalumajhi4058
@kamalumajhi4058 11 ай бұрын
ବହୁତ ସୁଧର Song 🙏
@RamaChandramajhi-vy3kp
@RamaChandramajhi-vy3kp 10 ай бұрын
ସତ୍ୟବଚନ, ଧନ୍ୟଵାଦଭାଇ, ସୁନ୍ଦର, ସୁନ୍ଦର, ଅତ୍ୟନ୍ତ ସୁନ୍ଦର, ଜୟ ଜଗନ୍ନାଥ 🙏
@geetanjalimaharana3163
@geetanjalimaharana3163 11 ай бұрын
Mind blowing signing bhai 🎉
@sanjibnayak8445
@sanjibnayak8445 10 ай бұрын
JAY HIND... ଉମାକାନ୍ତ ଭାଇ ତୁମ କୁ ଅଶେଷ ଅଶେଷ ଧନ୍ୟବାଦ... ❤❤❤
@asitmaharana5126
@asitmaharana5126 11 ай бұрын
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏
@debanandamajhi3064
@debanandamajhi3064 11 ай бұрын
Jay Jagannath maha Prabhu 🙏🙏🙏🙏🙏🙏🙏
@hs_trader9071
@hs_trader9071 11 ай бұрын
Wow bahut Sundar Bhajan, true fact
@umakantpanda9083
@umakantpanda9083 11 ай бұрын
Good job umakant super song
@user-ls9rv7jq4n
@user-ls9rv7jq4n 10 ай бұрын
Jai jagannath hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare
@user-uu5ye4hq7i
@user-uu5ye4hq7i 11 ай бұрын
Sundar bhajan
@aurobindabehera6157
@aurobindabehera6157 11 ай бұрын
❤❤❤ 100% ସତ୍ୟ
@user-qe9jn7cb1h
@user-qe9jn7cb1h 10 ай бұрын
ସତ୍ୟ ଘଟଣା
@user-ud6fp8mm4u
@user-ud6fp8mm4u 8 ай бұрын
​@@user-qe9jn7cb1h😅😅😅😊😅😅😅😅😅😅
@omnamasibaua3391
@omnamasibaua3391 11 ай бұрын
ଜୟ ଜଗନ୍ନାଥ ❤❤❤❤❤
@user-nw7zm7xt3g
@user-nw7zm7xt3g 2 ай бұрын
Bahutu sundara bhajana te heichi
@aryandiamond7407
@aryandiamond7407 10 ай бұрын
ବହୁତ ସୁନ୍ଦର ପରିବେଷଣ 👌🏽👌🏽👌🏽👏🏽👏🏽👏🏽Joy Jagannath 🙏🏿🙏🏿🙏🏿
@susantakumarmahapatrsusant9610
@susantakumarmahapatrsusant9610 11 ай бұрын
Jay Jagannatha ❤ Prabhu a Bhai ku Ahuri Agaku jau
@aganabarik3269
@aganabarik3269 11 ай бұрын
ଜୟ ଜଗନ୍ନାଥ🙏🙏🙏
@patitpabanmohanty8933
@patitpabanmohanty8933 7 ай бұрын
🎉 your song is very beautiful. i can't express your voice. Jay Jagannath.
@jeetentertainment715
@jeetentertainment715 11 ай бұрын
ବହୁତ ଦିନପରେ ସାଧାରଣ ଜନତଙ୍କ କର୍ଣ୍ଣପାତ ଭଳି ସୁନ୍ଦର,,,, ସୁମଧୁର ଭଜନ,,,,,,ଭେଜ ଥରେ ବାଇମନ,,,,,,ତୁଣ୍ଡେ ନିଅ ହରିନାମ,,,,,
@user-yv3zg4uc1t
@user-yv3zg4uc1t 11 ай бұрын
Jay jaganath
@Sradhanjali_3582_
@Sradhanjali_3582_ 3 ай бұрын
Thank you. So much umakanta. God bless you
@pinkybarik3873
@pinkybarik3873 Ай бұрын
🙏 jay jagannath 🙏 God bless you
@sarojbhoi8914
@sarojbhoi8914 10 ай бұрын
Excellent Uma Bhai my favourite
@dharmukabat684
@dharmukabat684 11 ай бұрын
Jay jagannath 🙏🙏🙏🙏❤️❤️🙏🙏🙏
@kanjiaranjitkumar3824
@kanjiaranjitkumar3824 11 ай бұрын
He. Santa. Bada. Dayabanta. He. Manima. Saranam
@user-bp4ju4cf4j
@user-bp4ju4cf4j 11 ай бұрын
🕉️🕉️🕉️🕉️❤ बहुत सुंदर भजन ❤🕉️🕉️🕉️✴️🇲🇰🌺🎇🇮🇳✳️✳️
@nrusingharoul7389
@nrusingharoul7389 11 ай бұрын
ଜୟ ଜଗନ୍ନାଥ 🙏🙏
@premlalmallick5734
@premlalmallick5734 9 ай бұрын
Jay.sri.Ram
@pramodkumarmallik1482
@pramodkumarmallik1482 11 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ
@SANJAYDas-lw3jg
@SANJAYDas-lw3jg 11 ай бұрын
No 1 bhajan jai jagarnnath jai pancha saka
@amapuranaamadunia4470
@amapuranaamadunia4470 11 ай бұрын
ଖୁବ୍ ସୁନ୍ଦର ଭାବରେ ଭଜନ ଗାଇଛନ୍ତି ❤❤❤❤❤
@pinkinahak2635
@pinkinahak2635 5 ай бұрын
D hda
@supravamahapatra51
@supravamahapatra51 5 ай бұрын
@SonaliPagal876
@SonaliPagal876 Ай бұрын
God bless u ଉମାକାନ୍ତ ଭାଇ 🙏🙏🙏🙏🙏
@Neelu5850
@Neelu5850 10 ай бұрын
ଜୟ ମା ସାରଳା
@user-gh1zd7gt9y
@user-gh1zd7gt9y 10 ай бұрын
Sundar Malika bhajan
@ashwinipradhan9796
@ashwinipradhan9796 10 ай бұрын
Hare Krushna Hare Krushna Krushna Krushna Hare Hare Hare Rama Hare Rama Rama Rama Hare Hare,❤❤❤❤❤❤❤🙏🙏🙏🙏🙏
@kailashswain2245
@kailashswain2245 10 ай бұрын
ସୁନ୍ଦର ଲେଖା 👌👌👌👌👌
@bhupalchandrapujhari7377
@bhupalchandrapujhari7377 11 ай бұрын
Jai jagannatha swami Nayanapathagami bhaba tume
@RambabuJani-wi9uo
@RambabuJani-wi9uo 11 ай бұрын
Jay jagannath 🙏❤️ rakya kara prabhu 🙏🙏🙏🫶♥️♥️👍
@prakashchbehera1811
@prakashchbehera1811 11 ай бұрын
ATI sundar Bhajan tie umakant bhai nka...kantha re
@sureshmoharana836
@sureshmoharana836 11 ай бұрын
Super singer my sweet 🎤 singer umakanta❤❤❤
@anushkanhar8807
@anushkanhar8807 11 ай бұрын
ଅତି ସୁନ୍ଦର ଗୀତଗାନ
@prasantanayak7148
@prasantanayak7148 11 ай бұрын
ବହୁତ ସୁନ୍ଦର ❤❤❤❤❤
@akmusicproduction2939
@akmusicproduction2939 11 ай бұрын
Bahut Sundar 🙏👍👌💕❤️🌹💐💞
@asimanayak9761
@asimanayak9761 10 ай бұрын
ବହୁତ ବହୁତ ବହୁତ ସୁନ୍ଦର ହେଇଛି ଜଗନ୍ନାଥ ଙ୍କ ଭଜନ ଭବିଷ୍ୟତ ବାଣୀ ପରି ଲାଗିଲା ବହୁତ ବହୁତ ଧନ୍ୟବାଦ 🙏🏿
@user-kv5zm3ud2l
@user-kv5zm3ud2l 10 ай бұрын
Jay jagannatha bhagaban tumaku bhalare rakhantu.god bless you umakanta
@dayanidhimahanta3335
@dayanidhimahanta3335 11 ай бұрын
bahut sunder voice umakant babu
@PKPG1234...
@PKPG1234... 11 ай бұрын
All arrangements are super
@debendebendeben9614
@debendebendeben9614 10 ай бұрын
Jay Jagannath Jay kalki Jay Rama Jay krushna 👋👋👋👌👌👌
@samridhiyugant5571
@samridhiyugant5571 3 ай бұрын
God gifted mere Bhai aap to Aisa Bhajan gaate ho to aasu nikal jata hai mere Bhai aap par bhagwan jaganath ki wisesh kripa hai mere Bhai bhagwan jaganath aapko hamesha khus rakhe
@supriyasahoo9227
@supriyasahoo9227 10 ай бұрын
Jay jagannath Swami❤❤❤ 🙏🙏jay shree rama❤❤❤har har mahaadev❤❤❤❤🙏🙏....
@debalaxmimohanty8825
@debalaxmimohanty8825 11 ай бұрын
❤❤❤❤❤ ଜୟ ଜଗନ୍ନାଥ 🙏🙏🙏🙏🙏🙏 ଜୟ ମା ସାରଳା 🙏🙏🙏🙏
@mukundabisoi5825
@mukundabisoi5825 9 ай бұрын
0
@susantsahoo1526
@susantsahoo1526 8 ай бұрын
​@@mukundabisoi58251:02
@subashkata6547
@subashkata6547 5 ай бұрын
Baba mast Bhajan bhai tumaku bhagwan bhalare rakhithantu yebhali tume muharu sunibaku chahichhu badia badia bhajan
@SarangNayak-ys3nk
@SarangNayak-ys3nk 11 ай бұрын
Hare Krishna 🙏🙏🙏
@krishnanayakkrishnanayak3690
@krishnanayakkrishnanayak3690 11 ай бұрын
ଜାତି କୁ ନେଇ ଭୁଲ କୁହାଯାଇଛି।❤ ଜୟ ଜଗନ୍ନାଥ ❤
@RRODIABHAKTI
@RRODIABHAKTI 11 ай бұрын
Super voice 🎉🎉🎉🎉
@user-vl2kj6wc5e
@user-vl2kj6wc5e 10 ай бұрын
Jai jagarnatha swami nayana patha gami bhaba tume Jai pancha sakhha Jai kalaki ram
@hemantaswain2688
@hemantaswain2688 11 ай бұрын
super
@NakulBhatra-qj5wv
@NakulBhatra-qj5wv 15 күн бұрын
ବହୁତ ସୁନ୍ଦର ଜୟ ଜଗନ୍ନାଥ ।
@NiranjanDehury-km7yc
@NiranjanDehury-km7yc 14 күн бұрын
❤❤❤🎉
@user-bn1gc6us8y
@user-bn1gc6us8y 11 ай бұрын
Jai jagannath😊
@prakashsethi5925
@prakashsethi5925 11 ай бұрын
ଅତି ସୁନ୍ଦର ଭଜନ
@nirupamapatra3050
@nirupamapatra3050 11 ай бұрын
Mind blowing performance Thanks. God bless you. ❤❤
@user-ct2iz2qv3c
@user-ct2iz2qv3c 9 ай бұрын
😢😢😢😢😢😢😮
@BharatSingh-vb9wq
@BharatSingh-vb9wq Ай бұрын
ଵହୁତଭଲ ଆପଣଙ୍କୁ ପଭୂବହୁତଭଲରରଖୁ ❤❤❤❤❤🎉🎉🎉🎉❤❤❤
@kamalkumardalua6706
@kamalkumardalua6706 11 ай бұрын
🙏🏼🙏🏼ଜୟ ଜଗନ୍ନାଥ 🙏🏼🙏🏼🙏🏼
@pradeepkumarmohanty8210
@pradeepkumarmohanty8210 Ай бұрын
jay 12:25
@satyabirgangai6366
@satyabirgangai6366 11 ай бұрын
❤❤❤❤❤❤❤❤❤😍😍
@sukantamaharana1226
@sukantamaharana1226 11 ай бұрын
Jay Jagannath 🙏
@SethiDambru-ii6rj
@SethiDambru-ii6rj 5 ай бұрын
Tumaku koti salam bhai Bahut sundar paribeshan 😂😂😂😂
@pratyushcreationvlogs
@pratyushcreationvlogs 11 ай бұрын
Very nice Vajan of lord jagannath God bless you ଉମାକାନ୍ତ ଦାଶ
@govindabhoi767
@govindabhoi767 10 ай бұрын
Om shakti shibaya namah om namah bhagabate basudebaya om jay shree ram jay shree hanuman
@ganeshyerukula
@ganeshyerukula 10 ай бұрын
Jai jagnath Jaisriram 🙏 om santhi 🇾🇪 bharat matha ki Jai 👍
@dalhamanimajhi6604
@dalhamanimajhi6604 11 ай бұрын
Very nice God blessYou❤❤
@mandakinigiri7693
@mandakinigiri7693 11 ай бұрын
God gifted to you❤🎉my dear son
@meenakshibehera399
@meenakshibehera399 10 ай бұрын
Hai
@InnovateAware
@InnovateAware 11 ай бұрын
👍💫🙏💖
@dukhirambiswal3512
@dukhirambiswal3512 11 ай бұрын
👌👌👌👌👌❤❤❤❤❤
@abhaspatel9034
@abhaspatel9034 10 ай бұрын
ବହୁତ ସୁନ୍ଦର ପରିବେଷଣ ଜୟ ଜଗନ୍ନାଥ
@priyatamaraut4813
@priyatamaraut4813 11 ай бұрын
Jay jagannath
@babulabehera9101
@babulabehera9101 11 ай бұрын
God bless you umakanta Jay jagannath
@sanjaysankara5825
@sanjaysankara5825 11 ай бұрын
Jay jagnnathe Jay pancasakha
@ashwinipradhan9796
@ashwinipradhan9796 10 ай бұрын
Superr See Upparrrrr👌👌👌👌Heart touching Song & Performance❤
@niluparida8216
@niluparida8216 11 ай бұрын
Super
@amayachoudhuryzomatorider8878
@amayachoudhuryzomatorider8878 11 ай бұрын
Umasankar my favorite singer
@Jugbalgond7777
@Jugbalgond7777 6 ай бұрын
🌅ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🌺
BEST OF UMAKANTA || Umakanta Das || Rabi Kumar   || Survibration
55:41
Survibration
Рет қаралды 3,6 МЛН
50 YouTubers Fight For $1,000,000
41:27
MrBeast
Рет қаралды 197 МЛН
Женская драка в Кызылорде
00:53
AIRAN
Рет қаралды 464 М.
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
All creatures are from God #jesus #jesuschrist #jesuslovesyou
0:19
Jesus By Your Side
Рет қаралды 4,3 МЛН
Моя Жена Босс!
0:40
Petya English
Рет қаралды 7 МЛН
Secret Experiment Toothpaste Pt.4 😱 #shorts
0:35
Mr DegrEE
Рет қаралды 7 МЛН
Откуда эти паучки??? @zackdfilms - автор анимации.
0:29
Время знаний
Рет қаралды 3,2 МЛН
Как мама ухаживает за мной VS гостями
0:50
Время горячей озвучки
Рет қаралды 3 МЛН
МЫ ПОХОДУ ЧТО-ТО НАПУТАЛИ
0:20
МАКАРОН
Рет қаралды 8 МЛН