Рет қаралды 8,117
FULL VIDEO ||ସୁସମାଚାରର ବୀଜ ବୁଣିବା||NEW ODIA CHRISTIAN SONG/SUSAMACHARARA BIJA BUNIBA Singer/Andriya narangika
#susamachararabijabuniba #newchristiansong #andriyanarangika
Welcome to my new KZbin channel please Like share comment and subscribe
kzbin.info/www/bejne/rn6yZmOXeL-UaLssi=rLAwOiDPTl7xggJg
kzbin.info/www/bejne/ZqHIaZeve9mqmdUsi=9BMWoSPtM8gaxok-
kzbin.info/www/bejne/pZawYaBphZaVeJIsi=pw1-1bxMfUlgcjPJ
kzbin.info/www/bejne/g2rTkJmwd9mFgtEsi=5Wz7gv1WqwIdQm1E
kzbin.info/www/bejne/fXezkpxnYqiepM0si=aLIKzlVX8njERCiB
www.youtube.com/@ANOFFICIAL-d1c
#jisunamaatemahan
@ANOFFICIAL-d1c CHENNALତରଫରୁ ସମସ୍ତ ଶ୍ରୋତାମାନଙ୍କୁ ହୃଦୟରୁ ସ୍ବାଗତ ଜଣାଉ , ଈଶ୍ଵରଙ୍କ ଅନୁଗ୍ରହ ଦୟା ଓ ଆଶିର୍ବାଦ ହେତୁ ପ୍ରଥମ ଥର ପାଇଁଁ AN OFFICIAL ପ୍ରସ୍ତୁତ କରିଛି ଏକ ଭାବପୂର୍ଣ୍ଣ , ହୃଦୟସ୍ପର୍ଶି ଗୀତ ଯାହା ସୁସମାଚାର କୁ ନେଇ ଆଧାରିତ।
ଗୀତଟିକୁ Like, comment ଓ Share କରନ୍ତୁ, ଏବଂ ଆମର Andriya narangika official Channel କୁ subscribe କରନ୍ତୁ ଯେପରି ଆମେ ମିଳିତ ଭାବେ ଈଶ୍ଵରଙ୍କ ଗୈାରବ କରୁ କରୁ ତାଙ୍କର ରାଜ୍ୟ ବିସ୍ତାର ନିମନ୍ତେ ବ୍ୟବହୃତ ହୋଇପାରିବା ।
ସୁସମାଚାର ବିସ୍ତାରିତ ହେବା ପାଇଁ, ବହୁ ମାତ୍ରାରେ SHERE କରନ୍ତୁ। ଧନ୍ୟବାଦ 🙏
CREDIT
Song- Susamacharara Bija Buniba
Singer - ANDRIYA NARANGIKA (6371684921)
Music & Lyrics - NOAH KORADA
Music Arrangement - BAPI SAMAL
Producer - AN MUSIC
Mix & Mastering - NOEL STUDIO (Rayagada)
Video Recorder - PREM BULU
Video & Thumbnail edit - ANANDA BHAI
Special Thanks - BROTHER SRIDHAR , DAVID, RAJU , ENOSH, MANOJ
* LYRICS *
ସୁସମାଚାରର ବୀଜ.... ବୁଣିବା.......
ଆମେ ବୁଣିବା.... ଆମେ ବୁଣିବା......
ସୁସମାଚାରର ବୀଜ ବୁଣିବା
ଆମେ ବୁଣିବା,ଆମେ ବୁଣିବା
ଅପହଞ୍ଚ ସ୍ଥାନେ ସ୍ଥାନେ ଯାଇ କହିବା
ଆମେ କହିବା,ଆମେ କହିବା
ଦୁଃଖ ଆସୁ ନିନ୍ଦା ଆସୁ
ଏ ବିଶ୍ଵାସର ଜୀବନରେ
ଯୀଶୁ ଥିଲେ ଭୟ ନାହିଁ
ଏ ଅନ୍ଧକାର ଜଗତରେ.......(୨×)
ସାକ୍ଷୀ ହୋଇବା,ସାକ୍ଷୀ ହୋଇବା .....(୨×)
ସୁସମାଚାରର ବିଜ.....
ପାପ ପୂର୍ଣ୍ଣ ହୋଇଅଛି
ଏ ମାନବର ହୃଦୟରେ
ସୁସମାଚାର କେବଳ
ଦେବ ତ୍ରାଣ ଜଗତରେ....(୨×)
ଶାନ୍ତି ଆଣିବା, ଶାନ୍ତି ଆଣିବା......(୨×)
ସୁସମାଚାରର ବିଜ ବୁଣିବା
ଆମେ ବୁଣିବା, ଆମେ ବୁଣିବା
ଅପହଞ୍ଚ ସ୍ଥାନେ ଯାଇ କହିବା
ଆମେ କହିବା, ଆମେ କହିବା....(୨×)
ଆମେ ବୁଣିବା, ଆମେ ବୁଣିବା
ଆମେ କହିବା, ଆମେ କହିବା ....
( ସମାପ୍ତ )
PLEASE LIKE SHERE COMMENT AND SUBSCRIBE
www.youtube.com/@ANOFFICIAL-d1c
#newgospelsongs
#gospelsong
#odiachristiangospelsong
#amitpanichristiansong
#amipanigospelsong
#christiangospelsong
#Odiachristiansong
#andriyanarangika
#andriyanarangika
#andriyachristiannewodiasong
#susamacharabijabuniba
#odiachristiansong
#newchristiansong2024
#andriyanarangikachristianodiasong
#odia christian song Susamacharara Bija Buniba
www.youtube.com/@ANOFFICIAL-d1c
ANTI-PIRACY WARNING ⚠️
This content is copyright to Andriya narangika Official. Any unauthorized reproduction, redistribution, reupload of (audio-video) is strictly prohibited of this material. Legal action will be taken against those who violate this copyright material.