"ତାଳି ଗୋଟେ ହାତରେ ବାଜେନାହିଁ , ଏଥିରେ ପୋଲିସର ଯେତିକି ଦୋଷ ଅଛି ସେ ଝିଅର ମଧ୍ୟ ସେତିକି ଦୋଷ "ମଧୁମିତା Bharatpur

  Рет қаралды 130,016

Odisha Bhaskar

Odisha Bhaskar

Күн бұрын

Пікірлер: 597
@laxmam930
@laxmam930 Ай бұрын
ଯେଉଁଠାରେ black କାରବାର ହେଇଛି ସେଠାରେ କେବେ cctv ଲଗିବକି ?😂😂😂
@laxmam930
@laxmam930 Ай бұрын
ତୁମ ଝିୟ ହୋଇଥିଲେ କେତେ ମନ୍ଦିରକୁ ଯାଇଥାନ୍ତ ନାହିଁ।😂😂
@prananathpati9976
@prananathpati9976 Ай бұрын
ସେ ଝିଅର କିଛି ଭୁଲ ନାହିଁ। ଏ ମାଇକିନା ଚାଲ ବାଜି କଥା କହୁଛି।
@fulabaulabeni8763
@fulabaulabeni8763 Ай бұрын
ରାତି ଦୁଇଟାରେ ମାଡାମ ତୁମଙ୍କୁ ପଚାରିକି ଯାଇଥାନ୍ତେ
@GeetaMarndi-w6k
@GeetaMarndi-w6k Ай бұрын
ଆପଣ ଥାନା କୁ ଯାଇନାହାନ୍ତି ଥରେ ଯାଅ ବୁଢୀ ଦେଖିବ ପୋଲିସ ର ଭାଅ ଦେଖିବ
@pravatkumarmishra9760
@pravatkumarmishra9760 Ай бұрын
ତାହେଲେ ସବୁ ଥାନା utheidia ଲୋକ ମନ୍ଦିରକୁ ଯାଇ ଦୁଃଖ ଜଣାଇଲେ ଥାନା ଠାରୁ ଶୀଘ୍ର ନ୍ୟାୟ ମିଳିବ ମୁ କହିବି ପୋଲିସ ସବୁ ଗରିବ ଲୋକଙ୍କ ଠାରୁ bati ମାଗି ଚଳନ୍ତି ଦରମାରେ ହାତ ବାଜେନି
@rajalaxminayak9331
@rajalaxminayak9331 Ай бұрын
ତମେ ତ ଦି ପ୍ରକାର କଥା କହୁଚ । ଭଲ ଲୋକ ନୁହେଁ ତମେ ଜମା।
@birajapatra1563
@birajapatra1563 Ай бұрын
@@rajalaxminayak9331 u r right di👍🏻
@susmitarout7657
@susmitarout7657 Ай бұрын
Se jhia jaha kala sabu tik au sabu bhul
@dabasismallik5966
@dabasismallik5966 Ай бұрын
ଆପଣଙ୍କ କହିବା କଥା ରାତି ରେ ଝିଅ ମାନେ ଘରୁ ବାହାରିବେନି
@pradeepkumarpanda7626
@pradeepkumarpanda7626 Ай бұрын
Rati mane kete rati ? Dokan bajar band hela pare? Kie mana karuchi, baharantu au anti-social nka habude padantu. Tuma bhala pain kuhajauchhi. Police kana sabubele thiba na sabu jagare tumaku rati 1.30 re surakhya deba pain?
@subhratapanda9209
@subhratapanda9209 Ай бұрын
Absolutely right
@sandipkumarpradhan8331
@sandipkumarpradhan8331 Ай бұрын
କଣ ଟା ବୁଝିଲ
@sanvi5540
@sanvi5540 Ай бұрын
@@pradeepkumarpanda7626 nijara hau family ra emergency hospital case padile kan kariba jane se bi ei bhalia problem face karuchi.. kie kahiba kahara ketebele deha kharap haba.. sabu bele ambulance asuni.. gadi kariki gale gadi bala balatkara karuchi.. nanguli reel bali ku justice na milile thik hele sadharana jhia guda bali paduchanti.. rasta re safety jogeiba lagi police darama nauchi au safety na deiki police night pindhiki thana re kan karuchi
@susmitarout7657
@susmitarout7657 Ай бұрын
Let night re kaun emergency se leady drink kari bulu thila
@ParameswarSingh-m1o
@ParameswarSingh-m1o Ай бұрын
ଆଛା ମାଡାମ ପୋଲିସ recording viral ହେଲା ଆଉ ସେ ଝିଅ ର mobile ରେ short କରିଥିଲା ସେ ଭିଡ଼ିଓ କାହିକି viral ହଉନି , ଡିଉଟି ରେ ନାହିଁଜୋଦି ଘରେ ରହିଲାନି
@Blacktiger248
@Blacktiger248 Ай бұрын
ଏବେ କିନ୍ତୁ ସବୁ ହେଉଛି ଜେଲ୍ ଭିତରେ କିଛି ଅସମ୍ଭବ ନାହିଁ
@SujitKumar-qh4qk
@SujitKumar-qh4qk Ай бұрын
ଏଇ ମାଡାମ ଜଣକ ପୋଲିସ ପରିବାର ତ ସେଥିପାଇଁ ପୋଲିସି ସପକ୍ୟରେ କହୁଛି
@naraharimishra7098
@naraharimishra7098 Ай бұрын
My extreme regard to you as my sister,as a true and humble woman of our state .
@demkacharanmajhi9579
@demkacharanmajhi9579 Ай бұрын
BJD action ନେଲା ନି ବୋଲି BJP ଭି ସହିଆ କରି ବକି?
@durgaprasadsadangi5960
@durgaprasadsadangi5960 Ай бұрын
ଏ ପୁଲିସ ଟଙ୍କା ରେ ବଡ ହେଇଛନ୍ତି ଏବେ ଯଣା ପଡ଼ିଲା ମେଡମ
@pramilanayak1772
@pramilanayak1772 Ай бұрын
You are Right Mam... Thank you🙏🙏
@judhisthiramohanta5862
@judhisthiramohanta5862 Ай бұрын
ଝିଅ ର ରେକର୍ଡିଙ୍ଗ ପ୍ରମାଣ ନଷ୍ଟ ପାଇଁ ପୋଲିସ ତୋରଫରୁ delete କରାହେଇଛି କି
@sagarnayak1303
@sagarnayak1303 Ай бұрын
Bhai kau duniare achha ?
@opnia
@opnia Ай бұрын
@judhisthiramohanta5862 Se jhia Kemiti police officer ku gyan peliba kana darkar ? Major Sir ta FIR lekhuthile...se buli buli kemiti dialouge maruthile thare.... Jadi pua manku Roadroameo kahucha... Se jhia ku MADUA JULIET KAHUNA .... Se jhia mada pi rash drive kariki middle finger dekheiba......Aau pua mane jhagda kale.... Jadi semane criminal hei thante Madam,Madam kahinki kahuthile....
@TapasKumar-nc5uj
@TapasKumar-nc5uj Ай бұрын
Right
@success5432
@success5432 Ай бұрын
han sabu video out hele jana padiba. adha video dekhi e madam pura gyana dauchanti
@subhalaxmisahoo5124
@subhalaxmisahoo5124 Ай бұрын
Deleted documents b restorable
@chittaranjanpanda8909
@chittaranjanpanda8909 Ай бұрын
ତମେ ନିଜେ ଓଢଣୀ ଭିତରେ ମୁହଁ ଢାଙ୍କି କଥା କହୁନ। ତମେ କେମିତି ସଂସ୍କାର ଭୁଲି ଯାଉଚ?
@GeetaMarndi-w6k
@GeetaMarndi-w6k Ай бұрын
ଭାଇ ଏଇଟା ବୁଢୀ ନୁହେଁ 18ବରଷ ର ଚୁମକି ନାନି ବାଳ କଥା କହୁଛି
@chittaranjanpanda8909
@chittaranjanpanda8909 Ай бұрын
@@GeetaMarndi-w6k 😂😂
@subash_1990
@subash_1990 Ай бұрын
ମତେ ଲାଗୁଛି ସେ ଝିଅ ର ପ୍ରବଳ ଦୋଷ କାହିଁକି ନା ସେ କଉ ଭଳିଆ ଅଧା ଅଙ୍ଗ ଦେଖାଇ ଡ୍ରେସ ପିନ୍ଧିଛି ସେଇଟା କାହାକୁ ଦେଖା ଯାଉନି ଆଉ ପୋଲିସ ବାଲା ନାଇଟ୍ ପିନ୍ଧିଛି ବୋଲି ଦେଖା ଯାଉଛି. ଜଉ ମାନେ ସେ ଝିଅ ପାଇଁ ନେତା ଗିରି କରିକୀ ବଡ ବଡ ଭାଷଣ ମାରୁଛନ୍ତି ସେମାନଙ୍କୁ ମୋର ଗୋଟେ ପ୍ରଶ୍ନ ଯେ ସେ ଝିଅ ରାତି 11/12 ପରେ ବାହାରେ/ବାର୍ ରେ କଣ କରୁଥିଲା.
@hometventertain
@hometventertain Ай бұрын
Han bhai jhia hot dress pindhile bhul Kintu police duty time re nighty pindhiba legal ki ?
@Saliniofficialvlogs-1
@Saliniofficialvlogs-1 Ай бұрын
Kaha dreess ru judge karna😡😡😡ok
@saiprasannadas9873
@saiprasannadas9873 Ай бұрын
ପିଲା ମାନେ ରାତିରେ ବାହାରେ କଣ କରୁଥିଲେ
@omsahoo4370
@omsahoo4370 Ай бұрын
Drink kari nathile , video re jaha jana paduchi , tankar kou sanga ku ani baku jai thile .
@purnachandrahembram1177
@purnachandrahembram1177 Ай бұрын
Petroling re jibeni
@snakesaverasishbhai9195
@snakesaverasishbhai9195 Ай бұрын
Ladies ti Rati adara kana karuthila,aeta pacharantu bhai
@success5432
@success5432 Ай бұрын
​@@omsahoo4370han 3 ta car re nebaku jai thila
@narendrahembram4495
@narendrahembram4495 Ай бұрын
Rati re bulantu mana nahi . Kintu jete bada pada ra Adhikari Huantu . Apana Atyadhik moda Pi be lokanka sahita jhagada Karibe . Lokanku marpit karibe . Apan jane Nirdosi haiparibe ki
@dabasismallik5966
@dabasismallik5966 Ай бұрын
We demand CBI Inquiry
@meerabaipanigrahi2839
@meerabaipanigrahi2839 Ай бұрын
ସେ ଝିଅର ଦୋଷ ଥାଉ କି ନଥାଉ କିନ୍ତୁ ପୋଲିସ କୋଉ ନିଶାରେ ଥିଲା madam କୁହନ୍ତୁ? ଓଡ଼ିଶାର ପୋଲିସ କେତେ ସଫା ତାହା ଓଡ଼ିଶା ଲୋକ ଜାଣନ୍ତି। ତା ଛଡା ସେ ଆଇଆଇସି ର ପୂର୍ବ ରେକର୍ଡ ବହୁତ୍ ଖରାପ ତାକୁ ଆରେଷ୍ଟ କରି 3rd ଡିଗ୍ରୀ ଦବା କଥା । ପୋଲିସ ନିଜକୁ କଣ ଭାବୁଛି ଏସବୁ ଯାହା ହେଉଛି ଭଲ। ମୁଁ ତ ଭଗବାନ୍ ଙ୍କୁ ଧନ୍ୟବାଦ୍ ଦେବୀ ସେ ଏଇ ନିଶାଳି ଝିଅ ମାଧ୍ୟମ ରେ ପୋଲିସ ଙ୍କ ନିଶା ପର୍ଦ୍ଦାଫାଶ କରିଛି। ଏବେ ପୋଲିସ କୁ ଉଚିତ୍ ଦଣ୍ଡ ମିଳିବା ଦରକାର। ପୋଲିସ ହିଁ ହାରାମି ଅନେକ ଲୋକ ସେଇ ଆଦର୍ଶ ଥାନାରେ ଆଦର୍ଶ ପୋଲିସ ଙ୍କ ସେବାରେ ଆଖିରୁ ଲୁହ ଝରାଉଛନ୍ତି ତେଣୁ ଏବେ ସରକାର ଉଚିତ୍ ଦଣ୍ଡ ଦେଇ ଲୋକଙ୍କ ଲୁହ ପୋଛନ୍ତୁ। ଖାଲି ସେ ଥାନା ନୁହେଁ ଖଣ୍ଡଗିରି ଥାନା, ନୁଆପଲ୍ଲି ଥାନା ଏସବୁ ରେ ଯୋଉ SI, ASI ଙ୍କ ବ୍ୟବହାର ଖରାପ ଏମାନେ ଦୋଷୀ କୁ ସହଯୋଗ କରନ୍ତି।
@Blacktiger248
@Blacktiger248 Ай бұрын
ଯାହା କହିଛ ଭାଇ ପୁରା ସତକଥା ଏ ମାଗିଆ 5ଜଣକୁ ଉଚିତ୍ ଦଣ୍ଡ ଦିଆ ଯାଉ 😡😡🤬🤬🤬
@SujataRoyDailyVlogs
@SujataRoyDailyVlogs Ай бұрын
Absolutely right
@SusantaPanda-u2z
@SusantaPanda-u2z Ай бұрын
You're right
@susmitarout7657
@susmitarout7657 Ай бұрын
Odisha loko bi police ku support karu chanti because in every field no one can say each and every person are good. General person kaun sabu bhala jadi sabu bhala police darkar huanta nahi
@Blacktiger248
@Blacktiger248 Ай бұрын
@@susmitarout7657 Support Karuchanti Odisha Ra Bhala Police Manaku Jou Mane Nijara Swarthaku Tyaga Kari Nijara Police Daitya Jou police sir Mane Karuchanti tanku janasadharan loke support karuchanti Anya Karuthiba Gundarj Police Magia Mananku nahi🤬🤬
@oldisgold1379
@oldisgold1379 Ай бұрын
ଝିଅ ର recording ସବୁ ପୋଲିସ delete କରିଛି । କେବଳ ପୋଲିସ recording social media re ଦେଖାଉ ଛନ୍ତି,,,😮😮😮😮
@prachipriyadarshini8114
@prachipriyadarshini8114 Ай бұрын
Police delete kalabele aapananku dakiki dekheithile😂😂😂😂
@prachipriyadarshini8114
@prachipriyadarshini8114 Ай бұрын
Police delete kalabele aapananku dakiki dekheithile😂😂😂😂
@oldisgold1379
@oldisgold1379 Ай бұрын
Hm...aame dekhichhu tanka mobile neiki sabu delete kale
@oldisgold1379
@oldisgold1379 Ай бұрын
ଚୋର ଆପଣଙ୍କ ଘରୁ ଚୋରି କଲା ବେଳେ ଆପଣଙ୍କୁ ଦେଖେଇ ନବ,,,, ନା,,,,ନୁଚେଇ କି ନବ????😁😁😁😁😁 ଏଥର ବୁଝିଲ ତ 😄😄😄😄
@MUSICWORLD-jw6lp
@MUSICWORLD-jw6lp Ай бұрын
Tq mam
@pkmohanty1005
@pkmohanty1005 Ай бұрын
Lady police ଯଦି duty ରେ ନଥିଲା ତା ହେଲେ ପୁଣି duty dress ପିନ୍ଧି ଆସି videoରେ ଦେଖାଗଲେ କେମିତି....? ମନ୍ଦିର ଯିବେ ତ, police station କଣ ପାଇଁ ? ଦୁଇପକ୍ଷର ଭୁଲ, ଠିକ ଅଛି. ହେଲେ କାହାର କ୍ଷମଣୀୟ ଭୁଲ ଆଉ କାହାର ଦଣ୍ଡନୀୟ ଅପରାଧ, ବିଚାର କରାଯାଉ....
@sandipkumarpradhan8331
@sandipkumarpradhan8331 Ай бұрын
Madam you are 100% right. ସବୁ ଦୋଷ ସେ ଝିଅ ର । proper investigation ହେଲେ ସେ ଝିଅ ଫସିବ ।
@baikunthamajhi3416
@baikunthamajhi3416 Ай бұрын
ସବୁ ନିର୍ଦ୍ଦୋଷ😂😂😂 ଲଜ୍ଜା ଲାଗୁନି
@prabodhabebarta705
@prabodhabebarta705 Ай бұрын
Govt should dismiss, stop family pensions & arrest all these police personnel including CP&DCP, who dare to stand in protest against arrest of BHARATPUR POLICE. This lady is a corrupted lady DON
@ashokkumardora1866
@ashokkumardora1866 Ай бұрын
Right madam
@rajibdas5369
@rajibdas5369 Ай бұрын
ମାଡାମ କଣ ଆପଣ କହିବ ପାଏ ଚାଁହୁଚନ୍ତି ଯେ ଡେରି ରାତି ପର୍ଯ୍ୟନ୍ତ କେହି ବାହାରେ ରହି ପାରିବେନି ଖାସ କରି ମହିଳା ମାନେ, ଆଉ ଯୋଉ ଦୁର୍ବତ ପିଲା ମାନେ ରାତି ସାରା ତାଙ୍କ କାମ କରିବେ ଆଉ ଲୋକ ମାନେ ମହିଳା ମାନେ ସବୁ ଡୋରିକି ଘରେ ବସିବେ. କଣ ପାଏ ସେମାନଙ୍କୁ ଏତେ ଫ୍ରୀ ଦିଆ ହେଇଛି ସେମାନଙ୍କ ପାଇଁ କିଛି punishment ନାହିଁ. ଲୋକ ସବୁ ଡୋରିକି ଘରେ ବସିବେ ଆଉ ଦୁର୍ବୁତ୍ତ ମାନେ ରାସ୍ତା ଘାଟରେ ଯାହା ଇଛା ତାହା କରିବେ. ଆପଣ ଏହିଭଳି କହିବ ପାଇଁ ଚାଁହୁଚନ୍ତି ତ. ତାହେଲେ କଲିକତା ରେ କଣ ପାଇଁ ସେ ଲେଡି ଡ଼କ୍ଟର ସହ ବଳାତ୍କାର ହେଲା କଣ ପାଇଁ ତାର murder ହେଲା. ସେ ତୋ ଡିଉଟି କରୁଥିଲା. ସେ ତୋ ବାହାରେ ବୁଲୁ ନଥିଲା. ହସ୍ପିଟାଲ ଭିତରେ ଗୀତେ volunter ପୋଲିସ ଵାଲା ହିଁ rape କରି murder କଲା. ଆପଣ କହୁଛନ୍ତି ଝିଅ ର ଭୁଲ ଥିଲା. ଆପଣ ମାନଙ୍କ ଭଳି ସମାଜ ସେବି ପାଇଁ ବି ସମାଜ ବହୁତ ଖରାପ ହଇଯାଇଛି. ନିଜର ଚିନ୍ତା ଧାରା ଟିକେ ଚେଞ୍ଜ କରନ୍ତୁ ହେଲା. ଆଗାମୀ ଦିନ ରେ ସାଧାରଣ ଲୋକେ ଆଉ ପୋଲିସ ପାଖକୁ ଯିବେ ନାହିଁ on the spot ନିଜ ଇଛାରେ matter solve କରିଦେବେ.
@khusirajalaxmidiptiexpress5041
@khusirajalaxmidiptiexpress5041 Ай бұрын
ମାଡାମ ସବୁ ଠିଆ ହୋଇ ଦେଖିଲା ପରି କହିଲେ ଆପଣ, ଅଧା ବିଦ୍ୟା ବଡ଼ ଭୟଙ୍କର...
@mantoshmohanty3712
@mantoshmohanty3712 Ай бұрын
😂😂😂😂😂, super like.
@benudharrout1270
@benudharrout1270 Ай бұрын
Tu Dharam Bhai
@narendrahembram4495
@narendrahembram4495 Ай бұрын
Madam right .
@susmitarout7657
@susmitarout7657 Ай бұрын
Tume thila bodhe😂
@SANTOSHMohanty-o9n
@SANTOSHMohanty-o9n Ай бұрын
Thanks
@SeemaMallick-z6s
@SeemaMallick-z6s Ай бұрын
ସତ କହିବି ପୋଲିସ୍ ମାନେ ହଉଛନ୍ତି ପ୍ରକୃତ ଚୋର । ସେମାନେ ଚୋର ଯେଉଁ ମାନେ ଆଈନି କୁ ନିଜ ହାତ ମୁଠାରେ ରଖି ଖେଳିଥାନ୍ତି ଆଉ ସାଧାରଣ ଜନତା ଙ୍କୁ ହଇରାଣ କରନ୍ତି। ନିଆଳି ଥାନା ର ପୋଲିସ୍ ଅଫିସର ଜଗନ୍ନାଥ ପାଣିଗ୍ରାହୀ ଜଣେ ଏହିପରି ଅଫିସର ଜିଆ ମୁ ଆଉ ମୋ ବାପା ଙ୍କ FIR କୁ ପଢି ବା ସତେ ମୋ ପାପାଙ୍କୁ ଘଟଣା ପଚାରି ଉଲଟି ମୋ ବାପ ଙ୍କୁ ଅଭଦ୍ର ଭାଷା ରେ ଗାଳି କରି ବିନା ଦୋଷ ରେ ଚୌଦ୍ଵାର ଜେଲ ରେ ମଡର କିସ୍ ରେ ପୁରେଇ ଦେବୀ । ମୁଁ ଅମପ୍ରତି ଯୋଉ ସବୁ ଘଟଣା ଘଟିଥିବାରୁ ଆମେ ଥାନା କୁ ଆସିଛୁ ଆଇନୀ ର ସହାୟତା ନବାକୁ ମତେ ସବୁ ପୋଲିସ୍ ଅଫିସର ଗାଳି କଲେ ଲେଡିସ୍ ପୋଲିସ୍ ଙ୍କୁ ଲଗେଇ ମାରିବେ ବୋଲି ଧନମ ଦେଲେ । ସେ କେତେ ଟଙ୍କା ଲାଞ୍ଚ ନେଇଥିଲେ କେଜାଣି ଆଇନ ବ୍ୟବସ୍ଥା ଆଉ ଲୋକ ଙ୍କ ଜୀବନ କୁ ନେଇ ଖେଳିଲେ । ନିଆଳି ଥାନାର ଜଗନ୍ନାଥ ପାଣଗ୍ରାହୀ ସର୍ ମନେପକାନ୍ତୁ ଅନ୍ଧବିଶ୍ୱାସ ଗୁଣି ଗାରେଡ଼ି କୁ ସନ୍ଧେହ୍ କରି ଜଣେ ବ୍ୟକ୍ତି ଆମକୁ ଜୀବନରୁ ମାରିବ କୁ ଆସିଥିଲା, ହାଣିକି ମାରିବ ପାଇଁ ଧମକ ଦେଇଥିଲା ଆମ ଘରେ ଗଛ ହନି ମାରଣାସ୍ତ୍ର ଧରି ଧମକ ଦେଇଥିଲା ମାନେ ପକାନ୍ତୁ ତୁମେ ମୋତେ ଥାନା ରେ ଗଲିଦେଇଥିଲ ସୋସିଆଲ ମିଡ଼ିଆ ରେ ରୋକି ପାରିବେନି
@sonukhansonukhan8387
@sonukhansonukhan8387 Ай бұрын
All right. Very. Good. Information
@SasmitajenaPriya
@SasmitajenaPriya Ай бұрын
She is a creative lady in this issue...
@rajendrakumardas9739
@rajendrakumardas9739 Ай бұрын
Media is aggravating the issue.Medea should examine the both side of a coin.
@umakantapanda5159
@umakantapanda5159 Ай бұрын
ଯେହେତୁ ଆପଣ ପୋଲିସରେ ଥିଲେ, ଆପଣ ପୋଲିସକୁ ସପୋର୍ଟ କରିବା ସ୍ବଭାବିକ।
@Passion_of_Sima
@Passion_of_Sima Ай бұрын
Apananka bujheiba saili ta bohut bhala au perfect Mam ❤🙏🏻👍🏻
@Rana-yd7fe
@Rana-yd7fe Ай бұрын
100 percent correct
@mamatajena802
@mamatajena802 Ай бұрын
Right madama
@narasinghanayak7290
@narasinghanayak7290 Ай бұрын
Right Madam
@muodia2002
@muodia2002 Ай бұрын
ସେ ଝିଅ ପ୍ରବଳ ଦୋଷ ଡ୍ରେସ କହୁଛି ଅଧା ଅଗଂ ଦେଖେଇ ଭିଡିଓ କରୂଛି ଖରାପ ଲାଗୁନି
@MJ-ur6th
@MJ-ur6th Ай бұрын
Tu akhi ku nasta କରିଦେ ,କିଏ କହୁଚି ତୋତେ ଦେଖିବା ପାଇଁ , ସାଧୁ ମହାଜନେ😅
@PNN55555
@PNN55555 Ай бұрын
Viral ମାଉସୀ ଙ୍କ ଭାଷାରେ ... ପାଇଛ ନାଲିଆ ଧୋବିଲା ପାଇଛ ବୋଧେ.ନହେଲେ ଏମିତି କୁହଁନ୍ତନି ( ପୁଣି support police ku Retirement police asiki organised ହୋଇନାହାନ୍ତି ବରଂ on-duty police asiki organised ହେଇଛନ୍ତି ଯାହାକି ସଂପୂର୍ଣ୍ଣ ନିନ୍ଦନୀୟ ଅବୋଊ anti-rule ମଧ୍ୟ.🙏
@durgaprasadsadangi5960
@durgaprasadsadangi5960 Ай бұрын
ନିଜର ଯଦି କିଏ ହେଵ ତା ହେଲେ ଏତେ ହାଲୁକା ଭାବରେ କଥା କହି ନଥାନ୍ତ ଆଜ୍ଞା
@ramaniroutray2262
@ramaniroutray2262 Ай бұрын
ମାଡାମ ସବୁ ଠିକ କହିଲେ ଯେ, କିନ୍ତୁ ଥାନା iic ବିଷୟରେ କଥାଟା ଠିକ ନ ହେଇ ବି ପାରେ l
@KamalaLochanNayak-xd8dv
@KamalaLochanNayak-xd8dv Ай бұрын
ଥାନାରେ ଧର୍ଷଣ ହୁଏନାହିଁ. ତୁମକୁ କିଛି ଜଣାନାହିଁ. ବସ.
@ashoksahoo5560
@ashoksahoo5560 Ай бұрын
Mam good decision
@SumitraMallick-i3y
@SumitraMallick-i3y Ай бұрын
You are right mam 🙏
@BikashkumarPradhan-y9u
@BikashkumarPradhan-y9u Ай бұрын
Many Many Thanks Madam
@pinkudash4533
@pinkudash4533 Ай бұрын
Madam u r Right 🙏🙏🙏
@padmanavpratapsingh4865
@padmanavpratapsingh4865 Ай бұрын
Right mam
@TheMadGamer-jr9zk
@TheMadGamer-jr9zk Ай бұрын
Bahut bhala katha kahichhati madam
@ODISHABHAI-eq8jq
@ODISHABHAI-eq8jq Ай бұрын
ଓଡ଼ିଶା ପୋଲିସ ମିଛ ଦଫା ଠାରୁ ଦୂରେଇ ରହିବେ ଓ ସାଧାରଣ ଜନତା ଙ୍କୁ ବ୍ୟବହାର ଠିକ୍ କରିବେ, ସେହି ଦିନ, ପୋଲିସ ଙ୍କ ପ୍ରତି ଭଲ ପାଇବା ବଡିବ 🙏🏻 ଉପୁରି ରୋଜିଗର ଠାରୁ ଦୂରେଇ ରୁହନ୍ତୁ 🙏🏻👍🏾👍🏾
@sasmitabehera5156
@sasmitabehera5156 Ай бұрын
You are right didi
@baisalinibiswal5150
@baisalinibiswal5150 Ай бұрын
Madam you are right
@ratikantajenarn2209
@ratikantajenarn2209 Ай бұрын
Good ❤❤
@Murmu1318
@Murmu1318 Ай бұрын
Perfect kotha kohichhanti mam.
@MSahoo-su2th
@MSahoo-su2th Ай бұрын
Madam ବୋଧେ ପୋଲିସ ମାନଙ୍କର ସଂସ୍ପର୍ଶରେ ଆସି ନାହାନ୍ତି, ସେମାନେ ଗୋଟେ ଗୋଟେ ବିଷଧର ସାପ ଚୋଟ ପକାଇଦେବେ
@RD123.........
@RD123......... Ай бұрын
ସବୁ police ସମାନ ନୁହଁନ୍ତି
@RupashreeBarma
@RupashreeBarma Ай бұрын
Laguchhi Tame bodhe choto kebe khaicha??? Sethipain tamara police prati ghruna prabala...bhai kebe police ku tk bujhibaku chesta karantu...sabu police saman nuhnti...aama Odisha ra entire police system ku badnam kariba ta kn thik????jodi gote ghatana ra punkhanupunkha satyasatya na jani kichhi kahiba ta bhul heba... afterall aame odishabasi...aama Odisha aama pain bada..
@snigdhamohanty5260
@snigdhamohanty5260 Ай бұрын
Bhata handi ra gotie bhata dekha jae
@baidyanarayanbhoi4614
@baidyanarayanbhoi4614 Ай бұрын
Correct.
@kuniyadav8191
@kuniyadav8191 Ай бұрын
Madam you are right 👍👍
@chitaranjandas1433
@chitaranjandas1433 Ай бұрын
ସେ ଝିଅ ଭିଡିଓ bottom ଠିକ୍ ସେ on କରିପାରିନି ନିଶା ଜୋରସେ ଥିଲା ନା.😅
@numerologistsannjoy5996
@numerologistsannjoy5996 Ай бұрын
ରାତି 2. 20 ପଯ୍ୟନ୍ତ ବାର ଖୋଲା ହେଉଛି କାହା ସାହସ ରେ କିମ୍ବା କାହା ପରମିସନ ରେ ସେ କଥା ତ କହିଲେନି 🙏
@Prasanta-fv2di
@Prasanta-fv2di Ай бұрын
Right
@DamuSasi-xq2cl
@DamuSasi-xq2cl Ай бұрын
ବହୁତ ଭଲ ବାର୍ତ୍ତା ଆପଣ ଦେଇଛନ୍ତି ମାଆ
@kailashpalei3348
@kailashpalei3348 Ай бұрын
Right maym
@pratimasethi3330
@pratimasethi3330 Ай бұрын
Right😢
@Kataktv-cx1ot
@Kataktv-cx1ot Ай бұрын
ତୁମେ କିଏ କି,ଜର୍ଜ କ'ଣ ପାଇଁ ଅଛନ୍ତି?
@PramodBhai-hf4ke
@PramodBhai-hf4ke Ай бұрын
ସତ୍ୟ
@ranjitasinghranjita1775
@ranjitasinghranjita1775 Ай бұрын
Right maa
@TribalSomanjavlog
@TribalSomanjavlog Ай бұрын
Right katha
@t3sservices476
@t3sservices476 Ай бұрын
Correct 💯 percent
@PakinaParida
@PakinaParida Ай бұрын
Madam right
@satyanarayanmohanty9680
@satyanarayanmohanty9680 Ай бұрын
Many many thanks to madam
@chittaranjandas7140
@chittaranjandas7140 Ай бұрын
Stop all bars and restaurants after 11 P. M.
@manojnayak8941
@manojnayak8941 Ай бұрын
ଭିଡିଓ ପୋଲିସ ଡିଲିଡି କରିଦେଈଥୀଵ
@prasannapradhan8631
@prasannapradhan8631 Ай бұрын
ସତରେ
@upcomingnotification9297
@upcomingnotification9297 Ай бұрын
Tume ସବୁ janiparucha
@TapasKumar-nc5uj
@TapasKumar-nc5uj Ай бұрын
Right
@ashokkumarpal596
@ashokkumarpal596 Ай бұрын
ଏ ପରି ପରିସ୍ଥିତି କଲା କିଏ ?କିଛି ମିଡ଼ିଆ ଵାଲା ରାଜନୈତିକ ଦଳ ଓ ପୂର୍ବତନ ସେନା ଅଫିସର ସଂଗଠନ ଏଥିପାଇଁ ଦାୟୀ .ସେମାନେ ଏବେର ବିଡ଼ିଓ ଫୁଟେଜ ଦେଖୁଛନ୍ତି କି ?
@snigdhamohanty5260
@snigdhamohanty5260 Ай бұрын
Selected police footage. Jadi 2/4 minitra vedio kariparile pura night ra kanhiki nai
@ilisabasahu8589
@ilisabasahu8589 Ай бұрын
Thanks madam I salute you
@indrajitswain6610
@indrajitswain6610 Ай бұрын
If it will be happening with your daughter then can you compromise??
@archanapradhan6975
@archanapradhan6975 Ай бұрын
ସବୁ ଦୋଷ ଅଙ୍କିତା ର ବାର ରେ କାହିଁ କି ମଦ ପିଇକି ନାଚୁ ଥିଲା ଠିକ ଦଣ୍ଡ ମିଳିବା ଉଚିତ
@GaganSamantaray-kl2cp
@GaganSamantaray-kl2cp Ай бұрын
Who don't have duty Why she will stay in police station?
@subratmaharathy435
@subratmaharathy435 Ай бұрын
ଧନ୍ୟବାଦ ମ୍ୟାଡାମ। ଆପଣଙ୍କ କଥା ଶୁଣି ମୋତେ ବହୁତ ଶାନ୍ତି ଲାଗିଲା।ସଠିକ ଓ ନିରପେକ୍ଷ ହୋଇ କଥା କହିଥିବାରୁ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ୍।
@SantoshJena-if5iw
@SantoshJena-if5iw Ай бұрын
❤❤❤
@numerologistsannjoy5996
@numerologistsannjoy5996 Ай бұрын
ମାଡାମ ଡିଉଟି ନ ଥିବା ସମୟ ରେ ସେ ଜଣେ ସାଧାରଣ ମହିଳା. ଆଉ ଜଣେ ସାଧାରଣ ମହିଳା nighty ଡ୍ରେସ ରେ ରାତି 2 ଟାରେ ଥାନାରେ ଧରା ପଡିବା ମାନେ କଣ ଯେ କୌଣସି ଜଣେ ଅନ୍ଧ ବ୍ୟକ୍ତି ଙ୍କୁ ପଚାରି ଦେଖନ୍ତୁ. ସେ ହିଁ ସତ କଥା କହିବ. ଏହା ହିଁ ନିରାଟ ସତ କଥା. କେହି ମାନନ୍ତୁ ୟା ନ ମାନନ୍ତୁ 🙏
@judhisthiramohanta5862
@judhisthiramohanta5862 Ай бұрын
ଓ ମାଡାମ ଥାନା ଭିତରେ କେବେ ପୋଲିସ rape କରିନି ମାନେ ନୁହଁ ଏଥର rape ହେଇନଥିବ ବୋଲି, ୟେ କି କଥା
@Lucky-sk3lo
@Lucky-sk3lo Ай бұрын
Lady police ଥାନାରେ ଅଛନ୍ତି କେମିତି ଜଣେ lady କୁ ଥାନା ଅଧିକାରୀ ରେଫ କରିବ
@judhisthiramohanta5862
@judhisthiramohanta5862 Ай бұрын
@@Lucky-sk3lo ସେଇଥି ପାଇଁ ତ suspend
@snigdhamohanty5260
@snigdhamohanty5260 Ай бұрын
Nighty pindhi
@JatindraMohan-p9q
@JatindraMohan-p9q Ай бұрын
କି ପ୍ରକାର ଆଇନ ରାଜ୍ୟରେ ଚାଲିବ ସେ ବିଷୟରେ କୁହ ,ଆଉ ବେଶୀ କୁହନ୍ତୁ ନାହିଁ
@prasannajena5461
@prasannajena5461 Ай бұрын
ଝିଅ ଟି ଯୋଉ ଭିଡ଼ିଓ ରେକର୍ଡ କରିଥିଲା ତାକୁ ପୋଲିସ delete କରିଦେଇଥିବ।
@PkDasia-r2i
@PkDasia-r2i Ай бұрын
Right 👍 medam
@PurnaDas-c2o
@PurnaDas-c2o Ай бұрын
Madam pura perfact kotha kahichanti thank you mam❤❤❤
@jitendersahu8468
@jitendersahu8468 Ай бұрын
Police ମାନଙ୍କୁ ଉଚିତ୍ ଦଣ୍ଡ ଦିଆ ଯିବା ଆବଶ୍ୟକ .
@laxmankumarsahu1756
@laxmankumarsahu1756 Ай бұрын
ଆପଣଙ୍କ ହିସାବରେ ଓଡ଼ିଶାରେ ଆଉ ରାତିରେ ବାହାରକୁ ବାହାରିବେନି କେହି
@birojinibarala5485
@birojinibarala5485 Ай бұрын
Apana thik katha kahichhanty mam.
@Suser-gv1cw9fe8v
@Suser-gv1cw9fe8v Ай бұрын
ଝିଅ ର ଭିଡ଼ିଓ ମାଗ ଆଗେ ସତ ଝଣା ପଡିଝିବ
@suryasnatabehera838
@suryasnatabehera838 Ай бұрын
R8
@ChaitanHembram-fn2jp
@ChaitanHembram-fn2jp Ай бұрын
Madam you at greate
@goutammohanty6679
@goutammohanty6679 Ай бұрын
Wearing nighty is not an offence. Many officers work more than 12 to 16 hours. For some relaxation some needs loose dress.
@snigdhamohanty5260
@snigdhamohanty5260 Ай бұрын
Police station is not a place of enjoyment it is a place of responsibility
@AtulDash-o6r
@AtulDash-o6r Ай бұрын
ସେ ଝିଅ ଥାନା କବାଟକୁ ଗୋଇଠା ମାରିବାବା କେତେଦୂର ସାଳିନତ।
@shyamalkishoremohanty1604
@shyamalkishoremohanty1604 Ай бұрын
No media trial, let enquiry be complete.
@janakinayak6576
@janakinayak6576 Ай бұрын
ଭଲ ହେଇଛି ପଲିସ୍ କୁ ଏମିତି ହିଂ ଦରକାର ହ ଉଥିଲା ଓଡିଶା ବାସି ବହୁତ ଖୁସି 😄😄😄😄
@PARAMESWARROUL-dn5go
@PARAMESWARROUL-dn5go Ай бұрын
We don't think this lady and army officer has done any mistake. In the video they appear normal , if they are drunken then where is the problem ? It was the duty of police to send pcr immediately to the spot & arrest the road romeos . Instead of discharging their duties they asked the victim to lodge a FIR . Will the road romeos wait for the police to arrive there till fir is lodged ? Some people are being paid for favouring police . These people should think twice before giving any video comments . Go ask common people why are they afraid of going police station. You people should come with advocate Byomkesh Tripathi and learn something from him .
@SwadharmaOdisha
@SwadharmaOdisha Ай бұрын
ଭରତପୂର୍ ଆଇଆଇସି ଯାହା କରିଛନ୍ତି ତାକୁ ଆପଣ କଣ କହିବେ ତାହା ରେପ୍ ଭଳି ଆଚାରଣ ଠାରୁ ,କମ ନୁହେଁ,
@Babuni207
@Babuni207 Ай бұрын
You are 100% currect mam.That girl had wrong.why parents are allowing the girls to go out at night?
@sudhakarsahu333
@sudhakarsahu333 Ай бұрын
Big mistake this lady , her behavior is not at all good for society . Drama karuthila thana re.
@pinkybagh2951
@pinkybagh2951 Ай бұрын
Very good madam Sahi Baat bol rahe hain aap
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 84 МЛН
How Much Tape To Stop A Lamborghini?
00:15
MrBeast
Рет қаралды 104 МЛН
Smart Sigma Kid #funny #sigma
00:14
CRAZY GREAPA
Рет қаралды 109 МЛН
Кто круче, как думаешь?
00:44
МЯТНАЯ ФАНТА
Рет қаралды 2,1 МЛН
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 84 МЛН