"ତାଙ୍କ ପିଲାଟି ଦିନରୁ ଶାରୀରିକ ସମ୍ପର୍କ ରଖିବା ପ୍ରତି ଭୟ ଅଛି, ମୋତେ କେବେ ବି ସ୍ୱାମୀର ଅଧିକାର ଦେଇ ନାହାଁନ୍ତି"

  Рет қаралды 2,534,360

Prameya News7

Prameya News7

Күн бұрын

#ଅନୁଭବଙ୍କ_ଅକୁହା_ସତ
"ତାଙ୍କ ପିଲାଟି ଦିନରୁ ଶାରୀରିକ ସମ୍ପର୍କ ରଖିବା ପ୍ରତି ଭାରି ଭୟ ଅଛି, ସେ ମୋତେ କେବେ ବି ଜଣେ ସ୍ୱାମୀର ଅଧିକାର ଦେଇ ନାହାଁନ୍ତି", ପୁଣି ଚର୍ଚ୍ଚାରେ ଅନୁଭବଙ୍କ ଦ୍ଵିତୀୟ ଭିଡ଼ିଓ ।
#AnubhavMohanty #ViralVideo #BarshaPriyadarshini #MarriageDispute #ViralNews #Controversy #OdishaNews #PrameyaNews7
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 2 400
@kabitakhuntia7580
@kabitakhuntia7580 2 жыл бұрын
ଯଦି ଆପଣ ଠିକ୍ କହୁଛନ୍ତି । ତାହେଲେ ଭଗବାନ ଆପଣଙ୍କ ସହ କେବେ ଅନ୍ୟାୟ କରିବେନି ସାର୍ । ଆପଣଙ୍କ ସହ କେହି ନଥିଲେ ମଧ୍ୟ ଭଗବାନ ଅଛନ୍ତି ।କେବଳ ତାଙ୍କୁ ହିଁ ବିଶ୍ୱାସ କରନ୍ତୁ ।ଭଗବାନ ସବୁ ମଙ୍ଗଳ କରିବେ ।🙏
@royalrimsharajlaxmi944
@royalrimsharajlaxmi944 Жыл бұрын
6754
@govindakusulia7741
@govindakusulia7741 2 жыл бұрын
Sir you are great ଆପଣଙ୍କ ଧର୍ଯ ପାଇ ଆପଣଙ୍କୁ ଏତେ ଦୁଃଖ ଦେଇଛନ୍ତି ବର୍ଷା medam ଏହା ଭୂଲ୍ବ ଅଟେ
@sanjyapradhan7709
@sanjyapradhan7709 Жыл бұрын
@prasannasahoo7786
@prasannasahoo7786 2 жыл бұрын
REALLY I appreciate your love for Barsha .As a wellwisher of you. Don't worry about and never be harrsed. I astonished hearing your thoughts and prayers and feelings for Barsha God bless Barsha and try to be a good wife like our Sitamata Many Many thanks for your patience as a good husband and honest behavior towards a naughty wife
@daktarbabu143
@daktarbabu143 Жыл бұрын
ବର୍ଷା madam ଏଇଥି ପାଇଁ ସମ୍ପର୍କ ରଖିବା ପାଇଁ ଚାହୁଁନାହାଁନ୍ତି କାରଣ, ସେ ବଧେ ମହିଳା ଜାତିର ନୁହନ୍ତି ..ହିଞ୍ଜଡ଼ା ଜାତିର ବୋଧେ... ଯାଉଥି ପାଇଁ ଶାରୀରିକ ସମ୍ପର୍କ ରଖିଲେ କାଳେ ଅନୁଭବ sir ଜାଣି ଯିବେ ।
@user-hf3xk4xm1v
@user-hf3xk4xm1v 8 ай бұрын
ଅନୁଭବ ଭାଇ ଭଗବାନଙ୍କ ଉପରେ ଭରସା ରଖ ଆପଣ ମାରିବା କଥା କେବେ କୁହନ୍ତୁ ନାହିଁ
@sriyavlogs1922
@sriyavlogs1922 2 жыл бұрын
Sabu katha suniba pare really bahut dukha laguchi Anubhav Bhai nka pain
@priyasamal5310
@priyasamal5310 2 жыл бұрын
ମୁଁ ଆଜି ପ୍ରଥମ ଥର ପାଇଁ ଅନୁଭବ କଲି ଯେ ପୁଅ ପିଲାଙ୍କ ହୃଦୟରେ ଏତେ ଦୁଃଖ କଷ୍ଟ ଥାଏ ମୁଁ ତ ଭାବେ ଖାଲି ଝିଅ ପିଲାଙ୍କ ମନ ଆଉ ହୃଦୟରେ ଦୁଃଖ କଷ୍ଟ ଥାଏ,ଏ କଥା ଅନୁଭବଙ୍କ ମହରୁ ଶୁଣି ବୋହୁତ ଦୁଃଖ ଲାଗିଲା ହେ ଭଗବାନ
@satybanpanigrahi5721
@satybanpanigrahi5721 2 жыл бұрын
Li
@crazytirru2172
@crazytirru2172 2 жыл бұрын
Right bro
@SaratKumar-mu3my
@SaratKumar-mu3my 2 жыл бұрын
ଆଜ୍ଞା ଆଗରୁ ଥିଲା ଝିଅ ମାନେ ପୁଅ ମାନଙ୍କ ଠାରୁବେଶୀ ଦୁଃଖ ହେଉଥିଲା ଏବେ ପୁଅ ମାନେ ବେଶି କଷ୍ଟ କମ ଦୂସରେ ବେଶୀ କଷ୍ଟ
@basantimohapatra1662
@basantimohapatra1662 Жыл бұрын
p
@basantimohapatra1662
@basantimohapatra1662 Жыл бұрын
pp>>ppv
@Luvsahu4836
@Luvsahu4836 2 жыл бұрын
ଈଶ୍ବର ବର୍ଷା ଓ ଅନୁଭବକୁ ଅତି ଶୀଘ୍ର ଉଚିତ୍ ନ୍ୟାୟ ଦିଅନ୍ତୁ ।
@mamalipradhan2744
@mamalipradhan2744 7 ай бұрын
ବେଶି ଦୁଃଖ ଲାଗୁଛି sir ଆପଣଙ୍କ କଥା ଶୁଣି but don't worry ସବୁ ଠିକ୍ ହେବ ସେ Barsha କେବେବି ଭଲ ହେବେନି ଆପଣ ଙ୍କୁ କଷ୍ଟ ଦେଇ
@durgacharanpatra4301
@durgacharanpatra4301 Жыл бұрын
ଜଣେ ବିବାହ କରେ କେବଳ ନିଜର ଶାରୀରିକ ଆବଶ୍ୟକ ପୂରଣ କରିବା ପାଇଁ। ଅନ୍ୟ ଯାହା ସହଯୋଗ ଏଇ ଆବଶ୍ୟକ ରୁ ହିଁ ଆରମ୍ଭ ହୋଇ ଥାଏ। ଯଦି ସେହି ଆବଶ୍ୟକ ଟା ଅନାବଶ୍ୟକ ହେଇଯାଏ ତାହେଲେ ବିବାହ ର କୌଣସି ମୂଲ୍ୟ ନ ଥାଏ। ଯଦି ଅନୁଭବ ସତ କହୁଛନ୍ତି ତାହେଲେ ସେ ଠିକ୍ ବାଟରେ ଅଛନ୍ତି। ଯଦି ମିଛ କହୁଛନ୍ତି ତେବେ ତାଙ୍କୁ ଭଗବାନ କେବେ କ୍ଷମା କରିବେ ନାହିଁ।
@diptimayeebehera7947
@diptimayeebehera7947 2 жыл бұрын
Sir, ଆପଣ ସେ ବର୍ଷା ଡାହାଣୀକୁ ଛାଡ଼ପତ୍ର ଦିଅନ୍ତୁ। ନିଜ ଜୀବନ ରେ ଆଗକୁ ବଢନ୍ତୁ। New life n happy life start କରନ୍ତୁ। She is the worst woman in the world. I hate her. Sir please don't worry, keep faith on God n urself. Lots of love for you sir ❤️❤️❤️❤️❤️❤️❤️
@gopabandhukar2886
@gopabandhukar2886 2 жыл бұрын
Barasa jananampusaka
@aadyashamohanty6886
@aadyashamohanty6886 2 жыл бұрын
She is not giving divorse..That is the problem..
@jajatikesariroutray
@jajatikesariroutray 4 ай бұрын
42:08
@dhirenmohapatra4584
@dhirenmohapatra4584 2 жыл бұрын
ଏହା ଯଦି ସତ ତାହାହେଲେ ମୁଁ କହିବି ଏତେ ଦିନ ଅପେକ୍ଷା କରି ଅନୁଭବ ବଡ ଭୁଲ କରିଛନ୍ତି । ତେଣୁ ଦୁଇଜଣଙ୍କ ର Medical Tast କରାଯାଉ । ସତ ଜଣା ପଡିବ
@balakrushnajena7974
@balakrushnajena7974 2 жыл бұрын
Apan thik kahichanti .Mote Kain laguchi Anubhaba ra katha guda filimi dilogue pari laguchi.Jane purusa kebe bi ete Dina opekhya Kariba biswas laguni ,Jadi kichhi satyata thae tebe nijar kichhi drunalata thiba. A Jane napusak kuhajiba.Jadi Barsa apari kahila seidina taku gharu bahar deba katha. Midia ku jai nija wife bisayate jete safei dele bi biswas laguni
@chandramajhi8049
@chandramajhi8049 Жыл бұрын
Right
@user-cp3kw9ny1g
@user-cp3kw9ny1g 5 ай бұрын
❤❤❤❤❤😂😂😂😂😂😂😂😂😂😂😂😂😂😂😂😂0
@kshitishkumarmaharana5569
@kshitishkumarmaharana5569 5 ай бұрын
no not at all
@BanshidharMahapatra-up3qq
@BanshidharMahapatra-up3qq 5 ай бұрын
N9
@rabindrabindhani9103
@rabindrabindhani9103 2 жыл бұрын
ଅନୁଭବ ଭାଇ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଏହାର ବିଚାର କରି ମାନ୍ୟବର ବିଚାରପତି ପ୍ରୋଭୁ ଜଗନ୍ନାଥ ବୋହୁତ ଶୀଘ୍ର ବିଚାର କରିବେ, ଜୟ ଜଗନ୍ନାଥ।
@madhubhuban9410
@madhubhuban9410 2 жыл бұрын
Hero heroin ku .service man service women ku .merage karuthibe amity heba. Sir new merage kara job karuthiba jhia nahi only house wife happy life asijiba.
@AnkitaParidaGudu-rk8bq
@AnkitaParidaGudu-rk8bq 6 ай бұрын
​ 26:29 ❤❤😂❤❤😂❤ 26:38
@sabnamkhatun7235
@sabnamkhatun7235 Жыл бұрын
Abhinab babu you are absolutely right
@ganeshbarik7018
@ganeshbarik7018 Жыл бұрын
Jay Jagannath sir.aapana katha bahut bhala..aau .sata.. sir...... your good reall..odiaa..hero....i am selute sir....bahut...dukha..sahi chhan sir 👍👏
@jayaprakashsahoo553
@jayaprakashsahoo553 2 жыл бұрын
ଆମେ ସାଧାରଣ ଲୋକ ଗୋଟିଏ କଥା ଶିଖିଲୁ । ଆମେ ଯାହାକୁ ଆମର ଜୀବନର ହିରୋ , ହିରୋଇନ ଭାବୁ ବା ତାଙ୍କୁ ଫୋଲୋ କରୁ । ସେମାନେ ମଧ୍ୟ ସୁଖି ନୁହନ୍ତି। ତେଣୁ ନିଜକୁ ଯେଉଁ ଜୀବନ ମିଲିଛି ତାକୁ ଭଗବାନଙ୍କ ମହାନ କୃପା ଭାବି ଆନନ୍ଦରେ ବଞ୍ଚିବାକୁ ଚେଷ୍ଟା କରିବା କଥା।
@deepakbishoi4062
@deepakbishoi4062 2 жыл бұрын
Barsa madam tame ra chhua heithile ate jhamala huanta nai nija maa dekhuna se tamaku kemiti janma Dele mm tame kichhi thik kalani
@deepakbishoi4062
@deepakbishoi4062 2 жыл бұрын
Are gote nari ra jibanre ta pain ta chhua hin garba aou chera dekhi garba karuchi naguni sala
@Power0P7949
@Power0P7949 2 жыл бұрын
@@deepakbishoi4062 regressive thought of your
@Sandeep_5432
@Sandeep_5432 2 жыл бұрын
Tu bokachoda ate dine aei Katha sikhilu 🤣🤣🤣🤣 mnu ta Chhota belu aei Katha sikhithili
@indrajitdas4522
@indrajitdas4522 2 жыл бұрын
@@deepakbishoi4062ccccccc c cccçççtctctctctctccc ccccc cccccc
@yadavm.behera4842
@yadavm.behera4842 2 жыл бұрын
ଏମିତି କଣ ପାଇଁ କରୁଛନ୍ତି ସେ ତମେ ଭାଇ ବହୁତ୍ ସରଳ ସେଥିଲାଗି ସେ ସରଲତା ର ଫାଇଦା ଉଥୋଉଛନ୍ତି। ତାକୁ ତା ବାଟରେ ଛାଡ଼ିଦିଅ ତମେ ବହୁତ୍ ଭଲ ।ତମକୁ କଣ ଝିଅ ମିଳିବନି । ତମେ ଯାହା ସବୁ କହୁଚ ନା ସେ ସବୁ ବେବହାର କଲେ ।ବୋଧେ ତାଙ୍କ ସୁନ୍ଦରତା ନଷ୍ଟ ହେଇଯିବ ସେ ବି ଯାହା କରୁଛନ୍ତି ଏସବୁ କିନ୍ତୁ ଠିକ୍ ନୁହେଁ।
@Odisha2367
@Odisha2367 2 жыл бұрын
Very very difficult story, God bless you, stay strong and mind
@hiranmayeepatel6785
@hiranmayeepatel6785 2 жыл бұрын
You are very Ideal
@hiranmayeepatel6785
@hiranmayeepatel6785 2 жыл бұрын
Stay strong
@coding_with_bf
@coding_with_bf Жыл бұрын
A true heart with a true man @anuvab Mohanty
@SAHU-dz4kl
@SAHU-dz4kl Жыл бұрын
You are great.god bless you bro
@fagusoren604
@fagusoren604 2 жыл бұрын
Sir ଆପଣଂକ ପ୍ରୟାସ ବହୁତ ଭଲ । ଆପଣଙ୍କର ନ୍ୟାୟ ମିଳୁ
@dasharathparida6692
@dasharathparida6692 2 жыл бұрын
ଏସବୁ କଥା ଯଦି ସାତ ତାହାଲେ ବୋହୁତ ଖରାପ ଲାଗୁଚି
@mahaprabhusocialvision8795
@mahaprabhusocialvision8795 2 жыл бұрын
ଯଦି ଶାରିରୀକ ସମ୍ପର୍କ କୁ ଡର ତାହେଲେ ବାହାସର ହବାର ନ ଥିଲା ।
@namitarani
@namitarani Жыл бұрын
ଓଡିଶା ରେ କଣ ତୁମ ପାଇଁ ଝିଅ ଅଭାବ
@jituswain1768
@jituswain1768 Жыл бұрын
​@Ranjan Kumar
@jituswain1768
@jituswain1768 Жыл бұрын
​@Ranjan Kumar
@purtystarofficial217
@purtystarofficial217 Жыл бұрын
A portant kn tankor 1st night hoinahi ki
@user-vx4zj3bh9r
@user-vx4zj3bh9r 6 ай бұрын
Is. Aritr ansar bAbu
@bulusathy9743
@bulusathy9743 8 ай бұрын
Don't be upset sir . God always bless you and u will be must win.try to forget her because past always past that is forget 🎉🎉🎉
@rukshyadevraut2422
@rukshyadevraut2422 8 ай бұрын
Dhanyawad tumhara dharya Anubhav bhai I salute you
@rosaliabs609
@rosaliabs609 2 жыл бұрын
Sir you are great. I appreciate your courage in your life. Sir be strong you have lost nathing. Go ahead and build a new future in your life. God is with you. I am praying for you. She is not worthy to be a good woman.
@minakshinaik2412
@minakshinaik2412 2 жыл бұрын
ଆପଣଙ୍କୁ ହିଁ ନ୍ୟାୟ ମିଳୁ ସତ୍ଯ ର ଜୟ ହେଉ 🙏
@gaganapanda4715
@gaganapanda4715 2 жыл бұрын
Anubhav. Bhai. You. Are. A. Great. Man. God. Bless. You
@gopabandhunayak5826
@gopabandhunayak5826 2 жыл бұрын
@@gaganapanda4715 Aaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaaqaaaaaaaaaaa Q&A
@pradeepkumardas3408
@pradeepkumardas3408 Жыл бұрын
@@gaganapanda4715 6 loo no
@sanghamitradevi
@sanghamitradevi Жыл бұрын
Anubhav Bhai sabu dhukhku sukhko Moni niontu bhagaban tuma sathira aochanti Jay jagar nath🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@pabitrasahoo4139
@pabitrasahoo4139 Жыл бұрын
èazzzI
@EngineersChoiceAnyday
@EngineersChoiceAnyday Жыл бұрын
ଯଦି ଅନୁଭବଙ୍କ କଥା ସତ ହୋଇଥାଏ, ତାହେଲେ ବହୁତ ସାଙ୍ଘାତିକ. ବର୍ଷା ଭଲ କରି ନାହାନ୍ତି ବିଲକୁଲ, ଯାହା ଅତି ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ.
@tikinaanaik-wy1tl
@tikinaanaik-wy1tl 8 ай бұрын
ଯଦି ଶାରୀରିକ ସମ୍ପର୍କ କୁ ଏତେ ଭୟ ଵିଵାହ ହବାର ନଥିଲା ବର୍ଷା ପ୍ରିୟଦର୍ଶିନୀ
@chhabibrana9341
@chhabibrana9341 Жыл бұрын
ଧନ୍ୟବାଦ ଅନୁଭବ ଭାଇ ତମକୁ ଏତେ ସାହାସ ଅଛି ଆପଣଙ୍କୁ
@asitmishra6221
@asitmishra6221 2 жыл бұрын
ତାଙ୍କ ର ବାହାଘର ର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଠାରୁ ଧନ,ସମ୍ପତ୍ତି ଏବଂ ବିଳାସ ବ୍ୟସନ ଲୁଟ କରିବା। ସେ ସଂସାର ପିପାସୁ ନୁହେଁ ଅର୍ଥ ପିପାସୁ ।ଆଜି କାଲି ର ଦୁନିଆରେ ଅନେକ ବିବାହିତା ନାରୀ କେବଳ ଅର୍ଥ ପିପାସୁ । ତାଙ୍କ ଦାଉରୁ ନବ ବିବାହିତ ପୁରୁଷ ମୁକ୍ତି ନ ପାଇ ପାରିବାର ପ୍ରଧାନ କାରଣ ହେଲା ଆମର ତୃଟି ପୁର୍ଣ୍ଣ ଆଇନ କାନୁନ ବ୍ୟବସ୍ଥା ଏବଂ ନାରୀ ତୁଷ୍ଟି କରଣ ଆଇନ୍।ଏଥିରେ ଭଗବାନ ଆପଣଙ୍କୁ ସାହସ ଦିଅନ୍ତୁ, ତା ସହିତ ଉଚିତ ନ୍ୟାୟ ଆପଣଙ୍କୁ ମିଳୁ ।🙏🙏🙏🙏
@bibhutibhusansahoo3166
@bibhutibhusansahoo3166 2 жыл бұрын
society ରେ ଏମତି ଅନେକ ପୁରୁଷ ହଇରାଣ ହେଉଛନ୍ତି। ଏଣୁ ଅନୁରୋଧ ଏକ ଦୃଢ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଅନ୍ତୁ। ଯାହା ଆଗାମୀ ଦିନରେ ମହିଳା ମାନଙ୍କୁ ଏପରି କୁ କର୍ମ ଠାରୁ ଦୂରେଇ ରହିବା ପାଇଁ ବାଧ୍ୟ କରିବ।
@ramachandramundaramachandr1529
@ramachandramundaramachandr1529 2 жыл бұрын
your Ringth sir
@parshurampradhan2465
@parshurampradhan2465 2 жыл бұрын
ବର୍ଷା ମାମ ଯଦି ଏକଥା ଠିକ ଆପଣ ଆପଣ ଜବାଵ ରଖନ୍ତୁ.
@dipendas7039
@dipendas7039 2 жыл бұрын
You are. Rite.
@Besthelpinodianayak
@Besthelpinodianayak 2 жыл бұрын
Right
@pratiksahoo3633
@pratiksahoo3633 2 жыл бұрын
anubhav tu me kahucha j kaha bapar paisha re khauna but oddia mana kra Paisa re karucha
@krishnasahu882
@krishnasahu882 2 жыл бұрын
Nihati
@user-yx9kz6cy5h
@user-yx9kz6cy5h 6 ай бұрын
Always I'm supporting you Anubhav bhai❤❤ mu apana nku school time re dekhechi apana bahut bhala
@sushantameher1294
@sushantameher1294 7 ай бұрын
Sir,love marriage କେବେ success ହୁଏନାହିଁ ଯଦି ସେଥିରେ ପରିବାର ର ସମ୍ମତି ନଥାଏ ❤❤❤
@chhabibrana9341
@chhabibrana9341 2 жыл бұрын
ଡରତ ସବୁ ଝିଅ ଙ୍କ ଦେହରେ ଥାଏ ହେଲେ ତଥାପି ତ ଝିଅ ଙ୍କୁ ସହି ବା କୁ ପଡି ଥାଏ ଆଉ ବର୍ଷା ତ ଫିଲ୍ମ କରି ତାର ଅଭ୍ୟାସ ଅଛି ହିରୋ ଙ୍କ ସହିତ ତା'ହେଲେ ଏତେ ଡର କାହିଁକି ବର୍ଷା ପ୍ରିୟଦର୍ଶିନୀ ଏଇଟା ଉଚିତ ନୁହେଁ
@basantipattnaik2032
@basantipattnaik2032 2 жыл бұрын
ମୁଁ ଆପଣଙ୍କ ର ଭିଡିଓ ଶୁଣିଲି, ବହୁତ ଦୁଃଖ ଲାଗୁଛି, ଦୁଇଟି ସୁନ୍ଦର ମଣିଷ ଏକ ହେଲା ପରେ ଯେତେବେଳେ କୈାଣସି କାରଣ ବଶତଃ ଚୁର୍ ଚୁର୍ ହୋଇ ଭାଙ୍ଗେ ଅତି ଭାବପୂର୍ଣ୍ଣ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଅଟେ। ପ୍ରେମ ଶାସ୍ବତ, ପବିତ୍ର ମୟ, ବୁଝାମଣା ଭିତରେ ଅଭାବ ଘଟିଲେ ଏହି ଭଳି ପରିସ୍ଥିତି ସୃଷ୍ଟି ହୁଏ। ତଥାପି ଅପେକ୍ଷା ରହିଛି କଣ ପୁଣି ହେବ।
@benudharnayak4433
@benudharnayak4433 2 жыл бұрын
Anubhav sir you are right,it is really it is sad life.Dont worry sir God is always with you.
@minaketanmeher9493
@minaketanmeher9493 8 ай бұрын
Very good Anbhab brother your passence is very strong and gentile word
@oldstatusvideo9902
@oldstatusvideo9902 Жыл бұрын
ବର୍ଷା ମାସ ଯାହା କଲେ ତାହା ଗୋଟିଏ ନାରୀ ସମାଜ ପାଇଁ କଳଙ୍କ । ଅନୁଭବ ସାର୍ ଙ୍କୁ ନ୍ୟାୟ ମିଳୁ। ସତ୍ୟ ର ଜୟ ହେଉ।😢😢😢😢
@bharatibebortha6646
@bharatibebortha6646 2 жыл бұрын
Very heart touching , experience you have narrated.God is great.
@rabindrabindhani9103
@rabindrabindhani9103 2 жыл бұрын
ଅନୁଭବି ହିଁ ଅନୁଭବ କରିପାରେ ଏହି କାହାଣୀ ର ଦ ର ଦ,
@snehamallick8010
@snehamallick8010 2 жыл бұрын
Really It's very painful story,I pray to God plz solves this problem immediately.I don't think so how is possible after marriage but I pray to god
@amarsikuan6114
@amarsikuan6114 8 ай бұрын
Sir aapanankara kathasuni mote film dekhila pari lagila dhanya aapanankara jibana kahani dhanya aapanankara dharjya
@angadpradhan-ss6tk
@angadpradhan-ss6tk Жыл бұрын
You are right Anubhav sir God bless you. Jay Jagannath 🙏🙏🙏🙏🙏🙏🙏🙏
@balakrushnarath4854
@balakrushnarath4854 2 жыл бұрын
ଆଜ୍ଞା ଅନୁଭବ ସାର....ଆପଣ ଙ୍କର ହିଁ ପୁରା ଭୁଲ.... ଆପଣ ଜଣେ ପୁରୁଷ ପରା.....ପ୍ରଥମ ଦିନ ଯେତେବେଳେ ବର୍ଷା ମନା କରିଦେଇ ଥୀଲା ସେତେବେଳେ ବେଳେ ଗାଲରେ ଚଟକଣୀ ମାରି ତାକୁ ସିଧା କରିବାର ଥୀଲା...... ଏଇଥିପାଇଁ ମୂଁ ବର୍ଷା କୁ ସମ୍ମାନ ଦେଲି ନାହିଁ... କାରଣ ଯଦି ଆପଣଙ୍କ କଥା ଠିକ.. ତାହେଲେ ବର୍ଷା ମାଡାମ ସମ୍ମାନ ର ଯୋଗ୍ୟ ନୁହନ୍ତି..... ଯଦି ଆପଣଙ୍କ ଜାଗାରେ ମୂଁ ହେଇଥାନ୍ତି... ତାହେଲେ ମୂଁ ମୋ ସ୍ତ୍ରୀ କୁ ବାଡେଇ କି ସିଧା କରିଦେଇ ଥାନ୍ତି...... ସେଲିବ୍ରିଟି ହୋଉ କି ସାଧାରଣ ଲୋକ...... ବେଡ଼ରୁମ ଉପରେ ସମସ୍ତେ ସମାନ ସ୍ୱାମୀ ଆଉ ସ୍ତ୍ରୀ... ( ଏଇଥିରୁ ଗୋଟେ କଥା ସ୍ପଷ୍ଟ ହୋଇଗଲା ଯେ.... ଏହା ସବୁ ସୁନ୍ଦରତା ର ଗର୍ବ... ତେଣୁ ମୋର ପ୍ରିୟ ଭାଇମାନେ.. ଗୋଟେ ସୁନ୍ଦରୀ ଝିଅ କୁ ବାହାହେବା ପୂର୍ଵରୁ ତାର ବେକଗ୍ରାଉଣ୍ଡ କୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ )
@Power0P7949
@Power0P7949 2 жыл бұрын
Wah to ghare daily to bapa to bou ku pituthiba 🤣 vl background tora au .
@Power0P7949
@Power0P7949 2 жыл бұрын
To chua ra pic ru dekhajauchi kete sundariya stree tate milithiba 🤣🤣
@Sandeep_5432
@Sandeep_5432 2 жыл бұрын
@@Power0P7949 🤣🤣🤣🤣🤣
@asutoshraj3651
@asutoshraj3651 2 жыл бұрын
You are clear hearted person man.... I am proud of you my hero....
@Power0P7949
@Power0P7949 2 жыл бұрын
🤣
@somonathmoharana2503
@somonathmoharana2503 2 жыл бұрын
ଆପଣ ତ ବହୁତ ଭଲ ଆପଣଙ୍କୁ ଗୋଟେ ସୁନ୍ଦର ଝିଅ ଟି ମିଳିବ ବାହା ହେଇ ଭଲ ରେ ରୁହ ମୁଁ ଆପଣଙ୍କର ବହୁତ୍ ବଡ଼ fan ମୁଁ ଆପଣଙ୍କୁ ଏତେ ଦୁଃଖରେ ଦେଖି ପାରୁନି
@JebadDigal
@JebadDigal 3 ай бұрын
Sir apananka Vali kia hebeni sata Katha sir my Jane blaend akhi dekhi pareni sir apananka katha sunile bahut dukha laguchi sir barsa madam au apanankara ta sir jadi bahut badia thila sir bahut vala lagu thila sir sory kichi jadi vavi beni kahitanti apanankara gate mu fean
@user-rf5xc3sz8m
@user-rf5xc3sz8m 10 ай бұрын
You will must win the case ,never give up .
@SharatKumar-jm9cj
@SharatKumar-jm9cj 11 ай бұрын
Anubhav Bhai ,Satyameva Jayate Bhagban Sibasambunka Pakhare prathana karuchi Anuvhabku niyaymilu❤❤❤❤❤❤❤❤
@balabhadrabaral8095
@balabhadrabaral8095 2 жыл бұрын
ଏହା ଏକ ପ୍ରକୃତ ସତ୍ୟ ଫିଲ୍ମି , ବୋଧହୁଏ ବର୍ଷା T G ,ବର୍ଷାକଂର ଯୌନାଗଂ ନାହିଁ। ଅନୁଭବ ବାବୁ ତୁମର ଧୌଯ ଆଗରେ ସମସ୍ତ ଯୁବକ ହାର ମାନିବେ,।ଏବେ ଆମେ ଆପଣଙ୍କର ଶୁଭକାମନା କରୁଛୁ ।ନୂଆ ଜୀବନ ଆରମ୍ଭ କରନ୍ତୁ। ଆମେ ଖୁସି ହେବୁ ।
@sudarsansethisudarsansethi9813
@sudarsansethisudarsansethi9813 2 жыл бұрын
Tu sala dekhichu
@binodsinghbinod8799
@binodsinghbinod8799 2 жыл бұрын
yes new marreje anuvab vai
@bibhu4444
@bibhu4444 2 жыл бұрын
Bala na. Sabu achi seita nahi.😂
@samirpalei7782
@samirpalei7782 2 жыл бұрын
Ki katha egudaka
@balabhadrabaral8095
@balabhadrabaral8095 2 жыл бұрын
@@sudarsansethisudarsansethi9813ତୁ ଶଳା ଦେଖି କରି କହ, ବର୍ଷା T G ନା କଣ ? ।
@bknayak8577
@bknayak8577 2 жыл бұрын
ଅନୁଭବ ଭାଇ ତାର ମୂଳରୁ ଯୋନି ନାହିଁ ତମକୁ ଦେବ କଣ
@lambodarlambodar5870
@lambodarlambodar5870 Жыл бұрын
👍👍
@hhsantaliofficial
@hhsantaliofficial 3 ай бұрын
😂😂😂😂
@gjdsgfagychkj
@gjdsgfagychkj 2 ай бұрын
Mote bhi laguchi siye jhio nahi
@prafullapradhan3860
@prafullapradhan3860 2 жыл бұрын
Thank you Anubhaba Thank you Heavy Strong Memory .God Bless You Jay Jagannath JJNTH .
@user-hf3xk4xm1v
@user-hf3xk4xm1v 8 ай бұрын
ଭାଇ ଯାହା କରିଛ ଭାଲକରିଚ ବର୍ଷାକୁ ଛାଡ ସେ ବହୁତ ଅନାୟ କରିଛନ୍ତି godblessu
@anandapandav5400
@anandapandav5400 7 ай бұрын
Thank you Anubhab babu tuma pain bhagaban pakhare prathana karuchhi tuma kasta sunantu God bless you Jay JAGANNATH
@chhabibrana9341
@chhabibrana9341 2 жыл бұрын
ସତରେ ଭାଇ ତମେ ତାକୁ ଛାଡି ଦିଅନ୍ତୁ ଆମକୁ ଖରାପ ଲାଗୁଛେ ଭାଇ ଭଲ ମଣିଷ ବର୍ଷା କୁ ଛାଡପତ୍ର ଦିଅ
@sanuratha5303
@sanuratha5303 2 жыл бұрын
ସତରେ ବହୁତ ଖରାପ୍ କଥା ତୁମ ସହିତ ହେଇଚି
@jituraut3869
@jituraut3869 2 жыл бұрын
ଶାରୀରିକ ସମ୍ବନ୍ଧ ରଖିବନି ଛୁଆ କେମେତି ହବ ? ବିବାହ ସନ୍ତାନ ପାଇବା ପାଇଁ କରାଯାଏ ।
@ranjitjena3259
@ranjitjena3259 2 жыл бұрын
😁😁😁😁😁😁😁
@lalitmohanbebarta7232
@lalitmohanbebarta7232 11 ай бұрын
ଅନୂଭବ୍ ମାହାନ୍ତି ବାବୁ ଚିନ୍ତା କରନ୍ତୁ ନାହିଁ ଆପଣଙ୍କର ଉପରେ ମାଁ ସମଲେଶ୍ଵରୀ ଙ୍କର ଆଶ୍ରୀବାଦ୍ ଅଛି ନିଶ୍ଚୟ ଆପଣଙ୍କ ସପକ୍ଷରେ ନ୍ୟାୟ ମିଳିବ,ମୋର ଗୁହାରୀ ମାଁ ସମଲେଶ୍ଵରୀ ପାଖରେ,ଜୈ ମାଁ ସମଲେଇ 🙏🙏🙏
@BlaxmiRao-nh5dz
@BlaxmiRao-nh5dz 11 ай бұрын
May good blees you anuvave
@BlaxmiRao-nh5dz
@BlaxmiRao-nh5dz 11 ай бұрын
May good bless you anuvave
@nalinisabatcreations5101
@nalinisabatcreations5101 11 ай бұрын
ବର୍ଷା ଜାଣିନଥିଲା କି ବାହାଘର ପରେ ଶାରୀରିକ ସଂପର୍କ ହୁଏ ବୋଲି। କାହିଁକି ବାହା ହୋଇଥିଲା। ନାଁ ବର୍ଷା ଗୋଟିଏ ସମଲିଙ୍ଗୀ ମେଡିକାଲ ଟେଷ୍ଟ କରାଯାଉ।
@ranjankanhar5906
@ranjankanhar5906 10 ай бұрын
ଧନ୍ୟବାଦଦିଦି, ଆପଣ. ଯାହା ଲେଖିଛନ୍ତି
@bgeeta2197
@bgeeta2197 7 ай бұрын
So proud married next divorces her
@lpy4150
@lpy4150 15 сағат бұрын
There's a thing called "asexual" .... read about it... Yanka case re ta marriage consummation heichi boli proof heijaithila , so are you taking your words back?
@sripatitalasaruda9940
@sripatitalasaruda9940 2 жыл бұрын
ଯଦି ନାରୀ ପୁରୁଷ ସମାନ,ତା 'ହେଲେ ଆଇନ ର କାଠଗଡ଼ାରେ ବି ସମାନ ଭାବରେ ନ୍ୟାୟ ଦିଆଯାଉ.
@gitaroul4936
@gitaroul4936 2 жыл бұрын
L like))
@deepakbarik411
@deepakbarik411 2 жыл бұрын
I love you bro
@ramachandramundaramachandr1529
@ramachandramundaramachandr1529 2 жыл бұрын
your Ringt sir
@tkpcreation1318
@tkpcreation1318 2 жыл бұрын
Yes I agree
@narayansethy8520
@narayansethy8520 2 жыл бұрын
@@gitaroul4936 A8i8i8ii
@ghanashyamdas565
@ghanashyamdas565 2 жыл бұрын
U r right brother
@asabraaj7520
@asabraaj7520 2 жыл бұрын
ଆରେ ତୁମେ କଣ ଯେତେ ଅଛ ଅଭିନେତା ଅଭିନେତ୍ରୀ କିଏ ଶାନ୍ତିରେ ଅଛ ସବୁ ସେମିତି ହିଁ ଗୋଟେ ପରେ ଗୋଟେ ଆଉ ଆମର ମୂର୍ଖ ଲୋକ ମାନେ ଏ ମୋ fan ସେ ମୋ fan ହୋଇ ହୋଇ ଜୀବନ କାଟୁଛୁ ସବୁ ବେକାର ନିଜେ ନିଜକୁ best ବୋଲି ଜୀବନ କାଟିବା ଭଲ
@radhashyamtudu9052
@radhashyamtudu9052 2 жыл бұрын
😆
@kmarandiarts2044
@kmarandiarts2044 2 жыл бұрын
Right bro
@healthylife2930
@healthylife2930 2 жыл бұрын
absoltely right sir
@Sandeep_5432
@Sandeep_5432 2 жыл бұрын
Tu bokachoda ate dine aei Katha sikhilu🤣🤣🤣🤣🤣🤣 mnu ta Chhota belu akatha sikhithili
@shantitanisha3234
@shantitanisha3234 2 жыл бұрын
👍
@bibhutibhusanjena6545
@bibhutibhusanjena6545 Жыл бұрын
Never ever be sad, I know very well to Abhaya Sir, also he knows very well to me. I know you very well my younger brother Anubhav, You are the real practical person in life. Of course I have attended 1 program of Barsha I feel better, she is not the real what she shown on face. I know it's not good at all to say anything about any couple but its big crime to run away from the truth. Just let her to go and never give chance to enter in your privacy further. God bless you
@sanjuktaxaxa975
@sanjuktaxaxa975 7 ай бұрын
right anubhav bhai You are right
@jyotibehera4713
@jyotibehera4713 2 жыл бұрын
You are so strong bhai....don't cry.....god will give justice to you
@layaqealikhan85
@layaqealikhan85 2 жыл бұрын
Aanubav bhai, Don't be upset Please, be Strong. Don't worry bhai, God is great... BHAI kebevi mariba Pai chesta korideni....I recust you... You are Real Hero... God bless you
@prafullasahoo3376
@prafullasahoo3376 Жыл бұрын
ଏ ପରିସ୍ଥିର ସଦୁପଯୋଗ କରନ୍ତୁ। ଭାବନ୍ତୁ ଏହା ଏକ ସୁଯୋଗ ଭଗବାନଙ୍କ ତରଫରୁ ।ଅନୁଭବ ତୁମେ ଭାଗବତଗୀତା ପଢ଼ ।ଏହା ତୁମକୁ ମୋର ଉପଦେଶ ।ଜୀବନର ପ୍ରତେକ ସମସ୍ୟାର ସମାଧାନ ସେଥିରେ ଅଛି ।
@ramchandrabiswal5594
@ramchandrabiswal5594 Жыл бұрын
ଅନୁଭବ you are very good ମୁ ଭାବୁଥିଲି ଆପଣ ବୋଲି but ଏଇଟା ସତ
@kamallochannayak9660
@kamallochannayak9660 8 ай бұрын
Thanks Bhai You Are The Great For Mans ,
@mamatamahapatra5069
@mamatamahapatra5069 2 жыл бұрын
God bless u anubhab tama katha suni bahut kasta laguchi
@sarojinipatra1840
@sarojinipatra1840 2 жыл бұрын
I am proud of you anubhav sir🙏
@Luvsahu4836
@Luvsahu4836 2 жыл бұрын
ଜଣେ ଝିଅ ଅନ୍ୟ ଜଣେ ପୁଅଙ୍କୁ ଯେତେ ବି ଭଲପାଉ ନା କାହିଁକି, ମିଛ କହିପାରିବେ ନାହିଁ ଯେଉଁ ମିଛକୁ ଅନ୍ୟ ଜଣେ ସତ ବୁଝି ସତ୍ୟପ୍ରେମ କରିବସିବ । ଗୋଟିଏ ପୁରୁଷ ସ୍ତ୍ରୀ ମଧ୍ୟରେ ଜଣେ ଅନ୍ୟଜଣକୁ ଭଲରେ ବୁଝିବା, ମାନସିକ, ଶାରିରୀକ, ସ୍ବାସ୍ଥ୍ୟଗତ, କର୍ମକ୍ଷେତ୍ର ସ୍ତରରେ ନିହାତି ଆବଶ୍ୟକ ଅଛି ।
@user-qk8yc8cw4i
@user-qk8yc8cw4i 6 ай бұрын
sir, u r 100 percent right.its our culture dt we believe woman easily without any proof,bt in today world reality is totally diff,i really regret u lost 8 yrs of ur life,time to go 4 another marriage and be a father and live life of ur own.do not waste ur life of this arrogant woman.we all r with u....else u regret after 10 yrs.life is beutiful and god gave u 2nd chance,make full use of it...why u gave 8 yrs to barsha,if ur voice is true,hats up to u,we even not able to spend one month without relationship...past is past,create ur future again.we know anubhav can only do it..
@balabhadranayak4123
@balabhadranayak4123 9 ай бұрын
SIR U R GREAT IN THIS MATTER.I THINK PLS TRY TO CLOSE THE MATTER AND START A NEW LIFE AGAIN.U R VERY VERY TRUE THANKS
@rajeshmahananda4765
@rajeshmahananda4765 2 жыл бұрын
We are understand sir we always support
@sripatitalasaruda9940
@sripatitalasaruda9940 2 жыл бұрын
ଯଦି ୟାଙ୍କ କଥା ସତ ହୋଇଥାଏ,ତା ହେଲେତ ନାରୀ ନୁହେଁ ନାଗୁଣୀ.
@Cozonedear
@Cozonedear 2 жыл бұрын
True
@abhimanyunath681
@abhimanyunath681 Жыл бұрын
Naguni nuhe kinnara .
@basudevmunda9031
@basudevmunda9031 2 жыл бұрын
ଆପଣ ଠିକ୍ କହୁଛନ୍ତି । ଆପଣ ବୋଲି ଏତେ ବର୍ଷ ସହି କି ରହିଲେ ଆଉ କୋଉ ଘଇତା ହେଲେ ଗୋଟେ ମାସରେ ପିଟି ଘରୁ ବାହାର କରିଦେଇ ଥାନ୍ତେ। ଏମିତି ମାଇକିନା ପାଖରୁ ସବୁ ଦିନ ପାଇଁ ଦୂରେଇ ରହିବା ଠିକ୍
@kamadevpuhan5066
@kamadevpuhan5066 11 ай бұрын
ଅନୁଭବ ବହୁତ ଭଲ ଲୋକ, ବର୍ଷା ତୁମେ ଏମିତି କଲ? କାହିଁକ??????????
@BIKASHFF.29kviews
@BIKASHFF.29kviews 8 ай бұрын
Right
@bipinamallik2803
@bipinamallik2803 6 ай бұрын
Jaya Jagannath Jaya Anubhaba Babu Eavidioru Jadi Satya Hoethae Thik Achi Appanan Jahakarichanti Thik Karichanti
@asutoshraj3651
@asutoshraj3651 2 жыл бұрын
Dhokebaj complicated wife... Innocent hero Anubhav Mohanty.... I salute you Sir
@baikunthamajhi7592
@baikunthamajhi7592 2 жыл бұрын
ବର୍ଷା କୁ ମେଡିକାଲ ଟେଷ୍ଟ କରାଯାଉ ସେ ସମଲୀଗୀ‌ ନା ନପୁଂସକ ସତକଥା ଭାଇ ମାନେ ଜଣେ ଯଦି ବାହାହୋଇ ସାରିରୀକ ସମ୍ପର୍କରକୁ ଡରେ ବା ମନାକରେ ମତାମତ ଆପଣମାନେ ଦିଅନ୍ତୁ ‌
@surendranathmohapatra5351
@surendranathmohapatra5351 2 жыл бұрын
R SO
@ajayamohanroy7958
@ajayamohanroy7958 2 жыл бұрын
Should be medical test to barsha madam .
@abhimanyunath681
@abhimanyunath681 Жыл бұрын
Samalingi hele bi kebe na kebe kaha(m/f) sahita sex Karithanta,nachet kinnara.
@bharathidas365
@bharathidas365 Жыл бұрын
1. This thing is very sensitive & practical issue. Barsha should have disclosed before you. 2. If you both had been agreed on it. As love is sacrifice. Then would have been moved for marriage. If not agreed on that point then should have been moved in own way. 3. Now if the thing is told after marriage. Then definitely will be issues. Better to move apart for peaceful life in ownway. 4. She loves you it is true. She is not mentally ready that is true. She is possessive for you that is true. She is insecure that is true. 5. Society never take issue equally in respect to respect.
@smitaratha3927
@smitaratha3927 10 ай бұрын
Jadi tume kahithiba pratiti katha satya,tebe nyaya pain Jagannath nka upare biswasa rakha,deri heba kintu nyaya abasya miliba.
@tapaswiniswain6759
@tapaswiniswain6759 2 жыл бұрын
ଅନୁଭବ ସାର ଙ୍କୁ ନ୍ୟାୟ ମିଳୁ 🙏🙏🙏
@mandakinimohanty9406
@mandakinimohanty9406 2 жыл бұрын
Yes
@surendrasethi7415
@surendrasethi7415 Жыл бұрын
@@mandakinimohanty9406 sabumicha katha
@SipraGiri
@SipraGiri Жыл бұрын
You are right God bless you
@swarnalatatripathy4776
@swarnalatatripathy4776 6 ай бұрын
Satyameba Jayate. God bless you.
@rabindrabindhani9103
@rabindrabindhani9103 2 жыл бұрын
ଏହା ଜଗନ୍ନାଥଙ୍କ ଦେଶ ଜଗନ୍ନାଥ ଏହାର ବିଚାର କରିବେ, ବର୍ଷା ତୁମକୁ ମନେ ପକାଇ ଦେଉଛି ସ୍ବାମୀ ର ପାଦ ହିଁ ସୋର୍ଗ ଦ୍ଵାର।
@odishamychannel1183
@odishamychannel1183 2 жыл бұрын
ବଡ ଦୁଃଖଦ ଘଟଣା, ଶୁଣିଲା ପରେ ବର୍ଷା ବିଷୟରେ ଜାଣିଲି, ମତେ ଲାଗୁଚି ବର୍ଷା ଜଣେ ସମଲିଙ୍ଗୀ, ଆଉ ଗୋଟେ ସମ୍ପୂର୍ଣ ଗାଉଁଲି ଝିଅ ଦେଖି ବାହାହୋଇଜା, ସେ ବାଳୁଙ୍ଗିକୁ ଭୁଲିଯା, ସିଏ ପଳାଶ ଫୁଲ,
@tikinabehera9403
@tikinabehera9403 2 жыл бұрын
Aa pana jane prakuta hero
@Swagatika9337
@Swagatika9337 2 жыл бұрын
Palasa fula mane kn
@ImSRMAJHI
@ImSRMAJHI 2 жыл бұрын
@@Swagatika9337 😁😁😁 mane satya ranjan
@prafullabag3422
@prafullabag3422 2 жыл бұрын
ବର୍ଷା ନାରୀନୁହେଁ କି ପୁରୁଷ ନୁହେଁ ନପୁସକ ଥିବେ
@gourangasabut981
@gourangasabut981 2 жыл бұрын
Right
@brundabanchoudhury8944
@brundabanchoudhury8944 Жыл бұрын
ଅନୁଭବ ସେକଥା ଜାଣିଥିବେ କିନ୍ତୁ କହୁନାହାନ୍ତି
@minatisoren-wc6my
@minatisoren-wc6my 9 ай бұрын
110 % right she is two in one
@user-ue5wr7nh7m
@user-ue5wr7nh7m 7 ай бұрын
​@@brundabanchoudhury8944😊😊😊😅😊😊 hu hu
@jajatikesariroutray
@jajatikesariroutray 4 ай бұрын
47:14
@purusaottamnaik5122
@purusaottamnaik5122 5 ай бұрын
Perfect You Anubhav Sir...
@ranjannaik3236
@ranjannaik3236 Жыл бұрын
ଆରେ ଗୋଟେ ଝିଅ ପାଇଁ ତମେ କାହିଁକି ଏତେ କଷ୍ଟ ପାଉଛ! ଏ ଦୁନିଆଁରେ କଣ ଝିଅ ଅଭାବ!! ତାକୁ ଭୁଲି ଯା...!! ଆଉ ଥରେ ପୁଣି ନୂଆଁ ସଂସାର କର!!!
@akshayd1107
@akshayd1107 2 жыл бұрын
ବର୍ଷା କୁ ଜାପାନୀ ବାଣ୍ଡ ଦରକାର
@mohanchinagu2506
@mohanchinagu2506 Ай бұрын
ALlQ L
@mohantabhaicreation7214
@mohantabhaicreation7214 2 жыл бұрын
🙏ମୋର ମିଡ଼ିଆ ଭାଇ ମାନଙ୍କୁ ଅରୋଧ🙏 ବର୍ଷା madam ଙ୍କ ର ବି ଏମିତି ବାଇଟି ଦରକାର ସତ ଟା ବାହାରି ଯିବ
@kalyani2024
@kalyani2024 2 жыл бұрын
God bless you Anubhav sir 🙏
@rabindrakumarsoren4829
@rabindrakumarsoren4829 Жыл бұрын
You are not a villain... you are a great person, that means real hero...please,,,don't worry bro.Everything will be good,but it takes time....
@ratnakarpatra3220
@ratnakarpatra3220 Жыл бұрын
Ok Raet disison
@charanho4832
@charanho4832 Жыл бұрын
😂😂😂😂
@pradeeptadash6501
@pradeeptadash6501 11 ай бұрын
ବାଳ ନା
@binodsinghbinod8799
@binodsinghbinod8799 Жыл бұрын
ଛାଡ ଭାଇ ଜାହା ହେଇଗଲା ତାକୁ ଭୁଲି ଜାଆନ୍ତୁ ଏବେ ନିଜ ଲାଇଫ୍ ଟା କେମିତି ଭଲରେ କଟିଵ ସେକଥା ଭାବନ୍ତୁ ଭାଇ ଵର୍ଷା ମ୍ୟାଡମଙ୍କୁ ଭୁଲି ଜାଆନ୍ତୁ ଆପଣଙ୍କ ହୃଦୟରେ ଆଉ ଏକ ଝିଅକୁ ସ୍ତାନଦେଇ ସନ୍ସାର ଗଢନ୍ତୁ ରାନି ପଣ୍ଡା ମ୍ୟାଡମଙ୍କୁ myareje କରନ୍ତୁ
@maheswarmuduli6127
@maheswarmuduli6127 2 жыл бұрын
ବର୍ଷା ବୋଧ ହୁଏ ଜଣେ କିନ୍ନର ହେଇଥିବେ ନଚେତ ଗୋଟେ ଝିଅ କେବେ ବାହାଘର ର 8ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବିନା ରହିବ ନାହିଁ. ଖରାପ ଭାବିବ ନାହିଁ ଭାଇ ସତରେ ତୁମେ ବର୍ଷା ଙ୍କ ଯୌନାଙ୍ଗ ଦେଖିଛ କି ନାହିଁ?
@ratnakarnaik1077
@ratnakarnaik1077 2 жыл бұрын
Your suggestion like
@birasoren5704
@birasoren5704 Жыл бұрын
Right
@krushnakhora7438
@krushnakhora7438 Жыл бұрын
Jalebi juda kaise
@nirupamasahoo6558
@nirupamasahoo6558 Жыл бұрын
You are write bro
@chandramajhi8049
@chandramajhi8049 Жыл бұрын
Right
@Luvsahu4836
@Luvsahu4836 2 жыл бұрын
दोनों पक्षों की अच्छी समझ और समान प्रेम ही सच्चा प्रेम है।
@sanjulata4645
@sanjulata4645 2 жыл бұрын
Vary vary difficult story suni sariba pore anke dukha lagila mu anke kandichhi please more chhuta katha rakhibe jibanre kebabi attama hatya karibenahi
@chandrasekharsanta302
@chandrasekharsanta302 2 жыл бұрын
ଭଲ ପୁଅକୁ ଭଲ ଝିଅ ମିଳେନି ଆଉ ଭଲ ଝିଅ କୁ ଭଲ ପୁଅ ମିଳେନି. ସେ ଶଳା ବାନ୍ଧବୀ କୁ ଲାଜ଼ ନାହିଁ ମୂର୍ଖ ଟା
@swarnasamal1923
@swarnasamal1923 2 жыл бұрын
Right
@niranjandash2634
@niranjandash2634 Жыл бұрын
It's a really family story , Because you're is right person of realty mr Anubhav Mahanty sir , This a opportunity and legally personal family metar , The right you anubhav sir and do just think about speech in the tack about dear anubhav sir , Anubhav sir speech in the world this marriage for varsha priyadarshani a long 6 years as family relationship , Anubhav sir you most along your best and god family and your 💯% the father relationship do this your wife , So that's me typing is more etc.. Thank You Anubhav Sir ..! 🙏 🇮🇳
@bixchoisgamingshorts
@bixchoisgamingshorts 11 ай бұрын
You r a super man.. Salute to your tolerance.. Do not get upsset.. God must give u strength n stamina to overcome all hurdles
POV: Your kids ask to play the claw machine
00:20
Hungry FAM
Рет қаралды 7 МЛН
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 44 МЛН
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 6 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 41 МЛН
🔵 Unveiling The Truth With Jatra Actress Rani Panda || Kanak News
23:22
Kolkata Doctor Case
32:57
Nitish Rajput
Рет қаралды 10 МЛН
POV: Your kids ask to play the claw machine
00:20
Hungry FAM
Рет қаралды 7 МЛН