"ତାଙ୍କର ଗୋଡ଼ ନଥାଉ ,ମୋର ତ ଗୋଡ ଅଛି ..ମୁଁ ରୋଜଗାର କରି ତାଙ୍କୁ ପୋଷିବି ..କେବଳ ପ୍ରେମ ଥିଲେ ଯଥେଷ୍ଟ "

  Рет қаралды 591,522

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 592
@purnachandra1736
@purnachandra1736 8 ай бұрын
ନିଃସ୍ୱାର୍ଥ ପ୍ରେମର ଉଦାହରଣ ଭଗବାନ ଦୁହିଁଙ୍କୁ ବହୁତ୍ ଖୁସିରେ ରଖନ୍ତୁ
@ranjanapanda6538
@ranjanapanda6538 8 ай бұрын
ବସନ୍ତ ବାବୁ ହୃଦୟବାନ୍‌ ବ୍ଯକ୍ତି ହୋଇଥବାରୁ ତାଂକୁ ପତିବ୍ରତା ସହଧର୍ମିଣୀ ମିଳିଛନ୍ତି।❤❤
@sibasankarasabara164
@sibasankarasabara164 8 ай бұрын
ଏହା ପ୍ରକୃତ ପ୍ରେମ କହନ୍ତି, ଏମିତି କା ପ୍ରକୃତ ପ୍ରେମ ଯେତେ ଦୁଃଖ, ଝଡ଼, ବତାସ,ଝଞ୍ଜାଳ ଆସିଲେ ମଧ୍ୟ କିଛି କରିପାରିବ ନାହିଁ l ପରମେଶ୍ୱର ସେହି ଦୁଇ ଜଣକୁ ସୁଖ ଶାନ୍ତିରେ ରଖନ୍ତୁ l
@kishorswain5316
@kishorswain5316 8 ай бұрын
ଧନ୍ୟବାଦ ଭଉଣୀ,ତମକୁ ଜଗନ୍ନାଥ ସହାୟ ହୁଅନ୍ତି,ତମେ ନାରୀ ଜାତି ପାଇଁ ଉଦାହରଣ
@rishikesh4340
@rishikesh4340 8 ай бұрын
ହେ ପ୍ରେମର ଦେବୀ ଆପଣଙ୍କୁ ମୋର ଦୂରରୁ କୋଟି ପ୍ରଣାମ 🙏 ଆଜିର ଯୁବକ ଯୁବତୀ ପ୍ରେମ କାହାକୁ କୁହାଯାଏ ଆପଣଙ୍କ ଠାରୁ ଶିଖିବା ଉଚିତ୍ । ଆପଣ ନାରୀ ନୁହେଁ ନାରାୟଣୀ କେତେ ଜନ୍ମର ତପସ୍ୟାର ପୁଣ୍ୟଫଳ ଥିଲେ ଆପଣଙ୍କ ଭଳି ଦେବୀଙ୍କୁ ପତ୍ନୀ ବା ଜୀବନସାଥି ରୂପରେ ପାଇବ ଈଶ୍ୱର ନିଶ୍ଚୟ ତୁମ ସହିତ ଅଛନ୍ତି ଜୟ ଜଗନ୍ନାଥ 🙏
@snehavlogs401
@snehavlogs401 8 ай бұрын
ସତରେ ଦିଦି ଆପଣ ମହାନ ଆପଣଙ୍କ ପରି ସବୁ ଝିଅ ପୁଅ ମାନେ କିଛି ଶିଖିବା
@Gitanjalibhoi-cx1ob
@Gitanjalibhoi-cx1ob 4 ай бұрын
Tuma pari dabinku kote kote pranama🙏🙏🙏🙏
@PratapMangaraj-l8y
@PratapMangaraj-l8y 8 ай бұрын
ଭଗବାନ୍ ନିଶ୍ଚୟ ସାହାଯ୍ୟ କରିବେ
@kamaleshdas2173
@kamaleshdas2173 8 ай бұрын
କଉ ଭାଷା ରେ ଧନ୍ୟବାଦ ଦେବି ମୁ ଜାଣିନି 🙏କନ୍ଦେଇ ଦେଲୁ ଭଉଣୀ 🙏🙏😭😭
@BenudharMajhi-oj2dd
@BenudharMajhi-oj2dd 8 ай бұрын
ବହୁତ ବଡ଼ ହୃଦୟ ଭଗବାନ ତୁମକୁ ଯୁଗ ଯୁଗ ଏକାଠି ରଖନ୍ତୁ
@littlesingerrojalin
@littlesingerrojalin 8 ай бұрын
ସତେ ଯେମିତି ପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀ
@Rajendraswain-s1u
@Rajendraswain-s1u 8 ай бұрын
ଭଉଣୀ ତୁମକୁ ମୋର କୋଟି କୋଟି ପ୍ରଣାମ ତୁମ ଦୁଇ ଜଣଙ୍କ ଜିବନ ଖୁସିରେ ବିତିଯାଉ ଜୟ ଶ୍ରୀ ରାମ
@RabiSahoo-h1f
@RabiSahoo-h1f 18 күн бұрын
SISTER TUMAKU MOOR KOTI KOTI PRANAM TUMA TWO ZANANK ZIBAN HAS KHUSIRE JAU JAY JAGANNATH
@Chemistrylove340
@Chemistrylove340 8 ай бұрын
ଏହା କୁ ହି କୁହନ୍ତି ପ୍ରକୃତ ଭଲ ପାଇବା ଭଗବାନ 2 ଜଣ କୁ ଖୁସିରେ ରଖନ୍ତୁ ଭାଇ ଙ୍କ ଗୋଡ଼ ଜଲଦି ଭଲ ହେଇ ଯାଉ ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା
@KanhaRiberToka
@KanhaRiberToka 8 ай бұрын
ଏବେ ମୁଁ ଜାଣିଲି ପ୍ରେମ କିଛି କିଛି ସ୍ଥାନରେ ବଂଚିଛି,, ଧନ୍ୟବାଦ 🙏❤️💞
@Terunodiavlogs
@Terunodiavlogs 8 ай бұрын
ଏଇ ବୋଧେ ଭଲ ପାଇବା....🫶🫶 God bless you 🎉🎉🎉🎉🎉 Bhai start one youtube channel ଆପଣ ଏବେ trending ଅଛନ୍ତି ଭଲgrow କରିବ...🥳 revenue ରେ ଆରାମରେ ଚଳିବେ ...
@SachhitranandaParida
@SachhitranandaParida 8 ай бұрын
ଏହା ହିଁ ପ୍ରକୃତ ଭଲ ପାଇବା ଭଗବାନ ତମ ଦୁଇ ଜଣଙ୍କୁ ଖୁସିରେ ରଖନ୍ତୁ❤❤❤❤❤❤
@ranjanbarik9104
@ranjanbarik9104 8 ай бұрын
ଭଉଣୀ ପ୍ରକୃତରେ ଆପଣ ପ୍ରେମର ଅର୍ଥ ବୁଝିଛନ୍ତି । ଆପଣ ଦୁଇ ଜଣଙ୍କୁ ଧନ୍ଯବାଦ ଏହି ଭଳି ଭଲ ପାଇବା ସମାଜକୁ ଦେଖାଇଥିବରୁ......❤❤❤
@bikasmitabagharay4489
@bikasmitabagharay4489 8 ай бұрын
ଧନ୍ୟବାଦ ଭ ଉଣି
@satyajitbhakti8458
@satyajitbhakti8458 8 ай бұрын
ଏଝିଅ ମହାନ ନାରୀ ନୁହେଁ ନାରାୟଣି
@Bijayalaxmivlog
@Bijayalaxmivlog 8 ай бұрын
ପ୍ରେମ ପାଖରେ ସବୁ ହାର ମାନେ ❤❤❤
@jagtanbarik832
@jagtanbarik832 8 ай бұрын
ବର୍ତ୍ତମାନ ର ଝିଅ ମାନେ ଏଥିରୁ କିଛି ଶିଖନ୍ତୁ ପ୍ରେମ କଣ ଏ ଭଉଣୀ ରୁ❤
@RojalinNayak-l7e
@RojalinNayak-l7e 8 ай бұрын
Khali jhea manee sikhiba katha nuhaa pua manee bi sikhiba katha love 💕 kn .
@RojalinNayak-l7e
@RojalinNayak-l7e 8 ай бұрын
What r you writing.i cnt understand
@tapanbhuyan3620
@tapanbhuyan3620 8 ай бұрын
Ok
@susilalkm7590
@susilalkm7590 8 ай бұрын
Pua mane bi sikhiba katha stri deha kharap hele swami mane au gote baha hochanti
@JayashreeBiswal-84564
@JayashreeBiswal-84564 8 ай бұрын
​@susilalkm7590 right 😢😢
@ajayakumarb957
@ajayakumarb957 4 ай бұрын
ଭଗବାନ ତୁମକୁ ଭଲରେ ରଖନ୍ତୁ
@jagtanbarik832
@jagtanbarik832 8 ай бұрын
ଏମିତି ଝିଅ ଏହି ଦୁନିଆରେ ବହୁତ କମ୍ ଅଛନ୍ତି ❤❤
@JayashreeBiswal-84564
@JayashreeBiswal-84564 8 ай бұрын
Hm au subhranshu bhai nka bhali pua bi bahut kam achhanti😢😢
@JayashreeBiswal-84564
@JayashreeBiswal-84564 8 ай бұрын
Right 😢😢😢
@deepakdehury8827
@deepakdehury8827 8 ай бұрын
Emiti kebal prati lakhe re gote hi jhia miliba
@start-upodishayatra6757
@start-upodishayatra6757 4 ай бұрын
​@@deepakdehury8827..hmm emiti pua toh crore re ek milibe
@nayakbibhuti4535
@nayakbibhuti4535 8 ай бұрын
ସତୀ ନାରୀ ତମେ ମୁଣ୍ଡ ନଇଁ ଯାଉଚି ଭଉଣୀ ଭଗବାନ ସମସ୍ତଙ୍କୁ ଏମିତି ସାଥୀ ମିଳୁ God bless you Both of you 🎉
@kesabachpati7762
@kesabachpati7762 8 ай бұрын
ଜଗନ୍ନାଥ ତମ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ମଙ୍ଗଳ ମୟ ହେଉ ଜୟ ଜଗନ୍ନାଥ
@prasantkumarmallick5636
@prasantkumarmallick5636 8 ай бұрын
ତୁମ ଜୀବନ ସୁଖମୟ ହେଉ, ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ l
@tankadharberiha2181
@tankadharberiha2181 8 ай бұрын
ନିଚ୍ଛକ ଭଲପାଇବା.... ଭଗବାନ ସାହା ହୁଅନ୍ତୁ ❤❤
@JharanaPradhana-n5o
@JharanaPradhana-n5o 8 ай бұрын
ବୋହୁତ ବୋହୁତ ଧନ୍ୟ ବାଦ୍‌ ଭଲରେ ରୁହ ଖୁସିରେ ରୁହ
@UpendraThati
@UpendraThati 8 ай бұрын
ଭଭଣୀ ଧନ୍ୟ ତୁମେ ବହୁତ ସୁନ୍ଦର ପ୍ରେମ ❤❤❤❤❤❤
@sisirBuda-id4dp
@sisirBuda-id4dp 8 ай бұрын
ଭଗବାନ ତୁମର ଦାମ୍ପତ୍ୟ ଜୀଵନ ସୁଖରେ ରଖନ୍ତୁ
@ayushkanha6301
@ayushkanha6301 8 ай бұрын
ଭଉଣୀ ତୁମ ସାହାସ ମନୋବଳ କୁ ସତ namaste 🙏
@NamitamurmuNamitamurmu-t4s
@NamitamurmuNamitamurmu-t4s 4 ай бұрын
ଏମିତି ହୃଦୟ ଥିବା ବ୍ୟକ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ❤
@deepakdehury8827
@deepakdehury8827 8 ай бұрын
E bhauni nku bhagaban jivan Sara Khushi re rakhantu
@riteshritesh6405
@riteshritesh6405 7 ай бұрын
ହେ ଭଗବାନ୍ ଏମିତି ପ୍ରେମ ଯୁଗ ଯୁଗ ବଞ୍ଚି ରହୁ❤❤❤😢😢।ହେ ଭଗବାନ ମୋତେ ଏମିତି ଝିଅ ଟିଏ ମିଲୁ🙏🙏🙏।
@PankajLuha-f3w
@PankajLuha-f3w 8 ай бұрын
ଏ ହେଉଛି ପ୍ରକୁତ ପ୍ରମ ❤🙏
@KOBITA5559
@KOBITA5559 8 ай бұрын
ଏଥିରୁ ଜଣାପଡୁଛି ଝିଅଟି ବହୁତ ଭଲ ଗୁଣ ରହିଛି❤
@ronitthait1474
@ronitthait1474 8 ай бұрын
Pair char Rahe Na Rahe bich ka pair Rahana chahie❤
@truptimayeebiswal8658
@truptimayeebiswal8658 8 ай бұрын
Right 👍
@minatirout7523
@minatirout7523 8 ай бұрын
Great sister 👍👍👍
@aparajitaabarik9164
@aparajitaabarik9164 8 ай бұрын
1st gote bhal Orthopedic Dr nko saha consultant karantu,,
@aparajitaabarik9164
@aparajitaabarik9164 8 ай бұрын
Dr Sunil Kumar Dash , AMRI Hospital,best orthopaedic Dr in bbsr
@sibaprasadbisoyi
@sibaprasadbisoyi 8 ай бұрын
ଶୁଭେଚ୍ଛା ଓ ଶୁଭକାମନା, ତୁମେ ଦୁହେଁ ଉଦାହରଣ ହୋଇ ଜଣାଇ ଦେଲ ଏହା ଯେ ପ୍ରେମ କଣ ଆଜିର ଏହି ଦୁନିଆ କୁ l
@koraputiadesia7021
@koraputiadesia7021 8 ай бұрын
ଭଉଣୀ କୁ କେମିତି ଧନ୍ୟବାଦ ଦେବି ମୋ ପାଟିରୁ ଭାଷା ବାହାରୁ ନାହିଁ, ସତରେ ହୃଦୟ ଥିବା ମଣିଷ ଟିଏ, ଭଗବାନ ସର୍ବଦା ଖୁସିରେ ରଖନ୍ତୁ ଆପଣ ମାନଙ୍କୁ
@sillatuna2967
@sillatuna2967 6 ай бұрын
😅0om.o
@KabiSahoo-w7d
@KabiSahoo-w7d 8 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@OwnVoiceSusant
@OwnVoiceSusant 4 ай бұрын
ଏମିତି ଭଲ ପାଇବା କୋଉଠି ମିଳୁଛି ଭଗବାନ 😭😭🙏🏿🙏🏿ଜଗନ୍ନାଥ ତୁମକୁ ଭଲ କରିଦିଅନ୍ତୁ 🙏🏿🙏🏿🙏🏿🙏🏿🙏🏿
@bijaybibhu
@bijaybibhu 8 ай бұрын
ଏ ସଚା ପ୍ରେମ
@bijaybibhu
@bijaybibhu 8 ай бұрын
ଧନ୍ୟବାଦ୍ ଭଉଣୀ
@sarathipadhan9003
@sarathipadhan9003 8 ай бұрын
ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ❤❤❤ ଦିଦି ତମକୁ ମୋର କୋଟିଏ ଜୁହାର
@entertainment4you...974
@entertainment4you...974 8 ай бұрын
ଏଭଳି ଝିଅ ଙ୍କୁ ଭଗବାନ ଶାନ୍ତି ରେ ରଖନ୍ତୁ..... ଆପଣ ଦୁଇଜଣ ଖୁସିରେ ରୁହନ୍ତୁ......
@tanka15d677balangiriatk
@tanka15d677balangiriatk 8 ай бұрын
ଧନ୍ୟ ତୋ ପ୍ରେମ କୁ ଭଗବାନ ସାହା ହୁଅନ୍ତୁ
@ODISHABHAI-eq8jq
@ODISHABHAI-eq8jq 8 ай бұрын
ଆଜିର ଦିନ ରେ ଏମିତି ସ୍ୱର୍ଗୀୟ ପ୍ରେମ, କୋଟିଏ ରେ ଗୋଟିଏ, ଭଗବାନ 🙏🏻 ,ତୁମ ଦୁଇ ଜଣ ଙ୍କୁ ସଦା ସର୍ବଦା ଖୁସି ରେ ରଖନ୍ତୁ💐💐🎂🎂🎉🎉💐🌹🌹ସେ ବର ଭାଇ ଜଣ ଙ୍କ ନିଛୟ ଚାଲିବେ ଆଉ କିଛି ଦିନ ପରେ 👍👍👍 ଜୟ ମା ବନ ଦୁର୍ଗା ଙ୍କ ପାଖ କୁ ଆସନ୍ତୁ, ଏଇ ଠାରୁ ଚାଲିକି ଯେବେ🙏🏻 ୟୁଟୁ ବ ରୁ ସର୍ଚ୍ଚ କରନ୍ତୁ, ବନ ଦୁର୍ଗା 🙏🏻 ସତ୍ୟତା ଓ ଠିକଣା ପାଇଯିବେ 🌹
@bhaaskarratha9467
@bhaaskarratha9467 8 ай бұрын
Dhanyavaad bada bhauni. Ate. Dinaku. Gatie bhala. Kha Dhanya. Bada. Tatera. Maa. Bhagabana mangala. Karanntu
@skdsingerkumarsaroj655
@skdsingerkumarsaroj655 8 ай бұрын
ଏ ଶରୀର ବିନାଶ ଅଛି ପ୍ରେମ ର ବିନାଶ ନାହଁ କାରଣ ଦୁଇଟି ମନର ମିଳନ ହେଉଛି ପ୍ରେମ ଜୟ ଜଗନ୍ନାଥ
@subhashree6288
@subhashree6288 8 ай бұрын
Iswar Apanka Mangal karantu ❤
@munamalik3745
@munamalik3745 8 ай бұрын
Satare aakhiru luho aasigola❤❤❤
@bhajanrana5209
@bhajanrana5209 8 ай бұрын
ତୁ ବହୁତ ମହାନ୍ ଲୋ ଭଉଣୀ
@suryasadhika4157
@suryasadhika4157 8 ай бұрын
ଝିଅ ଚରିତ୍ରବାନ ସତୀନାରୀ ।
@deepakdehury8827
@deepakdehury8827 8 ай бұрын
ନିଶ୍ଚିତ ଭାବେ ଲକ୍ଷେ ଭିଡ଼ ଭିତରେ ଏମିତି ଜଣେ ଚରିତ୍ରବତି ସଂସ୍କାରୀ ନାରୀ ମିଳନ୍ତି
@simongomang.2623
@simongomang.2623 8 ай бұрын
ପ୍ରେମ ହିଁ ସବୁଠାରୁ ଦରକାର ❤
@SonuMaharana-lf8pt
@SonuMaharana-lf8pt 4 ай бұрын
ଭାଗ୍ୟରେ ଥିଲେ ଏହିପରି ସ୍ତ୍ରୀ ଟି ଜୀବନ ସାଥୀ ରୂପେ ମିଳେ ।
@kartikadas4875
@kartikadas4875 8 ай бұрын
Ati sundar hrudaya bhouni
@JANARDANRAY-mx7zt
@JANARDANRAY-mx7zt 8 ай бұрын
ଜଗତରନାଥ ଜଗ ନାଥତୁମଦୁଇଜଣକୁଂବହୁତଭଲରେରଖତୁଂ
@prasantnayak623
@prasantnayak623 8 ай бұрын
Bhagaban aapanamananku bahut bahut bahut khusire rakhantu.......🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@ritanjalisamal8492
@ritanjalisamal8492 8 ай бұрын
Many many congratulations to both of you.And always be together like this.
@Sunildas-zm6zh
@Sunildas-zm6zh 8 ай бұрын
ତମ ଭଳି ଝିଅ ମୋ ସ୍ତ୍ରୀ ହେଇଥାନ୍ତାକି ଯାହାକୁ love ମେରେଜ କରି ବାହା ହେଇଚି ତା ସୋ ଖୁସିରେ ନାହିଁ.... ହେ ଜଗନାଥ 😭😭😭
@ranjanbehera3592
@ranjanbehera3592 8 ай бұрын
Real You are Great Couple
@sumitamarndi682
@sumitamarndi682 8 ай бұрын
କେବଳ ଝିଅ ନୁହେଁ ପୁଅ ମାନେ ବି ଶିଖନ୍ତୁ ମୁଁ ଗେଟେ ବିକଳାଙ୍ଗ ଝିଅ କିନ୍ତୁ ଗୋଟେ ପୁଅ ମୋତେ ଜାଣି ଶୁଣି ଭଲ ପାଇଲେ ମ ଠାରୁ ଟଙ୍କା ପଇସା ନେଇ ପାଠ ପଢିଲେ, ପାଠ ପଢ଼ା ବି ସରିଲା ମୋତେ ବି ଛାଡିଲେ
@sandeepbaliarsingh8463
@sandeepbaliarsingh8463 8 ай бұрын
Samste sikhiba katha. Hele ghor kaliyug bhauni bahut kam bhala loka parasparaku milanti. Praya bhala puaku kharap jhia milanti, bhala jhia ku kharap pua milanti.
@SurendraBehera-hw3cd
@SurendraBehera-hw3cd 3 ай бұрын
♥️♥️♥️ଭଗବାନ ତୁମ ଦୁହିଁଙ୍କୁ ଭଲ ରେ ରଖନ୍ତୁ।
@babusahu2123
@babusahu2123 8 ай бұрын
ହୃଦୟରୁ ଅଜସ୍ର ପ୍ରଣାମ 🙏ଭଗବାନ ଉଭୟଙ୍କୁ ଆଶୀର୍ବାଦ କରନ୍ତୁ
@debjanidas2358
@debjanidas2358 8 ай бұрын
Sister you are great.
@rudraprasadnath1834
@rudraprasadnath1834 2 ай бұрын
Sabu Bhagaban nka ichha... Emiti stree bagyare thile mile.... Aji kali duniare stree chhadiki palauchantii.. Dilse Salam👏👏👏
@Liti-Short556
@Liti-Short556 3 ай бұрын
ଭଗବାନ ତମଙ୍କୁ ନିଶ୍ଚୟ ଖୁସିରେ ରଖିବେ
@krupasindhujena4851
@krupasindhujena4851 8 ай бұрын
Love is life example for all your Real Life story sister 🙏🙏🙏
@ringumandal591
@ringumandal591 8 ай бұрын
God bless you didi
@SarojiniParida-f9v
@SarojiniParida-f9v 8 ай бұрын
Sata re love 😘 Amiti Kariba dar kar...didi Apne nku Mora 1k pranam 🙏🙏🙏🙏🙏🙏🙏🙏🙏🙏🙏🙏❤❤❤
@ranjanapanda6538
@ranjanapanda6538 8 ай бұрын
ଅମୃତ ପ୍ରେମର ବଳିଷ୍ଠ ଉଦାହରଣ ହେଉଚନ୍ତି ବିଦୁସ୍ମିତା ଭଉଣୀ।❤କୋଟି କୋଟି ସଲାମ୍‌
@arunamohanty2986
@arunamohanty2986 8 ай бұрын
Aaha emiti prema aakhire luha aasigala jagannath tuma swami ku bhala kari diantu ei aasirvad karuchhi
@educationodia663
@educationodia663 8 ай бұрын
Emiti duniare keteta jhia achhanti tamaku bahut bahut dhanyabad
@RojalinNayak-l7e
@RojalinNayak-l7e 8 ай бұрын
God bless both of you ❤❤
@Nrusinghpandit-lg5uc
@Nrusinghpandit-lg5uc 8 ай бұрын
God bless you both couple god gives long term age thank q
@purafamilyboy8206
@purafamilyboy8206 8 ай бұрын
Bhaskara gote news kala bhala lagila
@tutuswain-rr2tn
@tutuswain-rr2tn Ай бұрын
ସମାଜରେ'ପ୍ରଥମଥର ଦେଖିଲି ଏଭଳି ଝିଅ ଭଗବାନ ତୁମର ମଙ୍ଗଳ କରନ୍ତୁ❤❤❤❤❤❤❤❤❤❤❤❤
@TamaxBarik
@TamaxBarik 8 ай бұрын
ଏହି କଳି ଯୁଗରେ ମଧ୍ୟ ସତୀ ନାରୀ ର ପରିଚୟ ଦେଇଛ ତେଣୁ କୋଟି କୋଟି ଆଶୀର୍ବାଦ ତୁମ ମଥାରେ ଥାଉ
@nilamanimeher1592
@nilamanimeher1592 2 ай бұрын
ଏହାକୁ କେମିତି ଧନ୍ୟବାଦ ଦେବିଭାବିପାରୁନାହିଏନାରିନୁହେନାରାୟଣି
@RajeevMinz
@RajeevMinz 8 ай бұрын
ପ୍ରେମ ଅନ୍ଧ ମୂକ ଓ ବଧିର Love is Blind , dumb and deaf This is the proof
@subratkumarnayak9653
@subratkumarnayak9653 8 ай бұрын
❤ I like your bravery and patience . salute ❤ . Keep it .
@senapatidigal650
@senapatidigal650 7 ай бұрын
ଧନ୍ୟବାଦ ବାଦ ମୋର ସାନ ଭଉଣୀ ତୁମକୁ ଏବଂ ସ୍ୱମୀଙ୍କୁ ପ୍ରଭୁ ଯୀଶୁ ସବୁବେଳେ ସୁଖ ଶାନ୍ତି ଓ ଆନନ୍ଦ ଆଶ୍ରିବାଦ କରନ୍ତୁ ତୁମର ଭଲ ପାଇବାର ମନ କୁ ସବୁ ଝିଅ ତୁମ ଠୁ ଶିଖନ୍ତୁ ପ୍ରଭୁ ତୁମୋକୁ ଆଶ୍ରିବାଦ କରନ୍ତୁ
@jitendrasahoo5829
@jitendrasahoo5829 8 ай бұрын
Jai jagannath
@b.k.susama8707
@b.k.susama8707 8 ай бұрын
Aha hi heuchi Sacha Prem God bless you 🙏
@SambhuNath-d5h
@SambhuNath-d5h 18 күн бұрын
ଧନ୍ୟବାଦ :ଭଉଣୀ :ତୁମକୁ
@ArunDasArunDas-i1e
@ArunDasArunDas-i1e 8 ай бұрын
Thanks 🙏 ଏ ଲୋଭ କୁ
@asishbehera1561
@asishbehera1561 8 ай бұрын
God Bless you ❤
@sambaramunda6348
@sambaramunda6348 7 ай бұрын
ବିଦୂଷ ମିତା ଦିଦି ଏଦୁନିଆଁ ଏସମାଜ କୁ ନୂଆଁ ରୂପ ଦେଇଛନ୍ତି ଆପଣ ତେଣୁ ଆପଙ୍କୁ ମର ବଉତ ବଉତ ଧନ୍ୟବାଦ ହେବଗବାନ ସବୁ ବେଳେ ଶାସ ଶକ୍ତି ଦେହ୍ନୁ 🙏🙏🙏
@BayijantiPingua-rf8sk
@BayijantiPingua-rf8sk 8 ай бұрын
God bless you ❤❤
@prakashchandrabihari8194
@prakashchandrabihari8194 8 ай бұрын
Jai jagannath, dui jana bhala re ruhantu.
@pramilanayak7325
@pramilanayak7325 8 ай бұрын
Bhagavan ତୁମକୁ ସବୁବେଳେଆଶୀର୍ବାଦ ରଖିବେ ତୁମେ ବିଜୟୀ ଭବ 👌🙏🙏🙏❤️
@PradiptaNayak-d3g
@PradiptaNayak-d3g 8 ай бұрын
God bless both of you.
@BuduramGoud
@BuduramGoud Ай бұрын
ତୁମେ ସୋତି ତିରି ଲକ୍ଷ୍ମୀ ପରି ❤❤❤❤❤
@RatiranjanPatra-u2g
@RatiranjanPatra-u2g 8 ай бұрын
Good bless you sister and brother ❤❤❤❤
@pravatkumar1070
@pravatkumar1070 3 ай бұрын
ଏ ଭଉଣୀ କୁ ମୋର 🙏🙏🙏🙏ସୁନ୍ଦର
@Sumi76010
@Sumi76010 6 ай бұрын
ଦିଦି ତୁମ ପରି ସ୍ତ୍ରୀ ସବୁ ସ୍ବାମୀଙ୍କୁ ଆଉ ତୁମ ପରି ବୋହୂ ସବୁ ପରିବାର କୁ ମିଳୁ।ତମ ପ୍ରେମ ସତ୍ୟ ଆଉ ଶାଶ୍ଵତ।ଭଗଵାନ ଙ୍କ ଆଶୀର୍ବାଦ ସବୁବେଳେ ତୁମ 2 ଜଣଙ୍କ ଉପରେ ଥାଉ।ସବୁବେଳେ ଖୁସି ରେ ରୁହନ୍ତୁ🙏🥰
@RudraBehera-wy5oj
@RudraBehera-wy5oj 8 ай бұрын
Good,👏👏👏👏👏👏
@ranjeetmalik6093
@ranjeetmalik6093 8 ай бұрын
It is truly Love the great lady .Who know his soul and success her loved.
@akashmohapatra2638
@akashmohapatra2638 8 ай бұрын
Really salute to you....core from the heart ❤❤❤
@TalcherGirisha
@TalcherGirisha 3 ай бұрын
Super ଭଉଣି ଇସ୍ଵର ତୁମଦୁହିଁଙ୍କୁ ମଙ୍ଗଳକରନ୍ତୁ
@rajendrakumarsethy1637
@rajendrakumarsethy1637 8 ай бұрын
Gd msg for all bhadrikia,
@Sks0012
@Sks0012 8 ай бұрын
Kemitika jia achanti.amiti jia bhagya re thile mile
@LaxmipriyaMuduli-un1ju
@LaxmipriyaMuduli-un1ju Ай бұрын
Iswar tuma duijanaka damptya jibana sukha Maya karantu tuma dui jananka mana emiti rahithau mo tarafaru bidusmita bhauninku sata koti pranam
@RabindranathSethi-bl4wl
@RabindranathSethi-bl4wl 4 ай бұрын
ଏମିତି ଭଲ ପାଇବା ରହିବା ଦରକାର ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ
Real Man relocate to Remote Controlled Car 👨🏻➡️🚙🕹️ #builderc
00:24
World’s strongest WOMAN vs regular GIRLS
00:56
A4
Рет қаралды 45 МЛН
Players vs Pitch 🤯
00:26
LE FOOT EN VIDÉO
Рет қаралды 128 МЛН
CHADAKHAI SPECIAL|| Daily vlog || cooking vlog #vlog #dailyvlog
8:44
Jibana Do Chhakire Ashara Alok Ep 430  21 SEPT 2024
44:26
Jibana Do Chhakire Ashara Alok Ep 419   29 JUNE 2024
43:29