ତୋ ଆଖି ମୋ ଆଇନା - TO AKHI MO AAINA - Superhit Film Song | Sidhant,Jyoti - Sonu Nigam,Pamela Jain

  Рет қаралды 9,170,184

Sidharth Gold

Sidharth Gold

Күн бұрын

Create Your Reel Here : tinyurl.com/ms...
---------------------------------------------------
Song : To Akhi Mo Aaina (From To Akhi Mo Aaina)
Album : To Akhi Mo Aaina
Album No : SM- 6196
Singer : Sonu Nigam,Pamela Jain
Lyrics : Devdas Chhotray
Music : Deepak Kumar
Music Label : Sidharth Music
----------------------------------------------------------------------
♪ Full Song Available on ♪
►JioSaavn : tinyurl.com/3c...
►Wynk : tinyurl.com/ja...
►Resso : tinyurl.com/bd...
►Spotify : tinyurl.com/y5...
►Gaana : tinyurl.com/mr...
► KZbin Music : tinyurl.com/34...
►Apple Music : tinyurl.com/55...
►Amazon Prime Music : tinyurl.com/3s...
►iTunes : tinyurl.com/55...
----------------------------------------------------------------------
For Caller Tune : Operator Codes :
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To 56700
----------------------------------------------------------
Watch & Subscribe to our other KZbin Channels:
👉 Sidharth TV: / sidharthtv
👉 Sidharth Music: / sidharthmusic
👉 Sidharth Bhakti: / sidharthbhakti
👉 Namita Agrawal : / namitaagrawal
------------------------------------------------
Enjoy & stay connected with us!
👉 Like us on Facebook : / sidharthmusicodia
👉 Follow us on Twitter : / sidharth_tv
👉 Follow us on Instagram : / sidharthtvofficial
------------------------------------------------------------
#SidharthGold #SidharthMusic #SidharthTV #SidharthBhakti #NamitaAgrawal #OldAlbumSongOdia #BestAlbumSongOdia

Пікірлер: 1 400
@alokmahapatra945
@alokmahapatra945 4 күн бұрын
କେଉଁମାନେ ୨୦୨୫ ରେ ବି ଏହି ଗୀତକୁ ହୃଦୟରୁ ଭଳପାଉଛନ୍ତି । ❤
@FutureOfProphecy
@FutureOfProphecy 2 күн бұрын
Still my fav
@biranchibehera111
@biranchibehera111 Жыл бұрын
ସିଦ୍ଧାନ୍ତ ଭାଈ ଓଡିଆ ଲୋକଙ୍କ ଭିତର ତାରକା ଭଳି ରହିଛନ୍ତି, ତାଙ୍କ ଭିଡିଓ ଦେଖିଲେ କେତେ ଯେ ପୁରୁଣା ସ୍ମୃତି ମନେ ପଡ଼ିଯାଏ,,2024ରେ କିଏ ଏ ଗୀତ ଦେଖୁଚ like କର
@nnareshreddy5260
@nnareshreddy5260 11 ай бұрын
👍
@JitendraSabar-ve6mj
@JitendraSabar-ve6mj 10 ай бұрын
❤❤❤ ​@@nnareshreddy5260
@kailashjena7433
@kailashjena7433 10 ай бұрын
I like you odia Film
@Mg-boy808
@Mg-boy808 10 ай бұрын
Mu bi dekhe odia movies song❤❤❤❤❤
@BEINGHUMANFOUNDATION-b5c
@BEINGHUMANFOUNDATION-b5c 9 ай бұрын
Mu
@pehchanparesh3180
@pehchanparesh3180 Жыл бұрын
ହଜେଇଦେଲି ମୁଁ ସେ ପିଲାଦିନର ଏମିତି ମନୋଲୋଭା ଓଡ଼ିଆ ଫିଲ୍ମ ଆଉ ଏମିତି ହିରୋ ହିରୋଇନ୍ କୁ 😢😢😢😢....ବାହାନା କରି ସ୍ମୁଲରୁ ପଳେଇ ଆସୁଥିଲି ଏତେ ପ୍ରିୟ ଥିଲା ସେ ଓଡ଼ିଆ ଚଳଚ୍ଚିତ୍ର ❤️❤️❤️❤️ଟଙ୍କା ଆଦାୟ କରି ଡିଭିଡି ,ସିଡି ଗାଁ ମଝିରେ ବସି ଏମିତି ଫିଲ୍ମ ଦେଖିବା ସତରେ କୋଉ ସ୍ୱର୍ଗ ସୁଖଠୁ ବି କମ ନଥିଲା 😭😭😭😭😭ଆଉ ଏବେ ବଡ ହେଇ ଖାଲି ଟେନସନ.........
@sanatankumar2139
@sanatankumar2139 Жыл бұрын
Hnnn vayi
@razaf4150
@razaf4150 Жыл бұрын
Ravivar koi school thila bhai Tamara!!!😂😂😂
@pehchanparesh3180
@pehchanparesh3180 Жыл бұрын
@@razaf4150 ଭଲସେ ପଢ ଭାଇ କ'ଣ ଲେଖିଛି 🙄🙄🙄 ରବିବାରର ସୁନ୍ଦର ଫିଲ୍ମ ୪ଟା ରେ ଦିଏ .... ଏବଂ ବାହାନା କରି ସ୍କୁଲ ସମୟରୁ ବି ପଳେଇ ଆସୁ
@baishaly95
@baishaly95 Жыл бұрын
Right 😢❤
@sanjaykumarswain9026
@sanjaykumarswain9026 Жыл бұрын
ଭାଇ କଥା ପଦେ kahila😢
@motivationvideos5759
@motivationvideos5759 Жыл бұрын
ଏ ଫିଲ୍ମ ଦେଖିବା ପାଇଁ ରବି ବାର ସନ୍ଧ୍ୟା ରେ tution ru ବହନା କରିକି ଆସୁଥିଲୁ ଆଜି ଦିନଟା ଛାଡ଼ିଦିଅ ଅପା।ସତରେ ସେ ପିଲା ଦିନ ବହୁତ୍ ଭଲ ଥିଲା ।
@sibaprasaddas4683
@sibaprasaddas4683 2 ай бұрын
Aji Mane padile Kanda asuchi
@SandhyaraniMalik-f4p
@SandhyaraniMalik-f4p 8 күн бұрын
Film naa kn
@ManojkupalManojkupal
@ManojkupalManojkupal 6 күн бұрын
Vvvvv😂
@prabhatbeheraprabhatbehera8236
@prabhatbeheraprabhatbehera8236 25 күн бұрын
ଗାଁ ରେ କୋୖଣସି ଭୋଜି କମ ସରିବା ପରେ ସନ୍ଧ୍ୟାରେ ଗାଁ ର ସବୁ ଲୋକ CD ,TV, ଭଡ଼ା ରେ ଆଣି ଏକାଠି ହୋଇ ବସି ଦେଖିବା ର ମଜା ଅଲଗା ଥିଲା ବାପା ମାଁ ଯେତେ ମନା କଲେବି ଲୁଚି ଲୁଚି ଯାଇ ଫିଲ୍ମ ଦେଖିବାର ଖୁସି ଏବେ କାର ଫିଲ୍ମ ରେ ମିଳୁନି । ଯେହେତୁ ଏବେକାର କାହାଣୀ ରେ ହୃଦୟ ସ୍ପର୍ଶି ହେଲାପରି କିଛି କାହାଣୀ ରହୁନି।
@Chintakalpa
@Chintakalpa 11 ай бұрын
ଏବେକାର ଗାୟକ ତଥା ଗୀତିକାର ତାଙ୍କ ଚଉଦ ପୁରୁଷରେ ବି ଏମିତି ସଙ୍ଗୀତ ବନେଇ ପାରିବେ ନାହିଁ। କେଡ଼େ ସୁମଧୁର ସଙ୍ଗୀତ ଯାହାକୁ ଶୁଣିଲେ ହଜାରେ ଥର ଶୁଣିବାକୁ ଇଚ୍ଛା ହୁଏ।❤❤
@JyotiPrusti
@JyotiPrusti 9 ай бұрын
❤❤❤❤❤❤❤❤❤ 5:38 the best
@ExploreAndEvolve6262
@ExploreAndEvolve6262 9 ай бұрын
Sonu Nigam❤❤❤
@Lata-yd3eb
@Lata-yd3eb 7 ай бұрын
​@@JyotiPrusti❤❤❤❤❤❤ 5:34 😊❤
@anjanamohapatra52
@anjanamohapatra52 7 ай бұрын
Sata Katha
@ranjanmahalik2048
@ranjanmahalik2048 5 ай бұрын
Kan kahile vai 😂😂😂,well said
@PrasunDa
@PrasunDa Жыл бұрын
ଏପରି ଗୀତ ସବୁ ଶୁଣି ଖାଲି ଯେ ମନ ଖୁସି ହୁଏ ତାହା ନୁହେଁ , ବରଂ ପିଲା ଦିନର ସେଇ ଅଭୁଲା ସମୟ ମଧ୍ୟରେ ଏକ ନଉକାରେ ବସି ପରିଦର୍ଶନ କଲା ପରି ଲାଗେ। ସତରେ କେତେ ସୁନ୍ଦର ଥିଲା ପିଲା ଦିନ! ସମୟ ଧୀରେ ଚାଲୁଥିଲା, ଏବେ ଏମିତି ଲାଗୁଛି ଯେମିତି ସମୟ କେଉଁ ଦୌଡ଼ ପ୍ରତଯୋଗିତାରେ ଭାଗ ନେଇଛି।
@secret7999
@secret7999 Жыл бұрын
You are right brother 🥹
@nirmalpani3920
@nirmalpani3920 Жыл бұрын
🙏🙏🙏...
@jkn2234
@jkn2234 Жыл бұрын
Same bhai
@momskitchenworld7275
@momskitchenworld7275 Жыл бұрын
Thick kahile
@reena_thela_vlog
@reena_thela_vlog Жыл бұрын
Bahut sundar katha kahicha
@MdAhmed-pr9zk
@MdAhmed-pr9zk 7 күн бұрын
Recently listened to this song in Sonu sir's live concert and came here to listen the full song. Sonu sir is such a great singer. He has sung in 34 languages. Such a living legend. His voice is still same and fresh. He deserves much more. He is a complete artist. Singing is just like a cup of tea to this legend. His pronunciation in every language is so perfect.
@Iamsandeepyoutuber
@Iamsandeepyoutuber 11 ай бұрын
୨୦୨୪ ରେ କିଏ ଏ ଗୀତ ଶୁଣୁଚ ❤❤
@JitendraSahu-tp2ri
@JitendraSahu-tp2ri 11 ай бұрын
Mui
@JamunaHarijan-y8z
@JamunaHarijan-y8z 10 ай бұрын
Me
@lililatasahu7339
@lililatasahu7339 10 ай бұрын
Mu
@amittkumar2406
@amittkumar2406 10 ай бұрын
Bhi mun au miluni
@pkumarguru9914
@pkumarguru9914 10 ай бұрын
❤❤❤❤❤❤
@BiologywithSagar-i3j
@BiologywithSagar-i3j Жыл бұрын
କେଡ଼େ ସୁନ୍ଦର ମୋ ହିରୋ ଆଜିବି ସବୁ ଓଡ଼ିଶା ବାସୀଙ୍କ ହୃଦୟ ରେ ଅଭୁଲା ସ୍ମୁତି ଭାବେ ରହିଛନ୍ତି
@manoranjanbehera871
@manoranjanbehera871 3 ай бұрын
Siddharth Bhai mo pain first and last hero...se time re simple b kete sundar dekha jauchanti.ehi Gita mora favourite song jetebele b mun stress re thae mun ehi Gita sune...
@Subhalaxmi14728
@Subhalaxmi14728 Жыл бұрын
ସତରେ ଏ ଦୁନିଆରେ ପ୍ରେମଠାରୁ ବଡ଼ କିଛି ନାହିଁ.ପ୍ରେମ ଏମିତି ହେବା ଦରକାର ଯୋଉଠି pysical relestion ଠାରୁ ହୃଦୟ ମିଳନ କୁ ବହୁତ important ଦିଆଯାଉଥିବ ଏହା ପ୍ରକୃତ ପ୍ରେମ,ଆଜିକା ଦୁନିଆରେ ସୁନ୍ଦର ଜୀବନ ସାଥି ପାଇବା ବହୁତ କଷ୍ଟ ।
@sumitgoud7914
@sumitgoud7914 Жыл бұрын
Satre
@nirmalpani3920
@nirmalpani3920 Жыл бұрын
🙏🙏🙏
@alibhadash6677
@alibhadash6677 Жыл бұрын
But mu paichi❤
@soyamPrakashsamal-C
@soyamPrakashsamal-C Жыл бұрын
​@@nirmalpani3920j
@BhubanBehera-mp9pp
@BhubanBehera-mp9pp Жыл бұрын
Right❤
@sabarbabuofficial5818
@sabarbabuofficial5818 Жыл бұрын
ପିଲାଦିନେ ସିନେମା ଦେଖିବା ପାଇଁ କେତେ ଗାଳି ଆଉ ମାଡ଼ ଖାଇଚୁ ବାପାଙ୍କ ଠାରୁ କାରଣ ସିନେମା ଆଉ ଆକ୍ଟର ଏଵଂ ଏକ୍ଟ୍ରେସ ମଧ୍ଯ ଭଲଥିଲେ.. ଏବେ ଏମିତି ଆକ୍ଟର ନାହାନ୍ତି କି ସିନେମା ବି ଆସୁନି..
@jitendranayak8269
@jitendranayak8269 Жыл бұрын
ବାସ୍ତବରେ ଆଜି କାଲି ର ପୁଅ ଝିଅ ମାନେ ଏଇ movie ଦେଖି ଜାଣି ପାରିବେ କି ପ୍ରେମର ମାନେ କଣ, ଆଜି ର generation ସବୁ ପ୍ରେମ ପରି ଏକ ପବିତ୍ର ଶବ୍ଦ କୁ ନଷ୍ଟ କରି ସାରିଲେଣି।❤
@HariKrishnaBarik-il4nz
@HariKrishnaBarik-il4nz Жыл бұрын
You are right bhai 😊
@HariKrishnaBarik-il4nz
@HariKrishnaBarik-il4nz Жыл бұрын
You are right bhai 😊 👌
@jitendranayak8269
@jitendranayak8269 Жыл бұрын
Thank you
@Leo-k6u8l
@Leo-k6u8l Жыл бұрын
Aji kali Prema mobile arambha .Oyo re sesa
@jhuneebehera7097
@jhuneebehera7097 Жыл бұрын
U are right 👍
@highschoolclasses8066
@highschoolclasses8066 2 ай бұрын
2025 attendence here😂😂😂😂
@chaudhuribehera7850
@chaudhuribehera7850 27 күн бұрын
@lalitkumarmohanty2628
@lalitkumarmohanty2628 12 күн бұрын
Yes
@jyotirmayeesahoo5312
@jyotirmayeesahoo5312 8 күн бұрын
😊
@ManojkupalManojkupal
@ManojkupalManojkupal 6 күн бұрын
Cgw❤❤😂❤❤❤
@ItishreeDalai-xr8hz
@ItishreeDalai-xr8hz 9 ай бұрын
ସେତେବେଳ ର ଚଳଚ୍ଚିତ୍ର ପରି ଏବେ ର ଚଳଚ୍ଚିତ୍ର ସେ fellings ନାହିଁ । କିଏ କିଏ ମାନୁଛ😢😢😢
@riteshmohanty2578
@riteshmohanty2578 Ай бұрын
Mu manu chi
@santoshsahoo557
@santoshsahoo557 8 ай бұрын
ପିଲାଦିନ ଛାଡିଦେଲେ ଜୀବନରେ ଆଉ ଶାନ୍ତି ନାହିଁ ଏବେ ସମୟ ଅନୁସାରେ ମଣିଷ ଦଉଡିବାକୁପଡିବ ବିଚିତ୍ର ଦୁନିଆ ଜୟ ଜଗନ୍ନାଥ 🙏🙏🙏
@mahendrajenaplayingwithani3550
@mahendrajenaplayingwithani3550 Жыл бұрын
ଏଇ ଗିତ ଶୁଣିଦେଲେ ମନକୁ ବହୁତ ଆନନ୍ଦ ମିଳିଯାଏ ଆଉ କୋଉ ଦୁନିଆରେ ହଜିଗଲା ଭଳି ଅନୁଭବ ହୁଏ ଅତି ସୁନ୍ଦର ସିଦ୍ଧାନ୍ତ ସାର ଆପଣଙ୍କ ଅଭିନୟ ଏବଂ ଆପଣଙ୍କ ଲୋକପ୍ରିୟତା
@PuspaMahankuda-p8n
@PuspaMahankuda-p8n Жыл бұрын
P po
@RabimahantaRabimahanta
@RabimahantaRabimahanta 6 ай бұрын
P0​@@PuspaMahankuda-p8n
@BabuluSahu-g7o
@BabuluSahu-g7o 4 ай бұрын
Very nice song old is Gold all the best
@କଳାକାରଦୁନିଆଁ
@କଳାକାରଦୁନିଆଁ Жыл бұрын
କେତେ ଭଲଥିଲା ସେ ଦିନର ଗୀତ ଆଉ ସେ ଓଡ଼ିଆ ଚଳଚ୍ଚିତ୍ର ମୁଁ ଆଜିବି ଏ ଗୀତକୁ ସବୁ ସମୟରେ ଶୁନେ love you ❤❤❤❤❤
@shibakantamalik5931
@shibakantamalik5931 10 ай бұрын
ସତରେ ପୁରୁଣା ଗୀତ ଆଗରେ ଏବେକା ଗୀତ କିଛି ବି ନୁହଁ(old is gold)💯💯 I Love This song❤❤❤❤
@hrcreation6305
@hrcreation6305 Жыл бұрын
ମୁଁ ପିଲା ଦିନେ ସ୍କୁଲ ରେ ଏଇ ଗିତ ଗାଇ । ପ୍ରଥମ ପୁରସ୍କାର ପାଇଥିଲି।
@mktokajitubhi
@mktokajitubhi Жыл бұрын
❤❤😊q😊❤❤❤❤❤❤😊😊😊😊😊p😊😊❤😊😊😊😊😊😊😊😊😊😊😊😊😊❤❤😊😊❤😊❤😊❤😊😊😊❤❤qqqqqqqq😊❤q😊qqqq😊😊q😊😊qqq😊😊😊😊😊😊😊😊😊😊😊😊😊😊😊😊😊😊😊😊😊qq😊😊q😊😊q😊q😊😊😊 to😊😊❤😊q😊❤ with❤😊q😊qqqqqqqqqqqqq😊qqqqqqqqqq❤qqqqqqqqqqqqqqq😊😊😊❤❤qq😊qqqqqaqqqqqqq❤qqqqqqq1qqqqqqqq😊qqq1qqqq
@mktokajitubhi
@mktokajitubhi Жыл бұрын
q😊😊😊😊😊😊❤❤❤❤❤❤❤😊❤❤❤❤😊😊1😊q1qq1 re q❤q😊😊😊q😊😊😊❤❤😊😊qqqqqqqqqqq❤😊q😊q❤😊❤❤❤❤qq😊1qqqqqqqqq1wqqqqqqqqqqqqqqqq1qqqqqq re q😊😊 ree qqqqqpqqqqqqqqqq😊q😊❤😊qqqqqqq❤❤q😊q😊😊qqqqq😊😊q😊😊😊😊😊😊😊😊q😊qqqq😊😊😊😊qqqq😊q😊qqeq❤qqqq❤q❤😊❤😊❤qqqqqqqqqqqqqq❤❤qq❤q1qqq
@mktokajitubhi
@mktokajitubhi Жыл бұрын
😊q😊q😊😊😊qqqqqqqqqq❤q1q111q😊1qqq111q1qqq
@kedarbarik3772
@kedarbarik3772 Жыл бұрын
Just andaru fhutuchu bodhe au
@ManojSagaria-fz3jq
@ManojSagaria-fz3jq Жыл бұрын
​@@kedarbarik3772❤❤❤❤❤❤❤❤❤❤❤❤❤
@Gabriel-er7cj
@Gabriel-er7cj 7 ай бұрын
I'm from Nepal but I studied in odisha.I really liked this song and even the odia language and other dialogues.
@SandhyaraniMalik-f4p
@SandhyaraniMalik-f4p 8 күн бұрын
Really ? 😅
@Chaitanyasahu.
@Chaitanyasahu. 10 ай бұрын
ସ୍ବପ୍ନ ଭରା ସେ ପିଲା ଦିନ କୁଆଡେ ହଜିଗଲା କେ ଜାଣି।,,,,,😢😢😢 ସେଥିରେ ତୋ ପାଇଁ ଓଃ ମାଇ ଲଭ୍ ଆଇ ଲଭ୍ ୟୁ ତୋ ଆଖି ମୋ ଆଇନା ବାବୁ ଆଇ ଲଭ୍ ୟୁ Etc etc।।।😢😢😢
@stark1434
@stark1434 2 ай бұрын
Sonu Nigam sir nka song bahuta bhala lagila sonu nigam sir nku bhala pau thile like te kara ntu Jai jagannath 🙏🙏🙏
@happyrout2847
@happyrout2847 Жыл бұрын
ଏଇ ଭଳି ଗୀତ ଶୁଣିଲେ ଯେତିକି ଭଲ ଲାଲେ ସେତିକି ଦୁଃଖ ବି ଲାଗେ କାରଣ ଏବେ ସେ ଗୀତିକାର ନାହିଁ କି ଲେଖକ ନାହିଁ କି କଳାକାର ବି ନାହିଁ ହଲ ସବୁ ଦେଖିବାକୁ ପାଉନି?Old କେତେ gold ଏବେ ଆମେ ଭାବୁଚେ
@pramothmandal735
@pramothmandal735 20 күн бұрын
2025 ରେ କିଏ କିଏ ଦେଖୁଛ 👍 କର
@DurgaKisku-cl3pk
@DurgaKisku-cl3pk 3 ай бұрын
Abebi suniba ku echha huye ai gito jouta aame 10 barsha aagoru suni thili dekhu thili sidhhant sir super hero
@rajarasmiranjanrout5397
@rajarasmiranjanrout5397 2 ай бұрын
Sonu Nigam Ji thare gai dele,se song au kau singer jete thara gaile b vala lagibani...sonu ji ❤
@Babuljena-k8r
@Babuljena-k8r 2 ай бұрын
Kie sonu nigam sir nkara cuttack stage performance dekhila pare ae Gita sunibaku asichha
@chinatamanireddy9758
@chinatamanireddy9758 2 ай бұрын
ସନୁ ନିଗମ୍ ଭାଈ ଙ୍କ ସବୁ ଗିତ ମତେ ବହୁତ୍ ଭଲ ଲାଗେ ଜୟ ଜଗନ୍ନାଥ
@mrpratap9621
@mrpratap9621 Жыл бұрын
କେତେ ସୁନ୍ଦର music 😖😫କେତେ ସୁନ୍ଦର ଥିଲା ସେତେ ବେଳେ time ଯଉଟା ଗାଁ ରେ ଗୋଟେ tv ଆଗରେ ସମସ୍ତେ ବସିକି ଦେଖୁ ଥାଉ ଏବେ ଏ ଗୀତ ସୁଣିଲେ ଆଉ sidhant sir କୁ ଦେଖିଲେ ମନେ ପଡି ଯାଉଛି😖😖
@Laxmipriyafamily
@Laxmipriyafamily 9 ай бұрын
ହେ ଭଗବାନ ସତରେ ପିଲାଦିନ କଥା ବହୁତ ମନେ ପଡ଼େ
@ShashiKant-fo7ev
@ShashiKant-fo7ev 3 ай бұрын
Sata re sanga sedina katha kahi mane pade
@SecretSuperstar-wl4mt
@SecretSuperstar-wl4mt Жыл бұрын
ସବୁଦିନ ସକାଳ ଏଇ ଗୀତ ରୁ ଆରମ୍ଭ ହୁଏ ମୋର ପିଲା ଦିନେ । ଗୋଟେ ଅଲଗା ଆକର୍ଷଣ ଥିଲା ଏଇ ଗୀତ ରେ । ରଚନା ଆଉ ସିଦ୍ଧାନ୍ତ ଫିଲ୍ମ ଦେଲେ ଅଥୟ ଛୁଆ ବି 5 ଘଣ୍ଟା ଟିଭି ଆଗରେ ବସି ଫିଲ୍ମ୍ ଶେଷ ହେବା ଯାଏଁ ଅପେକ୍ଷା କରୁଥିଲେ । ଏଇ ଫିଲ୍ମ ସବୁ ରବିବାର ଦିନ ଗୋଟେ ପରିବାର କୁ ପୁରା ବାନ୍ଧି ରଖୁଥିଲା । ଖାଲି ପରିବାର ନୁହେଁ ସାହି ପଡିଶା ସମସ୍ତେ ମିଶି ଫିଲ୍ମ ଦେଖୁଥିଲେ ଏକାଠି । ସେ ଦିନ ଆଉ ଖୋଜିଲେ ବି ଆସିବନି କେବେ ବି କି ସେ hero au heroin bi nuha ସେସବୁ ଅତୀତ ର ପୃଷ୍ଟା ପାଲଟି ଗଲା
@JogeswarMajhi-lt7hj
@JogeswarMajhi-lt7hj 7 ай бұрын
Correct Bhai
@chittaranjansahu8159
@chittaranjansahu8159 6 ай бұрын
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର ଏଥିସହିତ ଅତି ସୁନ୍ଦର ଚଳଚ୍ଚିତ୍ରଟି....👌👌💐💐💐💐🥰🥰👍👍
@SudamNayak-rn4dj
@SudamNayak-rn4dj Жыл бұрын
❤ଆମେ ଓଡ଼ିଆ ଆମ ଗୀତ ଭାରି ବଢିଆ 👌 ଆମ ସିଦ୍ଧାନ୍ତ ଭାଇ ଭଲ କଳାକାର ❤❤
@souravnayak1527
@souravnayak1527 5 ай бұрын
Pila dina ra se Black and white TV aau Sidhanta Mohapatra nka movie bahut mane pade 🥺 90's generation pila nka emotion Sidhanta Sir ❤
@PrafullaJena-i8z
@PrafullaJena-i8z Ай бұрын
ସତରେ କେତେ ସୁନ୍ଦର ଗୀତ ଟି ସୋନୁ ନିଗମ କଣ୍ଠ କେତେ ସୁନ୍ଦର କିନ୍ତୁ ଏବେକା ଗୀତ ସିଙ୍ଗର ମନେ ଗାଉଛନ୍ତି ଯେମିତି ବଣରେ ବିଲୁଆ ଡାକୁଛି ଆସ😂
@LaxmiKanta-d9k
@LaxmiKanta-d9k 7 ай бұрын
ମୁଁ ପିଲା ଦିନରୁ ଏହି ଫିଲ୍ମକୁ ବହୁତ ପସନ୍ଦ କରେ ଆଉ ଆଜି ବି କରୁଚି❤
@HappyHappy-fy7mu
@HappyHappy-fy7mu Ай бұрын
It's 2025 ... Still connected to the lovely memories ❤
@laxmanbag8205
@laxmanbag8205 5 ай бұрын
ଏହି ଗୀତ ଶୁଣିଲେ ପିଲା ଦିନର ସୃତି ସବୁ ମନେ ପଡ଼ି ଯାଏ ମୁଁ ଭାବୁ ଥିଲି ବଡ଼ ହେଲେ ବହୁତ ମଜା କରିବି କିନ୍ତୁ ବଡ଼ ହେଇ କି ଜାଣିଲି ସେ ପିଲା ଦିନ କେତେ ଭଲ ଥିଲା ଆଉ ସେ ପିଲା ଦିନର ସାଙ୍ଗ ସାଥୀ ଆଉ ମୋର ସ୍କୁଲ ବେଳର କିଛି ଅଭୁଲା ଶ୍ରୁତି ❤
@PritipravasiniSahoo
@PritipravasiniSahoo 20 күн бұрын
ଆଜି ଆମ କଲେଜ ରେ ସିଦ୍ଧାନ୍ତ ସାର୍ ଆସି , ଏହି ଗୀତ ଟି ନିଜ କଣ୍ଠ ରେ ଗାନ କରିଥିଲେ ।
@roshansahu7120
@roshansahu7120 Жыл бұрын
ବେଷ୍ଟ ସିଙ୍ଗର 🌹🌹ସୋନୁ ନି ଗମ 👌👌ଇମୋସିନାଲ ଗୀତ
@k1muzik825
@k1muzik825 2 ай бұрын
ମନେ ପଡ଼ିଯାଇଛି ଗାଁ ରେ ଗୋଟେ ଟିଭି ଏବଂ ସମସ୍ତେ ଅଖା ପକେଇ ବସିକି ଫିଲ୍ମ କୁ ଦେଖିବା ମଜା ଅଲଗା ଥିଲା ବର୍ତ୍ତମାନ ମାନ theater ରେ ବି ସେତିକି ମଜା ନାଇ ସଦାବଳେ ସିଦ୍ଧାନ୍ତ ମହପାତ୍ର ଙ୍କ ଫିଲ୍ମ ଟିକେ ଅଲଗା❤❤❤
@santoshpramanika5164
@santoshpramanika5164 Жыл бұрын
ଏହି ଗୀତଟି ମୁଁ ଆଜି ପାଇ ଗଲି ସତରେ ମୁଁ କେତେ ଖୋଜିଛି 😢 my favourite song ❤️
@LituNayakLituNayak
@LituNayakLituNayak 6 ай бұрын
😢😂
@kandiniranjan7844
@kandiniranjan7844 2 ай бұрын
ମୁଁ ସେଇ 90ଷ golden ଟାଇମ୍ ର young କିଡ୍ସ ଦଶମ ସାରିଥାଏ. ଏଇ ସବୁ. ଫିଲ୍ମ ଆଉ ଆଲବମ ଦେଖି କଣ କଣ କରିଛୁ ସବୁ କହିହବନି ବସ ଲାଇଫରେ ଗୋଟେ ସୁନ୍ଦର ସମୟ. ସ୍ମୃତି ହେ ମାନସ ପଟରେ ସେମିତି ଥିବ 🌼💕🕊️🏹
@OfficialMadhusudan
@OfficialMadhusudan Жыл бұрын
❤ siddhant sir nka bhalia hero mu mo life re kebe dekhini and ama ollywood industry we search the gold we lossed our dimond,eita ama industry 2010 pare karuchi , siddhant sir always superstar in ollywood industry ❤❤and no 1 hero of ollywood industry Love you sir
@JayaJagannathOdisha
@JayaJagannathOdisha 4 ай бұрын
❤❤❤❤❤❤❤❤❤❤❤ very very heart touching song ଆଉ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଜଗତ ର ଏମିତି ଅଭିନେତା ଲାଗେ ସେ ଯେମିତି କେବେବି ବୁଢ଼ା ନ ହୁଅନ୍ତେ ଆଉ ଏମିତି ଫିଲ୍ମ କରୁଥାନ୍ତେ ।
@ramabhoi4432
@ramabhoi4432 Жыл бұрын
Siddha odia super hero❤❤ au emiti hero asibeni kebe nuhe
@ajitkumarbehera5081
@ajitkumarbehera5081 2 ай бұрын
ଆଜି ଯେତେ ଆଧୁନିକ ଗୀତ ବାହାରିଲେ ମଧ୍ୟ ପୁରୁଣା ଗୀତ ରେ କିଛି ଯାଦୁ ଅଛି ଯାହାକୁ ଆମକୁ ୨୦୨୪ ରେ ମଧ୍ୟ ତା ଆଡ଼କୁ ଆକର୍ଷିତ କରୁଛି ❤
@liligamango1139
@liligamango1139 5 күн бұрын
କିଏ କିଏ ୨୦୨୫ ରେ ❤ କର 🎉😢😢
@sunilkumarsahoomonranjanch5603
@sunilkumarsahoomonranjanch5603 3 ай бұрын
Pila dinar abhula smruti... Super hit movie 🎥🍿 muna Bhai kar ... super hit song ❤
@CreationOdia1234
@CreationOdia1234 4 ай бұрын
Old is Gold Song ଭୁଲିହେବନି ଏ ଗୀତ
@anantabehera498
@anantabehera498 11 ай бұрын
ମୁଁ ଏଇ ସିନେମା ଦେଖିବା ପାଇଁ ଆଉ ଜଣକ ଘରକୁ ଯାଉଥିଲି .. ହେଲେ ଘର କାମ କରିବାକୁ ଡାକିଲେ ଗାଲେଇକି filmi ଦେଖେ ମାଡ଼ବି ଖାଇଛି.. miss you child time 😭😭😭
@anantabehera498
@anantabehera498 11 ай бұрын
ଆଉ ହଁ ସ୍କୁଲ ଗଲା ବେଳେ କେଉଁ ଫିଲ୍ମ ରେ କିଏ କେଉଁ ଅଭିନୟ କରିଛି ସାଙ୍ଗ ସାଥିମାନେ କଥା ହଉ. ..
@Rsmshorts111.
@Rsmshorts111. 28 күн бұрын
ଆଉ ଏବେ ଖାଲି ପେଟ ଦେଖା ନାହିଁ ଦେଖା ଭିଡିଓ ଗୀତ ଆସିବା ପିଲାଦିନ ଫିଲ୍ମ ଆଉ ଆସିବେନି ବହୁତ ଦୁଃଖ ଲାଗୁଚି ଆଉ ଏଇ ଫିଲ୍ମ ଆସିବେନି ଏବେ ଯୋଉ ହିରୋଇନ୍ ଏମିତି ଫିଲ୍ମ କରି ପାରିବ ଷ୍ଟାଇଲ ଓଭର୍ 😅❤❤❤❤
@ManjuSing-sr7ui
@ManjuSing-sr7ui 5 ай бұрын
ମୁଁ ଏବେ ବି ତୁମ ଗୀତ ଶୁଣେ ❤❤ ବହୁତ୍ ଭଲ ଲାଗୁଚି 🎉 nice ପିଲା ଦିନ କଥା ମନେ ପଡୁଚି 😢❤❤
@ShashiKant-fo7ev
@ShashiKant-fo7ev 3 ай бұрын
Sata kahila sanga sedina katha mane padijauchi
@ganapati3725
@ganapati3725 Ай бұрын
ଏହି ଗୀତ ଟି,👇 2025 ଏହି ସମୟରେ ବହୁତ କିଏ ଶୁଣୁଚ Love you so much ❤❤❤
@ganapati3725
@ganapati3725 Ай бұрын
I miss you ଓଡ଼ିଆ Odhisha song
@kanhabehera3417
@kanhabehera3417 6 ай бұрын
ମୁଁ ଆମ ଗାଁ ଦଶହରା ରେ ଗୀତ ଗାଇ fast prize ପାଈଥିଲି।। 🥰
@hadesofthehell4913
@hadesofthehell4913 5 ай бұрын
Congratulations bhai❤
@ranjankumarsahu998
@ranjankumarsahu998 4 ай бұрын
First prize. ପ୍ରଥମ ପୁରସ୍କାର
@bapinidash3723
@bapinidash3723 4 ай бұрын
Congratulations 🎉bhai
@BHARAT.FINANCIAL.SERVICES
@BHARAT.FINANCIAL.SERVICES 4 ай бұрын
Su thare gailu
@jitendrasahoo4757
@jitendrasahoo4757 2 ай бұрын
Congratulations brother
@vikramaditya1929
@vikramaditya1929 2 ай бұрын
ଏମାନେ ହିଁ ଦାୟୀ ରହିବେ ମୋ ସିନେମା ଦେଖିବାର ନିଶା ପାଇଁ ❤❤ ଏମିତି ଭଲ ଭଲ ସିନେମା ଆଉ ଗୀତ ଥିବା ଯୋଗୁଁ ମୁ ସିନେ ପ୍ରେମୀ ହେଇଗଲି କିନ୍ତୁ ଏବେ ଆଉ ଓଡ଼ିଆ ସିନେମା ଭଲ ଲlଗୁଁ ନାହିଁ 😢😢😢
@jyaksonsahoo5406
@jyaksonsahoo5406 11 ай бұрын
Hajei deli mun mo se samaya jeun samaya re mun more Mane achhi je mun ei sabi Gita ku mo baba nka mobile ru lekhuthili skip kri Kari mi bhalu kie ei sabu ky Miss karuchi 😭😭😭😢😢😢
@friday077
@friday077 Жыл бұрын
The new version of this song can't replace the vibe of old version❤.
@DasFlowersDecoration
@DasFlowersDecoration 8 ай бұрын
ନା ସେ ବ୍ଲାକ ଏଣ୍ଡ ୱାଇଟ ଟିଭି ଅଛି ନା ସେ ପୁରୁଣା ଏକ୍ଟର ଅଛନ୍ତି ନା ସେ ସମୟ ଅଛି ସ୍କୁଲ ଛୁଟି ହେବା ବେଳକୁ ଫିଲିମ୍ ଷ୍ଟାର୍ଟ ଆଉ ଟିଭି ଆଗରେ ବସି ଦେଖିବାର ମଜା ଅଛି କିଛି ଆଉ ନାହିଁ ଏବେ ଲାଇଫ ରେ ଖାଲି ଟେନସନ୍ 😢
@Hamidcreation7864
@Hamidcreation7864 9 күн бұрын
2025 re Kie Acha??❤
@Kld_construction
@Kld_construction 4 ай бұрын
୨୦୨୪ ରେ କିଏ ଏ ଗୀତ ଶୁଣୁଛ 💓
@Molekhamogita
@Molekhamogita Ай бұрын
ଏହାକୁ ଲେଖିଥିବା ରାଇଟର ଙ୍କୁ ହୃଦୟରୁ ସାଲୁଟ ଆଉ ମୋ handsome hero
@padmalochanmohanta8784
@padmalochanmohanta8784 8 ай бұрын
ଏଇ ଫିଲ୍ମ କୁ ପିଲାବେଳେ ଆମ ଗାଁ ରେ ପାଇସା ଉଠେଇକି ଭିଡିଓ କରିକି ଦେଖିଥିଲେ ଭାଇ ସେଇଜଉ ମଜା really miss you childhood 😢😢😢😢😢 କିଏ କିଏ ଏହି ଫିଲ୍ମ କୁ ଗାଁ ରେ ଭିଡିଓ କରିକି ଦେଖିଛନ୍ତି like କରନ୍ତୁ
@pramoddash5611
@pramoddash5611 17 күн бұрын
ମୁଁ ୨୦୨୫ ମସିହା ରେ ଶପଥ କରିଛି ମୁଁ ସେଇ ପିଲା ଦିନ ଟିକୁ ଆଉଥରେ ମନେପକେଇବା ପାଇଁ।
@rilumallik3274
@rilumallik3274 Жыл бұрын
All time greatest song in odia industry ❤
@aswanidhal5117
@aswanidhal5117 2 ай бұрын
ଜାଣିନି କାହିଁକି ଏମିତି ଗୀତ ସୁଣିକି ଗୋଟେ ଆଲୋଗା feelings ଆସି ଯାଉଛୁ ଯେମିତି ଆଖିରୁ ଲୁହ ଆସି ଯାଉଛୁ 😢😢😢😢😢
@ashutoshsethi800
@ashutoshsethi800 Ай бұрын
Anyone in 2025?
@saiasishbehera1125
@saiasishbehera1125 8 күн бұрын
I am 😂
@sumankumarpatel5478
@sumankumarpatel5478 7 күн бұрын
Yess
@GyanadashGyana
@GyanadashGyana 7 күн бұрын
Yes
@Rosy_yt474
@Rosy_yt474 6 күн бұрын
Yaaa😂
@sudhanshushekharbarik8344
@sudhanshushekharbarik8344 4 ай бұрын
ଗାଁ ପିଲାମାନଙ୍କ ସଙ୍ଗେ ରାତି ରେ TV re CD ଲଗାଇ ଦେଖିବାର ମଜା କିଛି ଅଲଗା ଥିଲା❤😍
@sunilbidika9037
@sunilbidika9037 7 ай бұрын
ଏ ଗୀତ ଶୁଣିଲେ ସବୁ ପୁରୁଣା ସୃତି ମନେ ପଡିଯାଏ ❤❤❤
@Ashisheditor5656
@Ashisheditor5656 7 ай бұрын
2024 re keu mane dekhuchanti ❤❤❤
@arunsundaray6983
@arunsundaray6983 2 ай бұрын
ବହୁତ୍ କlନ୍ଧିଚି ଏ ଗୀତ ପାଇ ଏବେ ବି ମନେ ପଡିଲେ ଲୁହ ଆସି ଯାଉଚି 😢😢😢
@mrlaxmionline1935
@mrlaxmionline1935 8 ай бұрын
ଯେତେ ଶୁଣିଲେ ବି ମନ ଭରେନା ତୋ ଆଖି ମୋ ଆଇନା ...❤
@KJK_creation
@KJK_creation 5 күн бұрын
Anyone she this video February 2025
@gopinathsuba9120
@gopinathsuba9120 5 күн бұрын
Mee bhai
@sashikantamalik4267
@sashikantamalik4267 Жыл бұрын
ସିଦ୍ଧାନ୍ତ ମହାପାତ୍ର ଙ୍କ ମନଛୁଆଁ ଅଭିନୟ ଆଉ ସୋନୁ ନିଗମ ଙ୍କ ସୁରିଲା ମଧୁର କଣ୍ଠ ସତରେ ସେ ହଜିଲା ଦିନ ଫେରି ଆସନ୍ତା କି
@vss_ram_01
@vss_ram_01 2 ай бұрын
Sonu nigam cuttack balijatra
@Khamania02
@Khamania02 Жыл бұрын
ଖୁବ୍ ସୁନ୍ଦର ଗୀତ ଅଭିନୟ କରିଛନ୍ତି ଫିଲ୍ମରେ ଅଭିନୟ ନିମନ୍ତେ 🙌😍❤️
@JyotiPrusti
@JyotiPrusti 9 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂
@RajeshBiswal-v9c
@RajeshBiswal-v9c 6 күн бұрын
ଠିକି କଥା ଭାଇ ମାନେ ସେ ପିଲା ଦିନ କଥା ମାନେ ପଡିଲେ ଭାରି କାନ୍ଧ ମାଡୁଛି ଇ miss you wold is gold
@deepakDeepak-hf4hg
@deepakDeepak-hf4hg Жыл бұрын
ଦିନ ଆମର ବି ଏମିତି ଥିଲା 💞💞💞ହେଲେ ସବୁ ଆଜି ସମୟ ସାଥିରେ ବଦଳି ଯାଇଛି please ଯଦି କେହି ଫେରେଇ ଆଣି ଦିଅ 💞💞ମୁଁ ମୋ ଜୀବନ ବି ଦେଇ ଦେବି 🙏
@Subhalaxmi14728
@Subhalaxmi14728 Жыл бұрын
Ferijaithiba samaya au kebhe pherilaibani tame jete kotipati heithana kahinki 😂
@deepakDeepak-hf4hg
@deepakDeepak-hf4hg Жыл бұрын
@@Subhalaxmi14728 କଣ କହିବି ସତ ଥିଲା ସେ ଦିନ ସବୁ ସତ ଥିଲେ ସେ ମଣିଷ ଆଜି ସବୁ ମିଛ ଭାରି କଷ୍ଟ ଲାଗୁଚି ସେ ପୁରୁଣା ସ୍ମୃତି ମନେ ପଡିଗଲେ 💞ଏମିତି ବି ଆମେ ଦିନ କେଇଟା ପାଇଁ ଗାଁ କୁ ଯାଉଛୁ ଯେମିତି ଲାଗେ ଏ ଗୋଟେ ଅଲଗା ଦୁନିଆ ଭଳି ଲୋକ ମାନେ କଥା ହୁଅନ୍ତି ନି ଆମେ ଲବେ ଦଶକ ର ପିଲା ଅଜ୍ଞ୍ୟା fillings ନିଶ୍ଚୟ ଆସିବ 🙏
@supriyadas6478
@supriyadas6478 3 ай бұрын
Super song mote bahutu bhala laguchi ❤❤
@akashku10
@akashku10 4 ай бұрын
ହଲ ରୁ ବାହାରିଲେ ସେତେବେଳେ ଦେହ ଆଉ ମନ ଖାଲି କୁହେ ପୁଣୀ ଦେଖିବା କୁ ଆଉ ତା ପର ଦିନ ଚର୍ଚ୍ଚା ହୁଏ ଫିଲ୍ମ ରେ କିଏ କେମିତି ଆକ୍ଟିଙ୍ଗ କରିଥିଲା ଖାସ୍ କରି ସିଦ୍ଧାନ୍ତ sir ଙ୍କର ଫିଲ୍ମ ଠିକ୍ କହିଲି ନା ଆଜ୍ଞା
@SunaSinghMajhi-m5s
@SunaSinghMajhi-m5s 5 ай бұрын
Mo chua belara geeta ilove you my big star Sidhanta sir ❤
@nrusinhatripathy6930
@nrusinhatripathy6930 Жыл бұрын
ଆପଣ ମାନଙ୍କ ଏ ସୁନ୍ଦର ସୁନ୍ଦର୍ ଗୀତ ଗୁଡ଼ିକ ପାଇଁ ହିଁ ମୁଁ ଆମର ଏ love କୁ success କରିବାକୁ ches
@zaxx_djlover
@zaxx_djlover 2 ай бұрын
Sonu nigam bhai voice ❤
@smileymishra-dn6ot
@smileymishra-dn6ot Жыл бұрын
Best actor sidhant sir for odia industry ...l like very much this song ❤❤❤❤❤
@ashikmirza3299
@ashikmirza3299 Жыл бұрын
I'm 21 yrr old❤, really miss you childhoods memories..... Love from kolkata❤
@swatibishoyi5556
@swatibishoyi5556 10 ай бұрын
Great actor of ollydwood industry ❤❤❤
@BadBoyArya1998
@BadBoyArya1998 Жыл бұрын
SONU NIGAM Voice 💯% Matches with SIDDHANT's Personality. Siddhant is The identification of Odia Movie Industry.
@bankanidhipadhihary7949
@bankanidhipadhihary7949 Жыл бұрын
K mok.l oo. 4:17 oo
@bankanidhipadhihary7949
@bankanidhipadhihary7949 Жыл бұрын
. Oo😊😮
@bankanidhipadhihary7949
@bankanidhipadhihary7949 Жыл бұрын
Me mo nmk
@BhagabataBarik815
@BhagabataBarik815 Жыл бұрын
Yes bro ❤❤
@alokkumar-dz8lb
@alokkumar-dz8lb Жыл бұрын
Actually bro tone ta Barun mishra pari laguchi
@Selinasahu-f7c
@Selinasahu-f7c Ай бұрын
Ae song 2025 re kia kia sunucha gote 👍👍👍👍 kara
@ManaswaniDas-z1x
@ManaswaniDas-z1x 2 ай бұрын
Baliyatra Sonu Nigam thu suniki asichi dekhi baku
@Riderboymunna
@Riderboymunna Ай бұрын
କାହିଁ ଗଲା ମୋ ପିଲା ଦିନର ଚଳଚ୍ଚିତ୍ର କେତେ ନିଆରା ଥୀଲା ସେ ଚଳଚ୍ଚିତ୍ର ଆଜି କାହିଁକି ହଜିଗଲେ ଏ ହିରୋ ହିରୋଇନ୍ ମାନେ
@gunupintu
@gunupintu 10 ай бұрын
ମୁନା ଭାଇ ଓଡ଼ିଆ ଜଗତର ଗର୍ବ ❤❤❤ମୋ ହିରୋ ମୁନା ଭାଇ
@Ajitakumarmandal
@Ajitakumarmandal 2 ай бұрын
Sonu Nigam sir is best singer ❤❤❤
@swagatikanayak2143
@swagatikanayak2143 6 ай бұрын
Peace of heart 💓😌
@narayanjena9767
@narayanjena9767 2 ай бұрын
Mo jiabanara sabutharu pasnda
@nbmarishyt7455
@nbmarishyt7455 Жыл бұрын
Bahut sunder song emiti sidhant sir nko music sidharth music nei asu million subscribers hebo
@srajendra7660
@srajendra7660 6 ай бұрын
Sonu sir and pamela jain nka kantha dehare siharana khelei dauchhi a song re.Atynata chamtkar swara aau lekha .jete sunile b puni sunibaku ichha hauchhi.
@ajaykumarmahapatra3386
@ajaykumarmahapatra3386 Жыл бұрын
Puruna music director swaroop naik sir Deepak Kumar sir Malaya mishra sir and all puruna music director and puruna singer manaku naiki gotia movie Karathu supur duper Hits haba 2024
@RituMisty-i6q
@RituMisty-i6q 15 күн бұрын
2025re Kia Kia sunucha❤