Рет қаралды 208,821
ତୁଲସୀ ଦୁଇ ପତ୍ରନୁ ବାସଲା ଲେଖେ ଛୁଆ ଦିନୁ ନିଜର୍ ପ୍ରତିଭା ଦେଖେଇଛନ୍ ସୁନ୍ଦର୍ଗଡ୍ ଜିଲ୍ଲାର୍ କନିକା ଗାଁର୍ ଇ ଦୁଇ ବର୍ଷିୟା ଛୁଆ ସଂକଳ୍ପ ଭୋଇ । ଏତ୍କି ଛୋଟ୍ ବୟସୁ ନୁଆ ନୁଆ ଗୀତ୍ ଗାଇବାର୍ ସାଙ୍ଗେ ମୃଦୁଙ୍ଗ , ହାରମୋନିଅମ୍ ଲେଖେ ବଜା ଭିଲ୍ ବଜେଇପାରୁଛନ୍ ସେ । ଖାଲି ସେତ୍କି ନାଈ ସେ ଭଗବାନକଁର୍ ମନ୍ତ୍ର ମାନେ ବି ବହୁତ୍ ସୁନ୍ଦର୍ ହିସାବେ ଉଚ୍ଚାରନ୍ କରୁଛନ୍ ଇ ୨ ବର୍ଷିାୟା ଛୁଆ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍ର ପ୍ଲାଟଫର୍ମ
ଆଗକେ ବଢ୍ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on KZbin, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର