ତୋ ପ୍ରେମ ସବୁଠୁ ନିଆରା ର ସମ୍ପୂର୍ଣ ଗୀତ

  Рет қаралды 1,055,373

Jatra Bobal

Jatra Bobal

Күн бұрын

#tulasifulljatraseen
#tulasicomedi
#tulasigananatya
#tulasijatra
#odiajatracomedi

Пікірлер: 599
@odiastatus001
@odiastatus001 2 жыл бұрын
ଆଜିକା ଦିନରେ କେବଳ ଯାତ୍ରା ଜଗତ ହିଁ ନିଚ୍ଛୁକ କାହାଣୀ ଏବଂ ଏହିପରି ସୁନ୍ଦର ଗୀତ ଦେଖିବାକୁ ମିଳୁଛି
@TAPAN_Entertainment
@TAPAN_Entertainment 2 жыл бұрын
ନନ୍ଦିନୀ ତୁମର ସ୍ଵର ରେ ଜାଦୁ ରହିଛି।। ହ୍ରୁଦୟ ଛୁଇଲା ଭଳି ଗୀତ ଇଏ ,,, ଧନ୍ୟବାଦ ତୁମେ ଓଡ଼ିଶା ର ଗୌରବ , ହ୍ରୁଦୟ ରୁ ଆପଣ ଆଉ ସବୁ କଳାକାର ଭାଇ ମାନଙ୍କୁ ମୋ ତରଫରୁ ଧନ୍ୟବାଦ,ଏଇ ଗୀତ ବାରମ୍ବାର ଶୁଣିବାକୁ ଇଛା ହଉଚି।।।
@satyanayak4271
@satyanayak4271 2 жыл бұрын
ସବୁ musicians, ଏବଂ music Director ଙ୍କୁ ବହୁତ୍ ଧନ୍ୟବାଦ୍ ! କିନ୍ତୁ ନନ୍ଦିନୀ ଙ୍କ ପାଇଁ ଏହା ସୁପରହିଟ ହେଇଛି ! Top magical voice of Nandini ji👍👍👍👍👍👍
@gundicharout5784
@gundicharout5784 2 жыл бұрын
Jay Jagannath
@sashibhusandas520
@sashibhusandas520 2 жыл бұрын
J
@jitendranayak8269
@jitendranayak8269 2 жыл бұрын
Right bhai
@kalpatarunayak8709
@kalpatarunayak8709 2 жыл бұрын
ଭୁଲ କଥା music director fast
@kalpatarunayak8709
@kalpatarunayak8709 2 жыл бұрын
ସମତଙ୍କୁ ନେଇ ସଙ୍ଗୀତ
@maheswargantayat1016
@maheswargantayat1016 2 жыл бұрын
ନନ୍ଦିନୀଙ୍କ କଣ୍ଠରେ ସରସ୍ବତୀ ବସା କରିଛି ଏଣୁ ଏହି ଗୀତ ଟି ବହୁତ ବଡ଼ିଆ ହୋଇଛି 👌👌👌 , ତେଣୁ...... ତୁଳସୀ ଗଣନାଟ୍ୟରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ମୋର ଧନ୍ୟବାଦ , ଏବଂ ଗୀତର ଲେଖକ ଓ ସଂଗୀତ ମାଷ୍ଟଙ୍କୁ ମୋର ସମସ୍ତଙ୍କ ଠାରୁ ବହୁତ ବହୁତ 👍 ଧନ୍ୟବାଦ l ଭଗବାନ ତୁମମାନଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ 🙏 l
@aswinisahu389
@aswinisahu389 2 жыл бұрын
Second namita agrwal❤
@sudhanshunaik1131
@sudhanshunaik1131 2 жыл бұрын
really excellent
@manashranjanbiswal2912
@manashranjanbiswal2912 2 жыл бұрын
ବହୁତ ସୁନ୍ଦର ହେଇଛି।ପୁରା ଟିମକୁ ବହୁତ ବହୁତ ଧନ୍ୟବାଦ।ଆଗକୁ ଏମିତି ଆହୁରି ଅଧିକ ସୁନ୍ଦର ଗୀତ ପ୍ରସ୍ତୁତ କରନ୍ତୁ।
@tapanswain1812
@tapanswain1812 2 жыл бұрын
ଏ ସଂଗୀତରେ ପ୍ରଥମେ ମିଉଜିକ୍ ଭାଇ ମାନଙ୍କୁ ଧନ୍ୟବାଦ. ତାପରେ କଣ୍ଠ ଶିଳ୍ପୀ ମାନଙ୍କୁ 👍👍👍👍
@alokbehera4633
@alokbehera4633 2 жыл бұрын
Yes sir
@alokbehera4633
@alokbehera4633 2 жыл бұрын
ମୁଁ comment re ସେଇଆ ଲେଖିଥିଲି sir
@maheswargantayat1016
@maheswargantayat1016 2 жыл бұрын
Yes ଭାଇ
@kasinathbarikthetotob8497
@kasinathbarikthetotob8497 2 жыл бұрын
​@@alokbehera4633 I'mA
@kasinathbarikthetotob8497
@kasinathbarikthetotob8497 2 жыл бұрын
​@@alokbehera4633
@nityanandasahoo9549
@nityanandasahoo9549 2 жыл бұрын
ଏଠି ପ୍ରଥମେ music director ଙ୍କୁ ପ୍ରଥମ ଧନ୍ୟବାଦ.
@abaniakash6225
@abaniakash6225 Жыл бұрын
Best Music director Mihir Sir ❤️
@MrGutuna
@MrGutuna 13 күн бұрын
ଏହି ଗୀତ ର ସଂଗୀତ ନିର୍ଦେଶକ ମୋ ଜେଜେ 🙏
@jagabandhu686
@jagabandhu686 2 жыл бұрын
ନନ୍ଦିନୀ ଯେଉଁ ଗୀତ ଗାଇବ, ୧୦୦% ସେ ଗୀତ ସୁପର୍ ହିଟ୍ ହେବ 👍ଗୀତ ର କମ୍ପୋଜିସନ ବହୁତ ବଢିଆ ହେଇଛି
@od14nightrider
@od14nightrider Жыл бұрын
ବହୁତ ସୁନ୍ଦର ହୋଇଛି ଏ ଗୀତ ମନକୁ ପୁରା ଛୁଇଁ ଗଲା🌹🌹🌹
@dillippanivlogs1078
@dillippanivlogs1078 2 жыл бұрын
Ae amiti eka Gita bar bar sunile b mana bujhuni ahuri sunibaku echha hauchi... thanks to tulasi gananatya musicians & jollywood ra no 1 singer nandini behera... love you all members of tulasi gananatya
@sukantapatra5537
@sukantapatra5537 Жыл бұрын
👌👌👌ଶୁଣୁଥିଲେ ଶୁଣୁଥିବାକୁ ମନ ହେଉଛି. 👌👌👌
@dillippanivlogs1078
@dillippanivlogs1078 2 жыл бұрын
Tulasi gananatya sabubele sabu season re vala vala Gita kare...tulasi gananatya mo favourite jatra anustana..Jay baba dhabaleswara
@kumaravay9915
@kumaravay9915 2 жыл бұрын
ଯାତ୍ରା ଜଗତର ଏହି ବଳିଆ ଗୀତ ଭାହୁତ ସୁନ୍ଦର ଗାଇଲେ very nice 🥰🥰🥰🥰
@fakirbaral5313
@fakirbaral5313 Жыл бұрын
କି ଗୀତ ହେଇଛି ଭାଇ, ନନ୍ଦିନୀ ନୂଆ ଦୁନିଆର ବଣମଲ୍ଲୀ,ମିୟୁଜିକ୍ ଭାଇ ଓ ଗୀତିକାରମାନେ କେମିତି ସେଟିଂ ହେଲେ ଏ ବଡ ସୁଯୋଗର ମିଳନ ଆଗକୁ ମାଡିଚାଲ । (Full like ) ଜୟ ଜଗନ୍ନାଥ 6.10.2021 by 6.10.2024
@TAPAN_Entertainment
@TAPAN_Entertainment 2 жыл бұрын
ଆରେ ଭାଇ ଗୀତ ଏଇମିତି ହବା ଦରକାର ଯେମିତି ଶୁଣିବା ଲୋକ କଂମେଟ କରିବାକୁ ବାଧ୍ୟ ହେବ ।ହାତ ଆପେ ଆପେ କଂମେଟ ଉପରକୁ ଚାଲିଯିବା।।🙏🙏🙏
@rajendrakumarsethy1637
@rajendrakumarsethy1637 Жыл бұрын
Music badsha.mihir sir
@trinathkishan4500
@trinathkishan4500 Жыл бұрын
Good song
@byamakeshdhal849
@byamakeshdhal849 Жыл бұрын
T
@byamakeshdhal849
@byamakeshdhal849 Жыл бұрын
T
@bulupattnaik943
@bulupattnaik943 Жыл бұрын
Yyyy
@krushnachandradas6408
@krushnachandradas6408 2 жыл бұрын
I am a Big Fan of Tulasi's Musical Team only bcoz of Nandini Madam... Go ahead...Mam....
@sarnabayarofficial1614
@sarnabayarofficial1614 2 жыл бұрын
ମ୍ୟୁଜିକ ଡ଼ାଇରେକ୍ଟର ଏବଂ ସିଙ୍ଗର କୁମର ହୃଦୟ ଭରା ଅଭିନନ୍ଦନ
@PKPG1234...
@PKPG1234... Жыл бұрын
All arrangements of this song are very nice and perfect,so the output is very heart touching ❤
@bijayakumar4389
@bijayakumar4389 Жыл бұрын
ବହୁତ ସୁନ୍ଦର ହେଇଚି ଗୀତ, ସବୁ muscian କଳାକାର ଙ୍କୁ ଧନ୍ୟବାଦ
@banamalinaik4105
@banamalinaik4105 2 жыл бұрын
ବହୁତ ସୁନ୍ଦର ଭାବରେ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧକରିଦେଲେ ମୁଏଗିତକୁବାରବାରଦେଖୁଛି
@rakeshparida9686
@rakeshparida9686 2 жыл бұрын
Pramod bhai miss you jete song asu hata dhari bata chaluthiba song tale
@balarambehera9445
@balarambehera9445 Жыл бұрын
My sister Nandini, God bless you. You are really a singer.
@manish9359
@manish9359 Жыл бұрын
Bahut sundar song heichhiii..... Spcl thanks music director and lyrics .....singer nandini .....all r thanks.....thore sunile au thore sunibaku echhha heuchhiii ....bar bar sunibaku echhhha heuci ..... Final thanks ....
@dipuskitchendiary2225
@dipuskitchendiary2225 Жыл бұрын
Bhai song bi niara jatra bi niara dekhibar sujoga milithila September 4th re ati sundara 🙏🙏 ଧନ୍ୟବାଦ ତୁଳସୀ ଗଣନାଟ୍ୟ ଏମିତି ଏକ ହୃଦୟ ସ୍ପର୍ଶୀ ଯାତ୍ରା ଭେଟିଦେଇଥିବାରୁ
@Tapu143Music
@Tapu143Music 2 жыл бұрын
ଏହି ଗୀତ ଶୁଣିଲା ପରେ ମୋର ଅନୁଭୂତି. ମୁଁ ଏହି ଗୀତ ରୁ classical, light ଆଉ south ର ମିଶ୍ରଣ ପରି ଲାଗୁଚି ଭୁଲ କି ଠିକ କି ମୁଁ ତ ଜାଣିନି କିନ୍ତୁ ଗୋଟେ ଅଲଗା, High level ର feeling ଆସୁଛି 🙏🙏🙏🙏
@sunilkumarparida1737
@sunilkumarparida1737 2 жыл бұрын
କେତେ ସୁନ୍ଦର କଣ୍ଠ ଆଉ କମ୍ପୋଜିସନ୍। ପ୍ରଥମତଃ ମ୍ୟୁଜିକ୍ କମ୍ପୋଜର ଏବଂ ଗୀତିକାର ମହୋଦୟ ଉଭୟଙ୍କୁ ହୃଦୟରୁ ପ୍ରଣାମ ଓ ସମ୍ମାନ ଜଣାଉଛି। ବହୁତ ଉଚ୍ଚ କୋଟୀର ସଙ୍ଗୀତ... ବିଗତ ସଂଗୀତମୟ ଦିନ ସବୁକୁ ମନେ ପକେଇ ଦେଲେ .. ଗାୟିକାଙ୍କ ହୃଦୟ ଅତ୍ୟନ୍ତ ପବିତ୍ର ନହେଲେ କଣ୍ଠ ଏତେ ପ୍ରଭାବିତ କରନ୍ତା ନାହିଁ .. ପ୍ରତିଭାଶାଳୀ ଗାୟକ ଏଵଂ ସମସ୍ତ ବାଦ୍ୟଯନ୍ତ୍ରର ସମାହାରରେ ଗୀତ ଟି ଖୁବ ସୁନ୍ଦର ଓ ମନଛୁଆଁ ହୋଇପାରିଛି .. ଏବେକାର ଓଡ଼ିଆ ସିନେମା ସଙ୍ଗୀତ ଏତିକି ସୁମଧୁର ହେଲେ ହେଇ ଥାଆନ୍ତା କି ... ପୁନର୍ବାର ସମସ୍ତ କଳାକାର ବୃନ୍ଦଙ୍କୁ ଅଶେଷ ଧନ୍ୟବାଦ 🙏🙏🙏❤️❤️🙏🙏🙏
@chandansahu9482
@chandansahu9482 2 жыл бұрын
Bahut sundar song ❤️❤️❤️❤️❤️❤️❤️❤️❤️❤️❤️❤️ hrudaya ku chhuingala .. ❤️❤️
@swadhinnanda6680
@swadhinnanda6680 2 жыл бұрын
ବହୁତ୍ ସୁନ୍ଦର୍ voice ek number
@pramodkumarrout7641
@pramodkumarrout7641 2 жыл бұрын
Best Opera party in Odisha. I have seen so many times in my village ORALI, Keonjhar on the occasion of SriRamnavami. At that time, Radha Bai was a good musician. Thanks to all artists. Keep it up.
@Pkm373
@Pkm373 Жыл бұрын
Mihir Sir.... Awesome composition 🙏❤
@satyaranjanmajhi7468
@satyaranjanmajhi7468 2 жыл бұрын
Very nice Music composition...musicians are awesome
@ratnamanjarijena9081
@ratnamanjarijena9081 2 жыл бұрын
Thnx to all...writer, lyricst, musician, direction n singer .., mixing of everyone the song is awesome 👍 But upload some rehearsal video with another new jatra song.
@tusarkantarana6899
@tusarkantarana6899 2 жыл бұрын
Nandini is my favourite singer but this song is tremendous directed by mihir ji love from jajpur ❤️❤️❤️ god bless you nandini
@soumyaranjanswain3944
@soumyaranjanswain3944 Жыл бұрын
Beautiful song and thanks you all staff for this performance.
@manojshankarpanigrahi188
@manojshankarpanigrahi188 2 жыл бұрын
Now this song sound smooth as compair before... Hats up Nandini mam..go ahead..👏👏💐
@premishq
@premishq 2 жыл бұрын
Nice music and lyrics..... ନନ୍ଦିନୀ ଏକ ବଣ ମଲ୍ଲି, ଏ ଓଡ଼ିଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ବିଶେଷ କରି ସାର୍ଥକ ମ୍ୟୁଜିକ କମ୍ପାନୀ ନନ୍ଦିନୀ ଙ୍କ ପ୍ରତି ବହୁତ ବଡ଼ ଅବହେଳା କରିଛନ୍ତି।।। ଦୟାକରି ତାଙ୍କୁ ସୁଯୋଗ ଦିଅନ୍ତୁ।। ତାଙ୍କ ସ୍ବର ରେ ଯାଦୁ ଅଛି
@bolarammontry9472
@bolarammontry9472 2 жыл бұрын
Excellent composed and excellent voice both of you especially lady singer 👌👌 keep it up may God bless you..
@chittaranjansahu8159
@chittaranjansahu8159 2 жыл бұрын
ଅତି ସୁନ୍ଦର ଭାବରେ ହୃଦୟସ୍ପର୍ଶୀ କଣ୍ଠସ୍ୱର କରିଛନ୍ତି.. 👌👌👌💐💐💐💐💐❤️❤️❤️💐💐💐💐
@byomakeshmishra4287
@byomakeshmishra4287 2 жыл бұрын
Beautiful voice. This is the true standard Odia song.
@manoramasuna8847
@manoramasuna8847 2 жыл бұрын
Shovan bhai n all musicians so nice ... And Nandini sang it so flawlessly...Mihirsir nka ta geeta hi niaara.... Pura illeyarajasirnka bhalia Compose heichhi... Ayi raag ta mor most favorite
@sanjaysadawarti4121
@sanjaysadawarti4121 2 жыл бұрын
Wishing sovan bhai 👌
@ManojKumar-rr8pb
@ManojKumar-rr8pb 2 жыл бұрын
Beautiful song by tulasi gananatiya .thanks .
@PAPUDASH-l8d
@PAPUDASH-l8d 3 ай бұрын
Sabu love songs Tharu mast heichhi aaji pajyanta jetiki heithila.Niyara music 🎵🎵. Thank you Mihir sir.
@Ajaykumar-yv2px
@Ajaykumar-yv2px Жыл бұрын
Fantastic Sanjay your singing style is superb your high pitch note catch is awesome God bless you go ahead
@mamatagouda219
@mamatagouda219 2 жыл бұрын
Dil ku chhuni jauchhi gitata sunile bahut Jawarajasth singing lovely vic mem nkara Dil ko chhuleta he 🌹
@abhaykumarpradhan6666
@abhaykumarpradhan6666 2 жыл бұрын
Music song very nice post congratulations team members Jay jagannath 🙏🙏🙏🙏
@Musicislife-uw1gk
@Musicislife-uw1gk 2 жыл бұрын
Nyc voice nandini di sanjay bhai
@premprakash9623
@premprakash9623 2 жыл бұрын
ବହୁତ ବଢିଆ
@RK_Entertainments
@RK_Entertainments 2 жыл бұрын
ଚମତ୍କାର ପରିବେଷଣ । ଅତି ସୁନ୍ଦର ସ୍ୱର ଉଭୟଙ୍କର
@kishoredas1302
@kishoredas1302 2 жыл бұрын
Extremely a Package of Music... Composition...Giving salute to all musicians and Nandini is really excellent.
@Sachin-yt8dt
@Sachin-yt8dt Жыл бұрын
ମନଛୁଆଁ ହୋଇଛି ଗିତ କଣ୍ଠ ମ୍ୟୁଜିକ ...............🙏❤
@sandhyaranipradhan7316
@sandhyaranipradhan7316 2 жыл бұрын
Musical sabu vai manaku bahut bahut dhanya bada Bahut sundar gita tia Manaku chhuila
@prasannanayak6984
@prasannanayak6984 2 жыл бұрын
Superhit Tulasi gananatya nandine best singer
@sukantabehera7041
@sukantabehera7041 3 ай бұрын
Bahut sundar singer namaste 🙏
@jatraloversibun
@jatraloversibun 2 жыл бұрын
Bahutu sundar song my favourite titel song 👌👌👌👌👌👌 video
@KBehera-BSc-MBA-LLB
@KBehera-BSc-MBA-LLB 2 жыл бұрын
ନନ୍ଦିନୀ ମ୍ୟାଡମ୍ ଙ୍କର..କୋକିଳ ସ୍ଵର...
@kabilmunna6970
@kabilmunna6970 2 жыл бұрын
ବହୁତ୍ ସୁନ୍ଦର ସମସ୍ତ ଙ୍କୁ ହୃୟସ୍ପର୍ଶୀ ଲାଗିଯିବ
@rakeshmanthana2289
@rakeshmanthana2289 Жыл бұрын
ବହୁତ ସନ୍ଦର ଗୀତ ଏମିତି ହବା ଦରକାର
@bijaydhurua865
@bijaydhurua865 2 жыл бұрын
ବହୁତ ବହୁତ ସୁନ୍ଦର.... ସମସ୍ତ ଯନ୍ତ୍ର ଶିଳ୍ପୀ ଙ୍କୁ 🙏🙏🙏🙏🙏
@rajnayak5964
@rajnayak5964 Жыл бұрын
କି ଗିତ ବହୁତ ଭଲ ଲାଗିଲା ଜଗନ୍ନାଥ ସଂସ୍କୃତି କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
@ajayraut7722
@ajayraut7722 Жыл бұрын
Kichhi Dinapare gote hart taching song sunibaku milila AMAZING
@ashwinideheri8301
@ashwinideheri8301 Жыл бұрын
Nice voice nandini mem and also male voice is so sweet 👍👍👍👍
@superpowerbharatbarsha2619
@superpowerbharatbarsha2619 2 жыл бұрын
Our own Anuradha Paudwal is Nandini Ma'am ❤️❣️❤️
@ambikaprasadbarik9580
@ambikaprasadbarik9580 2 жыл бұрын
Heart touching lyric and fantabulous composing.
@skumarnayak2176
@skumarnayak2176 2 жыл бұрын
beautiful voice, nandini is best singer, tulasi gananatya pai a hauchhi tulashi
@tofanjena1550
@tofanjena1550 2 жыл бұрын
ସୁପର ହିଟ୍ ଗୀତ 👍👍👍👍 mind blowing.
@dilipkanhar9886
@dilipkanhar9886 2 жыл бұрын
Beautiful really love💖💞💝🎵 Song... sweet 🎤voice...of ...Nandini🎧👍
@abhilipsaswain8586
@abhilipsaswain8586 Жыл бұрын
What a beautiful composition.... music is wow👌👌👌
@tulubhai7863
@tulubhai7863 2 жыл бұрын
ପୁରା ଝାକାସ୍ ଯାତ୍ରା ଗିତ ଏଭଳି ହବା କଥା ତୋ ପ୍ରୀୟା ସବୁ ଠୁ ନିଆରା, ମୋ ମନକୁ ଭଲ ଲାଗିଲା
@MotivationSoumyaRanjan
@MotivationSoumyaRanjan 2 жыл бұрын
Supper song .all the best wishes all team members
@dillipkumarjena2014
@dillipkumarjena2014 2 жыл бұрын
Particularly, this Song is Totally Unique. It has all the qualities, that a best Song deserves........ Thanks to Music Director, Very Good lyrics, nice Voice . Good Show of Team Work
@brahmabeheraofficial
@brahmabeheraofficial 2 жыл бұрын
ସୁନ୍ଦର୍ ଲେଖା ନୋହେଲେ ଭଲ ଗୀତ ହୁଏନି ତେଣୁ ପ୍ରଥମେ ଗୀତିକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ମିହିର ସାର୍ ଆପଣକଂ ସ୍ୱର ସଂଯୋଜନା ସବୁବେଳେ ଯାତ୍ରା ଗୀତ ଶୁଣିବାକୁ ବାଧ୍ୟ କରେ, ନନ୍ଦିନୀ ତମ ମଧୁର କଣ୍ଠ ସବୁ ବେଳେ ମନ କୁ ଛୁଇଁ ଯାଏ, ବାଦ୍ୟ ଯନ୍ତ୍ର ରେ ଯୋଉ ମାନେ ବି ଅଛନ୍ତି ସେମାନେ ବି ଏ ଗୀତ ରେ ଅତି ଚମତ୍କାର ଭାବରେ ନିଜର କଳାର ପରିବେଷଣ କରିଛନ୍ତି ଶେଷରେ ଏ ଗୀତରେ ଯିଏ ବି Arranger ଅଛନ୍ତି ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏ ବର୍ଷ ଏ ଗୀତ ଯାତ୍ରା ପ୍ରେମୀଙ୍କ ମନରେ ଚହଳ ସୃଷ୍ଟି କରିବ ଜୟ ଜଗନ୍ନାଥ🙏
@srushti-odia-village-vloge3841
@srushti-odia-village-vloge3841 2 жыл бұрын
Nandini didi nice song nice tone jay jatra maharathi kalinga❤️❤️
@sanjibbonsriarkudmalijhuma6804
@sanjibbonsriarkudmalijhuma6804 2 жыл бұрын
Excellent composition and beautiful lyrics with superb music and vocal.. Bahut din pare emiti song sunibaku paili. Best of luck to the entire musical orchestra. Bahut bahut dhanyabad. Jay kala.
@pramodkumrar3336
@pramodkumrar3336 Жыл бұрын
Super Duper Hittt SONGS
@sanjibbonsriarkudmalijhuma6804
@sanjibbonsriarkudmalijhuma6804 Жыл бұрын
@@pramodkumrar3336 no doubt bro.
@nalineemohanty4735
@nalineemohanty4735 2 жыл бұрын
Great salute to the music director as well as both singers n enitre music team, how sweet creation !!!
@manojsahu3311
@manojsahu3311 Жыл бұрын
Tulasi gananaty music au. Technician. Bhai mananku Bahu bahut dhannyabad. 🙏🙏🙏🙏🙏🙏🙏🙏👌👌👌
@anupamamishra9933
@anupamamishra9933 Жыл бұрын
Nadini mam-your singing is superb .
@keyboardkingjaga3006
@keyboardkingjaga3006 2 жыл бұрын
Bahut bhala lagila song so sweet 👌
@santoshnayak5685
@santoshnayak5685 2 жыл бұрын
Super nadini...didi....u r the god gift for jollywood
@amitkumarghoshmohapatra594
@amitkumarghoshmohapatra594 2 жыл бұрын
I love the music of Tulasi team...so pls improvise it..... requesting you...Nandini mam ....lovely voice....
@kesharikumar188
@kesharikumar188 2 жыл бұрын
Mu ta prathame Mihir sir nku dhanbad debaku chanhuchhi.ate sundara compose karichhanti ....it was definitely true.. Jay jagnnath 🙏 credit jauchi mihir sir nk uprku
@prasantkumarjena7197
@prasantkumarjena7197 2 жыл бұрын
👍👍👍👍👍👍
@pradiptaku.singhpradipta5086
@pradiptaku.singhpradipta5086 Жыл бұрын
Very beautiful song many many thanks tulasigananatya
@krishnachandra236
@krishnachandra236 Жыл бұрын
Bahut badia Campos liris mun bi aku gaibaku chesta karuchi dhanyabad musision bhai manaku abun samastanku moro pranam
@saradadash9832
@saradadash9832 2 жыл бұрын
Jete sunile bi ahuri sunibaku ichha hauchi bahut hi dhanyabad sundar gitati paen
@mishrabhoi605
@mishrabhoi605 2 жыл бұрын
ସୁନ୍ଦର ସୁର ସୁନ୍ଦର ଯୋଡି
@santoshseth8704
@santoshseth8704 2 жыл бұрын
ବହୁତ ସୁନ୍ଦର କଣ୍ଠଦାନ କରିଛନ୍ତି
@subashdashsd3003
@subashdashsd3003 2 жыл бұрын
ସୁନ୍ଦର ସଙ୍ଗୀତ ପରିଚାଳନା ଯାତ୍ରା ଗୀତ ଏମିତି ହେବା ଦରକାର ଚଳଚ୍ଚିତ୍ର ସଙ୍ଗୀତ କୁ ପଛରେ ପକେଇଦେବ
@amazingstickering
@amazingstickering 2 жыл бұрын
Jollywood is batter then OLLYWOOD
@natabarsahoo4326
@natabarsahoo4326 2 жыл бұрын
Bahuta sundar gana . Amit B Tulashi odisha ray sabu somya ray No One party rahuchi auo Rahithhiba .
@bhajamajhi4856
@bhajamajhi4856 2 жыл бұрын
Jhia sora bhala lagila bhauta best of sang
@manojhati9328
@manojhati9328 2 жыл бұрын
Nandini my favorite singer
@ashokrout3910
@ashokrout3910 2 жыл бұрын
Waa Bahut bhala laguchi Song, thanks Didi
@smarakranjan8710
@smarakranjan8710 2 жыл бұрын
Uff kete sundar voice jhia ra 😌😌❣️
@debasishhati1077
@debasishhati1077 2 жыл бұрын
Nice songs I love jatra 🎵song l like it
@Odia_toka_shreyanshu
@Odia_toka_shreyanshu 3 ай бұрын
Great👍 Nandini, fantastic.... Very lovely song❤. God bless you.
@kanhucharanmallick6029
@kanhucharanmallick6029 2 жыл бұрын
Best direction mihir sir ,and best of singer nandini
@khirodkumura5353
@khirodkumura5353 Жыл бұрын
ବହୁତ ଭଲ ଲାଗିଲା
@banamalisahu7218
@banamalisahu7218 2 жыл бұрын
ଏ ତ hit ଅଟେ । ମନ ଛୁଆଁ !
@SambaruRaita-vm5lb
@SambaruRaita-vm5lb 27 күн бұрын
Apanaku Bahut Bahut dhaniya baad sehibhadi nuaa nuaa Gita bahara karantu ❤
@uditkumardas1287
@uditkumardas1287 2 жыл бұрын
I'm speechless actually. I've no word to express that how it like feel. Awesome composition👏it might be take away the jollywood industry to the next level.
@gadibrahmacreations9710
@gadibrahmacreations9710 2 жыл бұрын
Off re samaste kheluchanti... 👌👌👌👌👌
哈哈大家为了进去也是想尽办法!#火影忍者 #佐助 #家庭
00:33
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,4 МЛН
Tulasi gananatya melody songs singer nandini
7:53
dayanidhi nahak
Рет қаралды 2,1 МЛН
Nandini Singer | Super Hit Jatra Song #nandini
34:58
Jatra Links (ଯାତ୍ରା ଲିଙ୍କ୍ସ୍)
Рет қаралды 913 М.
哈哈大家为了进去也是想尽办法!#火影忍者 #佐助 #家庭
00:33